309 KiB
309 KiB
1 | Reference | ID | Tags | SupportReference | Quote | Occurrence | Note |
---|---|---|---|---|---|---|---|
2 | 1:intro | a4v2 | 0 | # ତୀମଥି 01 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\nପାଉଲ 1-2 ପଦରେ ଔପଚାରିକଭାବରେ ପତ୍ରର ପରିଚୟ ପ୍ରଦାନ କରନ୍ତି I ପ୍ରାଚୀନ ମଧ୍ୟପୂର୍ବର ଲେଖକମାନେ ପ୍ରାୟତଃ ଏହି ଶୈଳୀରେ ପତ୍ରର ଆରମ୍ଭ କରୁଥିଲେ I\n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n## ଆତ୍ମିକ ସନ୍ତାନ\n\nଏହି ଅଧ୍ୟାୟରେ, ପାଉଲ ତୀମଥିଙ୍କୁ ଜଣେ “ପୁତ୍ର” ଓ ଆପଣା “ସନ୍ତାନ” ବୋଲି ଉଲ୍ଲେଖ କରନ୍ତି I ପାଉଲ ତୀମଥିଙ୍କୁ ଜଣେ ଖ୍ରୀଷ୍ଟିୟାନ ଏବଂ ଜଣେ ନେତା ଭାବରେ ଶିଷ୍ୟକରି ଗଢିଥିଲେ I ପାଉଲ ମଧ୍ୟ ତାଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବାକୁ ହୁଏତ କଢାଇ ନେଇଥିବେ, ତେଣୁ, ପାଉଲ ତୀମଥିଙ୍କୁ “ବିଶ୍ଵାସରେ ପୁତ୍ର” ତାଙ୍କର ପୁତ୍ର ବୋଲି ଉଲ୍ଲେଖ କରିଥିଲେ I [[rc://*/tw/dict/bible/kt/disciple]], [[rc://*/tw/dict/bible/kt/faith]] ଓ [[rc://*/tw/dict/bible/kt/spirit]] ଓ [[rc://*/ta/man/translate/figs-metaphor]])\n\n### ଉପମା\n\nଯେଉଁମାନେ ସେମାନଙ୍କର ବିଶ୍ୱାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି ସେମାନେ “ଲକ୍ଷ୍ୟ ହରାଇଛନ୍ତି” ଯେପରି ସେମାନେ ଭୁଲ୍ ମାର୍ଗରେ “ବନ୍ଦ ହୋଇଯାଇଛନ୍ତି” ଏବଂ ସତେ ଯେପରି ସେମାନେ “ଧ୍ୱଂସପ୍ରାପ୍ତ ହୋଇଛନ୍ତି” ବୋଲି ଏହି ଅଧ୍ୟାୟରେ ପାଉଲ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି I ଯୀଶୁଙ୍କୁ ଅନୁସରଣ କରିବା “ ଏକ ଉତ୍ତମ ସଂଘର୍ଷ କରିବା” ବୋଲି ସେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି I | |||
3 | 1:1 | u1g9 | rc://*/ta/man/translate/figs-inclusive | General Information: | 0 | # General Information:\n\n | |
4 | 1:3 | k35a | rc://*/ta/man/translate/figs-you | General Information: | 0 | # General Information:\n\nଏହି ପତ୍ରରେ, ଗୋଟିଏ ବ୍ୟତିକ୍ରମ ସହିତ, ଶବ୍ଦଗୁଡ଼ିକ **ତୁମକୁ****,** **ତୁମର** ଏବଂ **ତୁମେନିଜେ** ତୀମଥିଙ୍କୁ ସୂଚିତ କରେ ଏବଂ ସେଥିପାଇଁ ସେଗୁଡ଼ିକ ଏକବଚନ ଅଟେ I [6:21](https://create.translationcore.com/06/21.md) ରେ ଏକ ବ୍ୟତିକ୍ରମ ବିଷୟରେ ଟିପ୍ପଣୀରେ ଉଲ୍ଲେଖ ଅଛି I [[rc://*/ta/man/translate/figs-you]])ଦେଖନ୍ତୁ) | |
5 | 1:3 | k4tm | Connecting Statement: | 0 | # Connecting Statement:\n\nବିକଳ୍ପ ଅନୁବାଦ: “ଯେପରି ମୁଁ ତୁମକୁ କହିଥିଲି” | ||
6 | 1:3 | l4br | καθὼς παρεκάλεσά σε | 1 | |||
7 | 1:3 | amp4 | προσμεῖναι ἐν Ἐφέσῳ | 1 | ଏଫିସ ନଗରରେ ମୋତେ ଅପେକ୍ଷା କର। | ||
8 | 1:4 | ecf5 | rc://*/ta/man/translate/figs-ellipsis | μηδὲ προσέχειν | 1 | ||
9 | 1:5 | myi5 | δὲ | 1 | ପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥିଙ୍କୁ ସେ ଯେଉଁ ଉଦ୍ଦେଶ୍ୟ ପ୍ରକାଶ କରୁଛନ୍ତି ତାହା ବୁଝିବାରେ ସାହାଯ୍ୟ କରିବ I ଆପଣ ଏହାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଆପଣଙ୍କର ଭାଷାରେ ଅନୁବାଦ କରିପାରିବେ ଯାହା ପୃଷ୍ଠଭୂମି ସୂଚନା ଉପସ୍ଥାପନ କରେ I | ||
10 | 1:5 | l7un | παραγγελίας | 1 | ପାଉଲ ତୀମଥିଙ୍କୁ [1:3](https://create.translationcore.com/01/03.md) ଏବଂ [1:4](https://create.translationcore.com/01/04.md) ରେ ଦେଇଥିବା ନିର୍ଦ୍ଦେଶକୁ ସୂଚିତ କରେ I | ||
11 | 1:7 | v28u | νομοδιδάσκαλοι | 1 | ଏଠାରେ, **ବ୍ୟବସ୍ଥା** ବିଶେଷ ଭାବରେ ମୋଶାଙ୍କ ବ୍ୟବସ୍ଥାକୁ ସୂଚିତ କରେ I ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ UST ପରି ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ I [[rc://*/ta/man/translate/figs-explicit]])ଦେଖନ୍ତୁ) | ||
12 | 1:7 | j2hc | περὶ τίνων διαβεβαιοῦνται | 1 | |||
13 | 1:9 | ci94 | rc://*/ta/man/translate/figs-activepassive | κεῖται | 1 | ||
14 | 1:12 | pha5 | Connecting Statement: | 0 | # Connecting Statement:\n\n | ||
15 | 1:14 | zp83 | δὲ ἡ χάρις | 1 | |||
16 | 1:14 | d9m7 | rc://*/ta/man/translate/figs-metaphor | τῆς ἐν Χριστῷ Ἰησοῦ | 1 | ||
17 | 1:17 | g4jq | τῷ & Βασιλεῖ τῶν αἰώνων | 1 | |||
18 | 1:20 | pv7f | rc://*/ta/man/translate/translate-names | Ὑμέναιος & Ἀλέξανδρος | 1 | ଏଗୁଡ଼ିକ ଦୁଇ ବ୍ୟକ୍ତିଙ୍କର ନାମ ଅଟେ । [[rc://*/ta/man/translate/translate-names]])ଦେଖନ୍ତୁ) | |
19 | 2:intro | c6rf | 0 | # 1 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n### ଶାନ୍ତି\n\nପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I ସେମାନେ ଶାସନକର୍ତ୍ତାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଉଚିତ, ଯେପରି ଖ୍ରୀଷ୍ଟିୟାନମାନେ ଶାନ୍ତିପୂର୍ଣ୍ଣ ଭାବରେ, ଏକ ଈଶ୍ବର ପରାୟଣ ଓ ମର୍ଯ୍ୟଦାପୂର୍ଣ୍ଣଭାବରେ ଜୀବନ କାଟିପାରିବେ I\n\n### ମଣ୍ଡଳୀରେ ସ୍ତ୍ରୀଲୋକମାନେ\n\nଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଏହି ଅନୁଚ୍ଛେଦକୁ ବୁଝିବା ବିଷୟରେ ପଣ୍ଡିତମାନ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I | |||
20 | 2:1 | z2xx | Connecting Statement: | 0 | # Connecting Statement:\n\n | ||
21 | 2:1 | iag7 | παρακαλῶ | 1 | ବିକଳ୍ପ ଅନୁବାଦ: ମୁଁ ନିବେଦନ କିମ୍ବା “ମୁଁ ଅନୁରୋଧ କରୁଛି” | ||
22 | 2:8 | r6wx | Connecting Statement: | 0 | # Connecting Statement:\n\n | ||
23 | 2:9 | au5c | rc://*/ta/man/translate/figs-doublet | μετὰ αἰδοῦς καὶ σωφροσύνης- | 1 | ||
24 | 2:12 | e2hg | γυναικὶ οὐκ ἐπιτρέπω | 1 | |||
25 | 2:15 | dcf3 | rc://*/ta/man/translate/figs-idiom | μετὰ σωφροσύνης | 1 | ଏହି ଅଭିବ୍ୟକ୍ତିର ସମ୍ଭାବ୍ୟ ଅର୍ଥଗୁଡ଼ିକ: (1) “ଉତ୍ତମ ବିଚାରରେ”, (2) “ଭଦ୍ରତାରେ” କିମ୍ବା (3) “ସ୍ୱଚ୍ଛ ଚିନ୍ତାଧାରାରେ” [[rc://*/ta/man/translate/figs-idiom]])ଦେଖନ୍ତୁ) | |
26 | 2:15 | zr4b | rc://*/ta/man/translate/figs-abstractnouns | σωφροσύνης | 1 | ||
27 | 3:1 | rwi8 | Connecting Statement: | 0 | # Connecting Statement:\n\n | ||
28 | 3:4 | m8a5 | πάσης σεμνότητος | 1 | |||
29 | 3:5 | n8zi | εἰ( δέ τις & προστῆναι οὐκ οἶδεν | 1 | |||
30 | 3:8 | z1gd | Connecting Statement: | 0 | # Connecting Statement:\n\n | ||
31 | 3:10 | m5ar | δοκιμαζέσθωσαν | 1 | |||
32 | 3:11 | xyc9 | γυναῖκας ὡσαύτως | 1 | ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥକୁ ବୁଝାଇପାରେ: (1) ବିକଳ୍ପ ଅନୁବାଦ: “ଦିକନଙ୍କ’ ପତ୍ନୀ” (2) ବିକଳ୍ପ ଅନୁବାଦ: “ମହିଳା ଦିକନ” । | ||
33 | 3:13 | s9si | ἑαυτοῖς & περιποιοῦνται | 1 | |||
34 | 3:13 | cv34 | rc://*/ta/man/translate/figs-explicit | βαθμὸν & καλὸν | 1 | ଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥ ହେଇପାରେ । ବିକଳ୍ପ ଅନୁବାଦ: (1) “ଏକ ସମ୍ମାନଜନକ ପଦ” କିମ୍ବା (2) “ଏକ ଉତ୍ତମ ପ୍ରତିଷ୍ଠା” । | |
35 | 3:14 | s4p2 | Connecting Statement: | 0 | # Connecting Statement:\n\n | ||
36 | 3:16 | ak8w | ὁμολογουμένως | 1 | |||
37 | 3:16 | y8sp | rc://*/ta/man/translate/writing-poetry | ὃς ἐφανερώθη & ἀνελήμφθη ἐν δόξῃ | 1 | ବୋଧହୁଏ ଏହା ଏକ ଗୀତ ବା କବିତା ଯାହା ପାଉଲ ଉଦ୍ଧୃତ କରୁଛନ୍ତି । ଯଦି ଆପଣଙ୍କ ଭାଷାରେ ଏହା ଏକ କବିତା ବୋଲି ସୂଚାଇବାକୁ ଏକ ଉପାୟ ଅଛି ଯେପରିକି ଏକ କର୍ମଧାରାରେ ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । [[rc://*/ta/man/translate/writing-poetry]])ଦେଖନ୍ତୁ) | |
38 | 4:1 | gyd8 | Connecting Statement: | 0 | # Connecting Statement:\n\n | ||
39 | 4:1 | jzr9 | δὲ | 1 | ପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥି ଏବଂ ଏଫିସୀୟ ବିଶ୍ଵାସୀମାନଙ୍କୁ ତାଙ୍କ ପତ୍ରର ପରବର୍ତ୍ତୀ ଅଂଶ ବୁଝିବାରେ ସାହାଯ୍ୟ କରିବ । ତୀମଥିଙ୍କୁ ପ୍ରତିରୋଧ କରିବାକୁ ଥିବା ମିଥ୍ୟା ଶିକ୍ଷାଗୁଡ଼ିକ ସେଗୁଡ଼ିକ ଅଟେ ଯାହା ଆତ୍ମା ପୂର୍ବରୂ ଭବିଷ୍ୟବାଣୀ କରିଛନ୍ତି । ଆପଣ ଆପଣଙ୍କ ଭାଷାରେ ଶବ୍ଦ କିମ୍ବା ବାକ୍ୟାଂଶକୁ ବ୍ୟବହାର କରି ଅନୁବାଦ କରିପାରିବେ ଯାହାର ଅର୍ଥ ଏବଂ ଗୁରୁତ୍ୱ ସହିତ ସମାନ ରହିଥାଏ । | ||
40 | 4:3 | k4db | κωλυόντων | 1 | |||
41 | 4:3 | wd2l | rc://*/ta/man/translate/figs-explicit | κωλυόντων γαμεῖν | 1 | ଏହି ବାକ୍ୟାଂଶଗୁଡ଼ିକ ଅର୍ଥ ଏହା ଯେ ଏହି ମିଥ୍ୟା ଶିକ୍ଷକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ । ବିକଳ୍ପ ଅନୁବାଦ: “ଏହି ଲୋକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ” [[rc://*/ta/man/translate/figs-explicit]])ଦେଖନ୍ତୁ) | |
42 | 4:5 | y2lc | rc://*/ta/man/translate/figs-hendiadys | ἁγιάζεται & διὰ λόγου Θεοῦ καὶ ἐντεύξεως | 1 | ||
43 | 4:6 | hfx3 | ταῦτα | 1 | ଏହା [3:16](https://create.translationcore.com/03/16.md) ରେ ଆରମ୍ଭ ହୋଇଥିବା ଶିକ୍ଷାକୁ ସୂଚିତ କରେ । | ||
44 | 4:8 | i6rh | γὰρ “ σωματικὴ γυμνασία | 1 | ବିକଳ୍ପ ଅନୁବାଦ: ଶାରୀରିକ ବ୍ୟାୟାମ | ||
45 | 4:8 | df19 | ἐπαγγελίαν ἔχουσα ζωῆς | 1 | ବିକଳ୍ପ ଅନୁବାଦ: ଏହି ଜୀବନପାଇଁ ଉପକାରୀ | ||
46 | 4:10 | dsz3 | rc://*/ta/man/translate/figs-ellipsis | μάλιστα πιστῶν | 1 | ||
47 | 4:11 | lg9h | παράγγελλε ταῦτα καὶ δίδασκε | 1 | |||
48 | 4:14 | t22x | rc://*/ta/man/translate/figs-metaphor | μὴ ἀμέλει τοῦ ἐν σοὶ χαρίσματος | 1 | ||
49 | 4:15 | j8zi | rc://*/ta/man/translate/figs-metaphor | ἵνα σου ἡ προκοπὴ φανερὰ ᾖ πᾶσιν | 1 | ||
50 | 5:1 | wt5y | rc://*/ta/man/translate/figs-you | General Information: | 0 | # General Information:\n\nପାଉଲ ତୀମଥି ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଆଦେଶ ଦେଉଥିଲେ । ଯେଉଁ ଭାଷାଗୁଡ଼ିକରେ “ତୁମ୍ଭେ” ର ଭିନ୍ନ ଗଠନ ଅଛି କିମ୍ବା ଆଦେଶ ପାଇଁ ବିଭିନ୍ନ ଗଠନ ଏଠାରେ ଏକବଚନ ଗଠନ ବ୍ୟବହାର କରିବେ । [[rc://*/ta/man/translate/figs-you]])ଦେଖନ୍ତୁ) | |
51 | 5:1 | h7d1 | Connecting Statement: | 0 | # Connecting Statement:\n\n | ||
52 | 5:2 | wmi6 | rc://*/ta/man/translate/figs-ellipsis | νεωτέρας | 1 | ||
53 | 5:6 | p5hi | ζῶσα | 1 | |||
54 | 5:7 | a13p | ἵνα ἀνεπίλημπτοι ὦσιν | 1 | |||
55 | 5:12 | k9nz | πίστιν | 1 | |||
56 | 5:13 | umk2 | περίεργοι | 1 | |||
57 | 5:14 | bh1q | οἰκοδεσποτεῖν | 1 | |||
58 | 5:14 | u94k | τῷ ἀντικειμένῳ | 1 | ଏହି ଅଭିବ୍ୟକ୍ତି (1) ଶୟତାନକୁ (ଅର୍ଥାତ୍ UST ପଠନ) କିମ୍ବା (2) ସାମୂହିକ ଭାବରେ ଯୀଶୁଙ୍କ ଅନୁଗାମୀମାନଙ୍କୁ ବିରୋଧ କରୁଥିବା ଅବିଶ୍ୱାସୀମାନଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: (1) “ଶୟତାନ” କିମ୍ବା (2) “ତୁମ୍ଭକୁ ବିରୋଧ କରୁଥିବା ଅବିଶ୍ୱାସୀମାନେ” | ||
59 | 5:14 | a1w5 | rc://*/ta/man/translate/figs-inclusive | λοιδορίας χάριν | 1 | ||
60 | 5:17 | i3l3 | Connecting Statement: | 0 | # Connecting Statement:\n\n | ||
61 | 5:17 | wp9d | διπλῆς τιμῆς | 1 | ଏଠାରେ, **ଦ୍ୱିଗୁଣ ସମ୍ମାନର** ଅର୍ଥ: (1) ମଣ୍ଡଳୀ ପ୍ରାଚୀନମାନଙ୍କୁ ଦୁଇ ଉପାୟରେ ସମ୍ମାନିତ କରିବା ଉଚିତ୍, କିମ୍ବା (2) ସେମାନଙ୍କୁ ଅନ୍ୟମାନଙ୍କ ତୁଳନାରେ ଦୁଇଗୁଣ ସମ୍ମାନ ଦେବା ଉଚିତ୍ । ଯେହେତୁ ପାଉଲ ପରବର୍ତ୍ତୀ ପଦରେ ଦୁଇଟି ଶାସ୍ତ୍ରର ଉଦ୍ଧୃତ କରିଛନ୍ତି ଯାହାକି ମଣ୍ଡଳୀର ନେତାମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ବେତନ ଦିଆଯାଉଥିବା ଧାରଣାକୁ ସମର୍ଥନ କରେ, ପ୍ରଥମଟି, ବିକଳ୍ପ ଅନୁବାଦ: (1) “ଉଭୟ ସମ୍ମାନ ଏବଂ ସେମାନଙ୍କ କାର୍ଯ୍ୟ ପାଇଁ ବେତନ” କିମ୍ବା (2) “ଅନ୍ୟମାନଙ୍କ ଅପେକ୍ଷା ଅଧିକ ସମ୍ମାନ ପ୍ରାପ୍ତ କରନ୍ତୁ” ।[[rc://*/ta/man/translate/figs-abstractnouns]])ଦେଖନ୍ତୁ) | ||
62 | 5:18 | kh55 | rc://*/ta/man/translate/figs-personification | λέγει γὰρ ἡ Γραφή | 1 | ଏହା ବ୍ୟକ୍ତିରୂପଧାରଣ ଯାହାର ଅର୍ଥ ଏହି ଯେ କେହି ଜଣେ ଶାସ୍ତ୍ରରେ ଏହି ପ୍ରକାର ଲେଖିଛନ୍ତି I ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ ଶାସ୍ତ୍ରରେ ପାଠ କରୁ ଯେ” (ଦେଖ: [[rc://*/ta/man/translate/figs-personification]])ଦେଖନ୍ତୁ) | |
63 | 5:18 | vw3a | rc://*/ta/man/translate/figs-metaphor | βοῦν ἀλοῶντα οὐ φιμώσεις | 1 | ପାଉଲ ସାଙ୍କେତିକ ଭାବରେ ଏହି ବାକ୍ୟାଂଶକୁ ଉଦ୍ଧୃତ କରୁଛନ୍ତି । ସେ ଏହା ସୂଚାଇବା ପାଇଁ ଏହା ବ୍ୟବହାର କରୁଛନ୍ତି ଯେ, ଯେପରି ଈଶ୍ଵର ଚାହୁଁଥିଲେ ଯେ ପଶୁମାନେ ସେମାନଙ୍କ ଶସ୍ୟରୁ ଅଲଗା ହେବା ପାଇଁ କାର୍ଯ୍ୟ କରୁଥିବା କିଛି ଶସ୍ୟ ଖାଇବାକୁ ସକ୍ଷମ ହୁଅନ୍ତୁ, ସେହିପରି ମଣ୍ଡଳୀ ନେତାମାନେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟରୁ ବେତନ ଗ୍ରହଣ କରିବା ଉଚିତ ବିଶେଷ କରି ସେମାନଙ୍କଠାରୁ ଯେଉଁମାନଙ୍କ ଗହଣରେ ସେମାନେ ସେବା କରୁଛନ୍ତି । [[rc://*/ta/man/translate/figs-metaphor]])ଦେଖନ୍ତୁ) | |
64 | 5:20 | m4uh | τοὺς ἁμαρτάνοντας | 1 | ପାଉଲ ଏହି କ୍ରିୟାପଦକୁ ବ୍ୟବହାର କରୁଛନ୍ତି, ଯାହା ଏକ ବିଶେଷଣ ଭାବରେ କାର୍ଯ୍ୟ କରେ, ବିଶେଷ୍ୟ ଭାବରେ ସେ ବର୍ଣ୍ଣନା କରୁଥିବା ଏକ ଶ୍ରେଣୀକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶରେ ଅନୁବାଦ କରିପାରିବେ । ଏଠାରେ ଦୁଇଟି ଅର୍ଥ ରହିଛି: (1) ଏହା ପାପ କରୁଥିବା କୌଣସି ବିଶ୍ଵାସୀଙ୍କୁ ସୂଚାଇପାରେ, କିମ୍ବା (2) ପାଉଲ ପ୍ରାଚୀନମାନଙ୍କ ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: (1) “ଯେଉଁ ବିଶ୍ଵାସୀମାନେ ପାପ କରୁଛନ୍ତି” କିମ୍ବା (2) “ଯେଉଁ ପ୍ରାଚୀନମାନେ ଭୁଲ୍ ବିଷୟ କରୁଛନ୍ତି”[[rc://*/ta/man/translate/figs-nominaladj]])ଦେଖନ୍ତୁ) | ||
65 | 5:21 | f2q7 | rc://*/ta/man/translate/figs-doublet | ταῦτα φυλάξῃς χωρὶς προκρίματος, μηδὲν ποιῶν κατὰ πρόσκλισιν | 1 | ||
66 | 5:22 | lt3y | μηδὲ κοινώνει ἁμαρτίαις ἀλλοτρίαις | 1 | |||
67 | 6:intro | rks4 | 0 | # **1** **ତୀମଥି** **06** **ସାଧାରଣ ଟିପ୍ପଣୀଗୁଡ଼ିକ**ଏହି ଅଧ୍ୟାୟର ବିଶେଷ ଧାରଣା\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### ଦାସତ୍ୱ\n\nଏହି ଅଧ୍ୟାୟରେ, ପାଉଲ ଦାସମାନଙ୍କୁ ସେମାନଙ୍କର ମାଲିକମାନଙ୍କୁ ସମ୍ମାନ ଦେବା, ସେମାନଙ୍କୁ ଆଦର କରିବା ଏବଂ ଯତ୍ନର ସହିତ ସେବା କରିବାକୁ ଶିକ୍ଷା ଦିଅନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେ ଦାସତ୍ୱକୁ ଏକ ଉତ୍ତମ ଜିନିଷ କିମ୍ବା ଈଶ୍ଵର ଗ୍ରହଣ କରୁଥିବା ବିଷୟ ଭାବରେ ସମର୍ଥନ କରୁଛନ୍ତି । ଏହା ପରିବର୍ତ୍ତେ, ପାଉଲ ବିଶ୍ଵାସୀମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ଧାର୍ମିକ ଏବଂ ସନ୍ତୁଷ୍ଟ ହେବାକୁ ଉତ୍ସାହିତ କରୁଛନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ସେହି ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ କାର୍ଯ୍ୟ କରିପାରିବେ ନାହିଁ । | |||
68 | 6:1 | zg9b | Connecting Statement: | 0 | # Connecting Statement:\n\n | ||
69 | 6:2 | hn12 | rc://*/ta/man/translate/figs-activepassive | οἱ τῆς εὐεργεσίας ἀντιλαμβανόμενοι | 1 | ||
70 | 6:4 | bjt6 | ἔρις | 1 | |||
71 | 6:6 | wzj1 | ἔστιν & πορισμὸς μέγας | 1 | |||
72 | 6:9 | ij4j | δὲ | 1 | ପାଉଲ ଏହି ଶବ୍ଦକୁ ବ୍ୟବହାର କରିବାକୁ ସୂଚାଇ ଦେଇଛନ୍ତି ଯେ ସେ ସେହି ବ୍ୟକ୍ତିଙ୍କ ବିଷୟକୁ ଫେରି ଆସୁଛନ୍ତି ଯେଉଁମାନେ ଭାବନ୍ତି ଯେ ଧାର୍ମିକ ହେବା ସେମାନଙ୍କୁ ଧନୀ କରିବ । ଆପଣ ଆପଣଙ୍କ ଭାଷାରେ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଅନୁବାଦ କରିପାରିବା ଯାହାର ଅର୍ଥ ଏବଂ ଗୁରୁତ୍ୱ ସହିତ ସମାନ ହୋଇଥିବ ।[[rc://*/ta/man/translate/grammar-connect-logic-contrast]])ଦେଖନ୍ତୁ) | ||
73 | 6:11 | m5gz | rc://*/ta/man/translate/figs-you | σὺ δέ | 1 | ||
74 | 6:11 | a88g | ταῦτα | 1 | ଏହି ବାକ୍ୟାଂଶ ସୂଚାଏ: (1) ପାଉଲ ଏହି ପତ୍ରର ଏହି ବିଭାଗରେ ଯାହା କହୁଛନ୍ତି (ମିଥ୍ୟା ଶିକ୍ଷା, ଗର୍ବ, ଯୁକ୍ତି, ଏବଂ ଅର୍ଥର ପ୍ରେମ), କିମ୍ବା (2) ପାଉଲ ଯାହା ବିଷୟରେ କହୁଛନ୍ତି ତାହା ( ଅର୍ଥ ପ୍ରେମ) ଅଟେ ଯଦି ସମ୍ଭବ, ଏହାକୁ ସାଧାରଣ ବାକ୍ୟାଂଶରେ ଅନୁବାଦ କରନ୍ତୁ । | ||
75 | 6:13 | aj8i | Connecting Statement: | 0 | # Connecting Statement:\n\n | ||
76 | 6:13 | t6dh | παραγγέλλω σοι | 1 | |||
77 | 6:15 | qh1p | rc://*/ta/man/translate/figs-explicit | δείξει | 1 | ||
78 | 1:3 | t112 | rc://*/ta/man/translate/translate-names | Ἐφέσῳ | 1 | ଏହା ଏକ ସହରର ନାମ ଅଟେ ।[[rc://*/ta/man/translate/translate-names]])ଦେଖନ୍ତୁ) | |
79 | 1:8 | t134 | rc://*/ta/man/translate/figs-exclusive | οἴδαμεν | 1 | ଏହି ପତ୍ରରେ, ପାଉଲ ତୀମଥି ଏବଂ ନିଜକୁ କିମ୍ବା ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ **ଆମେ****,** **ଆମକୁ** ଏବଂ **ଆମର** ଶବ୍ଦ ବ୍ୟବହାର କରନ୍ତି । ତେଣୁ ସାଧାରଣତଃ, ଏହି ଶବ୍ଦଗୁଡ଼ିକ ପତ୍ରପ୍ରାପକକୁ ଅନ୍ତର୍ଭୁକ୍ତ କରେ । [4:10](https://create.translationcore.com/04/10.md) ବିଷୟରେ ଟିପ୍ପଣୀ ଆଲୋଚନା କରିବ ।[[rc://*/ta/man/translate/figs-exclusive]])ଦେଖନ୍ତୁ) | |
80 | 1:19 | dyr6 | rc://*/ta/man/translate/figs-abstractnouns | περὶ τὴν πίστιν | 1 | ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ତେବେ ଆପଣ ଗୁଣ ବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ଏଠାରେ, ବିଶ୍ଵାସ ସୂଚାଇପାରେ: (1) ଯୀଶୁ (କିମ୍ବା ଈଶ୍ଵରଙ୍କ) ସହିତ ସମ୍ପର୍କ କିମ୍ବା (2) ଯୀଶୁଙ୍କ ବିଷୟରେ ଶିକ୍ଷା । ବିକଳ୍ପ ଅନୁବାଦ:“ଯୀଶୁଙ୍କ ସହିତ ସେମାନଙ୍କର ସମ୍ପର୍କ” କିମ୍ବା “ଯୀଶୁଙ୍କ ବିଷୟରେ ବାର୍ତ୍ତା” । [[rc://*/ta/man/translate/figs-abstractnouns]])ଦେଖନ୍ତୁ) | |
81 | 2:7 | hb97 | ἐν Χριστῷ | 1 | ଖ୍ରୀଷ୍ଟଙ୍କ ଅନୁଗାମୀ ଭାବରେ | ||
82 | 2:15 | krx4 | rc://*/ta/man/translate/grammar-connect-logic-contrast | δὲ | 1 | ଆପଣଙ୍କ ଭାଷାରେ ଏକ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ ଯେଉଁଥିରେ ଏହି ବାକ୍ୟଟି ପୂର୍ବ ବାକ୍ୟର ବିପରୀତ ଅର୍ଥକୁ ପ୍ରକାଶ କରେ ।[[rc://*/ta/man/translate/grammar-connect-logic-contrast]])ଦେଖନ୍ତୁ) | |
83 | 3:1 | t228 | rc://*/ta/man/translate/figs-quotemarks | πιστὸς ὁ λόγος | 1 | ପାଉଲ ଏହି ବାକ୍ୟାଂଶକୁ ଏକ ସିଧାସଳଖ ଉଦ୍ଧୃତି ଉପସ୍ଥାପନ କରିବାକୁ ବ୍ୟବହାର କରନ୍ତି । ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ଯଦି ଆପଣ ବାକି ଶବ୍ଦରେ ଉଦ୍ଧୃତି ଚିନ୍ହ କିମ୍ବା ଅନ୍ୟ କିଛି ବିରାମଚିହ୍ନ ଚିହ୍ନ କିମ୍ବା ସମ୍ମିଳନୀ ସହିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ଏହାକୁ ସୂଚାଇପାରିବେ ଯାହା ଆପଣଙ୍କ ଭାଷା ଏକ ଉଦ୍ଧୃତି ସୂଚାଇବା ପାଇଁ ବ୍ୟବହାର କରେ ।[[rc://*/ta/man/translate/figs-quotemarks]])ଦେଖନ୍ତୁ) | |
84 | 4:5 | gwcs | rc://*/ta/man/translate/grammar-connect-logic-result | γὰρ | 1 | ଏହି ଶବ୍ଦ ପ୍ରକାଶ କରେ ଯେ ପାଉଲ ଯାହା କହିଛନ୍ତି ତାହାର ଶେଷ ଭାଗର କାରଣ ଉଲ୍ଲେଖ ଅଛି । ଅନ୍ୟ ଅର୍ଥରେ, ଏହାର କାରଣ “ଧନ୍ୟବାଦ ବିନା କୌଣସି ବିଷୟକୁ ଗ୍ରହଣ କରିବା ଉଚିତ୍ ନୁହେଁ।” ଏକ କାରଣ ଦେବାକୁ ଆପଣଙ୍କ ଭାଷାରେ ଏକ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “କାରଣ”[[rc://*/ta/man/translate/grammar-connect-logic-result]])ଦେଖାନ୍ତୁ) | |
85 | 4:8 | t311 | rc://*/ta/man/translate/figs-quotemarks | γὰρ | 1 | ଏହି ଶବ୍ଦକୁ ଅନୁସରଣ କରୁଥିବା ବିଷୟ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଅଟେ ଯାହା ପାଉଲ ଶିକ୍ଷାଦାନ ପାଇଁ ବ୍ୟବହାର କରନ୍ତି । ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ଯଦି ଆପଣ ବାକି ଶବ୍ଦରେ ଉଦ୍ଧୃତି ଚିହ୍ନ କିମ୍ବା ଅନ୍ୟ କିଛି ବିରାମଚିହ୍ନ, ଚିହ୍ନ କିମ୍ବା ସମ୍ମିଳନୀ ସହିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ଏହାକୁ ସୂଚାଇ ପାରିବେ ଯାହା ଆପଣଙ୍କ ଭାଷା ଏକ ଉଦ୍ଧୃତି ଚିହ୍ନ ସୂଚାଇବା ପାଇଁ ବ୍ୟବହାର କରିପାରେ ।[[rc://*/ta/man/translate/figs-quotemarks]])ଦେଖାନ୍ତୁ) | |
86 | 4:10 | t320 | rc://*/ta/man/translate/figs-exclusive | κοπιῶμεν καὶ ἀγωνιζόμεθα | 1 | ଏହା ଏକ ସ୍ଥାନ ହୋଇପାରେ ଯେଉଁଠାରେ **ଆମେ** ପ୍ରାପ୍ତକର୍ତ୍ତାଙ୍କୁ ଅନ୍ତର୍ଭୁକ୍ତ କରେନାହିଁ । ଶାରୀରିକ ବ୍ୟାୟାମ ଅପେକ୍ଷା ଧାର୍ମିକତାକୁ ପ୍ରାଥମିକତା ଦେବା ପାଇଁ ପାଉଲ ତୀମଥିଙ୍କୁ କହନ୍ତି ଏବଂ ସେ ନିଜକୁ ଏବଂ ଅନ୍ୟ ସହକର୍ମୀମାନଙ୍କୁ ତୀମଥିଙ୍କ ପାଇଁ ଏକ ଉଦାହରଣ ଭାବରେ ସ୍ଥାପନ କରିବେ । ତେଣୁ ଯଦି ଆପଣଙ୍କର ଭାଷାର ଏହି ପାର୍ଥକ୍ୟ ଅଛି ତେବେ ଆପଣ ଏହି ବାକ୍ୟରେ ସ୍ୱତନ୍ତ୍ର ଗଠନ ବ୍ୟବହାର କରିପାରିବେ । ତଥାପି, **ଆମେ** ତୀମଥିଙ୍କୁ ପରବର୍ତ୍ତୀ ବାକ୍ୟରେ ଅନ୍ତର୍ଭୁକ୍ତ କରେ, ଯେହେତୁ ପାଉଲ ତୀମଥିଙ୍କୁ ତାଙ୍କ ସହ ଯୋଗଦେବାକୁ ଉତ୍ସାହିତ କରୁଛନ୍ତି ଏବଂ ତାଙ୍କ ସହକର୍ମୀମାନଙ୍କୁ ଈଶ୍ୱରଙ୍କୁ ପ୍ରାଥମିକତା ଦେବା ପାଇଁ ଉତ୍ସାହିତ କରୁଛନ୍ତି, ଯେପରି ତାଙ୍କ ପରି ଜୀବନ୍ତ ଈଶ୍ଵରଙ୍କ ଉପରେ ଭରସା ଅଛି ।[[rc://*/ta/man/translate/figs-exclusive]])ଦେଖାନ୍ତୁ) | |
87 | 5:4 | vv64 | τέκνα ἢ ἔκγονα | 1 | ଏଠାରେ ଏହି **ସନ୍ତାନ** ଏବଂ **ନାତିମାନେ** ବୟସ୍କ ବ୍ୟକ୍ତି ଅଟନ୍ତି ଯିଏ ଅନ୍ୟମାନଙ୍କ ଯତ୍ନ ନେବାକୁ ସକ୍ଷମ ଅଟନ୍ତି । | ||
88 | 6:3 | sshf | τοῖς τοῦ Κυρίου ἡμῶν, Ἰησοῦ Χριστοῦ | 1 | ଏହାର ଅର୍ଥ ହୋଇପାରେ: (1) ପ୍ରଭୁ ଯୀଶୁଙ୍କ ବିଷୟରେ ଏକ ବାର୍ତ୍ତା, କିମ୍ବା (2) ପ୍ରଭୁ ଯୀଶୁଙ୍କ ଦ୍ୱାରା କୁହାଯାଇଥିବା ବାକ୍ୟ । |