Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-25 15:15:31 +00:00
parent d2e3fc4413
commit fcfbc76a0b
1 changed files with 9 additions and 9 deletions

View File

@ -149,15 +149,15 @@ JAS 2 22 l1gj figs-metonymy βλέπεις 1 You see ଏଠାରେ, **ଦେ
JAS 2 22 vde4 ἡ πίστις συνήργει τοῖς ἔργοις αὐτοῦ, καὶ ἐκ τῶν ἔργων ἡ πίστις ἐτελειώθη 1 faith worked with his works, and that by works his faith was fully developed ଯାକୁବ **ବିଶ୍ୱାସ** ଏବଂ **କର୍ମ** ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେଗୁଡ଼ିକ ଜୀବିତ ଏବଂ ଏକତ୍ର କାମ କରି ପରସ୍ପରକୁ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଅବ୍ରହାମ ତାଙ୍କ ବିଶ୍ୱାସ ଦ୍ୱାରା ଏହି କାର୍ଯ୍ୟ କରିବା ପାଇଁ ଶକ୍ତିଶାଳୀ ହୋଇଥିଲେ ଏବଂ ଏହି କାର୍ଯ୍ୟଗୁଡ଼ିକ କରିବା ଦ୍ୱାରା ତାଙ୍କର ବିଶ୍ୱାସ ଆହୁରି ଦୃଢ଼ ହେଲା” ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 2 22 bd9d βλέπεις 1 You see
JAS 2 23 qh4i figs-activepassive ἐπληρώθη ἡ Γραφὴ 1 The scripture was fulfilled ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରି ପାରିବେ। ବିକଳ୍ପ ଅନୁବାଦ: “ଏହା ଶାସ୍ତ୍ରର ବାକ୍ୟକୁ ସଫଳ କଲା” [[rc://or/ta/man/translate/figs-activepassive]]ଦେଖନ୍ତୁ)
JAS 2 23 l818 figs-metaphor ἐλογίσθη αὐτῷ εἰς δικαιοσύνην 1 it was counted to him as righteousness "ଈଶ୍ବର ତାହାଙ୍କ ବିଶ୍ବାସକୁ ଧାର୍ମିକତା ସଦୃଶ ସମ୍ମାନିତ କଲେ । ଅବ୍ରାହାମଙ୍କ ବିଶ୍ବାସ ଏବଂ ଧାର୍ମିକତାକୁ ଏପରି କୁହାଯାଇଛି ଯେପରି ସେମାନଙ୍କର ମୂଲ୍ୟ ଥିବା ସଦୃଶ ଗଣାଯାଇପାରିବ । (ଦେଖ: [[rc://or/ta/man/translate/figs-metaphor]])
JAS 2 24 yha5 figs-activepassive ἐξ ἔργων δικαιοῦται ἄνθρωπος, καὶ οὐκ ἐκ πίστεως μόνον 1 it is by works that a man is justified, and not only by faith କାର୍ଯ୍ୟ ଏବଂ ବିଶ୍ବାସ ଜଣେ ବ୍ୟକ୍ତିକୁ ଧାର୍ମିକତା କରାଇଥାଏ, ଏବଂ କେବଳ ବିଶ୍ବାସ ନୁହେ । ଯାକୁବ କାର୍ଯ୍ୟ ବିଷୟରେ କହନ୍ତି ଯେପରି ସେମାନଙ୍କୁ ପ୍ରାପ୍ତ କଲା ଭଲି ବସ୍ତୁ ଥିଲେ । (ଦେଖ: [[rc://or/ta/man/translate/figs-activepassive]] ଏବଂ [[rc://or/ta/man/translate/figs-metaphor]])
JAS 2 25 hir8 ὁμοίως δὲ καὶ Ῥαὰβ ἡ πόρνη οὐκ ἐξ ἔργων ἐδικαιώθη 1 In the same way also ... justified by works ଯାକୁବ କହନ୍ତି ଯେ ଯେଉଁ ବିଷୟ ଅବ୍ରାହାମଙ୍କ ସହିତ ହୋଇଥିଲା ତାହା ରାହାବଙ୍କଠାରେ ମଧ୍ୟ ସତ୍ୟ ଥିଲା । ଉଭୟେ କର୍ମ ଦ୍ବାରା ଧାର୍ମିକ ହୋଇଥିଲେ ।
JAS 2 25 dcv5 figs-rquestion Ῥαὰβ ἡ πόρνη οὐκ ἐξ ἔργων ἐδικαιώθη, ὑποδεξαμένη τοὺς ἀγγέλους, καὶ ἑτέρᾳ ὁδῷ ἐκβαλοῦσα 1 was not Rahab the prostitute justified by works ... another road? ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ନିର୍ଦେଶ ଦେବା ନିମନ୍ତେ ଏହି ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା ରାହାବ ବେଶ୍ୟାର ଏକ କାର୍ଯ୍ୟ ଯାହା ତାହାକୁ ଧାର୍ମିକ କରିଥିଲା...ଅନ୍ୟ ଏକ ପଥରେ ।” (ଦେଖ: [[rc://or/ta/man/translate/figs-rquestion]] ଏବଂ [[rc://or/ta/man/translate/figs-activepassive]])
JAS 2 25 pn2f Ῥαὰβ ἡ πόρνη 1 Rahab the prostitute ଯାକୁବଙ୍କ ଇଚ୍ଛା ଥିଲା ଯେ ତାହାଙ୍କ ଶ୍ରୋତାମାନେ ପୂରାତନ ନିୟମର କାହାଣୀ ରାହାବ ବିଷୟରେ ଜାଣନ୍ତୁ ।
JAS 2 25 bx6i figs-metaphor ἐξ ἔργων ἐδικαιώθη 1 justified by works ଯାକୁବ କର୍ମ ବିଷୟରେ କହନ୍ତି ଯାହାକୁ ଅଧିକାର କରାଯାଇପାରିବ । (ଦେଖ: [[rc://or/ta/man/translate/figs-metaphor]])
JAS 2 25 af9u ἀγγέλους 1 messengers ଅନ୍ୟ ସ୍ଥାନରୁ ଯେଉମାନେ ସୁସମାଚାର ଆଣନ୍ତି
JAS 2 25 xm5m ἑτέρᾳ ὁδῷ ἐκβαλοῦσα 1 sent them away by another road ତାପରେ ସେମାନଙ୍କୁ ସହର ଛାଡି ଯିବାକୁ ସାହାଯ୍ୟ କଲା"
JAS 2 26 uum8 figs-metaphor ὥσπερ γὰρ τὸ σῶμα χωρὶς πνεύματος νεκρόν ἐστιν οὕτως καὶ ἡ πίστις χωρὶς ἔργων νεκρά ἐστιν 1 For as the body apart from the spirit is dead, even so faith apart from works is dead ଯାକୁବ କର୍ମ ବିନା ବିଶ୍ବାସ ବିଷୟରେ ଏପରି କହନ୍ତି ଯେପରି ଏହା ଆତ୍ମା ବିନା ଏକ ମୃତ ଶରୀର ଥିଲା । (ଦେଖ : [[rc://or/ta/man/translate/figs-metaphor]])
JAS 2 23 l818 figs-metaphor ἐλογίσθη αὐτῷ εἰς δικαιοσύνην 1 it was counted to him as righteousness [ଆଦିପୁସ୍ତକ 15:6](https://create.translationcore.com/gen/15/06.md)ରୁ ଏହା ଏକ ଉଦ୍ଧୃତି ଅଟେ । ଯାକୁବ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ଜାଣିପାରିବେ ଯେ ଏହା ଅବ୍ରହାମ କିପରି ଈଶ୍ଵରଙ୍କ ପ୍ରତିଜ୍ଞା ଉପରେ ପ୍ରତିକ୍ରିୟା ପ୍ରକାଶ କଲେ, ଯଦିଓ ସେ ଏବଂ ତାଙ୍କ ସ୍ତ୍ରୀ ବୃଦ୍ଧ ଥିଲେ ଏବଂ ତାଙ୍କର କୌଣସି ସନ୍ତାନ ନ ଥିଲେ, ତାଙ୍କର ଆକାଶର ତାରାଗଣ ପରି ଅନେକ ବଂଶଧର ହେବେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଆପଣ ଏହାର ଏକ ସ୍ପଷ୍ଟ ସୂଚନା ଦେଇପାରିବେ । ବିକଳ୍ପ ଅନୁବାଦ: “ଅବ୍ରହାମଙ୍କ ଅନେକ ବଂଶ ହେବେ ବୋଲି ସେ ଈଶ୍ଵରଙ୍କ ପ୍ରତିଜ୍ଞାକୁ ବିଶ୍ଵାସ କଲେ ତେଣୁ ଈଶ୍ଵର ଅବ୍ରହାମଙ୍କୁ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ବିବେଚନା କଲେ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 24 yha5 figs-activepassive ἐξ ἔργων δικαιοῦται ἄνθρωπος, καὶ οὐκ ἐκ πίστεως μόνον 1 it is by works that a man is justified, and not only by faith ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହିତ ଧାର୍ମିକ ହେଲେ” କିମ୍ବା “ଈଶ୍ଵରଙ୍କ ସହିତ ଧାର୍ମିକ ସମ୍ପର୍କ ସ୍ଥାପନ କଲେ” । (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 2 25 hir8 ὁμοίως δὲ καὶ Ῥαὰβ ἡ πόρνη οὐκ ἐξ ἔργων ἐδικαιώθη 1 In the same way also ... justified by works ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଏହି ପ୍ରସଙ୍ଗରେ **ସମାନ** ଅର୍ଥ କ’ଣ ଆତେ ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅବ୍ରହାମଙ୍କ ପରି” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 25 dcv5 figs-rquestion Ῥαὰβ ἡ πόρνη οὐκ ἐξ ἔργων ἐδικαιώθη, ὑποδεξαμένη τοὺς ἀγγέλους, καὶ ἑτέρᾳ ὁδῷ ἐκβαλοῦσα 1 was not Rahab the prostitute justified by works ... another road? ଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ରାହାବ ବେଶ୍ୟା ମଧ୍ୟ ଗୁପ୍ତଚରମାନଙ୍କୁ ସ୍ୱାଗତ କରି, ସେମାନଙ୍କୁ ଅନ୍ୟ ପଥରେ ପଠାଇଥିବା ହେତୁରୁ ସେହିପରି ଧାର୍ମିକ ଗଣିତ ହେଲେ” (: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 2 25 pn2f Ῥαὰβ ἡ πόρνη 1 Rahab the prostitute ଯିହୋଶୂୟଙ୍କ ପୁସ୍ତକରେ ଲିପିବଦ୍ଧ ହୋଇଥିବା ଘଟଣାକୁ ଯାକୁବ ଅନୁମାନ କରିଛନ୍ତି ଯେ ତାଙ୍କ ପାଠକମାନେ ଜାଣିପାରିବେ ଯେଉଁଥିରେ ଯିହୋଶୂୟ କିଣାନ ଦେଶ ଅନୁସନ୍ଧାନ କରିବାକୁ ଦୁଇଜଣ ଗୁପ୍ତଚରକୁ ପଠାଇଥିଲେ। ରାହାବ ତାଙ୍କ ଘରେ ଏହି ଗୁପ୍ତଚରମାନଙ୍କ ପାଇଁ ସୁରକ୍ଷା ଏବଂ ଆଶ୍ରୟ ପ୍ରଦାନ କରିଥିଲେ, ଏବଂ ତା’ପରେ ସେ ସେମାନଙ୍କୁ ଏକ ମାର୍ଗ ଦେଇ ନିରାପଦରେ ପଠାଇ ଦେଇଥିଲେ ଯାହା ଦ୍ଵାରା ସେମାନଙ୍କ ଅନୁସରଣକାରୀମାନେ ସେମାନଙ୍କୁ ପାଇବେ ନାହିଁ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଆପଣ ଏହାର ଏକ ସ୍ପଷ୍ଟ ସୂଚନା ଦେଇପାରିବେ । ବିକଳ୍ପ ଅନୁବାଦ: “ଯିହୋଶୂୟ କିଣାନ ଦେଶ ଅନୁସନ୍ଧାନ କରିବାକୁ ପଠାଇ ଥିବା ଗୁପ୍ତଚରମାନଙ୍କ ପ୍ରତି ଯେତେବେଳେ ସେ ତାଙ୍କ ଘରେ ଆଶ୍ରୟ ଏବଂ ନିରାପତ୍ତା ଯୋଗାଇଦେଲେ, ଏବଂ ଯେତେବେଳେ ସେ ଏହି ଗୁପ୍ତଚରମାନଙ୍କୁ ଏକ ମାର୍ଗ ଦେଇ ନିରାପଦରେ ପଠାଇଲେ ଯାହା ଫଳରେ ସେମାନଙ୍କ ଅନୁସରଣକାରୀମାନେ ସେମାନଙ୍କୁ ପାଇବେ ନାହିଁ । (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 25 bx6i figs-metaphor ἐξ ἔργων ἐδικαιώθη 1 justified by works ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏକ ସମାନ ଅଭିବ୍ୟକ୍ତି ସହ ଭାବ ବାଚକ ବିଶେଷ୍ୟ **କର୍ମ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ଯାହା କଲେ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 2 25 af9u ἀγγέλους 1 messengers
JAS 2 25 xm5m ἑτέρᾳ ὁδῷ ἐκβαλοῦσα 1 sent them away by another road ଯେହେତୁ ସେଠାରେ ଦୁଇଜଣ **ଦୂତ** ଥିଲେ, **ସେମାନଙ୍କ** ସର୍ବନାମ ଦ୍ୱିବଚନ ହେବ, ଯଦି ଆପଣଙ୍କ ଭାଷା ଏହା ବ୍ୟବହାର କରେ ଆପଣ ବ୍ୟବହାର କରନ୍ତୁ । [[rc://en/ta/man/translate/writing-pronouns]])ଦେଖନ୍ତୁ)
JAS 2 26 uum8 figs-metaphor ὥσπερ γὰρ τὸ σῶμα χωρὶς πνεύματος νεκρόν ἐστιν οὕτως καὶ ἡ πίστις χωρὶς ἔργων νεκρά ἐστιν 1 For as the body apart from the spirit is dead, even so faith apart from works is dead **ବିଶ୍ୱାସ** ବିଷୟରେ ଯାକୁବ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଜୀବନ୍ତ ବିଷୟ ଅଟେ କିନ୍ତୁ ଯଦି ତାହା କର୍ମ ନ କରନ୍ତା ତେବେ ଜୀବନ୍ତ ନଥାନ୍ତା । ବିକଳ୍ପ ଅନୁବାଦ: “ଯଦି କେହି ଆପଣା ବିଶ୍ୱାସକୁ କର୍ମରେ ପ୍ରକାଶ କରେ ନାହିଁ ତେବେ ଏହା ତାହାର ପ୍ରକୃତ ବିଶ୍ୱାସ ନୁହେଁ” [[rc://en/ta/man/translate/figs-personification]])ଦେଖନ୍ତୁ)
JAS 3 intro py3p 0 # ଯାକୁବ 3 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ବାକ୍ୟରେ ଆତ୍ମସଂଯମତାର ଆବଶ୍ୟକତା (3:1-12)
2. ସାଂସାରିକ ଜ୍ଞାନ ଏବଂ ସ୍ୱର୍ଗୀୟ ଜ୍ଞାନରେ ପ୍ରଭେଦ (3:13-18)

## **ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର**

### ରୂପକ

ଏହି ଅଧ୍ୟାୟରେ, ଯାକୁବ ଦୈନନ୍ଦିନ ଜୀବନରୁ ଅନେକ ଦୃଷ୍ଟାନ୍ତ ବ୍ୟବହାର କରି ଈଶ୍ଵଙ୍କୁ ସନ୍ତୁଷ୍ଟ କରୁଥିବା ଉପାୟରେ ଜୀବନଯାପନ କରିବାକୁ ପାଠକମାନଙ୍କୁ ଶିକ୍ଷା ଦିଅନ୍ତି । ସେ [3:3](https://create.translationcore.com/03/03.md)ରେ ଘୋଡା, [3:4](https://create.translationcore.com/03/04.md) ରେ ଜାହାଜ, [3:5](https://create.translationcore.com/03/05.md)ରେ ଅରଣ୍ୟ ନିଆଁ, [3:7](https://create.translationcore.com/03/07.md) ରେ ସମସ୍ତ ପ୍ରକାର ପଶୁ, [3:11](https://create.translationcore.com/03/11.md)ରେ ଜଳଚର ଏବଂ[3:12](https://create.translationcore.com/03/12.md)ରେ ଫଳବୃକ୍ଷ ବିଷୟରେ କହନ୍ତ । ([[rc://or/ta/man/translate/figs-metaphor]] ଦେଖନ୍ତୁ)
JAS 3 1 p4uu figs-genericnoun μὴ πολλοὶ 1 Not many of you ଯାକୁବ ଏକ ସାଧାରଣ ଉକ୍ତି ଦେଉଛନ୍ତି । (ଦେଖ : [[rc://or/ta/man/translate/figs-genericnoun]])
JAS 3 1 c36b ἀδελφοί μου 1 my brothers ମୋହର ସାଥୀ ବିଶ୍ବାସୀମାନେ

Can't render this file because it contains an unexpected character in line 2 and column 3842.