61 KiB
61 KiB
1 | Book | Chapter | Verse | ID | SupportReference | OrigQuote | Occurrence | GLQuote | OccurrenceNote |

2 | 2TH | front | intro | krd6 | 0 | # ୨ ଥେସଲନୀକୀୟ ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ

### ୨ ଥେସଲନୀକୀୟ ପୁସ୍ତକର ରୂପରେଖ

1. ଅଭିବାଦନ ଓ ଧନ୍ୟବାଦାର୍ପଣ (୧:୧-୩)
1. ତାଡନା ସମୟରେ ଖ୍ରୀଷ୍ଟିୟାନମାନଙ୍କ ଦୁଃଖଭୋଗ
-ସେମାନେ ଈଶ୍ବରଙ୍କ ରାଜ୍ୟ ଓ କ୍ଲେଶରୁ ମୁକ୍ତି ନିମନ୍ତେ ଈଶ୍ବରଙ୍କ ପ୍ରତିଜ୍ଞାର ଯୋଗ୍ୟ (୧:୪-୭)
-ଯେଉଁମାନେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରିବେ, ଈଶ୍ବର ସେମାନଙ୍କ ବିଚାର କରିବେ (୧:୮-୧୨)
1. ଖ୍ରୀଷ୍ଟଙ୍କର ଦ୍ବିତୀୟ ଆଗମନ ସମ୍ବନ୍ଧରେ କେତେକ ବିଶ୍ବାସୀମାନଙ୍କର ଭୁଲ୍ ଚିନ୍ତାଧାରା
- ଖ୍ରୀଷ୍ଟଙ୍କର ଆଗମନ ଏପର୍ଯ୍ୟନ୍ତ ହୋଇନାହିଁ (୨:୧-୨)
- ଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ ହେବାକୁ ଥିବା ଘଟଣାଗୁଡିକ ସମ୍ବନ୍ଧରେ ଶିକ୍ଷା (୨:୩-୧୨)
1. ଈଶ୍ବର ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କୁ ଉଦ୍ଧାର କରିବେ ବୋଲି ପାଉଲଙ୍କର ଦୃଢ଼ ବିଶ୍ବାସ
- “ଅଟଳ ରହିବା”କୁ ତାହାଙ୍କର ଆହ୍ବାନ (୨:୧୩-୧୫)
- ତାହାଙ୍କର ପ୍ରାର୍ଥନା ଯେ ଈଶ୍ବର ସେମାନଙ୍କୁ ସାନ୍ତ୍ବନା ଦେବେ (୨:୧୬-୧୭)
1. ପାଉଲ ନିବେଦନ କରୁଛନ୍ତି ଯେ ଥେସଲନୀକୀୟ ବିଶ୍ବାସୀମାନେ ତାହାଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ (୩:୧-୫)
1. ଅଳସୁଆ ବିଶ୍ବାସୀମାନଙ୍କ ବିଷୟରେ ପାଉଲ ଆଜ୍ଞା ଦେଉଛନ୍ତି (୩:୬-୧୫)
1. ସମାପ୍ତି (୩:୧୬-୧୭)

### ୨ ଥେସଲନୀକୀୟ ପୁସ୍ତକ କିଏ ଲେଖିଥିଲେ?

୨ ଥେସଲନୀକୀୟ ପୁସ୍ତକ ପାଉଲ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

କରିନ୍ଥରେ ଥିବା ସମୟରେ ପାଉଲ ଏହି ପତ୍ର ଲେଖିଥିଲେ I

### ୨ ଥେସଲନୀକୀୟ ପୁସ୍ତକ କେଉଁ ବିଷୟରେ ଲେଖାଯାଇଛି?

ପାଉଲ ଏହି ପତ୍ରଟି ଥେସଲନୀକୀରେ ରହିଥିବା ବିଶ୍ବାସୀମାନଙ୍କୁ ଲେଖିଥିଲେ I ସେ ବିଶ୍ବାସୀମାନଙ୍କୁ ଉତ୍ସାହିତ କଲେ, କାରଣ ସେମାନେ ତାଡନାର ସମ୍ମୁଖିନ ହେଉଥିଲେ I ସେ ସେମାନଙ୍କୁ କହୁଥିଲେ ଯେ ଈଶ୍ବରଙ୍କ ସନ୍ତୋଷଜନକ ଜୀବନ କାଟିବା ନିମନ୍ତେ ଲାଗିରୁହ I ଆଉ ସେ ସେମାନଙ୍କୁ ପୁନର୍ବାର ଖ୍ରୀଷ୍ଟଙ୍କର ଆଗମନ ବିଷୟରେ ଶିକ୍ଷା ଦେବାକୁ ଚାହୁଁଥିଲେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ ଏହାକୁ “୨ ଥେସଲନୀକୀୟ” କିମ୍ବା “ଦ୍ବିତୀୟ ଥେସଲନୀକୀୟ” ବୋଲି କହିପାରନ୍ତି I ସେମାନେ ତା’ ପରିବର୍ତ୍ତେ “ଥେସଲନୀକୀୟ ମଣ୍ଡଳୀକୁ ପାଉଲଙ୍କର ଦ୍ବିତୀୟ ପତ୍ର” କିମ୍ବା “ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ପାଉଲଙ୍କର ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://en/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ଯୀଶୁଙ୍କର “ଦ୍ବିତୀୟ ଆଗମନ” କଅଣ?

ପୃଥିବୀକୁ ଯୀଶୁଙ୍କର ଘଟଣାବହୁଳ ପୁନରାଗମନ ବିଷୟରେ ପାଉଲ ଏହି ପତ୍ରରେ ବହୁତ କିଛି ଲେଖିଛନ୍ତି I ଯେତେବେଳେ ଯୀଶୁ ଆସିବେ, ସେ ସମସ୍ତ ମାନବଜାତିର ବିଚାର କରିବେ I ସେ ମଧ୍ୟ ସୃଷ୍ଟି ଉପରେ ରାଜତ୍ବ କରିବେ, ଓ ସେହି ସମୟରେ ସର୍ବତ୍ର ଶାନ୍ତି ସ୍ଥାପିତ ହେବ I ପାଉଲ ମଧ୍ୟ ବୁଝାଇଛନ୍ତି ଯେ ଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ ଜଣେ “ଅଧର୍ମ ପୁରୁଷ” ଆସିବେ I ଏହି ପୁରୁଷ ଶୟତାନର ବାଧ୍ୟ ହୋଇ ଅନେକ ଲୋକଙ୍କୁ ଈଶ୍ବରଙ୍କ ବିରୋଧ କରିବାକୁ ପ୍ରବର୍ତ୍ତାଇବ I କିନ୍ତୁ ଯୀଶୁ ଆପଣା ଆଗମନ ସମୟରେ ଏହି ପୁରୁଷକୁ ବିନାଶ କରିବେ I

## ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

### “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଇତ୍ୟାଦିକୁ ପାଉଲ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I

### ୨ ଥେସଲନୀକୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି?

ନିମ୍ନ ପଦଗୁଡିକ ବିଷୟରେ, ଆଧୁନିକ ସଂସ୍କରଣ ଗୁଡିକ ପ୍ରାଚୀନ ସଂସ୍କରଣ ଗୁଡିକଠାରୁ ଭିନ୍ନ ମତ ପୋଷଣ କରେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେମାନଙ୍କ ନିଜ ଭାଷାର ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I

* "ଆଉ ଅଧର୍ମ ପୁରୁଷ ପ୍ରକାଶିତ ହେବ” (୨:୩)I ULT, UST ଓ ଅଧିକାଂଶ ଆଧୁନିକ ସଂସ୍କରଣ ଏହି ପ୍ରକାରେ ଲେଖନ୍ତି I ପ୍ରାଚୀନ ସଂସ୍କରଣ ଗୁଡିକରେ “ଆଉ ପାପର ପୁରୁଷ ପ୍ରକାଶିତ ହେବ” ବୋଲି ଲେଖାଯାଇଛି I
* "କାରଣ ଈଶ୍ବର ... ତୁମ୍ଭମାନଙ୍କୁ ପ୍ରଥମଫଳସ୍ବରୂପେ ମନୋନୀତ କରିଅଛନ୍ତି” (୨:୧୩) ULT, UST ଓ ଅନ୍ୟ କେତେକ ସଂସ୍କରଣଗୁଡିକରେ ଏହି ପ୍ରକାରେ ଲେଖାଅଛି I ଅନ୍ୟ ସଂସ୍କରଣ ଗୁଡିକରେ, “କାରଣ ପରିତ୍ରାଣ ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ପ୍ରଥମେ ମନୋନୀତ କରିଅଛନ୍ତି I”

(ଦେଖ: [[rc://en/ta/man/translate/translate-textvariants]])

3 | 2TH | 1 | intro | m987 | 0 | # ୨ ଥେସଲନୀକୀୟ ୦୧ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧-୨ ପଦ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ଜଗତର ନିକଟବର୍ତ୍ତୀ ପୂର୍ବାଞ୍ଚଳର ପତ୍ରଗୁଡିକରେ ଏହି ପ୍ରକାର ପରିଚୟ ଦେଖିବାକୁ ମିଳୁଥିଲା I

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### ଦ୍ବନ୍ଦମୂଳକ ସତ୍ୟତା

ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ହେଉଛି ଏକ ସତ୍ୟ ଉକ୍ତି, ଯାହା କିଛି ଅସମ୍ଭବ ବିଷୟକୁ ବର୍ଣ୍ଣନା କଲା ଭଳି ଜଣାପଡ଼େ I ୪-୫ ପଦରେ ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ଦେଖିବାକୁ ମିଳେ: “ତୁମ୍ଭମାନଙ୍କ ସମସ୍ତ ତାଡନା ମଧ୍ୟରେ ତୁମ୍ଭମାନଙ୍କର ଧୈର୍ଯ୍ୟ ଓ ବିଶ୍ବାସ ବିଷୟରେ ଆମ୍ଭେମାନେ ଆଲୋଚନା କରୁଅଛୁ I ତୁମ୍ଭେମାନେ ସହ୍ୟ କରୁଥିବା କ୍ଲେଶ ସବୁ ବିଷୟରେ ଆମ୍ଭେମାନେ ଆଲୋଚନା କରୁଅଛୁ I ଏହା ଈଶ୍ବରଙ୍କ ଧର୍ମମୟ ନ୍ୟାୟ ବିଚାରର ଏକ ଲକ୍ଷଣ ଅଟେ I” ଲୋକମାନେ ସାଧାରଣତଃ ଭାବିବେ ନାହିଁ ଯେ ଈଶ୍ବରଙ୍କଠାରେ ବିଶ୍ବାସକରି ତାଡନା ପ୍ରାପ୍ତ ହେବା ଈଶ୍ବରଙ୍କ ଧର୍ମମୟ ନ୍ୟାୟ ବିଚାରର ଏକ ଲକ୍ଷଣ I କିନ୍ତୁ ୫-୧୦ ପଦରେ, ପାଉଲ ବୁଝାଉଛନ୍ତି ଯେ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ କିପରି ପୁରସ୍କାର ଦେବେ ଓ ଯେଉଁମାନେ ସେମାନଙ୍କୁ କ୍ଲେଶ ଦେଉଛନ୍ତି, ସେ ସେମାନଙ୍କୁ ଦଣ୍ଡ ଦେବେ I ([୨ ଥେସଲନୀକୀୟ ୧:୪-୫](./04.md)) | |||
4 | 2TH | 1 | 1 | b6vf | figs-exclusive | 0 | General Information: | ପାଉଲ ଏହି ପତ୍ରର ଲେଖକ ଅଟନ୍ତି, କିନ୍ତୁ ସେ ଏହି ପତ୍ରର ପ୍ରେରକଭାବରେ ସିଲ୍ବାନ ଓ ତୀମଥିଙ୍କୁ ସାମିଲ କରୁଛନ୍ତି I ସେ ଥେସଲନୀକୀୟ ମଣ୍ଡଳୀକୁ ନମସ୍କାର କରି ଆରମ୍ଭ କରୁଛନ୍ତି I “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ ନ ଥିଲେ, ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେମାନେ” ଶବ୍ଦ ବହୁବାଚକ ଅଟେ ଓ ଥେସଲନୀକୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-exclusive]] ଓ [[rc://en/ta/man/translate/figs-you]]) | |
5 | 2TH | 1 | 1 | hm3e | Σιλουανὸς | 1 | Silvanus | ଏହା ଲାଟିନ୍ ଭାଷାରେ ଶୀଲାଙ୍କର ନାମ I ସେ ହେଉଛନ୍ତି, ସେହି ସମାନ ବ୍ୟକ୍ତି, ଯାହାଙ୍କୁ ପ୍ରେରିତ ପୁସ୍ତକରେ ପାଉଲଙ୍କର ସହଯାତ୍ରୀଭାବରେ ତାଲିକାଭୁକ୍ତ କରାଯାଇଛି I | |
6 | 2TH | 1 | 2 | g6rb | χάρις ὑμῖν | 1 | Grace to you | ପାଉଲ ଆପଣା ପତ୍ର ଗୁଡିକରେ ସାଧାରଣତଃ ଏହି ପ୍ରକାର ନମସ୍କାର ଜଣାଇଥାନ୍ତି I | |
7 | 2TH | 1 | 3 | m6z5 | 0 | General Information: | ପାଉଲ ଥେସଲନୀକୀର ବିଶ୍ବାସୀମାନଙ୍କ ନିମନ୍ତେ ଧନ୍ୟବାଦ ଦେଉଛନ୍ତି I | ||
8 | 2TH | 1 | 3 | ea59 | figs-hyperbole | εὐχαριστεῖν ὀφείλομεν τῷ Θεῷ πάντοτε | 1 | We should always give thanks to God | ପାଉଲ “ବାରମ୍ବାର” କିମ୍ବା “ନିୟମିତ ଭାବରେ” ଅର୍ଥକୁ ବୁଝାଇବାପାଇଁ “ସର୍ବଦା” ଭଳି ଏକ ସାଧାରଣ ଅନୁମାନକୁ ବ୍ୟବହାର କରୁଛନ୍ତି I ବାକ୍ୟଟି ଥେସଲନୀକୀୟ ବିଶ୍ବାସୀମାନଙ୍କ ଜୀବନରେ ଈଶ୍ବର କରୁଥିବା କାର୍ଯ୍ୟର ମହାନତାକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବାରମ୍ବାର ଈଶ୍ବରଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ” (ଦେଖ: [[rc://en/ta/man/translate/figs-hyperbole]]) |
9 | 2TH | 1 | 3 | h6t9 | figs-gendernotations | ἀδελφοί | 1 | brothers | ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://en/ta/man/translate/figs-gendernotations]]) |
10 | 2TH | 1 | 3 | u3m8 | καθὼς ἄξιόν ἐστιν | 1 | This is appropriate | ଏହା କରିବା ନିମନ୍ତେ ଉପଯୁକ୍ତ ବିଷୟ କିମ୍ବା “ଏହା ଉତ୍ତମ” | |
11 | 2TH | 1 | 3 | xy7k | πλεονάζει ἡ ἀγάπη ἑνὸς ἑκάστου, πάντων ὑμῶν, εἰς ἀλλήλου | 1 | the love each of you has for one another increases | ତୁମ୍ଭେମାନେ ପରସ୍ପରକୁ ପ୍ରକୃତରେ ପ୍ରେମ କରୁଅଛ | |
12 | 2TH | 1 | 3 | bmn6 | ἀλλήλους | 1 | one another | ଏଠାରେ “ପରସ୍ପର”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I | |
13 | 2TH | 1 | 4 | kx1n | figs-rpronouns | αὐτοὺς ἡμᾶς | 1 | we ourselves | ଏଠାରେ “ଆମ୍ଭେମାନେ ନିଜେ” ପାଉଲଙ୍କର ଦର୍ପକୁ ଗୁରୁତ୍ବ ଦେବାନିମନ୍ତେ ବ୍ୟବହାର କରାଯାଇଛି I (ଦେଖ: [[rc://en/ta/man/translate/figs-rpronouns]]) |
14 | 2TH | 1 | 5 | dad9 | figs-activepassive | καταξιωθῆναι ὑμᾶς τῆς Βασιλείας τοῦ Θεοῦ | 1 | You will be considered worthy of the kingdom of God | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଆପଣା ରାଜ୍ୟର ଅଂଶୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ ବିବେଚନା କରିବେ” (ଦେଖ: [[rc://en/ta/man/translate/figs-activepassive]]) |
15 | 2TH | 1 | 6 | wrg2 | 0 | Connecting Statement: | ପାଉଲ ଲେଖୁଥିବା ସମୟରେ ଈଶ୍ବର ଧର୍ମମୟ ହୋଇଥିବା ବିଷୟରେ କହୁଛନ୍ତି | ||
16 | 2TH | 1 | 6 | cxx1 | εἴπερ δίκαιον παρὰ Θεῷ | 1 | it is righteous for God | ଈଶ୍ବର ଯଥାର୍ଥ ଅଟନ୍ତି କିମ୍ବା “ଈଶ୍ବର ଧାର୍ମିକ ଅଟନ୍ତି” | |
17 | 2TH | 1 | 6 | id3i | figs-metaphor | παρὰ Θεῷ, ἀνταποδοῦναι τοῖς θλίβουσιν ὑμᾶς θλῖψιν | 1 | for God to return affliction to those who afflict you | ଏଠାରେ “ପ୍ରତିଫଳ ଦେବାକୁ” ଗୋଟିଏ ରୂପକ ଯାହାର ଅର୍ଥ ହେଉଛି ଜଣକୁ ସେହି ସମାନ ବିଷୟ ଅନୁଭବ କରାଇବା, ଯାହା ସେ ଅନ୍ୟ କାହା ପ୍ରତି କରିଅଛି I ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ କ୍ଲେଶ ଦେଇଛନ୍ତି, ଈଶ୍ବର ସେମାନଙ୍କୁ କ୍ଲେଶ ଦେବାକୁ” (ଦେଖ: [[rc://en/ta/man/translate/figs-metaphor]]) |
18 | 2TH | 1 | 7 | hxy2 | figs-metaphor | καὶ ὑμῖν ... ἄνεσιν | 1 | and relief to you | ଏହି ପଦଗୁଡିକ ଈଶ୍ବର ଲୋକମାନଙ୍କୁ ଯାହା ଯଥାର୍ଥ, ତାହାର “ପ୍ରତିଫଳ ଦେବା” ବିଷୟ ବର୍ଣ୍ଣନା କରୁଛି (୬ ପଦ) I ଏହା ଗୋଟିଏ ରୂପକ ଯାହାର ଅର୍ଥ ହେଉଛି ଜଣକୁ ସେହି ସମାନ ବିଷୟ ଅନୁଭବ କରାଇବା, ଯାହା ସେ ଅନ୍ୟ କାହା ପ୍ରତି କରିଅଛି I ବିକଳ୍ପ ଅନୁବାଦ: “ଆଉ ତୁମ୍ଭମାନଙ୍କୁ ବିଶ୍ରାମ ଦେବାକୁ” (ଦେଖ: [[rc://en/ta/man/translate/figs-metaphor]]) |
19 | 2TH | 1 | 7 | lu43 | figs-ellipsis | ὑμῖν ... ἄνεσιν | 1 | relief to you | ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ଈଶ୍ବର ହିଁ ବିଶ୍ରାମ ଦାତା ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ବିଶ୍ରାମ ଦେବାକୁ” (ଦେଖ: [[rc://en/ta/man/translate/figs-ellipsis]]) |
20 | 2TH | 1 | 7 | yix7 | ἀγγέλων δυνάμεως αὐτοῦ | 1 | the angels of his power | ତାହାଙ୍କର ଶକ୍ତିମାନ୍ ଦୂତମାନେ | |
21 | 2TH | 1 | 8 | y3uv | ἐν πυρὶ φλογός διδόντος ἐκδίκησιν τοῖς μὴ εἰδόσι Θεὸν, καὶ τοῖς | 1 | In flaming fire he will take vengeance on those who do not know God and on those who | ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ସେ ସେମାନଙ୍କୁ ପ୍ରଜ୍ବଳିତ ଅଗ୍ନି ସହ ଦଣ୍ଡ ଦେବେ ଓ ଆଉ ଯେଉଁମାନେ କିମ୍ବା “ତା’ପରେ ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ସେ ସେମାନଙ୍କୁ ପ୍ରଜ୍ବଳିତ ଅଗ୍ନି ସହ ଦଣ୍ଡ ଦେବେ ଓ ଆଉ ଯେଉଁମାନେ” | |
22 | 2TH | 1 | 9 | plw5 | figs-activepassive | οἵτινες δίκην τίσουσιν | 1 | They will be punished | ଏଠାରେ “ସେମାନେ” ଶବ୍ଦଟି ଯେଉଁମାନେ ସୁସମାଚାରର ବାଧ୍ୟ ନୁହନ୍ତି, ସେମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ ଦଣ୍ଡ ଦେବେ” (ଦେଖ: [[rc://en/ta/man/translate/figs-activepassive]]) |
23 | 2TH | 1 | 10 | ugk9 | ὅταν ἔλθῃ ... ἐν τῇ ἡμέρᾳ ἐκείνῃ | 1 | when he comes on that day | ଏଠାରେ “ସେହି ଦିନ” ଶବ୍ଦଟି ଯୀଶୁଙ୍କର ଜଗତକୁ ଆଗମନ କରିବାର ଦିନକୁ ବୁଝାଏ I | |
24 | 2TH | 1 | 10 | bi2u | figs-activepassive | ἐνδοξασθῆναι ἐν τοῖς ἁγίοις αὐτοῦ, καὶ θαυμασθῆναι ἐν πᾶσιν τοῖς πιστεύσασιν | 1 | to be glorified by his people and to be marveled at by all those who believed | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ତାହାଙ୍କର ଲୋକମାନେ ତାହାଙ୍କର ଗୌରବ କରିବେ ଓ ବିଶ୍ବାସ କରିଥବା ଲୋକମାନେ ତାହାଙ୍କର ମହାନତା ସମ୍ମୁଖରେ ଆଶ୍ଚର୍ଯ୍ୟାନ୍ବିତ ହୋଇ ଠିଆ ହେବେ” (ଦେଖ: [[rc://en/ta/man/translate/figs-activepassive]]) |
25 | 2TH | 1 | 11 | ik19 | καὶ προσευχόμεθα πάντοτε περὶ ὑμῶν | 1 | we also pray continually for you | ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ସେ ସେମାନଙ୍କ ନିମନ୍ତେ କିପରି ବାରମ୍ବାର ପ୍ରାର୍ଥନା କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ” କିମ୍ବା “ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା ଜାରିରଖିଅଛୁ” | |
26 | 2TH | 1 | 11 | hiv9 | τῆς κλήσεως | 1 | calling | ଏଠାରେ “ଆହ୍ବାନ” ଶବ୍ଦଟି ତାହାଙ୍କର ସନ୍ତାନ ଓ ସେବକ ହେବାକୁ ଏବଂ ଯୀଶୁଙ୍କ ଦ୍ବାରା ମିଳୁଥିବା ପରିତ୍ରାଣର ସମ୍ବାଦ ଘୋଷଣା କରିବାକୁ ଈଶ୍ବର ଲୋକମାନଙ୍କୁ ନିଯୁକ୍ତ କରିବା ବା ମନୋନୀତ କରିବା ବିଷୟକୁ ବୁଝାଏ I | |
27 | 2TH | 1 | 11 | r8gk | πληρώσῃ πᾶσαν εὐδοκίαν ἀγαθωσύνης | 1 | fulfill every desire of goodness | ତୁମ୍ଭେମାନେ ଚାହୁଁଥିବା ପ୍ରତ୍ୟେକ ବିଷୟରେ ସତ୍କର୍ମ କରିବାକୁ ତୁମ୍ଭମାନଙ୍କୁ ସକ୍ଷମ କରିବେ | |
28 | 2TH | 1 | 12 | q994 | figs-activepassive | ὅπως ἐνδοξασθῇ τὸ ὄνομα τοῦ Κυρίου ἡμῶν, Ἰησοῦ, ἐν ὑμῖν | 1 | that the name of our Lord Jesus may be glorified by you | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ଗୌରବ କରିପାରିବ” (ଦେଖ: [[rc://en/ta/man/translate/figs-activepassive]]) |
29 | 2TH | 1 | 12 | pg2i | figs-activepassive | καὶ ὑμεῖς ἐν αὐτῷ | 1 | you will be glorified by him | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ତୁମ୍ଭମାନଙ୍କ ଗୌରବ କରିବେ” (ଦେଖ: [[rc://en/ta/man/translate/figs-activepassive]]) |
30 | 2TH | 1 | 12 | z8k9 | κατὰ τὴν χάριν τοῦ Θεοῦ ἡμῶν | 1 | because of the grace of our God | ଈଶ୍ବରଙ୍କ ଅନୁଗ୍ରହ ସକାଶୁ | |
31 | 2TH | 2 | intro | jq9r | 0 | # ୨ ଥେସଲନୀକୀୟ ୦୨ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### “ତାହାଙ୍କ ସହିତ ରହିବାପାଇଁ ଏକତ୍ରିତ ହେବା”

ଏହି ଅନୁଚ୍ଛେଦଟି ସେହି ସମୟକୁ ବୁଝାଏ, ଯେଉଁ ସମୟରେ ଯୀଶୁ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଆପଣା ନିକଟକୁ ଆହ୍ବାନ କରନ୍ତି I ପଣ୍ଡିତମାନେ ଏ ବିଷୟରେ ଭିନ୍ନଭିନ୍ନ ମତ ଦିଅନ୍ତି ଯେ ଏହା ଖ୍ରୀଷ୍ଟଙ୍କର ଚୁଡାନ୍ତ ଗୌରବମୟ ପୁନରାଗମନ ନା ନାହିଁ I (ଦେଖ: [[rc://en/tw/dict/bible/kt/believe]])

### ଅଧର୍ମ ପୁରୁଷ
ଏହି ଅଧ୍ୟାୟର “ବିନାଶର ସନ୍ତାନ” ଓ “ଅଧର୍ମ ବ୍ୟକ୍ତି” ସହିତ ଏହା ସମାନ I ପାଉଲ ତାହାଙ୍କୁ ଜଗତରେ ସକ୍ରିୟଭାବରେ କାର୍ଯ୍ୟ କରୁଥିବା ଶୟତାନ ସହିତ ସମ୍ପୃକ୍ତ କରୁଛନ୍ତି I (ଦେଖ: [[rc://en/tw/dict/bible/kt/antichrist]])

### ଈଶ୍ବରଙ୍କ ମନ୍ଦିରରେ ବସେ
ପାଉଲ ହୁଏତ ଏହି ପତ୍ର ଲେଖିବାର ଅନେକ ବର୍ଷ ପରେ ରୋମୀୟମାନେ ଧ୍ବଂସ କରିଥିବା ଯିରୂଶାଲମ ମନ୍ଦିର ବିଷୟରେ ଉଲ୍ଲେଖ କରୁଥିବେ I କିମ୍ବା ସେ ହୁଏତ ଗୋଟିଏ ଭବିଷ୍ୟତର ପାର୍ଥିବ ମନ୍ଦିରକୁ କିଅବା ଈଶ୍ବରଙ୍କ ଆତ୍ମିକ ମନ୍ଦିର ଭାବରେ ମଣ୍ଡଳୀକୁ ବୁଝାଉଥିବେ I (ଦେଖ: [[rc://en/ta/man/translate/figs-explicit]])

32 | 2TH | 2 | 1 | r36t | 0 | General Information: | ଯୀଶୁଙ୍କ ପୁନରାଗମନର ଦିନ ସମ୍ବନ୍ଧରେ ପ୍ରବଞ୍ଜିତ ନ ହେବାପାଇଁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହିତ କରୁଛନ୍ତି I | ||
33 | 2TH | 2 | 1 | q1uq | δὲ | 1 | Now | “ବର୍ତ୍ତମାନ” ଶବ୍ଦଟି ପାଉଲଙ୍କ ଶିକ୍ଷାରେ ଗୋଟିଏ ପ୍ରସଙ୍ଗର ପରିବର୍ତ୍ତନକୁ ଚିହ୍ନଟ କରୁଛି I | |
34 | 2TH | 2 | 1 | cvg5 | figs-gendernotations | ἀδελφοί | 1 | brothers | ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://en/ta/man/translate/figs-gendernotations]]) |
35 | 2TH | 2 | 2 | b8b2 | εἰς τὸ μὴ ταχέως σαλευθῆναι ὑμᾶς ... μηδὲ θροεῖσθαι | 1 | that you not be easily disturbed or troubled | ତୁମ୍ଭେମାନେ ସହଜରେ ଆପଣା ଆପଣାକୁ ବିଚଳିତ ହେବାକୁ ଦିଅ ନାହିଁ | |
36 | 2TH | 2 | 2 | d334 | διὰ πνεύματος, μήτε διὰ λόγου, μήτε δι’ ἐπιστολῆς, ὡς δι’ ἡμῶν | 1 | by a message, or by a letter that seems to be coming from us | କଥିତ ବାକ୍ୟ ଦ୍ବାରା ହେଉ କି ଲିଖିତ ପତ୍ର ଦ୍ବାରା ହେଉ, ଯାହା ଆମ୍ଭମାନଙ୍କଠାରୁ ଆସିଥିବା ପରି ମନେ ହୋଇପାରେ | |
37 | 2TH | 2 | 2 | k4dk | ὡς ὅτι | 1 | to the effect that | ଏହା କହି ଯେ | |
38 | 2TH | 2 | 2 | ib6m | ἡ ἡμέρα τοῦ Κυρίου | 1 | the day of the Lord | ଏହା ଯୀଶୁ ପୃଥିବୀକୁ ସମସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ପୁନରାଗମନ କରିବା ସମୟକୁ ବୁଝାଏ I | |
39 | 2TH | 2 | 3 | l9c5 | 0 | General Information: | ପାଉଲ ଅଧର୍ମ ପୁରୁଷ ବିଷୟରେ ଶିକ୍ଷା ଦେଉଛନ୍ତି I | ||
40 | 2TH | 2 | 3 | ej66 | μὴ ἔλθῃ | 1 | it will not come | ପ୍ରଭୁଙ୍କ ଦିନ ଆସିବ ନାହିଁ | |
41 | 2TH | 2 | 3 | y7ch | ἡ ἀποστασία | 1 | the falling away | ଏହା ଭବିଷ୍ୟତର ଗୋଟିଏ ସମୟକୁ ବୁଝାଏ ଯେତେବେଳେ ଲୋକମାନେ ଈଶ୍ବରଙ୍କ ନିକଟରୁ ବିମୁଖ ହେବେ I | |
42 | 2TH | 2 | 3 | e86v | figs-activepassive | ἀποκαλυφθῇ ὁ ἄνθρωπος τῆς ἀνομίας | 1 | the man of lawlessness is revealed | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଅଧର୍ମ ପୁରୁଷକୁ ପ୍ରକାଶ କରନ୍ତି” (ଦେଖ: [[rc://en/ta/man/translate/figs-activepassive]]) |
43 | 2TH | 2 | 3 | tkg9 | figs-metaphor | ὁ υἱὸς τῆς ἀπωλείας | 1 | the son of destruction | ପାଉଲ ବିନାଶକୁ ଜଣେ ବ୍ୟକ୍ତିଭାବରେ କହୁଛନ୍ତି, ଯେ କି ଜଣେ ପୁତ୍ରକୁ ଜାତ କଲା, ଆଉ ଯାହାର ଲକ୍ଷ୍ୟ ହେଉଛି ସବୁ ବିଷୟକୁ ବିନାଶ କରିବା I ବିକଳ୍ପ ଅନୁବାଦ; “ସେ ସେହି ଯିଏକି ଯାହା ପାରିବ, ତାହା ବିନାଶ କରିବ” (ଦେଖ: [[rc://en/ta/man/translate/figs-metaphor]]) |
44 | 2TH | 2 | 4 | t485 | figs-activepassive | πάντα λεγόμενον θεὸν ἢ σέβασμα | 1 | all that is called God or that is worshiped | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟକୁ ଲୋକମାନେ ଈଶ୍ବର ବୋଲି ବିବେଚନା କରନ୍ତି କିମ୍ବା ଯେଉଁ ସବୁ ବିଷୟକୁ ଲୋକମାନେ ଉପାସନା କରନ୍ତି” (ଦେଖ: [[rc://en/ta/man/translate/figs-activepassive]]) |
45 | 2TH | 2 | 4 | wj33 | ἀποδεικνύντα ἑαυτὸν ὅτι ἔστιν Θεός | 1 | exhibits himself as God | ଆପଣାକୁ ଈଶ୍ବର ବୋଲି ଦେଖାଏ | |
46 | 2TH | 2 | 5 | rsz1 | figs-rquestion | οὐ μνημονεύετε ... ταῦτα | 1 | Do you not remember ... these things? | ସେ ସେମାନଙ୍କ ସହିତ ପୂର୍ବରୁ ଥିବା ସମୟରେ ସେମାନଙ୍କୁ ଦେଇଥିବା ଆପଣାର ଶିକ୍ଷା ବିଷୟ ସ୍ମରଣ କରାଇବାକୁ ପାଉଲ ଗୋଟିଏ ଭାବପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ନିଶ୍ଚିତ ଯେ ...ତୁମ୍ଭେମାନେ ଏହି ସମସ୍ତ ବିଷୟ ସ୍ମରଣରେ ରଖିଅଛ I” (ଦେଖ: [[rc://en/ta/man/translate/figs-rquestion]]) |
47 | 2TH | 2 | 5 | lkk7 | ταῦτα | 1 | these things | ଏହା ଯୀଶୁଙ୍କର ପୁନରାଗମନ, ଅର୍ଥାତ୍ ପ୍ରଭୁଙ୍କର ଦିନ ଓ ଅଧର୍ମ ପୁରୁଷକୁ ବୁଝାଏ I | |
48 | 2TH | 2 | 6 | ask4 | figs-activepassive | τὸ ἀποκαλυφθῆναι αὐτὸν ἐν τῷ αὐτοῦ καιρῷ | 1 | he will be revealed only at the right time | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଥାର୍ଥ ସମୟ ଉପସ୍ଥିତ ହେଲେ ଈଶ୍ବର ଅଧର୍ମ ପୁରୁଷକୁ ପ୍ରକାଶ କରିବେ” (ଦେଖ: [[rc://en/ta/man/translate/figs-activepassive]]) |
49 | 2TH | 2 | 7 | si9i | μυστήριον ... τῆς ἀνομίας | 1 | mystery of lawlessness | ଏହା ଏକ ଶାଶ୍ବତ ଗୁପ୍ତ ବିଷୟ, ଯାହା କେବଳ ଈଶ୍ବର ହିଁ ଜାଣନ୍ତି I | |
50 | 2TH | 2 | 7 | fcu7 | ὁ κατέχων | 1 | who restrains him | ଜଣକୁ ବାଧା ଦେବାର ଅର୍ଥ ତାହାକୁ ଅଟକାଇବା ବା ସେ କରିବାକୁ ଚାହୁଁଥିବା ବିଷୟରୁ ତାହାକୁ ପଛକୁ ଟାଣି ଆଣିବା I | |
51 | 2TH | 2 | 8 | hn67 | figs-activepassive | καὶ τότε ἀποκαλυφθήσεται ὁ ἄνομος | 1 | Then the lawless one will be revealed | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତତ୍ପରେ ଈଶ୍ବର ଅଧର୍ମ ପୁରୁଷକୁ ଆପଣାକୁ ଦେଖାଇବାକୁ ସୁଯୋଗ ଦେବେ” (ଦେଖ: [[rc://en/ta/man/translate/figs-activepassive]]) |
52 | 2TH | 2 | 8 | vay9 | figs-metonymy | τῷ πνεύματι τοῦ στόματος αὐτοῦ | 1 | with the breath of his mouth | ଏଠାରେ “ନିଶ୍ବାସ” ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା କଥିତ ବାକ୍ୟର ଶକ୍ତି ଦ୍ବାରା” (ଦେଖ: [[rc://en/ta/man/translate/figs-metonymy]]) |
53 | 2TH | 2 | 8 | hy3y | καὶ καταργήσει τῇ ἐπιφανείᾳ τῆς παρουσίας αὐτοῦ | 1 | bring him to nothing by the revelation of his coming | ଯେତେବେଳେ ଈଶ୍ବର ପୃଥିବୀକୁ ପୁନରାଗମନ କରି ଆପଣାକୁ ପ୍ରକାଶ କରିବେ, ସେ ଅଧର୍ମ ପୁରୁଷକୁ ପରାସ୍ତ କରିବେ I | |
54 | 2TH | 2 | 9 | bd5m | ἐν πάσῃ δυνάμει, καὶ σημείοις, καὶ τέρασιν ψεύδους | 1 | with all power, signs, and false wonders | ସମସ୍ତ ପ୍ରକାର ଶକ୍ତି, ଚିହ୍ନ ଓ ମିଥ୍ୟା ଅଦ୍ଭୁତ କର୍ମ ଦ୍ବାରା | |
55 | 2TH | 2 | 10 | tf75 | ἐν πάσῃ ἀπάτῃ ἀδικίας | 1 | with all deceit of unrighteousness | ଈଶ୍ବରଙ୍କ ପରିବର୍ତ୍ତେ ତାହାଠାରେ ବିଶ୍ବାସ କରିବା ନିମନ୍ତେ ଲୋକମାନଙ୍କୁ ଭୁଲାଇବାକୁ ଏହି ପୁରୁଷ ସମସ୍ତ ପ୍ରକାର ମନ୍ଦ ଉପାୟ ବ୍ୟବହାର କରିବ I | |
56 | 2TH | 2 | 10 | v366 | τοῖς ἀπολλυμένοις | 1 | These things will be for those who are perishing | ଶୟତାନ ଦ୍ବାରା ଶକ୍ତି ପ୍ରାପ୍ତ ଏହି ପୁରୁଷ ଜଣକ ଯୀଶୁଙ୍କଠାରେ ବିଶ୍ବାସ କରି ନ ଥିବା ସମସ୍ତଙ୍କୁ ଭୁଲାଇବ I | |
57 | 2TH | 2 | 10 | pf48 | ἀπολλυμένοις | 1 | who are perishing | ଏଠାରେ “ବିନାଶ”ର ଅର୍ଥ ହେଉଛି ଚିରସ୍ଥାୟୀ ବା ଅନନ୍ତ କାଳ ନିମନ୍ତେ ବିନଷ୍ଟ ହେବାର ଚିନ୍ତାଧାରା I | |
58 | 2TH | 2 | 11 | sj1v | διὰ τοῦτο | 1 | For this reason | କାରଣ ଲୋକମାନେ ସତ୍ୟକୁ ପ୍ରେମ କରୁନାହାନ୍ତି | |
59 | 2TH | 2 | 11 | en8e | figs-metaphor | πέμπει αὐτοῖς ὁ Θεὸς ἐνέργειαν πλάνης, εἰς τὸ πιστεῦσαι αὐτοὺς τῷ ψεύδει | 1 | God is sending them a work of error so that they would believe a lie | ଈଶ୍ବର ଲୋକମାନଙ୍କ ପ୍ରତି କିଛି ଘଟିବା ନିମନ୍ତେ ଅନୁମତି ଦେବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେ ସେମାନଙ୍କ ନିକଟକୁ କିଛି ଜିନିଷ ପଠାଉଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ଅଧର୍ମ ପୁରୁଷକୁ ଲୋକମାନଙ୍କୁ ଭୁଲାଇବା ନିମନ୍ତେ ଅନୁମତି ଦେଉଛନ୍ତି” (ଦେଖ: [[rc://en/ta/man/translate/figs-metaphor]]) |
60 | 2TH | 2 | 12 | d63e | figs-activepassive | κριθῶσιν πάντες | 1 | they will all be judged | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେ ସମସ୍ତଙ୍କର ବିଚାର କରିବେ” (ଦେଖ: [[rc://en/ta/man/translate/figs-activepassive]]) |
61 | 2TH | 2 | 12 | pkw8 | οἱ μὴ πιστεύσαντες τῇ ἀληθείᾳ, ἀλλὰ εὐδοκήσαντες τῇ ἀδικίᾳ | 1 | those who did not believe the truth but instead took pleasure in unrighteousness | ଯେଉଁମାନେ ଅଧର୍ମରେ ଆନନ୍ଦ କରିଥିଲେ, କାରଣ ସେମାନେ ସତ୍ୟକୁ ବିଶ୍ବାସ କଲେ ନାହିଁ | |
62 | 2TH | 2 | 13 | w83a | 0 | General Information: | ପାଉଲ ବିଶ୍ବାସୀମାନଙ୍କ ନିମନ୍ତେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ସେମାନଙ୍କୁ ଉତ୍ସାହିତ କରୁଛନ୍ତି I | ||
63 | 2TH | 2 | 13 | bcd5 | 0 | Connecting Statement: | ପାଉଲ ବର୍ତ୍ତମାନ ପ୍ରସଙ୍ଗ ପରିବର୍ତ୍ତନ କରୁଛନ୍ତି I | ||
64 | 2TH | 2 | 13 | b3hh | δὲ | 1 | But | ପ୍ରସଙ୍ଗରେ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I | |
65 | 2TH | 2 | 13 | dze5 | figs-hyperbole | ἡμεῖς ... ὀφείλομεν εὐχαριστεῖν ... πάντοτε | 1 | we should always give thanks | “ସବୁବେଳେ” ଶବ୍ଦଟି ଗୋଟିଏ ସାଧାରଣ ଅନୁମାନ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିରନ୍ତର ଧନ୍ୟବାଦ ଦେବା ଉଚିତ” (ଦେଖ: [[rc://en/ta/man/translate/figs-hyperbole]]) |
66 | 2TH | 2 | 13 | m418 | ἡμεῖς ... ὀφείλομεν | 1 | we should | ଏଠାରେ “ଆମ୍ଭେମାନେ” ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I | |
67 | 2TH | 2 | 13 | ia4x | figs-activepassive | ἀδελφοὶ ἠγαπημένοι ὑπὸ Κυρίου | 1 | brothers loved by the Lord | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ହେ ଭାଇମାନେ, ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖ: [[rc://en/ta/man/translate/figs-activepassive]]) |
68 | 2TH | 2 | 13 | v15j | figs-gendernotations | ἀδελφοὶ | 1 | brothers | ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://en/ta/man/translate/figs-gendernotations]]) |
69 | 2TH | 2 | 13 | l7a8 | figs-metaphor | ἀπαρχὴν εἰς σωτηρίαν ἐν ἁγιασμῷ Πνεύματος καὶ πίστει ἀληθείας | 1 | as the firstfruits for salvation in sanctification of the Spirit and belief in the truth | ପ୍ରଥମେ ପରିତ୍ରାଣ ପ୍ରାପ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରେ ରହିବା ବିଷୟରେ କୁହାଯାଏ ଯେ ସତେ ଯେପରି ଥେସଲନୀକୀୟ ବିଶ୍ବାସୀମାନେ “ପ୍ରଥମ ଫଳ” ଅଟନ୍ତି I “ପରିତ୍ରାଣ,” “ପବିତ୍ରୀକରଣ,” “ବିଶ୍ବାସ” ଓ “ସତ୍ୟ”, ଏହି ଗୁଣବାଚକ ବିଶେଷ୍ୟଗୁଡ଼ିକୁ ଲୋପ କରିଦେବାପାଇଁ ମଧ୍ୟ ଏହାକୁ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ପ୍ରଥମ ଲୋକମାନଙ୍କ ମଧ୍ୟରେ ରହିବାକୁ ଯେଉଁମାନେ ଯାହା ସତ୍ୟ, ତାହା ବିଶ୍ବାସକରନ୍ତି ଓ ଯେଉଁମାନଙ୍କୁ ଈଶ୍ବର ପରିତ୍ରାଣକରି ଆପଣା ଆତ୍ମାଙ୍କ ଦ୍ବାରା ନିଜ ନିମନ୍ତେ ପୃଥକ୍ କରିଅଛନ୍ତି” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-abstractnouns]]) |
70 | 2TH | 2 | 15 | u9ss | ἄρα οὖν, ἀδελφοί, στήκετε | 1 | So then, brothers, stand firm | ଯୀଶୁଙ୍କଠାରେ ସେମାନଙ୍କର ବିଶ୍ବାସକୁ ଦୃଢ଼ଭାବେ ଧରି ରଖିବାକୁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I | |
71 | 2TH | 2 | 15 | l4vr | figs-metaphor | κρατεῖτε τὰς παραδόσεις | 1 | hold tightly to the traditions | ଏଠାରେ “ଯେଉଁ ଶିକ୍ଷା” ଖ୍ରୀଷ୍ଟଙ୍କର ସତ୍ୟତାକୁ ବୁଝାଏ, ଯାହା ପାଉଲ ଓ ଅନ୍ୟ ପ୍ରେରିତମାନେ ଶିକ୍ଷା ଦେଇଥିଲେ I ପାଉଲ ସେସବୁ ବିଷୟରେ କହନ୍ତି ଯେ ସତେ ଯେପରି ତାହାଙ୍କର ପାଠକମାନେ ସେଗୁଡିକୁ ସେମାନଙ୍କ ହସ୍ତରେ ଧରି ରଖିପାରିବେ I ବିକଳ୍ପ ଅନୁବାଦ: “ସେହି ଶିକ୍ଷାଗୁଡିକ ସ୍ମରଣ କର” କିମ୍ବା “ସତ୍ୟରେ ବିଶ୍ବାସ କର” (ଦେଖ: [[rc://en/ta/man/translate/figs-metaphor]]) |
72 | 2TH | 2 | 15 | whp8 | figs-activepassive | ἐδιδάχθητε | 1 | you were taught | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛୁ” (ଦେଖ: [[rc://en/ta/man/translate/figs-activepassive]]) |
73 | 2TH | 2 | 15 | z2vs | figs-explicit | εἴτε διὰ λόγου, εἴτε δι’ ἐπιστολῆς ἡμῶν | 1 | whether by word or by our letter | ଏଠାରେ ବାକ୍ୟ ଦ୍ବାରା ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ “ପରାମର୍ଶ” ଦ୍ବାରା କିମ୍ବା “ଶିକ୍ଷା” ଦ୍ବାରା I ଏହି ଅର୍ଥବୋଧକ ସୂଚନାକୁ ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: ‘ଆମ୍ଭେମାନେ ଉପସ୍ଥିତ ଥାଇ ତୁମ୍ଭମାନଙ୍କୁ ଶିକ୍ଷା ଦେବା ଦ୍ବାରା ହେଉ ବା ଆମ୍ଭେମାନେ ତୁମ୍ଭମାନଙ୍କୁ ଏକ ପତ୍ରରେ ଯାହା ଲେଖିଛୁ ତାହା ଦ୍ବାରା ହେଉ” (ଦେଖ: [[rc://en/ta/man/translate/figs-explicit]] ଓ [[rc://en/ta/man/translate/figs-synecdoche]]) 2TH 2 16 njk1 0 Connecting Statement: ପାଉଲ ଈଶ୍ବରଙ୍କଠାରୁ ଗୋଟିଏ ଆଶୀର୍ବାଦ ସହ ଶେଷ କରୁଛନ୍ତି I 2TH 2 16 g8m1 δὲ 1 Now ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I 2TH 2 16 yge9 figs-inclusive δὲ ὁ Κύριος ἡμῶν ... ὁ ἀγαπήσας ἡμᾶς καὶ δοὺς 1 may our Lord ... who loved us and gave us “ଆମ୍ଭମାନଙ୍କ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ସମସ୍ତ ବିଶ୍ବାସୀଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-inclusive]]) 2TH 2 16 cm54 figs-rpronouns αὐτὸς ... ὁ Κύριος ... Ἰησοῦς Χριστὸς 1 Lord Jesus Christ himself ଏଠାରେ “ନିଜେ” ଶବ୍ଦଟି “ପ୍ରଭୁ ଯୀଶୁ ଖ୍ରୀଷ୍ଟ” ବାକ୍ୟାଂଶଟିକୁ ଅତିରିକ୍ତ ଗୁରୁତ୍ବ ଦେଉଛି I (ଦେଖ: [[rc://en/ta/man/translate/figs-rpronouns]]) 2TH 2 17 x3rr figs-metonymy παρακαλέσαι ὑμῶν τὰς καρδίας, καὶ στηρίξαι ἐν 1 comfort and establish your hearts in ଏଠାରେ “ହୃଦୟ” ଆବେଗର ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ; ‘ସାନ୍ତ୍ବନା ଦେଇ ସୁସ୍ଥିର କରନ୍ତୁ” (ଦେଖ: [[rc://en/ta/man/translate/figs-metonymy]]) 2TH 2 17 yw5f παντὶ ἔργῳ καὶ λόγῳ ἀγαθῷ 1 every good work and word ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ |
74 | 2TH | 3 | intro | b8hk | 0 | # ୨ ଥେସଲନୀକୀୟ ୦୩ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଅଳସୁଆ ଓ ଅକାମୀ ଲୋକମାନେ
ଥେସଲନୀକୀ ମଣ୍ଡଳୀରେ ସ୍ପଷ୍ଟଭାବରେ ଗୋଟିଏ ସମସ୍ୟା ଥିଲା ଯେ ସେଠାରେ କାମ କରିପାରିବା ଲୋକ ଥିଲେ, କିନ୍ତୁ କାମ କରିବାକୁ ଚାହୁଁ ନ ଥିଲେ I (See: [[rc://en/ta/man/translate/figs-explicit]])

### ତୁମ୍ଭର ଭାଇ ପାପ କଲେ, ତୁମ୍ଭେ କଅଣ କରିବ?

ଏହି ଅଧ୍ୟାୟରେ, ପାଉଲ ଶିକ୍ଷା ଦେଉଛନ୍ତି ଯେ ଖ୍ରୀଷ୍ଟିୟାନମାନେ ଏପରି ଜୀବନ କାଟିବା ଆବଶ୍ୟକ ଯାହା ଈଶ୍ବରଙ୍କୁ ଗୌରବ ଆଣିଦେବ I ଖ୍ରୀଷ୍ଟିୟାନମାନେ ମଧ୍ୟ ପରସ୍ପରକୁ ଉତ୍ସାହ ଦେଇ ସେମାନଙ୍କର କାର୍ଯ୍ୟ ପ୍ରତି ପରସ୍ପର ଉତ୍ତରଦାୟୀ ରହିବା ଉଚିତ I ମଣ୍ଡଳୀ ମଧ୍ୟ ବିଶ୍ବାସୀମାନେ ପାପ କଲେ, ମନପରିବର୍ତ୍ତନ କରିବାକୁ ଉତ୍ସାହ ଦେବାନିମନ୍ତେ ଦାୟୀ ଅଟେ I (ଦେଖ: [[rc://en/tw/dict/bible/kt/repent]] ଓ [[rc://en/tw/dict/bible/kt/sin]]) | |||
75 | 2TH | 3 | 1 | k33i | 0 | General Information: | ପାଉଲ ତାହାଙ୍କ ନିମନ୍ତେ ଓ ତାହାଙ୍କର ସଙ୍ଗୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ବିଶ୍ବାସୀମାନଙ୍କୁ ଅନୁରୋଧ କରୁଛନ୍ତି I | ||
76 | 2TH | 3 | 1 | jy75 | τὸ λοιπὸν | 1 | Now | ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ “ଅବଶେଷରେ” ଶବ୍ଦକୁ ବ୍ୟବହାର କରୁଛନ୍ତି I | |
77 | 2TH | 3 | 1 | m1s5 | figs-gendernotations | ἀδελφοί | 1 | brothers | ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://en/ta/man/translate/figs-gendernotations]]) |
78 | 2TH | 3 | 1 | r54v | figs-metaphor | ἵνα ὁ λόγος τοῦ Κυρίου τρέχῃ καὶ δοξάζηται, καθὼς καὶ πρὸς ὑμᾶς | 1 | that the word of the Lord may rush and be glorified, as it also is with you | ଈଶ୍ବରଙ୍କ ବାକ୍ୟ ବ୍ୟାପିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଦୌଡୁଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ପ୍ରକାରେ ତୁମ୍ଭମାନଙ୍କ ପ୍ରତି ଘଟିଥିଲା ସେହି ପ୍ରକାରେ ଯେପରି ଅଧିକରୁ ଅଧିକ ଲୋକମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟରେ ଆମ୍ଭମାନଙ୍କର ସମ୍ବାଦ ଶୀଘ୍ର ଶୁଣିବେ ଓ ଏହାର ଗୌରବ କରିବେ,” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]]) |
79 | 2TH | 3 | 2 | xg2h | figs-activepassive | ῥυσθῶμεν | 1 | that we may be delivered | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ଆମ୍ଭମାନଙ୍କୁ ଉଦ୍ଧାର କରିବେ” କିମ୍ବା “ଯେପରି ଈଶ୍ବର ଆମ୍ଭମାନଙ୍କୁ ରକ୍ଷା କରିବେ” (ଦେଖ: [[rc://en/ta/man/translate/figs-activepassive]]) |
80 | 2TH | 3 | 2 | p1ct | οὐ γὰρ πάντων ἡ πίστις | 1 | for not all have faith | କାରଣ ଅନେକ ଲୋକ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ନାହିଁ | |
81 | 2TH | 3 | 3 | yx9g | ὃς στηρίξει ὑμᾶς | 1 | who will establish you | ଯେ ତୁମ୍ଭମାନଙ୍କୁ ବଳବାନ୍ କରିବେ | |
82 | 2TH | 3 | 3 | p91k | τοῦ πονηροῦ | 1 | the evil one | ଶୟତାନ | |
83 | 2TH | 3 | 4 | xk85 | πεποίθαμεν | 1 | We have confidence | ଆମ୍ଭମାନଙ୍କର ବିଶ୍ବାସ ଅଛି କିମ୍ବା “ଆମ୍ଭେମାନେ ଭରସା କରୁଅଛୁ” | |
84 | 2TH | 3 | 5 | giz4 | figs-metonymy | κατευθύναι ὑμῶν τὰς καρδίας | 1 | direct your hearts | ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଭାବନା ବା ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବୁଝିବାକୁ ଦେବେ” (ଦେଖ: [[rc://en/ta/man/translate/figs-metonymy]]) |
85 | 2TH | 3 | 5 | wre3 | figs-metaphor | εἰς τὴν ἀγάπην τοῦ Θεοῦ, καὶ εἰς τὴν ὑπομονὴν τοῦ Χριστοῦ | 1 | to the love of God and to the endurance of Christ | ପାଉଲ ଈଶ୍ବରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହନଶୀଳତା ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ ରାସ୍ତାରେ ଥିବା ଲକ୍ଷ୍ୟ ସ୍ଥଳସବୁ ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ କେତେ ପ୍ରେମ କରନ୍ତି ଓ ଖ୍ରୀଷ୍ଟ ତୁମ୍ଭମାନଙ୍କପାଇଁ କେତେ ସହ୍ୟ କଲେ” (ଦେଖ: [[rc://en/ta/man/translate/figs-metaphor]]) |
86 | 2TH | 3 | 6 | mst3 | 0 | General Information: | ପାଉଲ ବିଶ୍ବାସୀମାନଙ୍କୁ କାର୍ଯ୍ୟ କରିବା ଓ ଅଳସୁଆ ନ ହେବା ବିଷୟରେ ଶେଷ ପରାମର୍ଶ ଦେଉଛନ୍ତି I | ||
87 | 2TH | 3 | 6 | v33v | δὲ | 1 | Now | ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦକୁ ବ୍ୟବହାର କରୁଛନ୍ତି I | |
88 | 2TH | 3 | 6 | x9l8 | figs-gendernotations | ἀδελφοί | 1 | brothers | ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://en/ta/man/translate/figs-gendernotations]]) |
89 | 2TH | 3 | 6 | y4a9 | figs-metonymy | ἐν ὀνόματι τοῦ Κυρίου ἡμῶν, Ἰησοῦ Χριστοῦ | 1 | in the name of our Lord Jesus Christ | ଏଠାରେ ନାମ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିର ନିଦର୍ଶନ ସ୍ବରୂପ ଅଟେ I ବିକଳ୍ପ ଅନୁବାଦ: “ସତେ ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଅଛନ୍ତି” (ଦେଖ: [[rc://en/ta/man/translate/figs-metonymy]]) 2TH 3 6 jvw1 figs-inclusive τοῦ Κυρίου ἡμῶν 1 our Lord ଏଠାରେ “ଆମ୍ଭମାନଙ୍କ” ସମସ୍ତ ବିଶ୍ବାସୀଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-inclusive]]) 2TH 3 7 h222 μιμεῖσθαι ἡμᾶς 1 to imitate us ମୋହର ସହକର୍ମୀମାନେ ଓ ମୁଁ ଯେପରି ଆଚରଣ କରିଥିଲୁ, ସେପରି ଆଚରଣ କରିବାକୁ |
90 | 2TH | 3 | 7 | b1i1 | figs-doublenegatives | οὐκ ἠτακτήσαμεν ἐν ὑμῖν | 1 | We did not live among you as those who had no discipline | ସକରାତ୍ମକ ବିଷୟଟିକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ଯୁଗ୍ମ ନକରାତ୍ମକ ବିଷୟ ବ୍ୟବହାର କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅଧିକ ଶୃଂଖଳା ଥିବା ଲୋକ ସଦୃଶ ତୁମ୍ଭମାନଙ୍କ ମଧ୍ୟରେ ବାସ କଲୁ” (ଦେଖ: [[rc://en/ta/man/translate/figs-doublenegatives]]) |
91 | 2TH | 3 | 8 | d9h1 | figs-merism | νυκτὸς καὶ ἡμέρας ἐργαζόμενοι | 1 | we worked night and day | ଆମ୍ଭେମାନେ ରାତି ଦିନ କାର୍ଯ୍ୟ କଲୁ I ଏଠାରେ “ରାତି” ଓ “ଦିନ” ଗୋଟିଏ ଯୁଗ୍ମ ଶବ୍ଦ ଯାହା “ସବୁ ସମୟ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସବୁ ସମୟରେ କାର୍ଯ୍ୟ କଲୁ” (ଦେଖ: [[rc://en/ta/man/translate/figs-merism]]) 2TH 3 8 w8fq figs-doublet ἐν κόπῳ καὶ μόχθῳ 1 in difficult labor and hardship ପାଉଲ ତାହାଙ୍କର ପରିସ୍ଥିତି ଯେ କେତେ କଠିନ ଥିଲା, ସେ ବିଷୟକୁ ଗୁରୁତ୍ବ ଦେଉଛନ୍ତି I କଠିନ କାର୍ଯ୍ୟ ସେହିପରି କାର୍ଯ୍ୟକୁ ସୂଚାଏ, ଯେଉଁଥିପାଇଁ ବହୁତ ଉଦ୍ୟମ ଆବଶ୍ୟକ I କଠିନ ପରିଶ୍ରମ ସୂଚାଉଛି ଯେ ସେମାନେ ଯନ୍ତ୍ରଣା ଓ ଦୁଃଖଭୋଗ ସହ୍ୟ କଲେ I ବିକଳ୍ପ ଅନୁବାଦ: “କଠିନ ପରିସ୍ଥିତି ମଧ୍ୟରେ” (ଦେଖ: [[rc://en/ta/man/translate/figs-doublet]]) 2TH 3 9 sn3k figs-doublenegatives οὐχ ὅτι οὐκ ἔχομεν ἐξουσίαν, ἀλλ’ 1 We did this not because we have no authority. Instead, we did ସକରାତ୍ମକ ବିଷୟକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ଯୁଗ୍ମ ନକରାତ୍ମକ ବିଷୟ ବ୍ୟବହାର କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କଠାରୁ ଖାଦ୍ୟ ଗ୍ରହଣ କରିବା ନିଶ୍ଚିତଭାବରେ ଆମ୍ଭମାନଙ୍କ ଅଧିକାର ଥିଲା, କିନ୍ତୁ ତା’ ପରିବର୍ତ୍ତେ ଆମ୍ଭମାନଙ୍କ ନିଜ ଖାଦ୍ୟପାଇଁ ଆମ୍ଭେମାନେ କାର୍ଯ୍ୟ କଲୁ” (ଦେଖ: [[rc://en/ta/man/translate/figs-doublenegatives]]) 2TH 3 10 c652 figs-doublenegatives τις οὐ θέλει ἐργάζεσθαι, μηδὲ ἐσθιέτω 1 The one who is unwilling to work must not eat ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି କେହି ଖାଇବାକୁ ଇଚ୍ଛା କରେ, ସେ ନିଶ୍ଚୟ କାର୍ଯ୍ୟ କରିବା ଆବଶ୍ୟକ” (ଦେଖ: [[rc://en/ta/man/translate/figs-doublenegatives]]) 2TH 3 11 ey6c figs-metaphor τινας περιπατοῦντας ... ἀτάκτως 1 some walk idly ଏଠାରେ “ଆଚରଣ କରିବା” ଜୀବନର ବ୍ୟବହାରକୁ ବୁଝାଏ I ବିକଳ୍ପ ଅନୁବାଦ: “କେତେକ ଅକର୍ମଣ୍ୟ ଜୀବନ କାଟନ୍ତି” କିମ୍ବା “କେତେକ ଅଳସୁଆ ଅଟନ୍ତି” (ଦେଖ: [[rc://en/ta/man/translate/figs-metaphor]]) 2TH 3 11 iv1z ἀλλὰ περιεργαζομένους 1 but are instead meddlers ଅନଧିକାର ଚର୍ଚ୍ଚାକାରୀମାନେ କେହି ନ ଚାହୁଁ ଥିଲେ ମଧ୍ୟ ଅନ୍ୟମାନଙ୍କ କାର୍ଯ୍ୟକଳାପରେ ହସ୍ତକ୍ଷେପ କରନ୍ତି I 2TH 3 12 bm6z μετὰ ἡσυχίας 1 with quietness ଧୀର, ଶାନ୍ତ ଓ ମୃଦୁଭାବରେ I ପାଉଲ ଅନଧିକାର ଚର୍ଚ୍ଚାକାରୀ ମାନଙ୍କୁ ଅନ୍ୟମାନଙ୍କ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବା ବନ୍ଦ କରିବାକୁ ପରାମର୍ଶ ପ୍ରଦାନ କରୁଛନ୍ତି I 2TH 3 13 jx8t δέ 1 But ଅଳସୁଆ ବିଶ୍ବାସୀମାନଙ୍କ ସହ କଠିନ ପରିଶ୍ରମୀ ବିଶ୍ବାସୀମାନଙ୍କୁ ତୁଳନା କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I 2TH 3 13 e59v figs-you ὑμεῖς ... ἀδελφοί 1 you, brothers “ତୁମ୍ଭେମାନେ” ଶବ୍ଦଟି ସମସ୍ତ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-you]]) 2TH 3 13 usu9 figs-gendernotations ἀδελφοί 1 brothers ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://en/ta/man/translate/figs-gendernotations]]) 2TH 3 14 mzs4 εἰ ... τις οὐχ ὑπακούει τῷ λόγῳ ἡμῶν 1 if anyone does not obey our word ଯଦି କେହି ଆମ୍ଭମାନଙ୍କର କଥାକୁ ମାନେ ନାହିଁ |
92 | 2TH | 3 | 14 | nv3v | figs-idiom | τοῦτον σημειοῦσθε | 1 | take note of him | ତାକୁ ଚିହ୍ନି ରଖ I ବିକଳ୍ପ ଅନୁବାଦ: “ସର୍ବସାଧାରଣରେ ସେହି ଲୋକକୁ ଚିହ୍ନଟ କର” (ଦେଖ: [[rc://en/ta/man/translate/figs-idiom]]) |
93 | 2TH | 3 | 14 | y552 | ἵνα ἐντραπῇ | 1 | so that he may be ashamed | ଏକ ଶୃଂଖଳାଗତ କାର୍ଯ୍ୟ ଭାବରେ ଅଳସୁଆ ବିଶ୍ବାସୀମାନଙ୍କୁ ଅଗ୍ରାହ୍ୟ କରିବାକୁ ପାଉଲ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଉଛନ୍ତି I | |
94 | 2TH | 3 | 16 | nef4 | 0 | General Information: | ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଶେଷ ମନ୍ତବ୍ୟ ଦେଉଛନ୍ତି I | ||
95 | 2TH | 3 | 16 | whb9 | figs-explicit | αὐτὸς ... ὁ Κύριος τῆς εἰρήνης, δῴη ὑμῖν | 1 | may the Lord of peace himself give you | ତୁମେ ସ୍ପଷ୍ଟ କରିପାରିବ ଯେ ଏହା ଥେସଲନୀକୀୟମାନଙ୍କ ନିମନ୍ତେ ପାଉଲଙ୍କର ପ୍ରାର୍ଥନା I ବିକଳ୍ପ ଅନୁବାଦ: “ମୁଁ ପ୍ରାର୍ଥନା କରୁଅଛି ଯେ ଶାନ୍ତିଦାତା ପ୍ରଭୁ ସ୍ବୟଂ ତୁମ୍ଭମାନଙ୍କୁ ଶାନ୍ତି ଦେବେ” (ଦେଖ: [[rc://en/ta/man/translate/figs-explicit]]) |
96 | 2TH | 3 | 16 | zl1s | figs-rpronouns | αὐτὸς ... ὁ Κύριος τῆς εἰρήνης | 1 | the Lord of peace himself | ଏଠାରେ “ସ୍ବୟଂ” ଗୁରୁତ୍ବ ଦେଉଛି ଯେ ପ୍ରଭୁ ବ୍ୟକ୍ତିଗତଭାବରେ ବିଶ୍ବାସୀମାନଙ୍କୁ ଶାନ୍ତି ଦେବେ I (ଦେଖ: [[rc://en/ta/man/translate/figs-rpronouns]]) |
97 | 2TH | 3 | 17 | c2cb | ὁ ἀσπασμὸς τῇ ἐμῇ χειρὶ, Παύλου, ὅ ἐστιν σημεῖον ἐν πάσῃ ἐπιστολῇ, οὕτως γράφ | 1 | This is my greeting, Paul, with my own hand, which is the sign in every letter | ମୁଁ, ପାଉଲ, ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଛି; ପ୍ରତ୍ୟେକ ପତ୍ରରେ ମୁଁ ଏହା ଗୋଟିଏ ଚିହ୍ନସ୍ବରୂପ କରିଥାଏ ଯେ ଏହି ପତ୍ରଟି ପ୍ରକୃତରେ ମୋଠାରୁ ଅଟେ | |
98 | 2TH | 3 | 17 | wg3f | οὕτως γράφω | 1 | This is how I write | ପାଉଲ ଏହା ସ୍ପଷ୍ଟ କରୁଛନ୍ତି ଯେ ଏହି ପତ୍ର ତାହାଙ୍କଠାରୁ ଅଟେ ଓ ଜାଲ୍ ନୁହେଁ I |