181 KiB
181 KiB
1 | Reference | ID | Tags | SupportReference | Quote | Occurrence | Note |
---|---|---|---|---|---|---|---|
2 | : | pg8h | 0 | ||||
3 | 1:3 | ug2k | εὐχαριστεῖν ὀφείλομεν & πάντοτε | 1 | ପାଉଲ ଏଠାରେ ପ୍ରକାଶ କରୁଛନ୍ତି ଯେ ଥେସଲନୀକୀୟ ବିଶ୍ବାସୀମାନଙ୍କ ନିମନ୍ତେ ସେ ଈଶ୍ବରଙ୍କ ନିକଟରେ ଧନ୍ୟବାଦ ରହିବା ଆବଶ୍ୟକ ଅଟେ । ଆପଣଙ୍କ ଭାଷାରେ ଏଥିପାଇଁ ଏକ ସ୍ୱାଭାବିକ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ଧନ୍ୟବାଦ ଦେବାକୁ ବାଧ୍ୟ” କିମ୍ବା “ଆମ୍ଭେମାନେ ଧନ୍ୟବାଦ ଦେବା ବ୍ୟତୀତ କିଛି କରିପାରିବୁ ନାହିଁ” କିମ୍ବା “ଆମ୍ଭେମାନେ ନିରନ୍ତର ଧନ୍ୟବାଦ ଦେବା ଉଚିତ୍” | ||
4 | 1:10 | athe | ἐνδοξασθῆναι ἐν τοῖς ἁγίοις αὐτοῦ, καὶ θαυμασθῆναι ἐν πᾶσιν τοῖς πιστεύσασιν | 1 | **ସାଧୁଗଣ** ଏବଂ **ଯେଉଁମାନେ ବିଶ୍ୱାସ କରିଛନ୍ତି** ବାକ୍ୟାଂଶ ଗୋଟିଏ ଗୋଷ୍ଠୀର ଲୋକମାନଙ୍କୁ ବୁଝାଏ । ଯଦି ଆପଣଙ୍କର ପାଠକମାନେ ଏଥିରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି, ତେବେ ଆପଣ ଏହାକୁ ଗୋଟିଏ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ପରିଣାମ ସ୍ଵରୂପ ତାହାଙ୍କର ସମସ୍ତ ସାଧୁ, ଅର୍ଥାତ୍ ବିଶ୍ବାସୀମାନେ ତାହାଙ୍କୁ ଗୌରବାନ୍ୱିତ କରିବେ ଏବଂ ତାହାଙ୍କୁ ଆଶ୍ଚର୍ଯ୍ୟ କରିବେ” କିମ୍ବା “ତାହାଙ୍କର ସମସ୍ତ ଲୋକମାନେ ତାହାଙ୍କୁ ଗୌରବାନ୍ୱିତ ଏବଂ ଗୌରବ କରିବେ” | ||
5 | 1:12 | s9wj | τοῦ Θεοῦ ἡμῶν καὶ Κυρίου Ἰησοῦ Χριστοῦ | 1 | **ଆମ୍ଭମାନଙ୍କ ଈଶ୍ଵର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ** ଭାବରେ ଅନୁବାଦିତ ବାକ୍ୟାଂଶ ସୂଚାଇପାରେ: (୧) ତ୍ରିତ୍ୱର ଦୁଇଜଣ ବ୍ୟକ୍ତି, ପିତା ଈଶ୍ଵର ଏବଂ ଯୀଶୁ ପୁତ୍ର । (୨) ଜଣେ ବ୍ୟକ୍ତି, ଯିଏ ଉଭୟ ଈଶ୍ଵର ଏବଂ ପ୍ରଭୁ ଅଟନ୍ତି । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଈଶ୍ଵର ଏବଂ ପ୍ରଭୁ, ଯୀଶୁ ଖ୍ରୀଷ୍ଟ” | ||
6 | 2:2 | a0hq | ἡ ἡμέρα τοῦ Κυρίου | 1 | ଏଠାରେ, **ପ୍ରଭୁଙ୍କ ଦିନ** ସେହି ସମୟକୁ ବୁଝାଏ ଯେବେ ସମସ୍ତ ବିଶ୍ବାସୀମାନଙ୍କ ପାଇଁ ଯୀଶୁ ପୃଥିବୀକୁ ଫେରିଆସିବେ । | ||
7 | 2:3 | gm2t | μή τις ὑμᾶς ἐξαπατήσῃ κατὰ μηδένα τρόπον | 1 | ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ପ୍ରତାରିତ ହୁଅ ନାହିଁ” କିମ୍ବା “ଲୋକମାନେ ତୁମ୍ଭମାନଙ୍କୁ ଏହି ବିଷୟରେ କହୁଥିବା ସମସ୍ତ ଭୁଲ ଶବ୍ଦରେ ବିଶ୍ୱାସ କର ନାହିଁ” | ||
8 | 2:4 | v6cg | ἀποδεικνύντα ἑαυτὸν ὅτι ἔστιν Θεός | 1 | ଏଠାରେ, **ସେ ଆପଣାକୁ ଈଶ୍ବର ବୋଲି ଦେଖାଏ** ଏହାର ଅର୍ଥ ସେ ଈଶ୍ଵର ନୁହେଁ, କିନ୍ତୁ କେବଳ ସେ ନିଜକୁ ଜଗତରେ ଈଶ୍ଵର ଅଟେ ବୋଲି ଦେଖାଏ । ବିକଳ୍ପ ଅନୁବାଦ: “ନିଜକୁ ଈଶ୍ଵର ଭାବରେ ଦେଖାଏ” କିମ୍ବା “ଲୋକମାନଙ୍କୁ ଈଶ୍ଵର ବୋଲି ଦର୍ଶାଇବାକୁ ଚେଷ୍ଟା କରେ” | ||
9 | 2:6 | i8xd | καὶ νῦν τὸ κατέχον οἴδατε | 1 | ଏଠାରେ **ଏବେ** ଶବ୍ଦକୁ ବୁଝିବାକୁ ଶବ୍ଦର ପ୍ରକ୍ରିୟାକୁ ବୁଝିବା ଆବଶ୍ୟକ ଅଟେ । (1) ଏହା **ଯାହା ତାଙ୍କୁ ପ୍ରତିରୋଧ କରେ** ସହ ଥାଏ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଜାଣ ତାଙ୍କୁ ବର୍ତ୍ତମାନ କ’ଣ ବାଧା ଦେଉଅଛି” କିମ୍ବା (୨) ଏହା **ତୁମ୍ଭେମାନେ ଜାଣ** ସହ ଥାଏ । ବିକଳ୍ପ ଅନୁବାଦ: “ଏବଂ ବର୍ତ୍ତମାନ ତୁମ୍ଭେମାନେ ଜାଣ ତାଙ୍କୁ କ’ଣ ବାଧା ଦେଉଅଛି” | ||
10 | 2:7 | i8no | ὁ κατέχων | 1 | କାହାକୁ ପ୍ରତ୍ୟାଖ୍ୟାନ ତାହାକୁ ଅଟକାଇବା କିମ୍ବା ସେ ଯାହା କରିବାକୁ ଚାହୁଁଛି ତାହା କରିବାକୁ ନ ଦେବା । ବିକଳ୍ପ ଅନୁବାଦ: “ଯିଏ ସେହି ବ୍ୟକ୍ତିକୁ ଧରି ରଖିଛି” | ||
11 | 2:9 | ocgc | οὗ | 1 | ଏଠାରେ, **ଯିଏ** ଅଧର୍ମ ପୁରୁଷକୁ ବୁଝାଏ । ବିକଳ୍ପ ଅନୁବାଦ: “ଅଧର୍ମ ପୁରୁଷର” | ||
12 | : | n23p | 0 | ||||
13 | 2:13 | x9gu | δὲ | 1 | ଅନୁବାଦ ହୋଇଥିବା **ବର୍ତ୍ତମାନ** ଶବ୍ଦ ବିଷୟର ପରିବର୍ତ୍ତନକୁ ଚିହ୍ନିତ କରେ । ପୂର୍ବ ବିଭାଗ ତୁଳନାରେ ଏକ ଭିନ୍ନ ବିଷୟ ସହ ଏହା ଏକ ନୂତନ ବିଭାଗ ବୋଲି ସୂଚାଇବା / ଦେଖାଇବା ପାଇଁ ଆପଣ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରିପାରିବ । | ||
14 | 3:3 | h1zf | τοῦ πονηροῦ | 1 | ଏହାର ଅର୍ଥ ହୋଇପାରେ: (୧) ଶୟତାନ ମନ୍ଦ ବିଷୟ ଅଟେ । ବିକଳ୍ପ ଅନୁବାଦ: “ଶୟତାନ” କିମ୍ବା (୨) ସାଧାରଣତଃ ମନ୍ଦବିଷୟକୁ । ବିକଳ୍ପ ଅନୁବାଦ: “ମନ୍ଦ” | ||
15 | 3:6 | aprc | τὴν παράδοσιν | 1 | ଏଠାରେ, **ପରମ୍ପରାଗୁଡ଼ିକ** ସେହି ଶିକ୍ଷାଗୁଡ଼ିକୁ ବୁଝାଏ ଯାହା ପ୍ରେରିତମାନେ ଯୀଶୁଙ୍କଠାରୁ ଗ୍ରହଣ କରିଥିଲେ ଏବଂ ସମସ୍ତ ବିଶ୍ବାସୀମାନଙ୍କ ନିକଟକୁ ଯାଉଛନ୍ତି । ବିକଳ୍ପ ଅନୁବାଦ: “ଶିକ୍ଷା” କିମ୍ବା “ନିର୍ଦ୍ଦେଶ” । | ||
16 | 3:9 | cu58 | μιμεῖσθαι | 1 | ଆପଣ ପଦ ୭ ରେ କିପରି **ଅନୁକରଣ** ଅନୁବାଦ କରିଛନ୍ତି, ଦେଖନ୍ତୁ । | ||
17 | 3:17 | pa5k | ὁ ἀσπασμὸς τῇ ἐμῇ χειρὶ, Παύλου, ὅ ἐστιν σημεῖον ἐν πάσῃ ἐπιστολῇ, οὕτως γράφω | 1 | ବିକଳ୍ପ ଅନୁବାଦ: “ମୁଁ, ପାଉଲ, ଏହି ଅଭିବାଦନକୁ ନିଜ ହାତରେ ଲେଖେ, ଯାହା ମୁଁ ପ୍ରତ୍ୟେକ ପତ୍ରରେ କରେ, ଏକ ସଙ୍କେତ ଭାବରେ ଏହି ପତ୍ରଟି ପ୍ରକୃତରେ ମୋ ପାଖରୁ ଆସିଛି କାରଣ ମୁଁ ଏହିପରି ଲେଖୁଅଛି” |