translationCore-Create-BCS_.../en_tn_58-PHM.tsv

37 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
2PHMfrontintrosz2w0# ଫିଲୀମୋନର ପରିଚୟ

## ଭାଗ ୧: ସାଧାରଣ ପରିଚୟ

### ଫିଲୀମୋନ ପୁସ୍ତକର ରୂପରେଖା

1. ପାଉଲ ଫିଲିମୋନଙ୍କୁ ଅଭିବାଦନ ଜଣାନ୍ତି (୧: ୧-୩)
2. ପାଉଲ ଅନୀସିମ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରନ୍ତି (୧:୪-୨୧)
3. ଉପସଂହାର (୧:-୨୫)

### ଫିଲୀମୋନ ପୁସ୍ତକ କିଏ ଲେଖିଛନ୍ତି?

ପାଉଲ ଫିଲୀମୋନ ପୁସ୍ତକକୁ ଲେଖିଛନ୍ତି । ପାଉଲ ତାର୍ଷ ସହରର ବ୍ୟକ୍ତି  ଥିଲେ। ସେ ବାଲ୍ୟକାଳରେ ଶାଉଲ ଭାବରେ ପରିଚିତ ଥିଲେ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ଶାଉଲ ଜଣେ ଫାରୂଶୀ ଥିଲେ। ସେ ଖ୍ରୀଷ୍ଟିୟାନମାନଙ୍କୁ ନିର୍ଯାତନା ଦେଉଥିଲେ। ସେ ଖ୍ରୀଷ୍ଟିୟାନ ହେବା ପରେ, ସେ ରୋମୀୟ ସାମ୍ରାଜ୍ୟକୁ ଅନେକ ଥର ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶୁଣାଇଥିଲେ।

ପାଉଲ ଏହି ପତ୍ର ଲେଖିବା ସମୟରେ ଏକ କାରାଗାରରେ ବନ୍ଦୀ ଥିଲେ।

### ଫିଲିମୋନ ପୁସ୍ତକ କେଉଁ ବିଷୟରେ ଉଲ୍ଲେଖ କରେ?

ଫିଲିମୋନ ନାମକ ଜଣେ ବ୍ୟକ୍ତିଙ୍କୁ ପାଉଲ ଏହି  ପତ୍ର ଲେଖିଥିଲେ । ଫିଲିମୋନ କଲୋସୀ ସହରରେ ରହୁଥିବା ଯୀଶୁଙ୍କଠାରେ ଜଣେ  ବିଶ୍ୱାସ ଥିଲେ। ତାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ। ଅନୀସିମ ଫିଲିମୋନଠାରୁ ପଳାୟନ କରିଥିଲେ ଏବଂ ସମ୍ଭବତଃ ତାଙ୍କଠାରୁ ମଧ୍ୟ କିଛି ଚୋରି କରିଥିଲେ । ଅନୀସିମ ରୋମୀୟ ପ୍ରଦେଶକୁ ଯାଇ ସେଠାରେ ଥିବା କାରାଗାରରେ ପାଉଲଙ୍କୁ ସାକ୍ଷାତ କରିଥିଲେ, ଯେଉଁଠାରେ ପାଉଲ ଅନୀସିମଙ୍କୁ ଯୀଶୁଙ୍କ ବିଷୟରେ ଶୁଣାଇଥିଲେ।

ପାଉଲ ଫିଲିମୋନଙ୍କୁ କହିଥିଲେ ଯେ ସେ ଅନୀସିମଙ୍କୁ ତାଙ୍କ ନିକଟକୁ ପଠାଉଛନ୍ତି । ରୋମୀୟ ନିୟମ ଅନୁଯାୟୀ ଅନୀସିମଙ୍କୁ ମୃତ୍ୟୁଦଣ୍ଡ ଦେବାର ଫିଲୀମୋନର ଅଧିକାର ଥିଲା । କିନ୍ତୁ ପାଉଲ କହନ୍ତି ଯେ ଫିଲୀମୋନ ଅନୀସିମକୁ ଖ୍ରୀଷ୍ଟିୟାନ ଭାଇ ଭାବରେ ଗ୍ରହଣ କରିବା ଉଚିତ୍ । ସେ ଏପରିକି ପରାମର୍ଶ ଦେଇଛନ୍ତି ଯେ ଫିଲୀମୋନ ଅନୀସିମକୁ ପାଉଲଙ୍କ ନିକଟକୁ ଫେରି ଆସି ତାଙ୍କୁ ବନ୍ଦୀରେ ସାହାଯ୍ୟ କରିବା ଉଚିତ୍।

### ଏହି ପୁସ୍ତକର ଆଖ୍ୟା କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଫିଲୀମୋନ” ବୋଲି ଅନୁବାଦ କରିପାରନ୍ତି ।କିମ୍ବା ସେମାନେ “ଫିଲମୋନଙ୍କୁ ପାଉଲଙ୍କ ପାତ୍ର” କିମ୍ବା “ପାଉଲ ଫିଲିମୋନଙ୍କୁ ଲେଖିଥିବା ପତ୍ର” ବୋଲି ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । (ଦେଖନ୍ତୁ: [[rc://en/ta/man/translate/translate-names]])

## ଭାଗ : ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

### ଏହି ପତ୍ର ଦାସତ୍ୱ ପ୍ରଥାକୁ ଅନୁମୋଦନ କରେ କି?

ପାଉଲ ଅନୀସିମକୁ ତାଙ୍କ ପୂର୍ବ ସ୍ବାମୀ ନିକଟକୁ ପଠାଇଲେ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ପାଉଲ ଦାସତ୍ୱ ପ୍ରଥା ଏକ ଗ୍ରହଣୀୟ ଅଭ୍ୟାସ ବୋଲି ଅନୁମୋଦନ କରଛନ୍ତି । ଏହା ପରିବର୍ତ୍ତେ, ପାଉଲ ଲୋକମାନେ ପରସ୍ପର ସହିତ ପୁନଃମିଳିତ ହୋଇ ସେମାନେ ଯେକୌଣସି ପରିସ୍ଥିତିରେ ଥିଲେ ସୁଦ୍ଧା ଈଶ୍ଵରଙ୍କ ସେବା କରନ୍ତୁ ବୋଲି ଅଧିକ ଚିନ୍ତିତ ଥିଲେ। ସେହି ସମୟରେ ଏହି ସଂସ୍କୃତିରେ ଲୋକମାନେ ବିଭିନ୍ନ କାରଣରୁ ଦାସ ହେଉଥିଲେ ଏବଂ ଏହାକୁ ଏକ ସ୍ଥାୟୀ ଅବସ୍ଥା  ବିବେଚନା କରାଯାଉନଥିଲା ।

### ପାଉଲ “ଖ୍ରୀଷ୍ଟଙ୍କଠାରେ”, “ପ୍ରଭୁଙ୍କଠାରେ” ଇତ୍ୟାଦି ଅଭିବ୍ୟକ୍ତି ସହ କ’ଣ ବ୍ୟକ୍ତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ?

ପାଉଲ ଖ୍ରୀଷ୍ଟ ଏବଂ ବିଶ୍ଵାସୀମାନଙ୍କ ସହ ଅତି ଘନିଷ୍ଠତାର ଧାରଣା ପ୍ରକାଶ କରିବାକୁ ଇଚ୍ଛା ପ୍ରକାଶ କରୁଥୁଲେ । ଏହି ପ୍ରକାରର ଅଭିବ୍ୟକ୍ତି ବିଷୟରେ ଅଧିକ ବିବରଣୀ ପାଇଁ ରୋମୀୟ ପୁସ୍ତକର ପରିଚୟ ଦେଖନ୍ତୁ ।

## ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### ଏକକ ଏବଂ ବହୁବଚନ “ତୁମ୍ଭେ”

ଏହି ପୁସ୍ତକରେ “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ । ଶବ୍ଦ “ତୁମ୍ଭେ” ପ୍ରାୟ ସବୁବେଳେ ଏକକ ଏବଂ ଫିଲୀମୋନକୁ ବୁଝାଏ। ଏହାର ଦୁଇଟି ବ୍ୟତିକ୍ରମ ହେଲା ୧: ଏବଂ ୧:୨୫। ସେଠାରେ “ତୁମ୍ଭେ” ଫିଲୀମୋନ ଏବଂ ତାଙ୍କ ଘରେ ସାକ୍ଷାତ କରୁଥିବା ବିଶ୍ଵାସୀମାନଙ୍କୁ ବୁଝାଏ  । (ଦେଖନ୍ତୁ: [[rc://en/ta/man/translate/figs-exclusive]] ଏବଂ [[rc://en/ta/man/translate/figs-you]])

ପାଉଲ ନିଜକୁ ଏହି ପତ୍ରର (ପଦ ୧, ୯, ଏବଂ ୧୯ ରେ)  ଲେଖକ ଭାବରେ ତିନିଥର ପରିଚିତ କରନ୍ତି । ବୋଧହୁଏ ତୀମଥି ତାଙ୍କ ସହ ଥିଲେ ଏବଂ ପାଉଲ ଯେପରି କହିଥିଲେ ସେହିପରି ସେ ଲେଖିଥାଇ ପାରନ୍ତି । “ମୁଁ”, “ମୁଁ” ଏବଂ “ମୋର” ର ସମସ୍ତ ଉଦାହରଣ ପାଉଲଙ୍କୁ ବୁଝାଏ । ଫିଲୀମୋନ ମୁଖ୍ୟ ବ୍ୟକ୍ତି ଅଟନ୍ତି ଯାହାଙ୍କୁ ଏହି ପତ୍ର ଲେଖାଯାଇଛି। “ତୁମ୍ଭେ” ଏବଂ “ତୁମ୍ଭ” ର ସମସ୍ତ ଉଦାହରଣ ତାଙ୍କୁ ବୁଝାଏ ଏବଂ ଏକକ ଅଟେ । (ଦେଖନ୍ତୁ: [[rc://en/ta/man/translate/figs-you]])
3PHM11sg4ffigs-you0General Information:
4PHM11niq3figs-exclusiveΠαῦλος, δέσμιος Χριστοῦ Ἰησοῦ, καὶ Τιμόθεος, ὁ ἀδελφὸς; Φιλήμονι1Paul, a prisoner of Christ Jesus, and the brother Timothy to Philemon
5PHM11cgs4δέσμιος Χριστοῦ Ἰησοῦ1a prisoner of Christ Jesusପାଉଲ କାରାଗାରରେ ଥିଲେ କାରଣ
ସେ ଯୀଶୁଙ୍କ ବିଷୟରେ ପ୍ରଚାର କରନ୍ତୁ

ବୋଲି ଅଧିକାରୀମାନେ ଚାହୁଁ ନଥିଲେ

ତାଙ୍କୁ ଅଟକାଇବା ଏବଂ ଦଣ୍ଡ ଦେବା ପାଇଁ ସେମାନେ ତାଙ୍କୁ ସେଠାରେ
ରଖିଥିଲେ

ଏହାର ଅର୍ଥ ନୁହେଁ ଯେ ଯୀଶୁ ପାଉଲଙ୍କୁ କାରାଗାରରେ ରଖିଥିଲେ।
ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ଜଣେ ବନ୍ଦୀ”
6PHM11sv3pὁ ἀδελφὸς1brotherଖ୍ରୀଷ୍ଟିୟା ବିଶ୍ୱାସରେ ଥିବା
ସମସ୍ତ ଲୋକମାନଙ୍କୁ ବୁଝାଇବା  ପାଇଁ ପାଉଲ **ଭାଇ**
ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ଖ୍ରୀଷ୍ଟିୟାନ ” କିମ୍ବା
“ବିଶ୍ୱାସରେ ଆମ୍ଭମାନଙ୍କର ସାଥୀ” (ଦେଖନ୍ତୁ:
rc://en/ta/man/translate/figs-metaphor)
7PHM11r3l9figs-exclusiveτῷ ἀγαπητῷ ... ἡμῶν1our dear friendଏଠାରେ **ଆମ୍ଭମାନଙ୍କର** ଶବ୍ଦ
ପାଉଲ ଏବଂ ତାଙ୍କ ସହ ଥିବା ଲୋକମାନଙ୍କୁ ବୁଝାଏ

କିନ୍ତୁ ପାଠକମାନଙ୍କୁ ନୁହେଁ

ଦେଖନ୍ତୁ:
[[rc://en/ta/man/translate/figs-exclusive]])
8PHM11ww3lκαὶ ... συνεργῷ1and fellow worker

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଅଧିକ ନିର୍ଦ୍ଦିଷ୍ଟ
ଭାବରେ ଫିଲୀମୋନ ପାଉଲଙ୍କ ସହ କିପରି ସେବା କଲେ ତାହା ଉଲ୍ଲେଖ କରିପାରିବେ । ବିକଳ୍ପ  ଅନୁବାଦ: “ଯିଏ ଆମ୍ଭମାନଙ୍କ ପରି, ସୁସମାଚାର ପ୍ରଚାର
କରିବାକୁ କାର୍ଯ୍ୟ କରେ” କିମ୍ବା “ଯିଏ ଯୀଶୁଙ୍କ ସେବା କରିବା ପାଇଁ ଆମ୍ଭମାନଙ୍କ ପରି କାର୍ଯ୍ୟ
କରେ”

9PHM12e8sufigs-exclusiveτῇ ἀδελφῇ ... τῷ συνστρατιώτῃ ἡμῶν1our sister ... our fellow soldierଏଠାରେ **ଆମ୍ଭମାନଙ୍କର** ଶବ୍ଦ
ପାଉଲ ଏବଂ ତାଙ୍କ ସହ ଥିବା ଲୋକମାନଙ୍କୁ ବୁଝାଏ

କିନ୍ତୁ ପାଠକମାନଙ୍କୁ ନୁହେଁ

ଦେଖନ୍ତୁ:
[[rc://en/ta/man/translate/figs-exclusive]])
10PHM12zh5ctranslate-namesἈπφίᾳ, τῇ ἀδελφῇ1Apphia our sister
11PHM12sq44translate-namesἈρχίππῳ1Archippusଏହା ଫିଲୀମୋନ ସହ ମଣ୍ଡଳୀରେ ଥିବା
ଜଣେ ବ୍ୟକ୍ତିଙ୍କ ନାମ ଅଟେ

ଦେଖନ୍ତୁ:
[[rc://en/ta/man/translate/translate-names]])
12PHM12mnn5figs-metaphorτῷ συνστρατιώτῃ ἡμῶν1our fellow soldierପାଉଲ ଏଠାରେ ଆର୍ଖିପ୍ପ  ବିଷୟରେ କୁହନ୍ତି ଯେପରି ସେ ଏବଂ ଆର୍ଖିପ୍ପ  ଉଭୟ ସୈନ୍ୟବାହିନୀରେ ଥିଲେ

ତାଙ୍କର ଅର୍ଥ

ସୁସମାଚାର ପ୍ରଚାର କରିବା ପାଇଁ ପାଉଲ ନିଜେ କଠିନ ପରିଶ୍ରମ କରୁଥିବା
ପରି ଆର୍ଖିପ୍ପ  କଠିନ ପରିଶ୍ରମ କରନ୍ତି

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ଆତ୍ମିକ

ଯୋଦ୍ଧା” କିମ୍ବା “ଯିଏ ଆମ୍ଭମାନଙ୍କ ସହ ଆତ୍ମିକ

ଯୁଦ୍ଧ ମଧ୍ୟ କରେ” (ଦେଖନ୍ତୁ:
[[rc://or/ta/man/translate/figs-metaphor]])
13PHM13r4nqχάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ1May grace be to you and peace from God our Father and the Lord Jesus Christପତ୍ରର  ପ୍ରେରକ ଏବଂ ପ୍ରାପ୍ତକର୍ତ୍ତାଙ୍କୁ ପରିଚିତ କରାଇବା ପରେ

ପାଉଲ ଆଶୀର୍ବାଦ ଉଲ୍ଲେଖ କରନ୍ତି

ଏକ ଗଠନ ବ୍ୟବହାର କରନ୍ତୁ ଯାହାକୁ ଲୋକମାନେ ଆପଣଙ୍କ ଭାଷାରେ ଆଶୀର୍ବାଦ
ଭାବରେ ବୁଝି ପାରିବେ

ବିକଳ୍ପ ଅନୁବାଦ: “ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ
ଅନୁଗ୍ରହ ଓ ଶାନ୍ତି ଦିଅନ୍ତୁ” (ଦେଖନ୍ତୁ:
[[rc://en/ta/man/translate/translate-blessing]])
14PHM13e5z8figs-inclusiveΘεοῦ Πατρὸς ἡμῶν1God our Fatherଏଠାରେ **ଆମ୍ଭମାନଙ୍କର** ଶବ୍ଦ
ପାଉଲ

ତାଙ୍କ ସହ ଥିବା ଲୋକ ଏବଂ ପାଠକମାନଙ୍କୁ ସୂଚିତ କରେ

ଦେଖନ୍ତୁ:
[[rc://or/ta/man/translate/figs-inclusive]])
15PHM13lh8aguidelines-sonofgodprinciplesΠατρὸς ἡμῶν1our Fatherଏହା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ
ଆଖ୍ୟା ଅଟେ

ଦେଖନ୍ତୁ:
[[rc://or/ta/man/translate/guidelines-sonofgodprinciples]])
16PHM14kh5lfigs-inclusive0General Information:
17PHM16t54lἡ κοινωνία τῆς πίστεώς σου1the fellowship of your faithଅନୁବାଦ ହୋଇଥିବା **ସହଭାଗିତା**
ଶବ୍ଦର ଅର୍ଥ କିଛି ଅଂଶୀଦାର କିମ୍ବା ସହଭାଗୀତା ଅଟେ

ପାଉଲ ବୋଧହୁଏ ଉଭୟ ଅର୍ଥରେ ବ୍ୟବହାର କରିଛନ୍ତି

କିନ୍ତୁ ଯଦି ଆପଣଙ୍କୁ  ବାଛିବାକୁ ପଡିବ

ତେବେ ଏହାର ଅର୍ଥ ହୋଇପାରେ: (୧) ଫିଲୀମୋନ ପାଉଲ ଏବଂ ଅନ୍ୟମାନଙ୍କ
ପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି

ବିକଳ୍ପ  ଅନୁବାଦ:
“ଯେଉଁ ବିଶ୍ୱାସ ତୁମ୍ଭେ ଆମ୍ଭମାନଙ୍କ ସହ ରଖିଛ” ()  ଫିଲୀମୋନ ପାଉଲ ଏବଂ ଖ୍ରୀଷ୍ଟଙ୍କ ପାଇଁ କାର୍ଯ୍ୟ କରିବାରେ
ଅନ୍ୟମାନଙ୍କ ସହଭାଗୀ ଅଟେ

ବିକଳ୍ପ ଅନୁବାଦ: “ବିଶ୍ଵାସୀ ଭାବରେ ଆମ୍ଭମାନଙ୍କ ସହ ତୁମ୍ଭର
ଏକତ୍ର କାର୍ଯ୍ୟ କରିବାରେ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
18PHM16pxw1ἐνεργὴς γένηται ἐν ἐπιγνώσει παντὸς ἀγαθοῦ1be effective for the knowledge of everything goodଏହାର ଅର୍ଥ: (୧) “ଏବଂ
ପରିଣାମସ୍ବରୂପ ତୁମ୍ଭେ ପ୍ରତ୍ୟେକ ଉତ୍ତମ ବିଷୟ ଜାଣିବ” () “ଯାହାକୁ ତୁମ୍ଭେ ତୁମ୍ଭର ବିଶ୍ଵାସ
ବିଷୟରେ ପ୍ରକାଶ କର ପ୍ରତ୍ୟେକ ଉତ୍ତମ ବିଷୟ ଜାଣିବ”
ବିକଳ୍ପ ଅନୁବାଦ: “ସମସ୍ତ ବିଷୟ ଉତ୍ତମ ଭାବରେ ଜାଣିବା ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
19PHM16n25eεἰς Χριστόν1in Christଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଅଧିକ ସ୍ପଷ୍ଟ ଭାବରେ ଏହାକୁ ପ୍ରକାଶ କରି ପାରିବେ **ଖ୍ରୀଷ୍ଟଙ୍କ
ପାଇଁ** “ସମସ୍ତ ବିଷୟ ଉତ୍ତମ ଅଟେ”

ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ” କିମ୍ବା “ଖ୍ରୀଷ୍ଟଙ୍କ
ଲାଭ ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
20PHM17aq4gfigs-metonymyτὰ σπλάγχνα τῶν ἁγίων ἀναπέπαυται διὰ σοῦ1the hearts of the saints have been refreshed by youଏଠାରେ

ଅନ୍ତର** ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଭାବନା କିମ୍ବା ଆନ୍ତରିକତାକୁ
ସୂଚିତ କରେ

ଏଥିପାଇଁ ଆପଣଙ୍କ ଭାଷାରେ ସାଧାରଣ ରୂପକକୁ ବ୍ୟବହାର କରନ୍ତୁ

ଯେପରିକି “ହୃଦୟ” କିମ୍ବା “ମନ”

କିମ୍ବା ସରଳ ଅର୍ଥ ପ୍ରଦାନ କରନ୍ତୁ

ବିକଳ୍ପ ଅନୁବାଦ: “ସାଧୁମାନଙ୍କ ଭାବନା ଏବଂ ବିଚାର” (ଦେଖନ୍ତୁ:
[[rc://or/ta/man/translate/figs-metonymy]]
21PHM17m5ipσοῦ, ἀδελφέ1you, brotherପାଉଲ ଫିଲୀମୋନକୁ **ଭାଇ** ବୋଲି
ଡାକିଲେ କାରଣ ସେମାନେ ଦୁହେଁ ବିଶ୍ଵାସୀ ଥିଲେ

ଏବଂ ସେ ସେମାନଙ୍କର ବନ୍ଧୁତା
ଉପରେ ଗୁରୁତ୍ୱ ଦେବାକୁ ଚାହୁଁଥିଲେ

ବିକଳ୍ପ ଅନୁବାଦ: “ତୁମ୍ଭେ

ପ୍ରିୟ ଭାଇ” କିମ୍ବା “ତୁମ୍ଭେ

ପ୍ରିୟ ବନ୍ଧୁ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
22PHM18ayy10Connecting Statement:ପାଉଲ ତାଙ୍କର ନିବେଦନ ଏବଂ ତାଙ୍କ
ପତ୍ରର  କାରଣ ଆରମ୍ଭ କରନ୍ତି

23PHM18fd84πολλὴν ἐν Χριστῷ παρρησίαν1all the boldness in Christଏହାର ଅର୍ଥ ହୋଇପାରେ: (୧) “ଖ୍ରୀଷ୍ଟଙ୍କ
ହେତୁ ସମସ୍ତ ଅଧିକାର” () “ଖ୍ରୀଷ୍ଟଙ୍କ ହେତୁ ସମସ୍ତ ସାହସ

24PHM19l9fhδιὰ τὴν ἀγάπην1yet because of loveଏହି ପ୍ରେମ କାହା ପାଇଁ ପାଉଲ ତାହା ଉଲ୍ଲେଖ କରନ୍ତି ନାହିଁ । ଯଦି ଆପଣ ଏଠାରେ ଏକ କ୍ରିୟା ବ୍ୟବହାର କରିବା ଆବଶ୍ୟକ କରନ୍ତି ଏବଂ କାହାକୁ କିଏ ପ୍ରେମ କରେ ତାହା ପ୍ରକାଶ କରନ୍ତି, ଏହା ସୂଚାଇପାରେ: (୧) ତାଙ୍କ ଏବଂ ଫିଲୀମୋନ ମଧ୍ୟରେ ପାରସ୍ପରିକ ପ୍ରେମ । UST ଦେଖନ୍ତୁ । () ଫିଲିମୋନଙ୍କ ନିମନ୍ତେ ପାଉଲଙ୍କ ପ୍ରେମ । ବିକଳ୍ପ ଅନୁବାଦ: “କାରଣ ମୁଁ ତୁମ୍ଭକୁ ପ୍ରେମ କରେ” (୩) ଫିଲିମୋନଙ୍କ ଆପଣା ସହକର୍ମୀମାନଙ୍କ ନିମନ୍ତେ ପ୍ରେମ ।

ବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଯେ ତୁମ୍ଭେ  ଈଶ୍ଵରଙ୍କ ଲୋକମାନଙ୍କୁ ପ୍ରେମ କର” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
25PHM110lsr60General Information:**
ଅନୀସିମ ** ଜଣେ ବ୍ୟକ୍ତିର ନାମ ଅଟେ

ଦେଖନ୍ତୁ:
[[rc://en/ta/man/translate/translate-names]])
26PHM110m6fwfigs-metaphorτοῦ ἐμοῦ τέκνου ... Ὀνήσιμον1my child Onesimus
27PHM110dj9htranslate-namesὈνήσιμον1Onesimus“ଅନୀସିମ” ନାମର ଅର୍ଥ “ଲାଭଜନକ” କିମ୍ବା “ଉପକାରୀ I” (ଦେଖ: [[rc://or/ta/man/translate/translate-names]])
28PHM110mui3figs-metaphorὃν ἐγέννησα ἐν τοῖς δεσμοῖς1whom I have fathered in my chainsଏଠାରେ “ମୋଠାରୁ ଜାତ” ଏକ ରୂପକ ଅଟେ, ଯାହାର ଅର୍ଥ ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ I ଅନ୍ୟ ଏକ ଅନୁବାଦରେ: “ଯେ ମୋହର ଆତ୍ମିକ ପୁତ୍ର ହେଲେ ଯେତେବେଳେ ମୁଁ ବନ୍ଦୀଥିବା ଅବସ୍ଥାରେ ତାହାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ଓ ସେ ନୂତନ ଜୀବନ ପ୍ରାପ୍ତ ହେଲେ” କିମ୍ବା “ମୁଁ ବନ୍ଦୀଥିବା ଅବସ୍ଥାରେ ଯେ ମୋ ପ୍ରତି ମୋହର ଜଣେ ପୁତ୍ର ସଦୃଶ ହେଲେ” (ଦେଖ: [[rc://or/ta/man/translate/figs-metaphor]])
29PHM110nx1pfigs-metonymyἐν τοῖς δεσμοῖς1in my chainsବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ହିଁ ସେ ଏହି ପତ୍ର ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବନ୍ଦୀଥିବା ସମୟରେ ... ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]])
30PHM112t1kpὃν ἀνέπεμψά σοι1I have sent him back to youପାଉଲ ସମ୍ଭବତଃ ଅନୀସିମଙ୍କ ସହିତ ଆଉ ଜଣେ ବିଶ୍ବାସୀଙ୍କୁ ପଠାଉଛନ୍ତି ଯେଉଁମାନେ ଏହି ପତ୍ର ନେଇ ଯାଉଛନ୍ତି I
31PHM112h9qvfigs-metonymyτοῦτ’ ἔστιν τὰ ἐμὰ σπλάγχνα1who is my very heartଏଠାରେ “ହୃଦୟ” ଏକ ରୂପକ ଅଟେ, ଯାହା ଜଣେ ବ୍ୟକ୍ତିର ଆବେଗକୁ ବୁଝାଏ I “ସେ ତ ମୋହର ହୃଦୟ ସ୍ବରୂପ” ବାକ୍ୟାଂଶଟି ଜଣକ ପ୍ରତି ପ୍ରେମ ପ୍ରକାଶନର ଏକ ରୂପକ ଅଟେ I ପାଉଲ ଏହା ଅନୀସିମଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ମୁଁ ଅତି ପ୍ରିୟଭାବେ ପ୍ରେମ କରେ”(ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-metaphor]])
32PHM113t4xlἵνα ὑπὲρ σοῦ μοι διακονῇ1so he could serve me for youତେଣୁ, ଯେହେତୁ ତୁମ୍ଭେ ଏଠାକୁ ଆସିପାରିବ ନାହିଁ, ସେ ମୋହର ସାହାଯ୍ୟ କରିପାରିବ” କିମ୍ବା “ଯେପରି ସେ ତୁମ୍ଭ ବଦଳରେ ମୋତେ ସାହାଯ୍ୟ କରିପାରିବ”
33PHM113bb3tfigs-metonymyἐν τοῖς δεσμοῖς1while I am in chainsବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ଥିବା ସମୟରେ ସେ ଏହି ପତ୍ର ଲେଖୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]])
34PHM113iwa8figs-explicitτοῦ εὐαγγελίου1for the sake of the gospelପାଉଲ ବନ୍ଦୀ ହୋଇଥିଲେ, କାରଣ ସେ ମୁକ୍ତଭାବରେ ସୁସମାଚାର ପ୍ରଚାର କରୁଥିଲେ I ଏହାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ମୁଁ ସୁସମାଚାର ପ୍ରଚାର କରୁଅଛି” (ଦେଖ: [[rc://or/ta/man/translate/figs-explicit]])
35PHM114g9wpfigs-doublenegativesχωρὶς δὲ τῆς σῆς γνώμης, οὐδὲν ἠθέλησα ποιῆσαι1But I did not want to do anything without your consentପାଉଲ ବିପରୀତ ବିଷୟକୁ ବୁଝାଇବା ଅର୍ଥରେ ଏକ ଯୁଗ୍ମ ନକାରାତ୍ମକ ବିଷୟ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ସ୍ବୀକୃତି ଦେଲେ ଯାଇ ମୁଁ ତାହାଙ୍କୁ ମୋ ପାଖରେ ରଖିବାକୁ ଚାହିଁବି” (ଦେଖ: [[rc://or/ta/man/translate/figs-doublenegatives]])
36PHM114jxi7ἵνα μὴ ὡς κατὰ ἀνάγκην τὸ ἀγαθόν σου ᾖ, ἀλλὰ κατὰ ἑκούσιον1I did not want your good deed to be from necessity but from good willମୁଁ ତୁମ୍ଭକୁ ଆଜ୍ଞା ଦେଉଅଛି ବୋଲି ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କରିବା ମୁଁ ଚାହୁଁନାହିଁ, କିନ୍ତୁ ତୁମ୍ଭେ ଚାହୁଁଛ ବୋଲି ତାହା କର
37PHM114ngg8ἀλλὰ κατὰ ἑκούσιον1but from good willକାରଣ ତୁମ୍ଭେ ସ୍ବଚ୍ଛନ୍ଦ ମନରେ ଉପଯୁକ୍ତ କାର୍ଯ୍ୟ କରିବାକୁ ମନୋନୀତ କଲ
38PHM115q1drfigs-activepassiveτάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα1Perhaps for this he was separated from you for a time, so thatଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବୋଧ ହୁଏ, ସେହି କାରଣ ନିମନ୍ତେ କିଛି ସମୟ ପାଇଁ ଈଶ୍ବର ଅନୀସିମଙ୍କୁ ତୁମ୍ଭଠାରୁ ପୃଥକ୍ କଲେ, ଯେପରି” (ଦେଖ: [[rc://or/ta/man/translate/figs-activepassive]])
39PHM115fp5vπρὸς ὥραν1for a timeଏହି ସମୟରେ
40PHM116l3e4ὑπὲρ δοῦλον1better than a slaveଜଣେ କ୍ରୀତଦାସଠାରୁ ଅଧିକ ବହୁମୂଲ୍ୟ
41PHM116f8tzἀδελφὸν ἀγαπητόν1a beloved brotherଜଣେ ପ୍ରିୟ ଭ୍ରାତା କିମ୍ବା “ଖ୍ରୀଷ୍ଟରେ ଜଣେ ବହୁମୂଲ୍ୟ ଭ୍ରାତା”
42PHM116f38vπόσῳ δὲ μᾶλλον σοὶ1much more so to youସେ ତୁମ୍ଭ ପ୍ରତି ଆହୁରି ଉପକାରୀ
43PHM116yub9figs-metaphorκαὶ ἐν σαρκὶ1in both the fleshଉଭୟ ଜଣେ ବ୍ୟକ୍ତି ଭାବରେ I ପାଉଲ ଅନୀସିମଙ୍କୁ ଜଣେ ବିଶ୍ବସ୍ତ ସେବକ ଭାବରେ ଉଲ୍ଲେଖ କରୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]])
44PHM116scj1ἐν Κυρίῳ1in the Lordପ୍ରଭୁଙ୍କଠାରେ ଜଣେ ଭ୍ରାତା ଭାବରେ କିମ୍ବା “ଯେହେତୁ ସେ ପ୍ରଭୁଙ୍କର ଅଟେ”
45PHM117e1j2εἰ ... με ἔχεις κοινωνόν1if you have me as a partnerଯଦି ତୁମ୍ଭେ ମୋତେ ଖ୍ରୀଷ୍ଟଙ୍କର ଜଣେ ସହକର୍ମୀ ବୋଲି ମନେ କର
46PHM118u5m1τοῦτο ἐμοὶ ἐλλόγα1charge that to meକହିବାକୁ ଚାହୁଁଛି ଯେ ମୁଁ ହିଁ ତୁମ୍ଭଠାରେ ୠଣୀ ଅଟେ
47PHM119wb53ἐγὼ Παῦλος ἔγραψα τῇ ἐμῇ χειρί1I, Paul, write this with my own handମୁଁ, ପାଉଲ, ନିଜେ ଏହା ଲେଖୁଅଛି I ପାଉଲ ଏହି ଅଂଶକୁ ନିଜ ହାତରେ ଲେଖିଥିଲେ, ଯେପରି ଫିଲୀମୋନ ଜାଣିବେ ଯେ ସେହି ସବୁ ବାକ୍ୟଗୁଡିକ ପ୍ରକୃତରେ ପାଉଲଙ୍କଠାରୁ ଅଟନ୍ତି I ପାଉଲ ପ୍ରକୃତରେ ତାହାଙ୍କୁ ପରିଶୋଧ କରିବେ I
48PHM119gn6cfigs-ironyἵνα μὴ λέγω σοι1not to mentionମୁଁ ତୁମ୍ଭକୁ ସ୍ମରଣ କରାଇବା ଆବଶ୍ୟକ ନାହିଁ କିମ୍ବା “ତୁମ୍ଭେ ଜାଣି ସାରିଅଛ I” ପାଉଲ କହୁଛନ୍ତି ଯେ ସେ ଏହା ଫିଲୀମୋନଙ୍କୁ କହିବା ଆବଶ୍ୟକ ନାହିଁ, କିନ୍ତୁ ଯେକୌଣସି ପ୍ରକାରେ ତାହାଙ୍କୁ କହିବା ଜାରି ରଖିଛନ୍ତି I ଏହା ପାଉଲ ତାହାଙ୍କୁ କହୁଥିବା ସତ୍ୟତାକୁ ଗୁରୁତ୍ବାରୋପ କରେ I (ଦେଖ: [[rc://or/ta/man/translate/figs-irony]])
49PHM119st7efigs-explicitσεαυτόν μοι προσοφείλεις1you owe me your own selfତୁମ୍ଭେ ନିଜେ ମୋ ନିକଟରେ ଚିରୠଣୀ ଅଟ I ପାଉଲ ସୂଚାଇ ଦେଉଛନ୍ତି ଯେ ଫିଲୀମୋନ ଏହା କହିବା ଉଚିତ ନୁହଁ ଯେ ଅନୀସିମ କିମ୍ବା ପାଉଲ ତାହାଙ୍କ ନିକଟରେ କୌଣସି ବିଷୟ ନିମନ୍ତେ ୠଣୀ ଥିଲେ, କାରଣ ଫିଲୀମୋନ ପାଉଲଙ୍କ ନିକଟରେ ଆହୁରି ଅଧିକ ୠଣୀ ଥିଲେ I ଫିଲୀମୋନ ପାଉଲଙ୍କ ନିକଟରେ ୠଣୀ ଥିବା ବିଷୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋ ନିକଟରେ ଅଧିକ ୠଣୀ, କାରଣ ମୁଁ ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” କିମ୍ବା “ତୁମ୍ଭେ ମୋ ନିକଟରେ ତୁମ୍ଭ ଜୀବନର ୠଣୀ ଅଟ, କାରଣ ମୁଁ ତୁମ୍ଭକୁ ଯାହା କହିଲି, ତାହା ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” (ଦେଖ: [[rc://or/ta/man/translate/figs-explicit]])
50PHM120j8lhfigs-metaphorἀνάπαυσόν μου τὰ σπλάγχνα ἐν Χριστῷ1refresh my heart in Christଏଠାରେ “ଆଶ୍ବାସ” ସାନ୍ତ୍ବନା ଓ ଉତ୍ସାହ ନିମନ୍ତେ ଏକ ରୂପକ ଅଟେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରର ଅନୁଭୂତି, ଭାବନା ଓ ଆନ୍ତରିକ ପୁରୁଷ ନିମନ୍ତେ ଏକ ରୂପକ ଅଟେ I ପାଉଲ ତାହାଙ୍କର ହୃଦୟକୁ ଫିଲୀମୋନ ଆଶ୍ବାସ କରନ୍ତୁ ବୋଲି ଚାହୁଁଥିବା ବିଷୟକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଆନୁବାଦରେ: “ଖ୍ରୀଷ୍ଟଙ୍କଠାରେ ମୋତେ ଉତ୍ସାହିତ କର” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋତେ ସାନ୍ତ୍ବନା ଦିଅ” କିଅବା “ଦୟାକରି ଅନୀସିମଙ୍କୁ ଗ୍ରହଣକରି ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ବାସ ଦିଅ”(ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-explicit]])
51PHM121am1efigs-you0General Information:ଏଠାରେ “ତୁମ୍ଭର” ଓ “ତୁମ୍ଭେ” ଶବ୍ଦଗୁଡିକ ବହୁବଚନ ଅଟନ୍ତି ଓ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-you]])
52PHM121xpn60Connecting Statement:ପାଉଲ ଆପଣା ପତ୍ରକୁ ସମାପ୍ତ କରି ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ମଣ୍ଡଳୀର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରୁଛନ୍ତି I
53PHM121g6fxπεποιθὼς τῇ ὑπακοῇ σου1Confident about your obedienceକାରଣ ମୁଁ ନିଶ୍ଚିତ ଯେ ମୁଁ ଯାହା ବିନତି କରୁଅଛି, ତାହା ତୁମ୍ଭେ କରିବ
54PHM122bx62ἅμα1At the same timeଆହୁରି ମଧ୍ୟ
55PHM122akw1καὶ ἑτοίμαζέ μοι ξενίαν1prepare a guest room for meତୁମ୍ଭ ଗୃହରେ ମୋ ନିମନ୍ତେ ଏକ କୋଠରୀ ପ୍ରସ୍ତୁତ ରଖ I ପାଉଲ ଫିଲୀମୋନଙ୍କୁ ତାହାଙ୍କ ନିମନ୍ତେ ଏହା କରିବାକୁ ବିନତି କରୁଛନ୍ତି I
56PHM122ctr4χαρισθήσομαι ὑμῖν1I will be given back to youଯେଉଁମାନେ ମୋତେ ବନ୍ଦୀରେ ରଖିଛନ୍ତି, ସେମାନେ ମୋତେ ମୁକ୍ତ କରିବେ, ଯେପରି ମୁଁ ତୁମ୍ଭ ପାଖକୁ ଯାଇ ପାରିବି I
57PHM123x2d8translate-namesἘπαφρᾶς1Epaphrasଏ ଜଣେ ସହ-ବିଶ୍ବାସୀ ଓ ପାଉଲଙ୍କ ସହ ଜଣେ ବନ୍ଦୀ ଅଟନ୍ତି I (ଦେଖ: [[rc://or/ta/man/translate/translate-names]])
58PHM123khx1ὁ συναιχμάλωτός μου ἐν Χριστῷ Ἰησοῦ1my fellow prisoner in Christ Jesusଯେ ମୋ ସହିତ ବନ୍ଦୀ ହୋଇ ରହିଛନ୍ତି, କାରଣ ସେ ଖ୍ରୀଷ୍ଟ ଯୀଶୁଙ୍କ ସେବା କରନ୍ତି
59PHM124si6pΜᾶρκος, Ἀρίσταρχος, Δημᾶς, Λουκᾶς, οἱ συνεργοί μου1So do Mark, Aristarchus, Demas, and Luke, my fellow workersମୋହର ସହକର୍ମୀ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି
60PHM124i5gctranslate-namesΜᾶρκος, Ἀρίσταρχος, Δημᾶς, Λουκᾶς1Mark ... Aristarchus ... Demas ... Lukeଏସବୁ ପୁରୁଷ ବ୍ୟକ୍ତିମାନଙ୍କ ନାମ I (ଦେଖ: [[rc://or/ta/man/translate/translate-names]])
61PHM124gf6eοἱ συνεργοί μου1my fellow workersଯେଉଁ ଲୋକମାନେ ମୋ ସହିତ କାର୍ଯ୍ୟ କରୁଛନ୍ତି କିମ୍ବା “ଯେଉଁ ସମସ୍ତେ ମୋ ସହିତ କାର୍ଯ୍ୟ କରୁଛନ୍ତି I”
62PHM125gq7pfigs-youἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν1May the grace of our Lord Jesus Christ be with your spiritଏଠାରେ “ତୁମ୍ଭମାନଙ୍କ” ଶବ୍ଦ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ସମସ୍ତଙ୍କୁ ବୁଝାଏ I “ତୁମ୍ଭମାନଙ୍କ ଆତ୍ମା” ଶବ୍ଦଗୁଡିକ ଏକ ରୂପକ ଅଟେ ଓ ତାହା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟା କରନ୍ତୁ” (ଦେଖ: [[rc://or/ta/man/translate/figs-you]] ଓ [[rc://or/ta/man/translate/figs-synecdoche]])