Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:03:20 +00:00
parent 36ffc1cc44
commit fe9d2f06a1
1 changed files with 6 additions and 6 deletions

View File

@ -256,12 +256,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 5 drv2 guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 6 yjh2 0 Connecting Statement:
1JN 5 6 js27 figs-metonymy οὗτός ἐστιν ὁ ἐλθὼν δι’ ὕδατος καὶ αἵματος, Ἰησοῦς Χριστός 1 This is the one who came by water and blood: Jesus Christ ଜଳ ଏବଂ ରକ୍ତ ଶବ୍ଦର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅଟେ । ଉଭୟ ଅର୍ଥରେ, ଯୋହନ ନିର୍ଦ୍ଦିଷ୍ଟ ଭାବରେ ବିଶ୍ଵାସ କରିବାର ଅର୍ଥ ନିର୍ଦ୍ଦିଷ୍ଟ କରନ୍ତି ଯେ “ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି”, ଯେପରି ସେ ପୂର୍ବ ପଦରେ ବର୍ଣ୍ଣନା କରିଥିଲେ । (1) ଯେହେତୁ ଯୋହନ [4:2](https://create.translationcore.com/04/02.md)ରେ ସୂଚାନ୍ତି, ଈଶ୍ଵର ପ୍ରକୃତ ମାନବ ଶରୀରରେ ପୃଥିବୀକୁ ଆସିଥିଲେ ବୋଲି ଭଣ୍ଡ ଶିକ୍ଷକମାନେ ଅସ୍ୱୀକାର କରିନ୍ତି । ଏହି ସମୟରେ କେତେକ ଭଣ୍ଡ ଶିକ୍ଷକ ଦାବି କରିଥିଲେ ଯେ ଈଶ୍ଵରଙ୍କ ଈଶ୍ଵରୀୟ ପୁତ୍ର କେବଳ ବାପ୍ତିଜିତ ହେବା ସମୟରେ ଜଣେ ମଣିଷ ଯୀଶୁଙ୍କ ସହ ନିଜକୁ ଏକତ୍ର କରିଥିଲେ। ତେଣୁ ଯୋହନ ହୁଏତ **ଜଳ** ଶବ୍ଦ ବ୍ୟବହାର କରି ଯୀଶୁଙ୍କ ବାପ୍ତିସ୍ମ ଏବଂ **ରକ୍ତ** ଶବ୍ଦକୁ ଯୀଶୁଙ୍କ ପ୍ରକୃତ ମାନବ ଜନ୍ମକୁ ଆଳଙ୍କାରିକ ଭାବରେ ସୂଚାଇବା ପାଇଁ ବ୍ୟବହାର କରନ୍ତି  ଯେପରି ସ୍ତ୍ରୀଲୋକେ ପ୍ରସବ କଲାବେଳେ ରକ୍ତ ଥାଏ । ଯୀଶୁଙ୍କ ଜନ୍ମର ଏକ ସନ୍ଦର୍ଭ ଯୀଶୁ କିପରି ଭାବରେ **ଆସିଲେ**, ଯୋହନଙ୍କ ବାକ୍ୟ ସହ ଅନୁରୂପ ହେବ । ବିକଳ୍ପ ଅନୁବାଦ: “ଏହା ନିଶ୍ଚିତ କରିବା ଆବଶ୍ୟକ ଯେ ଈଶ୍ଵରଙ୍କ ପୁତ୍ର କେବଳ ଯୀଶୁଙ୍କ ବାପ୍ତିସ୍ମରେ ପୃଥିବୀକୁ ଆସି ନଥିଲେ, କିନ୍ତୁ ସେ ଯୀଶୁ ଭାବରେ ଜନ୍ମ ଗ୍ରହଣକରିଥିଲେ, ଯିଏ ପ୍ରକୃତ ମନୁଷ୍ୟ ଥିଲେ” (2) **ରକ୍ତ** ଶବ୍ଦ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ବିଷୟରେ ଏକ ଆଳଙ୍କାରିକ ସନ୍ଦର୍ଭ ହୋଇପାରେ, ଯେଉଁଠାରେ ସେ ଜଗତର ତ୍ରାଣକର୍ତ୍ତା ଭାବରେ ନିଜ ରକ୍ତ ବୋହାଇଥିଲେ । UST ଏହିପରି ବ୍ୟାଖ୍ୟା କରେ । ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 6 bdl4 figs-metonymy 0 He came not only by water, but also by water and blood ଏଠାରେ “ଜଳ” ସମ୍ଭବତଃ ଯୀଶୁଙ୍କ ବପ୍ତିସ୍ମ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ହୋଇପାରେ, ଏବଂ “ରକ୍ତ” କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁ ନିମନ୍ତେ ଅର୍ଥକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର କେବଳ ଯୀଶୁଙ୍କ ବାପ୍ତିସ୍ମ ଦ୍ବାରା ଯୀଶୁଙ୍କୁ ତାହାଙ୍କ ପୁତ୍ର ହେବା ଦର୍ଶାଇ ନାହାନ୍ତି, କିନ୍ତୁ ତାହାଙ୍କ ବାପ୍ତିସ୍ମ ଏବଂ କ୍ରୁଶ ଉପରେ ତାହାଙ୍କ ମୃତ୍ୟୁ ଦ୍ବାରା ପ୍ରକାଶିତ କରିଅଛନ୍ତି” (ଦେଖ: [[rc://en/ta/man/translate/figs-metonymy]])
1JN 5 9 k2de figs-explicit εἰ τὴν μαρτυρίαν τῶν ἀνθρώπων λαμβάνομεν, ἡ μαρτυρία τοῦ Θεοῦ μείζων ἐστίν 1 If we receive the witness of men, the witness of God is greater ଅନୁବାଦକମାନେ ଈଶ୍ବରଙ୍କ କଥିତ ବାକ୍ୟ ଆମେମାନେ କାହିଁକି ବିଶ୍ବାସ କରିବା ଉଚିତ ତାହାର ଅନ୍ତର୍ନିହିତ କାରଣ ଅଧିକ ସ୍ପଷ୍ଟଭାବେ ପ୍ରକାଶ କରିପାରିବେ; ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଯାହା କହନ୍ତି ଯଦି ଆମ୍ଭେମାନେ ତାହା ବିଶ୍ବାସ କରୁଅଛୁ ତେବେ ଈଶ୍ବର ଯାହା ଆମେମାନେ ବିଶ୍ବାସ କରିବା ଉଚିତ କାରଣ ସେ ସର୍ବଦା ସତ୍ୟ କହନ୍ତି” (ଦେଖ: [[rc://en/ta/man/translate/figs-explicit]])
1JN 5 9 ai6a figs-idiom τὴν μαρτυρίαν τῶν ἀνθρώπων λαμβάνομεν 1 receive the witness of men “ସାକ୍ଷ୍ୟ ଗ୍ରହଣ କରିବା” ଏହି ରୁଢୀର ଅର୍ଥ ବିଶ୍ବାସ କରିବା ଯାହା ଜଣେ ବ୍ୟକ୍ତି ଯାହା ଦେଖେ ସେହି ବିଷୟରେ ସାକ୍ଷ୍ୟ ଦିଏ. ଭାବନାତ୍ମକ ସଂଜ୍ଞା “ସାକ୍ଷ୍ୟ” ଏକ କ୍ରିୟା ବାକ୍ୟାଂଶ ସହିତ ଅନୁବାଦ କରଯାଇ ପାରିବ । ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କ ସାକ୍ଷ ବିଶ୍ବାସ କର” କିମ୍ବା ଲୋକମାନେ ଦେଖିଥିବା ବିଷୟର ସାକ୍ଷରେ ବିଶ୍ବାସ କର” (ଦେଖ: [[rc://en/ta/man/translate/figs-idiom]] ଏବଂ [[rc://en/ta/man/translate/figs-abstractnouns]])
1JN 5 9 nxq1 τὴν μαρτυρίαν τῶν ἀνθρώπων ... ἡ μαρτυρία τοῦ Θεοῦ μείζων ἐστίν 1 the witness of God is greater ଈଶ୍ବରଙ୍କର ସାକ୍ଷୀ ହେବା ଅଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଅଧିକ ବିଶ୍ବାସଯୋଗ୍ୟ ଅଟେ
1JN 5 9 gt7u guidelines-sonofgodprinciples τοῦ ... Υἱοῦ 1 Son ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଈଶ୍ବରଙ୍କ ପୁତ୍ର । (ଦେଖ: [[rc://en/ta/man/translate/guidelines-sonofgodprinciples]])
1JN 5 10 gkj1 ὁ πιστεύων εἰς τὸν Υἱὸν τοῦ Θεοῦ, ἔχει τὴν μαρτυρίαν ἐν αὑτῷ 1 Anyone who believes in the Son of God has the testimony in himself ଯେକେହି ଯୀଶୁଙ୍କ ଠାରେ ବିଶ୍ବାସ କରେ ସେ ନିଶ୍ଚିତରୁପେ ଜାଣେ ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି"
1JN 5 6 bdl4 figs-metonymy 0 He came not only by water, but also by water and blood
1JN 5 9 k2de figs-explicit εἰ τὴν μαρτυρίαν τῶν ἀνθρώπων λαμβάνομεν, ἡ μαρτυρία τοῦ Θεοῦ μείζων ἐστίν 1 If we receive the witness of men, the witness of God is greater **ଶ୍ରେଷ୍ଠ** ଶବ୍ଦର ଅର୍ଥ ହେଉଛି ଈଶ୍ଵରଙ୍କ ସାକ୍ଷ୍ୟ ମାନବ ସାକ୍ଷ୍ୟ ଅପେକ୍ଷା ଅଧିକ ବିଶ୍ୱାସଯୋଗ୍ୟ, ଯେହେତୁ ଈଶ୍ଵର  ସବୁକିଛି ଜାଣନ୍ତି ଏବଂ ଈଶ୍ଵର ସର୍ବଦା ସତ୍ୟ କୁହନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସାକ୍ଷ୍ୟ ଅଧିକ ବିଶ୍ୱାସଯୋଗ୍ୟ ଅଟେ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 9 ai6a figs-idiom τὴν μαρτυρίαν τῶν ἀνθρώπων λαμβάνομεν 1 receive the witness of men ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ସାକ୍ଷ୍ୟ ଦିଅନ୍ତି ଆମ୍ଭେମାନେ ବିଶ୍ୱାସ କରୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 5 9 nxq1 τὴν μαρτυρίαν τῶν ἀνθρώπων ... ἡ μαρτυρία τοῦ Θεοῦ μείζων ἐστίν 1 the witness of God is greater ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ନିଶ୍ଚିତ ଭାବରେ ଈଶ୍ଵରଙ୍କ ସାକ୍ଷ୍ୟ ଗ୍ରହଣ କରିବା ଉଚିତ, ଯେହେତୁ ଏହା ବିଶ୍ୱାସଯୋଗ୍ୟ ଅଟେ” କିମ୍ବା “ଯେତେବେଳେ ଈଶ୍ଵର ସାକ୍ଷ୍ୟ ଦିଅନ୍ତି ସେତେବେଳେ ଆମ୍ଭେମାନେ  ନିଶ୍ଚିତ ଭାବରେ ତାହାଙ୍କୁ  ବିଶ୍ୱାସ କରିବା ଉଚିତ, ଯେହେତୁ ତାହାଙ୍କର ସାକ୍ଷ୍ୟ ଅଧିକ ବିଶ୍ୱାସଯୋଗ୍ୟ ଅଟେ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 5 9 gt7u guidelines-sonofgodprinciples τοῦ ... Υἱοῦ 1 Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ। ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 10 gkj1 ὁ πιστεύων εἰς τὸν Υἱὸν τοῦ Θεοῦ, ἔχει τὴν μαρτυρίαν ἐν αὑτῷ 1 Anyone who believes in the Son of God has the testimony in himself ଯୋହନ **ସାକ୍ଷ୍ୟ** ବିଷୟରେ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ବସ୍ତୁ ଯାହା ବିଶ୍ଵାସୀମାନଙ୍କ ମଧ୍ୟରେ ରହିପାରେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଗ୍ରହଣ କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 10 j255 ψεύστην πεποίηκεν αὐτόν 1 has made him out to be a liar ଈଶ୍ବରଙ୍କୁ ଜଣେ ମିଥ୍ୟାବାଦୀ କହେ
1JN 5 10 sii2 ὅτι οὐ πεπίστευκεν ... τὴν μαρτυρίαν ἣν μεμαρτύρηκεν ὁ Θεὸς περὶ τοῦ Υἱοῦ αὐτοῦ 1 because he has not believed the witness that God has given concerning his Son କାରଣ ସେ ବିଶ୍ବାସ କରେ ନାହିଁ ଯେ ଈଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ବିଷୟ କହିଅଛନ୍ତି
1JN 5 11 bi7k καὶ αὕτη ἐστὶν ἡ μαρτυρία 1 And the witness is this ଏହା ଈଶ୍ବର କହନ୍ତି

Can't render this file because it contains an unexpected character in line 2 and column 3772.