Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:01:26 +00:00
parent ad0fcb44a0
commit 0f0eee8540
1 changed files with 7 additions and 7 deletions

View File

@ -242,13 +242,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 20 a8zh figs-doublenegatives ὁ γὰρ μὴ ἀγαπῶν τὸν ἀδελφὸν αὐτοῦ, ὃν ἑώρακεν, τὸν Θεὸν, ὃν οὐχ ἑώρακεν, οὐ δύναται ἀγαπᾶν 1 the one who does not love his brother, whom he has seen, cannot love God, whom he has not seen ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକ ଶବ୍ଦକୁ ଏକ ସକାରାତ୍ମକ ବାକ୍ୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କେବଳ ଯେଉଁମାନେ ନିଜ ସହବିଶ୍ଵାସୀମାନଙ୍କୁ ପ୍ରେମ କରନ୍ତି … ସେମାନେ ଈଶ୍ଵରଙ୍କୁ  ପ୍ରେମ କରିପାରିବେ” ( [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 5 intro bxm4 0 # 1 ଯୋହନ 5 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1.      ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (5:1-12)

2.      ପତ୍ରର ସମାପ୍ତି (5:13-21)

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

**“****ମୃତ୍ୟୁ ପ୍ରତି ଏକ ପାପ”**

ଯୋହନଙ୍କର ଏହି ବାକ୍ୟାଂଶର ଅର୍ଥ କ’ଣ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ । “ମୃତ୍ୟୁ” ଶବ୍ଦ ଶାରୀରିକ ମୃତ୍ୟୁ କିମ୍ବା ଆତ୍ମିକମୃତ୍ୟୁ, ଅର୍ଥାତ୍ ଈଶ୍ଵର ଙ୍କଠାରୁ ଅନନ୍ତ ପୃଥକତାକୁ ବୁଝାଇପାରେ । [5:16](https://create.translationcore.com/05/16.md)  ଟିପ୍ପଣୀଗୁଡ଼ିକରେ ପରବର୍ତ୍ତୀ ଆଲୋଚନା ଦେଖନ୍ତୁ । ( [[rc://en/tw/dict/bible/other/death]]ଦେଖନ୍ତୁ)

### “ସମସ୍ତ  ଜଗତ  ମନ୍ଦ ଲୋକର ଅଧିକାରରେ ଅଛି”

“ମନ୍ଦ” ଶବ୍ଦଟି ଶୟତାନକୁ ବୁଝାଏ । ଈଶ୍ଵର ତାକୁ ଜଗତକୁ ଶାସନ କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ, ଇଶ୍ବାର ପ୍ରତ୍ୟେକ ବିଷୟ ଉପରେ ନିୟନ୍ତ୍ରଣ କରନ୍ତି । ଈଶ୍ଵର ଆପଣା ସନ୍ତାନମାନଙ୍କୁ ମନ୍ଦ ବ୍ୟକ୍ତିଠାରୁ ରକ୍ଷା କରନ୍ତି । ( [[rc://en/tw/dict/bible/kt/satan]]ଦେଖନ୍ତୁ)

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

### [5:7-8](https://create.translationcore.com/05/07.md) ରେ, ସମସ୍ତ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ: “ ଆତ୍ମା, ଜଳ ଓ ରକ୍ତ ଏହିତିନି ଜଣ ଏକ  ଅଟନ୍ତି ଏବଂ ତିନିଜଣ ସାକ୍ଷ୍ୟ ଦିଅନ୍ତି।” ULT ଏହିପରି ଅନୁବାଦ କରେ । କେତେକ ପରବର୍ତ୍ତୀ ପାଣ୍ଡୁଲିପିରେ: “କାରଣ ସ୍ୱର୍ଗରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ପିତା, ବାକ୍ୟ ଏବଂ ପବିତ୍ର ଆତ୍ମା, ଏବଂ ଏହି ତିନିଜଣ ଏକ; ପୃଥିବୀରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ଆତ୍ମା, ଜଳ ଓ ରକ୍ତ, ଏବଂ ଏହି ତିନି ଜଣ ଏକ” ଅଟନ୍ତି । ଏଠାରେ, ଅନୁବାଦକମାନଙ୍କୁ ULT ପାଠ୍ୟ ପରି ଅନୁବାଦ କରିବାକୁ ପରାମର୍ଶ ଦିଆଯାଇଛି, ଯେହେତୁ ସଠିକ୍ ପଠନକୁ ଅନୁସରଣ କରୁଥିବା ବ୍ୟାପକ ଚୁକ୍ତିନାମା ଅଛି । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ପୁରାତନ ସଂସ୍କରଣ ଅଛି, ଯାହାର ଅଧିକ ପଠନ ହୁଏ, ଆପଣ ଏହାକୁ ଅନ୍ତର୍ଭୁକ୍ତ କରିପାରିବେ, କିନ୍ତୁ 1 ଯୋହନର ମୂଳ ସଂସ୍କରଣରେ ନୁହେଁ ବୋଲି ସୂଚାଇବା ପାଇଁ ଆପଣ ଏହାକୁ ବର୍ଗ ବନ୍ଧନୀରେ ରଖିବା ଉଚିତ୍ \[\]। ( [[rc://en/ta/man/translate/translate-textvariants]]ଦେଖନ୍ତୁ)” ଏହି ସମଗ୍ର ଜଗତ ଏକ ମନ୍ଦ ଶକ୍ତିରେ ପରିପୂର୍ଣ୍ଣ ହୋଇଅଛି”
1JN 5 1 nej3 0 General Information:
1JN 5 1 h8if ἐκ τοῦ Θεοῦ γεγέννηται 1 is born from God ଈଶ୍ବରଙ୍କ ଜଣେ ସନ୍ତାନ ଅଟନ୍ତି
1JN 5 2 ukc7 0 Because of this we know that we love God's children, when we love God and do his commandments. ଯେତେବେଳେ ଆମ୍ଭେମାନେ ଈଶ୍ବରଙ୍କୁ ପ୍ରେମ କରୁ ଏବଂ ଯାହା ସେ ଆଜ୍ଞା କରନ୍ତି ତାହା ପାଳନ କରୁ, ତେବେ ଆମ୍ଭେମାନେ ଜାଣି ପାରିବା ଯେ ଆମ୍ଭେମାନେ ତାହାଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ
1JN 5 3 ve87 αὕτη γάρ ἐστιν ἡ ἀγάπη τοῦ Θεοῦ, ἵνα τὰς ἐντολὰς αὐτοῦ τηρῶμεν 1 For this is love for God: that we keep his commandments କାରଣ ଯେତେବେଳେ ଆମ୍ଭେମାନେ ସେହି ବିଷୟ କରୁ ଯାହା ସେ ଆଜ୍ଞା କରନ୍ତି, ତାହା ଈଶ୍ବରଙ୍କ ପ୍ରତି ସତ୍ୟ ପ୍ରେମ ଅଟେ
1JN 5 3 uik3 αἱ ἐντολαὶ αὐτοῦ βαρεῖαι οὐκ εἰσίν 1 his commandments are not burdensome ଯାହା ସେ ଆଜ୍ଞା ଦିଅନ୍ତି ତାହା କଠିନ ନୁହେଁ
1JN 5 3 c5z1 βαρεῖαι 1 burdensome ଭାରୀ କିମ୍ବା “ଚୁର୍ଣ୍ଣ” ଓ “କଷ୍ଟକର”
1JN 5 4 i2bf πᾶν τὸ γεγεννημένον ἐκ τοῦ Θεοῦ, νικᾷ 1 everyone who is born from God overcomes ଈଶ୍ବରଙ୍କ ସମସ୍ତ ସନ୍ତାନମାନେ ବିଜୟ ହୋଇଛନ୍ତି
1JN 5 4 g3uw νικᾷ τὸν κόσμον 1 overcomes the world ଜଗତ ଉପରେ ବିଜୟ ପାଇଛନ୍ତି, “ଜଗତ ବିରୁଦ୍ଧରେ ସଫଳତା ପାଇଛନ୍ତି,” କିମ୍ବା “ଯାହା ଅବିଶ୍ବାସୀମାନେ କରନ୍ତି ସେହି ମନ୍ଦ କାର୍ଯ୍ୟ କରିବାକୁ ନାସ୍ତି କରନ୍ତି”
1JN 5 1 h8if ἐκ τοῦ Θεοῦ γεγέννηται 1 is born from God [2:29](https://create.translationcore.com/02/29.md) ରେ ଆପଣ ଏହି ରୂପକକୁ କିପରି ବ୍ୟାଖ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ବିଶ୍ୱାସ କରନ୍ତି ଈଶ୍ଵର ସେ ପ୍ରତ୍ୟେକଙ୍କର ଆତ୍ମିକ ପିତା ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 2 ukc7 0 Because of this we know that we love God's children, when we love God and do his commandments. ଏହା ଏକ ରୂଢ଼ି ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ତାହା ଜାଣୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 5 3 ve87 αὕτη γάρ ἐστιν ἡ ἀγάπη τοῦ Θεοῦ, ἵνα τὰς ἐντολὰς αὐτοῦ τηρῶμεν 1 For this is love for God: that we keep his commandments ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପୂର୍ବ ପଦରେ ଯୋହନ ଦେଇଥିବା ବାକ୍ୟର କାରଣ କ’ଣ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ? ବିକଳ୍ପ ଅନୁବାଦ: “ଏବଂ ଏହି କାରଣରୁ: ଯଦି ଆମ୍ଭେମାନେ  ପ୍ରକୃତରେ ଈଶ୍ଵରଙ୍କୁ  ପ୍ରେମ କରୁ, ତେବେ ଆମ୍ଭେମାନେ ଅନ୍ୟ ବିଶ୍ଵାସୀମାନଙ୍କୁ ପ୍ରେମ କରୁ, ଯେପରି ସେ ଆଜ୍ଞା ଦେଇଛନ୍ତି । ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 3 uik3 αἱ ἐντολαὶ αὐτοῦ βαρεῖαι οὐκ εἰσίν 1 his commandments are not burdensome ଏଠାରେ, **ରଖିବା** ଏକ ରୂଢ଼ି ଅଟେ ଯାହାର ଅର୍ଥ ହେଉଛି “ପାଳନ କରିବା।” ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତାହାଙ୍କ  ଆଜ୍ଞା ପାଳନ କରିବା ଉଚିତ୍” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 5 3 c5z1 βαρεῖαι 1 burdensome ଯୋହନ ଆଳଙ୍କାରିକ ଭାବରେ ଈଶ୍ଵରଙ୍କ **ଆଜ୍ଞାଗୁଡିକ** ବିଷୟରେ କହନ୍ତି ଯେପରି ସେଗୁଡ଼ିକର ଓଜନ ଥିଲା କିନ୍ତୁ ଅଧିକ ଓଜନ କରିନଥିଲେ । ବିକଳ୍ପ ଅନୁବାଦ: “ତାହାଙ୍କ ଆଜ୍ଞାଗୁଡ଼ିକ ପାଳନ କରିବା କଷ୍ଟକର ନୁହେଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 4 i2bf πᾶν τὸ γεγεννημένον ἐκ τοῦ Θεοῦ, νικᾷ 1 everyone who is born from God overcomes [2:29](https://create.translationcore.com/02/29.md) ରେ ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କଲେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ସେସମସ୍ତେ ଯାହାର ପିତା ଈଶ୍ଵର ଅଟନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 5 4 g3uw νικᾷ τὸν κόσμον 1 overcomes the world [2:13](https://create.translationcore.com/02/13.md) ପରି, ଯୋହନ **ଜୟ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ସେ ବିଶ୍ଵାସୀମାନଙ୍କ ଧାର୍ମିକ ବ୍ୟବସ୍ଥାରେ ବଞ୍ଚିବାକୁ ଅଗ୍ରାହ୍ୟ କରିବା ବିଷୟରେ କହନ୍ତି  ଯେପରି ବିଶ୍ଵାସୀମାନେ ସେହି ବ୍ୟବସ୍ଥାକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି। ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥାରେ ବାସ କରେ ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 4 yq2d figs-metonymy τὸν κόσμον 1 the world ଏହି ଅନୁଚ୍ଛେଦରେ ବ୍ୟବହୃତ “ଜଗତ” ଶଦ୍ଦ ସମସ୍ତ ପାପୀ ଲୋକମାନଙ୍କ ନିମନ୍ତେ ଏବଂ ଜଗତରେ ମନ୍ଦ ପ୍ରଥାକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଜଗତରେ ଥିବା ସମସ୍ତ ବିଷୟ ଈଶ୍ବରଙ୍କ ବିରୋଧି ଅଟେ” (ଦେଖ: [[rc://en/ta/man/translate/figs-metonymy]])
1JN 5 4 tf9x 0 And this is the victory that has overcome the world, even our faith ଏବଂ ଏହା ସେହି ଶକ୍ତି ଯାହା ଈଶ୍ବରଙ୍କ ବିରୁଦ୍ଧରେ ପାପଠାରୁ ପ୍ରତିରୋଧ କରିବା ନିମନ୍ତେ ଆମମାନଙ୍କୁ ଶକ୍ତି ଯୋଗାଏ: ଆମ୍ଭମାନଙ୍କର ବିଶ୍ବାସ କିମ୍ବା “ଏବଂ ଏହା ଆମ୍ଭମାନଙ୍କର ବିଶ୍ବାସ ଯାହା ଈଶ୍ବରଙ୍କ ବିରୁଦ୍ଧରେ ପାପ କରିବା ନିମନ୍ତେ ଆମମାନଙ୍କୁ ପ୍ରବର୍ତ୍ତାଉ ଥିବା ସମସ୍ତଠାରୁ ପ୍ରତିରୋଧ କରିବା ନିମନ୍ତେ ଆମମାନଙ୍କୁ ଶକ୍ତି ଯୋଗାଏ ”
1JN 5 5 qm85 figs-rquestion τίς ἐστιν ... ὁ νικῶν τὸν κόσμον 1 Who is the one who overcomes the world? ଯୋହନ ଶିକ୍ଷା ଦେବାକୁ ଚାହୁଁଥିବା କୌଣସି ବିଷୟ ଆରମ୍ଭ କରିବା ନିମନ୍ତେ ଏହି ପ୍ରଶ୍ନର ଉପଯୋଗ କଲେ । ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କିଏ ଜଗତ ଉପରେ ଜୟଲାଭ କରିବ ତାହା କହିବି” (ଦେଖ: [[rc://en/ta/man/translate/figs-rquestion]])

Can't render this file because it contains an unexpected character in line 2 and column 3772.