Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:02:17 +00:00
parent 0f0eee8540
commit 36ffc1cc44
1 changed files with 7 additions and 7 deletions

View File

@ -249,13 +249,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 3 c5z1 βαρεῖαι 1 burdensome ଯୋହନ ଆଳଙ୍କାରିକ ଭାବରେ ଈଶ୍ଵରଙ୍କ **ଆଜ୍ଞାଗୁଡିକ** ବିଷୟରେ କହନ୍ତି ଯେପରି ସେଗୁଡ଼ିକର ଓଜନ ଥିଲା କିନ୍ତୁ ଅଧିକ ଓଜନ କରିନଥିଲେ । ବିକଳ୍ପ ଅନୁବାଦ: “ତାହାଙ୍କ ଆଜ୍ଞାଗୁଡ଼ିକ ପାଳନ କରିବା କଷ୍ଟକର ନୁହେଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 4 i2bf πᾶν τὸ γεγεννημένον ἐκ τοῦ Θεοῦ, νικᾷ 1 everyone who is born from God overcomes [2:29](https://create.translationcore.com/02/29.md) ରେ ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କଲେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ସେସମସ୍ତେ ଯାହାର ପିତା ଈଶ୍ଵର ଅଟନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 5 4 g3uw νικᾷ τὸν κόσμον 1 overcomes the world [2:13](https://create.translationcore.com/02/13.md) ପରି, ଯୋହନ **ଜୟ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ସେ ବିଶ୍ଵାସୀମାନଙ୍କ ଧାର୍ମିକ ବ୍ୟବସ୍ଥାରେ ବଞ୍ଚିବାକୁ ଅଗ୍ରାହ୍ୟ କରିବା ବିଷୟରେ କହନ୍ତି  ଯେପରି ବିଶ୍ଵାସୀମାନେ ସେହି ବ୍ୟବସ୍ଥାକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି। ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥାରେ ବାସ କରେ ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 4 yq2d figs-metonymy τὸν κόσμον 1 the world ଏହି ଅନୁଚ୍ଛେଦରେ ବ୍ୟବହୃତ “ଜଗତ” ଶଦ୍ଦ ସମସ୍ତ ପାପୀ ଲୋକମାନଙ୍କ ନିମନ୍ତେ ଏବଂ ଜଗତରେ ମନ୍ଦ ପ୍ରଥାକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଜଗତରେ ଥିବା ସମସ୍ତ ବିଷୟ ଈଶ୍ବରଙ୍କ ବିରୋଧି ଅଟେ” (ଦେଖ: [[rc://en/ta/man/translate/figs-metonymy]])
1JN 5 4 tf9x 0 And this is the victory that has overcome the world, even our faith ଏବଂ ଏହା ସେହି ଶକ୍ତି ଯାହା ଈଶ୍ବରଙ୍କ ବିରୁଦ୍ଧରେ ପାପଠାରୁ ପ୍ରତିରୋଧ କରିବା ନିମନ୍ତେ ଆମମାନଙ୍କୁ ଶକ୍ତି ଯୋଗାଏ: ଆମ୍ଭମାନଙ୍କର ବିଶ୍ବାସ କିମ୍ବା “ଏବଂ ଏହା ଆମ୍ଭମାନଙ୍କର ବିଶ୍ବାସ ଯାହା ଈଶ୍ବରଙ୍କ ବିରୁଦ୍ଧରେ ପାପ କରିବା ନିମନ୍ତେ ଆମମାନଙ୍କୁ ପ୍ରବର୍ତ୍ତାଉ ଥିବା ସମସ୍ତଠାରୁ ପ୍ରତିରୋଧ କରିବା ନିମନ୍ତେ ଆମମାନଙ୍କୁ ଶକ୍ତି ଯୋଗାଏ ”
1JN 5 5 qm85 figs-rquestion τίς ἐστιν ... ὁ νικῶν τὸν κόσμον 1 Who is the one who overcomes the world? ଯୋହନ ଶିକ୍ଷା ଦେବାକୁ ଚାହୁଁଥିବା କୌଣସି ବିଷୟ ଆରମ୍ଭ କରିବା ନିମନ୍ତେ ଏହି ପ୍ରଶ୍ନର ଉପଯୋଗ କଲେ । ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କିଏ ଜଗତ ଉପରେ ଜୟଲାଭ କରିବ ତାହା କହିବି” (ଦେଖ: [[rc://en/ta/man/translate/figs-rquestion]])
1JN 5 5 db4f ὁ ... πιστεύων ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 The one who believes that Jesus is the Son of God ଏହା କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଦର୍ଶାଏ ନାହିଁ କିନ୍ତୁ ଯେକୌଣସି ବ୍ୟକ୍ତି ଯେ ଏହାକୁ ବିଶ୍ବାସ କରେ । ଅନ୍ୟ ଏକ ଅନୁବାଦରେ: “ଯେକେହି ବିଶ୍ବାସ କରେ ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି”
1JN 5 5 drv2 guidelines-sonofgodprinciples Υἱὸς τοῦ Θεοῦ 1 Son of God ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://en/ta/man/translate/guidelines-sonofgodprinciples]])
1JN 5 6 yjh2 0 Connecting Statement: ଯୋହନ ଯୀଶୁ ଖ୍ରୀଷ୍ଟ ଏବଂ ଈଶ୍ବର ଯାହା ତାହାଙ୍କ ବିଷୟରେ କହନ୍ତି ସେହି ବିଷୟରେ ଶିକ୍ଷା ଦିଅନ୍ତି ।
1JN 5 6 js27 figs-metonymy οὗτός ἐστιν ὁ ἐλθὼν δι’ ὕδατος καὶ αἵματος, Ἰησοῦς Χριστός 1 This is the one who came by water and blood: Jesus Christ "ଯୀଶୁ ଖ୍ରୀଷ୍ଟ ଜଣେ ଅଟନ୍ତି ଯେ ଜଳ ଏବଂ ରକ୍ତ ଦ୍ବାରା ଜାତ ହେଲେ । ଏଠାରେ “ଜଳ” ସମ୍ଭବତଃ ଯୀଶୁଙ୍କ ବାପ୍ତିସ୍ମ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ହୋଇପାରେ ଏବଂ “ରକ୍ତ” କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁ ନିମନ୍ତେ ଅର୍ଥ ପ୍ରକାଶ କରେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଦର୍ଶାଇଛନ୍ତି ଯେ ଯୀଶୁଙ୍କ ବାପ୍ତିସ୍ମ ଏବଂ କ୍ରୁଶ ଉପରେ ତାହାଙ୍କ ମୃତ୍ୟୁ ଦ୍ବାରା ଯୀଶୁ ଖ୍ରୀଷ୍ଟ ତାହାଙ୍କ ପୁତ୍ର ଅଟନ୍ତି” (ଦେଖ: [[rc://en/ta/man/translate/figs-metonymy]])
1JN 5 4 yq2d figs-metonymy τὸν κόσμον 1 the world [2:15](https://create.translationcore.com/02/15.md) ରେ ଆପଣ ଜଗତ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହାର ସମାନ ଅର୍ଥ ଅଛି । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥା” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 4 tf9x 0 And this is the victory that has overcome the world, even our faith ଯୋହନ **ଜୟ** ଶବ୍ଦକୁ ପୁନର୍ବାର ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ସେ “ବିଶ୍ୱାସ” ବିଷୟରେ କହନ୍ତି  ଯେ ସେ ଏବଂ ତାହାଙ୍କ   ପାଠକମାନେ ଅଂଶୀଦାର କରନ୍ତି ଯେପରି ଏହା ଏକ ସଂଘର୍ଷରେ ଅଧାର୍ମିକ ବ୍ୟବସ୍ଥାକୁ ପରାସ୍ତ କରିଅଛି । ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥାରୁ ପୃଥକ ହୋଇ ଜୀବନଯାପନ କରିବାରେ ସକ୍ଷମ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 5 qm85 figs-rquestion τίς ἐστιν ... ὁ νικῶν τὸν κόσμον 1 Who is the one who overcomes the world? ପୂର୍ବ ପଦର ପ୍ରଥମ ବାକ୍ୟରେ ସେ ଯାହା କହିଥିଲେ ତାହା ନିଶ୍ଚିତ କରିବାକୁ ଯୋହନ  ପ୍ରଶ୍ନ ଫର୍ମକୁ ଗୁରୁତ୍ୱ ଦେବା ପାଇଁ ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ   ଶବ୍ଦକୁ ଏକ ବାକ୍ୟ  ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ କେବଳ ଜଣେ ଯିଏ ବିଶ୍ୱାସ କରେ ଯେ ଯୀଶୁ ହେଉଛନ୍ତି ଈଶ୍ଵର ଙ୍କ ପୁତ୍ର ସଂସାର କୁ ପରାସ୍ତ କରନ୍ତି।” ( [[rc://en/ta/man/translate/figs-rquestion]]ଦେଖନ୍ତୁ)
1JN 5 5 db4f ὁ ... πιστεύων ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 The one who believes that Jesus is the Son of God ପୂର୍ବ ପଦରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଅଧାର୍ମିକ ଲୋକମାନଙ୍କ ବ୍ୟବସ୍ଥାରେ ଜୀବନଯାପନ କରେ ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 5 drv2 guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 6 yjh2 0 Connecting Statement:
1JN 5 6 js27 figs-metonymy οὗτός ἐστιν ὁ ἐλθὼν δι’ ὕδατος καὶ αἵματος, Ἰησοῦς Χριστός 1 This is the one who came by water and blood: Jesus Christ ଜଳ ଏବଂ ରକ୍ତ ଶବ୍ଦର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅଟେ । ଉଭୟ ଅର୍ଥରେ, ଯୋହନ ନିର୍ଦ୍ଦିଷ୍ଟ ଭାବରେ ବିଶ୍ଵାସ କରିବାର ଅର୍ଥ ନିର୍ଦ୍ଦିଷ୍ଟ କରନ୍ତି ଯେ “ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି”, ଯେପରି ସେ ପୂର୍ବ ପଦରେ ବର୍ଣ୍ଣନା କରିଥିଲେ । (1) ଯେହେତୁ ଯୋହନ [4:2](https://create.translationcore.com/04/02.md)ରେ ସୂଚାନ୍ତି, ଈଶ୍ଵର ପ୍ରକୃତ ମାନବ ଶରୀରରେ ପୃଥିବୀକୁ ଆସିଥିଲେ ବୋଲି ଭଣ୍ଡ ଶିକ୍ଷକମାନେ ଅସ୍ୱୀକାର କରିନ୍ତି । ଏହି ସମୟରେ କେତେକ ଭଣ୍ଡ ଶିକ୍ଷକ ଦାବି କରିଥିଲେ ଯେ ଈଶ୍ଵରଙ୍କ ଈଶ୍ଵରୀୟ ପୁତ୍ର କେବଳ ବାପ୍ତିଜିତ ହେବା ସମୟରେ ଜଣେ ମଣିଷ ଯୀଶୁଙ୍କ ସହ ନିଜକୁ ଏକତ୍ର କରିଥିଲେ। ତେଣୁ ଯୋହନ ହୁଏତ **ଜଳ** ଶବ୍ଦ ବ୍ୟବହାର କରି ଯୀଶୁଙ୍କ ବାପ୍ତିସ୍ମ ଏବଂ **ରକ୍ତ** ଶବ୍ଦକୁ ଯୀଶୁଙ୍କ ପ୍ରକୃତ ମାନବ ଜନ୍ମକୁ ଆଳଙ୍କାରିକ ଭାବରେ ସୂଚାଇବା ପାଇଁ ବ୍ୟବହାର କରନ୍ତି  ଯେପରି ସ୍ତ୍ରୀଲୋକେ ପ୍ରସବ କଲାବେଳେ ରକ୍ତ ଥାଏ । ଯୀଶୁଙ୍କ ଜନ୍ମର ଏକ ସନ୍ଦର୍ଭ ଯୀଶୁ କିପରି ଭାବରେ **ଆସିଲେ**, ଯୋହନଙ୍କ ବାକ୍ୟ ସହ ଅନୁରୂପ ହେବ । ବିକଳ୍ପ ଅନୁବାଦ: “ଏହା ନିଶ୍ଚିତ କରିବା ଆବଶ୍ୟକ ଯେ ଈଶ୍ଵରଙ୍କ ପୁତ୍ର କେବଳ ଯୀଶୁଙ୍କ ବାପ୍ତିସ୍ମରେ ପୃଥିବୀକୁ ଆସି ନଥିଲେ, କିନ୍ତୁ ସେ ଯୀଶୁ ଭାବରେ ଜନ୍ମ ଗ୍ରହଣକରିଥିଲେ, ଯିଏ ପ୍ରକୃତ ମନୁଷ୍ୟ ଥିଲେ” (2) **ରକ୍ତ** ଶବ୍ଦ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ବିଷୟରେ ଏକ ଆଳଙ୍କାରିକ ସନ୍ଦର୍ଭ ହୋଇପାରେ, ଯେଉଁଠାରେ ସେ ଜଗତର ତ୍ରାଣକର୍ତ୍ତା ଭାବରେ ନିଜ ରକ୍ତ ବୋହାଇଥିଲେ । UST ଏହିପରି ବ୍ୟାଖ୍ୟା କରେ । ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 6 bdl4 figs-metonymy 0 He came not only by water, but also by water and blood ଏଠାରେ “ଜଳ” ସମ୍ଭବତଃ ଯୀଶୁଙ୍କ ବପ୍ତିସ୍ମ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ହୋଇପାରେ, ଏବଂ “ରକ୍ତ” କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁ ନିମନ୍ତେ ଅର୍ଥକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର କେବଳ ଯୀଶୁଙ୍କ ବାପ୍ତିସ୍ମ ଦ୍ବାରା ଯୀଶୁଙ୍କୁ ତାହାଙ୍କ ପୁତ୍ର ହେବା ଦର୍ଶାଇ ନାହାନ୍ତି, କିନ୍ତୁ ତାହାଙ୍କ ବାପ୍ତିସ୍ମ ଏବଂ କ୍ରୁଶ ଉପରେ ତାହାଙ୍କ ମୃତ୍ୟୁ ଦ୍ବାରା ପ୍ରକାଶିତ କରିଅଛନ୍ତି” (ଦେଖ: [[rc://en/ta/man/translate/figs-metonymy]])
1JN 5 9 k2de figs-explicit εἰ τὴν μαρτυρίαν τῶν ἀνθρώπων λαμβάνομεν, ἡ μαρτυρία τοῦ Θεοῦ μείζων ἐστίν 1 If we receive the witness of men, the witness of God is greater ଅନୁବାଦକମାନେ ଈଶ୍ବରଙ୍କ କଥିତ ବାକ୍ୟ ଆମେମାନେ କାହିଁକି ବିଶ୍ବାସ କରିବା ଉଚିତ ତାହାର ଅନ୍ତର୍ନିହିତ କାରଣ ଅଧିକ ସ୍ପଷ୍ଟଭାବେ ପ୍ରକାଶ କରିପାରିବେ; ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଯାହା କହନ୍ତି ଯଦି ଆମ୍ଭେମାନେ ତାହା ବିଶ୍ବାସ କରୁଅଛୁ ତେବେ ଈଶ୍ବର ଯାହା ଆମେମାନେ ବିଶ୍ବାସ କରିବା ଉଚିତ କାରଣ ସେ ସର୍ବଦା ସତ୍ୟ କହନ୍ତି” (ଦେଖ: [[rc://en/ta/man/translate/figs-explicit]])
1JN 5 9 ai6a figs-idiom τὴν μαρτυρίαν τῶν ἀνθρώπων λαμβάνομεν 1 receive the witness of men “ସାକ୍ଷ୍ୟ ଗ୍ରହଣ କରିବା” ଏହି ରୁଢୀର ଅର୍ଥ ବିଶ୍ବାସ କରିବା ଯାହା ଜଣେ ବ୍ୟକ୍ତି ଯାହା ଦେଖେ ସେହି ବିଷୟରେ ସାକ୍ଷ୍ୟ ଦିଏ. ଭାବନାତ୍ମକ ସଂଜ୍ଞା “ସାକ୍ଷ୍ୟ” ଏକ କ୍ରିୟା ବାକ୍ୟାଂଶ ସହିତ ଅନୁବାଦ କରଯାଇ ପାରିବ । ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କ ସାକ୍ଷ ବିଶ୍ବାସ କର” କିମ୍ବା ଲୋକମାନେ ଦେଖିଥିବା ବିଷୟର ସାକ୍ଷରେ ବିଶ୍ବାସ କର” (ଦେଖ: [[rc://en/ta/man/translate/figs-idiom]] ଏବଂ [[rc://en/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 3772.