60 KiB
60 KiB
1 | Book | Chapter | Verse | ID | SupportReference | OrigQuote | Occurrence | GLQuote | OccurrenceNote |

2 | JUD | front | intro | xh5n | 0 | # ଯିହୂଦାର ପରିଚୟ

## ଭାଗ 1: ସାଧାରଣ ପରିଚୟ

### ଯିହୂଦା ପୁସ୍ରତକ ରୂପରେଖା

1. ପରିଚୟ (୧:୧-୨)
2. ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ଚେତାବନୀ (୧:୩–୪)
3. ପୁରାତନ ନିୟମର ଉଦାହରଣ ସହ ମିଥ୍ୟା ଶିକ୍ଷକମାନଙ୍କର ତୁଳନା (୧: ୫-୧୬)
4. ଧାର୍ମିକ ଜୀବନଯାପନ କରିବା ପାଇଁ ଉପଦେଶ (୧:୧୭–୨୩)
5. ଈଶ୍ଵରଙ୍କୁ ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକ କିଏ ଲେଖିଛନ୍ତି?

ଲେଖକ ନିଜକୁ ଯାକୁବଙ୍କ ଭାଇ ଯିହୂଦା ବୋଲି ଦର୍ଶାନ୍ତି । ଉଭୟ ଯିହୂଦା ଏବଂ ଯାକୁବ ଯୀଶୁଙ୍କ ଭାଇ ଥିଲେ । ଏହି ପତ୍ରଟି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ ।

### ଯିହୂଦା ପୁସ୍ତକ କେଉଁ ବିଷୟକୁ ଉଲ୍ଲେଖ କରେ?

ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ବିଶ୍ଵାସୀମାନଙ୍କୁ ସତର୍କ କରାଈବା ପାଇଁ ଯିହୂଦା ଏହି ପତ୍ରଟିକୁ ଲେଖିଛନ୍ତି । ଯିହୂଦା ପ୍ରାୟ ପୁରାତନ ନିୟମକୁ ବୁଝାନ୍ତି । ଯିହୂଦା ଏକ ଯିହୁଦୀ ଖ୍ରୀଷ୍ଟିୟାନ ଦଳକୁ ଏହି ପତ୍ର ଲେଖୁଥିଲେ ବୋଲି ଏହା ଦର୍ଶାଇପାରେ । ଏହି ପତ୍ର ଏବଂ ୨ ପିତରଙ୍କ ପତ୍ରରେ ସମାନ ବିଷୟବସ୍ତୁ ଦେଖିବାକୁ ମିଳେ । ସେମାନେ ଉଭୟ ଦୂତ, ସଦୋମ ଏବଂ ଗୋମୋରା ଏବଂ ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି।

### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଯିହୂଦା” ବୋଲି ଅନୁବାଦ କରିପାରିବେ । କିମ୍ବା ସେମାନେ ଏହାକୁ “ଯିହୂଦାର ପତ୍ର” କିମ୍ବା “ଯିହୂଦା ଲିଖିତ ପତ୍ର” ବୋଲି ସ୍ପଷ୍ଟଭାବେ ଅନୁବାଦ କରି ପାରିବେ । (ଦେଖନ୍ତୁ: [[rc://en/ta/man/translate/translate-names]])

## ଭାଗ ୨: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଧାରାଗୁଡ଼ିକ

### ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ?

ଯିହୂଦା ଯେଉଁମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ ସେମାନେ ବଧହୁଏ ପରବର୍ତ୍ତୀ ସମୟରେ ନାସ୍ତିକ ଭାବରେ ପରିଚିତ ହେଲେ । ଏହି ଶିକ୍ଷକମାନେ ନିଜର ଲାଭ ପାଇଁ ଶାସ୍ତ୍ରର ଶିକ୍ଷାକୁ ବିକୃତ କରିଥିଲେ। ସେମାନେ ଅନୈତିକ ଜୀବନ ଅତିବାହିତ କରୁଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଜୀବନଯାପନ କରିବାକୁ ଶିକ୍ଷା ଦେଉଥିଲେ।

## ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### “ତୁମେ” ଏକକ ବଚନ ଏବଂ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦ ଯିହୂଦାଙ୍କୁ ବୁଝାଏ । ଆହୁରି, “ତୁମେ” ଶବ୍ଦ ମଧ୍ୟ ସର୍ବଦା ବହୁବଚନ ଅଟେ ଏବଂ ଯିହୂଦାର ପାଠକମାନଙ୍କୁ ବୁଝାଏ । (ଦେଖନ୍ତୁ: @ ଏବଂ @)

### ୨ ପିତରଙ୍କ ପୁସ୍ତକର ମୁଖ୍ୟ ସମସ୍ୟାଗୁଡ଼ିକ କ’ଣ କ’ଣ ଅଟେ?

ନିମ୍ନଲିଖିତ ପଦଗୁଡ଼ିକ ପାଇଁ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳେ । ULT ପାଠ ଯାହା ଅଧିକାଂଶ ପଣ୍ଡିତମାନେ ମୂଳ ପାଠ ବୋଲି ବିବେଚନା କରନ୍ତି ଏହାକୁ ଅନୁସରଣ କରେ ଏବଂ ଅନ୍ୟ ପାଠକୁ ଏକ ପାଦଟୀକାରେ ଉଲ୍ଲେଖ କରେ । ଯଦି ବାଇବେଲର ଏକ ଅନୁବାଦ ଏହି ଅଞ୍ଚଳରେ ମୁଖ୍ୟ ଭାଷାରେ ଉପଲବ୍ଧଅଛି, ଅନୁବାଦକମାନେ ସେହି ସଂସ୍କରଣରେ ଉଲ୍ଲେଖଥିବା ଥିବା ପଠନକୁ ବ୍ୟବହାର କରିପାରନ୍ତି । ଯଦି ଉପଲବ୍ଧ ନୁହେଁ, ଅନୁବାଦକଗଣ ULT କୁ ଅନୁସରଣ କରିପାରିବେ ।

* “ଯେ ଯୀଶୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କରି” [(ପ.୫)](../୦୧/୦୫.md)। କେତେକ ପ୍ରାଚୀନ ପାଣ୍ଡୁଲିପିରେ “ଯେ ପ୍ରଭୁ, ଏକ ଲୋକଦଳକୁ ମିସର ଦେଶରୁ ଉଦ୍ଧାର କରି।”

(ଦେଖନ୍ତୁ: [[rc://en/ta/man/translate/translate-textvariants]]) | |||
3 | JUD | 1 | 1 | ek3q | figs-you | 0 | General Information: | ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପ୍ରଥମେ ସେମାନଙ୍କର ନାମକୁ ଉଲ୍ଲେଖ କରନ୍ତି, ଏବଂ ସେମାନେ ତୃତୀୟ ପୁରୁଷରେ ନିଜକୁ ସୂଚାନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଆପଣ ପ୍ରଥମ ପୁରୁଷବାଚକ ଶବ୍ଦକୁ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷାରେ ଏକ ପତ୍ରରର ଲେଖକକୁ ପରିଚିତ କରାଇବାର ଏକ ନିର୍ଦ୍ଦିଷ୍ଟ ଉପାୟ ଅଛି, ତେବେ ଆପଣ ମଧ୍ୟ ଏହାକୁ ଏଠାରେ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ମୁଁ, ଯିହୂଦା, ଏହି ପତ୍ରକୁ ଲେଖୁଅଛି” କିମ୍ବା “ଯିହୂଦା ଠାରୁ” (ଦେଖନ୍ତୁ: [[rc://or/ta/man/translate/figs-you]]) | |
4 | JUD | 1 | 1 | npc3 | translate-names | Ἰούδας, Ἰησοῦ Χριστοῦ δοῦλος | 1 | Jude, a servant of | **ଯିହୂଦା** ଜଣେ ପୁରୁଷ ତଥା ଯାକୁବଙ୍କ ଭାଇଙ୍କର ନାମ ଅଟେ । ଯିହୂଦାର ପରିଚୟର ଭାଗ ୧ ରେ ତାଙ୍କ ବିଷୟରେ ସୂଚନା ଦେଖନ୍ତୁ ।(ଦେଖନ୍ତୁ: [[rc://or/ta/man/translate/translate-names]]) |
5 | JUD | 1 | 1 | m3v1 | ἀδελφὸς ... Ἰακώβου | 1 | brother of James | **ଯାକୁବ** ଏବଂ ଯିହୂଦା ଯୀଶୁଙ୍କ ଭାଇ ଥିଲେ । ଯୋଷେଫ ସେମାନଙ୍କର ଶାରୀରିକ ପିତା ଥିଲେ, କିନ୍ତୁ ସେ ଯୀଶୁଙ୍କ ଶାରୀରିକ ପିତା ନଥିଲେ ।ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାକୁବଙ୍କ ଭାଇ, ଉଭୟ ଯୀଶୁଙ୍କ ଭାଇ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) | |
6 | JUD | 1 | 2 | r5ae | figs-abstractnouns | ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη | 1 | May mercy and peace and love be multiplied to you | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଦୟା**, **ଶାନ୍ତି**, ଏବଂ **ପ୍ରେମ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଈଶ୍ଵର ଆପଣା ଦୟାଳୁ କର୍ମକୁ ତୁମ୍ଭମାନଙ୍କ ପ୍ରତି ପ୍ରଚୁରଭାବେ ବାର୍ତ୍ତାନ୍ତୁ ଏବଂ ତୁମ୍ଭମାନଙ୍କୁ ପ୍ରଚୁରଭାବେ ଶାନ୍ତିପୂର୍ଣ୍ଣ ଆତ୍ମା ଦିଅନ୍ତୁ ଏବଂ ତୁମକୁ ଅଧିକରୁ ଅଧିକ ପ୍ରେମ କରନ୍ତୁ” (ଦେଖନ୍ତୁ: [[rc://or/ta/man/translate/figs-abstractnouns]]) |
7 | JUD | 1 | 3 | kjk6 | figs-inclusive | 0 | General Information: | ଏଠାରେ, **ଆମ୍ଭମାନଙ୍କର** ଯିହୂଦା ଏବଂ ତାଙ୍କ ପାଠକ ତଥା ସହ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ: [[rc://or/ta/man/translate/figs-inclusive]]) | |
8 | JUD | 1 | 3 | yfa8 | 0 | Connecting Statement: | ଏହି ବାକ୍ୟାଂଶ ନିମ୍ନଲିଖିତ ବିଷୟଗୁଡ଼ିକୁ ବୁଝାଇପାରେ: (୧) ଯିହୂଦା ଏହି ପତ୍ରର ବିଷୟଠାରୁ ଭିନ୍ନ କିଛି ବିଷୟକୁ ଉଲ୍ଲେଖ କରିବାକୁ ଇଚ୍ଛା କରିଥିଲେ । ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭମାନଙ୍କ ନିକଟକୁ ଲେଖିବାକୁ ବିଶେଷ ଯତ୍ନଶୀଳ ହୁଏ” (୨) ଯିହୂଦା ଲେଖୁଥିବା ସମୟକୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିକଟକୁ ଲେଖିବାକୁ ବିଶେଷ ଯତ୍ନଶୀଳ ହେବା ସମୟରେ” | ||
9 | JUD | 1 | 3 | mi3w | τῆς κοινῆς ἡμῶν σωτηρίας | 1 | our common salvation | ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପରିତ୍ରାଣ ସମ୍ବନ୍ଧରେ”

10 | JUD | 1 | 3 | si1u | ἀνάγκην ἔσχον γράψαι | 1 | I had to write | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଆବଶ୍ୟକତା** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋତେ ଲେଖିବା ଆବଶ୍ୟକ ଥିଲା” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) | |
11 | JUD | 1 | 3 | yyf4 | παρακαλῶν ἐπαγωνίζεσθαι τῇ ... πίστει | 1 | to exhort you to struggle earnestly for the faith | ଏହା ଏକ ଉଦ୍ଦେଶ୍ୟମୁଳକ ବାକ୍ୟାଂଶ ଅଟେ । ଯେଉଁ ଉଦ୍ଦେଶ୍ୟରେ ଯିହୂଦା ଏହି ପତ୍ରକୁ ଲେଖିଛନ୍ତି ତାହା ସେ ଏଠାରେ ଉଲ୍ଲେଖ କରନ୍ତି । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟମୁଳକ ବାକ୍ୟାଂଶ ନିମନ୍ତେ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ
। ବିକଳ୍ପ ଅନୁବାଦ (ପୂର୍ବର କମା ବ୍ୟବହାର ନ କରି): “ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଚେଷ୍ଟା କରିବାକୁ ଉତ୍ସାହିତ କରିବା ନିମନ୍ତେ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]]) | |
12 | JUD | 1 | 3 | j67u | ἅπαξ | 1 | once for all | ଏଠାରେ, **ସମସ୍ତଙ୍କ ପାଇଁ ଏକାଥରକେ** ବାକ୍ୟାଂଶ ଏକ ଏପରି ବିଷୟକୁ ପ୍ରକାଶ କରେ ଯାହା କେବଳ ଥରେ କରାଯାଇଥିଲା ଏବଂ ଆଉ କେବେ ହେଁ କରାଯିବ ନାହିଁ । **ସମସ୍ତଙ୍କ ପାଇଁ** ବାକ୍ୟାଂଶର ଅର୍ଥ “ଚିରକାଳ ପାଇଁ” ଅଟେ । ଏହାର ଅର୍ଥ “ସମସ୍ତ ଲୋକମାନଙ୍କ ପାଇଁ” ନୁହେଁ

13 | JUD | 1 | 4 | v94i | παρεισέδυσαν γάρ τινες ἄνθρωποι | 1 | For certain men have slipped in secretly among you | ବିକଳ୍ପ ଅନୁବାଦ: “କେତେକ ଲୋକ ଗୁପ୍ତରେ ପ୍ରବେଶ କରିଅଛନ୍ତି” କିମ୍ବା “କେତେକ ଲୋକ ନିଜ ପ୍ରତି ଧ୍ୟାନ ନ ଦେଇ ପ୍ରବେଶ
କରିଛନ୍ତି” | |
14 | JUD | 1 | 4 | wwz3 | figs-activepassive | οἱ ... προγεγραμμένοι εἰς ... τὸ κρίμα | 1 | men who were marked out for condemnation | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ପ୍ରକାଶ କରିପାରିବେ ଏବଂ କାର୍ଯ୍ୟରେ କିଏ ଅନ୍ତର୍ଭୁକ୍ତ ଅଛି ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନଙ୍କୁ ଈଶ୍ଵର ଏହି ଦଣ୍ଡ ପାଇଁ
ବହୁ ପୂର୍ବରୁ ନିଯୁକ୍ତ କରିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]]) |
15 | JUD | 1 | 4 | c642 | figs-metaphor | τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν | 1 | who have changed the grace of our God into sensuality | ଏଠାରେ, ଈଶ୍ଵରଙ୍କ **ଅନୁଗ୍ରହ** ସାଙ୍କେତିକ ଭାବରେ ଉଲ୍ଲେଖ କରାଯାଇଛି ଯେପରି ଏହା ଏକ ବସ୍ତୁ ଅଟେ ଯାହାକୁ ପାପପୂର୍ଣ୍ଣ ଅବସ୍ଥାରେ ପରିବର୍ତ୍ତନ କରାଯାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିଶ୍ଵାସୀମାନେ ଯୌନ କାମୁକତାରେ ଲିପ୍ତ ରହିପାରିବେ କାରଣ ଈଶ୍ଵରଙ୍କ ଅନୁଗ୍ରହ ଏହା କରିବାକୁ ଅନୁମତି ପ୍ରଦାନ କରେ ବୋଲି ମିଥ୍ୟା ଶିକ୍ଷକମାନେ ଶିକ୍ଷା ଦେଉଥିଲେ । ପାଉଲ ରୋମୀୟ ୬:୧-୨ “ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ଆମ୍ଭେମାନେ ରହିଥିବା? ତାହା କେବେ ହେଁ ନ ହେଉ!” କୁ ଲେଖିଥିବା ସମୟରେ ଏହି ପ୍ରକାରର ମିଥ୍ୟା ଶିକ୍ଷା ବିଷୟରେ ଉଲ୍ଲେଖ କରି କରିଥିଲେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହ କାମୁକତାରେ ଲିପ୍ତ ରହିବାକୁ ଅନୁମତି ଦିଏ ବୋଲି ଶିକ୍ଷା ଦେଇ” (ଦେଖନ୍ତୁ: [[rc://or/ta/man/translate/figs-metaphor]]) |
16 | JUD | 1 | 4 | ws1b | τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι | 1 | deny our only Master and Lord, Jesus Christ | ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର କର୍ତ୍ତା ଓ ପ୍ରଭୁ ନୁହଁନ୍ତି ବୋଲି ଶିକ୍ଷା ଦିଅନ୍ତି” | |
17 | JUD | 1 | 5 | fa5e | 0 | Connecting Statement: | ଏଠାରେ, **ସମସ୍ତ ବିଷୟ** ବିଶେଷ ଭାବରେ ସେହି ସମସ୍ତ ବିଷୟକୁ ବୁଝାଏ ଯାହା ଯିହୂଦା ତାହାଙ୍କ ପାଠକମାନଙ୍କୁ ଏଠାରେ ସ୍ମରଣ କରାନ୍ତି । ଏଠାରେ ଥିବା ସମସ୍ତ ବିଷୟ ଈଶ୍ଵରଙ୍କ ବିଷୟରେ କିମ୍ବା ସମସ୍ତ ବିଷୟରେ ବୁଝାଏ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଏହି ସମସ୍ତ ବିଷୟ ଯାହା ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଏ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) | ||
18 | JUD | 1 | 5 | f4mm | Ἰησοῦς λαὸν ἐκ γῆς Αἰγύπτου σώσας | 1 | Jesus saved a people out of the land of Egypt | ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ “ଲୋକେ ଉଦ୍ଧାର ହେଲେ” ବୋଲି ସ୍ପଷ୍ଟ ଭାବରେ
ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଇସ୍ରାଏଲର ଲୋକମାନଙ୍କୁ ମିସର ଦେଶରୁ ଉଦ୍ଧାର କରି” କିମ୍ବା “ଇସ୍ରାଏଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରି” (ଦେଖନ୍ତୁ: [[rc://en/ta/man/translate/figs-explicit]]) | |
19 | JUD | 1 | 6 | pt1k | τὴν ἑαυτῶν ἀρχὴν | 1 | their own position of authority | ଏଠାରେ, **ବାସସ୍ଥାନ** ଭାବରେ ଅନୁବାଦିତ ଶବ୍ଦଟି ଏକ ବ୍ୟକ୍ତିର ପ୍ରଭାବ କ୍ଷେତ୍ରକୁ କିମ୍ବା ଯେଉଁଠାରେ ଅଧିକାର ଅଛି ସେହି ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଛିତ ଅଧିକାର କ୍ଷେତ୍ର” କିମ୍ବା “ସେମାନଙ୍କର ନିଜସ୍ୱ ଅଧିକାର” | |
20 | JUD | 1 | 6 | s3cn | δεσμοῖς ἀϊδίοις ὑπὸ ζόφον τετήρηκεν | 1 | God has kept them in everlasting chains, in utter darkness | ଏଠାରେ, **ବାସସ୍ଥାନ** ଭାବରେ ଅନୁବାଦିତ ଶବ୍ଦଟି ଏକ ବ୍ୟକ୍ତିର ପ୍ରଭାବ କ୍ଷେତ୍ରକୁ କିମ୍ବା ଯେଉଁଠାରେ ଅଧିକାର ଅଛି ସେହି ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଛିତ ଅଧିକାର କ୍ଷେତ୍ର” କିମ୍ବା “ସେମାନଙ୍କର ନିଜସ୍ୱ ଅଧିକାର”
[[rc://en/ta/man/translate/writing-pronouns]]) | |
21 | JUD | 1 | 6 | s1j9 | figs-metonymy | ζόφον | 1 | utter darkness | ଏଠାରେ, **ଅନ୍ଧକାରମୟ** ଏକ ଉପନାମ ଅଟେ ଯାହା ମୃତ କିମ୍ବା ନର୍କର ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ନର୍କର ପୂର୍ଣ୍ଣ ଅନ୍ଧକାରରେ” (ଦେଖନ୍ତୁ: [[rc://or/ta/man/translate/figs-metonymy]]) |
22 | JUD | 1 | 6 | ccz6 | μεγάλης ἡμέρας | 1 | the great day | ଏଠାରେ, **ମହା ଦିନ** “ପ୍ରଭୁଙ୍କ ଦିନ” କୁ ବୁଝାଏ ଯାହା ଈଶ୍ଵର ସମସ୍ତଙ୍କର ବିଚାର କରିବାକୁ, ଏବଂ ଯୀଶୁ ପୃଥିବୀକୁ ଫେରି ଆସିବାକୁ ବୁଝାଏ । (ଦେଖନ୍ତୁ: [[rc://en/tw/dict/bible/kt/dayofthelord]]) ଯଦି ଏହା ଆପଣଙ୍କ ପାଠକମାନଙ୍କ
ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ମହାନ ଦିନ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) | |
23 | JUD | 1 | 7 | yn36 | figs-metonymy | αἱ περὶ αὐτὰς πόλεις | 1 | the cities around them | ଏଠାରେ, **ସଦୋମ**, **ଗମୋରା**, ଏବଂ **ନଗରଗୁଡ଼ିକ** ସେହି ନଗର ଗୁଡ଼ିକରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ
। ବିକଳ୍ପ ଅନୁବାଦ: “ସେହି ଅଞ୍ଚଳରେ ଥିବା ଲୋକମାନେ” (ଦେଖନ୍ତୁ: [[rc://or/ta/man/translate/figs-metonymy]]) |
24 | JUD | 1 | 7 | r3e9 | τὸν ὅμοιον τρόπον τούτοις ἐκπορνεύσασαι | 1 | also indulged themselves | ଏଠାରେ, **ଏହି** ପୂର୍ବ ପଦରେ ଉଲ୍ଲେଖ କରାଯାଇଥିବା ଦୂତମାନଙ୍କୁ ବୁଝାଏ । ସଦୋମ ଏବଂ ଗୋମୋରାର ଯୌନଗତ ପାପଗୁଡ଼ିକ ଦୂତମାନଙ୍କ ମନ୍ଦ ମାର୍ଗ ପରି ସମାନ ପ୍ରକାରର ବିଦ୍ରୋହର ଫଳାଫଳ ଥିଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ଏହି ଦୁଷ୍ଟ ଦୂତମାନଙ୍କ ପରି ଯୌନଗତ ପାପ କରି” (ଦେଖନ୍ତୁ: [[rc://en/ta/man/translate/writing-pronouns]]) | |
25 | JUD | 1 | 7 | pi4t | δεῖγμα ... δίκην ὑπέχουσαι | 1 | as examples of those who suffer the punishment | ସଦୋମ ଏବଂ ଗୋମୋରାର ଲୋକମାନଙ୍କର ବିନାଶ ଏକ **ଉଦାହରଣ** ଅଟେ ଯାହା ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଲୋକମାନଙ୍କ ସହ ଘଟିଥିଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ସେମାନଙ୍କ ଉଦାହରଣ ଭାବରେ ଉଲ୍ଲେଖିତ” (ଦେଖନ୍ତୁ: [[rc://en/ta/man/translate/figs-explicit]]) | |
26 | JUD | 1 | 8 | ujs2 | οὗτοι ἐνυπνιαζόμενοι | 1 | these dreamers | ଏଠାରେ, **ଏହିମାନେ** ଶବ୍ଦ ପଦ [୪](../୦୧/୦୪.md) ରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକ ଯେଉଁମାନେ ସ୍ୱପ୍ନ ଦେଖନ୍ତି”(ଦେଖନ୍ତୁ: [[rc://en/ta/man/translate/writing-pronouns]]) | |
27 | JUD | 1 | 8 | ez4l | figs-metaphor | σάρκα μὲν μιαίνουσιν | 1 | pollute their bodies | ଏଠାରେ, **ଶରୀର** ଏହି ମିଥ୍ୟା ଶିକ୍ଷକମାନଙ୍କ ଶରୀରକୁ ବୁଝାଏ । ପାଉଲ ଏହି ଧାରଣା ସହ ସହମତ ଥିଲେ ଯେବେ ସେ ୧ କରିନ୍ଥୀୟ: ୧୮:୧ ରେ ଯୌନ ବ୍ୟଭିଚାର ନିଜ ଶରୀର ବିରୁଦ୍ଧରେ ପାପ ଅଟେ ବୋଲି ଉଲ୍ଲେଖ କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଅପର ପକ୍ଷରେ ସେମାନଙ୍କ ଶରୀରକୁ ଅପବିତ୍ର କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]]) |
28 | JUD | 1 | 8 | e73k | βλασφημοῦσιν | 1 | say slanderous things | ||
29 | JUD | 1 | 8 | pn3j | δόξας | 1 | glorious ones | ଏଠାରେ, **ଅଲୌକିକ** ଆତ୍ମିକ ପ୍ରାଣୀମାନଙ୍କୁ ବୁଝାଏ, ଯେପରିକି ଦୂତଗଣ । ବିକଳ୍ପ ଅନୁବାଦ: “ଅଲୌକିକ ଆତ୍ମିକ ପ୍ରାଣୀ” | |
30 | JUD | 1 | 9 | rmg9 | 0 | General Information: | |||
31 | JUD | 1 | 9 | uzj1 | οὐκ ἐτόλμησεν ... ἐπενεγκεῖν | 1 | did not dare to bring | ଏଠାରେ ଯିହୂଦା ସାଙ୍କେତିକ ଭାବରେ **ବିଚାର** ବିଷୟରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ବସ୍ତୁ ଅଟେ ଯାହା କେହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆଣିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବିରୁଦ୍ଧରେ ଅପବାଦର ବିଚାର କରିବାକୁ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) | |
32 | JUD | 1 | 9 | kib4 | κρίσιν ... βλασφημίας | 1 | a slanderous judgment | ||
33 | JUD | 1 | 9 | v9fh | κρίσιν ἐπενεγκεῖν βλασφημίας | 1 | bring a slanderous judgment against | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁନବାଚକ ବିଶେଷ୍ୟ **ବିଚାର** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ତାଙ୍କୁ ଅପମାନିତ କରିବା ନିମନ୍ତେ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) | |
34 | JUD | 1 | 10 | h6sq | οὗτοι | 1 | these people | ଏଠାରେ, **ଏମାନେ** ପଦ [୪](../୦୧/୦୪.md) ରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” (ଦେଖନ୍ତୁ: [[rc://en/ta/man/translate/writing-pronouns]]) | |
35 | JUD | 1 | 10 | fjm5 | ὅσα μὲν οὐκ οἴδασιν | 1 | whatever they do not understand | ଏହା ନିମ୍ନଲିଖିତ ବିଷୟଗୁଡ଼ିକୁ ବୁଝାଏପାରେ: (୧) ପୂର୍ବ ପଦରେ ଉଲ୍ଲେଖ କରାଯାଇଥିବା ଆତ୍ମିକ ବିଷୟରେ ମିଥ୍ୟା ଶିକ୍ଷକମାନଙ୍କର
ଅସ୍ବୀକାରତାକୁ । ବିକଳ୍ପ ଅନୁବାଦ: “ଆତ୍ମିକ ବିଷୟ, ଯାହା ସେମାନେ ବୁଝନ୍ତି ନାହିଁ” (୨)(../୦୧/୦୮.md) ପଦରେ ଉଲ୍ଲେଖିତ ଗୌରବମୟ ବ୍ୟକ୍ତିଙ୍କ ବିଷୟରେ ମିଥ୍ୟା ଶିକ୍ଷକଙ୍କ ଅଜ୍ଞତାକୁ । ବିକଳ୍ପ ଅନୁବାଦ: “ଗୌରବମୟଙ୍କ ବିଷୟରେ, ଯାହା ସେମାନେ ବୁଝନ୍ତି ନାହିଁ” | |
36 | JUD | 1 | 11 | j3g9 | figs-metaphor | τῇ ὁδῷ τοῦ Κάϊν ἐπορεύθησαν | 1 | walked in the way of Cain | ଏଠାରେ, **ପଥରେ ଚାଲିଯାଇଅଛନ୍ତି** “ ସେହିପରି ଜୀବନଯାପନ କରିଛନ୍ତି” ପାଇଁ ଏକ ରୂପକ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରି ପାରିବେ ।
ବିକଳ୍ପ ଅନୁବାଦ: “ସେମାନେ କୟିନ ପରି ଜୀବନ ଅତିବାହିତ କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) |
37 | JUD | 1 | 12 | s4az | 0 | Connecting Statement: | |||
38 | JUD | 1 | 12 | r875 | οὗτοί εἰσιν οἱ | 1 | These are the ones | ଏଠାରେ, **ଏମାନେ** [୪](../୦୧/୦୪.md) ପଦରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” (ଦେଖନ୍ତୁ: [[rc://en/ta/man/translate/writing-pronouns]]) | |
39 | JUD | 1 | 12 | e25d | figs-metaphor | σπιλάδες | 1 | hidden reefs | ଏଠାରେ, **କଳଙ୍କ** ବୃହତ ପଥର ଅଟେ ଯାହା ସମୁଦ୍ରର ଜଳ ପୃଷ୍ଠର ଅତି ନିକଟତର ଅଟେ । ନାବିକଗଣ ସେଗୁଡ଼ିକୁ ଦେଖିପାରୁ ନ ଥିବାରୁ ସେଗୁଡ଼ିକ ଅତ୍ୟନ୍ତ ବିପଜ୍ଜନକ ଅଟନ୍ତି । ଜାହାଜଗୁଡିକ ଯଦି ଏହି ପଥରଗୁଡିକୁ ଧକ୍କା ଦିଏ ତେବେ ସହଜରେ ଜାହାଜଗୁଡିକ ନଷ୍ଟ ହୋଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସରଳ କିମ୍ବା ଅଣ-ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଗୁପ୍ତ କଳଙ୍କ ପରି ଅଟନ୍ତି” କିମ୍ବା “ଯଦିଓ ସେମାନେ ଅଦୃଶ୍ୟ, ଏହି ଲୋକମାନେ ଅତ୍ୟନ୍ତ ବିପଜ୍ଜନକ ଅଟନ୍ତି” (ଦେଖନ୍ତୁ: [rc://or/ta/man/translate/figs-metaphor]]) |
40 | JUD | 1 | 12 | zk57 | figs-metaphor | δὶς ἀποθανόντα ἐκριζωθέντα | 1 | twice dead, torn up by the roots | ଏଠାରେ, ** ଦୁଇ ଥର ମୃତ** ର ଅର୍ଥ ହୋଇପାରେ: (୧) ବୃକ୍ଷଗୁଡ଼ିକୁ ପ୍ରଥମେ ମୃତ ବୋଲି ଗଣନା କରାଯାଏ କାରଣ ସେଗୁଡ଼ିକ
ଫଳ ଉତ୍ପାଦନ କରନ୍ତି ନାହିଁ, କିନ୍ତୁ ଦ୍ୱିଇ ଥର ମୃତ କାରଣ ଫଳଶୂନ୍ୟ ହେତୁ ସେଗୁଡିକୁ ମୂଳରୁ ଉତ୍ପାଟିତ କରାଯାଏ । ବିକଳ୍ପ ଅନୁବାଦ: “ଫଳହୀନ ଏବଂ ଉତ୍ପାଟିତ ହୋଇ ଦୁଇଥର ମୃତ” (୨) ବୃକ୍ଷ, ଯାହା ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ, ଆତ୍ମିକ ଭାବରେ ମୃତ କିନ୍ତୁ ସେମାନଙ୍କୁ ଈଶ୍ଵର ହତ୍ୟା କରନ୍ତି ତେବେ ସେମାନେ ଶାରୀରିକ ଭାବରେ ମଧ୍ୟ ମୃତ ହେବେ । “ ଯେବେ ସେମାନେ ଉତ୍ପାଟିତ ସେମାନେ ଆତ୍ମିକ ଭାବରେ ମୃତ ହୋଇ ଶାରୀରିକ ଭାବରେ ମୃତ ହୁଅନ୍ତି” |
41 | JUD | 1 | 12 | t28p | figs-metaphor | ἐκριζωθέντα | 1 | torn up by the roots | ଯିହୂଦା ଏହି ମିଥ୍ୟା ଶିକ୍ଷକମାନଙ୍କ ପ୍ରତି ଈଶ୍ଵରଙ୍କ ବିଚାରକୁ ସାଙ୍କେତିକ ଭାବରେ ବୃକ୍ଷ ପରି ବର୍ଣ୍ଣନା କରନ୍ତି ଯାହା ମୂଳରୁ ଭୂମିରୁ ସମ୍ପୂର୍ଣ୍ଣରୂପେ ଉତ୍ପାଟିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରି ପାରିବେ। ବିକଳ୍ପ ଅନୁବାଦ: “ନଷ୍ଟ ହୋଇଯାଇଅଛି” (ଦେଖନ୍ତୁ: [[rc://or/ta/man/translate/figs-metaphor]]) |
42 | JUD | 1 | 13 | e4rm | figs-metaphor | κύματα ἄγρια θαλάσσης | 1 | violent waves in the sea | ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରି ସେମାନଙ୍କର ଅନିୟନ୍ତ୍ରିତ ଆଚରଣକୁ ବର୍ଣ୍ଣନା କରନ୍ତି । ସେ ସେମାନଙ୍କୁ **ସମୁଦ୍ରର ଉତ୍ତାଳ** ଭାବରେ ବର୍ଣ୍ଣନା କରନ୍ତି ଯାହା ଏକ ଅନିୟନ୍ତ୍ରିତ ଉପାୟରେ ଧକ୍କା ଦିଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଏକ ଅବୁଝା ଉପାୟରେ ଆଚରଣ କରନ୍ତି” କିମ୍ବା “ସେମାନେ ସମୁଦ୍ରର ତରଙ୍ଗ ପରି ଅନିୟନ୍ତ୍ରିତ ଅଟନ୍ତି” (ଦେଖନ୍ତୁ: [[rc://or/ta/man/translate/figs-metaphor]]) |
43 | JUD | 1 | 13 | fgr9 | figs-metaphor | ἐπαφρίζοντα τὰς ἑαυτῶν αἰσχύνας | 1 | foaming out their own shame | ଏଠାରେ ଯିହୂଦା ମିଥ୍ୟା ଶିକ୍ଷକଙ୍କ **ଲଜ୍ଜାଜନକ ଆଚରଣ** ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରି ପୂର୍ବ ବାକ୍ୟର ତରଙ୍ଗ ରୂପକକୁ ବିସ୍ତାର କରନ୍ତି ।ଯେହେତୁ ତରଙ୍ଗ କୂଳରେ ମଇଳା ଫେଣ ଛାଡିଥାଏ ଯାହାକୁ ସମସ୍ତେ ଦେଖିପାରନ୍ତି, ତେଣୁ ମିଥ୍ୟା ଶିକ୍ଷକମାନେ ଅନ୍ୟମାନଙ୍କ ଦୃଷ୍ଟିରେ ଲଜ୍ଜାଜନକ କାର୍ଯ୍ୟ କରିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ ।ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ଲଜ୍ଜାଜନକ ଆଚରଣକୁ ସମସ୍ତଙ୍କ ନିକଟରେ ପ୍ରକାଶ କରନ୍ତି” କିମ୍ବା “ସେମାନେ ଲଜ୍ଜାଜନକ ଆଚରଣକୁ ତରଙ୍ଗ ଫେଣ ପରି ଦେଖାନ୍ତି” (ଦେଖନ୍ତୁ:[[rc://or/ta/man/translate/figs-metaphor]]) |
44 | JUD | 1 | 13 | r6rj | figs-metaphor | ἀστέρες πλανῆται | 1 | They are wandering stars | ଏଠାରେ, ବାକ୍ୟ **ଭ୍ରମଣକାରୀ ତାରା** **ତାରା**ଗୁଡ଼ିକୁ ବର୍ଣ୍ଣନା କରେ ଯାହା ସେମାନଙ୍କର ସାଧାରଣ ଗତିପଥରୁ ଦୂରେଇ ଯାଇଥାଏ । ମିଥ୍ୟା ଶିକ୍ଷକମାନଙ୍କୁ ବର୍ଣ୍ଣନା କରିବା ପାଇଁ ଯିହୂଦା ଏହି ଅଭିବ୍ୟକ୍ତିକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯେଉଁମାନେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା କାର୍ଯ୍ୟ ପରିତ୍ୟାଗ କରି ଦେଇଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ,
ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ କିମ୍ବା ଏକ ସରଳ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆଉ ଧାର୍ମିକ ଭାବରେ ଜୀବନଯାପନ କରନ୍ତି ନାହିଁ” କିମ୍ବା “ତାରକା ପରି, ଯେଉଁମାନେ ସେମାନଙ୍କର ଉଚିତ ପଥରୁ ଦୂରେଇ ଯାଆନ୍ତି” (ଦେଖନ୍ତୁ[[rc://en/ta/man/translate/figs-metaphor]])

45 | JUD | 1 | 13 | djm4 | figs-metonymy | οἷς ὁ ζόφος τοῦ σκότους εἰς αἰῶνα τετήρηται | 1 | for whom the gloom of thick darkness has been reserved forever | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ପ୍ରକାଶ କରି ପାରିବେ, ଏବଂ ଆପଣ କିଏ କାର୍ଯ୍ୟ କରେ ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯାହା ପାଇଁ ଈଶ୍ଵର ଅନ୍ଧକାରକୁ ଅନନ୍ତକାଳ ପର୍ଯ୍ୟନ୍ତ ରଖିଛନ୍ତି” (ଦେଖନ୍ତୁ: [[rc://or/ta/man/translate/figs-activepassive]]) |
46 | JUD | 1 | 14 | e5wv | ἕβδομος ἀπὸ Ἀδὰμ | 1 | the seventh from Adam | ଯେହେତୁ **ଆଦମ** ମାନବଜାତିର ପ୍ରଥମ ପିଢି ଭାବରେ ବିବେଚନା କରାଯାଆନ୍ତି, ହନୋକ ସପ୍ତମ ପିଢି ଅଟନ୍ତି ।

47 | JUD | 1 | 14 | lu2y | ἰδοὺ | 1 | Look | **ଦେଖ** ଶବ୍ଦ ଜଣେ ବକ୍ତା କିମ୍ବା ଲେଖକ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଏକ ଶ୍ରୋତା କିମ୍ବା ପାଠକଙ୍କ ଧ୍ୟାନ ଆକର୍ଷଣ କାରେ। ଯଦିଓ ଏହାର ଶବ୍ଦର “ଦେଖ” କିମ୍ବା “ଦୃଷ୍ଟି କରିବା,” ଅଟେ ଯାହା ଯାକୁବ ଏହାକୁ ଏଠାରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ ଯାହା କହିବି ସେଥିପ୍ରତି ଧ୍ୟାନ ଦିଅ!” (ଦେଖନ୍ତୁ:[[rc://en/ta/man/translate/figs-metaphor]]) | |
48 | JUD | 1 | 15 | bl4q | ποιῆσαι κρίσιν κατὰ | 1 | to execute judgment on | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **ବିଚାର**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ବିଚାର କରିବାକୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) | |
49 | JUD | 1 | 16 | zs28 | γογγυσταί μεμψίμοιροι | 1 | grumblers, complainers | ଏଠାରେ ** ବଚସାକାରୀ** ଏବଂ ** ଅଭିଯୋଗକାରୀ** ଅସନ୍ତୋଷତାକୁ ପ୍ରକାଶ କରିବାର ଦୁଇଟି ଭିନ୍ନ ଉପାୟକୁ ବୁଝାଏ । **ଅଭିଯୋଗକାରୀ** ଲୋକ ଆପଣା ଆପଣା ଅଭିଯୋଗକୁ ଚୁପଚାପ୍ ପ୍ରକାଶ କରନ୍ତି, **ବଚସାକାରୀ** ସେମାନଙ୍କ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ଯେବେ ଇସ୍ରାଏଲୀୟମାନେ ମିସର ଛାଡି ମରୁଭୂମି ଦେଇ ଯାତ୍ରା କରୁଥିଲେ, ସେମାନେ ତାଙ୍କ ନେତାଙ୍କ ବିରୁଦ୍ଧରେ ଏବଂ ଈଶ୍ଵରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ତେଣୁ ଈଶ୍ଵର ଦଣ୍ଡିତ କରିଥିଲେ, ଯାହା ସ୍ପଷ୍ଟ ଭାବରେ ଯିହୂଦାଙ୍କ ସମୟରେ ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ବିକଳ୍ପ ଅନୁବାଦ: “ଏମାନେ ଚୁପଚାପ୍ ଅଭିଯୋଗ କରନ୍ତି ଏବଂ ଉଚ୍ଚ ସ୍ୱରରେ ବଚସା କରନ୍ତି” | |
50 | JUD | 1 | 16 | eaf2 | λαλεῖ ὑπέρογκα | 1 | loud boasters | ଏଠାରେ, **ବଡ଼ ବଡ଼ କଥା** ଏହି ମିଥ୍ୟା ଶିକ୍ଷକମାନଙ୍କର ଅହଂକାରୀ ବକ୍ତବ୍ୟକୁ ବୁଝାଏ । ବିକଳ୍ପ ଅନୁବାଦ: “ନିଜ ନିଜ ବିଷୟରେ ଗର୍ବ କରନ୍ତି” କିମ୍ବା “ଅହଂକାରୀ କଥା କହନ୍ତି” | |
51 | JUD | 1 | 16 | j8rh | θαυμάζοντες πρόσωπα | 1 | flatter others | ଏଠାରେ, **ମୁହଁ** ସେମାନେ ଚାଟୁକାର କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ପ୍ରଶଂସା କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]]) | |
52 | JUD | 1 | 18 | w1mx | figs-metaphor | κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν | 1 | will follow their own ungodly desires | ଏଠାରେ ଅଭ୍ୟାସଗତ ଭାବରେ କିଛି କରିବା ବିଷୟକୁ ବୁଝାଇବା ନିମନ୍ତେ ଯିହୂଦା **ଚାଳିତ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି
। ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ନିଜ ନିଜ ଅଧାର୍ମିକ ଇଚ୍ଛା ଅନୁସାରେ ବାସ କରନ୍ତି” (ଦେଖନ୍ତୁ: [[rc://or/ta/man/translate/figs-metaphor]]) |
53 | JUD | 1 | 18 | j5m4 | figs-metaphor | κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν | 1 | will follow their own ungodly desires | ଏଠାରେ, **କୁଅଭିଳାଷା** ପାପପୂର୍ଣ୍ଣ ଇଚ୍ଛାକୁ ବୁଝାଏ ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ଥାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ନିଜ ପାପପୂର୍ଣ୍ଣ ଏବଂ ଅଧାର୍ମିକ ଇଚ୍ଛା ଅନୁଯାୟୀ ବାସ କରନ୍ତି” [[rc://or/ta/man/translate/figs-metaphor]]) |
54 | JUD | 1 | 19 | r28j | οὗτοί εἰσιν | 1 | It is these | ଏଠାରେ, **ସେମାନେ** ପୂର୍ବ ପଦରେ ଯିହୂଦା ଦର୍ଶାଯାଇଥିବା ଉପହାସକାରୀମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । UST ପରି ବିକଳ୍ପ ଅନୁବାଦ: “ଏହି ଉପହାସକାରୀ” (ଦେଖନ୍ତୁ: [[rc://en/ta/man/translate/writing-pronouns]]) | |
55 | JUD | 1 | 19 | ba6u | figs-metaphor | ψυχικοί | 1 | are worldly | ଯିହୂଦା ସାଙ୍କେତିକ ଭାବରେ ମନୁଷ୍ୟର ଗୋଟିଏ ଅଂଶ ଆତ୍ମାକୁ, ଅନ୍ୟ ଅଂଶ, ଆତ୍ମା ବିରୁଦ୍ଧରେ, “ଅଆତ୍ମିକ” ଅର୍ଥରେ ବ୍ୟବହାର କରନ୍ତି । **ସାଂସାରିକମନା** ଶବ୍ଦ ଈଶ୍ଵରଙ୍କ ବାକ୍ୟ ଏବଂ ଆତ୍ମା ଅନୁଯାୟୀ ଜୀବନଯାପନ କରିବା ବଦଳରେ ସେମାନଙ୍କର ପ୍ରାକୃତିକ ପ୍ରବୃତ୍ତି ଅନୁଯାୟୀ ଜୀବନଯାପନ କରନ୍ତି । ଏହା ପ୍ରକୃତରେ ମିଥ୍ୟା ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ ବ୍ୟବହୃତ କରାଯାଇଛି । ବିକଳ୍ପ ଅନୁବାଦ: “ଅଆତ୍ମିକ” କିମ୍ବା “ସାଂସାରିକ” (ଦେଖନ୍ତୁ: [[rc://or/ta/man/translate/figs-metaphor]]) |
56 | JUD | 1 | 19 | qn4p | Πνεῦμα μὴ ἔχοντες | 1 | they do not have the Spirit | ପବିତ୍ର **ଆତ୍ମା** ଶବ୍ଦକୁ ସାଙ୍କେତିକ ଭାବରେ ଉଲ୍ଲେଖ କରାଯାଇଛି ଯେପରି ସେ ଏପରି ଏକ ବସ୍ତ୍ର ଅଟନ୍ତି ଯାହାକୁ ଲୋକମାନେ
ଧାରଣ କରିପାରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ଆତ୍ମା ସେମାନଙ୍କ ମଧ୍ୟରେ ନାହିଁ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) | |
57 | JUD | 1 | 20 | e3ga | 0 | Connecting Statement: | |||
58 | JUD | 1 | 20 | xm93 | ὑμεῖς δέ, ἀγαπητοί | 1 | But you, beloved | ଏଠାରେ, **ପ୍ରିୟମାନେ** ଶବ୍ଦ ସେହିମାନଙ୍କୁ ବୁଝାଏ ଯାହାକୁ ଯିହୂଦା ଲେଖୁଛନ୍ତି, ଯାହା ସମସ୍ତ ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । [୩](../୦୧/୦୩.md) ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀଗଣ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) | |
59 | JUD | 1 | 20 | cc68 | figs-metaphor | ἐποικοδομοῦντες ἑαυτοὺς | 1 | build yourselves up | ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ ଉପରେ ଅଧିକ ବିଶ୍ଵାସ କରିବାକୁ ସମର୍ଥ ହେବାକୁ ବୁଝାଏ ଯେପରି ଏହା ଏକ କୋଠା ନିର୍ମାଣର ପ୍ରକ୍ରିୟା ପରି ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ନିଜକୁ ଈଶ୍ଵରଙ୍କ ଉପରେ ବିଶ୍ଵାସ ସ୍ଥିର କରିବାକୁ” କିମ୍ବା “ଏକ କୋଠା ନିର୍ମାଣ କରିବା ପରି ନିଜକୁ ବିଶ୍ୱାସରେ ସ୍ଥାପନ କରିବା’” (ଦେଖନ୍ତୁ: [[rc://or/ta/man/translate/figs-metaphor]]) |
60 | JUD | 1 | 21 | zd2c | figs-metaphor | ἑαυτοὺς ἐν ἀγάπῃ Θεοῦ τηρήσατε | 1 | Keep yourselves in God's love | ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ **ପ୍ରେମ ପାଇବାକୁ** ସକ୍ଷମ ହେବା ପରି କହନ୍ତି ଯେପରି ଜଣେ ନିଜକୁ ଏକ ନିର୍ଦ୍ଦିଷ୍ଟ
ସ୍ଥାନରେ ରଖି ଏହାକୁ ପ୍ରାପ୍ତ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଗ୍ରହଣ କରିବାକୁ ନିଜକୁ ସକ୍ଷମ କର” (ଦେଖନ୍ତୁ: [[rc://or/ta/man/translate/figs-metaphor]]) |
61 | JUD | 1 | 21 | s6w6 | προσδεχόμενοι | 1 | wait for | ଏହି ବାକ୍ୟାଂଶଟି ଏହାର ପୂର୍ବବର୍ତ୍ତୀ ବାକ୍ୟାଂଶ ସହ ଉଲ୍ଲେଖିତ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁଙ୍କ ଦୟାକୁ ଅପେକ୍ଷା କରି” କିମ୍ବା “ଆମ୍ଭମାନଙ୍କ ପ୍ରଭୁଙ୍କ ଦୟା ଆଶା କରିବା ସମୟରେ” | |
62 | JUD | 1 | 21 | p3bw | figs-metonymy | τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον | 1 | the mercy of our Lord Jesus Christ that brings you eternal life | ଏଠାରେ, **ଦୟା** ଶବ୍ଦ ବୁଝାଇପାରେ: ଯେବେ ଯୀଶୁ ପୃଥିବୀକୁ ଫେରି ବିଶ୍ଵାସୀମାନଙ୍କୁ ଦୟା ଦେଖାଇବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଫେରିବା ଏବଂ ଦୟାଳୁ ହେବାକୁ” (୨) ସମସ୍ତ ବିଶ୍ଵାସୀଙ୍କ ପ୍ରତି ଯୀଶୁଙ୍କ ଦୟାକୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାଳୁ କାର୍ଯ୍ୟକୁ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) |
63 | JUD | 1 | 22 | wbr5 | οὓς ... διακρινομένους | 1 | those who doubt | ଏଠାରେ **ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି** ବାକ୍ୟାଂଶ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ମିଥ୍ୟା ଶିକ୍ଷକମାନଙ୍କ ଶିକ୍ଷାଦାନ ଏବଂ କାର୍ଯ୍ୟକଳାପ ହେତୁ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ କ’ଣ ବିଶ୍ୱାସ କରିବେ ସେ ବିଷୟରେ ଅନିଶ୍ଚିତ ଅଟନ୍ତି” | |
64 | JUD | 1 | 23 | wkj9 | figs-metaphor | ἐκ πυρὸς ἁρπάζοντες | 1 | snatching them out of the fire | ଏଠାରେ ଯିହୂଦା କେତେକ ଲୋକଙ୍କୁ ନର୍କରୁ ତୁରନ୍ତ ଉଦ୍ଧାର କରିବା ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯାହା ଲୋକମାନେ ଜଳିବା ଆରମ୍ଭ କରିବା ପୂର୍ବରୁ **ନିଆଁରୁ** ଉଦ୍ଧାର କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଭାବରେ ଅନୁବାଦ କରି ପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ
। ବିକଳ୍ପ ଅନୁବାଦ: “ସେମାନଙ୍କୁ ନର୍କର ପଥରୁ ଉଦ୍ଧାର କରିବାକୁ ଯାହା ଆବଶ୍ୟକ ତାହା କରିବା” କିମ୍ବା “ସେମାନଙ୍କୁ ବଞ୍ଚାଇବା ପାଇଁ ଯାହା କରିବା ଆବଶ୍ୟକ ତାହା କରିବା, ଯେପରି ସେମାନଙ୍କୁ ନିଆଁରୁ ସୁରକ୍ଷିତ ରଖିବା” (ଦେଖନ୍ତୁ: [[rc://or/ta/man/translate/figs-metaphor]]) |
65 | JUD | 1 | 23 | ign7 | οὓς ... ἐλεᾶτε ἐν φόβῳ | 1 | To others be merciful with fear | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଦୟା** ପଛରେ
ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଦୟା ସହକାରେ ଆଚରଣ କର” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) | |
66 | JUD | 1 | 23 | u4px | figs-hyperbole | μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα | 1 | Hate even the garment stained by the flesh | ଯିହୂଦା ଆପଣା ପାଠକମାନଙ୍କୁ ଚେତାଇବା ପାଇଁ ଅତିଶୟୋକ୍ତି ବ୍ୟବହାର କରି କହନ୍ତି ଯେ ସେମାନେ ସେହି ପାପୀମାନଙ୍କ ପରି ହୋଇପାରନ୍ତି । ବିକଳ୍ପ ଅନୁବାଦ: “ସେମାନଙ୍କର ବସ୍ତ୍ରକୁ ଛୁଇଁ ଯେପରି ସେମାନେ ପାପୀ ହୋଇପାରନ୍ତି” (ଦେଖନ୍ତୁ: [[rc://or/ta/man/translate/figs-hyperbole]]) |
67 | JUD | 1 | 24 | r3jx | 0 | Connecting Statement: | ଏଠାରେ, **ଯେ** ଈଶ୍ଵଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ନିମନ୍ତେ, ଯିଏ ତୁମ୍ଭମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ସକ୍ଷମ ଅଟନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]]) | ||
68 | JUD | 1 | 24 | w1dc | figs-metaphor | στῆσαι κατενώπιον τῆς δόξης αὐτοῦ | 1 | to cause you to stand before his glorious presence | ଏଠାରେ, **ଗୌରବ** ଏକ ଉଜ୍ଜ୍ୱଳ ଆଲୋକକୁ ବୁଝାଏ ଯାହା ଈଶ୍ଵରଙ୍କ ଉପସ୍ଥିତିକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଗୁନବାଚକ ବିଶେଷ୍ୟକୁ ଏକ ବିଶେଷଣ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ତାହାଙ୍କ ଗୌରବମୟ ଉପସ୍ଥିତିରେ ଉପସ୍ଥିତ କରିବାକୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) |
69 | JUD | 1 | 24 | gq9e | figs-metaphor | τῆς δόξης αὐτοῦ ἀμώμους ἐν | 1 | glorious presence without blemish and with | ବିଶ୍ଵାସୀମାନେ ଈଶ୍ଵରଙ୍କ ସମ୍ମୁଖରେ କିପରି ଉପସ୍ଥିତ ହେବେ ତାହାକୁ ଏହି ବାକ୍ୟାଂଶ ବର୍ଣ୍ଣନା କରେ । UST ପରି ବିକଳ୍ପ ଅନୁବାଦ: “ମହାନନ୍ଦରେ” |
70 | JUD | 1 | 25 | a3ua | μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν | 1 | to the only God our Savior through Jesus Christ our Lord | ଏଠାରେ, **ଆମ୍ଭମାନଙ୍କ ତ୍ରାଣକର୍ତ୍ତା** ଈଶ୍ଵରଙ୍କୁ ବୁଝାାଏ । ଏହା ଯୀଶୁଙ୍କୁ ବୁଝାଏ ନାହିଁ । ଏହି ବାକ୍ୟଟି ପିତା ଈଶ୍ଵର ତଥା ପୁତ୍ରକୁ ମଧ୍ୟ ତ୍ରାଣକର୍ତ୍ତା ଭାବରେ ଗୁରୁତ୍ୱ ଆରୋପ କରିଥାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏକମାତ୍ର ଈଶ୍ଵରଙ୍କୁ, ଯିଏ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଅଟନ୍ତି” | |
71 | JUD | 1 | 25 | kql5 | δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν | 1 | be glory, majesty, dominion, and power, before all time, now, and forevermore | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) | |
72 | JUD | 1 | 1 | zov5 | figs-distinguish | Ἰησοῦ Χριστοῦ δοῦλος, ἀδελφὸς δὲ Ἰακώβου | 1 | ଏହି ବାକ୍ୟାଂଶଗୁଡ଼ିକ ଯିହୂଦା ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ସେ ନିଜକୁ ଉଭୟ ଯୀଶୁ ଖ୍ରୀଷ୍ଟଙ୍କ **ଦାସ** ଏବଂ ଯାକୁବଙ୍କ
**ଭାଇ** ବୋଲି ବର୍ଣ୍ଣନା କରନ୍ତି । ଏହା ତାଙ୍କୁ ନୂତନ ନିୟମରେ ଯିହୂଦା ନାମକ ଅନ୍ୟ ଦୁଇ ଜଣଙ୍କଠାରୁ ପୃଥକ କରେ, ଯାହା ଇଂରାଜୀ ଅନୁବାଦ ସାଧାରଣତ ସେମାନଙ୍କ ନାମକୁ “ଯୁଦାସ” ଭାବରେ ଅନୁବାଦ କରି ଯିହୂଦାଠାରୁ ଭିନ୍ନ କରିଥାଏ । (ଦେଖନ୍ତୁ:
[[rc://en/ta/man/translate/figs-distinguish]]) | |
73 | JUD | 1 | 1 | p5yl | figs-123person | τοῖς…κλητοῖς | 1 | ଏହି ସଂସ୍କୃତିରେ, ନିଜର ନାମ ଉଲ୍ଲେଖ କରିବା ପରେ, ପତ୍ରର ଲେଖକମାନେ ଯାହାକୁ ପତ୍ର ଲେଖୁଛନ୍ତି, ସେହି ବ୍ୟକ୍ତିମାନଙ୍କୁ ତୃତୀୟ ପୁରୁଷରେ ଉଲ୍ଲେଖ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମନେ ଯିଏ ଆହୂତ” (ଦେଖନ୍ତୁ: [[rc://en/ta/man/translate/figs-123person]]) | |
74 | JUD | 1 | 1 | din3 | figs-explicit | τοῖς…κλητοῖς | 1 | ଏହି ଲୋକମାଣେ **ଆହୂତ** ବାକ୍ୟ ଈଶ୍ଵର ସେମାନଙ୍କୁ ଆହ୍ୱାନ କରିଛନ୍ତି ଏବଂ ଉଦ୍ଧାର କରିଛନ୍ତି ବୋଲି ବୁଝାଏ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ଆହ୍ୱାନ ଏବଂ ଉଦ୍ଧାର କରିଛନ୍ତି ସେମାନଙ୍କ ନିକଟକୁ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) |