34 KiB
34 KiB
1 | Book | Chapter | Verse | ID | SupportReference | OrigQuote | Occurrence | GLQuote | OccurrenceNote |

2 | PHM | front | intro | sz2w | 0 | # ଫିଲୀମୋନର ପରିଚୟ

## ଭାଗ ୧: ସାଧାରଣ ପରିଚୟ

### ଫିଲୀମୋନ ପୁସ୍ତକର ରୂପରେଖା

1. ପାଉଲ ଫିଲିମୋନଙ୍କୁ ଅଭିବାଦନ ଜଣାନ୍ତି (୧: ୧-୩)
2. ପାଉଲ ଅନୀସିମ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରନ୍ତି (୧:୪-୨୧)
3. ଉପସଂହାର (୧:୨୨-୨୫)

### ଫିଲୀମୋନ ପୁସ୍ତକ କିଏ ଲେଖିଛନ୍ତି?

ପାଉଲ ଫିଲୀମୋନ ପୁସ୍ତକକୁ ଲେଖିଛନ୍ତି । ପାଉଲ ତାର୍ଷ ସହରର ବ୍ୟକ୍ତି ଥିଲେ। ସେ ବାଲ୍ୟକାଳରେ ଶାଉଲ ଭାବରେ ପରିଚିତ ଥିଲେ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ଶାଉଲ ଜଣେ ଫାରୂଶୀ ଥିଲେ। ସେ ଖ୍ରୀଷ୍ଟିୟାନମାନଙ୍କୁ ନିର୍ଯାତନା ଦେଉଥିଲେ। ସେ ଖ୍ରୀଷ୍ଟିୟାନ ହେବା ପରେ, ସେ ରୋମୀୟ ସାମ୍ରାଜ୍ୟକୁ ଅନେକ ଥର ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶୁଣାଇଥିଲେ।

ପାଉଲ ଏହି ପତ୍ର ଲେଖିବା ସମୟରେ ଏକ କାରାଗାରରେ ବନ୍ଦୀ ଥିଲେ।

### ଫିଲିମୋନ ପୁସ୍ତକ କେଉଁ ବିଷୟରେ ଉଲ୍ଲେଖ କରେ?

ଫିଲିମୋନ ନାମକ ଜଣେ ବ୍ୟକ୍ତିଙ୍କୁ ପାଉଲ ଏହି ପତ୍ର ଲେଖିଥିଲେ । ଫିଲିମୋନ କଲୋସୀ ସହରରେ ରହୁଥିବା ଯୀଶୁଙ୍କଠାରେ ଜଣେ ବିଶ୍ୱାସ ଥିଲେ। ତାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ। ଅନୀସିମ ଫିଲିମୋନଠାରୁ ପଳାୟନ କରିଥିଲେ ଏବଂ ସମ୍ଭବତଃ ତାଙ୍କଠାରୁ ମଧ୍ୟ କିଛି ଚୋରି କରିଥିଲେ । ଅନୀସିମ ରୋମୀୟ ପ୍ରଦେଶକୁ ଯାଇ ସେଠାରେ ଥିବା କାରାଗାରରେ ପାଉଲଙ୍କୁ ସାକ୍ଷାତ କରିଥିଲେ, ଯେଉଁଠାରେ ପାଉଲ ଅନୀସିମଙ୍କୁ ଯୀଶୁଙ୍କ ବିଷୟରେ ଶୁଣାଇଥିଲେ।

ପାଉଲ ଫିଲିମୋନଙ୍କୁ କହିଥିଲେ ଯେ ସେ ଅନୀସିମଙ୍କୁ ତାଙ୍କ ନିକଟକୁ ପଠାଉଛନ୍ତି । ରୋମୀୟ ନିୟମ ଅନୁଯାୟୀ ଅନୀସିମଙ୍କୁ ମୃତ୍ୟୁଦଣ୍ଡ ଦେବାର ଫିଲୀମୋନର ଅଧିକାର ଥିଲା । କିନ୍ତୁ ପାଉଲ କହନ୍ତି ଯେ ଫିଲୀମୋନ ଅନୀସିମକୁ ଖ୍ରୀଷ୍ଟିୟାନ ଭାଇ ଭାବରେ ଗ୍ରହଣ କରିବା ଉଚିତ୍ । ସେ ଏପରିକି ପରାମର୍ଶ ଦେଇଛନ୍ତି ଯେ ଫିଲୀମୋନ ଅନୀସିମକୁ ପାଉଲଙ୍କ ନିକଟକୁ ଫେରି ଆସି ତାଙ୍କୁ ବନ୍ଦୀରେ ସାହାଯ୍ୟ କରିବା ଉଚିତ୍।

### ଏହି ପୁସ୍ତକର ଆଖ୍ୟା କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଫିଲୀମୋନ” ବୋଲି ଅନୁବାଦ କରିପାରନ୍ତି ।କିମ୍ବା ସେମାନେ “ଫିଲମୋନଙ୍କୁ ପାଉଲଙ୍କ ପାତ୍ର” କିମ୍ବା “ପାଉଲ ଫିଲିମୋନଙ୍କୁ ଲେଖିଥିବା ପତ୍ର” ବୋଲି ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । (ଦେଖନ୍ତୁ: [[rc://en/ta/man/translate/translate-names]])

## ଭାଗ ୨: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

### ଏହି ପତ୍ର ଦାସତ୍ୱ ପ୍ରଥାକୁ ଅନୁମୋଦନ କରେ କି?

ପାଉଲ ଅନୀସିମକୁ ତାଙ୍କ ପୂର୍ବ ସ୍ବାମୀ ନିକଟକୁ ପଠାଇଲେ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ପାଉଲ ଦାସତ୍ୱ ପ୍ରଥା ଏକ ଗ୍ରହଣୀୟ ଅଭ୍ୟାସ ବୋଲି ଅନୁମୋଦନ କରଛନ୍ତି । ଏହା ପରିବର୍ତ୍ତେ, ପାଉଲ ଲୋକମାନେ ପରସ୍ପର ସହିତ ପୁନଃମିଳିତ ହୋଇ ସେମାନେ ଯେକୌଣସି ପରିସ୍ଥିତିରେ ଥିଲେ ସୁଦ୍ଧା ଈଶ୍ଵରଙ୍କ ସେବା କରନ୍ତୁ ବୋଲି ଅଧିକ ଚିନ୍ତିତ ଥିଲେ। ସେହି ସମୟରେ ଏହି ସଂସ୍କୃତିରେ ଲୋକମାନେ ବିଭିନ୍ନ କାରଣରୁ ଦାସ ହେଉଥିଲେ ଏବଂ ଏହାକୁ ଏକ ସ୍ଥାୟୀ ଅବସ୍ଥା ବିବେଚନା କରାଯାଉନଥିଲା ।

### ପାଉଲ “ଖ୍ରୀଷ୍ଟଙ୍କଠାରେ”, “ପ୍ରଭୁଙ୍କଠାରେ” ଇତ୍ୟାଦି ଅଭିବ୍ୟକ୍ତି ସହ କ’ଣ ବ୍ୟକ୍ତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ?

ପାଉଲ ଖ୍ରୀଷ୍ଟ ଏବଂ ବିଶ୍ଵାସୀମାନଙ୍କ ସହ ଅତି ଘନିଷ୍ଠତାର ଧାରଣା ପ୍ରକାଶ କରିବାକୁ ଇଚ୍ଛା ପ୍ରକାଶ କରୁଥୁଲେ । ଏହି ପ୍ରକାରର ଅଭିବ୍ୟକ୍ତି ବିଷୟରେ ଅଧିକ ବିବରଣୀ ପାଇଁ ରୋମୀୟ ପୁସ୍ତକର ପରିଚୟ ଦେଖନ୍ତୁ ।

## ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### ଏକକ ଏବଂ ବହୁବଚନ “ତୁମ୍ଭେ”

ଏହି ପୁସ୍ତକରେ “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ । ଶବ୍ଦ “ତୁମ୍ଭେ” ପ୍ରାୟ ସବୁବେଳେ ଏକକ ଏବଂ ଫିଲୀମୋନକୁ ବୁଝାଏ। ଏହାର ଦୁଇଟି ବ୍ୟତିକ୍ରମ ହେଲା ୧:୨୨ ଏବଂ ୧:୨୫। ସେଠାରେ “ତୁମ୍ଭେ” ଫିଲୀମୋନ ଏବଂ ତାଙ୍କ ଘରେ ସାକ୍ଷାତ କରୁଥିବା ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ: [[rc://en/ta/man/translate/figs-exclusive]] ଏବଂ [[rc://en/ta/man/translate/figs-you]])

ପାଉଲ ନିଜକୁ ଏହି ପତ୍ରର (ପଦ ୧, ୯, ଏବଂ ୧୯ ରେ) ଲେଖକ ଭାବରେ ତିନିଥର ପରିଚିତ କରନ୍ତି । ବୋଧହୁଏ ତୀମଥି ତାଙ୍କ ସହ ଥିଲେ ଏବଂ ପାଉଲ ଯେପରି କହିଥିଲେ ସେହିପରି ସେ ଲେଖିଥାଇ ପାରନ୍ତି । “ମୁଁ”, “ମୁଁ” ଏବଂ “ମୋର” ର ସମସ୍ତ ଉଦାହରଣ ପାଉଲଙ୍କୁ ବୁଝାଏ । ଫିଲୀମୋନ ମୁଖ୍ୟ ବ୍ୟକ୍ତି ଅଟନ୍ତି ଯାହାଙ୍କୁ ଏହି ପତ୍ର ଲେଖାଯାଇଛି। “ତୁମ୍ଭେ” ଏବଂ “ତୁମ୍ଭ” ର ସମସ୍ତ ଉଦାହରଣ ତାଙ୍କୁ ବୁଝାଏ ଏବଂ ଏକକ ଅଟେ । (ଦେଖନ୍ତୁ: [[rc://en/ta/man/translate/figs-you]]) | |||
3 | PHM | 1 | 1 | sg4f | figs-you | 0 | General Information: | ||
4 | PHM | 1 | 1 | niq3 | figs-exclusive | Παῦλος, δέσμιος Χριστοῦ Ἰησοῦ, καὶ Τιμόθεος, ὁ ἀδελφὸς; Φιλήμονι | 1 | Paul, a prisoner of Christ Jesus, and the brother Timothy to Philemon | |
5 | PHM | 1 | 1 | cgs4 | δέσμιος Χριστοῦ Ἰησοῦ | 1 | a prisoner of Christ Jesus | ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ଜଣେ ବନ୍ଦୀ I ପାଉଲଙ୍କର ପ୍ରଚାରକୁ ବିରୋଧ କରୁଥିବା ଲୋକମାନେ ତାହାଙ୍କୁ ବନ୍ଦୀଶାଳାରେ ରଖି ତାହାଙ୍କୁ ଦଣ୍ଡ ଦେଉଥିଲେ I | |
6 | PHM | 1 | 1 | sv3p | ὁ ἀδελφὸς | 1 | brother | ଏଠାରେ ଏହାର ଅର୍ଥ ଜଣେ ସହ ଖ୍ରୀଷ୍ଟିୟାନ I | |
7 | PHM | 1 | 1 | r3l9 | figs-exclusive | τῷ ἀγαπητῷ ... ἡμῶν | 1 | our dear friend | ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://or/ta/man/translate/figs-exclusive]]) |
8 | PHM | 1 | 1 | ww3l | καὶ ... συνεργῷ | 1 | and fellow worker | ଯେ କି, ଆମ୍ଭମାନଙ୍କ ସଦୃଶ ସୁସମାଚାର ପ୍ରଚାର କାର୍ଯ୍ୟ କରନ୍ତି | |
9 | PHM | 1 | 2 | e8su | figs-exclusive | τῇ ἀδελφῇ ... τῷ συνστρατιώτῃ ἡμῶν | 1 | our sister ... our fellow soldier | ଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://or/ta/man/translate/figs-exclusive]]) |
10 | PHM | 1 | 2 | zh5c | translate-names | Ἀπφίᾳ, τῇ ἀδελφῇ | 1 | Apphia our sister | ଏଠାରେ “ଭଗ୍ନୀ”ର ଅର୍ଥ ସେ ଜଣେ ବିଶ୍ବାସୀ ଥିଲେ, ଜଣେ ଆତ୍ମୀୟ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ବିଶ୍ବାସୀ ଆପପୟା” କିମ୍ବା “ଆମ୍ଭମାନଙ୍କ ଆତ୍ମିକ ଭଉଣୀ ଆପ୍ପିୟା” (ଦେଖ: [[rc://or/ta/man/translate/translate-names]]) |
11 | PHM | 1 | 2 | sq44 | translate-names | Ἀρχίππῳ | 1 | Archippus | ଏହା ଫିଲୀମୋନଙ୍କ ସହିତ ମଣ୍ଡଳୀରେ ଜଣେ ବ୍ୟକ୍ତିର ନାମ ଅଟେ I (ଦେଖ: [[rc://or/ta/man/translate/translate-names]]) |
12 | PHM | 1 | 2 | mnn5 | figs-metaphor | τῷ συνστρατιώτῃ ἡμῶν | 1 | our fellow soldier | ପାଉଲ ଏଠାରେ ଆର୍ଖିପପଙ୍କ ବିଷୟରେ କହୁଛନ୍ତି ଯେପରି ସେମାନେ ଉଭୟେ ଗୋଟିଏ ସୈନ୍ୟବାହିନୀରେ ସୈନିକ ଅଟନ୍ତି I ସେ ଏହି ଅର୍ଥରେ କହୁଛନ୍ତି ଯେ, ଆର୍ଖିପପ କଠିନ ପରିଶ୍ରମ କରନ୍ତୁ, ଯେପରି ପାଉଲଙ୍କ କଠିନ ପରିଶ୍ରମ କରୁଛନ୍ତି, ତେଣୁ ସୁସମାଚାର ପ୍ରସାରିତ ହୋଇ ପାରୁଛି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ଆତ୍ମିକ ଯୋଦ୍ଧା’ କିମ୍ବା “ଯେଉଁମାନେ ମଧ୍ୟ ଆମ୍ଭମାନଙ୍କ ସହ ଆତ୍ମିକ ଯୁଦ୍ଧରେ ଯୁଦ୍ଧ କରନ୍ତି”(ଦେଖ: [[rc://or/ta/man/translate/figs-metaphor]]) |
13 | PHM | 1 | 3 | r4nq | χάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ | 1 | May grace be to you and peace from God our Father and the Lord Jesus Christ | ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ I ଏହା ଏକ ଆଶୀର୍ବାଦ ଅଟେ I | |
14 | PHM | 1 | 3 | e5z8 | figs-inclusive | Θεοῦ Πατρὸς ἡμῶν | 1 | God our Father | ଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ, ଓ ପାଠକକୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]]) |
15 | PHM | 1 | 3 | lh8a | guidelines-sonofgodprinciples | Πατρὸς ἡμῶν | 1 | our Father | ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଂଜ୍ଞା ଅଟେ I (ଦେଖ: [[rc://or/ta/man/translate/guidelines-sonofgodprinciples]]) |
16 | PHM | 1 | 4 | kh5l | figs-inclusive | 0 | General Information: | “ଆମ୍ଭମାନଙ୍କୁ” ଶବ୍ଦ ବହୁବାଚକ ଅଟେ ଓ ତାହା ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ, ଓ ପାଠକଙ୍କ ସହିତ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]]) | |
17 | PHM | 1 | 6 | t54l | ἡ κοινωνία τῆς πίστεώς σου | 1 | the fellowship of your faith | ଆମ୍ଭମାନଙ୍କ ସହିତ ଏକତ୍ରଭାବେ ତୁମ୍ଭର କର୍ମ | |
18 | PHM | 1 | 6 | pxw1 | ἐνεργὴς γένηται ἐν ἐπιγνώσει παντὸς ἀγαθοῦ | 1 | be effective for the knowledge of everything good | ଯାହା ଉତ୍ତମ, ତାହା ଜାଣିବାର ଫଳାଫଳ | |
19 | PHM | 1 | 6 | n25e | εἰς Χριστόν | 1 | in Christ | ଖ୍ରୀଷ୍ଟଙ୍କ ସକାଶୁ | |
20 | PHM | 1 | 7 | aq4g | figs-metonymy | τὰ σπλάγχνα τῶν ἁγίων ἀναπέπαυται διὰ σοῦ | 1 | the hearts of the saints have been refreshed by you | ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଆବେଗ ଓ ଆନ୍ତରିକ ପୁରୁଷକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିଅଛ” କିମ୍ବା “ତୁମ୍ଭେ ବିଶ୍ବାସୀମାନଙ୍କୁ ସାହାଯ୍ୟ କରିଅଛ”(ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-activepassive]]) |
21 | PHM | 1 | 7 | m5ip | σοῦ, ἀδελφέ | 1 | you, brother | ତୁମ୍ଭେ, ହେ ପ୍ରିୟ ଭାଇ କିମ୍ବା “ତୁମ୍ଭେ, ହେ ପ୍ରିୟ ବନ୍ଧୁ I” ପାଉଲ ଫିଲୀମୋନଙ୍କୁ “ଭାଇ” ସମ୍ଭୋଧନ କରୁଛନ୍ତି, କାରଣ ସେମାନେ ଉଭୟେ ବିଶ୍ବାସୀ ଥିଲେ ଓ ସେ ସେମାନଙ୍କ ବନ୍ଧୁତ୍ବକୁ ଗୁରୁତ୍ବାରୋପ କରୁଛନ୍ତି I | |
22 | PHM | 1 | 8 | ayy1 | 0 | Connecting Statement: | ପାଉଲ ତାହାଙ୍କ ନିବେଦନ ଓ ତାହାଙ୍କ ପତ୍ରର କାରଣ ଦର୍ଶାଇବାକୁ ଆରମ୍ଭ କରୁଛନ୍ତି I | ||
23 | PHM | 1 | 8 | fd84 | πολλὴν ἐν Χριστῷ παρρησίαν | 1 | all the boldness in Christ | ସମ୍ଭାବିତ ଅର୍ଥଗୁଡିକ ୧) “ଖ୍ରୀଷ୍ଟଙ୍କ ସକାଶୁ ଥିବା ଅଧିକାର” କିମ୍ବା ୨) “ଖ୍ରୀଷ୍ଟଙ୍କ ସକାଶୁ ଥିବା ସାହସ I” ଅନ୍ୟ ଏକ ଅନୁବାଦରେ: “ମୋହର ସାହସ ଯେ ଖ୍ରୀଷ୍ଟ ମୋତେ ଅଧିକାର ଦେଇଛନ୍ତି” | |
24 | PHM | 1 | 9 | l9fh | διὰ τὴν ἀγάπην | 1 | yet because of love | ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ମୁଁ ଜାଣେ ଯେ ତୁମ୍ଭେ ଈଶ୍ବରଙ୍କ ଲୋକମାନଙ୍କୁ ପ୍ରେମ କରୁଅଛ” ୨) “କାରଣ ମୁ ଜାଣେ ଯେ ତୁମେ ମୋତେ ପ୍ରେମ କରୁଅଛ” କିଅବା ୩) “କାରଣ ମୁଁ ତୁମକୁ ପ୍ରେମ କରୁଅଛି” | |
25 | PHM | 1 | 10 | lsr6 | 0 | General Information: | ଅନୀସିମ ଜଣେ ବ୍ୟକ୍ତିର ନାମ ଅଟେ I ସେ ସ୍ପଷ୍ଟଭାବରେ ଫିଲୀମୋନଙ୍କ କ୍ରୀତଦାସ ଓ କିଛି ଚୋରି କରିନେଇ ପଳାଇ ଯାଇଛି I | ||
26 | PHM | 1 | 10 | m6fw | figs-metaphor | τοῦ ἐμοῦ τέκνου ... Ὀνήσιμον | 1 | my child Onesimus | ମୋହର ବତ୍ସ ଅନୀସିମ I ପାଉଲ ଅନୀସିମଙ୍କ ସହିତ କିପରି ବନ୍ଧୁ ହେଲେ, ସେ ବିଷୟରେ କହୁଛନ୍ତି ଯେପରି ଏହା ଜଣେ ପିତା ଓ ପୁତ୍ର ପରସ୍ପରକୁ ପ୍ରେମ କରୁଥିବା ସଦୃଶ ଥିଲା I ଅନୀସିମ ପାଉଲଙ୍କର ପ୍ରକୃତ ପୁତ୍ର ନ ଥିଲେ, କିନ୍ତୁ ଯେତେବେଳେ ପାଉଲ ତାହାଙ୍କୁ ଯୀଶୁଙ୍କ ବିଷୟ ଶିକ୍ଷା ଦେଇ ତାହାଙ୍କୁ ପ୍ରେମ କଲେ, ସେ ଆତ୍ମିକ ଜୀବନ ପ୍ରାପ୍ତ ହେଲେ I ଅନ୍ୟ ଏକ ଅନୁବାଦ: “ମୋହର ଆତ୍ମିକ ପୁତ୍ର ଅନୀସିମ” (ଦେଖ: [[rc://or/ta/man/translate/figs-metaphor]]) |
27 | PHM | 1 | 10 | dj9h | translate-names | Ὀνήσιμον | 1 | Onesimus | “ଅନୀସିମ” ନାମର ଅର୍ଥ “ଲାଭଜନକ” କିମ୍ବା “ଉପକାରୀ I” (ଦେଖ: [[rc://or/ta/man/translate/translate-names]]) |
28 | PHM | 1 | 10 | mui3 | figs-metaphor | ὃν ἐγέννησα ἐν τοῖς δεσμοῖς | 1 | whom I have fathered in my chains | ଏଠାରେ “ମୋଠାରୁ ଜାତ” ଏକ ରୂପକ ଅଟେ, ଯାହାର ଅର୍ଥ ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ I ଅନ୍ୟ ଏକ ଅନୁବାଦରେ: “ଯେ ମୋହର ଆତ୍ମିକ ପୁତ୍ର ହେଲେ ଯେତେବେଳେ ମୁଁ ବନ୍ଦୀଥିବା ଅବସ୍ଥାରେ ତାହାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ଓ ସେ ନୂତନ ଜୀବନ ପ୍ରାପ୍ତ ହେଲେ” କିମ୍ବା “ମୁଁ ବନ୍ଦୀଥିବା ଅବସ୍ଥାରେ ଯେ ମୋ ପ୍ରତି ମୋହର ଜଣେ ପୁତ୍ର ସଦୃଶ ହେଲେ” (ଦେଖ: [[rc://or/ta/man/translate/figs-metaphor]]) |
29 | PHM | 1 | 10 | nx1p | figs-metonymy | ἐν τοῖς δεσμοῖς | 1 | in my chains | ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ହିଁ ସେ ଏହି ପତ୍ର ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବନ୍ଦୀଥିବା ସମୟରେ ... ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]]) |
30 | PHM | 1 | 12 | t1kp | ὃν ἀνέπεμψά σοι | 1 | I have sent him back to you | ପାଉଲ ସମ୍ଭବତଃ ଅନୀସିମଙ୍କ ସହିତ ଆଉ ଜଣେ ବିଶ୍ବାସୀଙ୍କୁ ପଠାଉଛନ୍ତି ଯେଉଁମାନେ ଏହି ପତ୍ର ନେଇ ଯାଉଛନ୍ତି I | |
31 | PHM | 1 | 12 | h9qv | figs-metonymy | τοῦτ’ ἔστιν τὰ ἐμὰ σπλάγχνα | 1 | who is my very heart | ଏଠାରେ “ହୃଦୟ” ଏକ ରୂପକ ଅଟେ, ଯାହା ଜଣେ ବ୍ୟକ୍ତିର ଆବେଗକୁ ବୁଝାଏ I “ସେ ତ ମୋହର ହୃଦୟ ସ୍ବରୂପ” ବାକ୍ୟାଂଶଟି ଜଣକ ପ୍ରତି ପ୍ରେମ ପ୍ରକାଶନର ଏକ ରୂପକ ଅଟେ I ପାଉଲ ଏହା ଅନୀସିମଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ମୁଁ ଅତି ପ୍ରିୟଭାବେ ପ୍ରେମ କରେ”(ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-metaphor]]) |
32 | PHM | 1 | 13 | t4xl | ἵνα ὑπὲρ σοῦ μοι διακονῇ | 1 | so he could serve me for you | ତେଣୁ, ଯେହେତୁ ତୁମ୍ଭେ ଏଠାକୁ ଆସିପାରିବ ନାହିଁ, ସେ ମୋହର ସାହାଯ୍ୟ କରିପାରିବ” କିମ୍ବା “ଯେପରି ସେ ତୁମ୍ଭ ବଦଳରେ ମୋତେ ସାହାଯ୍ୟ କରିପାରିବ” | |
33 | PHM | 1 | 13 | bb3t | figs-metonymy | ἐν τοῖς δεσμοῖς | 1 | while I am in chains | ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ଥିବା ସମୟରେ ସେ ଏହି ପତ୍ର ଲେଖୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]]) |
34 | PHM | 1 | 13 | iwa8 | figs-explicit | τοῦ εὐαγγελίου | 1 | for the sake of the gospel | ପାଉଲ ବନ୍ଦୀ ହୋଇଥିଲେ, କାରଣ ସେ ମୁକ୍ତଭାବରେ ସୁସମାଚାର ପ୍ରଚାର କରୁଥିଲେ I ଏହାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ମୁଁ ସୁସମାଚାର ପ୍ରଚାର କରୁଅଛି” (ଦେଖ: [[rc://or/ta/man/translate/figs-explicit]]) |
35 | PHM | 1 | 14 | g9wp | figs-doublenegatives | χωρὶς δὲ τῆς σῆς γνώμης, οὐδὲν ἠθέλησα ποιῆσαι | 1 | But I did not want to do anything without your consent | ପାଉଲ ବିପରୀତ ବିଷୟକୁ ବୁଝାଇବା ଅର୍ଥରେ ଏକ ଯୁଗ୍ମ ନକାରାତ୍ମକ ବିଷୟ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ସ୍ବୀକୃତି ଦେଲେ ଯାଇ ମୁଁ ତାହାଙ୍କୁ ମୋ ପାଖରେ ରଖିବାକୁ ଚାହିଁବି” (ଦେଖ: [[rc://or/ta/man/translate/figs-doublenegatives]]) |
36 | PHM | 1 | 14 | jxi7 | ἵνα μὴ ὡς κατὰ ἀνάγκην τὸ ἀγαθόν σου ᾖ, ἀλλὰ κατὰ ἑκούσιον | 1 | I did not want your good deed to be from necessity but from good will | ମୁଁ ତୁମ୍ଭକୁ ଆଜ୍ଞା ଦେଉଅଛି ବୋଲି ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କରିବା ମୁଁ ଚାହୁଁନାହିଁ, କିନ୍ତୁ ତୁମ୍ଭେ ଚାହୁଁଛ ବୋଲି ତାହା କର | |
37 | PHM | 1 | 14 | ngg8 | ἀλλὰ κατὰ ἑκούσιον | 1 | but from good will | କାରଣ ତୁମ୍ଭେ ସ୍ବଚ୍ଛନ୍ଦ ମନରେ ଉପଯୁକ୍ତ କାର୍ଯ୍ୟ କରିବାକୁ ମନୋନୀତ କଲ | |
38 | PHM | 1 | 15 | q1dr | figs-activepassive | τάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα | 1 | Perhaps for this he was separated from you for a time, so that | ଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବୋଧ ହୁଏ, ସେହି କାରଣ ନିମନ୍ତେ କିଛି ସମୟ ପାଇଁ ଈଶ୍ବର ଅନୀସିମଙ୍କୁ ତୁମ୍ଭଠାରୁ ପୃଥକ୍ କଲେ, ଯେପରି” (ଦେଖ: [[rc://or/ta/man/translate/figs-activepassive]]) |
39 | PHM | 1 | 15 | fp5v | πρὸς ὥραν | 1 | for a time | ଏହି ସମୟରେ | |
40 | PHM | 1 | 16 | l3e4 | ὑπὲρ δοῦλον | 1 | better than a slave | ଜଣେ କ୍ରୀତଦାସଠାରୁ ଅଧିକ ବହୁମୂଲ୍ୟ | |
41 | PHM | 1 | 16 | f8tz | ἀδελφὸν ἀγαπητόν | 1 | a beloved brother | ଜଣେ ପ୍ରିୟ ଭ୍ରାତା କିମ୍ବା “ଖ୍ରୀଷ୍ଟରେ ଜଣେ ବହୁମୂଲ୍ୟ ଭ୍ରାତା” | |
42 | PHM | 1 | 16 | f38v | πόσῳ δὲ μᾶλλον σοὶ | 1 | much more so to you | ସେ ତୁମ୍ଭ ପ୍ରତି ଆହୁରି ଉପକାରୀ | |
43 | PHM | 1 | 16 | yub9 | figs-metaphor | καὶ ἐν σαρκὶ | 1 | in both the flesh | ଉଭୟ ଜଣେ ବ୍ୟକ୍ତି ଭାବରେ I ପାଉଲ ଅନୀସିମଙ୍କୁ ଜଣେ ବିଶ୍ବସ୍ତ ସେବକ ଭାବରେ ଉଲ୍ଲେଖ କରୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]]) |
44 | PHM | 1 | 16 | scj1 | ἐν Κυρίῳ | 1 | in the Lord | ପ୍ରଭୁଙ୍କଠାରେ ଜଣେ ଭ୍ରାତା ଭାବରେ କିମ୍ବା “ଯେହେତୁ ସେ ପ୍ରଭୁଙ୍କର ଅଟେ” | |
45 | PHM | 1 | 17 | e1j2 | εἰ ... με ἔχεις κοινωνόν | 1 | if you have me as a partner | ଯଦି ତୁମ୍ଭେ ମୋତେ ଖ୍ରୀଷ୍ଟଙ୍କର ଜଣେ ସହକର୍ମୀ ବୋଲି ମନେ କର | |
46 | PHM | 1 | 18 | u5m1 | τοῦτο ἐμοὶ ἐλλόγα | 1 | charge that to me | କହିବାକୁ ଚାହୁଁଛି ଯେ ମୁଁ ହିଁ ତୁମ୍ଭଠାରେ ୠଣୀ ଅଟେ | |
47 | PHM | 1 | 19 | wb53 | ἐγὼ Παῦλος ἔγραψα τῇ ἐμῇ χειρί | 1 | I, Paul, write this with my own hand | ମୁଁ, ପାଉଲ, ନିଜେ ଏହା ଲେଖୁଅଛି I ପାଉଲ ଏହି ଅଂଶକୁ ନିଜ ହାତରେ ଲେଖିଥିଲେ, ଯେପରି ଫିଲୀମୋନ ଜାଣିବେ ଯେ ସେହି ସବୁ ବାକ୍ୟଗୁଡିକ ପ୍ରକୃତରେ ପାଉଲଙ୍କଠାରୁ ଅଟନ୍ତି I ପାଉଲ ପ୍ରକୃତରେ ତାହାଙ୍କୁ ପରିଶୋଧ କରିବେ I | |
48 | PHM | 1 | 19 | gn6c | figs-irony | ἵνα μὴ λέγω σοι | 1 | not to mention | ମୁଁ ତୁମ୍ଭକୁ ସ୍ମରଣ କରାଇବା ଆବଶ୍ୟକ ନାହିଁ କିମ୍ବା “ତୁମ୍ଭେ ଜାଣି ସାରିଅଛ I” ପାଉଲ କହୁଛନ୍ତି ଯେ ସେ ଏହା ଫିଲୀମୋନଙ୍କୁ କହିବା ଆବଶ୍ୟକ ନାହିଁ, କିନ୍ତୁ ଯେକୌଣସି ପ୍ରକାରେ ତାହାଙ୍କୁ କହିବା ଜାରି ରଖିଛନ୍ତି I ଏହା ପାଉଲ ତାହାଙ୍କୁ କହୁଥିବା ସତ୍ୟତାକୁ ଗୁରୁତ୍ବାରୋପ କରେ I (ଦେଖ: [[rc://or/ta/man/translate/figs-irony]]) |
49 | PHM | 1 | 19 | st7e | figs-explicit | σεαυτόν μοι προσοφείλεις | 1 | you owe me your own self | ତୁମ୍ଭେ ନିଜେ ମୋ ନିକଟରେ ଚିରୠଣୀ ଅଟ I ପାଉଲ ସୂଚାଇ ଦେଉଛନ୍ତି ଯେ ଫିଲୀମୋନ ଏହା କହିବା ଉଚିତ ନୁହଁ ଯେ ଅନୀସିମ କିମ୍ବା ପାଉଲ ତାହାଙ୍କ ନିକଟରେ କୌଣସି ବିଷୟ ନିମନ୍ତେ ୠଣୀ ଥିଲେ, କାରଣ ଫିଲୀମୋନ ପାଉଲଙ୍କ ନିକଟରେ ଆହୁରି ଅଧିକ ୠଣୀ ଥିଲେ I ଫିଲୀମୋନ ପାଉଲଙ୍କ ନିକଟରେ ୠଣୀ ଥିବା ବିଷୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋ ନିକଟରେ ଅଧିକ ୠଣୀ, କାରଣ ମୁଁ ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” କିମ୍ବା “ତୁମ୍ଭେ ମୋ ନିକଟରେ ତୁମ୍ଭ ଜୀବନର ୠଣୀ ଅଟ, କାରଣ ମୁଁ ତୁମ୍ଭକୁ ଯାହା କହିଲି, ତାହା ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” (ଦେଖ: [[rc://or/ta/man/translate/figs-explicit]]) |
50 | PHM | 1 | 20 | j8lh | figs-metaphor | ἀνάπαυσόν μου τὰ σπλάγχνα ἐν Χριστῷ | 1 | refresh my heart in Christ | ଏଠାରେ “ଆଶ୍ବାସ” ସାନ୍ତ୍ବନା ଓ ଉତ୍ସାହ ନିମନ୍ତେ ଏକ ରୂପକ ଅଟେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରର ଅନୁଭୂତି, ଭାବନା ଓ ଆନ୍ତରିକ ପୁରୁଷ ନିମନ୍ତେ ଏକ ରୂପକ ଅଟେ I ପାଉଲ ତାହାଙ୍କର ହୃଦୟକୁ ଫିଲୀମୋନ ଆଶ୍ବାସ କରନ୍ତୁ ବୋଲି ଚାହୁଁଥିବା ବିଷୟକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଆନୁବାଦରେ: “ଖ୍ରୀଷ୍ଟଙ୍କଠାରେ ମୋତେ ଉତ୍ସାହିତ କର” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋତେ ସାନ୍ତ୍ବନା ଦିଅ” କିଅବା “ଦୟାକରି ଅନୀସିମଙ୍କୁ ଗ୍ରହଣକରି ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ବାସ ଦିଅ”(ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-explicit]]) |
51 | PHM | 1 | 21 | am1e | figs-you | 0 | General Information: | ଏଠାରେ “ତୁମ୍ଭର” ଓ “ତୁମ୍ଭେ” ଶବ୍ଦଗୁଡିକ ବହୁବଚନ ଅଟନ୍ତି ଓ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-you]]) | |
52 | PHM | 1 | 21 | xpn6 | 0 | Connecting Statement: | ପାଉଲ ଆପଣା ପତ୍ରକୁ ସମାପ୍ତ କରି ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ମଣ୍ଡଳୀର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରୁଛନ୍ତି I | ||
53 | PHM | 1 | 21 | g6fx | πεποιθὼς τῇ ὑπακοῇ σου | 1 | Confident about your obedience | କାରଣ ମୁଁ ନିଶ୍ଚିତ ଯେ ମୁଁ ଯାହା ବିନତି କରୁଅଛି, ତାହା ତୁମ୍ଭେ କରିବ | |
54 | PHM | 1 | 22 | bx62 | ἅμα | 1 | At the same time | ଆହୁରି ମଧ୍ୟ | |
55 | PHM | 1 | 22 | akw1 | καὶ ἑτοίμαζέ μοι ξενίαν | 1 | prepare a guest room for me | ତୁମ୍ଭ ଗୃହରେ ମୋ ନିମନ୍ତେ ଏକ କୋଠରୀ ପ୍ରସ୍ତୁତ ରଖ I ପାଉଲ ଫିଲୀମୋନଙ୍କୁ ତାହାଙ୍କ ନିମନ୍ତେ ଏହା କରିବାକୁ ବିନତି କରୁଛନ୍ତି I | |
56 | PHM | 1 | 22 | ctr4 | χαρισθήσομαι ὑμῖν | 1 | I will be given back to you | ଯେଉଁମାନେ ମୋତେ ବନ୍ଦୀରେ ରଖିଛନ୍ତି, ସେମାନେ ମୋତେ ମୁକ୍ତ କରିବେ, ଯେପରି ମୁଁ ତୁମ୍ଭ ପାଖକୁ ଯାଇ ପାରିବି I | |
57 | PHM | 1 | 23 | x2d8 | translate-names | Ἐπαφρᾶς | 1 | Epaphras | ଏ ଜଣେ ସହ-ବିଶ୍ବାସୀ ଓ ପାଉଲଙ୍କ ସହ ଜଣେ ବନ୍ଦୀ ଅଟନ୍ତି I (ଦେଖ: [[rc://or/ta/man/translate/translate-names]]) |
58 | PHM | 1 | 23 | khx1 | ὁ συναιχμάλωτός μου ἐν Χριστῷ Ἰησοῦ | 1 | my fellow prisoner in Christ Jesus | ଯେ ମୋ ସହିତ ବନ୍ଦୀ ହୋଇ ରହିଛନ୍ତି, କାରଣ ସେ ଖ୍ରୀଷ୍ଟ ଯୀଶୁଙ୍କ ସେବା କରନ୍ତି | |
59 | PHM | 1 | 24 | si6p | Μᾶρκος, Ἀρίσταρχος, Δημᾶς, Λουκᾶς, οἱ συνεργοί μου | 1 | So do Mark, Aristarchus, Demas, and Luke, my fellow workers | ମୋହର ସହକର୍ମୀ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି | |
60 | PHM | 1 | 24 | i5gc | translate-names | Μᾶρκος, Ἀρίσταρχος, Δημᾶς, Λουκᾶς | 1 | Mark ... Aristarchus ... Demas ... Luke | ଏସବୁ ପୁରୁଷ ବ୍ୟକ୍ତିମାନଙ୍କ ନାମ I (ଦେଖ: [[rc://or/ta/man/translate/translate-names]]) |
61 | PHM | 1 | 24 | gf6e | οἱ συνεργοί μου | 1 | my fellow workers | ଯେଉଁ ଲୋକମାନେ ମୋ ସହିତ କାର୍ଯ୍ୟ କରୁଛନ୍ତି କିମ୍ବା “ଯେଉଁ ସମସ୍ତେ ମୋ ସହିତ କାର୍ଯ୍ୟ କରୁଛନ୍ତି I” | |
62 | PHM | 1 | 25 | gq7p | figs-you | ἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν | 1 | May the grace of our Lord Jesus Christ be with your spirit | ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ସମସ୍ତଙ୍କୁ ବୁଝାଏ I “ତୁମ୍ଭମାନଙ୍କ ଆତ୍ମା” ଶବ୍ଦଗୁଡିକ ଏକ ରୂପକ ଅଟେ ଓ ତାହା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟା କରନ୍ତୁ” (ଦେଖ: [[rc://or/ta/man/translate/figs-you]] ଓ [[rc://or/ta/man/translate/figs-synecdoche]]) |