translationCore-Create-BCS_.../en_tn_65-3JN.tsv

23 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
23JNfrontintrokwv90# ୩ୟ ଯୋହନ ପୂସ୍ତକର ପରିଚୟ
## ଭାଗ୧: ସାଧାରଣ ପରିଚୟ

### ୩ୟ ଯୋହନ ପୂସ୍ତକର ରୂପରେଖା

୧. ପରିଚୟ (୧:୧)
୧. ଆତିଥ୍ୟସତ୍କାର କରିବା ନିମନ୍ତେ ଉତ୍ସାହ ଏବଂ ନିର୍ଦ୍ଦେଶ (୧:-୮)
୧: ଦୀୟତ୍ରଫା ଏବଂ ଦୀମାତ୍ରିୟସ (୧:୯-୧୨)
୧. ଉପସଂହାର (୧:୧୩-୧୪)

### ୩ୟ ଯୋହନ ପୁସ୍ତକ କିଏ ଲେଖିଛନ୍ତି ?

ଏହି ପତ୍ର ଲେଖକଙ୍କ ନାମ ଉଲ୍ଲେଖ କରେ ନାହି । ଲେଖକ ଆପଣାକୁ କେବଳ ଜଣେ “ପ୍ରାଚୀନ” ଭାବେ ପରିଚୟ ଦିଅନ୍ତି (୧:୧) । ଏହି ପତ୍ର ସମ୍ଭବତଃ ପ୍ରେରିତ ଯୋହନଙ୍କ ଦ୍ବାରା ତାହାଙ୍କ ଜୀବନର ଶେଷ ସମୟରେ ଲେଖିଯାଇଥାଇପାରେ ।

### ୩ୟ ଯୋହନ ପୁସ୍ତକଟି କେଉଁ ବିଷୟକୁ ଉଲ୍ଲେଖ କରେ? ଯୋହନ ଏହି ପତ୍ର ଗାୟ ନାମକ ଜଣେ ବିଶ୍ବାସୀଙ୍କ ନିକଟକୁ ଲେଖିଛନ୍ତି । ସେ ସହ ବିଶ୍ବାସୀମାନଙ୍କ ପ୍ରତି ଆତିଥ୍ୟ ପରାୟଣ ହେବା ନିମନ୍ତେ ଗାୟଙ୍କୁ ପରାମର୍ଶ ଦିଅନ୍ତି ଯେଉଁମାନେ ତାହାଙ୍କ ସମଗ୍ର ଅଞ୍ଚଳରେ ଯାତ୍ରା କରୁଥିଲେ ।

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ୍ ?

ଅନୁବାଦକମାନେ ହୁଏତ ଏହାର ପାରମ୍ପରିକ ଶୀର୍ଷକ “୩ୟ ଯୋହନ” କିମ୍ବା “ତୃତୀୟ ଯୋହନ” ଦ୍ବାରା ଏହି ପୁସ୍ତକକୁ ନାମିତ କରିବା ନିର୍ଣୟ କଲେ, କିମ୍ବା ସେମାନେ “ଏକ ସ୍ପଷ୍ଟ ଶୀର୍ଷକ ନିର୍ଣୟ କଲେ, ଯେପରିକି “ଯୋହନଙ୍କଠାରୁ ତୃତୀୟ ପତ୍ର” କିମ୍ବା “ଯୋହନଙ୍କ ଲିଖିତ ତୃତୀୟ ପତ୍ର” । (ଦେଖ: [[rc://en/ta/man/translate/translate-names]])

## ଭାଗ୨: ଗୁରୁତ୍ବପୂର୍ଣ୍ଣ ଧର୍ମ ଏବଂ ସାଂସ୍କୃତିକ ଧାରଣା

### ଆତିଥ୍ୟସତ୍କାର କ’ଣ ଅଟେ ?

ପ୍ରାଚୀନ ପାଶ୍ଚାତ୍ୟ ଦେଶମାନଙ୍କରେ ଆତିଥ୍ୟସତ୍କାର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଥିଲା । ଏହା ବିଦେଶୀୟ କିମ୍ବା ବାହାରୁ ଆସିଥିବା ଲୋକମାନଙ୍କ ପ୍ରତି ବନ୍ଧୁତା ସ୍ଥାପନ କରିବା ଏବଂ ସେମାନଙ୍କୁ ସାହାଯ୍ୟ ଯୋଗାଇବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଥିଲା ଏବଂ ଯଦି ସେମାନେ ଏହା ଆବଶ୍ୟକ କଲେ । ୨ୟ ଯୋହନରେ, ଯୋହନ ଭଣ୍ଡ ଶିକ୍ଷକମାନଙ୍କ ପ୍ରତି ଆତିଥ୍ୟସତ୍କାର ନ କରିବା ନିମନ୍ତେ ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହିତ କରିଛନ୍ତି । ୩ୟ ଯୋହନରେ, ଯୋହନ ବିଶ୍ବସ୍ତ ଶିକ୍ଷକମାନଙ୍କୁ ଆତିଥ୍ୟସତ୍କାର କରିବା ନିମନ୍ତେ ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହିତ କରନ୍ତି ।

## ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟା

### ଲେଖକ ତାହାଙ୍କ ପତ୍ରରେ ପାରିବାରିକ ସର୍ମ୍ଫକକୁ କିପରି ଉଲ୍ଲେଖ କରନ୍ତି ?

ଲେଖକ “ଭ୍ରାତା” ଏବଂ “ସନ୍ତାନଗଣ” ଶବ୍ଦକୁ ଏପରି ଭାବେ ବ୍ୟବହାର କରିଛନ୍ତି ଯାହାକି ଏକ ଦ୍ବନ୍ଧ ସୃଷ୍ଟି କରିପାରେ । ଧର୍ମଶାସ୍ତ୍ର ସର୍ବଦା ଯିହୁଦୀମାନଙ୍କୁ ଚିହ୍ନିତ କରିବା ନିମନ୍ତେ “ଭାତୃବୃନ୍ଦ” ଶବ୍ଦର ବ୍ୟବହାର କରେ । କିନ୍ତୁ ଏହି ପତ୍ରରେ, ଯୋହନ ଖ୍ରୀଷ୍ଟିୟାନମାନଙ୍କୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦକୁ ବ୍ୟବହାର କରିଛନ୍ତି । ମଧ୍ୟ, ଯୋହନ କେତେକ ବିଶ୍ବାସୀମାନଙ୍କୁ ତାହାଙ୍କ “ସନ୍ତାନଗଣ” ସମ୍ବୋଧନ କରନ୍ତି । ଏହି ବିଶ୍ବାସୀମାନଙ୍କୁ ସେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବା ନିମନ୍ତେ ଶିକ୍ଷା ଦେଇଛନ୍ତି ।

ଯୋହନ ମଧ୍ୟ “ଅଣଯିହୁଦୀ” ଶବ୍ଦକୁ ଯେପରି ଭାବରେ ବ୍ୟବହାର କରିଛନ୍ତି ଯାହା ଦ୍ବନ୍ଦ ସୃଷ୍ଟି କରି ପାରେ । ଧର୍ମଶାସ୍ତ୍ରରେ ସର୍ବଦା “ଅଣଯିହୁଦୀ” ଶବ୍ଦକୁ ସେହି ଲୋକମାନଙ୍କ ନିମନ୍ତେ ଉଲ୍ଲେଖ କରାଯାଏ ଯେଉଁମାନେ ଯିହୁଦୀ ନୁହନ୍ତି । କିନ୍ତୁ ଏହି ପତ୍ରରେ, ଯୋହନ ସେମାନଙ୍କ ନିମନ୍ତେ ଏହି ଶବ୍ଦକୁ ବ୍ୟବହାର କରିଛନ୍ତି ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କଲେ ନାହି ।

33JN11rni7figs-you0General Information:ଏହା ଗାୟଙ୍କ ନିକଟକୁ ଯୋହନଙ୍କଠାରୁ ଏକ ବ୍ୟକ୍ତିଗତ ପତ୍ର ଅଟେ । “ତୁମ୍ଭେ” ଏବଂ “ତୁମ୍ଭର” ଶଦ୍ଦର ସମସ୍ତ ଦୃଷ୍ଟାନ୍ତ ଗାୟଙ୍କୁ ଉଦ୍ଦେଶ୍ୟ କରେ ଏବଂ ଏକବଚନ ଅଟନ୍ତି । (ଦେଖ:[[rc://en/ta/man/translate/figs-you]])
43JN11w99tfigs-explicitὁ πρεσβύτερος1The elderଏହା ଯୋହନଙ୍କୁ ସୂଚିତ କରେ, ଜଣେ ପ୍ରେରିତ ଏବଂ ଯୀଶୁଙ୍କର ଶିଷ୍ୟ । ସେ ଆପଣାକୁ ଜଣେ “ପ୍ରାଚୀନ” ଭାବେ ଉଲ୍ଲେଖ କରନ୍ତି, ହୁଏତ ତାହାଙ୍କ ଗତ ବୟସ୍କର କାରଣରୁ କିମ୍ବା ସେ ମଣ୍ଡଳୀରେ ଜଣେ ଅଧ୍ୟକ୍ଷ ଅଟନ୍ତି । ଲେଖକଙ୍କ ନାମକୁ ସ୍ପଷ୍ଟ କାରାଯାଇ ପାରେ: “ମୁଁ, ପ୍ରାଚୀନ ଯୋହନ, ଲେଖୁଅଛି । “ (ଦେଖ: [[rc://en/ta/man/translate/figs-explicit]])
53JN11lls6translate-namesΓαΐῳ1Gaiusସେ ଜଣେ ସାଥୀ ବିଶ୍ବାସୀ ଅଟନ୍ତି ଯାହାଙ୍କ ନିକଟକୁ ଯୋହନ ଏହି ପତ୍ର ଲେଖୁଛନ୍ତି । (ଦେଖ:[[rc://en/ta/man/translate/translate-names]])
63JN11mp9wὃν ἐγὼ ἀγαπῶ ἐν ἀληθείᾳ1whom I love in truthଯାହାଙ୍କୁ ମୁଁ ପ୍ରକୃତରେ ପ୍ରେମ କରେ
73JN12v6dvπερὶ πάντων ... σε εὐοδοῦσθαι καὶ ὑγιαίνειν1all may go well with you and that you may be healthyତୁମ୍ଭେ ହୁଏତ ସମସ୍ତ ବିଷୟରେ ଉତ୍ତମ ଏବଂ ସବଳ ହୋଇପାର
83JN12i269καθὼς εὐοδοῦταί σου ἡ ψυχή1just as it is well with your soulଯେପରି ତୁମ୍ଭେମାନ ଆତ୍ମିକତାରେ ଉତ୍ତମ କରୁଅଛ
93JN13b4zhἐρχομένων ἀδελφῶν1brothers cameସହ-ବିଶ୍ବାସୀମାନେ ଆସିଲେ, ଏହି ଲୋକମାନେ ସମ୍ଭବତଃ ସମସ୍ତେ ପୁରୁଷ ଥିଲେ । 3JN 1 3 y7q3 figs-metaphor σὺ ἐν ἀληθείᾳ περιπατεῖς 1 you walk in truth ଏକ ମାର୍ଗରେ ଚାଲିବା ଏକ ରୂପକ ଅଟେ କାରଣ ଜଣେ ବ୍ୟକ୍ତି କିପରି ତାହାର ଜୀବନ ଅତିବାହିତ କରେ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତୁମ୍ଭର ଜୀବନକୁ ଈଶ୍ବରଙ୍କ ସତ୍ୟତାରେ ଅନୁସାରେ ଅତିବାହିତ କରୁଅଛ” (ଦେଖ: [[rc://en/ta/man/translate/figs-metaphor]]) 3JN 1 4 w79m figs-metaphor τὰ ἐμὰ τέκνα 1 my children ଯୋହନ ସେମାନଙ୍କ ବିଷୟରେ କୁହନ୍ତି ଯେଉଁମାନଙ୍କୁ ସେ ଯୀଶୁଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଶିକ୍ଷା ଦେଲେ ଯେପରିକି ସେମାନେ ତାହାଙ୍କ ସନ୍ତାନଗଣ ଥିଲେ । ଏହା ସେମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ଏବଂ ଚିନ୍ତାର ଭାବନାକୁ ଗୁରୁତ୍ବାରୋପ କରେ । ଏହା ମଧ୍ୟ ହୋଇପାରେ ଯେ ସେ ନିଜେ ସେମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇଛନ୍ତି । ଅନ୍ୟ ଏକ ଅନୁବାଦରେ: “ମୋର ଆତ୍ମିକ ସନ୍ତାନଗଣ” (ଦେଖ: [[rc://en/ta/man/translate/figs-metaphor]]) 3JN 1 5 jtc6 figs-inclusive 0 General Information: ଏଠାରେ “ଆମ୍ଭେମାନେ” ଶବ୍ଦଟି ଯୋହନ ଏବଂ ତାହଙ୍କ ସହିତ ଯେଉଁମାନେ ଥିଲେ ସେମାନଙ୍କୁ ଉଦ୍ଦେଶ୍ୟ କରେ, ଏବଂ ସମ୍ଭବତଃ ସମସ୍ତ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ । (ଦେଖ: [[rc://en/ta/man/translate/figs-inclusive]]) 3JN 1 5 vl13 0 Connecting Statement: ବାଇବଲ ଶିକ୍ଷକ ଯାତ୍ରୀମାନଙ୍କ ଯତ୍ନ ନେବାରେ ଗାୟଙ୍କୁ ପ୍ରଶଂସା କରିବା ନିମନ୍ତେ ଏହି ପତ୍ର ଲେଖିବା ଯୋହନଙ୍କ ଉଦ୍ଦେଶ୍ୟ ଅଟେ; ପରେ ସେ ଦୁଇଜଣ ବ୍ୟକ୍ତିଙ୍କ ବିଷୟରେ କହନ୍ତି, ଜଣେ ମନ୍ଦ ଏବଂ ଅନ୍ୟ ଜଣେ ଭଲ । 3JN 1 5 tmh1 ἀγαπητέ 1 Beloved ଏଠାରେ ଏହା ସହ-ବିଶ୍ବାସୀମାନଙ୍କ ନିମନ୍ତେ ଏକ ଆଦର ପ୍ରକାଶନର ଏକ ଶଦ୍ଦ ସ୍ବରୁପ ବ୍ୟବହାର କରାଯାଇଛି । 3JN 1 5 gs6x πιστὸν ποιεῖς 1 you practice faithfulness ଈଶ୍ବର ନିକଟରେ ଯାହା ବିଶ୍ବାସଯୋଗ୍ୟ ଅଟେ ତାହା ତୁମ୍ଭେମାନେ କରୁଅଛ, କିମ୍ବା “ତୁମ୍ଭେମାନେ ଈଶ୍ବରଙ୍କ ନିକଟରେ ବିଶ୍ବସ୍ତ ହେଉଅଛ”
103JN15g4gzὃ, ἐὰν ἐργάσῃ εἰς τοὺς ἀδελφοὺς καὶ τοῦτο ξένους1work for the brothers and for strangersସାଥୀ ବିଶ୍ବାସୀମାନଙ୍କୁ ସାହାଯ୍ୟ କର ଯେଉଁମାନଙ୍କୁ ତୁମ୍ଭେମାନେ ଜାଣ ନାହି
113JN16wzf6οἳ ἐμαρτύρησάν σου τῇ ἀγάπῃ ἐνώπιον ἐκκλησίας1who have borne witness of your love in the presence of the churchଏହି ଶବ୍ଦସମୁହ “ବିଦେଶୀମାନଙ୍କୁ” (ପଦ ୫) ଚିତ୍ରଣ କରେ । “କିପରି ସେହି ବିଦେଶୀମାନଙ୍କୁ ତୁମ୍ଭେମାନେ ପ୍ରେମ କରିଲ ଯେଉଁମାନେ ସେହି ବିଷୟ ମଣ୍ଡଳୀରେ ବିଶ୍ବାସୀମାନଙ୍କୁ କହିଛନ୍ତି”
123JN16pb64καλῶς ποιήσεις, προπέμψας1You do well to send themଯୋହନ ଏହି ବିଶ୍ବାସୀମାନଙ୍କୁ ସାହାଯ୍ୟ କରିବାରେ ତାହାଙ୍କ ସାଧାରଣ ସ୍ବଭାବ ନିମନ୍ତେ ଗାୟଙ୍କୁ ଧନ୍ୟବାଦ ଦେଉଛନ୍ତି ।
133JN17d8y1figs-metonymyγὰρ τοῦ ὀνόματος ἐξῆλθον1because it was for the sake of the name that they went outଏଠାରେ “ନାମ” ଶଦ୍ଦଟି ଯୀଶୁଙ୍କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କାରଣ ସେମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ନିମନ୍ତେ ବାହାରି ଯାଇଅଛନ୍ତି” (ଦେଖ: [[rc://en/ta/man/translate/figs-metonymy]])
143JN17yzc8μηδὲν λαμβάνοντες1taking nothingକୌଣସି ଦାନ କିମ୍ବା ସାହାଯ୍ୟ ଗ୍ରହଣ କରନ୍ତି ନାହି
153JN17hk3pτῶν ἐθνικῶν1the Gentilesଏଠାରେ “ଅଣଯିହୁଦୀ”ର ଅର୍ଥ କେବଳ ସେହି ଲୋକମାନଙ୍କ ଅର୍ଥରେ ନୁହେ ଯେଉଁମାନେ ଯିହୁଦୀ ନୁହନ୍ତି । ଏହା ସେହି ଲୋକମାନଙ୍କୁ ସୂଚିତ କରେ ଯେଉଁମାନେ ଯୀଶୁଙ୍କଠାରେ ଭରସା କରନ୍ତି ନାହିଁ ।
163JN18d2l7ἵνα συνεργοὶ γινώμεθα τῇ ἀληθείᾳ1so that we will be fellow workers for the truthସେଥିନିମନ୍ତେ ଆମ୍ଭେମାନେ ସେମାନଙ୍କ ସହିତ ସହଯୋଗ କରି ଲୋକମାନଙ୍କ ନିକଟରେ ଈଶ୍ବରଙ୍କ ସତ୍ୟତା ଘୋଷଣା କରିବା
173JN19dp1vfigs-exclusive0General Information:“ଆମ୍ଭମାନଙ୍କୁ” ଶବ୍ଦଟି ଯୋହନ ଏବଂ ଯେଉଁମାନେ ତାହାଙ୍କ ସହିତ ଥିଲେ ସେମାନଙ୍କୁ ସୂଚିତ କରେ ଏବଂ ଗାୟକୁ ସମ୍ପୃକ୍ତ କରେ ନାହିଁ । (ଦେଖ: [[rc://en/ta/man/translate/figs-exclusive]])
183JN19tm9qτῇ ἐκκλησίᾳ1congregationଏହା ଗାୟଙ୍କୁ ଏବଂ ବିଶ୍ବାସୀମାନଙ୍କ ଏକ ଦଳକୁ ସୂଚିତ କରେ ଯେଉଁମାନେ ଈଶ୍ବରଙ୍କ ଉପାସନା କରିବା ନିମନ୍ତେ ଏକତ୍ର ସମବେତ ହେଲେ ।
193JN19cz9dtranslate-namesΔιοτρέφης1Diotrephesସେ ମଣ୍ଡଳୀର ଜଣେ ସଦସ୍ୟ ଥିଲେ । (ଦେଖ:[[rc://en/ta/man/translate/translate-names]])
203JN19s82wὁ φιλοπρωτεύων αὐτῶν1who loves to be first among themଯେଉଁମାନେ ସେମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ ଜଣେ ମହାନ ହେବା ନିମନ୍ତେ ପସନ୍ଦ କରନ୍ତି କିମ୍ବା “ସେ ସେମାନଙ୍କ ଜଣେ ଅଧ୍ୟକ୍ଷ ସଦୃଶ କାର୍ଯ୍ୟ କରିବା ଚାହାଁନ୍ତି”
213JN110f6qjλόγοις πονηροῖς φλυαρῶν ἡμᾶς1talking wicked nonsense against usଏବଂ ସେ କିପରି ଆମ୍ଭମାନଙ୍କ ବିଷୟରେ ମନ୍ଦ କଥା କହନ୍ତି ଯାହା ନିଶ୍ଚିତ ରୂପେ ସତ୍ୟ ନୁହେ
223JN110wi6aαὐτὸς ἐπιδέχεται τοὺς ἀδελφοὺς1refused to welcome the brothersସାଥୀ ବିଶ୍ବାସୀମାନଙ୍କୁ ସ୍ବାଗତ କଲେ ନାହିଁ
233JN110it7pτοὺς βουλομένους κωλύει1stops those who want to welcome themସେମାନଙ୍କୁ ରୁଦ୍ଧ କର ଯେଉଁମାନେ ବିଶ୍ବାସୀମାନଙ୍କୁ ସ୍ବାଗତ କରିବାକୁ ଚାହାଁନ୍ତି
243JN110g98bἐκ τῆς ἐκκλησίας ἐκβάλλει1puts them out of the churchସେ ସେମାନଙ୍କୁ ମଣ୍ଡଳୀ ପରିତ୍ୟାଗ କରିବାକୁ ବାଧ୍ୟ କରନ୍ତି
253JN111a16afigs-exclusive0General Information:ଏଠାରେ “ଆମ୍ଭେ” ଶବ୍ଦଟି ଯୋହନ ଏବଂ ତାହାଙ୍କ ସହିତ ଯେଉଁମାନେ ଥିଲେ ସେମାନଙ୍କୁ ସୂଚିତ କରେ ଏବଂ ଗାୟଙ୍କୁ ସମ୍ପୃକ୍ତ କରେ ନାହିଁ । (ଦେଖ:[[rc://en/ta/man/translate/figs-exclusive]])
263JN111a3z8ἀγαπητέ1Belovedଏଠାରେ ଏହା ସହ-ବିଶ୍ବାସୀମାନଙ୍କ ନିମନ୍ତେ ଏକ ଆଦର ସୂଚକ ଶବ୍ଦ ରୁପେ ବ୍ୟବହାର କରାଯାଇଛି । କିପରି ତୁମେ ଏହାକୁ [୩ୟ ଯୋହନ ୧:୫]ରେ (../୦୧/୦୫.md)ରେ ଅନୁବାଦ କରିଅଛ ।
273JN111pv24μὴ μιμοῦ τὸ κακὸν1do not imitate what is evilମନ୍ଦ ବିଷୟର ଅନୁକରଣ କର ନାହି ଯାହା ଲୋକମାନେ କରନ୍ତି
283JN111sz2hfigs-ellipsisἀλλὰ τὸ ἀγαθόν1but what is goodଏହି ଶବ୍ଦଗୁଡିକ ଛାଡି ଦିଆଯାଇଛି କିନ୍ତୁ ସେଗୁଡିକ ବୁଝିହେବ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଉତ୍ତମ ବିଷୟକୁ ଅନୁକରଣ କର ଯାହା ଲୋକମାନେ କରନ୍ତି” (ଦେଖ:[[rc://en/ta/man/translate/figs-ellipsis]])
293JN111cm8tἐκ τοῦ Θεοῦ ἐστιν1is of Godଈଶ୍ବରଙ୍କ ନୁହେଁ
303JN111zan2οὐχ ἑώρακεν τὸν Θεόν1has not seen Godଈଶ୍ବରଙ୍କ ଅନ୍ତର୍ଗତ ନୁହେଁ କିମ୍ବା “ଈଶ୍ବରଙ୍କ ଠାରେ ବିଶ୍ବାସ କରେ ନାହିଁ”
313JN112pl7ifigs-activepassiveΔημητρίῳ μεμαρτύρηται ὑπὸ πάντων1Demetrius is borne witness to by allଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଦୀମୀତ୍ରିୟଙ୍କୁ ଜାଣନ୍ତି ସମସ୍ତେ ତାହଙ୍କ ବିଷୟରେ ସାକ୍ଷ ଦିଅନ୍ତି” କିମ୍ବା “ପ୍ରତ୍ୟେକ ବିଶ୍ବାସୀମାନେ ଯେଉଁମାନେ ଦୀମୀତ୍ରିୟ ଜାଣନ୍ତି ସେମାନେ ତାହାଙ୍କ ବିଷୟରେ ଭଲ କହନ୍ତି” (ଦେଖ:[[rc://en/ta/man/translate/figs-activepassive]])
323JN112m22htranslate-namesΔημητρίῳ1Demetriusସେ ସମ୍ଭବତଃ ଜଣେ ବ୍ୟକ୍ତି ଅଟନ୍ତି ଯେତେବେଳେ ସେ ପରିଦର୍ଶନ କରିବା ନିମନ୍ତେ ଆସନ୍ତି ଯାହାଙ୍କୁ ଗାୟ ଏବଂ ମଣ୍ଡଳୀସମୁହ ସ୍ବାଗତ କରିବା ନିମନ୍ତେ ଯୋହନ ଚାହାନ୍ତି । (ଦେଖ:[[rc://en/ta/man/translate/translate-names]])
333JN112rad4figs-personificationὑπὸ αὐτῆς τῆς ἀληθείας1by the truth itselfସତ୍ୟ ନିଜେ ତାହାଙ୍କ ବିଷୟରେ ଉତ୍ତମ କୁହେ । ଏଠାରେ “ସତ୍ୟ” ଜଣେ ବ୍ୟକ୍ତି କଥା କହୁଥିବା ସଦୃଶ ବର୍ଣ୍ଣନା କରାଯାଏ । ଅନ୍ୟ ଏକ ଅନୁବାଦରେ: “ସମସ୍ତେ ଯେଉଁମାନେ ସତ୍ୟକୁ ଜାଣନ୍ତି ସେ ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି । (ଦେଖ: [[rc://en/ta/man/translate/figs-personification]] ଏବଂ [[rc://en/ta/man/translate/figs-explicit]] ଏବଂ [[rc://en/ta/man/translate/figs-rpronouns]]) 3JN 1 12 s712 figs-ellipsis καὶ ἡμεῖς ... μαρτυροῦμεν 1 We also bear witness ଯୋହନ ଯାହା ସୁନିଶ୍ଚିତ କରିଛନ୍ତି ତାହା ପରିଲକ୍ଷିତ ଅଟେ ଏବଂ ଏଠାରେ ନିର୍ଦ୍ଧିଷ୍ଟ ଭାବରେ ଉଦ୍ଦେଶ୍ୟ କରାଯାଏ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ମଧ୍ୟ ଦୀମୀତ୍ରିୟଙ୍କ ବିଷୟରେ ଭଲ କହୁଅଛୁ” (ଦେଖ:[[rc://en/ta/man/translate/figs-ellipsis]]) 3JN 1 13 v27c 0 General Information: ଏହା ଗାୟଙ୍କ ନିକଟକୁ ଯୋହନଙ୍କ ଶେଷ ପତ୍ର ଅଟେ । ସେ କେତେକ ଶେଷ ଟିପ୍ପଣୀ ଦିଅନ୍ତି ଏବଂ ଅଭିନନ୍ଦନ ସହିତ ସମାପ୍ତ କରନ୍ତି । 3JN 1 13 am6k οὐ θέλω διὰ μέλανος καὶ καλάμου σοι γράφειν 1 I do not wish to write them to you with pen and ink ଯୋହନ ଏହି ଅନ୍ୟ ବିଷୟ ସମସ୍ତ ଲେଖିବାକୁ ଇଚ୍ଛା କରନ୍ତି ନାହିଁ । ସେ ଏହା କୁହନ୍ତି ନାହି ଯେ ସେ ସମାନଙ୍କୁ କଲମ ଏବଂ କାଳି ବିନା ଅନ୍ୟ କୌଣଷି ବସ୍ତୁରେ ଲେଖିବେ । 3JN 1 14 r8i4 figs-idiom στόμα πρὸς στόμα 1 face to face ଏଠାରେ ମୁଖାମୁଖି ଏକ ରୁଢୀ ଅଟେ, ଏହାର ଅର୍ଥ ଯେ “ବ୍ୟକ୍ତିଙ୍କଠାରେ” ଅନ୍ୟ ଏକ ଅନୁବାଦରେ: “ବ୍ୟକ୍ତିଙ୍କ ନିକଟରେ” (ଦେଖ:[[rc://en/ta/man/translate/figs-idiom]]) 3JN 1 15 v8yj εἰρήνη σοι 1 May peace be with you ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ
343JN115mhs1ἀσπάζονταί σε οἱ φίλοι1The friends greet youଏଠାରେ ସାଥୀମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାନ୍ତି
353JN115lq8rἀσπάζου τοὺς φίλους κατ’ ὄνομα1Greet our friends there by nameସେଠାରେ ମୋ ପକ୍ଷରୁ ପ୍ରତ୍ୟେକ ବିଶ୍ବାସୀମନଙ୍କୁ ନମସ୍କାର ଜଣାଅ ।