58 KiB
58 KiB
1 | Book | Chapter | Verse | ID | SupportReference | OrigQuote | Occurrence | GLQuote | OccurrenceNote |
---|---|---|---|---|---|---|---|---|---|
2 | 2JN | 1 | 1 | ma4c | figs-you | 0 | General Information: | ପାରମ୍ପରିକ ପ୍ରଥା ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ଭାବେ ପରିଚୟ ପ୍ରଦାନ କରେ । ଯଦିଓ ସମ୍ଭବତଃ ଜଣେ ମହିଳାଙ୍କ ନିକଟକୁ ବ୍ୟକ୍ତିଗତଭାବେ ସମ୍ଭୋଧନ କଲେ, କାରଣ ସେ ଉଲ୍ଲେଖ କରନ୍ତି ଯେ ସେମାନେ “ପରସ୍ପରକୁ ପ୍ରେମ କରିବା” ଉଚିତ୍, ଏହା ସମ୍ଭବତଃ ଏକ ମଣ୍ଡଳୀ ନିକଟକୁ ଲେଖାଯାଇଅଛି । ଏହି ପତ୍ରରେ “ତୁମ୍ଭେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତସମୁହ ବହୁବଚନ ଅଟନ୍ତି ନତୁବା ଉଲ୍ଲେଖ କରାଯାଇ ନଥାନ୍ତା । ଏହି ପତ୍ରରେ, ଯୋହନ “ଆମ୍ଭମାନଙ୍କୁ” ଏବଂ “ଆମ୍ଭମାନଙ୍କର” ଶବ୍ଦଟି ବ୍ୟବହାର କରିବା ଦ୍ବାରା ଆପଣାକୁ ଏବଂ ତାହାଙ୍କ ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । (ଦେଖ:[[rc://en/ta/man/translate/figs-you]] ଏବଂ[[rc://en/ta/man/translate/figs-inclusive]]) | |
3 | 2JN | 1 | 1 | z9f1 | ὁ πρεσβύτερος | 1 | the elder | ||
4 | 2JN | 1 | 3 | vpl9 | guidelines-sonofgodprinciples | Πατρός ... Υἱοῦ | 1 | Father ... Son | **ପିତା** ଏବଂ **ପୁତ୍ର** ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଯାହାକି ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ । ସେଗୁଡ଼ିକୁ ସଠିକ୍ ଏବଂ କ୍ରମାଗତ ଭାବରେ ଅନୁବାଦ କରିବାକୁ ନିଶ୍ଚିତ ହୁଅନ୍ତୁ । [[rc://en/ta/man/translate/guidelines-sonofgodprinciples]])ଦେଖନ୍ତୁ) |
5 | 2JN | 1 | 7 | u3vi | 0 | Connecting Statement: | |||
6 | 2JN | 1 | 7 | f9e2 | πολλοὶ πλάνοι | 1 | many deceivers | ||
7 | 2JN | 1 | 7 | wbp6 | οὗτός ἐστιν ὁ πλάνος καὶ ὁ ἀντίχριστος | 1 | This is the deceiver and the antichrist | ||
8 | 2JN | 1 | 8 | b91r | ἀπολέσητε ἃ | 1 | lose the things | ||
9 | 2JN | 1 | 8 | eu46 | μισθὸν πλήρη | 1 | full reward | ||
10 | 2JN | 1 | 9 | x523 | ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει | 1 | The one who remains in the teaching, this one has both the Father and the Son | ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ସେ ଉଭୟ ପିତା ଓ ପୁତ୍ରଙ୍କର ଅଟେ। | |
11 | 2JN | 1 | 9 | k8cv | guidelines-sonofgodprinciples | τὸν Πατέρα καὶ τὸν Υἱὸν | 1 | the Father and the Son | ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହା ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ । ଏହି ଆଖ୍ୟାଗୁଡ଼ିକୁ କ୍ରମାଗତ ଏବଂ ସଠିକ୍ ଭାବରେ ଉଲ୍ଲେଖ କରନ୍ତୁ ।[[rc://en/ta/man/translate/guidelines-sonofgodprinciples]]) ଦେଖନ୍ତୁ) |
12 | 2JN | 1 | 12 | y4gw | 0 | Connecting Statement: | |||
13 | 2JN | 1 | 2 | et6b | figs-exclusive | ἡμῖν…ἡμῶν | 1 | us … us | ଯଦି ଆପଣଙ୍କ ଭାଷା ଏହି ପାର୍ଥକ୍ୟକୁ ଚିହ୍ନିତ କରେ, ସର୍ବନାମ **ଆମେ** ଏଠାରେ ଏବଂ ପତ୍ରରେ ଅନ୍ତର୍ଭୂକ୍ତ କରନ୍ତୁ, ଯେହେତୁ ଯୋହନ ଏହାକୁ ଉଭୟ ନିଜେ ଏବଂ ପତ୍ରରର ପ୍ରାପ୍ତକର୍ତ୍ତାଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଆପଣ ଆପଣଙ୍କ ଅନୁବାଦରେ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, “ଆମେ” ଉଚ୍ଚାରଣ ମଧ୍ୟ ସମାନ କାରଣ ପାଇଁ ଅନ୍ତର୍ଭୂକ୍ତ ହେବ । [[rc://en/ta/man/translate/figs-exclusive]])ଦେଖନ୍ତୁ) |
14 | 2JN | 1 | 2 | a7rm | figs-idiom | εἰς τὸν αἰῶνα | 1 | to the age | ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ସବୁ ସମୟ ପାଇଁ” [[rc://en/ta/man/translate/figs-idiom]])ଦେଖନ୍ତୁ) |
15 | 2JN | 1 | 3 | zfgr | ἔσται μεθ’ ἡμῶν χάρις, ἔλεος, εἰρήνη | 1 | Grace, mercy, and peace will be with us | ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ସାଧାରଣତଃ ପତ୍ରର ମୁଖ୍ୟ ବିଷୟ ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାଙ୍କୁ ଶୁଭେଚ୍ଛା କିମ୍ବା ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ଏଠାରେ ଆଶୀର୍ବାଦ ବଦଳରେ ଯୋହନ ଏକ ଘୋଷଣାକାରୀ ବକ୍ତବ୍ୟ ଉଲ୍ଲେଖ କରନ୍ତି । ଏହା ବୋଧହୁଏ ତାଙ୍କ ବିଶ୍ୱାସକୁ ପ୍ରକାଶ କରିଥିଲା ଯେ ଈଶ୍ଵର ଯେପରି ପ୍ରତିଜ୍ଞା କରିଥିଲେ ତାହା କରିବେ । ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଅନୁବାଦ ମଧ୍ୟ ଏହି ବିଶ୍ୱାସକୁ ପ୍ରକାଶ କରେ । | |
16 | 2JN | 1 | 4 | ajlf | grammar-connect-logic-result | ἐχάρην λείαν | 1 | ଯଦି ପ୍ରଥମେ ଏହାର କାରଣ ଉଲ୍ଲେଖ କରିବା ଏବଂ ତା’ପରେ ଆପଣଙ୍କ ଭାଷାରେ ଫଳାଫଳ ଉଲ୍ଲେଖ କରିବା ଅଧିକ ସ୍ଵାଭାବିକ, ତେବେ ଆପଣ UST ପରି ଉଲ୍ଲେଖ କରିପାରିବେ “ମୁଁ ତୁମ୍ଭରର କେତେକ ପିଲାମାନଙ୍କୁ ସତ୍ୟରେ ଆଚରଣ କରୁଥିବାର ଦେଖିଲି।” [[rc://en/ta/man/translate/grammar-connect-logic-result]])ଦେଖନ୍ତୁ) | |
17 | 2JN | 1 | 4 | w7f1 | guidelines-sonofgodprinciples | τοῦ Πατρός | 1 | the Father | ଈଶ୍ଵରଙ୍କ ପାଇଁ **ପିତା** ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। ଏହାକୁ ସଠିକ୍ ଏବଂ କ୍ରମାଗତ ଭାବରେ ଅନୁବାଦ କରନ୍ତୁ । [[rc://en/ta/man/translate/guidelines-sonofgodprinciples]])ଦେଖନ୍ତୁ) |
18 | 2JN | 1 | 5 | r4hx | καὶ νῦν | 1 | ଏହି ଶବ୍ଦଗୁଡ଼ିକ ପତ୍ରର ମୁଖ୍ୟ ବିନ୍ଦୁ କିମ୍ବା ଅତିକମରେ ପ୍ରଥମ ମୁଖ୍ୟ ବିନ୍ଦୁକୁ ସୂଚିତ କରେ । ଆପଣଙ୍କ ଭାଷାର ମୁଖ୍ୟ ବିନ୍ଦୁକୁ ପରିଚିତ କରାଇବା ପାଇଁ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ । | ||
19 | 2JN | 1 | 5 | xjsu | figs-metaphor | κυρία | 1 | lady | ଆପଣ ଏହାକୁ <u>ପଦ</u> <u>1</u> ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । [[rc://en/ta/man/translate/figs-metaphor]])ଦେଖନ୍ତୁ) |
20 | 2JN | 1 | 6 | cl95 | figs-you | ἠκούσατε…περιπατῆτε | 1 | you heard…you should walk | ଏଠାରେ **ତୁମ୍ଭେ** ଶବ୍ଦ ବହୁବଚନ ଅଟେ, କାରଣ ଯୋହନ ବିଶ୍ଵାସୀମାନଙ୍କ ଏକ ମଣ୍ଡଳୀକୁ ସମ୍ବୋଧିତ କରୁଛନ୍ତି । 13 ପଦ ବ୍ୟତୀତ ଅନ୍ୟ ସମସ୍ତ ପତ୍ରରେ ମଧ୍ୟ ସମାନ ଅବସ୍ଥା ଅଛି, କାରଣ ସେଠାରେ ଯୋହନ ଏକ ମଣ୍ଡଳୀକୁ ଜଣେ ମହିଳା ଏବଂ ଏହାର ସଦସ୍ୟମାନଙ୍କୁ ଏହାର ସନ୍ତାନ ବୋଲି ଉଲ୍ଲେଖ କରନ୍ତି। [[rc://en/ta/man/translate/figs-you]])ଦେଖନ୍ତୁ) |
21 | 2JN | 1 | 7 | u749 | grammar-connect-logic-result | ὅτι | 1 | For | ଏଠାରେ, ସେ ପୂର୍ବର ପଦଗୁଡ଼ିକରେ ଈଶ୍ଵରଙ୍କୁ ପ୍ରେମ ଏବଂ ଆଜ୍ଞା ପାଳନ କରିବାକୁ ଆଦେଶ ବିଷୟରେ ଲେଖିଥିବା **କାରଣ** ବିଷୟରେ ଜଣାଇଲେ - ଏହାର କାରଣ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ବିଶ୍ଵାସୀ ବୋଲି ଭାବନ୍ତି କିନ୍ତୁ ଈଶ୍ଵରଙ୍କୁ ଭଲ ପାଆନ୍ତି ନାହିଁ କିମ୍ବା ଆଦେଶ ପାଳନ କରନ୍ତି ନାହିଁ । ନିଜ ଭାଷାରେ କାରଣ ଉପସ୍ଥାପନ କରିବାକୁ ଏକ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ । UST ଦେଖନ୍ତୁ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ) |
22 | 2JN | 1 | 7 | vfdn | ὁ πλάνος καὶ ὁ ἀντίχριστος | 1 | the deceiver and the antichrist | ଆପଣଙ୍କ ଅନୁବାଦରେ, **ପ୍ରତାରଣାକାରୀ** ଏବଂ **ଭଣ୍ଡଖ୍ରୀଷ୍ଟ** ଜଣେ ହିଁ ବ୍ୟକ୍ତି ବୋଲି ଉଲ୍ଲେଖ କରିବା ସହାୟକ ହୋଇପାରେ । | |
23 | 2JN | 1 | 8 | i8n6 | figs-explicit | ἃ | 1 | what | ପରବର୍ତ୍ତୀ ବାକ୍ୟରେ **କ’ଣ** ଶବ୍ଦ “ପୁରଷ୍କାର” ଭାବରେ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇଥିବା ଶବ୍ଦ ଅଟେ । ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ଏଠାରେ “ପୁରଷ୍କାର” ମଧ୍ୟ କହିପାରିବେ । UST ଦେଖନ୍ତୁ । [[rc://en/ta/man/translate/figs-explicit]])ଦେଖନ୍ତୁ) |
24 | 2JN | 1 | 8 | r9ky | figs-exclusive | εἰργασάμεθα | 1 | we have worked for | ଏଠାରେ **ଆମ୍ଭେ** ଶବ୍ଦ ଅନ୍ତର୍ଭୂକ୍ତ ଅଟେ । ଯୋହନ, ତାଙ୍କ ପାଠକ ଏବଂ ଅନ୍ୟମାନେ ସମସ୍ତ ବିଶ୍ଵାସୀମାନଙ୍କ ବିଶ୍ଵାସ ବଡାଇବା ପାଇଁ କାର୍ଯ୍ୟ କରିଛନ୍ତି ଯାହାଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି । [[rc://en/ta/man/translate/figs-exclusive]])ଦେଖନ୍ତୁ) |
25 | 2JN | 1 | 9 | x3ae | figs-infostructure | πᾶς ὁ προάγων καὶ μὴ μένων ἐν τῇ διδαχῇ τοῦ Χριστοῦ | 1 | Everyone who goes beyond and does not remain in the teaching of Christ | ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅର୍ଥ ପ୍ରକାଶ କରେ, ଗୋଟିଏ ସକାରାତ୍ମକ (**ବାହାରେ**) ଭାବରେ ଉକ୍ତ ଏବଂ ଅନ୍ୟଟି ନକାରାତ୍ମକ (**ରହେ ନାହିଁ**) ଭାବରେ ଉକ୍ତ । ଯଦି ଏହା ଆପଣଙ୍କ ଭାଷାରେ ସ୍ଵାଭାବିକ, ଆପଣ UST ପରି କ୍ରମକୁ ଓଲଟା କରିପାରିବେ । [[rc://en/ta/man/translate/figs-infostructure]])ଦେଖନ୍ତୁ) |
26 | 2JN | 1 | 9 | xwoe | grammar-connect-logic-contrast | ὁ μένων ἐν τῇ διδαχῇ | 1 | The one who remains in the teaching | ଏହି ବାକ୍ୟଟି ପୂର୍ବ ବାକ୍ୟର ବିପରୀତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ଆପଣ UST ପରି ଏହି ବିପରୀତ ବୋଲି ଚିହ୍ନଟ କରିବାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ) |
27 | 2JN | 1 | 9 | vg19 | figs-nominaladj | οὗτος | 1 | this one | ଯୋହନ ଏକ ପ୍ରକାର ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏହାକୁ ବିଶେଷ୍ୟ ଭାବରେ ପ୍ରଦର୍ଶନକାରୀ ବିଶେଷଣ ବ୍ୟବହାର କରୁଛନ୍ତି । **ଗୋଟିଏ** ଶବ୍ଦ ଯୋଗ କରି ULT ଏହାକୁ ସୂଚିତ କରେ । ଯଦି ଆପଣଙ୍କର ଭାଷା ବିଶେଷଣଗୁଡ଼ିକ ଏହିପରି ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ ଏକ ସମାନ ବାକ୍ୟାଂଶ ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତି” କିମ୍ବା “ସେହି ପ୍ରକାରର ବ୍ୟକ୍ତି” [[rc://en/ta/man/translate/figs-nominaladj]])ଦେଖନ୍ତୁ) |
28 | 2JN | 1 | 10 | lbct | figs-explicit | χαίρειν αὐτῷ μὴ λέγετε | 1 | do not say to him, “Greetings” | ଯୋହନ ବିଶ୍ଵାସୀମାନଙ୍କୁ ଚେତାବନୀ ଦିଅନ୍ତି ଯେ ସେମାନେ ଜଣେ ମିଥ୍ୟା ଶିକ୍ଷକକୁ ସର୍ବସାଧାରଣରେ ସମ୍ମାନର ସହିତ ଅଭିବାଦନ ନକରନ୍ତୁ । ଏହାର ଅର୍ଥ ଏହା ଯେ ସେ ଚାହୁଁ ନାହାଁନ୍ତି ଯେ ସେମାନେ ଏପରି କିଛି କରନ୍ତୁ ଯାହା ଏକ ମିଥ୍ୟା ଶିକ୍ଷକକୁ ସମର୍ଥନ କରୁଥିବା ପରି ଦେଖାଯାଏ କିମ୍ବା ଏହା ଜଣେ ମିଥ୍ୟା ଶିକ୍ଷକକୁ ଅନ୍ୟମାନଙ୍କ ଆଖିରେ ଭଲ କରିବ । ବିକଳ୍ପ ଅନୁବାଦ: “ତାକୁ ସର୍ବସାଧାରଣରେ ସମ୍ମାନଜନକ ଅଭିବାଦନ ଦିଅ ନାହିଁ” [[rc://en/ta/man/translate/figs-explicit]])ଦେଖନ୍ତୁ) |
29 | 2JN | 1 | 11 | uhea | ὁ λέγων…αὐτῷ χαίρειν | 1 | the one who says to him, “Greetings” | ଯିଏ ତାକୁ ଜନସାଧାରଣରେ ସମ୍ମାନଜନକ ଅଭିବାଦନ କରେ | |
30 | 2JN | 1 | 12 | k9yt | figs-exclusive | ὑμῶν | 1 | your | ଯଦି **ଆପଣ** ଏଠାରେ “ଆମର” ବ୍ୟବହାର କରନ୍ତୁ, ଏଥିରେ ଉଭୟ ଯୋହନ ଏବଂ ଚିଠିର ପ୍ରାପ୍ତକର୍ତ୍ତା ଅନ୍ତର୍ଭୁକ୍ତ । [[rc://en/ta/man/translate/figs-exclusive]])ଦେଖନ୍ତୁ) |
31 | 2JN | 1 | 13 | qjdz | figs-you | σε…σου | 1 | your … you | ଏକ ମଣ୍ଡଳୀକୁ ଜଣେ ମହିଳା ପରି ପତ୍ର ଲେଖିବା ଏଠାରେ ଯୋହନଙ୍କ ରୂପକ ଅନୁଯାୟୀ **ତୁମ୍ଭେ** ଏବଂ **ତୁମ୍ଭର** ସର୍ବନାମଗୁଡ଼ିକ ଏକବଚନ ଅଟେ । [[rc://en/ta/man/translate/figs-you]])ଦେଖନ୍ତୁ) |