translationCore-Create-BCS_.../Stage 1/or_tn_58-PHM.tsv

33 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
2PHMfrontintrosz2w0# ଫିଲୀମୋନ ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ

### ଫିଲୀମୋନ ପୁସ୍ତକର ରୂପରେଖ

1. ପାଉଲ ଫିଲୀମୋନଙ୍କୁ ନମସ୍କାର ଜଣାଉଛନ୍ତି (୧:୧-୩)
1. ପାଉଲ ଅନୀସିମଙ୍କ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରୁଛନ୍ତି (୧:୪-୨୧)
1. ଶେଷ କଥା (୧:-୨୫)

### ଫିଲୀମୋନ ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ଫିଲୀମୋନ ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

ଏହି ପତ୍ର ଲେଖିବା ସମୟରେ ପାଉଲ ବନ୍ଦୀଶାଳାରେ ଥିଲେ I

### ଫିଲୀମୋନ ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ଫିଲୀମୋନ ନାମକ ଜଣେ ବ୍ୟକ୍ତିକୁ ଏହି ପତ୍ର ଲେଖିଥିଲେ I ଫିଲୀମୋନ୍ ଜଣେ ଖ୍ରୀଷ୍ଟିୟାନ ଥିଲେ ଓ ସେ କଲସୀ ନଗରରେ ବାସ କରୁଥିଲେ I ତାହାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ I ଅନୀସିମ ଫିଲୀମୋନଙ୍କଠାରୁ ଲୁଚି ପଳାଇ ଯାଇଥିଲା ଓ ସମ୍ଭବତଃ ତାହାଙ୍କଠାରୁ କିଛି ଜିନିଷ ମଧ୍ୟ ଚୋରାଇ ନେଇଥିଲା I ଅନୀସିମ ରୋମ୍ କୁ ଚାଲିଯାଇ ପାଉଲଙ୍କୁ ବନ୍ଦୀଶାଳାରେ ସାକ୍ଷାତ କରିଥିଲ I

ପାଉଲ ଫିଲୀମୋନଙ୍କୁ କହୁଛନ୍ତି ଯେ ସେ ଅନୀସିମଙ୍କୁ ତାହାଙ୍କ ନିକଟକୁ ଫେରି ପଠାଉଛନ୍ତି I ରୋମୀୟ ବ୍ୟବସ୍ଥା ଅନୁସାରେ ଅନୀସିମଙ୍କୁ ହତ୍ୟାକରିବା ଫିଲୀମୋନଙ୍କର ଅଧିକାର ଥିଲା I କିନ୍ତୁ ପାଉଲ କହିଲେ ଯେ ଫିଲୀମୋନ ଅନୀସିମଙ୍କୁ ଜଣେ ଖ୍ରୀଷ୍ଟିୟ ଭାଇ ଭାବରେ ଫେରି ଗ୍ରହଣ କରିବା ଉଚିତ I ଏପରିକି ସେ ପରାମର୍ଶ ମଧ୍ୟ ଦେଲେ ଯେ ଅନୀସିମ ଫେରି ପାଉଲଙ୍କ ନିକଟକୁ ଆସି ବନ୍ଦୀଶାଳାରେ ତାହାଙ୍କର ସାହାଯ୍ୟ କରିବେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ ଏହାକୁ “ଫିଲୀମୋନ” କିମ୍ବା “ଫିଲୀମୋନ ନିକଟକୁ ପାଉଲଙ୍କର ପତ୍ର” କିଅବା “ଫିଲୀମୋନ ନିକଟକୁ ପାଉଲ ଲେଖିଥିବା ପତ୍ର” ବୋଲି କହିପାରନ୍ତି I (ଦେଖ: [[rc://en/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ଏହି ପତ୍ର ଦାସତ୍ବ ପ୍ରଥାକୁ ସମର୍ଥନ କରୁଛି କି?

ପାଉଲ ଅନୀସିମଙ୍କୁ ତାଙ୍କର ପୂର୍ବ କର୍ତ୍ତାଙ୍କ ନିକଟକୁ ଫେରି ପଠାଇ ଦେଉଛନ୍ତି I କିନ୍ତୁ ତା’ର ଅର୍ଥ ନୁହେଁ ଯେ ପାଉଲ ଦାସତ୍ବ ପ୍ରଥା ଏକ ଗ୍ରହଣୀୟ ବିଷୟ ବୋଲି ଚିନ୍ତା କରୁଛନ୍ତି I ତା’ ପରିବର୍ତ୍ତେ ପାଉଲ ଅଧିକ ଚିନ୍ତିତ ଯେ ଲୋକମାନେ ଯେ କୌଣସି ପରିସ୍ଥିତିରେ ଥିଲେ ବି ସେମାନେ କିପରି ଈଶ୍ବରଙ୍କର ସେବା କରୁଛନ୍ତି I

### ପାଉଲ “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭାବଗୁଡିକୁ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I

## ତୃତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

### ଏକବଚନ ଓ ବହୁବଚନ “ତୁମ୍ଭେମାନେ”

ଏହି ପୁସ୍ତକରେ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ଏକବଚନ ଓ ତାହା ଫିଲୀମୋନକୁ ବୁଝାଏ I ଦୁଇଟି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଉଛି ୧: ଓ ୧:୨୫ I ସେଠାରେ “ତୁମ୍ଭେମାନେ” ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I(ଦେଖ: [[rc://en/ta/man/translate/figs-exclusive]] ଓ [[rc://en/ta/man/translate/figs-you]])

3PHM11sg4ffigs-you0General Information:ପାଉଲ ଏହି ପତ୍ରର ଲେଖକଭାବରେ ଆପଣାକୁ ତିନି ଥର ଉଲ୍ଲେଖ କରିଛନ୍ତି I ଜଣାପଡୁଛି ଯେ ତୀମଥି ତାହାଙ୍କ ସହିତ ଥିଲେ ଓ ସମ୍ଭବତଃ ସେ ପାଉଲ କହୁଥିବା କଥାକୁ ଲେଖିଥିଲେ I ପାଉଲ ଅନ୍ୟମାନଙ୍କୁ ନମସ୍କାର ଜଣାଉଛନ୍ତି, ଯେଉଁମାନେ ଫିଲୀମୋନଙ୍କ ଗୃହରେ ମଣ୍ଡଳୀଭାବରେ ଏକତ୍ର ହେଉଥିଲେ I “ମୁଁ,” “ମୋତେ” ଓ “ମୋହର” ଉଲ୍ଲେଖଥିବା ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I ଏହି ପତ୍ର ମୁଖ୍ୟତଃ ଫିଲୀମୋନଙ୍କୁ ଲେଖାଯାଇଛି I “ତୁମ୍ଭେ” ଓ “ତୁମ୍ଭର” ଉଲ୍ଲେଖଥିବା ଶବ୍ଦଗୁଡିକ ଫିଲୀମୋନଙ୍କୁ ବୁଝାଏ ଓ ସୂଚାଇ ନ ଥିଲେ ତାହା କେବଳ ଏକବଚନ ଅଟେ I (ଦେଖ: [[rc://en/ta/man/translate/figs-you]])
4PHM11niq3figs-exclusiveΠαῦλος, δέσμιος Χριστοῦ Ἰησοῦ, καὶ Τιμόθεος, ὁ ἀδελφὸς; Φιλήμονι1Paul, a prisoner of Christ Jesus, and the brother Timothy to Philemonଗୋଟିଏ ପତ୍ରର ଲେଖକର ପରିଚୟ ଦେବାପାଇଁ ତୁମ ଭାଷାରେ ହୁଏତ କୌଣସି ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ମୁଁ, ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଦୀ ଓ ଆମ୍ଭମାନଙ୍କ ଭ୍ରାତା ତୀମଥି, ଫିଲୀମୋନ ନିକଟକୁ ପତ୍ର ଲେଖୁଅଛୁ” (ଦେଖ: [[rc://en/ta/man/translate/figs-exclusive]])
5PHM11cgs4δέσμιος Χριστοῦ Ἰησοῦ1a prisoner of Christ Jesusଖ୍ରୀଷ୍ଟ ଯୀଶୁଙ୍କ ସକାଶେ ଜଣେ ବନ୍ଦୀ I ପାଉଲଙ୍କର ପ୍ରଚାରକୁ ବିରୋଧ କରୁଥିବା ଲୋକମାନେ ତାହାଙ୍କୁ ବନ୍ଦୀଶାଳାରେ ରଖି ତାହାଙ୍କୁ ଦଣ୍ଡ ଦେଉଥିଲେ I PHM 1 1 sv3p ὁ ἀδελφὸς 1 brother ଏଠାରେ ଏହାର ଅର୍ଥ ଜଣେ ସହ ଖ୍ରୀଷ୍ଟିୟାନ I PHM 1 1 r3l9figs-exclusive τῷ ἀγαπητῷ ... ἡμῶν 1 our dear friend ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://en/ta/man/translate/figs-exclusive]]) PHM 1 1 ww3l καὶ ... συνεργῷ 1 and fellow worker ଯେ କି ଆମ୍ଭମାନଙ୍କ ସଦୃଶ ସୁସମାଚାର ବିସ୍ତାର କାର୍ଯ୍ୟ କରନ୍ତି
6PHM12e8sufigs-exclusiveτῇ ἀδελφῇ ... τῷ συνστρατιώτῃ ἡμῶν1our sister ... our fellow soldierଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://en/ta/man/translate/figs-exclusive]])
7PHM12zh5ctranslate-namesἈπφίᾳ, τῇ ἀδελφῇ1Apphia our sisterଏଠାରେ “ଭଗ୍ନୀ”ର ଅର୍ଥ ହେଉଛି ଯେ ସେ ଜଣେ ବିଶ୍ବାସୀ, ଜଣେ ଆତ୍ମୀୟ ନୁହେଁ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ସହ ବିଶ୍ବାସୀ ଆପ୍ପିୟା” କିମ୍ବା “ଆମ୍ଭମାନଙ୍କ ଆତ୍ମିକ ଭଉଣୀ ଆପ୍ପିୟା” (ଦେଖ: [[rc://en/ta/man/translate/translate-names]])
8PHM12sq44translate-namesἈρχίππῳ1Archippusଏହା ଫିଲୀମୋନ ବୋଲି ଜଣେ ବ୍ୟକ୍ତିର ନାମ, ଯାହାଙ୍କ ଗୃହରେ ମଣ୍ଡଳୀ ଏକତ୍ର ହେଉଥିଲା I (ଦେଖ: [[rc://en/ta/man/translate/translate-names]])
9PHM12mnn5figs-metaphorτῷ συνστρατιώτῃ ἡμῶν1our fellow soldierପାଉଲ ଏଠାରେ ଆର୍ଖିପ୍ପଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଉଭୟେ ଗୋଟିଏ ସୈନ୍ୟବାହିନୀରେ ସୈନିକ ଅଟନ୍ତି I ସେ ଏହି ଅର୍ଥରେ କହୁଛନ୍ତି ଯେ ସୁସମାଚାର ବିସ୍ତାର ସକାଶେ ଆର୍ଖିପ୍ପ ମଧ୍ୟ ପାଉଲଙ୍କ ପରି କଠିନ ପରିଶ୍ରମ କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ସହଆତ୍ମିକ ଯୋଦ୍ଧା’ କିମ୍ବା “ଯେ ମଧ୍ୟ ଆମ୍ଭମାନଙ୍କ ସହ ଆତ୍ମିକ ଯୁଦ୍ଧରେ ଯୁଦ୍ଧ କରନ୍ତି” (ଦେଖ: [[rc://en/ta/man/translate/figs-metaphor]])
10PHM13r4nqχάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ1May grace be to you and peace from God our Father and the Lord Jesus Christଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ I ଏହା ଗୋଟିଏ ଆଶୀର୍ବାଦ I PHM 1 3 e5z8figs-inclusive Θεοῦ Πατρὸς ἡμῶν 1 God our Father ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଓ ପାଠକକୁ ବୁଝାଏ I (ଦେଖ: [[rc://en/ta/man/translate/figs-inclusive]]) PHM 1 3 lh8aguidelines-sonofgodprinciples Πατρὸς ἡμῶν 1 our Father ଏହା ଈଶ୍ବରଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଅଟେ I (ଦେଖ: [[rc://en/ta/man/translate/guidelines-sonofgodprinciples]]) PHM 1 4 kh5lfigs-inclusive 0 General Information: “ଆମ୍ଭମାନଙ୍କୁ” ଶବ୍ଦଟି ବହୁବାଚକ ଓ ତାହା ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଓ ପାଠକଙ୍କ ସହିତ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-inclusive]]) PHM 1 6 t54l ἡ κοινωνία τῆς πίστεώς σου 1 the fellowship of your faith ଆମ୍ଭମାନଙ୍କ ସହିତ ତୁମ୍ଭର କର୍ମ
11PHM16pxw1ἐνεργὴς γένηται ἐν ἐπιγνώσει παντὸς ἀγαθοῦ1be effective for the knowledge of everything goodଯାହା ଉତ୍ତମ, ତାହା ଜାଣିବାର ଫଳାଫଳ
12PHM16n25eεἰς Χριστόν1in Christଖ୍ରୀଷ୍ଟଙ୍କ ସକାଶୁ
13PHM17aq4gfigs-metonymyτὰ σπλάγχνα τῶν ἁγίων ἀναπέπαυται διὰ σοῦ1the hearts of the saints have been refreshed by youଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଆବେଗ ଓ ଆନ୍ତରିକ ପୁରୁଷକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିଅଛ” କିମ୍ବା “ତୁମ୍ଭେ ବିଶ୍ବାସୀମାନଙ୍କୁ ସାହାଯ୍ୟ କରିଅଛ” (ଦେଖ: [[rc://en/ta/man/translate/figs-metonymy]] ଓ [[rc://en/ta/man/translate/figs-activepassive]])
14PHM17m5ipσοῦ, ἀδελφέ1you, brotherତୁମ୍ଭେ, ହେ ପ୍ରିୟ ଭାଇ କିମ୍ବା “ତୁମ୍ଭେ, ହେ ପ୍ରିୟ ବନ୍ଧୁ I” ପାଉଲ ଫିଲୀମୋନଙ୍କୁ “ଭାଇ” ବୋଲି କହୁଛନ୍ତି, କାରଣ ସେମାନେ ଉଭୟେ ବିଶ୍ବାସୀ ଓ ସେ ସେମାନଙ୍କର ବନ୍ଧୁତାକୁ ଗୁରୁତ୍ବ ଦେଉଛନ୍ତି I PHM 1 8 ayy1 0 Connecting Statement: ପାଉଲ ତାଙ୍କର ନିବେଦନ ଓ ତାହାଙ୍କ ପତ୍ରର କାରଣ ଦର୍ଶାଇବାକୁ ଆରମ୍ଭ କରୁଛନ୍ତି I PHM 1 8 fd84 πολλὴν ἐν Χριστῷ παρρησίαν 1 all the boldness in Christ ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଖ୍ରୀଷ୍ଟଙ୍କ ସକାଶୁ ଥିବା ଅଧିକାର” କିମ୍ବା ) “ଖ୍ରୀଷ୍ଟଙ୍କ ସକାଶୁ ଥିବା ସାହସ I” ବିକଳ୍ପ ଅନୁବାଦ: “ମୋହର ସାହସ ଯେ ଖ୍ରୀଷ୍ଟ ମୋତେ ଅଧିକାର ଦେଇଛନ୍ତି”
15PHM19l9fhδιὰ τὴν ἀγάπην1yet because of loveସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ମୁଁ ଜାଣେ ଯେ ତୁମ୍ଭେ ଈଶ୍ବରଙ୍କ ଲୋକମାନଙ୍କୁ ପ୍ରେମ କରୁଅଛ” ) “କାରଣ ତୁମ୍ଭେ ମୋତେ ପ୍ରେମ କରୁଅଛ” କିଅବା ୩) “କାରଣ ମୁଁ ତୁମ୍ଭକୁ ପ୍ରେମ କରୁଅଛି”
16PHM110lsr60General Information:ଅନୀସିମ ଜଣେ ବ୍ୟକ୍ତିର ନାମ I ସେ ସ୍ପଷ୍ଟଭାବରେ ଫିଲୀମୋନଙ୍କର କ୍ରୀତଦାସ ଓ କିଛି ଚୋରି କରିନେଇ ପଳାଇଯାଇଛି I
17PHM110m6fwfigs-metaphorτοῦ ἐμοῦ τέκνου ... Ὀνήσιμον1my child Onesimusମୋହର ବତ୍ସ ଅନୀସିମ I ପାଉଲ ଅନୀସିମଙ୍କ ସହିତ କିପରି ବନ୍ଧୁ ହେଲେ, ସେ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଜଣେ ପିତା ଓ ପୁତ୍ର ପରସ୍ପରକୁ ପ୍ରେମ କରୁଥିବା ସଦୃଶ I ଅନୀସିମ ପାଉଲଙ୍କର ପ୍ରକୃତ ପୁତ୍ର ନ ଥିଲେ, କିନ୍ତୁ ଯେତେବେଳେ ପାଉଲ ତାହାଙ୍କୁ ଯୀଶୁଙ୍କ ବିଷୟ ଶିକ୍ଷା ଦେଇ ତାହାଙ୍କୁ ପ୍ରେମ କଲେ, ସେ ଆତ୍ମିକ ଜୀବନ ପ୍ରାପ୍ତ ହେଲେ I ବିକଳ୍ପ ଅନୁବାଦ: “ମୋହର ଆତ୍ମିକ ପୁତ୍ର ଅନୀସିମ” (ଦେଖ: [[rc://en/ta/man/translate/figs-metaphor]]) PHM 1 10 dj9htranslate-names Ὀνήσιμον 1 Onesimus “ଅନୀସିମ” ନାମର ଅର୍ଥ “ଲାଭଜନକ” କିମ୍ବା “ଉପକାରୀ I” (ଦେଖ: [[rc://en/ta/man/translate/translate-names]]) PHM 1 10 mui3figs-metaphor ὃν ἐγέννησα ἐν τοῖς δεσμοῖς 1 whom I have fathered in my chains ଏଠାରେ “ମୋଠାରୁ ଜାତ” ଗୋଟିଏ ରୂପକ, ଯାହାର ଅର୍ଥ ହେଉଛି, ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ I ବିକଳ୍ପ ଅନୁବାଦ: “ଯେ ମୋହର ଆତ୍ମିକ ପୁତ୍ର ହେଲେ ଯେତେବେଳେ ମୁଁ ବନ୍ଦୀଥିବା ଅବସ୍ଥାରେ ତାହାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ଓ ସେ ନୂତନ ଜୀବନ ପ୍ରାପ୍ତ ହେଲେ” କିମ୍ବା “ମୁଁ ବନ୍ଦୀଥିବା ଅବସ୍ଥାରେ ଯେ ମୋ ପ୍ରତି ମୋହର ଜଣେ ପୁତ୍ର ସଦୃଶ ହେଲେ” (ଦେଖ: [[rc://en/ta/man/translate/figs-metaphor]]) PHM 1 10 nx1pfigs-metonymy ἐν τοῖς δεσμοῖς 1 in my chains ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ହିଁ ସେ ଏହି ପତ୍ର ଲେଖୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ବନ୍ଦୀଥିବା ସମୟରେ ... ମୁଁ ଏବେ ବନ୍ଦୀଥିବା ସମୟରେ” (ଦେଖ: [[rc://en/ta/man/translate/figs-metonymy]]) PHM 1 12 t1kp ὃν ἀνέπεμψά σοι 1 I have sent him back to you ପାଉଲ ସମ୍ଭବତଃ ଅନୀସିମଙ୍କ ସହିତ ଆଉ ଜଣେ ବିଶ୍ବାସୀଙ୍କୁ ଏହି ପତ୍ର ଦେଇ ପଠାଉଛନ୍ତି I PHM 1 12 h9qvfigs-metonymy τοῦτ’ ἔστιν τὰ ἐμὰ σπλάγχνα 1 who is my very heart ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଆବେଗକୁ ବୁଝାଏ I “ସେ ତ ମୋହର ହୃଦୟସ୍ବରୂପ” ବାକ୍ୟାଂଶଟି ଜଣକ ପ୍ରତି ପ୍ରେମ ପ୍ରକାଶନର ଗୋଟିଏ ରୂପକ I ପାଉଲ ଏହା ଅନୀସିମଙ୍କ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯାହାଙ୍କୁ ମୁଁ ଅତି ପ୍ରିୟଭାବେ ପ୍ରେମ କରେ” (ଦେଖ: [[rc://en/ta/man/translate/figs-metonymy]] ଓ [[rc://en/ta/man/translate/figs-metaphor]]) PHM 1 13 t4xl ἵνα ὑπὲρ σοῦ μοι διακονῇ 1 so he could serve me for you ଯେପରି, ଯେହେତୁ ତୁମ୍ଭେ ଏଠାକୁ ଆସିପାରିବ ନାହିଁ, ସେ ମୋହର ସାହାଯ୍ୟ କରିପାରିବ” କିମ୍ବା “ଯେପରି ସେ ତୁମ୍ଭ ବଦଳରେ ମୋତେ ସାହାଯ୍ୟ କରିପାରିବ”
18PHM113bb3tfigs-metonymyἐν τοῖς δεσμοῖς1while I am in chainsବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ହିଁ ସେ ଏହି ପତ୍ର ଲେଖୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଏବେ ବନ୍ଦୀଥିବା ସମୟରେ” (ଦେଖ: [[rc://en/ta/man/translate/figs-metonymy]])
19PHM113iwa8figs-explicitτοῦ εὐαγγελίου1for the sake of the gospelପାଉଲ ବନ୍ଦୀ ହୋଇଥିଲେ, କାରଣ ସେ ମୁକ୍ତଭାବରେ ସୁସମାଚାର ପ୍ରଚାର କରୁଥିଲେ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ମୁଁ ସୁସମାଚାର ପ୍ରଚାର କରୁଅଛି” (ଦେଖ: [[rc://en/ta/man/translate/figs-explicit]])
20PHM114g9wpfigs-doublenegativesχωρὶς δὲ τῆς σῆς γνώμης, οὐδὲν ἠθέλησα ποιῆσαι1But I did not want to do anything without your consentବିପରୀତ ବିଷୟଟିକୁ ବୁଝାଇବାକୁ ପାଉଲ ଗୋଟିଏ ଯୁଗ୍ମ ନକାରାତ୍ମକ ବିଷୟ କହୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେ ସ୍ବୀକୃତି ଦେଲେ ଯାଇ ମୁଁ ତାହାଙ୍କୁ ମୋ ପାଖରେ ରଖିବାକୁ ଚାହିଁବି” (ଦେଖ: [[rc://en/ta/man/translate/figs-doublenegatives]])
21PHM114jxi7ἵνα μὴ ὡς κατὰ ἀνάγκην τὸ ἀγαθόν σου ᾖ, ἀλλὰ κατὰ ἑκούσιον1I did not want your good deed to be from necessity but from good willମୁଁ ତୁମ୍ଭକୁ ଆଜ୍ଞା ଦେଉଅଛି ବୋଲି ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କରିବା ମୁଁ ଚାହୁଁନାହିଁ, କିନ୍ତୁ ତୁମ୍ଭେ ଚାହୁଁଛ ବୋଲି ତାହା କର
22PHM114ngg8ἀλλὰ κατὰ ἑκούσιον1but from good willକାରଣ ତୁମ୍ଭେ ସ୍ବଚ୍ଛନ୍ଦ ମନରେ ଠିକ୍ କାର୍ଯ୍ୟ କରିବାକୁ ମନୋନୀତ କଲ
23PHM115q1drfigs-activepassiveτάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα1Perhaps for this he was separated from you for a time, so thatଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବୋଧ ହୁଏ, ସେହି କାରଣ ନିମନ୍ତେ କିଛି ସମୟପାଇଁ ଈଶ୍ବର ଅନୀସିମଙ୍କୁ ତୁମ୍ଭଠାରୁ ପୃଥକ୍ କଲେ, ଯେପରି” (ଦେଖ: [[rc://en/ta/man/translate/figs-activepassive]])
24PHM115fp5vπρὸς ὥραν1for a timeଏହି ସମୟରେ
25PHM116l3e4ὑπὲρ δοῦλον1better than a slaveଜଣେ କ୍ରୀତଦାସଠାରୁ ଅଧିକ ବହୁମୂଲ୍ୟ
26PHM116f8tzἀδελφὸν ἀγαπητόν1a beloved brotherଜଣେ ପ୍ରିୟ ଭାଇ କିମ୍ବା “ଖ୍ରୀଷ୍ଟରେ ଜଣେ ବହୁମୂଲ୍ୟ ଭାଇ”
27PHM116f38vπόσῳ δὲ μᾶλλον σοὶ1much more so to youସେ ତୁମ୍ଭ ପ୍ରତି ଆହୁରି ଉପକାରୀ
28PHM116yub9figs-metaphorκαὶ ἐν σαρκὶ1in both the fleshଉଭୟ ଜଣେ ଲୋକ ଭାବରେ I ପାଉଲ ଅନୀସିମଙ୍କୁ ଜଣେ ବିଶ୍ବସ୍ତ ସେବକ ଭାବରେ ଉଲ୍ଲେଖ କରୁଛନ୍ତି I (ଦେଖ: [[rc://en/ta/man/translate/figs-metaphor]]) PHM 1 16 scj1 ἐν Κυρίῳ 1 in the Lord ପ୍ରଭୁଙ୍କଠାରେ ଜଣେ ଭାଇ ଭାବରେ କିମ୍ବା “ଯେହେତୁ ସେ ପ୍ରଭୁଙ୍କର ଅଟେ”
29PHM117e1j2εἰ ... με ἔχεις κοινωνόν1if you have me as a partnerଯଦି ତୁମ୍ଭେ ମୋତେ ଖ୍ରୀଷ୍ଟଙ୍କର ଜଣେ ସହକର୍ମୀ ବୋଲି ଭାବୁଅଛ
30PHM118u5m1τοῦτο ἐμοὶ ἐλλόγα1charge that to meକହିବାକୁ ଚାହୁଁଛି ଯେ ମୁଁ ହିଁ ତୁମ୍ଭଠାରେ ୠଣୀ
31PHM119wb53ἐγὼ Παῦλος ἔγραψα τῇ ἐμῇ χειρί1I, Paul, write this with my own handମୁଁ, ପାଉଲ, ନିଜେ ଏହା ଲେଖୁଅଛି I ପାଉଲ ଏହି ଅଂଶକୁ ନିଜ ହାତରେ ଲେଖିଥିଲେ, ଯେପରି ଫିଲୀମୋନ ଜାଣିବେ ଯେ ସେହି ସବୁ ବାକ୍ୟଗୁଡିକ ପ୍ରକୃତରେ ପାଉଲଙ୍କଠାରୁ ଆସିଅଛି I ପାଉଲ ପ୍ରକୃତରେ ତାହାଙ୍କୁ ପରିଶୋଧ କରିବେ I PHM 1 19 gn6cfigs-irony ἵνα μὴ λέγω σοι 1 not to mention ମୁଁ ତୁମ୍ଭକୁ ସ୍ମରଣ କରାଇବା ଆବଶ୍ୟକ ନାହିଁ କିମ୍ବା “ତୁମ୍ଭେ ଜାଣିସାରିଅଛ I” ପାଉଲ କହୁଛନ୍ତି ଯେ ସେ ଏହା ଫିଲୀମୋନଙ୍କୁ କହିବା ଆବଶ୍ୟକ ନାହିଁ, କିନ୍ତୁ ତେବେ ବି ତାଙ୍କୁ କହୁଛନ୍ତି I ଏହା ପାଉଲ ତାହାଙ୍କୁ କହୁଥିବା ସତ୍ୟତାକୁ ଗୁରୁତ୍ବ ଦେଉଛି I (ଦେଖ: [[rc://en/ta/man/translate/figs-irony]]) PHM 1 19 st7efigs-explicit σεαυτόν μοι προσοφείλεις 1 you owe me your own self ତୁମ୍ଭେ ମୋ ନିକଟରେ ତୁମ୍ଭ ନିଜ ଜୀବନପାଇଁ ୠଣୀ ଅଟ I ପାଉଲ ସୂଚାଇ ଦେଉଛନ୍ତି ଯେ ଫିଲୀମୋନ ଏହା କହିବା ଉଚିତ ନୁହଁ ଯେ ଅନୀସିମ କିମ୍ବା ପାଉଲ ତାଙ୍କ ନିକଟରେ କୌଣସି ବିଷୟପାଇଁ ୠଣୀ, କାରଣ ଫିଲୀମୋନ ପାଉଲଙ୍କ ନିକଟରେ ଆହୁରି ଅଧିକ ୠଣୀ I ଫିଲୀମୋନ ପାଉଲଙ୍କ ନିକଟରେ ନିଜ ଜୀବନପାଇଁ ୠଣୀଥିବାର ବିଷୟ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋ ନିକଟରେ ଅଧିକ ୠଣୀ, କାରଣ ମୁଁ ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” କିମ୍ବା “ତୁମ୍ଭେ ମୋ ନିକଟରେ ତୁମ୍ଭ ଜୀବନର ୠଣୀ ଅଟ, କାରଣ ମୁଁ ତୁମ୍ଭକୁ ଯାହା କହିଲି, ତାହା ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” (ଦେଖ: [[rc://en/ta/man/translate/figs-explicit]]) PHM 1 20 j8lhfigs-metaphor ἀνάπαυσόν μου τὰ σπλάγχνα ἐν Χριστῷ 1 refresh my heart in Christ ଏଠାରେ “ଆଶ୍ବାସ” ସାନ୍ତ୍ବନା ଓ ଉତ୍ସାହ ନିମନ୍ତେ ଗୋଟିଏ ରୂପକ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରର ଅନୁଭୂତି, ଭାବନା ଓ ଆନ୍ତରିକ ପୁରୁଷ ନିମନ୍ତେ ଗୋଟିଏ ରୂପକ I ପାଉଲ ତାହାଙ୍କର ହୃଦୟକୁ ଫିଲୀମୋନ ଆଶ୍ବାସ କରନ୍ତୁ ବୋଲି ଚାହୁଁଥିବା ବିଷୟକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଆନୁବାଦ: “ଖ୍ରୀଷ୍ଟଙ୍କଠାରେ ମୋତେ ଉତ୍ସାହିତ କର” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋତେ ସାନ୍ତ୍ବନା ଦିଅ” କିଅବା “ଦୟାକରି ଅନୀସିମଙ୍କୁ ଗ୍ରହଣକରି ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ବାସ ଦିଅ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-metonymy]] ଓ [[rc://en/ta/man/translate/figs-explicit]]) PHM 1 21 am1efigs-you 0 General Information: ଏଠାରେ “ତୁମ୍ଭର” ଓ “ତୁମ୍ଭେ” ଶବ୍ଦଗୁଡିକ ବହୁବଚନ ଥାଇ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-you]]) PHM 1 21 xpn6 0 Connecting Statement: ପାଉଲ ଆପଣା ପତ୍ରକୁ ସମାପ୍ତକରି ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ମଣ୍ଡଳୀର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରୁଛନ୍ତି I PHM 1 21 g6fx πεποιθὼς τῇ ὑπακοῇ σου 1 Confident about your obedience କାରଣ ମୁଁ ନିଶ୍ଚିତ ଯେ ମୁଁ ଯାହା ବିନତି କରୁଅଛି, ତାହା ତୁମ୍ଭେ କରିବ
32PHM122bx62ἅμα1At the same timeମଧ୍ୟ
33PHM122akw1καὶ ἑτοίμαζέ μοι ξενίαν1prepare a guest room for meତୁମ୍ଭ ଗୃହରେ ମୋ ପାଇଁ ଗୋଟିଏ କୋଠରୀ ପ୍ରସ୍ତୁତ ରଖା I ପାଉଲ ଫିଲୀମୋନଙ୍କୁ ତାହାଙ୍କପାଇଁ ଏହା କରିବାକୁ ବିନତି କରୁଛନ୍ତି I PHM 1 22 ctr4 χαρισθήσομαι ὑμῖν 1 I will be given back to you ଯେଉଁମାନେ ମୋତେ ବନ୍ଦୀରେ ରଖିଛନ୍ତି, ସେମାନେ ମୋତେ ମୁକ୍ତ କରିବେ, ଯେପରି ମୁଁ ତୁମ୍ଭ ପାଖକୁ ଯାଇପାରିବି I
34PHM123x2d8translate-namesἘπαφρᾶς1Epaphrasଏ ଜଣେ ସହବିଶ୍ବାସୀ ଓ ପାଉଲଙ୍କ ସହ ଜଣେ ବନ୍ଦୀ ଅଟନ୍ତି I (ଦେଖ: [[rc://en/ta/man/translate/translate-names]])
35PHM123khx1ὁ συναιχμάλωτός μου ἐν Χριστῷ Ἰησοῦ1my fellow prisoner in Christ Jesusଯେ ମୋ ସହିତ ବନ୍ଦୀହୋଇ ଅଛନ୍ତି, କାରଣ ସେ ଖ୍ରୀଷ୍ଟ ଯୀଶୁଙ୍କର ସେବା କରନ୍ତି
36PHM124si6pΜᾶρκος, Ἀρίσταρχος, Δημᾶς, Λουκᾶς, οἱ συνεργοί μου1So do Mark, Aristarchus, Demas, and Luke, my fellow workersମୋହର ସହକର୍ମୀ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି
37PHM124i5gctranslate-namesΜᾶρκος, Ἀρίσταρχος, Δημᾶς, Λουκᾶς1Mark ... Aristarchus ... Demas ... Lukeଏସବୁ ପୁରୁଷ ବ୍ୟକ୍ତିମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]])
38PHM124gf6eοἱ συνεργοί μου1my fellow workersଯେଉଁ ଲୋକମାନେ ମୋ ସହିତ କାର୍ଯ୍ୟ କରୁଛନ୍ତି କିମ୍ବା “ଯେଉଁ ସମସ୍ତେ ମୋ ସହିତ କାର୍ଯ୍ୟ କରୁଛନ୍ତି I”
39PHM125gq7pfigs-youἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν1May the grace of our Lord Jesus Christ be with your spiritଏଠାରେ “ତୁମ୍ଭମାନଙ୍କ” ଶବ୍ଦ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ସମସ୍ତଙ୍କୁ ବୁଝାଏ I “ତୁମ୍ଭମାନଙ୍କ ଆତ୍ମା” ଶବ୍ଦଗୁଡିକ ଗୋଟିଏ ରୂପକ ଓ ତାହା ନିଜେ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟା କରନ୍ତୁ” (ଦେଖ: [[rc://en/ta/man/translate/figs-you]] ଓ [[rc://en/ta/man/translate/figs-synecdoche]])