translationCore-Create-BCS_.../tn_PHM.tsv

70 KiB
Raw Permalink Blame History

1ReferenceIDTagsSupportReferenceQuoteOccurrenceNote
2front:introsz2w0# ଫିଲୀମୋନର ପରିଚୟ\n\n## ଭାଗ ୧: ସାଧାରଣ ପରିଚୟ\n\n### ଫିଲୀମୋନ ପୁସ୍ତକର ରୂପରେଖା\n\n1. ପାଉଲ ଫିଲିମୋନଙ୍କୁ ଅଭିବାଦନ ଜଣାନ୍ତି (୧: ୧-୩)\n2. ପାଉଲ ଅନୀସିମ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରନ୍ତି (୧:୪-୨୧)\n3. ଉପସଂହାର (୧:-୨୫)\n\n### ଫିଲୀମୋନ ପୁସ୍ତକ କିଏ ଲେଖିଛନ୍ତି?\n\nପାଉଲ ଫିଲୀମୋନ ପୁସ୍ତକକୁ ଲେଖିଛନ୍ତି । ପାଉଲ ତାର୍ଷ ସହରର ବ୍ୟକ୍ତି  ଥିଲେ। ସେ ବାଲ୍ୟକାଳରେ ଶାଉଲ ଭାବରେ ପରିଚିତ ଥିଲେ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ଶାଉଲ ଜଣେ ଫାରୂଶୀ ଥିଲେ। ସେ ଖ୍ରୀଷ୍ଟିୟାନମାନଙ୍କୁ ନିର୍ଯାତନା ଦେଉଥିଲେ। ସେ ଖ୍ରୀଷ୍ଟିୟାନ ହେବା ପରେ, ସେ ରୋମୀୟ ସାମ୍ରାଜ୍ୟକୁ ଅନେକ ଥର ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶୁଣାଇଥିଲେ।\n\nପାଉଲ ଏହି ପତ୍ର ଲେଖିବା ସମୟରେ ଏକ କାରାଗାରରେ ବନ୍ଦୀ ଥିଲେ।\n\n### ଫିଲିମୋନ ପୁସ୍ତକ କେଉଁ ବିଷୟରେ ଉଲ୍ଲେଖ କରେ?\n\nଫିଲିମୋନ ନାମକ ଜଣେ ବ୍ୟକ୍ତିଙ୍କୁ ପାଉଲ ଏହି  ପତ୍ର ଲେଖିଥିଲେ । ଫିଲିମୋନ କଲୋସୀ ସହରରେ ରହୁଥିବା ଯୀଶୁଙ୍କଠାରେ ଜଣେ  ବିଶ୍ୱାସ ଥିଲେ। ତାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ। ଅନୀସିମ ଫିଲିମୋନଠାରୁ ପଳାୟନ କରିଥିଲେ ଏବଂ ସମ୍ଭବତଃ ତାଙ୍କଠାରୁ ମଧ୍ୟ କିଛି ଚୋରି କରିଥିଲେ । ଅନୀସିମ ରୋମୀୟ ପ୍ରଦେଶକୁ ଯାଇ ସେଠାରେ ଥିବା କାରାଗାରରେ ପାଉଲଙ୍କୁ ସାକ୍ଷାତ କରିଥିଲେ, ଯେଉଁଠାରେ ପାଉଲ ଅନୀସିମଙ୍କୁ ଯୀଶୁଙ୍କ ବିଷୟରେ ଶୁଣାଇଥିଲେ।\n\nପାଉଲ ଫିଲିମୋନଙ୍କୁ କହିଥିଲେ ଯେ ସେ ଅନୀସିମଙ୍କୁ ତାଙ୍କ ନିକଟକୁ ପଠାଉଛନ୍ତି । ରୋମୀୟ ନିୟମ ଅନୁଯାୟୀ ଅନୀସିମଙ୍କୁ ମୃତ୍ୟୁଦଣ୍ଡ ଦେବାର ଫିଲୀମୋନର ଅଧିକାର ଥିଲା । କିନ୍ତୁ ପାଉଲ କହନ୍ତି ଯେ ଫିଲୀମୋନ ଅନୀସିମକୁ ଖ୍ରୀଷ୍ଟିୟାନ ଭାଇ ଭାବରେ ଗ୍ରହଣ କରିବା ଉଚିତ୍ । ସେ ଏପରିକି ପରାମର୍ଶ ଦେଇଛନ୍ତି ଯେ ଫିଲୀମୋନ ଅନୀସିମକୁ ପାଉଲଙ୍କ ନିକଟକୁ ଫେରି ଆସି ତାଙ୍କୁ ବନ୍ଦୀରେ ସାହାଯ୍ୟ କରିବା ଉଚିତ୍।\n\n### ଏହି ପୁସ୍ତକର ଆଖ୍ୟା କିପରି ଅନୁବାଦ କରାଯିବା ଉଚିତ?\n\nଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଫିଲୀମୋନ” ବୋଲି ଅନୁବାଦ କରିପାରନ୍ତି ।କିମ୍ବା ସେମାନେ “ଫିଲମୋନଙ୍କୁ ପାଉଲଙ୍କ ପାତ୍ର” କିମ୍ବା “ପାଉଲ ଫିଲିମୋନଙ୍କୁ ଲେଖିଥିବା ପତ୍ର” ବୋଲି ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । (ଦେଖନ୍ତୁ: [[rc://*/ta/man/translate/translate-names]])\n\n## ଭାଗ : ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ\n\n### ଏହି ପତ୍ର ଦାସତ୍ୱ ପ୍ରଥାକୁ ଅନୁମୋଦନ କରେ କି?\n\nପାଉଲ ଅନୀସିମକୁ ତାଙ୍କ ପୂର୍ବ ସ୍ବାମୀ ନିକଟକୁ ପଠାଇଲେ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ପାଉଲ ଦାସତ୍ୱ ପ୍ରଥା ଏକ ଗ୍ରହଣୀୟ ଅଭ୍ୟାସ ବୋଲି ଅନୁମୋଦନ କରଛନ୍ତି । ଏହା ପରିବର୍ତ୍ତେ, ପାଉଲ ଲୋକମାନେ ପରସ୍ପର ସହିତ ପୁନଃମିଳିତ ହୋଇ ସେମାନେ ଯେକୌଣସି ପରିସ୍ଥିତିରେ ଥିଲେ ସୁଦ୍ଧା ଈଶ୍ଵରଙ୍କ ସେବା କରନ୍ତୁ ବୋଲି ଅଧିକ ଚିନ୍ତିତ ଥିଲେ। ସେହି ସମୟରେ ଏହି ସଂସ୍କୃତିରେ ଲୋକମାନେ ବିଭିନ୍ନ କାରଣରୁ ଦାସ ହେଉଥିଲେ ଏବଂ ଏହାକୁ ଏକ ସ୍ଥାୟୀ ଅବସ୍ଥା  ବିବେଚନା କରାଯାଉନଥିଲା ।\n\n### ପାଉଲ “ଖ୍ରୀଷ୍ଟଙ୍କଠାରେ”, “ପ୍ରଭୁଙ୍କଠାରେ” ଇତ୍ୟାଦି ଅଭିବ୍ୟକ୍ତି ସହ କ’ଣ ବ୍ୟକ୍ତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ?\n\nପାଉଲ ଖ୍ରୀଷ୍ଟ ଏବଂ ବିଶ୍ଵାସୀମାନଙ୍କ ସହ ଅତି ଘନିଷ୍ଠତାର ଧାରଣା ପ୍ରକାଶ କରିବାକୁ ଇଚ୍ଛା ପ୍ରକାଶ କରୁଥୁଲେ । ଏହି ପ୍ରକାରର ଅଭିବ୍ୟକ୍ତି ବିଷୟରେ ଅଧିକ ବିବରଣୀ ପାଇଁ ରୋମୀୟ ପୁସ୍ତକର ପରିଚୟ ଦେଖନ୍ତୁ ।\n\n## ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ\n\n### ଏକକ ଏବଂ ବହୁବଚନ “ତୁମ୍ଭେ”\n\nଏହି ପୁସ୍ତକରେ “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ । ଶବ୍ଦ “ତୁମ୍ଭେ” ପ୍ରାୟ ସବୁବେଳେ ଏକକ ଏବଂ ଫିଲୀମୋନକୁ ବୁଝାଏ। ଏହାର ଦୁଇଟି ବ୍ୟତିକ୍ରମ ହେଲା ୧: ଏବଂ ୧:୨୫। ସେଠାରେ “ତୁମ୍ଭେ” ଫିଲୀମୋନ ଏବଂ ତାଙ୍କ ଘରେ ସାକ୍ଷାତ କରୁଥିବା ବିଶ୍ଵାସୀମାନଙ୍କୁ ବୁଝାଏ  । (ଦେଖନ୍ତୁ: [[rc://*/ta/man/translate/figs-exclusive]] ଏବଂ [[rc://*/ta/man/translate/figs-you]])\n\nପାଉଲ ନିଜକୁ ଏହି ପତ୍ରର (ପଦ ୧, ୯, ଏବଂ ୧୯ ରେ)  ଲେଖକ ଭାବରେ ତିନିଥର ପରିଚିତ କରନ୍ତି । ବୋଧହୁଏ ତୀମଥି ତାଙ୍କ ସହ ଥିଲେ ଏବଂ ପାଉଲ ଯେପରି କହିଥିଲେ ସେହିପରି ସେ ଲେଖିଥାଇ ପାରନ୍ତି । “ମୁଁ”, “ମୁଁ” ଏବଂ “ମୋର” ର ସମସ୍ତ ଉଦାହରଣ ପାଉଲଙ୍କୁ ବୁଝାଏ । ଫିଲୀମୋନ ମୁଖ୍ୟ ବ୍ୟକ୍ତି ଅଟନ୍ତି ଯାହାଙ୍କୁ ଏହି ପତ୍ର ଲେଖାଯାଇଛି। “ତୁମ୍ଭେ” ଏବଂ “ତୁମ୍ଭ” ର ସମସ୍ତ ଉଦାହରଣ ତାଙ୍କୁ ବୁଝାଏ ଏବଂ ଏକକ ଅଟେ । (ଦେଖନ୍ତୁ: [[rc://*/ta/man/translate/figs-you]])
31:1sg4frc://*/ta/man/translate/figs-youGeneral Information:0# General Information:\n\n
41:1niq3rc://*/ta/man/translate/figs-exclusiveΠαῦλος, δέσμιος Χριστοῦ Ἰησοῦ, καὶ Τιμόθεος, ὁ ἀδελφὸς; Φιλήμονι1
51:1cgs4δέσμιος Χριστοῦ Ἰησοῦ1ପାଉଲ କାରାଗାରରେ ଥିଲେ କାରଣ\nସେ ଯୀଶୁଙ୍କ ବିଷୟରେ ପ୍ରଚାର କରନ୍ତୁ\n \nବୋଲି ଅଧିକାରୀମାନେ ଚାହୁଁ ନଥିଲେ \n।\n \nତାଙ୍କୁ ଅଟକାଇବା ଏବଂ ଦଣ୍ଡ ଦେବା ପାଇଁ ସେମାନେ ତାଙ୍କୁ ସେଠାରେ\nରଖିଥିଲେ \n।\n \nଏହାର ଅର୍ଥ ନୁହେଁ ଯେ ଯୀଶୁ ପାଉଲଙ୍କୁ କାରାଗାରରେ ରଖିଥିଲେ।\nବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ଜଣେ ବନ୍ଦୀ”
61:1sv3pὁ ἀδελφὸς1ଖ୍ରୀଷ୍ଟିୟା ବିଶ୍ୱାସରେ ଥିବା\nସମସ୍ତ ଲୋକମାନଙ୍କୁ ବୁଝାଇବା  ପାଇଁ ପାଉଲ **ଭାଇ**\nଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି \n।\n \nବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ଖ୍ରୀଷ୍ଟିୟାନ ” କିମ୍ବା\n“ବିଶ୍ୱାସରେ ଆମ୍ଭମାନଙ୍କର ସାଥୀ” (ଦେଖନ୍ତୁ: \nrc://*/ta/man/translate/figs-metaphor)
71:1r3l9rc://*/ta/man/translate/figs-exclusiveτῷ ἀγαπητῷ & ἡμῶν1ଏଠାରେ **ଆମ୍ଭମାନଙ୍କର** ଶବ୍ଦ\nପାଉଲ ଏବଂ ତାଙ୍କ ସହ ଥିବା ଲୋକମାନଙ୍କୁ ବୁଝାଏ \n, \nକିନ୍ତୁ ପାଠକମାନଙ୍କୁ ନୁହେଁ \n।\n (\nଦେଖନ୍ତୁ: \n[[rc://*/ta/man/translate/figs-exclusive]])
81:1ww3lκαὶ & συνεργῷ1ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଅଧିକ ନିର୍ଦ୍ଦିଷ୍ଟ\n ଭାବରେ ଫିଲୀମୋନ ପାଉଲଙ୍କ ସହ କିପରି ସେବା କଲେ ତାହା ଉଲ୍ଲେଖ କରିପାରିବେ । ବିକଳ୍ପ  ଅନୁବାଦ: “ଯିଏ ଆମ୍ଭମାନଙ୍କ ପରି, ସୁସମାଚାର ପ୍ରଚାର\n କରିବାକୁ କାର୍ଯ୍ୟ କରେ” କିମ୍ବା “ଯିଏ ଯୀଶୁଙ୍କ ସେବା କରିବା ପାଇଁ ଆମ୍ଭମାନଙ୍କ ପରି କାର୍ଯ୍ୟ\n କରେ”
91:2e8surc://*/ta/man/translate/figs-exclusiveτῇ ἀδελφῇ & τῷ συνστρατιώτῃ ἡμῶν1ଏଠାରେ **ଆମ୍ଭମାନଙ୍କର** ଶବ୍ଦ\nପାଉଲ ଏବଂ ତାଙ୍କ ସହ ଥିବା ଲୋକମାନଙ୍କୁ ବୁଝାଏ \n, \nକିନ୍ତୁ ପାଠକମାନଙ୍କୁ ନୁହେଁ \n।\n (\nଦେଖନ୍ତୁ: \n[[rc://*/ta/man/translate/figs-exclusive]])
101:2zh5crc://*/ta/man/translate/translate-namesἈπφίᾳ, τῇ ἀδελφῇ1
111:2sq44rc://*/ta/man/translate/translate-namesἈρχίππῳ1ଏହା ଫିଲୀମୋନ ସହ ମଣ୍ଡଳୀରେ ଥିବା\nଜଣେ ବ୍ୟକ୍ତିଙ୍କ ନାମ ଅଟେ \n।\n (\nଦେଖନ୍ତୁ: \n[[rc://*/ta/man/translate/translate-names]])
121:2mnn5rc://*/ta/man/translate/figs-metaphorτῷ συνστρατιώτῃ ἡμῶν1ପାଉଲ ଏଠାରେ ଆର୍ଖିପ୍ପ  ବିଷୟରେ କୁହନ୍ତି ଯେପରି ସେ ଏବଂ ଆର୍ଖିପ୍ପ  ଉଭୟ ସୈନ୍ୟବାହିନୀରେ ଥିଲେ \n।\n \nତାଙ୍କର ଅର୍ଥ\n, \nସୁସମାଚାର ପ୍ରଚାର କରିବା ପାଇଁ ପାଉଲ ନିଜେ କଠିନ ପରିଶ୍ରମ କରୁଥିବା\nପରି ଆର୍ଖିପ୍ପ  କଠିନ ପରିଶ୍ରମ କରନ୍ତି \n।\n \nବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ଆତ୍ମିକ \n \nଯୋଦ୍ଧା” କିମ୍ବା “ଯିଏ ଆମ୍ଭମାନଙ୍କ ସହ ଆତ୍ମିକ \n \nଯୁଦ୍ଧ ମଧ୍ୟ କରେ” (ଦେଖନ୍ତୁ: \n [[rc://or/ta/man/translate/figs-metaphor]])
131:3r4nqχάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ1ପତ୍ରର  ପ୍ରେରକ ଏବଂ ପ୍ରାପ୍ତକର୍ତ୍ତାଙ୍କୁ ପରିଚିତ କରାଇବା ପରେ\n, \nପାଉଲ ଆଶୀର୍ବାଦ ଉଲ୍ଲେଖ କରନ୍ତି \n।\n \nଏକ ଗଠନ ବ୍ୟବହାର କରନ୍ତୁ ଯାହାକୁ ଲୋକମାନେ ଆପଣଙ୍କ ଭାଷାରେ ଆଶୀର୍ବାଦ\nଭାବରେ ବୁଝି ପାରିବେ  \n।\n \nବିକଳ୍ପ ଅନୁବାଦ: “ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ\nଅନୁଗ୍ରହ ଓ ଶାନ୍ତି ଦିଅନ୍ତୁ” (ଦେଖନ୍ତୁ: \n[[rc://*/ta/man/translate/translate-blessing]])
141:3e5z8rc://*/ta/man/translate/figs-inclusiveΘεοῦ Πατρὸς ἡμῶν1ଏଠାରେ **ଆମ୍ଭମାନଙ୍କର** ଶବ୍ଦ\nପାଉଲ\n, \nତାଙ୍କ ସହ ଥିବା ଲୋକ ଏବଂ ପାଠକମାନଙ୍କୁ ସୂଚିତ କରେ \n।\n (\nଦେଖନ୍ତୁ: \n [[rc://or/ta/man/translate/figs-inclusive]])
151:3lh8arc://*/ta/man/translate/guidelines-sonofgodprinciplesΠατρὸς ἡμῶν1ଏହା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ\nଆଖ୍ୟା ଅଟେ \n।\n (\nଦେଖନ୍ତୁ:\n [[rc://or/ta/man/translate/guidelines-sonofgodprinciples]])
161:4kh5lrc://*/ta/man/translate/figs-inclusiveGeneral Information:0# General Information:\n\n
171:6t54lἡ κοινωνία τῆς πίστεώς σου1ଅନୁବାଦ ହୋଇଥିବା **ସହଭାଗିତା**\nଶବ୍ଦର ଅର୍ଥ କିଛି ଅଂଶୀଦାର କିମ୍ବା ସହଭାଗୀତା ଅଟେ \n।\n \nପାଉଲ ବୋଧହୁଏ ଉଭୟ ଅର୍ଥରେ ବ୍ୟବହାର କରିଛନ୍ତି\n, \nକିନ୍ତୁ ଯଦି ଆପଣଙ୍କୁ  ବାଛିବାକୁ ପଡିବ\n, \nତେବେ ଏହାର ଅର୍ଥ ହୋଇପାରେ: (୧) ଫିଲୀମୋନ ପାଉଲ ଏବଂ ଅନ୍ୟମାନଙ୍କ\nପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି \n।\n \nବିକଳ୍ପ  ଅନୁବାଦ:\n“ଯେଉଁ ବିଶ୍ୱାସ ତୁମ୍ଭେ ଆମ୍ଭମାନଙ୍କ ସହ ରଖିଛ” ()  ଫିଲୀମୋନ ପାଉଲ ଏବଂ ଖ୍ରୀଷ୍ଟଙ୍କ ପାଇଁ କାର୍ଯ୍ୟ କରିବାରେ\nଅନ୍ୟମାନଙ୍କ ସହଭାଗୀ ଅଟେ \n।\n \nବିକଳ୍ପ ଅନୁବାଦ: “ବିଶ୍ଵାସୀ ଭାବରେ ଆମ୍ଭମାନଙ୍କ ସହ ତୁମ୍ଭର\nଏକତ୍ର କାର୍ଯ୍ୟ କରିବାରେ” (ଦେଖନ୍ତୁ: \n[[rc://*/ta/man/translate/figs-abstractnouns]])
181:6pxw1ἐνεργὴς γένηται ἐν ἐπιγνώσει παντὸς ἀγαθοῦ1ଏହାର ଅର୍ଥ: (୧) “ଏବଂ\nପରିଣାମସ୍ବରୂପ ତୁମ୍ଭେ ପ୍ରତ୍ୟେକ ଉତ୍ତମ ବିଷୟ ଜାଣିବ” () “ଯାହାକୁ ତୁମ୍ଭେ ତୁମ୍ଭର ବିଶ୍ଵାସ\n ବିଷୟରେ ପ୍ରକାଶ କର ପ୍ରତ୍ୟେକ ଉତ୍ତମ ବିଷୟ ଜାଣିବ”\nବିକଳ୍ପ ଅନୁବାଦ: “ସମସ୍ତ ବିଷୟ ଉତ୍ତମ ଭାବରେ ଜାଣିବା ଦ୍ୱାରା” (ଦେଖନ୍ତୁ:\n[[rc://*/ta/man/translate/figs-abstractnouns]])
191:6n25eεἰς Χριστόν1ଯଦି ଏହା ଆପଣଙ୍କ ଭାଷାରେ ଅଧିକ\nସ୍ପଷ୍ଟ ହେବ\n, \nତେବେ ଆପଣ ଅଧିକ ସ୍ପଷ୍ଟ ଭାବରେ ଏହାକୁ ପ୍ରକାଶ କରି ପାରିବେ **ଖ୍ରୀଷ୍ଟଙ୍କ\nପାଇଁ** “ସମସ୍ତ ବିଷୟ ଉତ୍ତମ ଅଟେ” \n।\n \nବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ” କିମ୍ବା “ଖ୍ରୀଷ୍ଟଙ୍କ\nଲାଭ ପାଇଁ” (ଦେଖନ୍ତୁ: \n[[rc://*/ta/man/translate/figs-explicit]])
201:7aq4grc://*/ta/man/translate/figs-metonymyτὰ σπλάγχνα τῶν ἁγίων ἀναπέπαυται διὰ σοῦ1ଏଠାରେ\n, **\nଅନ୍ତର** ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଭାବନା କିମ୍ବା ଆନ୍ତରିକତାକୁ\nସୂଚିତ କରେ \n।\n \nଏଥିପାଇଁ ଆପଣଙ୍କ ଭାଷାରେ ସାଧାରଣ ରୂପକକୁ ବ୍ୟବହାର କରନ୍ତୁ\n, \nଯେପରିକି “ହୃଦୟ” କିମ୍ବା “ମନ”\n, \nକିମ୍ବା ସରଳ ଅର୍ଥ ପ୍ରଦାନ କରନ୍ତୁ \n।\n \nବିକଳ୍ପ ଅନୁବାଦ: “ସାଧୁମାନଙ୍କ ଭାବନା ଏବଂ ବିଚାର” (ଦେଖନ୍ତୁ:\n[[rc://or/ta/man/translate/figs-metonymy]]
211:7m5ipσοῦ, ἀδελφέ1ପାଉଲ ଫିଲୀମୋନକୁ **ଭାଇ** ବୋଲି\nଡାକିଲେ କାରଣ ସେମାନେ ଦୁହେଁ ବିଶ୍ଵାସୀ ଥିଲେ\n, \nଏବଂ ସେ ସେମାନଙ୍କର ବନ୍ଧୁତା\nଉପରେ ଗୁରୁତ୍ୱ ଦେବାକୁ ଚାହୁଁଥିଲେ \n।\n \nବିକଳ୍ପ ଅନୁବାଦ: “ତୁମ୍ଭେ\n, \nପ୍ରିୟ ଭାଇ” କିମ୍ବା “ତୁମ୍ଭେ\n, \nପ୍ରିୟ ବନ୍ଧୁ” (ଦେଖନ୍ତୁ: \n[[rc://*/ta/man/translate/figs-metaphor]])
221:8ayy1Connecting Statement:0# Connecting Statement:\n\nପାଉଲ ତାଙ୍କର ନିବେଦନ ଏବଂ ତାଙ୍କ\nପତ୍ରର  କାରଣ ଆରମ୍ଭ କରନ୍ତି \n।
231:8fd84πολλὴν ἐν Χριστῷ παρρησίαν1ଏହାର ଅର୍ଥ ହୋଇପାରେ: (୧) “ଖ୍ରୀଷ୍ଟଙ୍କ\nହେତୁ ସମସ୍ତ ଅଧିକାର” () “ଖ୍ରୀଷ୍ଟଙ୍କ ହେତୁ ସମସ୍ତ ସାହସ \n।\n”
241:9l9fhδιὰ τὴν ἀγάπην1ଏହି ପ୍ରେମ କାହା ପାଇଁ ପାଉଲ ତାହା ଉଲ୍ଲେଖ କରନ୍ତି ନାହିଁ । ଯଦି ଆପଣ ଏଠାରେ ଏକ କ୍ରିୟା ବ୍ୟବହାର କରିବା ଆବଶ୍ୟକ କରନ୍ତି ଏବଂ କାହାକୁ କିଏ ପ୍ରେମ କରେ ତାହା ପ୍ରକାଶ କରନ୍ତି, ଏହା ସୂଚାଇପାରେ: (୧) ତାଙ୍କ ଏବଂ ଫିଲୀମୋନ ମଧ୍ୟରେ ପାରସ୍ପରିକ ପ୍ରେମ । UST ଦେଖନ୍ତୁ । () ଫିଲିମୋନଙ୍କ ନିମନ୍ତେ ପାଉଲଙ୍କ ପ୍ରେମ । ବିକଳ୍ପ ଅନୁବାଦ: “କାରଣ ମୁଁ ତୁମ୍ଭକୁ ପ୍ରେମ କରେ” (୩) ଫିଲିମୋନଙ୍କ ଆପଣା ସହକର୍ମୀମାନଙ୍କ ନିମନ୍ତେ ପ୍ରେମ ।\n\nବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଯେ ତୁମ୍ଭେ  ଈଶ୍ଵରଙ୍କ ଲୋକମାନଙ୍କୁ ପ୍ରେମ କର” (ଦେଖନ୍ତୁ: [[rc://*/ta/man/translate/figs-abstractnouns]])
251:10lsr6General Information:0# General Information:\n\n**\nଅନୀସିମ ** ଜଣେ ବ୍ୟକ୍ତିର ନାମ ଅଟେ \n।\n (\nଦେଖନ୍ତୁ: \n[[rc://*/ta/man/translate/translate-names]])
261:10m6fwrc://*/ta/man/translate/figs-metaphorτοῦ ἐμοῦ τέκνου & Ὀνήσιμον1
271:10dj9hrc://*/ta/man/translate/translate-namesὈνήσιμον1
281:10mui3rc://*/ta/man/translate/figs-metaphorὃν ἐγέννησα ἐν τοῖς δεσμοῖς1ଏଠାରେ\n, **\nପିତା** ଏକ ରୂପକ ଅଟେ ଯାହାର ଅର୍ଥ ପାଉଲ ତାଙ୍କୁ ଖ୍ରୀଷ୍ଟଙ୍କ\nବିଷୟରେ ଶିଖାଇବା ପରେ ଅନୀସିମ ଜଣେ ବିଶ୍ଵାସୀ ହୋଇଥିଲେ \n।\n \nବିକଳ୍ପ ଅନୁବାଦ: “ଯିଏ ନୂତନ ଜୀବନ ଗ୍ରହଣ କଲା ଏବଂ ଯେତେବେଳେ\n\nମୁଁ ତାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ସେ ମୋର ଆତ୍ମିକ \n \nପୁତ୍ର ହେଲା” କିମ୍ବା “ଯିଏ ମୋ ପାଇଁ ଆତ୍ମିକ \n \nପୁତ୍ର ହେଲା” (ଦେଖନ୍ତୁ: \n [[rc://or/ta/man/translate/figs-metaphor]])
291:10nx1prc://*/ta/man/translate/figs-metonymyἐν τοῖς δεσμοῖς1ବନ୍ଦୀମାନେ ପ୍ରାୟତ **ଶିକୁଳି**ରେ\nବନ୍ଧା ଯାଉଥିଲେ \n।\n \nଯେତେବେଳେ ପାଉଲ ଅନୀସିମକୁ ଶିକ୍ଷା ଦେଇଥିଲେ ଏବଂ ଏହି\nପତ୍ରକୁ ଲେଖିଥିଲେ ସେତେବେଳେ ସେ କାରାଗାରରେ ଥିଲେ \n।\n \nବିକଳ୍ପ ଅନୁବାଦ: “ଏଠାରେ କାରାଗାରରେ” (ଦେଖନ୍ତୁ: \n [[rc://or/ta/man/translate/figs-metonymy]])
301:12t1kpὃν ἀνέπεμψά σοι1ପାଉଲ ବୋଧହୁଏ ଅନ୍ୟ ଜଣେ ବିଶ୍ଵାସୀଙ୍କ\nସହ ଅନୀସିମକୁ ପଠାଉଥିଲେ ଯିଏ ଏହି ପତ୍ରକୁ ନେଇଥିଲେ \n।
311:12h9qvrc://*/ta/man/translate/figs-metonymyτοῦτ’ ἔστιν τὰ ἐμὰ σπλάγχνα1
321:13t4xlἵνα ὑπὲρ σοῦ μοι διακονῇ1ପାଉଲ ଜାଣିଥିଲେ ଯେ ଫିଲୀମୋନ\nତାଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି\n, \nଏବଂ ତେଣୁ ସେ ପରାମର୍ଶ ଦିଅନ୍ତି\nଯେ ପାଉଲଙ୍କୁ କାରାଗାରରେ ସେବା କରିବାକୁ ସେ ଅନିସିମକୁ ଅନୁମତି ଦିଅନ୍ତୁ \n।\n \nବିକଳ୍ପ  ଅନୁବାଦ:\n“ଯାହାଫଳରେ\n, \nତୁମ୍ଭେ  ଏଠାକୁ\nଆସି ପାରିବ ନାହିଁ\n, \nସେ ମୋତେ ସାହାଯ୍ୟ କରିପାରେ” କିମ୍ବା “ଯାହାଫଳରେ ସେ ତୁମ୍ଭ ସ୍ଥାନରେ\nମୋତେ ସାହାଯ୍ୟ କରିପାରେ”
331:13bb3trc://*/ta/man/translate/figs-metonymyἐν τοῖς δεσμοῖς1ବନ୍ଦୀମାନେ ପ୍ରାୟତ ** ଶିକୁଳିରେ**\nବନ୍ଧା ଯାଉଥିଲେ \n।\n \nଯେତେବେଳେ ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହିଥିଲେ ଏବଂ\nଏହି ପତ୍ର ଲେକିଥିଲେ ସେତେବେଳେ ସେ କାରାଗାରରେ ଥିଲେ \n।\n (\nଦେଖନ୍ତୁ: \n [[rc://or/ta/man/translate/figs-metonymy]])
341:13iwa8rc://*/ta/man/translate/figs-explicitτοῦ εὐαγγελίου1
351:14g9wprc://*/ta/man/translate/figs-doublenegativesχωρὶς δὲ τῆς σῆς γνώμης, οὐδὲν ἠθέλησα ποιῆσαι1
361:14jxi7ἵνα μὴ ὡς κατὰ ἀνάγκην τὸ ἀγαθόν σου ᾖ, ἀλλὰ κατὰ ἑκούσιον1
371:14ngg8ἀλλὰ κατὰ ἑκούσιον1ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହୁଏ\n, \nଆପଣ  ଏକ କ୍ରିୟା\nସହ ଗୁଣବାଚକ ବିଶେଷ୍ୟ **ବାଧ୍ୟ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ \n।\n \nବିକଳ୍ପ  ଅନୁବାଦ:\n“କାରଣ ମୁଁ ଚାହୁଁ ନଥିଲି ଯେ ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କର କାରଣ ମୁଁ ତୁମ୍ଭକୁ ଏହା କରିବାକୁ\nଆଦେଶ ଦେଇଥିଲି” (ଦେଖନ୍ତୁ: \n[[rc://*/ta/man/translate/figs-abstractnouns]])
381:15q1drrc://*/ta/man/translate/figs-activepassiveτάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα1
391:15fp5vπρὸς ὥραν1
401:16l3e4ὑπὲρ δοῦλον1ବିକଳ୍ପ ଅନୁବାଦ: “ଦାସଠାରୁ ଅଧିକ\nମୂଲ୍ୟବାନ” କିମ୍ବା “ଦାସଠାରୁ ଅଧିକ ପ୍ରିୟ”
411:16f8tzἀδελφὸν ἀγαπητόν1ଏଠାରେ\n, **\nଭାଇ** ଜଣେ ସହ ବିଶ୍ଵାସୀଙ୍କ ନିମନ୍ତେ ଏକ ରୂପକ ଅଟେ \n।\n \nବିକଳ୍ପ ଅନୁବାଦ\n, “\nଆତ୍ମିକ  ଭାଇ” କିମ୍ବା\n“ଖ୍ରୀଷ୍ଟଙ୍କାରେ ଭାଇ” (ଦେଖନ୍ତୁ:\n [[rc://*/ta/man/translate/figs-metaphor]])
421:16f38vπόσῳ δὲ μᾶλλον σοὶ1
431:16yub9rc://*/ta/man/translate/figs-metaphorκαὶ ἐν σαρκὶ1
441:16scj1ἐν Κυρίῳ1ବିକଳ୍ପ ଅନୁବାଦ: “ଯୀଶୁଙ୍କ ମାଧ୍ୟମରେ\nଭାଇଚାରାର ସହଭାଗୀତା” କିମ୍ବା “ପ୍ରଭୁଙ୍କଠାରେ ବିଶ୍ଵାସୀମାନଙ୍କ ସହଭାଗୀତାରେ”
451:17e1j2εἰ & με ἔχεις κοινωνόν1ପାଉଲ ଏପରି ଭାବରେ ଲେଖୁଛନ୍ତି\nଯାହା ମନେହୁଏ ଯେପରି ଫିଲୀମୋନ ପାଉଲଙ୍କୁ ତାଙ୍କ ସହଭାଗୀ ବୋଲି ଭାବନ୍ତି ନାହିଁ\n, \nକିନ୍ତୁ ସେ ଜାଣନ୍ତି ଯେ ଫିଲୀମୋନ ପାଉଲଙ୍କୁ ତାଙ୍କର ସହଭାଗୀ\nବୋଲି ଭାବିବେ \n।\n \nଫିଲିମୋନଙ୍କୁ ଗୋଟିଏ ବିଷୟରେ ସହମତ ହେବାକୁ ଏହା ଏକ ଉପାୟ (ଯେ\nପାଉଲ ଜଣେ ସାଥୀ) ଯାହା ଦ୍ଵାରା  ସେ ଅନ୍ୟ ବିଷୟରେ\n(ଅନିସିମକୁ ଗ୍ରହଣ କରିବାକୁ) ରାଜି ହେବେ \n।\n \nଯଦି ଆପଣଙ୍କ ଭାଷା କୌଣସି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ତାହା ଅନିଶ୍ଚିତତା\nଦର୍ଶାଏ ନାହିଁ\n, \nଏବଂ ଯଦି ଆପଣଙ୍କ ପାଠକମାନେ ଭୁଲ ବୁଝିପାରନ୍ତି ଏବଂ ଭାବନ୍ତି\nଯେ ପାଉଲ ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ\n, \nତେବେ ଆପଣ  ତାଙ୍କ\nବାକ୍ୟକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ \n।\n \nବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେ ମୋତେ ସହଭାଗୀ ବୋଲି ମନେ\nକର” (ଦେଖନ୍ତୁ: \n[[rc://*/ta/man/translate/grammar-connect-condition-fact]])
461:18u5m1τοῦτο ἐμοὶ ἐλλόγα1
471:19wb53ἐγὼ Παῦλος ἔγραψα τῇ ἐμῇ χειρί1ପାଉଲ ଏହି ବାକ୍ୟକୁ **ନିଜ ହସ୍ତରେ**\nଲେଖିଥିଲେ ଯାହାଫଳରେ ଫିଲିମୋନ ଜାଣିବେ ଯେ ଏହି ବାକ୍ୟଗୁଡ଼ିକ ପ୍ରକୃତରେ ପାଉଲଙ୍କଠାରୁ ଆସିଛି ଏବଂ\nପାଉଲ ତାଙ୍କୁ ପ୍ରକୃତରେ ପରିଶୋଧ କରିବେ \n।\n \nସେ ଏଠାରେ ଅତୀତ କାଳକୁ ବ୍ୟବହାର କରିଥିଲେ କାରଣ ଫିଲୀମୋନ ପତ୍ରକୁ\nପା କରିବାବେଳେ ଲେଖିବାର କାର୍ଯ୍ୟ ଅତୀତ କାଳରେ ଉଲ୍ଲେଖ ଥିବ \n।\n \nଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ କାଳକୁ ବ୍ୟବହାର କରନ୍ତୁ\n\n।\n \nବିକଳ୍ପ ଅନୁବାଦ: “ମୁଁ\n, \nପାଉଲ\n, \nଏହା ସ୍ଵହସ୍ତରେ ଲେଖିଲି \n।\n”
481:19gn6crc://*/ta/man/translate/figs-ironyἵνα μὴ λέγω σοι1ପାଉଲ କହିଛନ୍ତି ଯେ ସେ ଏହା କହିବା\nସମୟରେ ଫିଲିମୋନଙ୍କୁ କିଛି କହିବେ ନାହିଁ \n।\n \nପାଉଲ ଯାହା କହୁଛନ୍ତି ତାହାର ସତ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହା\nଏକ ନମ୍ର ଉପାୟ ଅଟେ \n।\n \nଯଦି ଆପଣଙ୍କ  ଭାଷା\nଏହିପରି ଉପମା ବ୍ୟବହାର କରେ ନାହିଁ\n, \nତେବେ ଏକ ଅଧିକ ସ୍ୱାଭାବିକ ଅଭିବ୍ୟକ୍ତି\nବ୍ୟବହାର କରନ୍ତୁ \n।\n \nବିକଳ୍ପ  ଅନୁବାଦ:\n\n“ମୁଁ ତୁମ୍ଭକୁ ସ୍ମରଣ କରାଇବାର ଆବଶ୍ୟକତା ନାହିଁ” କିମ୍ବା “ତୁମ୍ଭେ ପୂର୍ବରୁ ଜାଣିଛ” (ଦେଖନ୍ତୁ:\n [[rc://or/ta/man/translate/figs-irony]])
491:19st7erc://*/ta/man/translate/figs-explicitσεαυτόν μοι προσοφείλεις1ପାଉଲ ସୂଚାଇ ଦେଉଥିଲେ ଯେ ଅନିସିମ\nକିମ୍ବା ପାଉଲ ଫିଲିମୋନଙ୍କ ନିକଟରେ ଯାହା ଋଣ କରିଥିଲେ\n, \nତାହା ଫିଲିମୋନଙ୍କ ପାଉଲଙ୍କଠାରୁ ଅଧିକ ପରିମାଣରେ ବାତିଲ ହୋଇଯାଇଥିଲା\n, \nଯାହା ଫିଲିମୋନଙ୍କ ନିଜ ଜୀବନ ଥିଲା \n।\n \nଫିଲୀମୋନ ପାଉଲଙ୍କୁ ତାଙ୍କ ଜୀବନର ଋଣ କରିବାର କାରଣ ସ୍ପଷ୍ଟ କରାଯାଇପାରେ\n\n।\n \nବିକଳ୍ପ  ଅନୁବାଦ: “ତୁମ୍ଭେ  ମୋତେ ତୁମ୍ଭର  ନିଜ ଜୀବନର ଋଣୀ ଅଟ” କିମ୍ବା “ତୁମ୍ଭେ ମୋହର ଅଧିକ ଋଣୀ\nହୋଇଅଛ କାରଣ ମୁଁ ତୁମ୍ଭର  ଜୀବନକୁ ଉଦ୍ଧାର କଲି”\nକିମ୍ବା “ତୁମ୍ଭେ  ମୋତେ ତୁମ୍ଭର  ଜୀବନର ଋଣୀ ଅଟ କାରଣ ମୁଁ ତୁମ୍ଭକୁ ଯୀଶୁଙ୍କ ବିଷୟରେ ଜଣାଈଥିଲି”\n\n(ଦେଖନ୍ତୁ: \n[[rc://or/ta/man/translate/figs-explicit]])
501:20j8lhrc://*/ta/man/translate/figs-metaphorἀνάπαυσόν μου τὰ σπλάγχνα ἐν Χριστῷ1ଏଠାରେ **ସତେଜ** ଆରାମ କିମ୍ବା\nଉତ୍ସାହ ପାଇଁ ଏକ ରୂପକ ଅଟେ \n।\n \nବିକଳ୍ପ ଅନୁବାଦ: “ମୋତେ ଉତ୍ସାହିତ କର” କିମ୍ବା “ମୋତେ ସାନ୍ତ୍ୱନା\n\nଦିଅ” (ଦେଖନ୍ତୁ: \n [[rc://or/ta/man/translate/figs-metaphor]]
511:21am1erc://*/ta/man/translate/figs-youGeneral Information:0# General Information:\n\n
521:21xpn6Connecting Statement:0# Connecting Statement:\n\n
531:21g6fxπεποιθὼς τῇ ὑπακοῇ σου1
541:22bx62ἅμα1ଅନୁବାଦ ହୋଇଥିବା **ଏକ ସମୟରେ**\nବାକ୍ୟାଂଶ ସୂଚିତ କରେ ଯେ ଫିଲୀମୋନ ପାଉଲଙ୍କ ପାଇଁ ଅନ୍ୟ କିଛି କରନ୍ତୁ ଯେବେ ସେ ପ୍ରଥମ କାର୍ଯ୍ୟ\nକରନ୍ତି \n।\n \nଏକ ଉପଯୁକ୍ତ ସଂଯୋଗ ଶବ୍ଦ ବା ବାକ୍ୟାଂଶ ସହ ଆପଣ ଆପଣଙ୍କ ଅନୁବାଦରେ\nଏହାକୁ ସ୍ପଷ୍ଟ କରି ପାରିବେ \n।\n \nବିକଳ୍ପ  ଅନୁବାଦ:\n“ତାହା କରିବାବେଳେ” କିମ୍ବା “ଏହା ସହ” (ଦେଖନ୍ତୁ: \n[[rc://*/ta/man/translate/grammar-connect-time-simultaneous]])
551:22akw1καὶ ἑτοίμαζέ μοι ξενίαν1
561:22ctr4χαρισθήσομαι ὑμῖν1ବିକଳ୍ପ ଅନୁବାଦ: “ଯେଉଁମାନେ\nମୋତେ କାରାଗାରରେ ରଖୁଛନ୍ତି\n, \nସେମାନେ ମୋତେ ମୁକ୍ତ କରିବେ ଯାହା\nଦ୍ଵାରା ମୁଁ ତୁମ୍ଭ ନିକଟକୁ  ଯିବି।”
571:23x2d8rc://*/ta/man/translate/translate-namesἘπαφρᾶς1**\nଏପାଫ୍ରା** ଜଣେ ବ୍ୟକ୍ତିଙ୍କ ନାମ ଥିଲା ଯିଏ ପାଉଲଙ୍କ ସହ ବିଶ୍ଵାସୀ\nଏବଂ ବନ୍ଦୀ ଥିଲେ \n।\n (\nଦେଖନ୍ତୁ: \n [[rc://or/ta/man/translate/translate-names]])
581:23khx1ὁ συναιχμάλωτός μου ἐν Χριστῷ Ἰησοῦ1
591:24si6pΜᾶρκος, Ἀρίσταρχος, Δημᾶς, Λουκᾶς, οἱ συνεργοί μου1
601:24i5gcrc://*/ta/man/translate/translate-namesΜᾶρκος, Ἀρίσταρχος, Δημᾶς, Λουκᾶς1ଏଗୁଡ଼ିକ ପୁରୁଷମାନଙ୍କର ନାମ\nଅଟେ \n।\n (\nଦେଖନ୍ତୁ: \n [[rc://or/ta/man/translate/translate-names]])
611:24gf6eοἱ συνεργοί μου1ବିକଳ୍ପ ଅନୁବାଦ: “ଯେଉଁମାନେ\nମୋ ସହ କାମ କରନ୍ତି” କିମ୍ବା “ଯେ ସମସ୍ତେ ମୋ ସହ କାମ କରନ୍ତି \n।\n”
621:25gq7prc://*/ta/man/translate/figs-youἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν1
631:1ne8krc://*/ta/man/translate/figs-123personΠαῦλος1ଆପଣଙ୍କ ଭାଷାର ଏକ ପତ୍ରର  ଲେଖକଙ୍କୁ ପରିଚିତ କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ\n\n।\n \nଏହାକୁ ଏଠାରେ ବ୍ୟବହାର କରନ୍ତୁ\n\n।\n \nବିକଳ୍ପ ଅନୁବାଦ: “ମୋ ଠାରୁ\n, \nପାଉଲ” କିମ୍ବା “ମୁଁ\n, \nପାଉଲ” (ଦେଖନ୍ତୁ: \n rc://*/ta/man/translate/figs-123person)
641:1y9zurc://*/ta/man/translate/figs-exclusiveὁ ἀδελφὸς1ଏଠାରେ\n, **\nଆମ୍ଭମାନଙ୍କର** ଶବ୍ଦଟି ମୂଳ ପାଣ୍ଡୁଲିପିରେ ନାହିଁ\n, \nକିନ୍ତୁ ଇଂରାଜୀ  ଭାଷା ପାଇଁ ଆବଶ୍ୟକ ଥିଲା\n, \nଏକ ସମ୍ପର୍କ ଶବ୍ଦକୁ ସୂଚାଇଥାଏ \n।\n \nଏହି ପରିପ୍ରେକ୍ଷୀରେ\n, **\nଆମ୍ଭମାନଙ୍କର** ତୀମଥିଙ୍କୁ ପାଉଲ ଏବଂ ପାଠକମାନଙ୍କୁ ଖ୍ରୀଷ୍ଟଙ୍କ\nଭାଇ ଭାବରେ ପରିଚିତ କରାଏ \n।\n \nଯଦି ଆପଣଙ୍କର ଭାଷା ଏହା ଆବଶ୍ୟକ କରେ\n, \nଆପଣ ମଧ୍ୟ ତାହା କରିପାରିବେ \n।\n \nଯଦି ନୁହେଁ\n, \nଆପଣ ମୂଳ ଶବ୍ଦକୁ ଅନୁସରଣ କରିପାରିବେ\n, \nଯାହା\n, “\nଭାଇ” ଉଲ୍ଲେଖ କରେ \n।\n (\nଦେଖନ୍ତୁ: \n[[rc://*/ta/man/translate/figs-exclusive]])
651:1gvmyrc://*/ta/man/translate/translate-namesΦιλήμονι1ଏହା ଜଣେ ବ୍ୟକ୍ତିର ନାମ ଅଟେ\n\n।\n (\nଦେଖନ୍ତୁ: \n[[rc://*/ta/man/translate/translate-names]])
661:1q84zrc://*/ta/man/translate/figs-explicitΦιλήμονι1ଯଦି ଏହା ଆପଣଙ୍କ ଭାଷାରେ ଅଧିକ\nସ୍ୱାଭାବିକ ହେବ\n, \nତେବେ ଏହି ପତ୍ରରେ ପାଉଲ ସିଧାସଳଖ ପାଉଲ ଫିଲୀମୋନଙ୍କ ସହ କଥା\nହେଉଛନ୍ତି ବୋଲି ଆପଣ \nUST \nପରି ସୂଚନା ଅନ୍ତର୍ଭୂକ୍ତ କରିପାରିବେ \n \n।\n (\nଦେଖନ୍ତୁ: \n[[rc://*/ta/man/translate/figs-explicit]])
671:2b37lrc://*/ta/man/translate/translate-namesἈπφίᾳ1ଏହା ଜଣେ ସ୍ତ୍ରୀଲୋକଙ୍କ ନାମ ଅଟେ । (ଦେଖନ୍ତୁ: \n[[rc://*/ta/man/translate/translate-names]])
681:2bb1src://*/ta/man/translate/figs-exclusiveτῇ ἀδελφῇ1ଏଠାରେ\n, **\nଆମ୍ଭମାନଙ୍କର** ଶବ୍ଦଟି ମୂଳ ଭାଷାରେ ନାହିଁ\n, \nକିନ୍ତୁ ଇଂରାଜୀ ପାଇଁ ଆବଶ୍ୟକ ଥିଲା\n, \nଯାହା ଜଣେ ବ୍ୟକ୍ତି କାହା ସହ ଜଡିତ ତାହା ସୂଚାଇଥାଏ \n।\n \nଏହି ପରିପ୍ରେକ୍ଷୀରେ\n, **\nଆମ୍ଭମାନଙ୍କର** ଆପ୍ପିୟାଙ୍କୁ ପାଉଲ ଏବଂ ପାଠକମାନଙ୍କ ସହ ଖ୍ରୀଷ୍ଟଙ୍କ\nଭଉଣୀ ଭାବରେ ସମ୍ବନ୍ଧିତ କରାଏ \n।\n \nଯଦି ଆପଣଙ୍କର ଭାଷା ଏହା ଆବଶ୍ୟକ କରେ\n, \nଆପଣ ମଧ୍ୟ ତାହା କରିପାରିବେ \n।\n \nଯଦି ନୁହେଁ\n, \nଆପଣ ମୂଳ ଭାଷା ପରି କରିପାରିବେ\n, \nଯାହାକି “ଭଉଣୀ” ବୋଲି ଉଲ୍ଲେଖ କରେ \n।\n (\nଦେଖନ୍ତୁ: \n[[rc://*/ta/man/translate/figs-exclusive]])
691:2hhpcrc://*/ta/man/translate/figs-metaphorτῇ ἀδελφῇ1ଜଣେ ଖ୍ରୀଷ୍ଟିୟ ମହିଳାଙ୍କୁ ବୁଝାଇବାକୁ\nପାଉଲ ସାଙ୍କେତିକ ଭାବରେ **ଭଉଣୀ** ଶବ୍ଦ ବ୍ୟବହାର କରନ୍ତି \n।\n \nବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ଖ୍ରୀଷ୍ଟିୟାନ ” କିମ୍ବା\n“ଆମ୍ଭମାନଙ୍କର ଆତ୍ମିକ  ଭଉଣୀ” (ଦେଖନ୍ତୁ:\nrc://*/ta/man/translate/figs-metaphor)
701:2kyzoἈπφίᾳ & Ἀρχίππῳ & τῇ & ἐκκλησίᾳ1ଏହି ପତ୍ରରେ ମୁଖ୍ୟତଃ\n \nଫିଲୀମୋନଙ୍କୁ ସମ୍ବୋଧିତ କରାଯାଇଛି \n।\n \nପାଉଲ ଫିଲୀମୋନଙ୍କୁ ଲେଖୁଥିବା ସମାନ ସ୍ତରରେ ପାଉଲଙ୍କୁ **ଆପ୍ପିୟା**\n, **\nଆର୍ଖିପ୍ପ**\n, \nଏବଂ **ମଣ୍ଡଳୀ ** କୁ ଲେଖିବାକୁ\nପରାମର୍ଶ ଦେବା ବିଭ୍ରାନ୍ତିକର ହୋଇପାରେ \n।
711:2uof9καὶ τῇ κατ’ οἶκόν σου ἐκκλησίᾳ1ଆପ୍ପିୟା ଏବଂ ଆର୍ଖିପ୍ପ  ବୋଧହୁଏ ମଣ୍ଡଳୀର ସଦସ୍ୟ ଥିଲେ ଯିଏ  ଫିଲୀମୋନ ଘରେ ସାକ୍ଷାତ ହୋଇଥିଲା \n।\n \nଯଦି ସେମାନଙ୍କୁ ପୃଥକ ଭାବରେ ଉଲ୍ଲେଖ କରିବା ସେମାନେ ମଣ୍ଡଳୀର\nଅଂଶ ନୁହଁନ୍ତି ବୋଲି ଅର୍ଥ ପ୍ରକାଶ କରେ\n, \nତେବେ ଆପଣ “ଅନ୍ୟ” ପରି ଏକ ଶବ୍ଦ\nଅନ୍ତର୍ଭୁକ୍ତ କରିପାରିବେ \n।\n \nବିକଳ୍ପ ଅନୁବାଦ: “ତୁମ୍ଭ ଗୃହ ମଣ୍ଡଳୀର ଅନ୍ୟ ସଦସ୍ୟମାନଙ୍କୁ”
721:3iv7erc://*/ta/man/translate/figs-abstractnounsχάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ.1ଯଦି ଏହା ଆପଣଙ୍କ ଭାଷାରେ ଅଧିକ\nସ୍ପଷ୍ଟ ହେବ\n, \nତେବେ ଆପଣ “ଦୟାଳୁ” ଏବଂ “ଶାନ୍ତିପୂର୍ଣ୍ଣ” ଭଳି ବିଶେଷଣ ସହ ଗୁଣବାଚକ\nବିଶେଷ୍ୟ **ଅନୁଗ୍ରହ** ଏବଂ **ଶାନ୍ତି** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ \n।\n \nବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପିତା ଈଶ୍ଵର  ଏବଂ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭ ପ୍ରତି\nଦୟାଳୁ ହୁଅନ୍ତୁ ଏବଂ ତୁମ୍ଭକୁ ଶାନ୍ତି ପ୍ରଦାନ କରନ୍ତୁ” (ଦେଖନ୍ତୁ: \n[[rc://*/ta/man/translate/figs-abstractnouns]])
731:3qglxrc://*/ta/man/translate/figs-yousingularὑμῖν1ଏଠାରେ **ତୁମ୍ଭେ** ବହୁବଚନ ଅଟେ\n, \n୧- ପଦରେ ନାମ ଉଲ୍ଲେଖ ଥିବା ସମସ୍ତ ପ୍ରାପ୍ତକର୍ତ୍ତାମାନଙ୍କୁ\nବୁଝାଏ \n।\n (\nଦେଖନ୍ତୁ:\n[[rc://*/ta/man/translate/figs-yousingular]])
741:4puh8rc://*/ta/man/translate/figs-yousingularσου1ଏଠାରେ\n, \nଶବ୍ଦ **ତୁମ୍ଭେମାନେ** ଏକକ ଅଟେ ଏବଂ ଫିଲୀମୋନକୁ ବୁଝାଏ \n।\n (\nଦେଖନ୍ତୁ: \n[[rc://*/ta/man/translate/figs-yousingular]])
751:5l3i2rc://*/ta/man/translate/figs-abstractnounsἀκούων σου τὴν ἀγάπην καὶ τὴν πίστιν, ἣν ἔχεις πρὸς τὸν Κύριον Ἰησοῦν, καὶ εἰς πάντας τοὺς ἁγίους1ଯଦି ଏହା ଆପଣଙ୍କ ଭାଷାରେ ଅଧିକ\nସ୍ପଷ୍ଟ ହେବ\n, \nତେବେ ଆପଣ ଏହା ବଦଳରେ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ପ୍ରେମ**\nଏବଂ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ \n।\n \nବିକଳ୍ପ  ଅନୁବାଦ:\n“ପ୍ରଭୁ ଯୀଶୁ ଏବଂ ସମସ୍ତ ସାଧୁମାନଙ୍କୁ ତୁମ୍ଭେମାନେ କେତେ ପ୍ରେମ କର ଏବଂ ବିଶ୍ଵାସ  କରୁଅଛ ଶୁଣି” (ଦେଖନ୍ତୁ:\n[[rc://*/ta/man/translate/figs-abstractnouns]])
761:5ojcurc://*/ta/man/translate/writing-poetryἀκούων σου τὴν ἀγάπην καὶ τὴν πίστιν, ἣν ἔχεις πρὸς τὸν Κύριον Ἰησοῦν, καὶ εἰς πάντας τοὺς ἁγίους1ପାଉଲ ଏଠାରେ ଏକ କବିତା ପରି ସଂରଚନା\nବ୍ୟବହାର କରୁଛନ୍ତି ଯେଉଁଥିରେ ପ୍ରଥମ ଏବଂ ଶେଷ ଅଂଶଗୁଡ଼ିକ ସମ୍ବନ୍ଧିତ ଏବଂ ଦ୍ୱିତୀୟ ଏବଂ ତୃତୀୟ\nଅଂଶଗୁଡ଼ିକ ସମ୍ବନ୍ଧିତ ଅଟେ \n।\n \nତେଣୁ\n, \nଏହାର ଅର୍ଥ: “ପ୍ରଭୁ ଯୀଶୁଙ୍କଠାରେ\nଥିବା ବିଶ୍ଵାସ ଏବଂ ସମସ୍ତ ସାଧୁମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟରେ ଶୁଣି \n।\n” \nପାଉଲ ସଠିକ ଭାବରେ କଲସୀୟ ୧:୪\n \nରେ କହିଥିଲେ \n।\n (\nଦେଖନ୍ତୁ:\n[[rc://*/ta/man/translate/writing-poetry]])
771:5pf1yrc://*/ta/man/translate/figs-yousingularσου & ἔχεις1ଏଠାରେ\n, **\nତୁମ୍ଭର** ଏବଂ **ତୁମ୍ଭେ** ଶବ୍ଦଗୁଡ଼ିକ ଏକକ ଅଟେ ଏବଂ ଫିଲୀମୋନକୁ\nବୁଝାଏ \n।\n (\nଦେଖନ୍ତୁ: \n[[rc://*/ta/man/translate/figs-yousingular]])
781:6mfrprc://*/ta/man/translate/figs-explicitὅπως1ଏଠାରେ\n, ** \nଯାହା** ପ୍ରାର୍ଥନାର ବିଷୟବସ୍ତୁକୁ ଉପସ୍ଥାପନ କରେ ଯାହା ପାଉଲ\nପଦ ୪ ରେ ଉଲ୍ଲେଖ କରିଛନ୍ତି \n।\n \nଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ\n, \nତେବେ ଆପଣ ଏଠାରେ ପ୍ରାର୍ଥନାର ଧାରଣାକୁ ପୁନରାବୃତ୍ତି କରିପାରିବେ\n\n।\n \nବିକଳ୍ପ ଅନୁବାଦ: “ମୁଁ ପ୍ରାର୍ଥନା\nକରେ ଯେ” (ଦେଖନ୍ତୁ: \n[[rc://*/ta/man/translate/figs-explicit]])
791:6hcwprc://*/ta/man/translate/figs-abstractnounsἡ κοινωνία τῆς πίστεώς σου, ἐνεργὴς γένηται ἐν ἐπιγνώσει παντὸς ἀγαθοῦ τοῦ ἐν ἡμῖν εἰς Χριστόν.1ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହୁଏ\n, \nତେବେ ଆପଣ  “ବିଶ୍ୱାସ”\nକିମ୍ବା “ଭରସା” ଭଳି କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ\nକରିପାରିବେ ଏବଂ ଗୁଣବାଚକ ବିଶେଷ୍ୟ **ଜ୍ଞାନ** ପରି ଏକ କ୍ରିୟା ସହ\n “\nଜାଣ” କିମ୍ବା “ଶିଖ” କୁ ବ୍ୟବହାର କରି ପାରିବେ \n।\n \nବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେ ଆମ୍ଭମାନଙ୍କ ସହ ଖ୍ରୀଷ୍ଟଙ୍କ\nଉପରେ ବିଶ୍ଵାସ କରୁଅଛ\n, \nତୁମ୍ଭେ  ଖ୍ରୀଷ୍ଟଙ୍କ\nସେବା କରିବାରେ ଅଧିକ ଉନ୍ନତ ହୋଇପାରିବ\n, \nଯେହେତୁ ତୁମ୍ଭେ  ତାଙ୍କ ପାଇଁ ବ୍ୟବହାର କରିବାକୁ ଦେଇଥିବା ସମସ୍ତ ଉତ୍ତମ\nବିଷୟ ବିଷୟରେ ତୁମ୍ଭେ  ଜାଣିଅଛ” (ଦେଖନ୍ତୁ: \n[[rc://*/ta/man/translate/figs-abstractnouns]])
801:7vyc7rc://*/ta/man/translate/figs-abstractnounsχαρὰν γὰρ πολλὴν ἔσχον καὶ παράκλησιν1ଯଦି ଏହା ଆପଣଙ୍କ ଭାଷାରେ ଅଧିକ\nସ୍ପଷ୍ଟ ହେବ\n, \nତେବେ ଆପଣ ଅଧିକ ସ୍ପଷ୍ଟ ଭାବରେ ଏହାକୁ ପ୍ରକାଶ କରି ପାରିବେ **ଖ୍ରୀଷ୍ଟଙ୍କ\nପାଇଁ** “ସମସ୍ତ ବିଷୟ ଉତ୍ତମ ଅଟେ” \n।\n \nବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ” କିମ୍ବା “ଖ୍ରୀଷ୍ଟଙ୍କ\nଲାଭ ପାଇଁ” (ଦେଖନ୍ତୁ: \n[[rc://*/ta/man/translate/figs-abstractnouns]])
811:7xlp6rc://*/ta/man/translate/figs-abstractnounsἐπὶ τῇ ἀγάπῃ σου1ଯଦି ଏହା ଆପଣଙ୍କ ଭାଷାରେ ଅଧିକ\nସ୍ପଷ୍ଟ ହେବ\n, \nତେବେ ଆପଣ ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ପ୍ରେମ** ପଛରେ\nଥିବା ଧାରଣାକୁ ପ୍ରକାଶ କରିପାରିବେ \n।\n \nବିକଳ୍ପ ଅନୁବାଦ: “କାରଣ ତୁମ୍ଭେ ଲୋକମାନଙ୍କୁ ପ୍ରେମ କର” (ଦେଖନ୍ତୁ:\n\n\n[[rc://*/ta/man/translate/figs-abstractnouns]])
821:7shpvrc://*/ta/man/translate/figs-activepassiveτὰ σπλάγχνα τῶν ἁγίων ἀναπέπαυται διὰ σοῦ1ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ\nକରା ଯାଇପାରେ \n।\n \nବିକଳ୍ପ ଅନୁବାଦ: “ତୁମ୍ଭେମାନେ ସାଧୁମାନଙ୍କ ଅନ୍ତରକୁ ସତେଜ କରିଅଛ”\n(ଦେଖନ୍ତୁ: \n [[rc://*/ta/man/translate/figs-activepassive]])
831:7z0nerc://*/ta/man/translate/figs-metaphorτὰ σπλάγχνα τῶν ἁγίων ἀναπέπαυται διὰ σοῦ1ଏଠାରେ\n, **\nସତେଜ କରିବା** ସାଙ୍କେତିକ ଭାବରେ ଉତ୍ସାହ କିମ୍ବା ଆରାମର ଅନୁଭବକୁ\nବୁଝାଏ  \n।\n \nବିକଳ୍ପ ଅନୁବାଦ: “ତୁମ୍ଭେ  ସାଧୁମାନଙ୍କୁ ଉତ୍ସାହିତ କରିଅଛ” କିମ୍ବା “ତୁମ୍ଭେ  ବିଶ୍ୱାସୀମାନଙ୍କୁ ସାହାଯ୍ୟ କରିଅଛ” (ଦେଖନ୍ତୁ: \n[[rc://*/ta/man/translate/figs-metaphor]])
841:8x3ncrc://*/ta/man/translate/grammar-connect-logic-resultδιό1ଏଠାରେ **ତେଣୁ** ଶବ୍ଦ ପାଉଲ\nଯାହା ୪\n\n୭ ପଦରେ କହିଛନ୍ତି ତାହା ସେ କହିବାକୁ ଯାଉଛନ୍ତି ବୋଲି ବୁଝାଏ\n\n।\n \nଏକ ସଂଯୋଗକାରୀ ଶବ୍ଦ କିମ୍ବା\nଅନ୍ୟ ଏକ ଉପାୟ ବ୍ୟବହାର କରନ୍ତୁ ଯାହାକି ଏହି ସମ୍ପର୍କକୁ ବୁଝାଇବାକୁ ଆପଣଙ୍କ ଭାଷା ବ୍ୟବହାର କରେ\n\n।\n \nବିକଳ୍ପ ଅନୁବାଦ: “ଏହି କାରଣରୁ”\n(ଦେଖନ୍ତୁ: \n[[rc://*/ta/man/translate/grammar-connect-logic-result]])
851:9sb31δέσμιος Χριστοῦ Ἰησοῦ1ପାଉଲ କାରାଗାରରେ ଥିଲେ କାରଣ\nସେ ଯୀଶୁଙ୍କ ବିଷୟରେ ପ୍ରଚାର କରନ୍ତୁ ବୋଲି ଅଧିକାରୀମାନେ ଚାହୁଁ ନଥିଲେ  \n।\n \nତାଙ୍କୁ ଅଟକାଇବା ଏବଂ ଦଣ୍ଡ ଦେବା ପାଇଁ ସେମାନେ ତାଙ୍କୁ ସେଠାରେ\nରଖିଥିଲେ \n।\n \nଏହାର ଅର୍ଥ ନୁହେଁ ଯେ ଯୀଶୁ ପାଉଲଙ୍କୁ କାରାଗାରରେ ରଖିଥିଲେ।\nବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ଜଣେ ବନ୍ଦୀ”
861:10hnhzrc://*/ta/man/translate/figs-explicitὈνήσιμον1**\nଅନୀସିମ\n** \nର ଅର୍ଥ “ଲାଭଜନକ” କିମ୍ବା “ଉପଯୋଗୀ”\nଅଟେ \n।\n \nଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ\n, \nଆପଣ ଏହି ସୂଚନାକୁ ପାଠ୍ୟରେ କିମ୍ବା ଏକ ପାଦଟୀକାରେ ଅନ୍ତର୍ଭୁକ୍ତ\nକରିପାରିବେ \n।\n (\nଦେଖନ୍ତୁ: \n[[rc://*/ta/man/translate/figs-explicit]])
871:12fdwnrc://*/ta/man/translate/figs-metaphorτὰ ἐμὰ σπλάγχνα1**ଏହା ମୋହର ହୃଦୟ ସ୍ୱରୂପ**\nବାକ୍ୟାଂଶ କାହା ବିଷୟରେ ଗଭୀର ଭାବନା ପାଇଁ ଏକ ରୂପକ ଅଟେ \n।\n \nପାଉଲ ଅନୀସିମ ବିଷୟରେ ଏହା କହୁଥିଲେ \n।\n \nବିକଳ୍ପ ଅନୁବାଦ: “ସେ ଜଣେ ସେହି ବ୍ୟକ୍ତି ଅଟେ ଯାହାକୁ ମୁଁ ଅତି\nପ୍ରେମ କରେ” କିମ୍ବା “ଏହି ବ୍ୟକ୍ତି ମୋ ପାଇଁ ଅତ୍ୟନ୍ତ ଖାସ୍ ଅଟେ” (ଦେଖନ୍ତୁ: \n[[rc://*/ta/man/translate/figs-metaphor]])
881:12yn1drc://*/ta/man/translate/figs-metonymyτὰ ἐμὰ σπλάγχνα1ଏଠାରେ\n, **\nହୃଦୟର ଅଂଶ** ଜଣେ ବ୍ୟକ୍ତିର ଭାବନାର ସ୍ଥାନ ପାଇଁ ସାଙ୍କେତିକ\nଅଟେ \n।\n \nଯଦି ଆପଣଙ୍କର ଭାଷାର ସମାନ ବାକ୍ୟାଂଶ ଅଛି\n, \nତେବେ ଏହାକୁ ବ୍ୟବହାର କରନ୍ତୁ \n।\n \nଯଦି ନୁହେଁ\n, \nସରଳ ଭାଷା ବ୍ୟବହାର କରନ୍ତୁ \n।\n \nବିକଳ୍ପ ଅନୁବାଦ: “ମୋର ହୃଦୟ” କିମ୍ବା “ମୋର ମନ” କିମ୍ବା “ମୋର\nଗଭୀର ଭାବନା” (ଦେଖନ୍ତୁ: \n[[rc://*/ta/man/translate/figs-metonymy]])
891:13vverrc://*/ta/man/translate/figs-explicitἐν τοῖς δεσμοῖς τοῦ εὐαγγελίου1ପାଉଲ କାରାଗାରରେ ଥିଲେ କାରଣ\nସେ ସର୍ବସାଧାରଣରେ **ସୁସମାଚାର** ପ୍ରଚାର କରିଥିଲେ \n।\n \nଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରେ \n।\n \nବିକଳ୍ପ  ଅନୁବାଦ:\n“ସେମାନେ ମୋତେ କାରାଗାରରେ ରଖିଲେ କାରଣ ମୁଁ ସୁସମାଚାର ପ୍ରଚାର କରେ” (ଦେଖନ୍ତୁ: \n[[rc://*/ta/man/translate/figs-explicit]])
901:14fg6lrc://*/ta/man/translate/figs-abstractnounsἀλλὰ κατὰ ἑκούσιον.1ଯଦି ଏହା ଆପଣଙ୍କ ଭାଷାରେ ଅଧିକ\nସ୍ପଷ୍ଟ ହେବ\n, \nତେବେ ଆପଣ ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ଇଚ୍ଛା\n** \nର ଧାରଣାକୁ ପ୍ରକାଶ କରିପାରିବେ \n।\n \nବିକଳ୍ପ  ଅନୁବାଦ:\n“କିନ୍ତୁ ତୁମ୍ଭେ  ଏହା କରିବାକୁ ଚାହୁଁଛ” କିମ୍ବା\n“କିନ୍ତୁ ତୁମ୍ଭେ  ମୁକ୍ତ ଭାବରେ ଉଚିତ କାର୍ଯ୍ୟ କରିବାକୁ\nବାଛିଛ” (ଦେଖନ୍ତୁ: \n[[rc://*/ta/man/translate/figs-abstractnouns]])
911:15tcrdrc://*/ta/man/translate/figs-activepassiveτάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα1ଯଦି ଏହା ଆପଣଙ୍କ ଭାଷାରେ ଅଧିକ\nସ୍ପଷ୍ଟ ହେବ\n, \nତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରି ପାରିବେ \n।\n \nବିକଳ୍ପ  ଅନୁବାଦ:\n“ବୋଧହୁଏ ଯେଉଁ କାରଣରୁ ଈଶ୍ଵର  ଅନେସିମକୁ ତୁମ୍ଭଠାରୁ\nକିଛି ସମୟ ପାଇଁ ଦୂରକଲେ ତାହା ହେଲା” (ଦେଖନ୍ତୁ:\n [[rc://*/ta/man/translate/figs-activepassive]])
921:15bx4qrc://*/ta/man/translate/figs-idiomπρὸς ὥραν1ଏଠାରେ\n, \n**ଏକ ଘଣ୍ଟା ପାଇଁ** ବାକ୍ୟାଂଶ ଏକ ରୂପକ ଅଟେ ଯାହା “ଅଳ୍ପ ସମୟ\nପାଇଁ” ବୁଝାଏ \n।\n \nଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ\n, \nତେବେ ଆପଣ ଏକ ସମାନ ରୂପକ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା\nବ୍ୟବହାର କରିପାରିବେ \n।\n \nବିକଳ୍ପ ଅନୁବାଦ: “ଏହି ସ୍ୱଳ୍ପ ସମୟ ପାଇଁ” (ଦେଖନ୍ତୁ: \n[[rc://*/ta/man/translate/figs-idiom]])
931:16dg1wοὐκέτι ὡς δοῦλον1ଏହାର ଅର୍ଥ ନୁହେଁ ଯେ ଅନୀସିମ\nଫିଲିମୋନର ଆଉ ଦାସ ହେବେ ନାହିଁ \n।\n \nଏହାକୁ ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ କରିବାକୁ\n, \nଆପଣ  “କେବଳ” ଭଳି\nଶବ୍ଦ ବ୍ୟବହାର କରିପାରିବେ \n।\n \nବିକଳ୍ପ ଅନୁବାଦ: “କେବଳ ଦାସ ଭାବରେ ନୁହେଁ”
941:16bynbὑπὲρ δοῦλον1ବିକଳ୍ପ ଅନୁବାଦ: “ଦାସଠାରୁ ଅଧିକ\nମୂଲ୍ୟବାନ”
951:16qxi0ἀγαπητόν1ବିକଳ୍ପ ଅନୁବାଦ: “ପ୍ରିୟ” କିମ୍ବା\n“ମୂଲ୍ୟବାନ”
961:17e0esrc://*/ta/man/translate/grammar-connect-logic-resultοὖν1**\nତେଣୁ** ଅର୍ଥାତ୍ ଏହି ଶବ୍ଦ ପୂର୍ବରୁ ଯାହା ଉଲ୍ଲେଖ ତାହା ଏହା\nପରେ ଆସିବାର କାରଣ ଅଟେ \n।\n \nଏହା ହୋଇପାରେ ଯେ ପାଉଲ ପୂର୍ବରୁ ଉଲ୍ଲେଖ ଥିବା ବିଷୟରେ ଯାହା\nଇଚ୍ଛା କରନ୍ତି\n, \nତାହା କାରଣ ବୋଲି ଏହି ଶବ୍ଦଟି ସୂଚିତ କରେ, ପାଉଲ ବର୍ତ୍ତମାନ\nପତ୍ରର  ମୁଖ୍ୟ ବିଷୟକୁ ଆସନ୍ତି \n।\n \nଏହି ପରିବର୍ତ୍ତନକୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ\nପଦ୍ଧତି ବ୍ୟବହାର କରନ୍ତୁ \n।\n \nବିକଳ୍ପ ଅନୁବାଦ: “ଏହି ସବୁ ବିଷୟ ହେତୁ” (ଦେଖନ୍ତୁ: \n[[rc://*/ta/man/translate/grammar-connect-logic-result]])
971:17d56rrc://*/ta/man/translate/figs-ellipsisπροσλαβοῦ αὐτὸν ὡς ἐμέ.1ପାଉଲ ଏଠାରେ କେତେକ ଶବ୍ଦ ଉଲ୍ଲେଖ\nକରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ \n।\n \nଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ\n, \nତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ \n।\n \nବିକଳ୍ପ  ଅନୁବାଦ:\n“ତୁମ୍ଭେ ଯେପରି ମୋତେ ଗ୍ରହଣ କରିବ ସେପରି ତାକୁ ଗ୍ରହଣ କର” \n(\nଦେଖନ୍ତୁ: \n[[rc://*/ta/man/translate/figs-ellipsis]])
981:18nq4jrc://*/ta/man/translate/grammar-connect-condition-factεἰ δέ τι ἠδίκησέν σε ἢ ὀφείλει1ଅନୀସିମ ପଳାଇ ଫିଲିମୋନଙ୍କ ପ୍ରତି\nଭୁଲ କରିଥିଲା ଏବଂ ସେ ବୋଧହୁଏ ଫିଲୀମୋନର କିଛି ସମ୍ପତ୍ତି ମଧ୍ୟ ଚୋରି କରିଥିଲା \n।\n \nକିନ୍ତୁ ପାଉଲ ନମ୍ର ହେବା ପାଇଁ ଏହି ବିଷୟଗୁଡ଼ିକୁ ଅନିଶ୍ଚିତ\nବୋଲି କହୁଛନ୍ତି \n।\n \nଯଦି ଆପଣଙ୍କର ଭାଷା ଏହିପରି ଏକ ସର୍ତ୍ତମୂଳକ ବାକ୍ୟ ବ୍ୟବହାର\nକରେ ନାହିଁ\n, \nତେବେ ଏହାକୁ ଦର୍ଶାଇବାକୁ ଏକ ଅଧିକ ସ୍ୱାଭାବିକ ଉପାୟ ବ୍ୟବହାର\nକରନ୍ତୁ \n।\n \nବିକଳ୍ପ  ଅନୁବାଦ:\n“କିନ୍ତୁ ସେ ଯାହା କିଛି ନେଇଛି କିମ୍ବା ସେ ତୁମ୍ଭ ପ୍ରତି ଯାହା ଭୁଲ କରିଛି” (ଦେଖନ୍ତୁ: \n[[rc://*/ta/man/translate/grammar-connect-condition-fact]])
991:18w4ysεἰ δέ τι ἠδίκησέν σε ἢ ὀφείλει1ଏହି ଦୁଇଟି ବାକ୍ୟାଂଶର ଅର୍ଥ\nସମାନ ବିଷୟକୁ ପ୍ରକାଶ କରେ\n, \nଯଦିଓ **ତୁମ୍ଭ ପ୍ରତି ଅନ୍ୟାୟ\nକରିଛି** **ଋଣୀ ହୋଇଥାଏ** ଠାରୁ ଅଧିକ ସାଧାରଣ ଅଟେ \n।\n \nଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ  ହେବ\n, \nତେବେ ଆପଣ ଅଧିକ ସାଧାରଣ ବାକ୍ୟାଂଶକୁ\nଦ୍ୱିତୀୟରେ ଉଲ୍ଲେଖ କରି ପାରିବେ \n।\n \nବିକଳ୍ପ ଅନୁବାଦ: “କିନ୍ତୁ ଯଦି ସେ ତୁମ୍ଭର କିଛି ଋଣୀ\nହୋଇଥାଏ କିମ୍ବା କୌଣସି ପ୍ରକାରେ ତୁମ୍ଭର  ଅନ୍ୟାୟ\nକରିଛି”
1001:18j3ouτοῦτο ἐμοὶ ἐλλόγα.1ବିକଳ୍ପ  ଅନୁବାଦ: “ମୁଁ ତୁମ୍ଭ ପରିଶୋଧ କରିବାର ଦାୟିତ୍ଵ\n \nଗ୍ରହଣ କରିବି” କିମ୍ବା “ମୁଁ ହିଁ ତୁମ୍ଭର ଋଣୀ ବୋଲି ମନେ କର”
1011:20mw03rc://*/ta/man/translate/figs-metaphorἀδελφέ1ଏଠାରେ\n, ** \nଭାଇ ** ଜଣେ ସହ ବିଶ୍ଵାସୀଙ୍କ ପାଇଁ ଏକ ରୂପକ ଅଟେ \n।\n \nବିକଳ୍ପ ଅନୁବାଦ: “ଆତ୍ମିକ ଭାଇ” କିମ୍ବା “ଖ୍ରୀଷ୍ଟଙ୍କଠାରେ ଭାଇ”\n(ଦେଖନ୍ତୁ: \n[[rc://*/ta/man/translate/figs-metaphor]])
1021:20cqd0rc://*/ta/man/translate/figs-metaphorἐν Κυρίῳ1ପଦ ୧୬ ରେ କିପରି ଆପଣ **ପ୍ରଭୁଙ୍କଠାରେ**\nଅନୁବାଦ କରିଛନ୍ତି ଦେଖନ୍ତୁ\n, \nଏହି ରୂପକ ଯୀଶୁଙ୍କଠାରେ ବିଶ୍ଵାସୀ\nହେବା **ଖ୍ରୀଷ୍ଟଙ୍କ** ରେ ସମାନ ହେବା ବୋଲି ବୁଝାଏ  \n।\n \nବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ  ପ୍ରଭୁଙ୍କ ସେବା କର” କିମ୍ବା “କାରଣ ଆମ୍ଭେମାନେ ପ୍ରଭୁଙ୍କ\nସହ ବିଶ୍ଵାସୀ ଅଟୁ” (ଦେଖନ୍ତୁ: \n[[rc://*/ta/man/translate/figs-metaphor]])
1031:20xp0brc://*/ta/man/translate/figs-explicitἀνάπαυσόν μου τὰ σπλάγχνα ἐν Χριστῷ1ପାଉଲ କିପରି ଫିଲିମୋନଙ୍କୁ ସତେଜ\nକରିବାକୁ ଚାହୁଁଥିଲେ ତାହା ସ୍ପଷ୍ଟ କରାଯାଇପାରେ \n।\n \nବିକଳ୍ପ ଅନୁବାଦ: “ଅନେସିମକୁ ଦୟାକରି ଗ୍ରହଣ କରି ଖ୍ରୀଷ୍ଟଙ୍କଠାରେ\nମୋର ଅନ୍ତରକୁ ସତେଜ କର” (ଦେଖନ୍ତୁ: \n[[rc://*/ta/man/translate/figs-explicit]])
1041:20kmpprc://*/ta/man/translate/figs-metonymyἀνάπαυσόν μου τὰ σπλάγχνα1ଏଠାରେ\n, **\nଅନ୍ତରକୁ** ଜଣେ ବ୍ୟକ୍ତିର ଭାବନା\n, \nଚିନ୍ତାଧାରା\n, \nକିମ୍ବା ପ୍ରାଣକୁ ବୁଝାଏ \n।\n \nବିକଳ୍ପ ଅନୁବାଦ: “ମୋତେ ଉତ୍ସାହିତ କର” କିମ୍ବା “ମୋତେ ସାନ୍ତ୍ୱନା\nଦିଅ” (ଦେଖନ୍ତୁ: \n[[rc://*/ta/man/translate/figs-metonymy]])
1051:21azjerc://*/ta/man/translate/figs-abstractnounsπεποιθὼς τῇ ὑπακοῇ σου1ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହେବ\n, \nତେବେ ଆପଣ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ବିଶ୍ୱାସ** ଏବଂ\n**ଆଜ୍ଞା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ \n।\n \nବିକଳ୍ପ ଅନୁବାଦ: “କାରଣ ମୁଁ ନିଶ୍ଚିତ ଯେ ତୁମ୍ଭେ ଆଜ୍ଞାକାରୀ\nହେବ” (ଦେଖନ୍ତୁ: \n [[rc://*/ta/man/translate/figs-abstractnouns]])
1061:21lxxiἔγραψά σοι1ପାଉଲ ଅତୀତ କାଳକୁ ଏଠାରେ ବ୍ୟବହାର\nକରନ୍ତି କାରଣ ଫିଲିମୋନ ଏହି ପତ୍ରକୁ  ପାଠ କରିବାବେଳେ\nଲେଖନ ଅତୀତ କାଳରେ ଥିବ \n।\n \nଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଥିବା କାଳକୁ ବ୍ୟବହାର କରନ୍ତୁ\n\n।\n \nବିକଳ୍ପ ଅନୁବାଦ: “ମୁଁ ତୁମ୍ଭକୁ\nଲେଖେ”
1071:22xpn6rc://*/ta/man/translate/checking/headingsConnecting Statement:0# Connecting Statement:\n\nଏାରେ ପାଉଲ ତାଙ୍କ ପତ୍ରକୁ ଶେଷ\nକରି ଫିଲୀମୋନଙ୍କୁ ଚୂଡ଼ାନ୍ତ ନିର୍ଦ୍ଦେଶ ପ୍ରଦାନ କରନ୍ତି ଏବଂ ଫିଲୀମୋନ ଏବଂ ଫିଲୀମୋନଙ୍କ\nଗୃହରେ ମଣ୍ଡଳୀ  ଏକତ୍ର ହେଉଥିବା ବିଶ୍ଵାସୀମାନଙ୍କ\nଉପରେ ଆଶୀର୍ବାଦ କାମନା କରନ୍ତି \n।\n \nଯଦି ଆପଣ ପ୍ରସଙ୍ଗର ନାମ ବ୍ୟବହାର କରୁଛନ୍ତି\n, \nତେବେ ଆପଣ ଏହାକୁ \n \nପଦ ପୂର୍ବରୁ ଏଠାରେ ଉଲ୍ଲେଖ କରି ପାରିବେ \n।\n \nପ୍ରସ୍ତାବିତ ପ୍ରସଙ୍ଗର ନାମ: “ଅନ୍ତିମ ନିର୍ଦ୍ଦେଶ ଏବଂ ଆଶୀର୍ବାଦ”\n(ଦେଖନ୍ତୁ: \n[[rc://*/ta/man/checking/headings]])
1081:22mzr0ἑτοίμαζέ μοι ξενίαν1ଅନୁବାଦିତ ଶବ୍ଦ ** ଅତିଥିଶାଳା**\nଯେକୌଣସି ଆତିଥ୍ୟକୁ ଦର୍ଶାଏ ଯାହା ଅତିଥିଙ୍କ ପାଇଁ ପ୍ରଦାନ କରାଯାଇଥାଏ \n।\n \nତେଣୁ କେଉଁ ପ୍ରକାରର ସ୍ଥାନ ନିର୍ଦ୍ଦିଷ୍ଟ ନୁହେଁ \n।\n \nବିକଳ୍ପ ଅନୁବାଦ: “ମୋ ପାଇଁ ତୁମ୍ଭ ଗୃହରେ ଏକ ସ୍ଥାନ ମଧ୍ୟ ପ୍ରସ୍ତୁତ\nକର \n।\n”
1091:22lnw9διὰ τῶν προσευχῶν ὑμῶν1ବିକଳ୍ପ ଅନୁବାଦ: “ଈଶ୍ଵର  ତୁମ୍ଭର  ପ୍ରାର୍ଥନାର ଉତ୍ତର ଦେବେ”
1101:22p2u0rc://*/ta/man/translate/figs-activepassiveχαρισθήσομαι ὑμῖν.1ଯଦି ଏହା ଆପଣଙ୍କ ଭାଷାରେ ଅଧିକ\nସ୍ପଷ୍ଟ ହେବ\n, \nଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି ପାରିବେ \n।\n \nବିକଳ୍ପ ଅନୁବାଦ: “ଈଶ୍ଵର  ମୋତେ ତୁମ୍ଭ ନିକଟକୁ ଫେରାଇ ଆଣିବେ” କିମ୍ବା “ଯେଉଁମାନେ\nମୋତେ କାରାଗାରରେ ରଖନ୍ତି ସେମାନେ ମୋତେ ମୁକ୍ତ କରିବେ ଯାହା ଦ୍ଵାରା ମୁଁ ତୁମ୍ଭ ନିକଟକୁ ଆସିବି।”\n(ଦେଖନ୍ତୁ: \n [[rc://*/ta/man/translate/figs-activepassive]])
1111:22o06src://*/ta/man/translate/figs-youὑμῶν & ὑμῖν1ଏଠାରେ **ତୁମ୍ଭର** ଏବଂ **ତୁମ୍ଭେ**\nଶବ୍ଦଗୁଡ଼ିକ ବହୁବଚନ ଅଟେ\n, \nଫିଲୀମୋନ ଏବଂ ତାଙ୍କ ଗୃହରେ ସାକ୍ଷାତ\nକରିଥିବା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ \n।\n (\nଦେଖନ୍ତୁ: \n[[rc://*/ta/man/translate/figs-you]])
1121:23f0b6ἐν Χριστῷ Ἰησοῦ1ଏଠାରେ\n, **\nଖ୍ରୀଷ୍ଟ ଯୀଶୁଙ୍କଠାରେ** ବାକ୍ୟାଂଶର ଅର୍ଥ “ପ୍ରଭୁଙ୍କଠାରେ”\nଏବଂ ରେ “ଖ୍ରୀଷ୍ଟଙ୍କଠାରେ”  \n।\n \nଆପଣ ସେଗୁଡ଼ିକୁ କିପରି ଅନୁବାଦ କରିଛନ୍ତି ସେଠାରେ ଦେଖନ୍ତୁ \n।\n \nବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ସେବା କରୁଥିବାରୁ ମୋ ସହିତ\nଯିଏ ଅଛନ୍ତି”
1131:24uc6nrc://*/ta/man/translate/figs-ellipsisΜᾶρκος, Ἀρίσταρχος, Δημᾶς, Λουκᾶς1ପାଉଲ ଏଠାରେ କେତେକ ଶବ୍ଦ\nଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ\nକରିପାରେ \n।\n \nଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ\n, \nତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ \n।\n \nବିକଳ୍ପ ଅନୁବାଦ: “ମୋର ସହକର୍ମୀ ମାର୍କ\n, \nଆରିସ୍ତାର୍ଖ\n, \nଦୀମା ଓ ଲୂକ” କିମ୍ବା “ମାର୍କ\n, \nଆରିସ୍ତାର୍ଖ\n, \nଦୀମା ଓ ଲୂକ\n, \nମୋର ସହକର୍ମୀମାନେ ମଧ୍ୟ ତୁମ୍ଭକୁ ଅଭିବାଦନ ଜଣାନ୍ତି” (ଦେଖନ୍ତୁ:\n[[rc://*/ta/man/translate/figs-ellipsis]])
1141:25apvlrc://*/ta/man/translate/figs-synecdocheμετὰ τοῦ πνεύματος ὑμῶν1**ତୁମ୍ଭର  ଆତ୍ମା​​** ଶବ୍ଦଗୁଡ଼ିକ ଏକ ଉପଲକ୍ଷ୍ୟ ଅଳଙ୍କାର ଅଟେ ଏବଂ\nନିଜେ ଲୋକମାନଙ୍କୁ ପ୍ରତିନିଧିତ୍ୱ କରେ \n।\n \nପାଉଲ ଫିଲୀମୋନ ଏବଂ ତାଙ୍କ ଗୃହରେ ସାକ୍ଷାତ କରୁଥିବା ସମସ୍ତଙ୍କୁ\nବୁଝାଉଛନ୍ତି \n।\n (\nଦେଖନ୍ତୁ: \n[[rc://*/ta/man/translate/figs-synecdoche]])
1151:25e35hrc://*/ta/man/translate/figs-abstractnounsἡ χάρις τοῦ Κυρίου ἡμῶν, Ἰησοῦ Χριστοῦ1ଯଦି ଏହା ଆପଣଙ୍କ ଭାଷାରେ ଅଧିକ\nସ୍ପଷ୍ଟ ହେବ\n, \nତେବେ ଆପଣ ଏକ ବିଶେଷଣ ବା କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ଅନୁଗ୍ରହ**\nପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ \n।\n \nବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭ\nପ୍ରତି ଦୟାଳୁ ହୁଅନ୍ତୁ” କିମ୍ବା “ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭ ପ୍ରତି ଦୟାଳୁ ହୁଅନ୍ତୁ”\n(ଦେଖନ୍ତୁ: \n[[rc://*/ta/man/translate/figs-abstractnouns]])
1161:25jou6rc://*/ta/man/translate/figs-youὑμῶν1ଏଠାରେ **ତୁମ୍ଭର** ଶବ୍ଦ ବହୁବଚନ\nଅଟେ ଏବଂ ଫିଲୀମୋନ ଏବଂ ତାଙ୍କ ଗୃହରେ ସାକ୍ଷାତ କରୁଥିବା ସମସ୍ତଙ୍କୁ ବୁଝାଏ  \n।\n \nବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର  ଆତ୍ମା” (ଦେଖନ୍ତୁ: \n[[rc://*/ta/man/translate/figs-you]])