translationCore-Create-BCS_.../tn_2JN.tsv

57 KiB
Raw Permalink Blame History

1ReferenceIDTagsSupportReferenceQuoteOccurrenceNote
21:1ma4crc://*/ta/man/translate/figs-youGeneral Information:0# General Information:\n\nପାରମ୍ପରିକ ପ୍ରଥା ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ଭାବେ ପରିଚୟ ପ୍ରଦାନ କରେ । ଯଦିଓ ସମ୍ଭବତଃ ଜଣେ ମହିଳାଙ୍କ ନିକଟକୁ ବ୍ୟକ୍ତିଗତଭାବେ ସମ୍ଭୋଧନ କଲେ, କାରଣ ସେ ଉଲ୍ଲେଖ କରନ୍ତି ଯେ ସେମାନେ “ପରସ୍ପରକୁ ପ୍ରେମ କରିବା” ଉଚିତ୍, ଏହା ସମ୍ଭବତଃ ଏକ ମଣ୍ଡଳୀ ନିକଟକୁ ଲେଖାଯାଇଅଛି । ଏହି ପତ୍ରରେ “ତୁମ୍ଭେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତସମୁହ ବହୁବଚନ ଅଟନ୍ତି ନତୁବା ଉଲ୍ଲେଖ କରାଯାଇ ନଥାନ୍ତା । ଏହି ପତ୍ରରେ, ଯୋହନ “ଆମ୍ଭମାନଙ୍କୁ” ଏବଂ “ଆମ୍ଭମାନଙ୍କର” ଶବ୍ଦଟି ବ୍ୟବହାର କରିବା ଦ୍ବାରା ଆପଣାକୁ ଏବଂ ତାହାଙ୍କ ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । (ଦେଖ:[[rc://*/ta/man/translate/figs-you]] ଏବଂ[[rc://*/ta/man/translate/figs-inclusive]])
31:1z9f1ὁ πρεσβύτερος1
41:3vpl9rc://*/ta/man/translate/guidelines-sonofgodprinciplesΠατρός & Υἱοῦ1**ପିତା** ଏବଂ **ପୁତ୍ର** ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଯାହାକି ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ । ସେଗୁଡ଼ିକୁ ସଠିକ୍ ଏବଂ କ୍ରମାଗତ ଭାବରେ ଅନୁବାଦ କରିବାକୁ ନିଶ୍ଚିତ ହୁଅନ୍ତୁ । [[rc://*/ta/man/translate/guidelines-sonofgodprinciples]])ଦେଖନ୍ତୁ)
51:7u3viConnecting Statement:0# Connecting Statement:\n\n
61:7f9e2πολλοὶ πλάνοι1
71:7wbp6οὗτός ἐστιν ὁ πλάνος καὶ ὁ ἀντίχριστος1
81:8b91rἀπολέσητε ἃ1
91:8eu46μισθὸν πλήρη1
101:9x523ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει1ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ସେ ଉଭୟ ପିତା ଓ ପୁତ୍ରଙ୍କର ଅଟେ।
111:9k8cvrc://*/ta/man/translate/guidelines-sonofgodprinciplesτὸν Πατέρα καὶ τὸν Υἱὸν1ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହା ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ । ଏହି ଆଖ୍ୟାଗୁଡ଼ିକୁ କ୍ରମାଗତ ଏବଂ ସଠିକ୍ ଭାବରେ ଉଲ୍ଲେଖ କରନ୍ତୁ ।[[rc://*/ta/man/translate/guidelines-sonofgodprinciples]]) ଦେଖନ୍ତୁ)
121:12y4gwConnecting Statement:0# Connecting Statement:\n\n
131:2et6brc://*/ta/man/translate/figs-exclusiveἡμῖν & ἡμῶν1ଯଦି ଆପଣଙ୍କ ଭାଷା ଏହି ପାର୍ଥକ୍ୟକୁ ଚିହ୍ନିତ କରେ, ସର୍ବନାମ **ଆମେ** ଏଠାରେ ଏବଂ ପତ୍ରରେ ଅନ୍ତର୍ଭୂକ୍ତ କରନ୍ତୁ, ଯେହେତୁ ଯୋହନ ଏହାକୁ ଉଭୟ ନିଜେ ଏବଂ ପତ୍ରରର ପ୍ରାପ୍ତକର୍ତ୍ତାଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଆପଣ ଆପଣଙ୍କ ଅନୁବାଦରେ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, “ଆମେ” ଉଚ୍ଚାରଣ ମଧ୍ୟ ସମାନ କାରଣ ପାଇଁ ଅନ୍ତର୍ଭୂକ୍ତ ହେବ । [[rc://*/ta/man/translate/figs-exclusive]])ଦେଖନ୍ତୁ)
141:2a7rmrc://*/ta/man/translate/figs-idiomεἰς τὸν αἰῶνα1ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ସବୁ ସମୟ ପାଇଁ” [[rc://*/ta/man/translate/figs-idiom]])ଦେଖନ୍ତୁ)
151:3zfgrἔσται μεθ’ ἡμῶν χάρις, ἔλεος, εἰρήνη1ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ସାଧାରଣତଃ ପତ୍ରର ମୁଖ୍ୟ ବିଷୟ ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାଙ୍କୁ ଶୁଭେଚ୍ଛା କିମ୍ବା ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ଏଠାରେ ଆଶୀର୍ବାଦ ବଦଳରେ ଯୋହନ ଏକ ଘୋଷଣାକାରୀ ବକ୍ତବ୍ୟ ଉଲ୍ଲେଖ କରନ୍ତି । ଏହା ବୋଧହୁଏ ତାଙ୍କ ବିଶ୍ୱାସକୁ ପ୍ରକାଶ କରିଥିଲା ​​ଯେ ଈଶ୍ଵର ଯେପରି ପ୍ରତିଜ୍ଞା କରିଥିଲେ ତାହା କରିବେ । ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଅନୁବାଦ ମଧ୍ୟ ଏହି ବିଶ୍ୱାସକୁ ପ୍ରକାଶ କରେ ।
161:4ajlfrc://*/ta/man/translate/grammar-connect-logic-resultἐχάρην λείαν1ଯଦି ପ୍ରଥମେ ଏହାର କାରଣ ଉଲ୍ଲେଖ କରିବା ଏବଂ ତା’ପରେ ଆପଣଙ୍କ ଭାଷାରେ ଫଳାଫଳ ଉଲ୍ଲେଖ କରିବା ଅଧିକ ସ୍ଵାଭାବିକ, ତେବେ ଆପଣ UST ପରି ଉଲ୍ଲେଖ କରିପାରିବେ “ମୁଁ ତୁମ୍ଭରର କେତେକ ପିଲାମାନଙ୍କୁ ସତ୍ୟରେ ଆଚରଣ କରୁଥିବାର ଦେଖିଲି।” [[rc://*/ta/man/translate/grammar-connect-logic-result]])ଦେଖନ୍ତୁ)
171:4w7f1rc://*/ta/man/translate/guidelines-sonofgodprinciplesτοῦ Πατρός1ଈଶ୍ଵରଙ୍କ ପାଇଁ **ପିତା** ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। ଏହାକୁ ସଠିକ୍ ଏବଂ କ୍ରମାଗତ ଭାବରେ ଅନୁବାଦ କରନ୍ତୁ । [[rc://*/ta/man/translate/guidelines-sonofgodprinciples]])ଦେଖନ୍ତୁ)
181:5r4hxκαὶ νῦν1ଏହି ଶବ୍ଦଗୁଡ଼ିକ ପତ୍ରର ମୁଖ୍ୟ ବିନ୍ଦୁ କିମ୍ବା ଅତିକମରେ ପ୍ରଥମ ମୁଖ୍ୟ ବିନ୍ଦୁକୁ ସୂଚିତ କରେ । ଆପଣଙ୍କ ଭାଷାର ମୁଖ୍ୟ ବିନ୍ଦୁକୁ ପରିଚିତ କରାଇବା ପାଇଁ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ ।
191:5xjsurc://*/ta/man/translate/figs-metaphorκυρία1ଆପଣ ଏହାକୁ <u>ପଦ</u> <u>1</u> ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । [[rc://*/ta/man/translate/figs-metaphor]])ଦେଖନ୍ତୁ)
201:6cl95rc://*/ta/man/translate/figs-youἠκούσατε & περιπατῆτε1ଏଠାରେ **ତୁମ୍ଭେ** ଶବ୍ଦ ବହୁବଚନ ଅଟେ, କାରଣ ଯୋହନ ବିଶ୍ଵାସୀମାନଙ୍କ ଏକ ମଣ୍ଡଳୀକୁ ସମ୍ବୋଧିତ କରୁଛନ୍ତି । 13 ପଦ ବ୍ୟତୀତ ଅନ୍ୟ ସମସ୍ତ ପତ୍ରରେ ମଧ୍ୟ ସମାନ ଅବସ୍ଥା ଅଛି, କାରଣ ସେଠାରେ ଯୋହନ ଏକ ମଣ୍ଡଳୀକୁ ଜଣେ ମହିଳା ଏବଂ ଏହାର ସଦସ୍ୟମାନଙ୍କୁ ଏହାର ସନ୍ତାନ ବୋଲି ଉଲ୍ଲେଖ କରନ୍ତି। [[rc://*/ta/man/translate/figs-you]])ଦେଖନ୍ତୁ)
211:7u749rc://*/ta/man/translate/grammar-connect-logic-resultὅτι1ଏଠାରେ, ସେ ପୂର୍ବର ପଦଗୁଡ଼ିକରେ ଈଶ୍ଵରଙ୍କୁ ପ୍ରେମ ଏବଂ ଆଜ୍ଞା ପାଳନ କରିବାକୁ ଆଦେଶ ବିଷୟରେ ଲେଖିଥିବା **କାରଣ** ବିଷୟରେ ଜଣାଇଲେ - ଏହାର କାରଣ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ବିଶ୍ଵାସୀ ବୋଲି ଭାବନ୍ତି କିନ୍ତୁ ଈଶ୍ଵରଙ୍କୁ ଭଲ ପାଆନ୍ତି ନାହିଁ କିମ୍ବା ଆଦେଶ ପାଳନ କରନ୍ତି ନାହିଁ । ନିଜ ଭାଷାରେ କାରଣ ଉପସ୍ଥାପନ କରିବାକୁ ଏକ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ । UST ଦେଖନ୍ତୁ । [[rc://*/ta/man/translate/grammar-connect-logic-result]])ଦେଖନ୍ତୁ)
221:7vfdnὁ πλάνος καὶ ὁ ἀντίχριστος1ଆପଣଙ୍କ ଅନୁବାଦରେ, **ପ୍ରତାରଣାକାରୀ** ଏବଂ **ଭଣ୍ଡଖ୍ରୀଷ୍ଟ** ଜଣେ ହିଁ ବ୍ୟକ୍ତି ବୋଲି ଉଲ୍ଲେଖ କରିବା ସହାୟକ ହୋଇପାରେ ।
231:8i8n6rc://*/ta/man/translate/figs-explicit1ପରବର୍ତ୍ତୀ ବାକ୍ୟରେ **କ’ଣ** ଶବ୍ଦ “ପୁରଷ୍କାର” ଭାବରେ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇଥିବା ଶବ୍ଦ ଅଟେ । ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ଏଠାରେ “ପୁରଷ୍କାର” ମଧ୍ୟ କହିପାରିବେ । UST ଦେଖନ୍ତୁ ।  [[rc://*/ta/man/translate/figs-explicit]])ଦେଖନ୍ତୁ)
241:8r9kyrc://*/ta/man/translate/figs-exclusiveεἰργασάμεθα1ଏଠାରେ **ଆମ୍ଭେ** ଶବ୍ଦ ଅନ୍ତର୍ଭୂକ୍ତ ଅଟେ । ଯୋହନ, ତାଙ୍କ ପାଠକ ଏବଂ ଅନ୍ୟମାନେ ସମସ୍ତ ବିଶ୍ଵାସୀମାନଙ୍କ ବିଶ୍ଵାସ ବଡାଇବା ପାଇଁ କାର୍ଯ୍ୟ କରିଛନ୍ତି ଯାହାଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି ।  [[rc://*/ta/man/translate/figs-exclusive]])ଦେଖନ୍ତୁ)
251:9x3aerc://*/ta/man/translate/figs-infostructureπᾶς ὁ προάγων καὶ μὴ μένων ἐν τῇ διδαχῇ τοῦ Χριστοῦ1ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅର୍ଥ ପ୍ରକାଶ କରେ, ଗୋଟିଏ ସକାରାତ୍ମକ (**ବାହାରେ**) ଭାବରେ ଉକ୍ତ ଏବଂ ଅନ୍ୟଟି ନକାରାତ୍ମକ (**ରହେ ନାହିଁ**) ଭାବରେ ଉକ୍ତ । ଯଦି ଏହା ଆପଣଙ୍କ ଭାଷାରେ ସ୍ଵାଭାବିକ, ଆପଣ UST ପରି କ୍ରମକୁ ଓଲଟା କରିପାରିବେ । [[rc://*/ta/man/translate/figs-infostructure]])ଦେଖନ୍ତୁ)
261:9xwoerc://*/ta/man/translate/grammar-connect-logic-contrastὁ μένων ἐν τῇ διδαχῇ1ଏହି ବାକ୍ୟଟି ପୂର୍ବ ବାକ୍ୟର ବିପରୀତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ଆପଣ UST ପରି ଏହି ବିପରୀତ ବୋଲି ଚିହ୍ନଟ କରିବାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ । [[rc://*/ta/man/translate/grammar-connect-logic-contrast]])ଦେଖନ୍ତୁ)
271:9vg19rc://*/ta/man/translate/figs-nominaladjοὗτος1ଯୋହନ ଏକ ପ୍ରକାର ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏହାକୁ ବିଶେଷ୍ୟ ଭାବରେ ପ୍ରଦର୍ଶନକାରୀ ବିଶେଷଣ ବ୍ୟବହାର କରୁଛନ୍ତି । **ଗୋଟିଏ** ଶବ୍ଦ ଯୋଗ କରି ULT ଏହାକୁ ସୂଚିତ କରେ । ଯଦି ଆପଣଙ୍କର ଭାଷା ବିଶେଷଣଗୁଡ଼ିକ ଏହିପରି ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ ଏକ ସମାନ ବାକ୍ୟାଂଶ ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତି” କିମ୍ବା “ସେହି ପ୍ରକାରର ବ୍ୟକ୍ତି” [[rc://*/ta/man/translate/figs-nominaladj]])ଦେଖନ୍ତୁ)
281:10lbctrc://*/ta/man/translate/figs-explicitχαίρειν αὐτῷ μὴ λέγετε1ଯୋହନ ବିଶ୍ଵାସୀମାନଙ୍କୁ ଚେତାବନୀ ଦିଅନ୍ତି ଯେ ସେମାନେ ଜଣେ ମିଥ୍ୟା ଶିକ୍ଷକକୁ ସର୍ବସାଧାରଣରେ ସମ୍ମାନର ସହିତ ଅଭିବାଦନ ନକରନ୍ତୁ । ଏହାର ଅର୍ଥ ଏହା ଯେ ସେ ଚାହୁଁ ନାହାଁନ୍ତି ଯେ ସେମାନେ ଏପରି କିଛି କରନ୍ତୁ ଯାହା ଏକ ମିଥ୍ୟା ଶିକ୍ଷକକୁ ସମର୍ଥନ କରୁଥିବା ପରି ଦେଖାଯାଏ କିମ୍ବା ଏହା ଜଣେ ମିଥ୍ୟା ଶିକ୍ଷକକୁ ଅନ୍ୟମାନଙ୍କ ଆଖିରେ ଭଲ କରିବ । ବିକଳ୍ପ ଅନୁବାଦ: “ତାକୁ ସର୍ବସାଧାରଣରେ ସମ୍ମାନଜନକ ଅଭିବାଦନ ଦିଅ ନାହିଁ” [[rc://*/ta/man/translate/figs-explicit]])ଦେଖନ୍ତୁ)
291:11uheaὁ λέγων & αὐτῷ χαίρειν1ଯିଏ ତାକୁ ଜନସାଧାରଣରେ ସମ୍ମାନଜନକ ଅଭିବାଦନ କରେ
301:12k9ytrc://*/ta/man/translate/figs-exclusiveὑμῶν1ଯଦି **ଆପଣ**  ଏଠାରେ “ଆମର” ବ୍ୟବହାର କରନ୍ତୁ, ଏଥିରେ ଉଭୟ ଯୋହନ ଏବଂ ଚିଠିର ପ୍ରାପ୍ତକର୍ତ୍ତା ଅନ୍ତର୍ଭୁକ୍ତ । [[rc://*/ta/man/translate/figs-exclusive]])ଦେଖନ୍ତୁ)
311:13qjdzrc://*/ta/man/translate/figs-youσε & σου1ଏକ ମଣ୍ଡଳୀକୁ ଜଣେ ମହିଳା ପରି ପତ୍ର ଲେଖିବା ଏଠାରେ ଯୋହନଙ୍କ ରୂପକ ଅନୁଯାୟୀ **ତୁମ୍ଭେ** ଏବଂ **ତୁମ୍ଭର** ସର୍ବନାମଗୁଡ଼ିକ ଏକବଚନ ଅଟେ । [[rc://*/ta/man/translate/figs-you]])ଦେଖନ୍ତୁ)