translationCore-Create-BCS_.../tq_GAL.tsv

33 KiB

1ReferenceIDTagsQuoteOccurrenceQuestionResponse
21:1bh82ପାଉଲ କିପରି ଜଣେ ପ୍ରେରିତ ହେଲେ?\tପାଉଲ ଯୀଶୁ ଖ୍ରୀଷ୍ଟ ଏବଂ ପିତା ଈଶ୍ବରଙ୍କ ଦ୍ୱାରା ପ୍ରେରିତ ହେଲେ ।
31:4q9lgଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀମାନେ କେଉଁଠାରୁ ଉଦ୍ଧାର ପାଇଛନ୍ତି?\tଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀମାନେ ଏହି ପାପମୟ ଜଗତରୁ ଉଦ୍ଧାର ପାଇଛନ୍ତି ।
41:6et4qପାଉଲ କେଉଁ ବିଷୟକୁ ନେଇ ଗାଲାତୀୟ ମଣ୍ଡଳୀ ବିଷୟରେ ଆଶ୍ଚର୍ଯ୍ୟ ହେଲେ?\tସେମାନେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେବା ଦେଖି ପାଉଲ ଆଶ୍ଚର୍ଯ୍ୟ ହୋଇଗଲେ ।
51:7nnd7କେତେଟି ସତ୍ୟ ସୁସମାଚାର ଅଛି?\tକେବଳ ଗୋଟିଏ ସତ୍ୟ ସୁସମାଚାର ଅଛି, ତାହା ଖ୍ରୀଷ୍ଟଙ୍କ ସୁସମାଚାର ଅଟେ ।
61:8-9duupଖ୍ରୀଷ୍ଟଙ୍କ ସୁସମାଚାରଠାରୁ ଭିନ୍ନ ସୁସମାଚାର ପ୍ରଚାର କରୁଥିବା ବ୍ୟକ୍ତି ସହ କ’ଣ ହେବା ଉଚିତ୍ ବୋଲି ପାଉଲ କହନ୍ତି?\tପାଉଲ କହନ୍ତି ଯେ ଭିନ୍ନ ସୁସମାଚାର ପ୍ରଚାର କରୁଥିବା ବ୍ୟକ୍ତିକୁ ଅଭିଶାପ ଦିଆଯିବା ଉଚିତ୍।
71:10hguyଖ୍ରୀଷ୍ଟଙ୍କ ଦାସଗଣ ପ୍ରଥମେ କାହାର ଅନୁମୋଦନ ଲୋଡ଼ିବା ଉଚିତ୍?\tଖ୍ରୀଷ୍ଟଙ୍କର ଦାସଗଣ ପ୍ରଥମେ ଈଶ୍ବରଙ୍କ ଅନୁମୋଦନ ଲୋଡ଼ିବା ଆବଶ୍ୟକ ଅଟେ ।
81:12etbxପାଉଲ କିପରି ଖ୍ରୀଷ୍ଟଙ୍କ ସୁସମାଚାର ବିଷୟରେ ଜ୍ଞାନ ଗ୍ରହଣ କଲେ?\tପାଉଲ ସ୍ବୟଂ ଯୀଶୁ ଖ୍ରୀଷ୍ଟଙ୍କଠାରୁ ସିଧାସଳଖ ପ୍ରକାଶନରେ ଖ୍ରୀଷ୍ଟଙ୍କ ସୁସମାଚାର ଗ୍ରହଣ କଲେ ।
91:13-14fmu8ପାଉଲ ଖ୍ରୀଷ୍ଟଙ୍କ ସୁସମାଚାରର ପ୍ରକାଶ ପାଇବା ପୂର୍ବରୁ ତାଙ୍କ ଜୀବନରେ କ’ଣ କରୁଥିଲେ?ପାଉଲ ଉତ୍ସାହର ସହ ଯିହୁଦୀ ଧର୍ମ ଅନୁସରଣ କରୁଥିଲେ, ଈଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରିଥିଲେ ଏବଂ ଏହାକୁ ଉଚ୍ଛିନ୍ନ କରିଥିଲେ ।
101:15ws4eଈଶ୍ବର ପାଉଲଙ୍କୁ ଆପଣା ପ୍ରେରିତ ହେବାକୁ କେବେ ମନୋନୀତ କଲେ?\tଈଶ୍ବର ପାଉଲଙ୍କୁ ତାଙ୍କ ମାତାଙ୍କ ଉଦରରୁ ପୃଥକ୍ କରି ପ୍ରେରିତ ହେବାକୁ ମନୋନୀତ କଲେ ।
111:16gv0oକେଉଁ ଉଦ୍ଦେଶ୍ୟରେ ଈଶ୍ବର ପାଉଲଙ୍କୁ ଆପଣା ପ୍ରେରିତ ଭାବରେ ମନୋନୀତ କଲେ?\tଈଶ୍ବର ପାଉଲଙ୍କୁ ଆପଣା ପ୍ରେରିତ ଭାବରେ ମନୋନୀତ କଲେ ଯେପରି ପାଉଲ ଅଣଯିହୂଦୀମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କୁ ପ୍ରଚାର କରିବେ ।
121:18-19n7lsପାଉଲ ଅନ୍ୟ କେତେକ ପ୍ରେରିତମାନଙ୍କୁ କେଉଁଠାରେ ଭେଟିଥିଲେ?ପାଉଲ ଯିରୂଶାଲମକୁ ଯାଇ ପ୍ରେରିତ କୈଫା ଏବଂ ଯାକୁବଙ୍କୁ ଭେଟିଥିଲେ ।
131:22-23fxfgଯିହୁଦିୟାର ମଣ୍ଡଳୀଗୁଡ଼ିକ ପାଉଲଙ୍କ ବିଷୟରେ କ’ଣ ଶୁଣୁଥିଲେ?\tଯିହୁଦିୟାର ମଣ୍ଡଳୀଗୁଡ଼ିକ ଶୁଣିବାକୁ ପାଇଲେ ଯେ ପାଉଲ ଯିଏ ପୂର୍ବରୁ ମଣ୍ଡଳୀକୁ ତାଡ଼ନା କରୁଥିଲେ, ସେ ବର୍ତ୍ତମାନ ବିଶ୍ୱାସ ପ୍ରଚାର କରୁଛନ୍ତି।
142:1-2sg6lପାଉଲ 14 ବର୍ଷ ପରେ ଯିରୂଶାଲମକୁ ଯାଇ କ’ଣ କଲେ?\tପାଉଲ ମଣ୍ଡଳୀର ନେତାମାନଙ୍କ ସହ ବ୍ୟକ୍ତିଗତ ଭାବରେ ବାର୍ତ୍ତାଳାପ କଲେ, ଏବଂ ସେ ସେମାନଙ୍କୁ ପ୍ରଚାର କରୁଥିବା ସୁସମାଚାରକୁ ବୁଝାଇଲେ।
152:3ryvxଅଣଯିହୂଦୀ ତୀତସ କ’ଣ କରିବା ଆବଶ୍ୟକ ନଥିଲା?\tସୁନ୍ନତ କରିବା ତୀତସର ଆବଶ୍ୟକ ନଥିଲା।
162:4n7kn ଭଣ୍ଡ ଭ୍ରାତା କ’ଣ କରିବାକୁ ଇଚ୍ଛା କଲେ?\t ଭଣ୍ଡ ଭ୍ରାତା ପାଉଲ ଏବଂ ତାଙ୍କ ସାଥୀମାନଙ୍କୁ ବ୍ୟବସ୍ଥାର ଦାସ କରିବାକୁ ଇଚ୍ଛା କଲେ।
172:6l735ଯିରୂଶାଲମର ମଣ୍ଡଳୀର ନେତାମାନେ ପାଉଲଙ୍କ ବାର୍ତ୍ତା ବଦଳାଇଲେ କି?\tନା, ସେମାନେ ପାଉଲଙ୍କ ବାର୍ତ୍ତାରେ କିଛି ଯୋଗ କଲେ ନାହିଁ ।
182:7-8gi1gସୁସମାଚାର ପ୍ରଚାର କରିବାକୁ ପାଉଲଙ୍କୁ କାହା ନିକଟକୁ ପଠାଯାଇଥିଲା?\tପାଉଲ ମୁଖ୍ୟତଃ ସୁନ୍ନତ ହୋଇଥିବା ଅଣଯିହୂଦୀମାନଙ୍କୁ ସୁସମାଚାର ପ୍ରଚାର କରିବାକୁ ପଠାଗଲେ ।
192:7-8u2ccସୁସମାଚାର ପ୍ରଚାର କରିବାକୁ ପିତର ମୁଖ୍ୟତଃ କାହା ନିକଟକୁ ପଠାଯାଇଥିଲେ?\tସୁସମାଚାର ପ୍ରଚାର କରିବାକୁ ପିତର ମୁଖ୍ୟତଃ ସୁନ୍ନତ ହୋଇଥିବା ଯିହୂଦୀମାନଙ୍କ ନିକଟକୁ ପଠାଗଲେ ।
202:9bx0gଯିରୂଶାଲମର ନେତାମାନେ ପାଉଲଙ୍କ ସେବାକୁ କିପରି ଅନୁମୋଦନ କଲେ?\tଯିରୂଶାଲମର ନେତାମାନେ ପାଉଲ ଏବଂ ବର୍ଣ୍ଣବ୍ବାଙ୍କୁ ସେମାନଙ୍କର ସମର୍ଥନ ଦେଖାଇବା ପାଇଁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ ।
212:11-12gfg5ପିତର ଆନ୍ତିୟଖିଆକୁ ଆସିବା ପରେ କେଉଁ ଦୋଷ କଲେ?\tପିତର ଅଣଯିହୂଦୀମାନଙ୍କ ସହିତ ଖାଇବା ବନ୍ଦ କରିଦେଲେ, କାରଣ ସେ ସୁନ୍ନତ ହୋଇଥିବା ଲୋକମାନଙ୍କୁ ଭୟ କରୁଥିଲେ।
222:14q11qପାଉଲ ସମସ୍ତଙ୍କ ସାମ୍ନାରେ କୈଫାଙ୍କୁ କ’ଣ ପଚାରିଲେ?\tପାଉଲ କୈଫାଙ୍କୁ ପଚାରିଲେ ଯେ ସେ ଅଣଯିହୂଦୀମାନଙ୍କ ପରି ଜୀବନଯାପନ କରୁଥିବା ସମୟରେ ସେ କିପରି ଅଣଯିହୂଦୀମାନଙ୍କୁ ଯିହୁଦୀମାନଙ୍କ ପରି ବଞ୍ଚିବାକୁ ବାଧ୍ୟ କରିପାରନ୍ତି?
232:16zqqnପାଉଲ କାହା ଦ୍ୱାରା କେହି ଧାର୍ମିକ ନୁହଁନ୍ତି କହନ୍ତି?\tପାଉଲ କହିଛନ୍ତି ଯେ ବ୍ୟବସ୍ଥାର କାର୍ଯ୍ୟ ଦ୍ୱାରା କେହି ଧାର୍ମିକ ନୁହଁନ୍ତି।
242:16h9tgଜଣେ ବ୍ୟକ୍ତି ଈଶ୍ବରଙ୍କ ନିକଟରେ କିପରି ଧାର୍ମିକ ହୁଏ?\tଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ଜଣେ ବ୍ୟକ୍ତି ଈଶ୍ବରଙ୍କ ନିକଟରେ ଧାର୍ମିକ ହୁଏ ।
252:18eljfଯଦି କେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପରେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରିବାକୁ ଫେରେ, ତେବେ ସେ ପ୍ରକୃତରେ କ’ଣ ହେଲେ ବୋଲି ପାଉଲ କହିଛନ୍ତି?\tପାଉଲ କହିଛନ୍ତି ଯେ ସେ ପ୍ରକୃତରେ ଜଣେ ବ୍ୟବସ୍ଥା ଉଲ୍ଲଂଘନକାରୀ ଅଟନ୍ତି।
262:20c7jiପାଉଲ ବର୍ତ୍ତମାନ କିଏ ତାହାଙ୍କଠାରେ ବାସ କରନ୍ତି ବୋଲି କହିଥିଲେ?\tପାଉଲ କହିଥିଲେ ଯେ ଖ୍ରୀଷ୍ଟ ବର୍ତ୍ତମାନ ତାଙ୍କଠାରେ ବାସ କରନ୍ତି।
272:20stq0ପାଉଲଙ୍କ ନିମନ୍ତେ ଈଶ୍ବରଙ୍କ ପୁତ୍ର କ’ଣ କରିଛନ୍ତି ବୋଲି ସେ କହନ୍ତି?\tପାଉଲ କହିଛନ୍ତି ଯେ ଈଶ୍ବରଙ୍କ ପୁତ୍ର ତାଙ୍କୁ ପ୍ରେମ କଲେ ଏବଂ ତାହାଙ୍କ ପାଇଁ ନିଜକୁ ଉତ୍ସର୍ଗ କଲେ ।
283:6n5o2ଅବ୍ରହାମ କିପରି ଈଶ୍ବରଙ୍କ ନିକଟରେ ଧାର୍ମିକ ଗଣିତ ହେଲେ?ଅବ୍ରହାମ ଈଶ୍ବରଙ୍କୁ ବିଶ୍ଵାସ କଲେ, ଏବଂ ତାହା ତାଙ୍କୁ ଧାର୍ମିକ ବୋଲି ଗଣିତ ହେବାକୁ ମାନ୍ୟତା ଦେଲା ।
293:7ihwtଅବ୍ରହାମଙ୍କର ପୁତ୍ରମାନେ କିଏ ଅଟନ୍ତି?\tଯେଉଁମାନେ ଈଶ୍ବରଙ୍କୁ ବିଶ୍ଵାସ କରନ୍ତି ସେମାନେ ଅବ୍ରହାମଙ୍କର ପୁତ୍ର ଅଟନ୍ତି ।
303:8ibj7ଅଣଯିହୂଦୀମାନେ କେଉଁ ଉପାୟରେ ଧାର୍ମିକ ଗଣିତ ହେବେ ବୋଲି ଶାସ୍ତ୍ର ପୂର୍ବାନୁମାନ କରେ?\tଅଣଯିହୂଦୀମାନେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବେ ବୋଲି ଶାସ୍ତ୍ର ପୂର୍ବାନୁମାନ କରେ।
313:10t6ykଯେଉଁମାନେ ଧାର୍ମିକ ହେବା ପାଇଁ ବ୍ୟବସ୍ଥାର କାର୍ଯ୍ୟ ଉପରେ ନିର୍ଭର କରନ୍ତି, ସେମାନେ କାହା ଅଧୀନରେ ଅଛନ୍ତି?\tଯେଉଁମାନେ ଧାର୍ମିକ ହେବା ପାଇଁ ବ୍ୟବସ୍ଥାର କାର୍ଯ୍ୟ ଉପରେ ନିର୍ଭର କରନ୍ତି, ସେମାନେ ଏକ ଅଭିଶାପରେ ଅଛନ୍ତି ।
323:11wofiବ୍ୟବସ୍ଥାର କାର୍ଯ୍ୟ କରି କେତେ ଲୋକ ଈଶ୍ବରଙ୍କ ଦ୍ୱାରା ଧାର୍ମିକ ହୋଇଛନ୍ତି?\tବ୍ୟବସ୍ଥାର କାର୍ଯ୍ୟ ମାଧ୍ୟମରେ କାହାକୁ ନ୍ୟାୟ ଦିଆଯାଇ ନାହିଁ।
333:14ks37ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ଅଭିଶପ୍ତ ହୋଇ କାହିଁକି ଆମ୍ଭମାନଙ୍କୁ ମୁକ୍ତ କଲେ?\tଯେପରି ଖ୍ରୀଷ୍ଟଙ୍କଠାରେ ଅବ୍ରହାମଙ୍କର ଆଶୀର୍ବାଦ ଆମ୍ଭମାନଙ୍କ ପ୍ରତି ବର୍ତ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ଅଭିଶପ୍ତ ହୋଇ ଆମ୍ଭମାନଙ୍କୁ ମୁକ୍ତ କଲେ ।
343:16kljbଅବ୍ରହାମଙ୍କ ପ୍ରତିଜ୍ଞା ବିଷୟରେ କୁହାଯାଇଥିବା “ବଂଶ” କିଏ?\tଅବ୍ରହାମଙ୍କୁ ଦିଆଯାଇଥିବା ପ୍ରତିଜ୍ଞାରେ କୁହାଯାଇଥିବା “ବଂଶଧର” ଖ୍ରୀଷ୍ଟ ଅଟନ୍ତି।
353:17rkbrଅବ୍ରହାମଙ୍କ 430 ବର୍ଷ ପରେ ଯିହୁଦୀ ବ୍ୟବସ୍ଥାର ଆଗମନ ଈଶ୍ବର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞାକୁ ବ୍ୟର୍ଥ କରେ କି?\tନା, ଅବ୍ରହାମଙ୍କୁ ଦିଆଯାଇଥିବା ପ୍ରତିଜ୍ଞାକୁ ବ୍ୟର୍ଥ କରେ ନାହିଁ।
363:19r3x5ତେବେ ବ୍ୟବସ୍ଥା କାହିଁକି ଦିଆଯାଇ ଥିଲା?\tଅବ୍ରହାମଙ୍କ ବଂଶଧର ଆସିବା ପର୍ଯ୍ୟନ୍ତ ଅପରାଧ ହେତୁ ବ୍ୟବସ୍ଥା ଦିଆଯାଇଥିଲା।
373:22jvvrଶାସ୍ତ୍ରରେ ଥିବା ବ୍ୟବସ୍ଥା କ’ଣ ସମସ୍ତଙ୍କୁ ଅଧିନ କରେ କି?\tଶାସ୍ତ୍ରରେ ବ୍ୟବସ୍ଥା ସମସ୍ତଙ୍କୁ ପାପର ଅଧିନରେ ରଖେ।
383:23-26vawwବ୍ୟବସ୍ଥାର ଅଧିନରୂ ଆମ୍ଭେମାନେ କିପରି ମୁକ୍ତ ଅଟୁ?\tଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବ୍ୟବସ୍ଥାର ଅଧିନରୂ ମୁକ୍ତ ଅଟୁ।
393:27dti9ଖ୍ରୀଷ୍ଟଙ୍କଠାରେ କିଏ ପରିଧାନ କରିଛନ୍ତି?\tଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବାପ୍ତିଜିତ ହୋଇଛନ୍ତି, ସେମାନେ ସମସ୍ତେ ଖ୍ରୀଷ୍ଟଙ୍କଠାରେ ପରିଧାନ କରିଛନ୍ତି ।
403:28bp4hଖ୍ରୀଷ୍ଟ ଯୀଶୁଙ୍କଠାରେ କେଉଁ ପ୍ରକାରର ଲୋକେ ଏକ ଅଟନ୍ତି?\tଯିହୁଦୀ, ଗ୍ରୀକ୍, ଦାସ, ମୁକ୍ତ, ପୁରୁଷ ଏବଂ ସ୍ତ୍ରୀ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏକ ଅଟନ୍ତି ।
414:1-2kml9ଶିଶୁଥିବା ସମୟରେ ଏକ ସମ୍ପତ୍ତିର ଉତ୍ତରାଧିକାରୀ କିପରି ରହନ୍ତି?\tଉତ୍ତରାଧିକାରୀ ଆପଣା ପିତାଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅଭିଭାବକ ଏବଂ ବେବର୍ତ୍ତାମାନଙ୍କ ଅଧୀନରେ ଦାସ ପରି ବାସ କରନ୍ତି ।
424:4-5gsooଇତିହାସ ନିର୍ଦିଷ୍ଟ ସମୟରେ ଈଶ୍ଵର କ’ଣ କଲେ?\tନିର୍ଦିଷ୍ଟ ସମୟରେ, ଈଶ୍ବର ଆପଣା ପୁତ୍ରଙ୍କୁ ବ୍ୟବସ୍ଥା ଅନୁଯାୟୀ ପାପର ଅଧିନରେ ଥିବା ଲୋକମାନଙ୍କୁ ମୁକ୍ତ କରିବାକୁ ପଠାଇଲେ ।
434:5aa5kଈଶ୍ବର ବ୍ୟବସ୍ଥା ଅଧିନରେ ଥିବା ସନ୍ତାନମାନଙ୍କୁ ଆପଣା ପରିବାରକୁ କିପରି ଆଣିଲେ?ଈଶ୍ବର ବ୍ୟବସ୍ଥା ଅଧିନରେ ଥିବା ସନ୍ତାନମାନଙ୍କୁ ପୁତ୍ର ଭାବରେ ଗ୍ରହଣ କଲେ ।
444:6ge9iଈଶ୍ବର ଆପଣା ସନ୍ତାନମାନଙ୍କ ହୃଦୟରେ କ’ଣ ପ୍ରେରଣ କରନ୍ତି?\tଈଶ୍ବର ଆପଣା ପୁତ୍ରଙ୍କ ଆତ୍ମାକୁ ନିଜ ସନ୍ତାନମାନଙ୍କ ହୃଦୟରେ ପ୍ରେରଣ କରନ୍ତି ।
454:8lmvaଆମ୍ଭେମାନେ ଈଶ୍ବରଙ୍କୁ ଜାଣିବା ପୂର୍ବରୁ, କାହାର ଅଧିନରେ ଥିଲୁ?\tଆମ୍ଭେମାନେ ଈଶ୍ବରଙ୍କୁ ଜାଣିବା ପୂର୍ବରୁ, ଜଗତକୁ ଶାସନ କରୁଥିବା ଆତ୍ମାମାନଙ୍କର ଦାସ ଥିଲ, ଯେଉଁମାନେ ଆଦୌ ଈଶ୍ଵର ନୁହଁନ୍ତି ।
464:9et22ଗାଲାତୀୟମାନେ କେଉଁ ବିଷୟ ପ୍ରତି ଫେରୁଛନ୍ତି ବୋଲି ପାଉଲ ଚିନ୍ତିତ ଅଟନ୍ତି?\tଗାଲାତୀୟମାନେ ପୁନର୍ବାର ଜଗତର ଶାସନ କରୁଥିବା ଆତ୍ମା ପ୍ରତି ଫେରୁଛନ୍ତି ବୋଲି ଚିନ୍ତିତ ଥିଲେ।
474:9-11dclsଯେତେବେଳେ ପାଉଲ ଗାଲାତୀୟମାନଙ୍କୁ ଫେରିଯାଉଥିବାର ଦେଖନ୍ତି, ସେ ସେମାନଙ୍କ ପାଇଁ କ’ଣ ଭୟ କରନ୍ତି?\tପାଉଲ ଭୟ କରନ୍ତି ଯେ ଗାଲାତୀୟମାନେ ପୁନର୍ବାର ଦାସ ହେବେ ଏବଂ ସେ ସେମାନଙ୍କ ପାଇଁ ବୃଥା ପରିଶ୍ରମ କରିଛନ୍ତି ।
484:13grkgଯେତେବେଳେ ପାଉଲ ପ୍ରଥମେ ଗାଲାତୀୟମାନଙ୍କ ନିକଟକୁ ଆସିଲେ, ତାଙ୍କର କେଉଁ ଅସୁସ୍ଥତା ଥିଲା?\tଯେତେବେଳେ ପାଉଲ ପ୍ରଥମେ ଗାଲାତୀୟମାନଙ୍କ ନିକଟକୁ ଆସିଲେ, ତାଙ୍କର ଶାରୀରିକ ଅସୁସ୍ଥତା ଥିଲା ।
494:14v4ynପାଉଲଙ୍କ ସମସ୍ୟା ସତ୍ତ୍ୱେ ଗାଲାତୀୟମାନେ ତାଙ୍କୁ କିପରି ଗ୍ରହଣ କଲେ?\tପାଉଲଙ୍କ ସମସ୍ୟା ସତ୍ତ୍ୱେ ଗାଲାତୀୟମାନେ ପାଉଲଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ଈଶ୍ବରଙ୍କ ଦୂତ ଭାବରେ ଗ୍ରହଣ କଲେ ।
504:17d3xbଗାଲାତୀୟର ଭଣ୍ଡ ଶିକ୍ଷକମାନେ କିଏ ଥିଲେ ଯିଏ ଅଲଗା କରିବାକୁ ଚେଷ୍ଟା କରୁଛନ୍ତି?\tଭଣ୍ଡ ଶିକ୍ଷକମାନେ ଗାଲାତୀୟମାନଙ୍କୁ ପାଉଲଙ୍କଠାରୁ ଅଲଗା କରିବାକୁ ଚେଷ୍ଟା କରୁଛନ୍ତି ।
514:20-21s4s2ଭଣ୍ଡ ଶିକ୍ଷକମାନେ ଗାଲାତୀୟମାନଙ୍କୁ କାହା ଅଧିନରେ ରଖିବାକୁ ଚେଷ୍ଟା କରୁଛନ୍ତି?\tଭଣ୍ଡ ଶିକ୍ଷକମାନେ ଗାଲାତୀୟମାନଙ୍କୁ ବ୍ୟବସ୍ଥାର ଅଧୀନରେ ରଖିବାକୁ ଚେଷ୍ଟା କରୁଛନ୍ତି।
524:22tswhଅବ୍ରହାମଙ୍କର କେଉଁ ଦୁଇ ସ୍ତ୍ରୀଠାରୁ ଦୁଇ ପୁତ୍ର ଥିଲେ?\tଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ, ଜଣେ ଦାସୀ ସ୍ତ୍ରୀଠାରୁ ଏବଂ ଆଉ ଜଣେ ସ୍ବାଧିନା ସ୍ତ୍ରୀଠାରୁ।
534:26wwsmପାଉଲ ଏବଂ ବିଶ୍ଵାସୀ ଗାଲାତୀୟମାନଙ୍କ ପ୍ରତୀକାତ୍ମକ ମାତା କିଏ?ଊର୍ଦ୍ଧ୍ୱସ୍ଥ ଯିରୂଶାଲମ ସ୍ୱାଧୀନା ସ୍ତ୍ରୀ, ପାଉଲ ଏବଂ ବିଶ୍ଵାସୀ ଗାଲାତୀୟମାନଙ୍କ ପ୍ରତୀକାତ୍ମକ ମାତା ଅଟେ।
544:28gz32ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀମାନେ ଶରୀରର ସନ୍ତାନ ନା ପ୍ରତିଜ୍ଞା ସନ୍ତାନ?\tଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀମାନେ ପ୍ରତିଜ୍ଞାାର ସନ୍ତାନ ଅଟନ୍ତି ।
554:29jmvaପ୍ରତିଜ୍ଞାର ସନ୍ତାନମାନଙ୍କୁ କିଏ ତାଡ଼ନା କରେ?\tଶରୀରର ସନ୍ତାନମାନେ ପ୍ରତିଜ୍ଞାର ସନ୍ତାନମାନଙ୍କୁ ତାଡ଼ନା ଦିଅନ୍ତି ।
564:30sdh3ଦାସୀର ସନ୍ତାନମାନେ କ’ଣ ଉତ୍ତରାଧିକାରୀ ନୁହନ୍ତି?\tଦାସୀଙ୍କର ସନ୍ତାନମାନେ ସ୍ୱାଧୀନା ସ୍ତ୍ରୀର ସନ୍ତାନମାନଙ୍କ ସହ ଉତ୍ତରାଧିକାରୀ ହୁଅନ୍ତି ନାହିଁ ।
574:31r7teଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀମାନେ ଦାସୀର ସନ୍ତାନ ନା ସ୍ୱାଧୀନା ସ୍ତ୍ରୀର ସନ୍ତାନ?\tଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀମାନେ ସ୍ୱାଧୀନା ସ୍ତ୍ରୀର ସନ୍ତାନ ଅଟନ୍ତି ।
585:1rtssଖ୍ରୀଷ୍ଟ କେଉଁ ଉଦ୍ଦେଶ୍ୟରେ ଆମ୍ଭମାନଙ୍କୁ ମୁକ୍ତ କରିଛନ୍ତି?\tସ୍ୱାଧୀନତା ପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଛନ୍ତି।
595:2ow5tପାଉଲ ଗାଲାତୀୟମାନଙ୍କୁ ସୁନ୍ନତ ହେଲେ କ’ଣ ହେବେ ବୋଲି ଚେତାବନୀ ଦେଇଛନ୍ତି?\tପାଉଲ କହିଛନ୍ତି ଯେ ଯଦି ଗାଲାତୀୟମାନେ ସୁନ୍ନତ ହୁଅନ୍ତି, ତେବେ ଖ୍ରୀଷ୍ଟ ସେମାନଙ୍କ ପାଇଁ କୌଣସି ପ୍ରକାରେ ଲାଭଦାୟକ ହେବେ ନାହିଁ।
605:4unjpସମସ୍ତ ଗାଲାତୀୟ ଯେଉଁମାନେ ବ୍ୟବସ୍ଥା ପାଳନ କରି ଧାର୍ମିକ ହେବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସହ କ’ଣ ହେବ ବୋଲି ପାଉଲ ଚେତାବନୀ ଦେଇଛନ୍ତି?\tପାଉଲ ଚେତାବନୀ ଦେଇଛନ୍ତି ଯେ ସମସ୍ତ ଗାଲାତୀୟମାନେ ଯେଉଁମାନେ ବ୍ୟବସ୍ଥା ପାଳନ କରି ଧାର୍ମିକ ହେବାକୁ ଚେଷ୍ଟା କରନ୍ତି ସେମାନେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହେବେ ଏବଂ ଅନୁଗ୍ରହରୁ ଦୂରେଇ ଯିବେ।
615:6izs9ସୁନ୍ନତ ଏବଂ ଆସୁନ୍ନତ ହେବାର ବିପରୀତରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଅର୍ଥ କ’ଣ ଅଟେ?\tଖ୍ରୀଷ୍ଟ ଯୀଶୁଙ୍କଠାରେ, କେବଳ ପ୍ରେମ ଦ୍ୱାରା କାର୍ଯ୍ୟ କରୁଥିବା ବିଶ୍ୱାସର ଅର୍ଥ ଗୁରୁତ୍ଵ ଅଛି ।
625:10z2knସୁସମାଚାର ବିଷୟରେ ଗାଲାତୀୟମାନଙ୍କୁ ଦ୍ୱନ୍ଦରେ ପକାଇଥିବା ବ୍ୟକ୍ତିଙ୍କ ବିଷୟରେ ପାଉଲ କ’ଣ କହନ୍ତି?\tପାଉଲ ନିଶ୍ଚିତ ଅଟନ୍ତି ଯେ ଯିଏ ସୁସମାଚାର ବିଷୟରେ ଗାଲାତୀୟମାନଙ୍କୁ ଦ୍ୱନ୍ଦରେ ପକାଇଛନ୍ତି, ସେ ଈଶ୍ବରଙ୍କ ବିଚାର ବହନ କରିବେ ।
635:11v9veପାଉଲ ସୁନ୍ନତ ପ୍ରଚାର କରିବା ବିଷୟରେ କ’ଣ କହନ୍ତି?\tପାଉଲ କହିଛନ୍ତି ଯେ ସୁନ୍ନତ ପ୍ରଚାର କରିବା କ୍ରୁଶର ପ୍ରଚାରର ବିଘ୍ନର କାରଣ ଣ ହେବା ଅଟେ ।
645:13wgj2ବିଶ୍ଵାସୀମାନେ କିପରି ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ସ୍ୱାଧୀନତା ବ୍ୟବହାର କରିବା ଉଚିତ୍ ନାହିଁ?\tବିଶ୍ଵାସୀମାନେ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ସ୍ୱାଧୀନତାକୁ ଶରୀର ପାଇଁ ଏକ ସୁଯୋଗ ଭାବରେ ବ୍ୟବହାର କରିବା ଉଚିତ୍ ନୁହେଁ ।
655:13hglcବିଶ୍ଵାସୀମାନେ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ସ୍ୱାଧୀନତାକୁ କିପରି ବ୍ୟବହାର କରିବେ?\tବିଶ୍ଵାସୀମାନେ ପରସ୍ପରକୁ ପ୍ରେମରେ ସେବା କରିବା ପାଇଁ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ସ୍ୱାଧୀନତାକୁ ବ୍ୟବହାର କରିବା ଉଚିତ୍ ।
665:14dwbjକେଉଁ ଆଜ୍ଞାରେ ସମସ୍ତ ବ୍ୟବସ୍ଥା ସିଦ୍ଧ ହୁଏ?\t“ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।” ବାକ୍ୟରେ ସମସ୍ତ ବ୍ୟବସ୍ଥା ସିଦ୍ଧ ହୁଏ।
675:16ympcବିଶ୍ଵାସୀମାନେ କିପରି ଶରୀରର ଅଭିଳାଷ ପୂରଣ କରିପାରିବେ ନାହିଁ?\tବିଶ୍ଵାସୀମାନେ ଆତ୍ମା ଦ୍ୱାରା ବଞ୍ଚିପାରିବେ, ଏବଂ ଏହିପରି, ଶରୀରର ଅଭିଳାଷ ପୂରଣ କରିବେ ନାହିଁ ।
685:17a5pfବିଶ୍ଵାସୀମାନଙ୍କ ମଧ୍ୟରେ କେଉଁ ଦୁଇଟି ବିଷୟ ପରସ୍ପରକୁ ବିରୋଧ କରେ?\tବିଶ୍ଵାସୀମାନଙ୍କ ମଧ୍ୟରେ ଆତ୍ମା ଏବଂ ଶରୀର ପରସ୍ପରକୁ ବିରୋଧ କରେ ।
695:20-21cztbଶରୀରର କାର୍ଯ୍ୟର ତିନୋଟି ଉଦାହରଣ କ’ଣ ଅଟେ?\tଶରୀର କାର୍ଯ୍ୟର ତିନୋଟି ଉଦାହରଣ ନିମ୍ନଲିଖିତ ତାଲିକାର ମଧ୍ୟରୁ ତିନଟି ଅଟେ: ନୈତିକତା, ଅଶୁଚିତା, ଅଶ୍ଲୀଳତା, ପ୍ରତିମାପୂଜା, ଗୁଣି ଗାରୁଡ଼ି, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ ।
705:21ubwnଯେଉଁମାନେ ଶରୀରର କାର୍ଯ୍ୟ କରନ୍ତି, ସେମାନେ କ’ଣ ପାଇବେ ନାହିଁ?\tଯେଉଁମାନେ ଶରୀରର କାର୍ଯ୍ୟ କରନ୍ତି, ସେମାନେ ଈଶ୍ବରଙ୍କ ରାଜ୍ୟ ପାଇବେ ନାହିଁ ।
715:22-23k16eଆତ୍ମାଙ୍କର ଫଳ କ’ଣ ଅଟେ?\tଆତ୍ମାର ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ ଅଟେ ।
725:24q615ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର ଅଟନ୍ତି, ସେମାନେ ଶରୀର ଏବଂ ଏହାର କାମନା ଓ ଅଭିଳାଷ ସହ କ’ଣ କରିଛନ୍ତି?\tଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର ଅଟନ୍ତି, ସେମାନେ ଶରୀର ଏବଂ ଏହାର କାମନା ଓ ଅଭିଳାଷକୁ କ୍ରୁଶରେ ହତ କରିଅଛନ୍ତି ।
736:1rthjଆତ୍ମିକ ବ୍ୟକ୍ତିମାନେ କ'ଣ କରିବା ଉଚିତ୍ ଯଦି ଜଣେ ବ୍ୟକ୍ତି କିଛି ଅପରାଧରେ ଧରାପଡିଯାଏ?\tଯେଉଁମାନେ ଆତ୍ମିକ, ସେମାନେ ସେହି ବ୍ୟକ୍ତିକୁ ମୃଦୁ ଭାବରେ ସଂଶୋଧନ କରିବା ଉଚିତ୍ ।
746:1xaixଯେଉଁମାନେ ଆତ୍ମିକ ଅଟନ୍ତି ସେମାନେ କେଉଁ ବିପଦ ପାଇଁ ସତର୍କ ରହିବେ?\tଯେଉଁମାନେ ଆତ୍ମିକ ଅଟନ୍ତି ସେମାନେ ନିଶ୍ଚୟ ଧ୍ୟାନ ଦେବେ ଯେ ସେମାନେ ମଧ୍ୟ ପ୍ରଲୋଭିତ ନୁହଁନ୍ତି ।
756:2c0klବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥାକୁ କିପରି ପୂରଣ କରିବେ?\tବିଶ୍ବାସୀମାନେ ପରସ୍ପରର ଭାର ବହନ କରି ଖ୍ରୀଷ୍ଟଙ୍କ ବ୍ୟବସ୍ଥାକୁ ପୂରଣ କରିବେ ।
766:4uy96ପ୍ରତ୍ୟେକ ଜଣ ନିଜ କାର୍ଯ୍ୟ ବିଷୟରେ ଗର୍ବିତ ହେବା ପାଇଁ ନିଜ ଭିତରେ କିପରି କୌଣସି ବିଷୟ ପାଇପାରିବ?\tପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରି ଅନ୍ୟ ସହ ଆପଣାକୁ ତୁଳନା କରି ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ ।
776:6vqa1ବାକ୍ୟ ଶିଖାଯାଇଥିବା ବ୍ୟକ୍ତି ଆପଣା ଶିକ୍ଷକଙ୍କ ସହ କ’ଣ କରିବା ଉଚିତ୍?\tଯାହାକୁ ବାକ୍ୟ ଶିଖାଯାଏ, ସେ ନିଶ୍ଚିତ ଭାବରେ ନିଜ ଗୁରୁଙ୍କ ସମସ୍ତ ଉତ୍ତମ ବିଷୟର ସହଭାଗୀ କରିବା ଉଚିତ୍ ।
786:7z414ମନୁଷ୍ୟ ଆତ୍ମିକ ଭାବରେ ଯାହା ବୁଣେ ତା’ର କ’ଣ ହୁଏ?\t\r\n\nମନୁଷ୍ୟ ଆତ୍ମିକ ଭାବରେ ଯାହା ବି ବୁଣେ ସେ ତାହା କାଟିବ ।\r\n\n
796:8onr9ଜଣେ ବ୍ୟକ୍ତି ନିଜ ଶରୀରରେ ବୁଣୁଥିବା ବିଷୟରେ କ’ଣ ଅମଳ କରେ?\tଯେଉଁ ବ୍ୟକ୍ତି ନିଜ ଶରୀରରେ ବୁଣେ, ସେ ନିଜ ଶରୀରରେ ବିନାଶର ଅମଳ କରେ ।
806:8q4vyଆତ୍ମାକୁ ବୁଣୁଥିବା ବ୍ୟକ୍ତି କ’ଣ ଅମଳ କରେ?\tଆତ୍ମାରେ ଯିଏ ବୁଣେ ଯିଏ ଅନନ୍ତ ଜୀବନ ଅମଳ କରେ ।
816:9sx5eଯଦି ଜଣେ ବିଶ୍ଵାସୀ ହାର ମାନନ୍ତି ନାହିଁ ଏବଂ ଉତ୍ତମ କର୍ମ କରିବା ଜାରି ରଖନ୍ତି, ତେବେ ସେ କ’ଣ ପାଇବେ?\tଜଣେ ବିଶ୍ଵାସୀ ଯିଏ ଉତ୍ତମ କର୍ମ ଜାରି ରଖେ ସେ ଅମଳ କରେ ।
826:10kigwକାହା ପ୍ରତି ବିଶ୍ଵାସୀମାନେ ବିଶେଷ ଭାବରେ \r ଉତ୍ତମ ବିଶଯ କରିବା ଉଚିତ୍?\nବିଶଶ୍ଵାସୀମାନେ ବିଶ୍ଵାସୀମାନଙ୍କ ପାଇଁ ବିଶେଷ ଭାବରେ ଉତ୍ତମ କର୍ମ କରିବା ଉଚିତ୍ ।\r\n\n
836:12tst8ଯେଉଁମାନେ ବିଶ୍ଵାସୀମାନଙ୍କୁ ସୁନ୍ନତ ହେବାକୁ ବାଧ୍ୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ପ୍ରେରଣା କ’ଣ ଅଟେ?\tଯେଉଁମାନେ ବିଶ୍ଵାସୀମନଙ୍କୁ ସୁନ୍ନତ ହେବାକୁ ବାଧ୍ୟ କରିବାକୁ ଚାହାଁନ୍ତି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ ନିର୍ଯାତିତ ହେବାକୁ ଚାହାଁନ୍ତି ନାହିଁ ।
846:14tx9gପାଉଲ କେଉଁ ବିଷୟରେ ଗର୍ବିତ ବୋଲି କହିଥିଲେ?\tପାଉଲ କହିଛନ୍ତି ଯେ ସେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ ଗର୍ବିତ ଅଟନ୍ତି ।
856:15xubfସୁନ୍ନତ କିମ୍ବା ଆସୁନ୍ନତ ହେବା ପରିବର୍ତ୍ତେ କ’ଣ ଗୁରୁତ୍ୱପୂର୍ଣ୍ଣ ଅଟେ?\tଏକ ନୂତନ ସୃଷ୍ଟି ଅଟେ ।
866:16d3zgପାଉଲ କାହା ଉପରେ ଶାନ୍ତି ଏବଂ ଅନୁଗ୍ରହ ଚାହୁଁଛନ୍ତି?\tଯେଉଁମାନେ ନୂତନ ସୃଷ୍ଟିର ବ୍ୟବସ୍ଥା ଏବଂ ଈଶ୍ବରଙ୍କ ଇସ୍ରାଏଲ ଉପରେ ଜୀବିତ ଅଛନ୍ତି ସେମାନଙ୍କ ଉପରେ ପାଉଲ ଶାନ୍ତି ଏବଂ ଅନୁଗ୍ରହ କାମନା କରନ୍ତି ।
876:17veywପାଉଲ ନିଜ ଶରୀରରେ କ’ଣ ବହନ କଲେ?ପାଉଲ ନିଜ ଶରୀରରେ ଯୀଶୁଙ୍କ ଚିହ୍ନ ବହନ କଲେ।