translationCore-Create-BCS_.../en_tn_66-JUD.tsv

36 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
2JUDfrontintroxh5n0# ଯିହୂଦାର ପରିଚୟ

## ଭାଗ 1: ସାଧାରଣ ପରିଚୟ

### ଯିହୂଦା ପୁସ୍ରତକ ରୂପରେଖା

1. ପରିଚୟ (୧:୧-)
2. ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ଚେତାବନୀ (୧:୩–୪)
3. ପୁରାତନ ନିୟମର ଉଦାହରଣ ସହ ମିଥ୍ୟା ଶିକ୍ଷକମାନଙ୍କର ତୁଳନା (୧: ୫-୧୬)
4. ଧାର୍ମିକ ଜୀବନଯାପନ କରିବା ପାଇଁ ଉପଦେଶ (୧:୧୭–୨୩)
5. ଈଶ୍ଵରଙ୍କୁ ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକ କିଏ ଲେଖିଛନ୍ତି?

ଲେଖକ ନିଜକୁ ଯାକୁବଙ୍କ ଭାଇ ଯିହୂଦା ବୋଲି ଦର୍ଶାନ୍ତି । ଉଭୟ ଯିହୂଦା ଏବଂ ଯାକୁବ ଯୀଶୁଙ୍କ ଭାଇ ଥିଲେ । ଏହି ପତ୍ରଟି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ ।

### ଯିହୂଦା ପୁସ୍ତକ କେଉଁ ବିଷୟକୁ ଉଲ୍ଲେଖ କରେ?

ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ବିଶ୍ଵାସୀମାନଙ୍କୁ ସତର୍କ କରାଈବା ପାଇଁ ଯିହୂଦା ଏହି ପତ୍ରଟିକୁ ଲେଖିଛନ୍ତି । ଯିହୂଦା ପ୍ରାୟ ପୁରାତନ ନିୟମକୁ ବୁଝାନ୍ତି । ଯିହୂଦା ଏକ ଯିହୁଦୀ ଖ୍ରୀଷ୍ଟିୟାନ ଦଳକୁ ଏହି ପତ୍ର ଲେଖୁଥିଲେ ବୋଲି ଏହା ଦର୍ଶାଇପାରେ । ଏହି ପତ୍ର ଏବଂ ପିତରଙ୍କ ପତ୍ରରେ ସମାନ ବିଷୟବସ୍ତୁ ଦେଖିବାକୁ ମିଳେ । ସେମାନେ ଉଭୟ ଦୂତ, ସଦୋମ ଏବଂ ଗୋମୋରା ଏବଂ ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି।

### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଯିହୂଦା” ବୋଲି ଅନୁବାଦ କରିପାରିବେ । କିମ୍ବା ସେମାନେ ଏହାକୁ “ଯିହୂଦାର ପତ୍ର” କିମ୍ବା “ଯିହୂଦା ଲିଖିତ ପତ୍ର”  ବୋଲି ସ୍ପଷ୍ଟଭାବେ ଅନୁବାଦ କରି ପାରିବେ । (ଦେଖନ୍ତୁ: [[rc://en/ta/man/translate/translate-names]])

## ଭାଗ : ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଧାରାଗୁଡ଼ିକ

### ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ?

ଯିହୂଦା ଯେଉଁମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ ସେମାନେ ବଧହୁଏ ପରବର୍ତ୍ତୀ ସମୟରେ ନାସ୍ତିକ ଭାବରେ ପରିଚିତ ହେଲେ । ଏହି ଶିକ୍ଷକମାନେ ନିଜର ଲାଭ ପାଇଁ ଶାସ୍ତ୍ରର ଶିକ୍ଷାକୁ ବିକୃତ କରିଥିଲେ। ସେମାନେ ଅନୈତିକ  ଜୀବନ ଅତିବାହିତ କରୁଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଜୀବନଯାପନ କରିବାକୁ ଶିକ୍ଷା ଦେଉଥିଲେ।

## ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### “ତୁମେ” ଏକକ ବଚନ ଏବଂ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦ ଯିହୂଦାଙ୍କୁ ବୁଝାଏ । ଆହୁରି, “ତୁମେ” ଶବ୍ଦ ମଧ୍ୟ ସର୍ବଦା ବହୁବଚନ ଅଟେ ଏବଂ ଯିହୂଦାର ପାଠକମାନଙ୍କୁ ବୁଝାଏ । (ଦେଖନ୍ତୁ: @ ଏବଂ @)

### ପିତରଙ୍କ ପୁସ୍ତକର ମୁଖ୍ୟ ସମସ୍ୟାଗୁଡ଼ିକ କ’ଣ କ’ଣ ଅଟେ?

ନିମ୍ନଲିଖିତ ପଦଗୁଡ଼ିକ ପାଇଁ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳେ । ULT ପାଠ ଯାହା ଅଧିକାଂଶ ପଣ୍ଡିତମାନେ ମୂଳ ପାଠ ବୋଲି ବିବେଚନା କରନ୍ତି ଏହାକୁ ଅନୁସରଣ କରେ ଏବଂ ଅନ୍ୟ ପାଠକୁ ଏକ ପାଦଟୀକାରେ ଉଲ୍ଲେଖ କରେ । ଯଦି ବାଇବେଲର ଏକ ଅନୁବାଦ ଏହି ଅଞ୍ଚଳରେ ମୁଖ୍ୟ ଭାଷାରେ ଉପଲବ୍ଧଅଛି, ଅନୁବାଦକମାନେ ସେହି ସଂସ୍କରଣରେ ଉଲ୍ଲେଖଥିବା ଥିବା ପଠନକୁ ବ୍ୟବହାର କରିପାରନ୍ତି । ଯଦି ଉପଲବ୍ଧ ନୁହେଁ, ଅନୁବାଦକଗଣ ULT କୁ ଅନୁସରଣ କରିପାରିବେ ।

* “ଯେ ଯୀଶୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କରି” [(ପ.୫)](../୦୧/୦୫.md)। କେତେକ ପ୍ରାଚୀନ ପାଣ୍ଡୁଲିପିରେ “ଯେ ପ୍ରଭୁ, ଏକ ଲୋକଦଳକୁ ମିସର ଦେଶରୁ ଉଦ୍ଧାର କରି।”

(ଦେଖନ୍ତୁ: [[rc://en/ta/man/translate/translate-textvariants]])
3JUD11ek3qfigs-you0General Information:ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପ୍ରଥମେ ସେମାନଙ୍କର ନାମକୁ ଉଲ୍ଲେଖ କରନ୍ତି, ଏବଂ ସେମାନେ ତୃତୀୟ ପୁରୁଷରେ ନିଜକୁ ସୂଚାନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଆପଣ ପ୍ରଥମ ପୁରୁଷବାଚକ ଶବ୍ଦକୁ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷାରେ ଏକ ପତ୍ରରର ଲେଖକକୁ ପରିଚିତ କରାଇବାର ଏକ ନିର୍ଦ୍ଦିଷ୍ଟ ଉପାୟ ଅଛି, ତେବେ ଆପଣ ମଧ୍ୟ ଏହାକୁ ଏଠାରେ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ମୁଁ, ଯିହୂଦା, ଏହି ପତ୍ରକୁ ଲେଖୁଅଛି” କିମ୍ବା “ଯିହୂଦା ଠାରୁ” (ଦେଖନ୍ତୁ: [[rc://or/ta/man/translate/figs-you]])
4JUD11npc3translate-namesἸούδας, Ἰησοῦ Χριστοῦ δοῦλος1Jude, a servant of**ଯିହୂଦା** ଜଣେ ପୁରୁଷ ତଥା ଯାକୁବଙ୍କ ଭାଇଙ୍କର ନାମ ଅଟେ । ଯିହୂଦାର ପରିଚୟର ଭାଗ ୧ ରେ ତାଙ୍କ ବିଷୟରେ ସୂଚନା ଦେଖନ୍ତୁ ।(ଦେଖନ୍ତୁ: [[rc://or/ta/man/translate/translate-names]])
5JUD11m3v1ἀδελφὸς ... Ἰακώβου1brother of James**ଯାକୁବ** ଏବଂ ଯିହୂଦା ଯୀଶୁଙ୍କ ଭାଇ ଥିଲେ । ଯୋଷେଫ ସେମାନଙ୍କର ଶାରୀରିକ ପିତା ଥିଲେ, କିନ୍ତୁ ସେ ଯୀଶୁଙ୍କ ଶାରୀରିକ ପିତା ନଥିଲେ ।ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାକୁବଙ୍କ ଭାଇ, ଉଭୟ ଯୀଶୁଙ୍କ ଭାଇ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
6JUD12r5aefigs-abstractnounsἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη1May mercy and peace and love be multiplied to youଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ସମାନ ଅଭିବ୍ୟକ୍ତି ସହ ଗୁନବାଚକ ବିଶେଷ୍ୟ **ଦୟା**, **ଶାନ୍ତି**, ଏବଂ **ପ୍ରେମ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଈଶ୍ଵର ଆପଣା ଦୟାଳୁ କାର୍ମକୁ ତୁମ୍ଭମାନଙ୍କ ପ୍ରତି ପ୍ରଚୁରଭାବେ ଦିଅନ୍ତୁ ଏବଂ ତୁମ୍ଭମାନଙ୍କୁ ପ୍ରଚୁରଭାବେ ଶାନ୍ତିପୂର୍ଣ୍ଣ ଆତ୍ମା ​​ଦିଅନ୍ତୁ ଏବଂ ତୁମକୁ ଅଧିକରୁ ଅଧିକ ପ୍ରେମ କରନ୍ତୁ ପାଆନ୍ତି” (ଦେଖନ୍ତୁ: [[rc://or/ta/man/translate/figs-abstractnouns]])
7JUD13kjk6figs-inclusive0General Information:ଏହି ପତ୍ରରେ “ଆମ୍ଭମାନଙ୍କ” ଶବ୍ଦ ଉଭୟ ଯିହୂଦା ଓ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: [[rc://or/ta/man/translate/figs-inclusive]])
8JUD13yfa80Connecting Statement:ଯିହୂଦା ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିବାର କାରଣ କହୁଛନ୍ତି I
9JUD13si1uἀνάγκην ἔσχον γράψαι1I had to writeମୁଁ ଲେଖିବା ନିମନ୍ତେ ଅତି ଆବଶ୍ୟକ ମନେ କଲି କିମ୍ବା “ମୁଁ ଲେଖିବା ନିମନ୍ତେ ଅତି ଜରୁରୀ ମନେ କଲି”
10JUD13yyf4παρακαλῶν ἐπαγωνίζεσθαι τῇ ... πίστει1to exhort you to struggle earnestly for the faithସତ୍ୟ ଶିକ୍ଷାରେ ସମର୍ଥନ କରିବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ
11JUD13j67uἅπαξ1once for allପରିଶେଷରେ ଓ ସମ୍ପୂର୍ଣ୍ଣରୁପେ
12JUD14v94iπαρεισέδυσαν γάρ τινες ἄνθρωποι1For certain men have slipped in secretly among youକାରଣ କେତେକ ଲୋକମାନେ ବିଶ୍ବାସୀମାନଙ୍କ ମଧ୍ୟକୁ ଆପଣା ପ୍ରତି ଧ୍ୟାନ ଆକର୍ଷଣ ନକରି ପ୍ରବେଶ କରିଅଛନ୍ତି
13JUD14wwz3figs-activepassiveοἱ ... προγεγραμμένοι εἰς ... τὸ κρίμα1men who were marked out for condemnationଏହାକୁ କର୍ତ୍ତୃବାଚ୍ୟରେ ମଧ୍ୟ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଲୋକମାନଙ୍କୁ ଈଶ୍ବର ଦଣ୍ଡ ଦେବାକୁ ମନୋନୀତ କରିଥିଲେ” (ଦେଖ: [[rc://or/ta/man/translate/figs-activepassive]])
14JUD14c642figs-metaphorτὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν1who have changed the grace of our God into sensualityଈଶ୍ବରଙ୍କ ଅନୁଗ୍ରହ ବିଷୟରେ କୁହାଯାଏ ଯେପରି ଏହା ଏକ ବସ୍ତୁ ଥିଲେ, ଯାହାକୁ ଅନ୍ୟକିଛି ଭୟାନକ ବିଷୟରେ ପରିଣତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଶିକ୍ଷା ଦିଅନ୍ତି ଯେ ଈଶ୍ବରଙ୍କ ଅନୁଗ୍ରହ ଜଣକୁ କାମୁକତା ପାପରେ ଜୀବନ ଅତିବାହିତ କରିବାକୁ ଅନୁମତି ଦିଏ” (ଦେଖ: [[rc://or/ta/man/translate/figs-metaphor]])
15JUD14ws1bτὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι1deny our only Master and Lord, Jesus Christସମ୍ଭାବିତ ଅର୍ଥଗୁଡିକ ୧) ସେମାନେ ଶିକ୍ଷା ଦିଅନ୍ତି ଯେ ସେ ଈଶ୍ବର ନୁହନ୍ତି କିମ୍ବା ) ଏହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ବୀକାର କରନ୍ତି ନାହିଁ I
16JUD15fa5e0Connecting Statement:ଯିହୂଦା ସେମାନଙ୍କ ଅତୀତରୁ ଦୃଷ୍ଟାନ୍ତ ଦିଅନ୍ତି ଯେଉଁମାନେ ପ୍ରଭୁଙ୍କ ଅନୁକରଣ କଲେନାହି I
17JUD15f4mmἸησοῦς λαὸν ἐκ γῆς Αἰγύπτου σώσας1Jesus saved a people out of the land of Egyptପ୍ରଭୁ ବହୁକାଳ ପୂର୍ବେ ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ
18JUD16pt1kτὴν ἑαυτῶν ἀρχὴν1their own position of authorityଯେଉଁ ଦାୟିତ୍ବ ଈଶ୍ବର ସେମାନଙ୍କୁ ସମର୍ପଣ କରିଥିଲେ
19JUD16s3cnδεσμοῖς ἀϊδίοις ὑπὸ ζόφον τετήρηκεν1God has kept them in everlasting chains, in utter darknessଈଶ୍ବର ଏହି ଦୂତମାନଙ୍କୁ ଏକ ଅନ୍ଧକାରମୟ ବନ୍ଧନରେ ରଖି ଅଛନ୍ତି, ଯେଉଁଠାରୁ ସେମାନେ କଦାପି ରକ୍ଷା ପାଇବେ ନାହିଁ
20JUD16s1j9figs-metonymyζόφον1utter darknessଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ବା ନରକକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ନରକର ଘୋର ଅନ୍ଧକାରରେ” (ଦେଖ: [[rc://or/ta/man/translate/figs-metonymy]])
21JUD16ccz6μεγάλης ἡμέρας1the great dayଶେଷ ଦିନରେ ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ
22JUD17yn36figs-metonymyαἱ περὶ αὐτὰς πόλεις1the cities around themଏଠାରେ “ନଗରସମୁହ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ବାସ କରୁଥିଲେ I (ଦେଖ: [[rc://or/ta/man/translate/figs-metonymy]])
23JUD17r3e9τὸν ὅμοιον τρόπον τούτοις ἐκπορνεύσασαι1also indulged themselvesସଦୋମ ଓ ଗମୋରାର କାମୁକତା ପାପସବୁ ଦୂତମାନଙ୍କ ମନ୍ଦ ମାର୍ଗ ସଦୃଶ ସମାନ ପ୍ରକାର ବିଦ୍ରୋହର ପରିଣାମ ଥିଲେ I
24JUD17pi4tδεῖγμα ... δίκην ὑπέχουσαι1as examples of those who suffer the punishmentସଦୋମ ଓ ଗମୋରାର ଲୋକମାନଙ୍କ ବିନାଶ ଦୁର୍ଭାଗ୍ୟର ଏକ ଦୃଷ୍ଟାନ୍ତ ହେଲା ଯେଉଁମାନେ ଈଶ୍ବରଙ୍କୁ ଅଗ୍ରାହ୍ୟ କଲେ I
25JUD18ujs2οὗτοι ἐνυπνιαζόμενοι1these dreamersଯେଉଁ ଲୋକମାନେ ଈଶ୍ବରଙ୍କ ଅବଜ୍ଞା କରନ୍ତି, କାରଣ ସମ୍ଭବତଃ ସେମାନେ ଦର୍ଶନ ଦେଖି ଦାବି କଲେ ଯାହା ସେମାନଙ୍କୁ ସେସବୁ କରିବାକୁ ଅଧିକାର ଦେଲା
26JUD18ez4lfigs-metaphorσάρκα μὲν μιαίνουσιν1pollute their bodiesଏହି ରୂପକ କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ ଅଶୁଚୀ କରେ ଅର୍ଥାତ୍, ସେମାନଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ ହୁଏ ଯେପରି ଆବର୍ଜନା ଏକ ଝରଣାରେ ଜଳ ପାନ କରିବା ନିମନ୍ତେ ଅନୁପଯୁକ୍ତ କରିଥାଏ I (ଦେଖ: [[rc://or/ta/man/translate/figs-metaphor]])
27JUD18e73kβλασφημοῦσιν1say slanderous thingsଅପମାନଜନକ କଥା କହନ୍ତି
28JUD18pn3jδόξας1glorious onesଏହା ଆତ୍ମିକ ପ୍ରାଣୀକୁ ବୁଝାଏ, ଯେପରିକି ଦୁତଗଣ I
29JUD19rmg90General Information:ବିଲିୟମ ଜଣେ ଭାବବାଦୀ ଥିଲେ ଯେ ଜଣେ ଶତ୍ରୁ ନିମନ୍ତେ ଇଶ୍ରାୟେଲକୁ ଅଭିଶାପ ଦେବା ମନା କରିଥିଲେ କିନ୍ତୁ ସେହି ଶତ୍ରୁମାନଙ୍କୁ ଲୋକମାନଙ୍କୁ ଆଣି ଅବିଶ୍ବାସୀମାନଙ୍କ ସହିତ ବିବାହ କରିବାକୁ ଓ ପ୍ରତିମାପୁଜକ ହେବାକୁ ଶିକ୍ଷା ଦେଇଥିଲେ I କୋରହ ଇଶ୍ରାୟେଲର ଜଣେ ବ୍ୟକ୍ତି ଥିଲେ, ଯେ ମୋଶାଙ୍କ ନେତୃତ୍ବ ଓ ହାରୋଣଙ୍କ ଯାଜକପଦ ବିରୁଦ୍ଧରେ ବିଦ୍ରୋହ କରିଥିଲେ I
30JUD19uzj1οὐκ ἐτόλμησεν ... ἐπενεγκεῖν1did not dare to bringଆପଣାକୁ ନିୟନ୍ତ୍ରଣ କରିଥିଲେ I ସେ ଆଣି ନଥିଲେ କିମ୍ବା “ଆଣିବାକୁ ଇଚ୍ଛା କରି ନଥିଲେ”
31JUD19kib4κρίσιν ... βλασφημίας1a slanderous judgmentଏକ ମନ୍ଦ ବାକ୍ୟର ବିଚାର କିମ୍ବା “ଏକ ମନ୍ଦ ବିଚାର”
32JUD19v9fhκρίσιν ἐπενεγκεῖν βλασφημίας1bring a slanderous judgment againstମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି
33JUD110h6sqοὗτοι1these peopleଅଧାର୍ମିକ ଲୋକମାନେ
34JUD110fjm5ὅσα μὲν οὐκ οἴδασιν1whatever they do not understandଯେକୌଣସି ବିଷୟ ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ୧) “ସମସ୍ତ ଉତ୍ତମ ବିଷୟ ଯାହା ସେମାନେ ବୁଝି ପାରନ୍ତି ନାହି “ କିମ୍ବା ) “ଗୌରବମୟ ବିଷୟ, ଯାହା ସେମାନେ ବୁଝି ପାରନ୍ତି ନାହି” ([ଯିହୂଦା ୧:୮](../01/08.md)) JUD 1 11 j3g9 figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ସେହିପରି ଜୀବନଯାପନ କରିବା” ନିମନ୍ତେ “ସମାନ ପଥରେ ଚାଲିଅଛନ୍ତି” ଏକ ରୂପକ ଅଟେ I” ଅନ୍ୟଏକ ଅନୁବାଦରେ: “କୟିନଙ୍କ ସମାନ ଜୀବନଯାପନ କଲେ” (ଦେଖ: [[rc://or/ta/man/translate/figs-metaphor]]) JUD 1 12 s4az 0 Connecting Statement: ଯିହୁଦା ଅଧାର୍ମିକ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେ ଏପରି ଲୋକମାନଙ୍କୁ ଚିହ୍ନିତ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ସଚେତନ କରନ୍ତି ଯେତେବେଳେ ସେମାନେ ସେମାନଙ୍କ ମଧ୍ୟରେ ଥିଲେ I JUD 1 12 r875 οὗτοί εἰσιν οἱ 1 These are the ones “ସେମାନେ” ଶବ୍ଦ [ଯିହୂଦା ୧:୪](../01/04.md)ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I JUD 1 12 e25d figs-metaphor σπιλάδες 1 hidden reefs ପ୍ରବାଳଶ୍ରେଣୀ ବୃହତ ପ୍ରସ୍ତରମାନ ଅଟନ୍ତି ଯାହା ସମୁଦ୍ରରେ ଜଳପତ୍ତନର ଉତ୍ତାଳ ତରଙ୍ଗ ନିକଟବର୍ତ୍ତୀ ଅଟନ୍ତି I ଯେହେତୁ ନାବିକମାନେ ସେସବୁକୁ ଦେଖି ପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଜାହଜ ସହଜରେ ଧ୍ବଂସ ହୋଇପାରେ ଯଦି ସେଗୁଡିକ ଏହି ପ୍ରସ୍ତର ସହିତ ଧକ୍କା ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 12 zk57 figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ଏକ ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://or/ta/man/translate/figs-metaphor]]) JUD 1 12 t28p figs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦଗାର କରିଥାଏ ସେହିପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାକୁ ଲଜ୍ଜା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଯେପରି ଉତ୍ତାଳ ତରଙ୍ଗ ଫେଣ ଓ ଆବର୍ଜନା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି”(ଦେଖ: [[rc://or/ta/man/translate/figs-metaphor]]) JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଯେଉଁମାନେ ପ୍ରାଚୀନ କାଳରେ ତାରାଗଣର ଅଧ୍ୟୟନ କରୁଥିଲେ, ସମୟ ସୁଚିତ କଲେ ଯେ ଯାହାକୁ ଆମେମାନେ ନକ୍ଷତ୍ର ମଣ୍ଡଳ କହିଥାଉ ସେମାନେ ନକ୍ଷତ୍ର ସଦୃଶ ଗତିଶୀଳ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ ଅଟନ୍ତି” (ଦେଖ: [[rc://or/ta/man/translate/figs-metaphor]]) JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-idiom]] ଓ [[rc://or/ta/man/translate/figs-activepassive]]) JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”
35JUD115bl4qποιῆσαι κρίσιν κατὰ1to execute judgment onବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ”
36JUD116zs28γογγυσταί μεμψίμοιροι1grumblers, complainersଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I
37JUD116eaf2λαλεῖ ὑπέρογκα1loud boastersଯେଉଁ ଲୋକମାନେ ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣି ପାରିବେ I
38JUD116j8rhθαυμάζοντες πρόσωπα1flatter othersଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
39JUD118w1mxfigs-metaphorκατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν1will follow their own ungodly desiresଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: [[rc://or/ta/man/translate/figs-metaphor]])
40JUD118j5m4figs-metaphorκατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν1will follow their own ungodly desiresସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: [[rc://or/ta/man/translate/figs-metaphor]])
41JUD119r28jοὗτοί εἰσιν1It is theseସେମାନେ ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ ଅଟନ୍ତି”
42JUD119ba6ufigs-metaphorψυχικοί1are worldlyଅନ୍ୟ ଅଧାର୍ମିକ ଲୋକମାନଙ୍କ ସ୍ବରୁପ ବିବେଚନା କରନ୍ତି, ସେମାନେ ଅବିଶ୍ବାସୀମାନେ ଗୁରୁତ୍ବ ଦେଉଥିବା ବିଷୟସବୁକୁ ଗୁରୁତ୍ବ ଦିଅନ୍ତି (ଦେଖ: [[rc://or/ta/man/translate/figs-metaphor]])
43JUD119qn4pΠνεῦμα μὴ ἔχοντες1they do not have the Spiritପବିତ୍ରଆତ୍ମାଙ୍କ ବିଷୟରେ କୁହାଯାଏ ଯେପରି ସେ ଏପରି ଏକ ବିଷୟ ଅଟନ୍ତି ଯାହାଙ୍କୁ ଲୋକେ ଅଧିକାର କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଆତ୍ମା ନାହାନ୍ତି”
44JUD120e3ga0Connecting Statement:ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I
45JUD120xm93ὑμεῖς δέ, ἀγαπητοί1But you, belovedସେମାନଙ୍କ ପରି ହୁଅ ନାହିଁ, ହେ ପ୍ରିୟମାନେ I ତା’ ପରିବର୍ତ୍ତେ
46JUD120cc68figs-metaphorἐποικοδομοῦντες ἑαυτοὺς1build yourselves upଈଶ୍ବରଙ୍କଠାରେ ଭରସା କରିବା ନିମନ୍ତେ ସମର୍ଥ ହୋଇ ବୃଦ୍ଧି ହୁଅ ଓ ତାହାଙ୍କ ଅଜ୍ଞାବହ ହେବା ବିଷୟରେ କୁହାଯାଏ ଯେପରି ଏହା ଏକ ଗୃହ ନିର୍ମାଣ କରିବାର ପ୍ରକ୍ରିୟା ଥିଲା I (ଦେଖ: [[rc://or/ta/man/translate/figs-metaphor]])
47JUD121zd2cfigs-metaphorἑαυτοὺς ἐν ἀγάπῃ Θεοῦ τηρήσατε1Keep yourselves in God's loveଈଶ୍ବରଙ୍କ ପ୍ରେମ ପ୍ରାପ୍ତ କରିବାକୁ ସକ୍ଷମ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଆପଣାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରେ I (ଦେଖ: [[rc://or/ta/man/translate/figs-metaphor]])
48JUD121s6w6προσδεχόμενοι1wait forଆଗ୍ରହର ସହିତ ଅପେକ୍ଷା କରୁଅଛୁ
49JUD121p3bwfigs-metonymyτὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον1the mercy of our Lord Jesus Christ that brings you eternal lifeଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: [[rc://or/ta/man/translate/figs-metonymy]])
50JUD122wbr5οὓς ... διακρινομένους1those who doubtଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି
51JUD123wkj9figs-metaphorἐκ πυρὸς ἁρπάζοντες1snatching them out of the fireଚିତ୍ରଣ କରେ ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରନ୍ତି I ଏହା ଅଗ୍ନି ମଧ୍ୟରୁ ସେମାନଙ୍କୁ ଟାଣି ଆଣିବା ସଦୃଶ ଅଟେ” (ଦେଖ: [[rc://or/ta/man/translate/figs-metaphor]])
52JUD123ign7οὓς ... ἐλεᾶτε ἐν φόβῳ1To others be merciful with fearଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ
53JUD123u4pxfigs-hyperboleμισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα1Hate even the garment stained by the fleshଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବା ନିମନ୍ତେ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇ ଯିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଏପରି ବ୍ୟବହାର କର ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇ ପାର” (ଦେଖ: [[rc://or/ta/man/translate/figs-hyperbole]])
54JUD124r3jx0Connecting Statement:ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି I
55JUD124w1dcfigs-metaphorστῆσαι κατενώπιον τῆς δόξης αὐτοῦ1to cause you to stand before his glorious presenceତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ ଯାହା ତାହାଙ୍କ ମହାନତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁମତି ଦେବେ” (ଦେଖ: [[rc://or/ta/man/translate/figs-metaphor]])
56JUD124gq9efigs-metaphorτῆς δόξης αὐτοῦ ἀμώμους ἐν1glorious presence without blemish and withଏଠାରେ ପାପ ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ମଇଳା ବା ଏକ କଳଙ୍କ ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ ଏବଂ ପ୍ରାପ୍ତ କରିବ” (ଦେଖ: [[rc://or/ta/man/translate/figs-metaphor]])
57JUD125a3uaμόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν1to the only God our Savior through Jesus Christ our Lordଏକମାତ୍ର ଈଶ୍ବରଙ୍କଠାରେ, ଯେ ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବାରୋପ କରେ ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଈଶ୍ବରଙ୍କ ଗୌରବ, ଉପଯୁକ୍ତ ନେତୃତ୍ବ, ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସର୍ବଦା ରହିଥିଲା, ବର୍ତ୍ତମାନ ଅଛି, ଏବଂ ରହିବ I