Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:00:35 +00:00
parent 4abe38d0d7
commit ad0fcb44a0
1 changed files with 1 additions and 1 deletions

View File

@ -240,7 +240,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 18 yg1r figs-activepassive ὁ ... δὲ φοβούμενος, οὐ τετελείωται ἐν τῇ ἀγάπῃ 1 But the one who fears has not been made perfect in love [2:5](https://create.translationcore.com/02/05.md) ରେ ଆପଣ କିପରି ଏହି ଅଭିବ୍ୟକ୍ତି ଅନୁବାଦ କଲେ ଦେଖନ୍ତୁ । ଏଠାରେ, **ପ୍ରେମ** ଶବ୍ଦର ଅର୍ଥ ହୋଇପାରେ: (1) ଏହାର ଅର୍ଥ ଆମ୍ଭମାନଙ୍କ ପ୍ରତି ଈଶ୍ଵରଙ୍କ ପ୍ରେମ । ବିକଳ୍ପ ଅନୁବାଦ: “ତେଣୁ ଯଦି କେହି ଭୟ କରେ, ତେବେ ଈଶ୍ଵରଙ୍କ ପ୍ରେମ ତାହା ଜୀବନରେ ଏହାର ଉଦ୍ଦେଶ୍ୟ ସିଦ୍ଧ କରି ନାହିଁ” (2) ଏହାର ଅର୍ଥ ଈଶ୍ଵରଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମ ହୋଇପାରେ। UST ଏହାକୁ ଏହିପରି ବ୍ୟାଖ୍ୟା କରେ । ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 4 20 tfq3 τὸν ... ἀδελφὸν αὐτοῦ μισῇ 1 hates his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 20 a8zh figs-doublenegatives ὁ γὰρ μὴ ἀγαπῶν τὸν ἀδελφὸν αὐτοῦ, ὃν ἑώρακεν, τὸν Θεὸν, ὃν οὐχ ἑώρακεν, οὐ δύναται ἀγαπᾶν 1 the one who does not love his brother, whom he has seen, cannot love God, whom he has not seen ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକ ଶବ୍ଦକୁ ଏକ ସକାରାତ୍ମକ ବାକ୍ୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କେବଳ ଯେଉଁମାନେ ନିଜ ସହବିଶ୍ଵାସୀମାନଙ୍କୁ ପ୍ରେମ କରନ୍ତି … ସେମାନେ ଈଶ୍ଵରଙ୍କୁ  ପ୍ରେମ କରିପାରିବେ” ( [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 5 intro bxm4 0 # 1 ଯୋହନ 5 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1.      ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (5:1-12)

2.      ପତ୍ରର ସମାପ୍ତି (5:13-21)

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

**“****ମୃତ୍ୟୁ ପ୍ରତି ଏକ ପାପ”**

ଯୋହନଙ୍କର ଏହି ବାକ୍ୟାଂଶର ଅର୍ଥ କ’ଣ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ । “ମୃତ୍ୟୁ” ଶବ୍ଦ ଶାରୀରିକ ମୃତ୍ୟୁ କିମ୍ବା ଆତ୍ମିକମୃତ୍ୟୁ, ଅର୍ଥାତ୍ ଈଶ୍ଵର ଙ୍କଠାରୁ ଅନନ୍ତ ପୃଥକତାକୁ ବୁଝାଇପାରେ । [5:16](https://create.translationcore.com/05/16.md)  ଟିପ୍ପଣୀଗୁଡ଼ିକରେ ପରବର୍ତ୍ତୀ ଆଲୋଚନା ଦେଖନ୍ତୁ । ( [[rc://en/tw/dict/bible/other/death]]ଦେଖନ୍ତୁ)

### “ସମସ୍ତ  ଜଗତ  ମନ୍ଦ ଲୋକର ଅଧିକାରରେ ଅଛି”

“ମନ୍ଦ” ଶବ୍ଦଟି ଶୟତାନକୁ ବୁଝାଏ । ଈଶ୍ଵର ତାକୁ ଜଗତକୁ ଶାସନ କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ, ଇଶ୍ବାର ପ୍ରତ୍ୟେକ ବିଷୟ ଉପରେ ନିୟନ୍ତ୍ରଣ କରନ୍ତି । ଈଶ୍ଵର ଆପଣା ସନ୍ତାନମାନଙ୍କୁ ମନ୍ଦ ବ୍ୟକ୍ତିଠାରୁ ରକ୍ଷା କରନ୍ତି । ( [[rc://en/tw/dict/bible/kt/satan]]ଦେଖନ୍ତୁ)

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗ ସମସ୍ୟାଗୁଡ଼ିକ

### [5:7-8](https://create.translationcore.com/05/07.md) ରେ, ସମସ୍ତ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ: “ ଆତ୍ମା, ଜଳ ଓ ରକ୍ତ ଏହିତିନି ଜଣ ଏକ  ଅଟନ୍ତି ଏବଂ ତିନିଜଣ ସାକ୍ଷ୍ୟ ଦିଅନ୍ତି।” ULT ଏହିପରି ଅନୁବାଦ କରେ । କେତେକ ପରବର୍ତ୍ତୀ ପାଣ୍ଡୁଲିପିରେ: “କାରଣ ସ୍ୱର୍ଗରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ପିତା, ବାକ୍ୟ ଏବଂ ପବିତ୍ର ଆତ୍ମା, ଏବଂ ଏହି ତିନିଜଣ ଏକ; ପୃଥିବୀରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ଆତ୍ମା, ଜଳ ଓ ରକ୍ତ, ଏବଂ ଏହି ତିନି ଜଣ ଏକ” ଅଟନ୍ତି । ଏଠାରେ, ଅନୁବାଦକମାନଙ୍କୁ ULT ପାଠ୍ୟ ପରି ଅନୁବାଦ କରିବାକୁ ପରାମର୍ଶ ଦିଆଯାଇଛି, ଯେହେତୁ ସଠିକ୍ ପଠନକୁ ଅନୁସରଣ କରୁଥିବା ବ୍ୟାପକ ଚୁକ୍ତିନାମା ଅଛି । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ପୁରାତନ ସଂସ୍କରଣ ଅଛି, ଯାହାର ଅଧିକ ପଠନ ହୁଏ, ଆପଣ ଏହାକୁ ଅନ୍ତର୍ଭୁକ୍ତ କରିପାରିବେ, କିନ୍ତୁ 1 ଯୋହନର ମୂଳ ସଂସ୍କରଣରେ ନୁହେଁ ବୋଲି ସୂଚାଇବା ପାଇଁ ଆପଣ ଏହାକୁ ବର୍ଗ ବନ୍ଧନୀରେ ରଖିବା ଉଚିତ୍ \[\]। ( [[rc://en/ta/man/translate/translate-textvariants]]ଦେଖନ୍ତୁ)” ଏହି ସମଗ୍ର ଜଗତ ଏକ ମନ୍ଦ ଶକ୍ତିରେ ପରିପୂର୍ଣ୍ଣ ହୋଇଅଛି”

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

1JN 5 1 nej3 0 General Information:
1JN 5 1 h8if ἐκ τοῦ Θεοῦ γεγέννηται 1 is born from God ଈଶ୍ବରଙ୍କ ଜଣେ ସନ୍ତାନ ଅଟନ୍ତି
1JN 5 2 ukc7 0 Because of this we know that we love God's children, when we love God and do his commandments. ଯେତେବେଳେ ଆମ୍ଭେମାନେ ଈଶ୍ବରଙ୍କୁ ପ୍ରେମ କରୁ ଏବଂ ଯାହା ସେ ଆଜ୍ଞା କରନ୍ତି ତାହା ପାଳନ କରୁ, ତେବେ ଆମ୍ଭେମାନେ ଜାଣି ପାରିବା ଯେ ଆମ୍ଭେମାନେ ତାହାଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ

Can't render this file because it contains an unexpected character in line 2 and column 3772.