269 KiB
269 KiB
1 | Book | Chapter | Verse | ID | SupportReference | OrigQuote | Occurrence | GLQuote | OccurrenceNote |

2 | 2TI | 1 | intro | p5lf | 0 | # **2 ତୀମଥି 01 ସାଧାରଣ ଟିପ୍ପଣୀଗୁଡ଼ିକ**

## ଗଠନ ଏବଂ ଆକାର

ପଦ 1-2ରେ ପାଉଲ ଔପଚାରିକ ଭାବରେ ପତ୍ରର ପରିଚୟ ପ୍ରଦାନ କରନ୍ତି I ପ୍ରାଚୀନ ମଧ୍ୟପୂର୍ବ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡ଼ିକୁ ଏହି ପ୍ରକାରେ ଆରମ୍ଭ କରୁଥିଲେ I

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

## ଆତ୍ମିକ ସନ୍ତାନ

ପାଉଲ ତୀମଥିଙ୍କୁ ଜଣେ ଖ୍ରୀଷ୍ଟିୟାନ ଏବଂ ମଣ୍ଡଳୀର ଜଣେ ନେତା ଭାବରେ ଶିଷ୍ୟକରି ଗଢିଥିଲେ I ପାଉଲ ମଧ୍ୟ ହୁଏତ ତାଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବାକୁ କଢାଇ ନେଇଥିବେ I ସେଥିପାଇଁ, ପାଉଲ ତୀମଥିଙ୍କୁ “ପ୍ରିୟ ପୁତ୍ର” ବୋଲି କହୁଛନ୍ତି I ( [[rc://en/tw/dict/bible/kt/disciple]] ଓ [[rc://en/tw/dict/bible/kt/spirit]]ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

**ଦୁଃଖଭୋଗ**

ଯେତେବେଳେ ପାଉଲଏହି ପତ୍ର ଲେଖିଥିଲେ ସେତେବେଳେ ସେ କାରାଗାରରେ ଥିଲେ । ପାଉଲ ତୀମଥିଙ୍କୁ ସୁସମାଚାର ପାଇଁ ଯନ୍ତ୍ରଣା ଭୋଗିବାକୁ ପ୍ରସ୍ତୁତ ହେବାକୁ ଉତ୍ସାହିତ କରିଥିଲେ ।( [[rc://en/ta/man/translate/figs-explicit]]ଦେଖନ୍ତୁ) | |||
3 | 2TI | 1 | 1 | vl2g | διὰ θελήματος Θεοῦ | 1 | through the will of God | ପାଉଲ ଜଣେ ପ୍ରେରିତ ହେଲେ କାରଣ ଈଶ୍ଵର ଚାହୁଁଥିଲେ ଯେ ସେ ଜଣେ ପ୍ରେରିତ ହୁଅନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଇଚ୍ଛାରୁ” କିମ୍ବା “କାରଣ ଈଶ୍ଵର ଏହା ଚାହୁଁଥିଲେ” | |
4 | 2TI | 1 | 2 | rp5u | Τιμοθέῳ | 1 | to Timothy | ଆପଣଙ୍କ ଭାଷାରେ ହୁଏତ ପତ୍ରର ପ୍ରାପକଙ୍କ ପରିଚୟ ଦେବାପାଇଁ ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ଯଦି ଅଛି, ଆପଣ ଏହାକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏହି ଚିଠି ତୁମ୍ଭ ପାଇଁ, ତୀମଥି” | |
5 | 2TI | 1 | 2 | ey7g | figs-metaphor | ἀγαπητῷ τέκνῳ | 1 | beloved child | ପାଉଲ ତୀମଥିଙ୍କ ପିତା ନଥିଲେ, କିନ୍ତୁ ସେ ତୀମଥିଙ୍କ ପ୍ରେମ ଏବଂ ଅନୁମୋଦନ ପ୍ରକାଶ କରିବାକୁ **ପୁତ୍ର** ଶବ୍ଦ ବ୍ୟବହାର କରିଥିଲେ । ଏହା ମଧ୍ୟ ହୋଇଥାଇପାରେ ଯେ ପାଉଲ ତୀମଥିଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ କଢାଇ ନେଇଥିବେ, ଆଉ ସେଥିପାଇଁ ସେ ତାହାଙ୍କୁ ନିଜ ପୁତ୍ର ସଦୃଶ ମନେ କରୁଛନ୍ତି I ବିକଳ୍ପ ଅନୁବାଦ: “ଯେ କି ମୋହର ପ୍ରିୟ ପୁତ୍ର ସଦୃଶ” ( [[rc://en/ta/man/translate/figs-metaphor]]) ଦେଖନ୍ତୁ |
6 | 2TI | 1 | 2 | yp2q | Χριστοῦ Ἰησοῦ τοῦ Κυρίου ἡμῶν | 1 | Christ Jesus our Lord | ||
7 | 2TI | 1 | 3 | ha9d | figs-metaphor | ἐν καθαρᾷ συνειδήσει | 1 | with a clean conscience | ପାଉଲ ଆପଣା ବିବେକ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଶାରୀରିକ ଭାବରେ ଶୁଦ୍ଧ ହୋଇପାରିବ I ଏକ “**ଶୁଦ୍ଧ ବିବେକ**” ଥିବା ଲୋକଟି କେବେ ନିଜକୁ ଦୋଷୀ ମନେ କରେ ନାହିଁ, କାରଣ ସେ ସର୍ବଦା ଯଥାର୍ଥ ବିଷୟ କରିବାକୁ ଚେଷ୍ଟା କରିଥାଏ I ବିକଳ୍ପ ଅନୁବାଦ: “ଏହା ଜାଣି ଯେ ଯାହା ଯଥାର୍ଥ, ତାହା କରିବାକୁ ମୁଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଅଛି” (ଦେଖନ୍ତୁ: [[rc://en/ta/man/translate/figs-metaphor]]) |
8 | 2TI | 1 | 3 | rz7s | ὡς ἀδιάλειπτον ἔχω τὴν περὶ σοῦ μνείαν | 1 | as I constantly remember you | ଗୁଣ ବାଚକ ବିଶେଷ୍ୟ **ସ୍ମରଣ**କୁ ବ୍ୟବହାର କରି ମନେ ରଖିବାର କାର୍ଯ୍ୟ ବିଷୟରେ ପାଉଲ କହନ୍ତି । ଆପଣଙ୍କ ଭାଷାରେ ଏହି ଧାରଣାକୁ ପ୍ରକାଶ କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ, ଯେପରିକି ଏକ କ୍ରିୟା ସହିତ । ଯଦି ଅଛି, ଆପଣ ଏହାକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ମୁଁ ମୋ ପ୍ରାର୍ଥନାରେ ତୁମ୍ଭ ବିଷୟରେ ନିରନ୍ତର ଉଲ୍ଲେଖ କରୁଅଛି”I | |
9 | 2TI | 1 | 4 | zc8s | ἐπιποθῶν σε ἰδεῖν | 1 | I long to see you | ||
10 | 2TI | 1 | 4 | gu8c | figs-metaphor | χαρᾶς πληρωθῶ | 1 | I may be filled with joy | ପାଉଲ ଆପଣା ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ପାତ୍ର, ଯାହାକୁ କେହି ଜଣେ **ପୂର୍ଣ୍ଣ** କରିପାରିବ I ବିକଳ୍ପ ଅନୁବାଦ: “ମୁଁ ଆନନ୍ଦିତ ହୋଇପାରିବି” କିମ୍ବା “ମୁଁ ସମ୍ପୂର୍ଣ୍ଣ ଆନନ୍ଦ ପାଇପାରିବି” [[rc://en/ta/man/translate/figs-metaphor]] ଦେଖନ୍ତୁ) |
11 | 2TI | 1 | 5 | rhs7 | figs-activepassive | ὑπόμνησιν λαβὼν τῆς ἐν σοὶ | 1 | I have been reminded of your | |
12 | 2TI | 1 | 5 | vgz2 | figs-metaphor | πίστεως, ἥτις ἐνῴκησεν πρῶτον ἐν τῇ μάμμῃ σου, Λωΐδι, καὶ τῇ μητρί σου, Εὐνίκῃ; πέπεισμαι δὲ ὅτι καὶ ἐν σοί | 1 | faith, which lived first in your grandmother Lois and your mother Eunice, and I am convinced that it lives in you also | ପାଉଲ ସେମାନଙ୍କର **ବିଶ୍ଵାସ** ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଜୀବିତ ଥାଇ ସେମାନଙ୍କ **ମଧ୍ୟରେ** ବାସ କରୁଅଛି I ବିକଳ୍ପ ଅନୁବାଦ: “ବିଶ୍ଵାସର ତୁମ୍ଭର ମାତାମହୀ ଲୋୟି ଓ ତୁମ୍ଭର ମାତା ଇଉନୀକୀଠାରେ ଈଶ୍ବରଙ୍କ ପ୍ରତି ଅକପଟ ବିଶ୍ଵାସ ଥିଲା, ଆଉ ବର୍ତ୍ତମାନ ମୁଁ ଦୃଢ଼ଭାବେ ବିଶ୍ଵାସ କରୁଅଛି ଯେ ତୁମ୍ଭଠାରେ ମଧ୍ୟ ସେହି ସମାନ ବାସ୍ତବ ବିଶ୍ଵାସ ଅଛି” [[rc://en/ta/man/translate/figs-metaphor]])ଦେଖନ୍ତୁ) |
13 | 2TI | 1 | 5 | l8wc | translate-names | Λωΐδι ... Εὐνίκῃ | 1 | Lois ... Eunice | ଏହା ଏକ ମହିଳାଙ୍କ ନାମ, ତୀମଥିଙ୍କ ଜେଜେମା, ଯିଏ ବୋଧହୁଏ ତାଙ୍କ ମାଙ୍କର ମାତା ଅଟନ୍ତି। [[rc://en/ta/man/translate/translate-names]])ଦେଖନ୍ତୁ) |
14 | 2TI | 1 | 6 | ngi3 | 0 | Connecting Statement: | |||
15 | 2TI | 1 | 6 | h6eq | figs-metaphor | ἀναζωπυρεῖν τὸ χάρισμα | 1 | to rekindle the gift | ଆପଣା **ଦାନ** ବ୍ୟବହାର କରି ତୀମଥି ପୁନର୍ବାର ସେବା ଆରମ୍ଭ କରିବାର ପ୍ରୟୋଜନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପୁନର୍ବାର ଅଗ୍ନି ପ୍ରଜ୍ବଳନ କରୁଛନ୍ତି I ବିକଳ୍ପ ଅନୁବାଦ: ‘ଦାନକୁ ବ୍ୟବହାର କରିବାକୁ ପୁନର୍ବାର ଆରମ୍ଭ କରିବାକୁ” [[rc://en/ta/man/translate/figs-metaphor]]) |
16 | 2TI | 1 | 8 | ry82 | figs-metaphor | συνκακοπάθησον τῷ εὐαγγελίῳ | 1 | share in suffering for the gospel | **ଏକତ୍ର** ଶବ୍ଦର ଅର୍ଥ: (1) ତୀମଥିଙ୍କ ପାଇଁ ପାଉଲଙ୍କ ସହ ଏକତ୍ର ଯନ୍ତ୍ରଣା ଭୋଗିବାକୁ ପଡିପାରେ । (2) ଏହାର ଅର୍ଥ ତୀମଥିଙ୍କ ପାଇଁ ସେହି ସମସ୍ତ ଖ୍ରୀଷ୍ଟିଆନମାନଙ୍କ ସହିତ ଯନ୍ତ୍ରଣା ଭୋଗିବାକୁ ପଡିପାରେ । [[rc://en/ta/man/translate/figs-metaphor]])ଦେଖନ୍ତୁ) |
17 | 2TI | 1 | 9 | ub31 | οὐ κατὰ τὰ ἔργα ἡμῶν | 1 | not according to our works | ||
18 | 2TI | 1 | 10 | i7cl | figs-metaphor | καταργήσαντος μὲν τὸν θάνατον | 1 | who put an end to death | |
19 | 2TI | 1 | 12 | p6pi | figs-metaphor | τὴν παραθήκην μου φυλάξαι | 1 | to keep that which I have entrusted to him | ପାଉଲ ଅନ୍ୟ ଜଣଙ୍କ ସହିତ କିଛି ଛାଡିଥିବା ବ୍ୟକ୍ତିର ରୂପାୟନ ବ୍ୟବହାର କରୁଛନ୍ତି, ଯିଏ ଏହାକୁ ପ୍ରଥମ ବ୍ୟକ୍ତିଙ୍କୁ ନ ଦେବା ପର୍ଯ୍ୟନ୍ତ ଏହାକୁ ସଂରକ୍ଷଣ କରନ୍ତି । ଏଥିରେ ସମ୍ପୃକ୍ତ ଦୁଇଜଣ ବ୍ୟକ୍ତି ହେଉଛନ୍ତି ଯୀଶୁ ଏବଂ ପାଉଲ, କିନ୍ତୁ କାହା ପାଖରେ **ଜମା** ଅଛି ତାହା ସ୍ପଷ୍ଟ ହୋଇନାହିଁ। ଏହାର ଅର୍ଥ (1) ପାଉଲ ଯୀଶୁଙ୍କଠାରେ ଭରସା ରଖୁଛନ୍ତି ଯେ ସେ ତାହାଙ୍କୁ ବିଶ୍ବସ୍ତ ରହିବାକୁ ସାହାଯ୍ୟ କରିବେ I ଏହା ପାଉଲଙ୍କ ନିଜ ଜୀବନ ହୋଇପାରେ, କିମ୍ବା, ବିଶେଷ ଭାବରେ, ପାଉଲ ସାରା ଜୀବନ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହିବେ । ବିକଳ୍ପ ଅନୁବାଦ: “ମୋତେ ତାଙ୍କ ପ୍ରତି ବିଶ୍ୱସ୍ତ ରଖିବା ପାଇଁ” କିମ୍ବା (2) ପାଉଲ ଭରସା ରଖୁଛନ୍ତି ଯେ ଲୋକମାନେ ଯେପରି ସୁସମାଚାରର ସମ୍ବାଦକୁ ନିରନ୍ତର ପ୍ରସାର କରିବାରେ ଲାଗି ରହିବେ ଯୀଶୁ ତାହା ସୁନିଶ୍ଚିତ କରିବେ I ବିକଳ୍ପ ଅନୁବାଦ: “ମୋତେ ତାଙ୍କ ବାର୍ତ୍ତା ପ୍ରଚାର କରିବାରେ ସାହାଯ୍ୟ କରିବାକୁ” [[rc://en/ta/man/translate/figs-metaphor]])ଦେଖନ୍ତୁ) |
20 | 2TI | 1 | 15 | x6cc | translate-names | Φύγελος καὶ Ἑρμογένης | 1 | Phygelus and Hermogenes | ଏହା ଏକ ପୁରୁଷର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
21 | 2TI | 1 | 16 | e6hl | translate-names | Ὀνησιφόρου | 1 | Onesiphorus | ଏହା ଏକ ପୁରୁଷର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
22 | 2TI | 2 | intro | k3zn | 0 | # **2 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ**

## ଗଠନ ଏବଂ ଆକାର

ପଦ 11b-13 ରେ, ପାଉଲ ହୁଏତ ଏକ କବିତା ବା ଭଜନ ଉଦ୍ଧୃତ କରନ୍ତି । ଆପଣଙ୍କ ଅନୁବାଦରେ, ଏହା ଏକ ଉଦ୍ଧୃତି ହୋଇପାରେ ବୋଲି ପାଠକଙ୍କୁ ଦେଖାଇବା ପାଇଁ ଆପଣ ଏହି ପଦଗୁଡ଼ିକୁ ଅଧ୍ୟାୟର ଡାହାଣ ପାର୍ଶ୍ୱରେ ଉଲ୍ଲେଖ କରିପାରିବେ ।

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଆମ୍ଭେମାନେ ତାହାଙ୍କ ସହିତ ରାଜ୍ୟ କରିବା

ଭବିଷ୍ୟତରେ ବିଶ୍ଵସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ସହିତ ରାଜ୍ୟ କରିବେ I ( rc://en/tw/dict/bible/kt/faithful) ଦେଖନ୍ତୁ

## ଏହି ଅଧ୍ୟାୟର ପ୍ରଧାନ ଅଳଙ୍କାରଗୁଡ଼ିକ

### ଆଙ୍ଗିକ ଦୃଷ୍ଟାନ୍ତ

ଏହି ଅଧ୍ୟାୟରରେ, ପାଉଲ ଜଣେ ଖ୍ରୀଷ୍ଟିୟାନଭାବରେ ଜୀବନ ଯାପନ କରିବା ବିଷୟରେ ଅନେକ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ସେ ସୈନିକ, କ୍ରୀଡାବିତ୍ ଓ କୃଷକର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଏହି ଅଧ୍ୟାୟର ଶେଷ ଆଡକୁ, ସେ ଗୋଟିଏ ଗୃହରେ ଥିବା ବିଭିନ୍ନ ପ୍ରକାର ପାତ୍ରର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I | |||
23 | 2TI | 2 | 1 | t13s | 0 | Connecting Statement: | |||
24 | 2TI | 2 | 1 | bll5 | figs-metaphor | τέκνον μου | 1 | my child | ଏଠାରେ “**ପୁତ୍ର**” ଅତ୍ୟନ୍ତ ପ୍ରେମ ଓ ସ୍ବୀକୃତିର ଗୋଟିଏ ଶବ୍ଦ ଅଟେ I ତୀମଥି ପାଉଲଙ୍କ ନିଜ ପୁତ୍ର ନଥିଲେ। ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ମୋହର ପୁତ୍ର ସଦୃଶ” ( [[rc://en/ta/man/translate/figs-metaphor]]) ଦେଖନ୍ତୁ |
25 | 2TI | 2 | 1 | e6ex | figs-metaphor | ἐνδυναμοῦ ἐν τῇ χάριτι τῇ ἐν Χριστῷ Ἰησοῦ | 1 | be strengthened in the grace that is in Christ Jesus | ପାଉଲ ଚାହୁଁଛନ୍ତି ଯେ ଈଶ୍ଵର ତୀମଥିଙ୍କୁ **ଅନୁଗ୍ରହ** କିମ୍ବା ଦୟା ପ୍ରଦାନ କରିଥିବା ଶକ୍ତି ଅନୁଭବ କରନ୍ତୁ। ବିଶ୍ଵାସୀମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି ଈଶ୍ଵରଙ୍କ ଅନୁଗ୍ରହ ଅନୁଭବ କରନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏକ ବିଶେଷଣ ସହିତ ବିସ୍ତୃତ ବିଶେଷ୍ୟ ବ୍ୟବହାର କରି **ଅନୁଗ୍ରହ** ପ୍ରକାଶ କରିପାରିବେ।” ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ସମ୍ପର୍କ ଦ୍ବାରା ଈଶ୍ବର ତୁମ୍ଭକୁ ଦେଇଥିବା ଅନୁଗ୍ରହକୁ ବ୍ୟବହାର କରି ତୁମ୍ଭକୁ ବଳବାନ୍ କରନ୍ତୁ” (ଦେଖ: [[rc://en/ta/man/translate/figs-metaphor]]) ଦେଖନ୍ତୁ |
26 | 2TI | 2 | 2 | kv1m | figs-metaphor | ταῦτα παράθου πιστοῖς ἀνθρώποις | 1 | entrust them to faithful people | ପାଉଲ ତୀମଥିଙ୍କୁ ତାଙ୍କ ନିର୍ଦ୍ଦେଶ ବିଷୟରେ କହନ୍ତି ଯେପରି ତୀମଥି ଅନ୍ୟ ଲୋକମାନଙ୍କୁ ସେହି ଶିକ୍ଷା ଦେଇପାରିବେ ଏବଂ ସେମାନେ ସେହି ଶିକ୍ଷାଗୁଡ଼ିକୁ ଅନ୍ୟମାନଙ୍କୁ ସଠିକ୍ ଭାବରେ ଶିକ୍ଷା ଦେଇପାରିବେ ବୋଲି ସେମାନଙ୍କ ଉପରେ ନିର୍ଭର କରିପାରନ୍ତି। ବିକଳ୍ପ ଅନୁବାଦ: “ସମର୍ପଣ କର” କିମ୍ବା “ଶିକ୍ଷା ଦିଅ” ( [[rc://en/ta/man/translate/figs-metaphor]]) ଦେଖନ୍ତୁ |
27 | 2TI | 2 | 4 | d2lg | ῷ στρατολογήσαντι | 1 | his superior officer | ବିକଳ୍ପ ଅନୁବାଦ: “ତାଙ୍କ ନେତା” କିମ୍ବା “ଯିଏ ତାଙ୍କୁ ଆଦେଶ ଦିଅନ୍ତି” | |
28 | 2TI | 2 | 8 | rp96 | 0 | Connecting Statement: | |||
29 | 2TI | 2 | 11 | g6e4 | writing-poetry | εἰ γὰρ συναπεθάνομεν, καὶ συνζήσομε | 1 | If we have died with him, we will also live with him | ଏହା ଏକ କବିତା ବା ଗୀତର ଆରମ୍ଭ ଯାହା ପାଉଲ ବୋଧହୁଏ ଉଦ୍ଧୃତ କରୁଛନ୍ତି। ଯଦି ଆପଣଙ୍କ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ଆପଣ ଏଠାରେ ତାହା ବ୍ୟବହାର କରିପାରିବେ I ଯେପରିକି ପୃଥକ ଧାଡିରେ ବ୍ୟକ୍ତିଗତ ବାକ୍ୟାଂଶ ଉଲ୍ଲେଖ କରି, ଆପଣ ଏହାକୁ ଏଠାରେ ଏବଂ 2:12 ଏବଂ 2:13 ରେ ବ୍ୟବହାର କରିପାରିବେ। ଯଦି ନୁହେଁ, ଏହାକୁ ଆପଣ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କରନ୍ତୁ I [[rc://en/ta/man/translate/writing-poetry]]) ଦେଖନ୍ତୁ |
30 | 2TI | 2 | 13 | y1wj | writing-poetry | εἰ ἀπιστοῦμεν ... ἀρνήσασθαι ... ἑαυτὸν οὐ δύναται | 1 | if we are unfaithful ... he cannot deny himself | |
31 | 2TI | 2 | 15 | m3vy | σεαυτὸν, δόκιμον παραστῆσαι τῷ Θεῷ, ἐργάτην ἀνεπαίσχυντον | 1 | to present yourself to God as one approved, a worker who has no reason to be ashamed | ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବାକୁ ଯଥାସମ୍ଭବ ଚେଷ୍ଟା କର” | |
32 | 2TI | 2 | 17 | x2k6 | translate-names | Ὑμέναιος, καὶ Φίλητος | 1 | Hymenaeus and Philetus | ଏଗୁଡ଼ିକ ପୁରୁଷମାନଙ୍କର ନାମ। [[rc://en/ta/man/translate/translate-names]]) ଦେଖନ୍ତୁ |
33 | 2TI | 2 | 19 | zp5m | figs-metaphor | 0 | General Information: | ||
34 | 2TI | 2 | 20 | j75l | figs-metaphor | σκεύη χρυσᾶ καὶ ἀργυρᾶ ... ξύλινα καὶ ὀστράκινα | 1 | containers of gold and silver ... containers of wood and clay | **ପାତ୍ର** ଶବ୍ଦ ଅନ୍ୟ ଜିନିଷ ରଖିବା ପାଇଁ ବ୍ୟବହୃତ ସାମଗ୍ରୀ ପାଇଁ ଏକ ସାଧାରଣ ଶବ୍ଦ ଅଟେ, ଯେପରିକି ଶସ୍ୟ, ଖାଦ୍ୟ, ପାନୀୟ କିମ୍ବା ଆବର୍ଜନା। ଯଦି ଆପଣଙ୍କର ଭାଷାରେ ସାଧାରଣ ଶବ୍ଦ ନାହିଁ, ଆପଣ “ପାତ୍ର” କିମ୍ବା “ହାଣ୍ଡି” ପରି ଏକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିପାରିବେ। [[rc://en/ta/man/translate/figs-metaphor]])ଦେଖନ୍ତୁ) |
35 | 2TI | 2 | 26 | ef3q | figs-metaphor | ἀνανήψωσιν | 1 | They may become sober again | ପାଉଲ ପାପୀମାନଙ୍କ ବିଷୟରେ କରନ୍ତି ଯେ ସେମାନେ ମଦ୍ୟପାନ କରୁଥିବା ପରି ଈଶ୍ଵରଙ୍କ ବିଷୟରେ ସଠିକ୍ ଭାବରେ ଜାଣିପାରିବେ ।

[[rc://en/ta/man/translate/figs-metaphor]])ଦେଖନ୍ତୁ) |
36 | 2TI | 3 | intro | k2cr | 0 | # 2 ତୀମଥି 03 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

”**ଶେଷ ଦିନ**”ର ଅର୍ଥ ହୁଏତ ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବ ସମୟ ହୋଇପାରେ ବୋଲି ଅନେକ ଜ୍ଞାନୀବ୍ୟକ୍ତି ମାନେ ବିଶ୍ଵାସ କରନ୍ତି I ଯଦି ଏହା ହୁଏ, ତେବେ ପାଉଲ ଏହି ପାଠ୍ୟରେ ଦୁଃଖଉଠେଇବା ବିଷୟରେ ଯାହା ଶିକ୍ଷା ଦିଅନ୍ତି ତାହା ସମସ୍ତ ବିଶ୍ଵାସୀଙ୍କ ପାଇଁ ପ୍ରଯୁଜ୍ୟ ଅଟେ। କିନ୍ତୁ କେତେକ ଜ୍ଞାନୀବ୍ୟକ୍ତିମାନେ **ଶେଷ ଦିନକୁ** ଭବିଷ୍ୟତରେ ଏକ ସମୟ ବୋଲି ବିଶ୍ଵାସ କରନ୍ତି ଯାହା ଯୀଶୁଙ୍କ ଫେରିବା ପୂର୍ବ ସମୟକୁ ସୂଚାଏ । ଯଦି ତାହା ହୁଏ, ତେବେ ପାଉଲ 1-9 ଏବଂ 13 ପଦରେ ସେହି ଦିନଗୁଡ଼ିକ ବିଷୟରେ ଭାବବାଣୀ କରୁଛନ୍ତି I ଯଦି ସମ୍ଭବ, ଅନୁବାଦକମାନେ ଏହି ଶବ୍ଦଗୁଡ଼ିକୁ କିପରି ଅନୁବାଦ କରନ୍ତି ସେ ବିଷୟରେ ସେମାନଙ୍କର ବୁଝାମଣାକୁ ପ୍ରଭାବିତ ନକରି ସାବଧାନ କରିବା ଉଚିତ୍ । ([[rc://en/tw/dict/bible/kt/prophet]] ଓ [[rc://en/tw/dict/bible/kt/lastday]] ଦେଖନ୍ତୁ) | |||
37 | 2TI | 3 | 1 | j97t | 0 | Connecting Statement: | |||
38 | 2TI | 3 | 5 | tpe8 | ἔχοντες μόρφωσιν εὐσεβείας | 1 | have a shape of godliness | ||
39 | 2TI | 3 | 8 | m6a7 | 0 | Connecting Statement: | |||
40 | 2TI | 3 | 8 | b8el | translate-names | Ἰάννης καὶ Ἰαμβρῆς | 1 | Jannes and Jambres | ଏସବୁ ପୁରୁଷମାନଙ୍କ ନାମI

[[rc://en/ta/man/translate/translate-names]])ଦେଖନ୍ତୁ) |
41 | 2TI | 3 | 8 | tgn8 | figs-metaphor | ἀντέστησαν | 1 | stood against | |
42 | 2TI | 3 | 8 | dc3z | ἀνθίστανται τῇ ἀληθείᾳ | 1 | stand against the truth | ||
43 | 2TI | 3 | 13 | eyx5 | figs-metaphor | πλανῶντες καὶ πλανώμενοι | 1 | leading others and themselves astray | ଏଠାରେ, ଜଣେ ଲୋକକୁ **ବିପଥରେ ନେଇଯିବା** ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ ଯାହା ସତ୍ୟ ନୁହେଁ, ତାହା ବିଶ୍ବାସ କରିବାକୁ ପ୍ରରୋଚିତ କରିବା I ବିକଳ୍ପ ଅନୁବାଦ: “ମିଥ୍ୟାକୁ ବିଶ୍ବାସ କରିବା ଓ ମିଥ୍ୟା ଶିକ୍ଷା ଦେବା” (ଦେଖ: [[rc://en/ta/man/translate/figs-metaphor]]) ଦେଖନ୍ତୁ) |
44 | 2TI | 3 | 14 | ytg9 | figs-metaphor | μένε ἐν οἷς ἔμαθες | 1 | remain in the things that you have learned | ବାଇବେଲଜନିତ ଉପଦେଶ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠି ତୀମଥି ରହିପାରିବେ I ବିକଳ୍ପ ଅନୁବାଦ: “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା ଭୁଲି ଯାଅ ନାହିଁ” କିମ୍ବା “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା କରିବାରେ ଲାଗିରୁହ” (ଦେଖ: [[rc://en/ta/man/translate/figs-metaphor]]) ଦେଖନ୍ତୁ) |
45 | 2TI | 3 | 15 | w9l5 | figs-personification | ἱερὰ γράμματα οἶδας, τὰ δυνάμενά σε σοφίσαι εἰς σωτηρίαν διὰ πίστεως τῆς ἐν Χριστῷ Ἰησοῦ | 1 | the sacred writings. These are able to make you wise for salvation through faith in Christ Jesus | ପବିତ୍ର ଶାସ୍ତ୍ର ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ଜଣେ ବ୍ୟକ୍ତି, ଯେ କି ଅନ୍ୟ ଜଣକୁ ଜ୍ଞାନୀ କରିପାରିବ I ବିକଳ୍ପ ଅନୁବାଦ: “ଯେ ଯେତେବେଳେ ତୁମ୍ଭେ ଈଶ୍ବରଙ୍କ ବାକ୍ୟ ପାଠ କରିବ, ତୁମ୍ଭେ ବିଶ୍ବାସ କରିବା ଦ୍ବାରା ଖ୍ରୀଷ୍ଟ ଯୀଶୁଙ୍କଠାରୁ ପରିତ୍ରାଣ ପାଇବା ନିମନ୍ତେ ଜ୍ଞାନୀ ହେବ” (ଦେଖ: [[rc://en/ta/man/translate/figs-personification]]) ଦେଖନ୍ତୁ |
46 | 2TI | 3 | 16 | s274 | figs-activepassive | πᾶσα Γραφὴ θεόπνευστος | 1 | All scripture has been inspired by God | କେତେକ ବାଇବେଲ ଏହାକୁ “ସମସ୍ତ ଶାସ୍ତ୍ର **ଈଶ୍ବର ନିଶ୍ବଶିତ**” ବୋଲି ଅନୁବାଦ କରନ୍ତି I ଏହାର ଅର୍ଥ ହେଉଛି ଯେ କଅଣ ଲେଖିବାକୁ ହେବ ତାହା ଈଶ୍ବର ଲୋକମାନଙ୍କୁ ଆପଣା ଆତ୍ମାଙ୍କ ଦ୍ବାରା କହି ଧର୍ମଶାସ୍ତ୍ରକୁ ଉତ୍ପନ୍ନ କଲେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣା ଆତ୍ମାଙ୍କ ଦ୍ବାରା ସମସ୍ତ ଶାସ୍ତ୍ର ଉତ୍ପନ କଲେ ଯେପରି ତାହାଙ୍କର ଆତ୍ମାଙ୍କ ଲୋକମାନଙ୍କୁ ଲେଖିବାକୁ ନିର୍ଦେଶ ଦେଇଥିଲେ ” (ଦେଖ: [[rc://en/ta/man/translate/figs-activepassive]]) ଦେଖନ୍ତୁ) |
47 | 2TI | 4 | intro | k2xa | 0 | # 2 ତୀମଥି 04 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

## 1\. ପାଉଲ ତୀମଥିଙ୍କୁ ଏକ ଗୁରୁତର ଦାୟିତ୍ଵ ଦିଅନ୍ତି (4: 1-8)

## 2\. ପାଉଲ କିପରି ଅଛନ୍ତି ତାହା ସେ ତୀମଥିଙ୍କୁ କହନ୍ତି (4: 9-18)

## 3\. ପାଉଲ ବ୍ୟକ୍ତିଗତ ଅଭିବାଦନ ପଠାନ୍ତି (4: 19-22)

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

## “ମୁଁ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି”

## ଏହି ଶବ୍ଦଗୁଡ଼ିକ ବାକ୍ୟାଂଶ ସହ ପାଉଲ ତୀମଥିଙ୍କୁ ଆଜ୍ଞା ଦିଅନ୍ତି ଯାହାକୁ ସେ ସମ୍ଭବତଃ ଗମ୍ଭୀର ଉପାୟରେ ପାଳନ କରିବା ଆବଶ୍ୟକ ଅଟେ । ଏହା ପାଉଲଙ୍କ ନିଜ କର୍ତ୍ତୃତ୍ୱ ଦ୍ୱାରା ନୁହେଁ, ବରଂ ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ କର୍ତ୍ତୃତ୍ୱରେ ତୀମଥିଙ୍କୁ ପାଉଲଙ୍କ ଆଦେଶ ଥିଲା । ଅନ୍ୟ ଅର୍ଥରେ, ପାଉଲ କହୁଛନ୍ତି ଯେ ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟ ପାଉଲଙ୍କ ମାଧ୍ୟମରେ ତୀମଥିଙ୍କୁ ଆଦେଶ ଦେଉଛନ୍ତି ।

### ମୁକୁଟ

ଶାସ୍ତ୍ର ବିଭିନ୍ନ ବିଷୟପାଇଁ ବିଭିନ୍ନ ମୁକୁଟକୁ ପ୍ରତିଛବି ଭାବରେ ବ୍ୟବହାର କରିଥାଏ I ଏହି ଅଧ୍ୟାୟରେ ଏପରି ଜଣାପଡୁଛି ଯେ ଯଥାର୍ଥଭାବେ ଜୀବନ ଯାପନ କରିଥିବାର ଫଳ ସ୍ବରୂପେ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ମୁକୁଟ ପ୍ରଦାନ କରିବେ I | |||
48 | 2TI | 4 | 1 | t68n | 0 | Connecting Statement: | |||
49 | 2TI | 4 | 2 | u1yc | παρακάλεσον, ἐν πάσῃ μακροθυμίᾳ καὶ διδαχῇ | 1 | exhort, with all patience and teaching | ||
50 | 2TI | 4 | 3 | e5t2 | figs-metaphor | κατὰ τὰς ἰδίας ἐπιθυμίας, ἑαυτοῖς ἐπισωρεύσουσιν διδασκάλους | 1 | they will heap up for themselves teachers according to their own desires | ଲୋକମାନେ ଅନେକ ଶିକ୍ଷକମାନଙ୍କୁ ସଂଗ୍ରହ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ସେମାନଙ୍କୁ ଗୋଟିଏ ଗଦା ବା ସ୍ତୁପ ମଧ୍ୟକୁ ପକାଇଦେଉଛି Iବିକଳ୍ପ ଅନୁବାଦ: “ସେମାନେ ଅନେକ ଶିକ୍ଷକଙ୍କୁ ଶୁଣିବେ,

ଯେଉଁମାନେ ସେମାନଙ୍କୁ ନିଶ୍ଚୟତା ଦେବେ ଯେ ସେମାନଙ୍କ ପାପପୂର୍ଣ୍ଣ ଅଭିଳାଷରେ କିଛି ଭୁଲ୍ ନାହିଁ” [[rc://en/ta/man/translate/figs-metaphor]])ଦେଖନ୍ତୁ) |
51 | 2TI | 4 | 3 | s375 | figs-idiom | κνηθόμενοι τὴν ἀκοήν | 1 | who say what their itching ears want to hear | ଲୋକମାନେ ଦୃଢ଼ଭାବରେ କିଛି ବିଷୟ ଶୁଣିବାକୁ ଇଚ୍ଛା କରୁଥିବା ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ସେମାନଙ୍କ କର୍ଣ୍ଣ କୁଣ୍ଡେଇ ହେଉଛି ଓ ଶିକ୍ଷକମାନେ ସେମାନେ ଶୁଣିବାକୁ ଚାହୁଁଥିବା ବିଷୟ କହିଲେ ଯାଇ ସେମାନଙ୍କୁ ଭଲ ଲାଗିବIବିକଳ୍ପ ଅନୁବାଦ “ଯେଉଁମାନେ କହନ୍ତି ଯେ ସେମାନେ ଯାହା ଚାହାନ୍ତି,ତାହା ହିଁ ଶୁଣିବେ” [[rc://en/ta/man/translate/figs-idiom]])ଦେଖନ୍ତୁ) |
52 | 2TI | 4 | 4 | rh2i | figs-metaphor | ἀπὸ μὲν τῆς ἀληθείας τὴν ἀκοὴν ἀποστρέψουσιν | 1 | They will turn their hearing away from the truth | ଲୋକମାନେ ଆଉ ମନଯୋଗ କରୁ ନ ଥିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶାରୀରିକ ଭାବରେ ବିମୁଖ ହେଉଛନ୍ତି, ଯେପରି ସେମାନେ ଶୁଣିପାରିବେ ନାହିଁ Iବିକଳ୍ପ ଅନୁବାଦ: “ସେମାନେ ସତ୍ୟ ପ୍ରତି ଆଉ ମନଯୋଗ କରିବେ ନାହିଁ” [[rc://en/ta/man/translate/figs-metaphor]])ଦେଖନ୍ତୁ) |
53 | 2TI | 4 | 4 | xrv7 | figs-metaphor | τοὺς μύθους ἐκτραπήσονται | 1 | they will turn aside to myths | ଲୋକମାନେ କଳ୍ପିତ କାହାଣୀ ପ୍ରତି ମନଯୋଗ କରିବାକୁ ଆରମ୍ଭ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶୁଣିବାକୁ ଶାରୀରିକ ଭାବରେ ସେମାନଙ୍କ ପ୍ରତି ଢଳିପଡୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ନ ଥିବା ଶିକ୍ଷା ପ୍ରତି ମନଯୋଗ କରିବେ” [[rc://en/ta/man/translate/figs-metaphor]]) ଦେଖନ୍ତୁ) |
54 | 2TI | 4 | 5 | ehz7 | figs-metaphor | νῆφε | 1 | be sober-minded | ପାଉଲ ଚାହାନ୍ତି ଯେ ତାଙ୍କର ପାଠକମାନେ ସବୁ ବିଷୟରେ ସଠିକ୍ ଚିନ୍ତା କରନ୍ତୁ ଓ ସେ ସେମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଚାହାନ୍ତି ଯେ ସେମାନେ ଦ୍ରାକ୍ଷାରସରେ ମତ୍ତ ନ ହୋଇ ସୁବୁଦ୍ଧି ହୁଅନ୍ତୁI

ବିକଳ୍ପ ଅନୁବାଦ: “ସ୍ପଷ୍ଟଭାବେ ଚିନ୍ତା କର” [[rc://en/ta/man/translate/figs-metaphor]]) ଦେଖନ୍ତୁ)) |
55 | 2TI | 4 | 6 | sh23 | figs-metaphor | ἐγὼ ... ἤδη σπένδομαι | 1 | I am already being poured out | ପାଉଲ ମୃତ୍ୟୁଭୋଗ ସମ୍ବନ୍ଧରେ ଆପଣା ପ୍ରସ୍ତୁତି ବିଷୟରେ କହନ୍ତି ଯେ ସତେ ଯେପରି ସେ ଈଶ୍ବରଙ୍କ ନିମନ୍ତେ ଆହୁତି ସ୍ବରୂପେ ଢଳାଯିବା ନିମନ୍ତେ ପ୍ରସ୍ତୁତ ଗୋଟିଏ ଦ୍ରାକ୍ଷାରସର ପାତ୍ର ଅଟନ୍ତି Iବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ନିକଟରେ ମୋ ଜୀବନର ବଳିଦାନ ଶୀଘ୍ର ସମାପ୍ତ ହେବ”I [[rc://en/ta/man/translate/figs-metaphor]])ଦେଖନ୍ତୁ) |
56 | 2TI | 4 | 6 | fb7l | figs-euphemism | ὁ καιρὸς τῆς ἀναλύσεώς μου ἐφέστηκεν | 1 | The time of my departure has come | ଏଠାରେ “**ମହାପ୍ରୟାଣ**” ମୃତ୍ୟୁକୁ ବୁଝାଏ Iଅପ୍ରୀତିକର ବିଷୟକୁ ସୂଚାଇବା ପାଇଁ ଏହା ଏକ ଭଦ୍ର ଉପାୟ ଅଟେ।

ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ମୃତ୍ୟୁଭୋଗ କରି ଏହି ଜଗତ ପରିତ୍ୟାଗ କରିବି” [[rc://en/ta/man/translate/figs-euphemism]])ଦେଖନ୍ତୁ) |
57 | 2TI | 4 | 7 | vk2p | figs-metaphor | τὴν πίστιν τετήρηκα | 1 | I have kept the faith | ଖ୍ରୀଷ୍ଟଙ୍କଠାରେ ନିଜର ଭରସା ଓ ଈଶ୍ବରଙ୍କ ପ୍ରତି ନିଜର **ବିଶ୍ଵାସ** ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ବହୁମୂଲ୍ୟ ପଦାର୍ଥ ଯାହା ସେ ନିଜର ଅକ୍ତିଆରରେ ରଖିଛନ୍ତି I

ସେଗୁଡ଼ିକର ଅର୍ଥ (1) ଈଶ୍ଵର ପାଉଲଙ୍କୁ ଯାହା କରିବାକୁ କହିଥିଲେ ତାହା ସେ ବିଶ୍ଵସ୍ତ ହୋଇ କଲେ ବିକଳ୍ପ ଅନୁବାଦ: “ମୋହର ସେବାକାର୍ଯ୍ୟ କରିବାରେ ମୁଁ ବିଶ୍ବସ୍ତ ରହିଅଛି” କିମ୍ବା (2) ପାଉଲ ବିଶ୍ଵସ୍ତ ହୋଇ ସତ୍ୟର ଶିକ୍ଷା ଦେଲେ ବିକଳ୍ପ ଅନୁବାଦ: ତୃଟିଶୂନ୍ୟ ଶିକ୍ଷାକୁ ମୁଁ ରକ୍ଷା କରିଅଛି” [[rc://en/ta/man/translate/figs-metaphor]])ଦେଖନ୍ତୁ) |
58 | 2TI | 4 | 8 | dwn6 | στέφανος | 1 | crown | 2: 5 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଈଶ୍ଵରଙ୍କଠାରୁ ଭବିଷ୍ୟତର ପୁରସ୍କାରର ଉଦାହରଣ ଭାବରେ ପାଉଲ ବ୍ୟବହାର କରୁଥିବା **ମୁକୁଟଟି** ପ୍ରତିଯୋଗିତାର ବିଜେତାମାନଙ୍କୁ ଦିଆଯାଏ, ଏହି ମୁକୁଟ ଲରେଲ ଗଛର ପତ୍ରରୁ ତିଆରି ପୁଷ୍ପମାଲ୍ୟ ଅଟେ । ଆପଣ ଆପଣଙ୍କ ଭାଷାରେ ଏକ ଶବ୍ଦ ବ୍ୟବହାର କରିପାରିବେ ଯାହା ପୁରସ୍କାର ଭାବରେ ଏକ ପ୍ରତିଯୋଗିତାରେ ଜିତିବାକୁ ସୂଚିତ କରେ । | |
59 | 2TI | 4 | 8 | n3k8 | ἐν, ἐκείνῃ τῇ ἡμέρᾳ | 1 | on that day | 1:12 ପରି, ଏହା ସେହି **ଦିନକୁ** ବୁଝାଏ ଯେବେ ଯୀଶୁ ଲୋକମାନଙ୍କୁ ବିଚାର କରିବାକୁ ଫେରି ଆସିବେ । ବିକଳ୍ପ ଅନୁବାଦ: “ବିଚାର ଦିନ” | |
60 | 2TI | 4 | 8 | uh88 | figs-pastforfuture | ἀλλὰ καὶ πᾶσιν τοῖς ἠγαπηκόσι τὴν ἐπιφάνειαν αὐτοῦ | 1 | but also to all those who have loved his appearing | ବିକଳ୍ପ ଅନୁବାଦ: “ଯେଉଁମାନେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି” [[rc://en/ta/man/translate/figs-pastforfuture]])ଦେଖନ୍ତୁ) |
61 | 2TI | 4 | 9 | s7xl | 0 | Connecting Statement: | |||
62 | 2TI | 4 | 9 | t8b7 | ἐλθεῖν ... ταχέως | 1 | come ... quickly | ବିକଳ୍ପ ଅନୁବାଦ: “ଆସ… ଯଥା ଶୀଘ୍ର” | |
63 | 2TI | 4 | 10 | e4xx | translate-names | Δημᾶς ... Κρήσκης ... Τίτος | 1 | Demas ... Crescens ... Titus | ଏଗୁଡ଼ିକ ପୁରୁଷମାନଙ୍କର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
64 | 2TI | 4 | 10 | gs61 | translate-names | Δαλματίαν | 1 | Dalmatia | ଏଗୁଡ଼ିକ ରୋମୀୟ ସାମ୍ରାଜ୍ୟର ନାମର କିଛି ଅଂଶ । **ଗାଲାତିଆ** ରୋମୀୟ ପ୍ରଦେଶ ଏକ କାର୍ଯ୍ୟଳୟ ଏବଂ **ଦଲ୍ମତିଆ** ଇଲ୍ଲୁରିକ ପ୍ରଦେଶର ଦକ୍ଷିଣ ଭାଗର ଏକ ଅଞ୍ଚଳ ଅଟେ । [[rc://en/ta/man/translate/translate-names]]) |
65 | 2TI | 4 | 13 | v9b6 | translate-names | Κάρπῳ | 1 | Carpus | ଏହା ଏକ ପୁରୁଷର ନାମ ଅଟେ । [[rc://en/ta/man/translate/translate-names]]) |
66 | 2TI | 4 | 14 | kv94 | translate-names | Ἀλέξανδρος | 1 | Alexander | ଏହା ଏକ ପୁରୁଷର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
67 | 2TI | 4 | 14 | jv63 | figs-metaphor | πολλά μοι κακὰ ἐνεδείξατο | 1 | displayed many evil deeds against me | |
68 | 2TI | 4 | 14 | xrj6 | αὐτῷ ... αὐτοῦ | 1 | him ... his | ||
69 | 2TI | 4 | 15 | jq91 | ὃν | 1 | him ... he | ||
70 | 2TI | 4 | 19 | mef8 | Ὀνησιφόρου | 1 | Onesiphorus | ଏହା ଏକ ପୁରୁଷର ନାମ । 1:16 ରେ ଆପଣ ଏହି ନାମକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । [[rc://en/ta/man/translate/translate-names]])ଦେଖନ୍ତୁ) | |
71 | 2TI | 4 | 20 | lie9 | translate-names | Ἔραστος ... Τρόφιμον | 1 | Erastus ... Trophimus | ଏଗୁଡ଼ିକ ପୁରୁଷମାନଙ୍କର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
72 | 2TI | 4 | 20 | wp9h | translate-names | Μιλήτῳ | 1 | Miletus | ଏହା ଏଫିସର ଦକ୍ଷିଣରେ ଥିବା ଏକ ସହରର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
73 | 2TI | 4 | 21 | p7px | translate-names | Εὔβουλος ... Πούδης ... Λίνος | 1 | Eubulus ... Pudens, Linus | ଏଗୁଡ଼ିକ ପୁରୁଷମାନଙ୍କର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
74 | 2TI | 4 | 21 | er77 | translate-names | Κλαυδία | 1 | Claudia | ଏହା ଜଣେ ମହିଳାଙ୍କ ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
75 | 2TI | 1 | 1 | p001 | translate-names | Παῦλος | 1 | Paul | ଏହା ହେଉଛି ଜଣେ ବ୍ୟକ୍ତିଙ୍କ ନାମ ଅର୍ଥାତ ଚିଠିର ଲେଖକ । [[rc://en/ta/man/translate/translate-names]])ଦେଖନ୍ତୁ) |
76 | 2TI | 1 | 2 | p002 | translate-names | Τιμοθέῳ | 1 | to Timothy | ଏହା ଏକ ବ୍ୟକ୍ତିଙ୍କ ନାମ ଯାହାଙ୍କୁ ଏହି ପତ୍ର ଲେଖାଯାଇଛି । [[rc://en/ta/man/translate/translate-names]])ଦେଖନ୍ତୁ) |
77 | 2TI | 1 | 2 | p003 | figs-abstractnouns | χάρις, ἔλεος, εἰρήνη | 1 | Grace, mercy, and peace | ତୀମଥିଙ୍କୁ ପାଉଲଙ୍କ ଆଶୀର୍ବାଦ ଏହି ତିନୋଟି ଗୁଣ ବାଚକ ବିଶେଷ୍ୟ ଅନ୍ତର୍ଭୁକ୍ତ କରେ । ଆପଣଙ୍କ ଭାଷାରେ ଏହି ଧାରଣାଗୁଡ଼ିକୁ ପ୍ରକାଶ କରିବାର ଏକ ବିଶେଷ ଉପାୟ ଥାଇପାରେ, ଯେପରିକି ଏକ କ୍ରିୟା ସହିତ । ଯଦି ଅଛି, ଆପଣ ସେଗୁଡ଼ିକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । UST ଦେଖନ୍ତୁ । [[rc://en/ta/man/translate/figs-abstractnouns]]) ଦେଖନ୍ତୁ) |
78 | 2TI | 1 | 2 | dcr3 | figs-exclusive | ἡμῶν | 1 | our | ଏହି ପୁସ୍ତକରେ, ଯଦି ଅନ୍ୟଥା ଉଲ୍ଲେଖ କରାଯାଇ ନାହିଁ, **ଆମ୍ଭେ,** **ଆମ୍ଭ** ଏବଂ **ଆମ୍ଭର** ଶବ୍ଦଗୁଡ଼ିକ ପାଉଲ (ଏହି ପତ୍ରର ଲେଖକ), ତୀମଥି (ଯାହାଙ୍କ ନିକଟକୁ ଏହି ପତ୍ର ଲେଖାଯାଇଛି) ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଏ । [[rc://en/ta/man/translate/figs-exclusive]])ଦେଖନ୍ତୁ) |
79 | 2TI | 1 | 3 | p005 | figs-yousingular | σοῦ | 1 | you | ପାଉଲ ତୀମଥିଙ୍କୁ ସମ୍ବୋଧନ କରୁଥିବାରୁ **ତୁମ୍ଭେ** ଶବ୍ଦ ଏଠାରେ ଏବଂ ପୁସ୍ତକରେ ଏକବଚନ ଅଟେ । 4:22 ରେ ଗୋଟିଏ ଟିପ୍ପଣୀ ଏକ ବ୍ୟତିକ୍ରମ ବିଷୟରେ ଆଲୋଚନା କରେ । [[rc://en/ta/man/translate/figs-yousingular]])ଦେଖନ୍ତୁ) |
80 | 2TI | 3 | 13 | p095 | figs-idiom | ἐπὶ τὸ χεῖρον | 1 | unto the worse | ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଖରାପରୁ ଖରାପ” [[rc://en/ta/man/translate/figs-idiom]])ଦେଖନ୍ତୁ) |
81 | 2TI | 1 | 5 | p009 | translate-names | Εὐνίκῃ | 1 | Eunice | ଏହା ଏକ ମହିଳା ତଥ୍ୟ ତୀମଥିଙ୍କ ମାତାଙ୍କ ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
82 | 2TI | 1 | 6 | s6vb | figs-explicit | τὸ χάρισμα τοῦ Θεοῦ, ὅ ἐστιν ἐν σοὶ διὰ τῆς ἐπιθέσεως τῶν χειρῶν μου | 1 | the gift of God that is in you through the laying on of my hands | ଏହା ସୂଚିତ କରେ ଯେ ଏହା ଏକ ଆତ୍ମିକ ଉପହାର ଯାହା ତୀମଥିଙ୍କୁ ଈଶ୍ଵର ସେବା କରିବାକୁ ସକ୍ଷମ କରନ୍ତି ଏବଂ ପାଉଲ ମଧ୍ୟ ତୀମଥିଙ୍କ ପାଇଁ ପ୍ରାର୍ଥନା କଲେ ଯେତେବେଳେ ସେ ତାଙ୍କ ଉପରେ ହାତ ରଖିଥିଲେ। ଯଦି ଏହି ବିଷୟଗୁଡ଼ିକ ଅସ୍ପଷ୍ଟ, ଆପଣ ହୁଏତ ଆପଣଙ୍କର ଅନୁବାଦରେ ଏହି ସୂଚନା ଅନ୍ତର୍ଭୂକ୍ତ କରିପାରିବେ । [[rc://en/ta/man/translate/figs-explicit]])ଦେଖନ୍ତୁ) |
83 | 2TI | 1 | 10 | p013 | figs-activepassive | φανερωθεῖσαν δὲ νῦν | 1 | and which now has been revealed | ଯଦି ଆପଣଙ୍କ ଭାଷା ପାସ୍ ମୌଖିକ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯାହା ବର୍ତ୍ତମାନ ଈଶ୍ଵର ପ୍ରକାଶ କରିଛନ୍ତି” କିମ୍ବା “ଯାହା ବର୍ତ୍ତମାନ ଈଶ୍ଵର ଲୋକମାନଙ୍କୁ ଜାଣିବାକୁ ଅନୁମତି ଦେଇଛନ୍ତି” [[rc://en/ta/man/translate/figs-activepassive]])ଦେଖନ୍ତୁ) |
84 | 2TI | 1 | 15 | p019 | translate-names | Ἀσίᾳ | 1 | Asia | ଏହା ଏକ ରୋମୀୟ ପ୍ରଦେଶର, ଏସିଆ ପ୍ରଦେଶର ନାମ ଅଟେ, ଏହାର ରାଜଧାନୀ ଏଫିସରେ ଥିଲା, ଯେଉଁଠାରେ ତୀମଥି ଏହି ପତ୍ର ଲେଖିବା ସମୟରେ ରହୁଥିଲେ । ଏହା ବର୍ତ୍ତମାନ ଆଧୁନିକ ତୁର୍କୀର ଏକ ଅଞ୍ଚଳ ଅଟେ । [[rc://en/ta/man/translate/translate-names]])ଦେଖନ୍ତୁ) |
85 | 2TI | 1 | 15 | p021 | translate-names | Ἑρμογένης | 1 | Hermogenes | ଏହା ଏକ ପୁରୁଷର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
86 | 2TI | 1 | 17 | xfg1 | grammar-connect-logic-contrast | ἀλλὰ | 1 | but | ଏଠାରେ, **କିନ୍ତୁ** ପୂର୍ବ ପଦ ଏବଂ ଏହି ପଦ ମଧ୍ୟରେ ଏକ ପାର୍ଥକ୍ୟକୁ ସୂଚାଏ । ପାଉଲ ବନ୍ଦୀ ଥିବା ହେତୁ ଲଜ୍ଜାଜନକ ହେବା ପରିବର୍ତ୍ତେ ଅନୀସିଫର ପାଉଲଙ୍କୁ ଖୋଜି ସେଠାରେ ପାଇଲେ। ଏହି ଭିନ୍ନତା ଦେଖାଇବା ପାଇଁ ଆପଣଙ୍କ ଭାଷାରେ ଯେକୌଣସି ଗଠନ ସ୍ଵାଭାବିକ ଅଟେ ତାହା ଅନୁସରଣ କରନ୍ତୁ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ) |
87 | 2TI | 1 | 17 | p022 | translate-names | Ῥώμῃ | 1 | Rome | ଏହା ଏକ ସହରର ନାମ, ଯାହା ରୋମୀୟ ସାମ୍ରାଜ୍ୟର ରାଜଧାନୀ ଥିଲା । [[rc://en/ta/man/translate/translate-names]])ଦେଖନ୍ତୁ) |
88 | 2TI | 1 | 18 | x0eo | grammar-connect-logic-result | (δῴη αὐτῷ ὁ Κύριος, εὑρεῖν ἔλεος παρὰ Κυρίου ἐν ἐκείνῃ τῇ ἡμέρᾳ), καὶ ὅσα ἐν Ἐφέσῳ διηκόνησεν, βέλτιον σὺ γινώσκεις | 1 | May the Lord grant to him to find mercy from the Lord in that day. And how much he served in Ephesus, you know very well | ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟଗୁଡ଼ିକର କ୍ରମକୁ ଓଲଟାଇ ପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟଟି ପ୍ରଥମ ବାକ୍ୟ ବର୍ଣ୍ଣନା କରୁଥିବା କାର୍ଯ୍ୟର କାରଣକୁ ଦର୍ଶାଏ । UST ଦେଖନ୍ତୁ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ) |
89 | 2TI | 1 | 18 | p024 | translate-names | Ἐφέσῳ | 1 | Ephesus | ଏହା ହେଉଛି ସହରର ନାମ, ଯେଉଁଠାରେ ପତ୍ର ଗ୍ରହଣ କରୁଥିବା ବ୍ୟକ୍ତି ତୀମଥି ଥିଲେ । [[rc://en/ta/man/translate/translate-names]])ଦେଖନ୍ତୁ) |
90 | 2TI | 1 | 18 | p025 | figs-explicit | ὅσα ἐν Ἐφέσῳ διηκόνησεν, βέλτιον σὺ γινώσκεις | 1 | how much he served in Ephesus, you know very well | This becomes clear when we understand what this king was to face. Normally, a king’s enemy is another king from an opposing nation, or another army, or rebellion from his people, or people who are against him. But the prophet Zechariah wrote that the King revealed on a ‘donkey’ was going to ‘free the prisoners from the waterless pit’ (v11). The ‘pit’ was the Hebrew way of referring to the grave, or death. This Coming King was going to free those who were prisoners, not of dictators, corrupt politicians, evil kings, or trapped in jails, but those who were ‘prisoners’ of death. [[rc://en/ta/man/translate/figs-explicit]])ଦେଖନ୍ତୁ) |
91 | 2TI | 2 | 8 | p037 | translate-names | Δαυείδ | 1 | of David | ଏହା ଇସ୍ରାଏଲର ଜଣେ ମହାନ ରାଜାଙ୍କର ନାମ। [[rc://en/ta/man/translate/translate-names]])ଦେଖନ୍ତୁ) |
92 | 2TI | 2 | 11 | p045 | figs-quotemarks | πιστὸς ὁ λόγος | 1 | This word is trustworthy | ପାଉଲ ଏହି ବାକ୍ୟାଂଶକୁ ଏକ ସିଧାସଳଖ ଉଦ୍ଧୃତି ଉପସ୍ଥାପନ କରିବାକୁ ବ୍ୟବହାର କରନ୍ତି । ଏହି ପଦର ଅବଶିଷ୍ଟ ଅଂଶରେ ଏବଂ 2:12 ଏବଂ 2:13 ରେ ଦେଖାଯାଉଥିବା ଶବ୍ଦଗୁଡ଼ିକ ଏକ କବିତା ବା ଗୀତ ଯାହା ପାଉଲ କହିଥିବା ବାର୍ତ୍ତାକୁ ବିଶ୍ଵାସଯୋଗ୍ୟ ବୋଲି ଦର୍ଶାଏ । ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ଯଦି ଆପଣ ଏହି ଶବ୍ଦଗୁଡ଼ିକୁ ସିଧାସଳଖ ଉଦ୍ଧୃତି ଭାବରେ ଚିହ୍ନିତ କରିନ୍ତି କିମ୍ବା ଡାହାଣରେ ସୂଚାଇଦିଅନ୍ତି, ଯେପରି ଏହି ଅଧ୍ୟାୟର ପ୍ରାରମ୍ଭରେ ସାଧାରଣ ଟିପ୍ପଣୀ ସୂଚିତ କରେ । [[rc://en/ta/man/translate/figs-quotemarks]])ଦେଖନ୍ତୁ) |
93 | 2TI | 2 | 19 | p059 | figs-quotemarks | ἔχων τὴν σφραγῖδα ταύτην | 1 | having this seal | ଦୁଇଟି ପ୍ରତ୍ୟକ୍ଷ ଉଦ୍ଧୃତିର ପରିଚୟ ଦେବା ପାଇଁ ପାଉଲ ଏହି ବାକ୍ୟାଂଶ ବ୍ୟବହାର କରନ୍ତି । ଏହି ପଦର ଅବଶିଷ୍ଟ ଅଂଶରେ ଅନୁସରଣ କରୁଥିବା ବିବୃତ୍ତିଗୁଡ଼ିକ ଲୋକମାନଙ୍କୁ ବିଶ୍ଵାସ ଜାରି ରଖିବା ପାଇଁ ଈଶ୍ଵର ପ୍ରଦାନ କରିଥିବା ଆଧାରର ଦୁଇଟି ଦିଗ ବର୍ଣ୍ଣନା କରିଛନ୍ତି । ଯଦି ଆପଣ ଏହି ବିବୃତ୍ତିକୁ ଉଦ୍ଦୃତ ଭାବରେ ଚିହ୍ନିତ କରନ୍ତି ତେବେ ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ।[[rc://en/ta/man/translate/figs-quotemarks]])ଦେଖନ୍ତୁ) |
94 | 2TI | 3 | 11 | p092 | translate-names | ἐν Ἀντιοχείᾳ, ἐν Ἰκονίῳ, ἐν Λύστροις | 1 | in Antioch, in Iconium, in Lystra | ଏଗୁଡ଼ିକ ତିନୋଟି ସହରର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
95 | 2TI | 4 | 11 | p110 | translate-names | Λουκᾶς…Μᾶρκον | 1 | Luke … Mark | ଏଗୁଡ଼ିକ ପୁରୁଷମାନଙ୍କର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
96 | 2TI | 4 | 12 | p111 | translate-names | Τυχικὸν | 1 | Tychicus | ଏହା ଏକ ପୁରୁଷର ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
97 | 2TI | 4 | 12 | p112 | translate-names | Ἔφεσον | 1 | Ephesus | ଏହା ଏକ ସହରର ନାମ । ଏହା ହେଉଛି ସେହି ସହର ଯେଉଁଠାରେ ତୀମଥି ଏହି ପତ୍ର ଗ୍ରହଣ କରିଥିଲେ । [[rc://en/ta/man/translate/translate-names]])ଦେଖନ୍ତୁ) |
98 | 2TI | 4 | 13 | x1jb | translate-names | Τρῳάδι | 1 | ଏହା ଏକ ସହରର ନାମ [[rc://en/ta/man/translate/translate-names]])ଦେଖନ୍ତୁ) | |
99 | 2TI | 4 | 19 | p116 | translate-names | Πρίσκαν | 1 | Priscilla | ଏହା ଏକ ମହିଳାଙ୍କ ନାମ । [[rc://en/ta/man/translate/translate-names]])ଦେଖନ୍ତୁ) |
100 | 2TI | 4 | 19 | p117 | translate-names | Ἀκύλαν | 1 | Aquila | ଏହା ଏକ ପୁରୁଷଙ୍କର ନାମ । [[rc://en/ta/man/translate/translate-names]]) ଦେଖନ୍ତୁ) |
101 | 2TI | 4 | 20 | p118 | translate-names | Κορίνθῳ | 1 | Corinth | ଏହା ଏକ ସହରର ନାମ ।

[[rc://en/ta/man/translate/translate-names]])ଦେଖନ୍ତୁ) |