Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-25 15:10:42 +00:00
parent bf46410410
commit d2e3fc4413
1 changed files with 25 additions and 25 deletions

View File

@ -124,31 +124,31 @@ JAS 2 12 yp6i figs-activepassive διὰ νόμου ἐλευθερίας μέλ
JAS 2 12 ik76 διὰ νόμου 1 by means of the law
JAS 2 12 e87r νόμου ἐλευθερίας 1 the law of freedom ଯେପରି [1:25](https://create.translationcore.com/01/25.md) ରେ, ଯାକୁବ **ସ୍ୱାଧୀନତା** ଆଣିଥିବା **ବ୍ୟବସ୍ଥା****କୁ** ବର୍ଣ୍ଣନା କରିବା ପାଇଁ ଅଧିକାରୀକ ଗଠନ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: " ବ୍ୟବସ୍ଥା ଯାହା ସ୍ୱାଧୀନତା ଆଣିଥାଏ" ” (: [[rc://en/ta/man/translate/figs-possession]]ଦେଖନ୍ତୁ)
JAS 2 13 yv6l figs-personification κατακαυχᾶται ἔλεος κρίσεως 1 Mercy triumphs over ଯାକୁବ ସାଙ୍କେତିକ ଭାବରେ **ବିଚାର** ବିଷୟରେ କହନ୍ତି ଯେପରି ଏହା ଏକ ଜୀବନ୍ତ ବିଷୟ ଯାହା **ନିର୍ଦ୍ଦୟ** ଭାବରେ କାର୍ଯ୍ୟ କରିପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ଵର ଲୋକମାନଙ୍କୁ ବିଚାର କରନ୍ତି, ସେ ଅନ୍ୟମାନଙ୍କ ପ୍ରତି ଦୟା କରିବେ ନାହିଁ, ଯେଉଁମାନେ ଅନ୍ୟମାନଙ୍କ ପ୍ରତି ଦୟା ଦେଖାଇ ନାହାଁନ୍ତି” [[rc://or/ta/man/translate/figs-personification]])ଦେଖନ୍ତୁ)
JAS 2 14 h384 0 Connecting Statement: ଯାକୁବ ଛିନ୍ନଭିନ୍ନ ହୋଇଥିବା ବିଶ୍ବାସୀମାନଙ୍କୁ ଅନ୍ୟମାନଙ୍କଠାରେ ସେମାନଙ୍କ ବିଶ୍ବାସ ଦେଖାଇବା ନିମନ୍ତେ ଉତ୍ସାହିତ କରୁଛନ୍ତି, ଯେପରି ଅବ୍ରାହମ ତାହାଙ୍କ କର୍ମ ଦ୍ବାରା ଅନ୍ୟମାନଙ୍କ ନିକଟରେ ଆପଣା ବିଶ୍ବାସ ଦେଖାଇଲେ ।
JAS 2 14 k4e4 figs-rquestion τί τὸ ὄφελος, ἀδελφοί μου, ἐὰν πίστιν λέγῃ τις, ἔχειν ἔργα, δὲ μὴ ἔχῃ 1 What good is it, my brothers, if someone says he has faith, but he has no works? ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା କଦାପି ଉତ୍ତମ ନୁହେଁ, ସହ ବିଶ୍ବସିମାନେ, ଯଦି କେହି କହେ ଯେ ସେ ବିଶ୍ବାସ କରେ, କିନ୍ତୁ ତାହାଠାରେ କୌଣସି କର୍ମ ନାହି ବା ସେ କର୍ମ କରୁନାହି ।” (ଦେଖ: [[rc://or/ta/man/translate/figs-rquestion]])
JAS 2 14 c234 figs-abstractnouns ἐὰν πίστιν λέγῃ τις ἔχειν, ἔργα δὲ μὴ ἔχῃ 1 if someone says he has faith, but he has no works ଏହା ଭାବବାଚକ ବିଶେଷଣ “ବିଶ୍ବାସ” ଓ “କର୍ମ” କୁ ନଲେଖି ପୁନର୍ବାର ବ୍ୟକ୍ତ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି କେହି କହେ ଯେ ସେ ଈଶ୍ବରଙ୍କଠାରେ ବିଶ୍ବାସ କରେ, କିନ୍ତୁ ଈଶ୍ବର ଯାହା ଆଜ୍ଞା କରନ୍ତି ସେ ତାହା କରେ ନାହିଁ” (ଦେଖ: [[rc://or/ta/man/translate/figs-abstractnouns]])
JAS 2 14 z9q8 figs-rquestion μὴ δύναται ἡ πίστις σῶσαι αὐτόν? 1 Can that faith save him? ଯାକୁବ ଆପଣା ଶ୍ରୋତାମାନଙ୍କୁ ଶିକ୍ଷାଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଏହି ଭାବବାଚକ ବିଶେଷ୍ୟ “ବିଶ୍ବାସ”କୁ ଦୂର କରିବା ନିମନ୍ତେ ପୁନର୍ବାର ବ୍ୟକ୍ତ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେହି ବିଶ୍ବାସ ତାହାକୁ ରକ୍ଷା କରି ପାରିବ ନାହିଁ ।” ବା “ଯଦି କୌଣସି ବ୍ୟକ୍ତି ଈଶ୍ବର ଯାହା ଆଜ୍ଞା କରନ୍ତି ତାହା ସେ ପାଳନ କରେ ନାହିଁ, ତେବେ ସେ କେବଳ ଈଶ୍ବରଙ୍କ ଠାରେ ବିଶ୍ବାସ କରୁଅଛି କହେ, ତାହା ତାହାକୁ ରକ୍ଷା କରିବ ନାହିଁ ।” (ଦେଖ: [[rc://or/ta/man/translate/figs-rquestion]] ଏବଂ [[rc://or/ta/man/translate/figs-abstractnouns]])
JAS 2 14 g8kr σῶσαι αὐτόν 1 save him ଈଶ୍ବରଙ୍କ ବିଚାରରୁ ତାହାକୁ ଛାଡି ଦିଅ"
JAS 2 15 f6el ἀδελφὸς ἢ ἀδελφὴ 1 brother or sister ଖ୍ରୀଷ୍ଟଙ୍କଠାରେ ଜଣେ ସାଥୀ, ପୁରୁଷ ବା ମହିଳା ହୋଇପାରେ
JAS 2 16 lj89 figs-metonymy θερμαίνεσθε 1 stay warm ଏହାର ଅର୍ଥ ଏହା ହୋଇପାରେ “ପରିଧାନ କରିବା ନିମନ୍ତେ ଅଧିକ ବସ୍ତ୍ର ଅଛି” ବା “ଶୟନ କରିବା ନିମନ୍ତେ ଏକ ସ୍ଥାନ ଅଛି ।” (ଦେଖ: [[rc://or/ta/man/translate/figs-metonymy]])
JAS 2 16 ngj8 figs-explicit χορτάζεσθε 1 be filled ଖାଦ୍ୟ ସେମାନଙ୍କ ପୂର୍ଣ୍ଣ କରିବା ବିଷୟ ଅଟେ । ଏହାକୁ ସ୍ପଷ୍ଟଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଖାଦ୍ୟରେ ପୂର୍ଣ୍ଣ ହୁଅ” ବା “ଭୋଜନରେ ତୃପ୍ତ ହୁଅ” (ଦେଖ: [[rc://or/ta/man/translate/figs-explicit]])
JAS 2 16 n5jh figs-metonymy τοῦ σώματος 1 for the body ଭୋଜନ କରିବା ନିମନ୍ତେ, ପରିଧାନ କରିବା ନିମନ୍ତେ, ବା ଆରାମରେ ଜୀବନ କାଟିବା ନିମନ୍ତେ (ଦେଖ:[[rc://or/ta/man/translate/figs-metonymy]])
JAS 2 16 yi63 figs-rquestion τί τὸ ὄφελος? 1 what good is that? ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା ଉତ୍ତମ ନୁହେଁ ।” (ଦେଖ: [[rc://or/ta/man/translate/figs-rquestion]])
JAS 2 17 me1d figs-metaphor ἡ πίστις ἐὰν μὴ, ἔχῃ, ἔχῃ ἔργα νεκρά ἐστιν καθ’ ἑαυτήν 1 faith by itself, if it does not have works, is dead ଯାକୁବ ବିଶ୍ବାସ ବିଷୟରେ କହନ୍ତି ଯେପରି ଏହାଠାରେ ଜୀବନ ଥିଲା ଯଦି ଜଣେ ଉତ୍ତମ କର୍ମ କରେ, ଏବଂ ବିଶ୍ବାସ ବିଷୟରେ ଏପରି କହନ୍ତି ଯେପରି ଏହା ମରିଯାଇଥିଲା ଯଦି ଜଣେ ଉତ୍ତମ କର୍ମ କରେନାହି । ଏହି ଭାବବାଚକ ବିଶେଷ୍ୟ “ବିଶ୍ବାସ” ଏବଂ “କାର୍ଯ୍ୟ” ଦୂର କରିବା ନିମନ୍ତେ ଏହାକୁ ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେଉ ବ୍ୟକ୍ତି ଈଶ୍ବରଙ୍କଠାରେ ବିଶ୍ବାସ କରେ ବୋଲି କହେ, କିନ୍ତୁ ଈଶ୍ବରଙ୍କ ଆଜ୍ଞା ପାଳନ କରେ ନାହିଁ, ପ୍ରକୃତରେ ସେ ଈଶ୍ବରଙ୍କଠାରେ ବିଶ୍ବାସ କରେ ନାହିଁ” (ଦେଖ: [[rc://or/ta/man/translate/figs-metaphor]] ଏବଂ [[rc://or/ta/man/translate/figs-abstractnouns]])
JAS 2 18 al63 figs-hypo ἀλλ’ ἐρεῖ τις 1 Yet someone may say ଯାକୁବ ଏକ କାଲ୍ପନିକ ପରିସ୍ଥିତି ବିଷୟରେ ବର୍ଣ୍ଣନା କରନ୍ତି ଯେଉଁଠାରେ କେହି ଜଣେ ତାହାଙ୍କ ଶିକ୍ଷାକୁ ପ୍ରତିରୋଧ କରନ୍ତି । ଯାକୁବ ତାହାଙ୍କ ପାଠକମାନେ ବିଶ୍ବାସ ଓ କର୍ମ ବିଷୟରେ ବୁଝିବା ନିମନ୍ତେ ସଂଶୋଧନ କରୁଛନ୍ତି । (ଦେଖ: [[rc://or/ta/man/translate/figs-hypo]])
JAS 2 18 ii8d figs-abstractnouns σὺ πίστιν ἔχεις, κἀγὼ ἔργα ἔχω; δεῖξόν μοι τὴν πίστιν σου χωρὶς τῶν ἔργων, κἀγώ σοι δείξω ἐκ τῶν ἔργων μου τὴν πίστιν.” 1 "ଯାକୁବ ବର୍ଣ୍ଣନା କରନ୍ତି ଯେ କିପରି ଜଣେ ତାହାଙ୍କ ଶିକ୍ଷାକୁ ବିରୁଦ୍ଧ କରେ ଏବଂ ସେ କେମିତି ପ୍ରତିକ୍ରିୟା କରନ୍ତି । ଏହି ଭାବବାଚକ ବିଶେଷ୍ୟ “ବିଶ୍ବାସ” ଏବଂ “କାର୍ଯ୍ୟ”କୁ ଦୂର କରିବା ନିମନ୍ତେ ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଏହା ଗ୍ରହଣଯୋଗ୍ୟ ଯେ ତୁମେମାନେ ଈଶ୍ବରଙ୍କଠାରେ ବିଶ୍ବାସ କର ଏବଂ ମୁଁ ତାହା କରେ ଯାହା ଈଶ୍ବର ଆଜ୍ଞା କରନ୍ତି । ’ମୋତେ ପ୍ରମାଣ ଦିଅ ଯେ ତୁମେମାନେ ଈଶ୍ବରଙ୍କଠାରେ ବିଶ୍ବାସ କରୁଅଛ ଏବଂ ତାହା କରୁନାହଁ ଯାହା ସେ ଆଜ୍ଞା ଦେଇ ନାହାନ୍ତି, ଏବଂ ମୁଁ ତୁମମାନଙ୍କୁ ଏହା ପ୍ରମାଣ ଦେବି ଯେ ତାହାଙ୍କ ଆଜ୍ଞା ପାଳନ କରିବା ଦ୍ବାରା ମୁଁ ଈଶ୍ବରଙ୍କଠାରେ ବିଶ୍ବାସ କରେ” (ଦେଖ: [[rc://or/ta/man/translate/figs-abstractnouns]])
JAS 2 19 fv39 τὰ δαιμόνια πιστεύουσιν καὶ φρίσσουσιν 1 the demons believe that, and they tremble ଭୂତମାନେ ମଧ୍ୟ ବିଶ୍ବାସ କରନ୍ତି, କିନ୍ତୁ ସେମାନେ ଭୟରେ କମ୍ଫମାନ ହୁଅନ୍ତି । ଯେଉଁମାନେ ବିଶ୍ବାସ କରନ୍ତି ବୋଲି କହନ୍ତି ଓ ଉତ୍ତମ କର୍ମ କରନ୍ତି ନାହିଁ ସେମାନଙ୍କୁ ଯାକୁବ ଭୂତମାନଙ୍କ ସହିତ ତୁଳନା କରନ୍ତି । ଯାକୁବ କହନ୍ତି ଯେ ଭୂତମାନେ ଜ୍ଞାନି ଅଟନ୍ତି କାରଣ ସେମାନେ ଈଶ୍ବରଙ୍କୁ ଭୟ କରନ୍ତି, କିନ୍ତୁ ଅନ୍ୟମାନେ ଭୟ କରନ୍ତି ନାହିଁ ।
JAS 2 20 ax95 figs-rquestion θέλεις δὲ γνῶναι, ὦ ἄνθρωπε κενέ, ὅτι ἡ πίστις χωρὶς τῶν ἔργων ἀργή ἐστιν? 1 Do you want to know, foolish man, that faith without works is useless? ଯାକୁବ ତାହାଙ୍କ ଶିକ୍ଷାର ଅନ୍ୟଭାଗ ବିଷୟରେ ସୂଚନା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ମୋ କଥା ଶୁଣ, ନିର୍ବୋଧ ମନୁଷ୍ୟ, ଏବଂ ମୁଁ ତୁମମାନଙ୍କୁ ଦେଖାଇବି ଯେ କର୍ମବିନା ବିଶ୍ବାସ ମୂଲ୍ୟହୀନ ଅଟେ ।” (ଦେଖ: [[rc://or/ta/man/translate/figs-rquestion]])
JAS 2 20 sd63 figs-abstractnouns ὅτι ἡ πίστις χωρὶς τῶν ἔργων ἀργή ἐστιν 1 that faith without works is useless ଏହାକୁ ଭାବବାଚକ ବିଶେଷ୍ୟ “ବିଶ୍ବାସ” ଏବଂ “କାର୍ଯ୍ୟ”କୁ ଦୂର କରିବା ନିମନ୍ତେ ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ଆଜ୍ଞା କରନ୍ତି ଯଦି ତୁମେମାନେ ତାହା ପାଳନ କରନାହି, ତାହାହେଲେ ତୁମେମାନେ ଈଶ୍ବରଙ୍କଠାରେ ବିଶ୍ବାସ କରୁଅଛ ବୋଲି କହିବା ଏହା ମୂଲ୍ୟହୀନ ଅଟେ” (ଦେଖ: [[rc://or/ta/man/translate/figs-abstractnouns]])
JAS 2 21 ysr8 0 General Information: ଯେହେତୁ ଏସମସ୍ତ ଯିହୁଦୀ ବିଶ୍ବାସୀମାନେ ଅଟନ୍ତି, ସେମାନେ ଅବ୍ରାହମଙ୍କ ବିଷୟରେ ଜାଣିଛନ୍ତି, ଯାହାଙ୍କ ବିଷୟରେ ଈଶ୍ବର ତାହାଙ୍କ ବାକ୍ୟରେ ପୂର୍ବରେ କହିଥିଲେ ।
JAS 2 21 q8iv figs-rquestion Ἀβραὰμ ὁ πατὴρ ἡμῶν οὐκ ἐξ ἔργων ἐδικαιώθη, ἀνενέγκας Ἰσαὰκ τὸν υἱὸν αὐτοῦ ἐπὶ τὸ θυσιαστήριον? 1 Was not Abraham our father justified ... on the altar? ନିର୍ବୋଧ ବ୍ୟକ୍ତିର ଯୁକ୍ତିତର୍କକୁ ଖଣ୍ଡନ କରିବା ନିମନ୍ତେ ଏହି ଅଳଙ୍କାରିକ ପ୍ରଶ୍ନ [ଯାକୁବ :୧୮] (..//୧୮.md)ଠାରୁ ବ୍ୟବହାର କରାଯାଇଛି, ଯେଉମାନେ ବିଶ୍ବାସ କରନ୍ତି ନାହି ଯେ ବିଶ୍ବାସ ଓ କର୍ମ ଏକସଙ୍ଗରେ କାର୍ଯ୍ୟ କରନ୍ତି । ଅନ୍ୟ ଏକ ଅନୁବାଦରେ: “ଆମମାନଙ୍କ ପିତା ଅବ୍ରାହମ ପ୍ରକୃତରେ ଧାର୍ମିକତା ଗଣିତ ହୋଇଥିଲେ ... ବେଦି ଉପରେ ।” (ଦେଖ: [[rc://or/ta/man/translate/figs-rquestion]])
JAS 2 21 v3ft figs-metaphor ἐξ ἔργων ἐδικαιώθη 1 justified by works ଯାକୁବ କର୍ମ ବିଷୟରେ କହନ୍ତି ଯେପରି ସେମାନେ ବସ୍ତୁ ଥିଲେ ଯାହା ଜଣେ ପାଇପାରିବ । ଅନ୍ୟ ଏକ ଅନୁବାଦରେ: “ଉତ୍ତମ କର୍ମ କରିବା ଦ୍ବାରା ଧାର୍ମିକତା ହେବା” (ଦେଖ: [[rc://or/ta/man/translate/figs-metaphor]])
JAS 2 21 ph1s ὁ πατὴρ 1 father ଏଠାରେ “ପିତା” ଶବ୍ଦର ବ୍ୟବହାର “ପୂର୍ବ ପୁରୁଷ” ଅର୍ଥରେ ବ୍ୟବହୃତ ହୋଇଅଛି ।"
JAS 2 22 t832 βλέπεις 1 You see କାଲ୍ପନିକ ମନୁଷ୍ୟକୁ ଦର୍ଶାଇବା ନିମନ୍ତେ “ତୁମେ” ଶବ୍ଦ ଏକବଚନ ଅଟେ । ଯାକୁବ ତାହାଙ୍କ ସମସ୍ତ ଶ୍ରୋତାମାନଙ୍କୁ ଏପରି ପ୍ରର୍ଦଶିତ କରନ୍ତି ଯେପରି ସେମାନେ ଜଣେ ବ୍ୟକ୍ତି ଥିଲେ ।
JAS 2 22 l1gj figs-metonymy βλέπεις 1 You see “ଦେଖିବା” ଶବ୍ଦ ଏକ ଲକ୍ଷଣ ସୂଚକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଜ୍ଞାତ ହୁଅ” (ଦେଖ: [[rc://or/ta/man/translate/figs-metonymy]])
JAS 2 22 vde4 ἡ πίστις συνήργει τοῖς ἔργοις αὐτοῦ, καὶ ἐκ τῶν ἔργων ἡ πίστις ἐτελειώθη 1 faith worked with his works, and that by works his faith was fully developed ଯାକୁବ “ବିଶ୍ବାସ” ଓ “କର୍ମ” ବିଷୟରେ ଏପରି କହନ୍ତି ଯେପରି ସେମାନେ ଏକତ୍ର କାର୍ଯ୍ୟ କରନ୍ତି ଓ ଜଣେ ଅନ୍ୟ ଜଣର ସାହାଯ୍ୟ କରନ୍ତି । ଅନ୍ୟ ଏକ ଅନୁବାଦରେ: “କାରଣ ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ବାସ କଲେ, ଈଶ୍ବର ଯାହା ଆଜ୍ଞା କଲେ ସେ ତାହା କଲା । ଏବଂ କାରଣ ଈଶ୍ବର ଯାହା ଆଜ୍ଞା କଲେ ଅବ୍ରାହାମ ତାହା କଲେ, ସେ ସମ୍ପୂର୍ଣ୍ଣରୂପେ ଈଶ୍ବରଙ୍କଠାରେ ବିଶ୍ବାସ କଲେ”
JAS 2 22 bd9d βλέπεις 1 You see ଯାକୁବ ପୁର୍ନବାର ତାହାଙ୍କ ଶ୍ରୋତାମାନଙ୍କୁ “ତୁମେ”ର ବହୁବାଚକ ବ୍ୟବହାର କରିବା ଦ୍ବାରା ସିଧାସଳଖଭାବେ ସମ୍ବୋଧିତ କରନ୍ତି ।
JAS 2 23 qh4i figs-activepassive ἐπληρώθη ἡ Γραφὴ 1 The scripture was fulfilled ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଏହା ଶାସ୍ତ୍ରକୁ ସଫଳ କରିଅଛି” (ଦେଖ: [[rc://or/ta/man/translate/figs-activepassive]])
JAS 2 14 h384 0 Connecting Statement:
JAS 2 14 k4e4 figs-rquestion τί τὸ ὄφελος, ἀδελφοί μου, ἐὰν πίστιν λέγῃ τις, ἔχειν ἔργα, δὲ μὴ ἔχῃ 1 What good is it, my brothers, if someone says he has faith, but he has no works? ଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମୋର ଭାଇମାନେ, ଯଦି କହେ ତାର  କାର୍ଯ୍ୟ ବିନା ବିଶ୍ୱାସ ଅଛି ତେବେ ଏହା ଭଲ ନୁହେଁ।” [[rc://or/ta/man/translate/figs-rquestion]])ଦେଖନ୍ତୁ
JAS 2 14 c234 figs-abstractnouns ἐὰν πίστιν λέγῃ τις ἔχειν, ἔργα δὲ μὴ ἔχῃ 1 if someone says he has faith, but he has no works ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ **ବିଶ୍ୱାସ** ଓ **କର୍ମର** ବିଶେଷ୍ୟ ପଛରେ ଥିବା ଧାରଣାକୁ ସମାନ ଅଭିବ୍ୟକ୍ତି ସହ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି କେହି କହେ ଯେ ସେ ଈଶ୍ଵରଙ୍କଠାରେ ବିଶ୍ୱାସ କରେ କିନ୍ତୁ ଈଶ୍ଵର ଯାହା ଚାହାଁନ୍ତି ତାହା କରେ ନାହିଁ”: [[rc://or/ta/man/translate/figs-abstractnouns]])ଦେଖନ୍ତୁ
JAS 2 14 z9q8 figs-rquestion μὴ δύναται ἡ πίστις σῶσαι αὐτόν? 1 Can that faith save him? ଯାକୁବ ଏହିଇ ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେହି ପ୍ରକାର ବିଶ୍ୱାସ ତାକୁ ପରିତ୍ରାଣ କରିବାରେ ସକ୍ଷମ ନୁହେଁ!” (: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 2 14 g8kr σῶσαι αὐτόν 1 save him ଆପଣଙ୍କ ଭାଷାରେ ଆପଣଙ୍କୁ ନିର୍ଦ୍ଦିଷ୍ଟ କରିବାକୁ ପଡିପାରେ ଯେ ଏହି ପ୍ରକାରର ବିଶ୍ୱାସ ଜଣେ ବ୍ୟକ୍ତିକୁ କାହାଠାରୁ **ପରିତ୍ରାଣ** କରିପାରିବ ନାହିଁ । ବିକଳ୍ପ ଅନୁବାଦ: "ତାକୁ ଈଶ୍ଵରଙ୍କ ବିଚାରରୁ ପରିତ୍ରାଣ କରିବ" ।
JAS 2 15 f6el ἀδελφὸς ἢ ἀδελφὴ 1 brother or sister ଏହି ପୁସ୍ତକର ଅନ୍ୟ ସବୁ ସ୍ଥାନ ପରି, **ଭାଇ** ଶବ୍ଦ ଜଣେ ସାଥୀ ବିଶ୍ଵାସୀଙ୍କୁ ବୁଝାଏ । ଅନ୍ୟ ପ୍ରତ୍ୟେକ କ୍ଷେତ୍ରରେ, ଏହି ଶବ୍ଦର ଅର୍ଥ ପୁରୁଷ କିମ୍ବା ସ୍ତ୍ରୀ ହୋଇପାରେ । କିନ୍ତୁ ଏହି ପଦରେ ଯାକୁବ ଜଣେ ବିଶ୍ଵାସୀଙ୍କୁ ବୁଝାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯିଏ ଯାହା ପୁରୁଷ ଏବଂ ଭଉଣୀକୁ ବୁଝାଏ । ଯଦି ଆପଣଙ୍କ ଭାଷାରେ ଉଭୟ ପୁରୁଷୋ ଏବଂ ନାରୀ ଶବ୍ଦ ପାଇଁ ଭିନ୍ନ ଶବ୍ଦ ଅଛି ତେବେ ସେଗୁଡିକୁ ଆପଣ ଏଠାରେ ବ୍ୟବହାର କରି ପାରିବେ । ଅନ୍ୟଥା, ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଅନ୍ୟ ଜଣେ ପୁରୁଷ କିମ୍ବା ମହିଳା ଯିଏ ଯୀଶୁଙ୍କଠାରେ ବିଶ୍ୱାସ କରେ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 2 16 lj89 figs-metonymy θερμαίνεσθε 1 stay warm ବିକଳ୍ପ ଅନୁବାଦ: “ଉଷ୍ଣ ରୁହ”
JAS 2 16 ngj8 figs-explicit χορτάζεσθε 1 be filled ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ  ପ୍ରକାଶ କରି ପାରିବେ ଯାହା ଏକ ସକ୍ରିୟ ମୌଖିକ ବାକ୍ୟ ବ୍ୟବହାର କରେ । ବିକଳ୍ପ ଅନୁବାଦ: “ତୁମଭକୁ ସନ୍ତୁଷ୍ଟ କରିବା ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଅଛି” (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 2 16 n5jh figs-metonymy τοῦ σώματος 1 for the body ଶାରୀରିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯାକୁବ ସାଙ୍କେତିକ ଭାବରେ କହନ୍ତି ଯେଉଁଥିରେ ମାନବ **ଶରୀରର** ଆବଶ୍ୟକତା ସହିତ ମିଳିତ ହୋଇ ଏକ ଭାବପ୍ରବଣ ଏବଂ ଆତ୍ମିକ ଦିଗ ମଧ୍ୟ ଅଛି । ବିକଳ୍ପ ଅନୁବାଦ: “ଲୋକମାନେ ଉଷ୍ମ ଏବଂ ତୃପ୍ତ ହେବାକୁ” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 2 16 yi63 figs-rquestion τί τὸ ὄφελος? 1 what good is that? ଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । [2:14](https://create.translationcore.com/02/14.md) ରେ ଆପଣ କିପରି ସମାନ ଅଭିବ୍ୟକ୍ତି ଅନୁବାଦ କଲେ ତାହା ଦେଖନ୍ତୁ । ବିକଳ୍ପ ଅନୁବାଦ: “ସେଥିରେ କିଛି ଲାଭ ନାହିଁ!” (: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 2 17 me1d figs-metaphor ἡ πίστις ἐὰν μὴ, ἔχῃ, ἔχῃ ἔργα νεκρά ἐστιν καθ’ ἑαυτήν 1 faith by itself, if it does not have works, is dead ଯାକୁବ **ବିଶ୍ଵାସର** ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଜୀବନ୍ତ ବିଷୟ ହୋଇଥାନ୍ତା ଯଦି ଏହା କାମ କରିଥାନ୍ତା କିନ୍ତୁ ଯଦି ତାହା ନଥାନ୍ତା ତେବେ ଜୀବନ୍ତ ହୋଇନଥାନ୍ତା । ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତିର ବିଶ୍ୱାସ ସ୍ଵୟଂ ପ୍ରକୃତ ନୁହେଁ; ସେ ଏହାକୁ କାର୍ଯ୍ୟ ମାଧ୍ୟମରେ ପ୍ରକାଶ କରିବା ଉଚିତ୍” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 2 18 al63 figs-hypo ἀλλ’ ἐρεῖ τις 1 Yet someone may say ଯାକୁବ ଶିକ୍ଷାଦାନ ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବ୍ୟବହାର କରନ୍ତି । ଏହି ଅଭିବ୍ୟକ୍ତି ଉପକଳ୍ପିତ ପରିସ୍ଥିତିର ସ୍ଥିତିକୁ ଉପସ୍ଥାପନ କରେ । (ଯେହେତୁ ଯାକୁବଙ୍କ ସାଧାରଣ ପରିଚୟର ଭାଗ 1 ବ୍ୟାଖ୍ୟା କରେ, ବକ୍ତାମାନଙ୍କ ସମୟର ଏହି  ଶୈଳୀରେ, ଯାକୁବ ଏକ ଆପତ୍ତି ଆଶା କରୁଛନ୍ତି ଯାହାକୁ କେହି ପଚାରି ପାରନ୍ତି ଏବଂ ସେ ଏହାକୁ କିପରି ପ୍ରତିକ୍ରିୟା କରିବେ) ବିକଳ୍ପ ଅନୁବାଦ: “କିନ୍ତୁ ଧରାଯାଉ କେହି ତୁମ୍ଭକୁ କହିଲେ ” (: [[rc://en/ta/man/translate/figs-hypo]]ଦେଖନ୍ତୁ)
JAS 2 18 ii8d figs-abstractnouns σὺ πίστιν ἔχεις, κἀγὼ ἔργα ἔχω; δεῖξόν μοι τὴν πίστιν σου χωρὶς τῶν ἔργων, κἀγώ σοι δείξω ἐκ τῶν ἔργων μου τὴν πίστιν.” 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଭାବ ବାଚକ ବିଶେଷ୍ୟ **ବିଶ୍ୱାସ** ଏବଂ **କର୍ମ** ପଛରେ ଥିବା ଧାରଣାକୁ ସମାନ ଅଭିବ୍ୟକ୍ତି ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେ ପ୍ରକୃତରେ ଈଶ୍ଵରଙ୍କଠାରେ ବିଶ୍ଵାସ କରୁଛ ବୋଲି ତୁମ୍ଭେ ମୋତେ ଦେଖାଇ ପାରିବ ନାହିଁ  ଯଦି ତୁମେ ଈଶ୍ଵର ଯାହା କରିବାକୁ ଚାହାଁନ୍ତି ତାହା କରୁନାହଁ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 2 19 fv39 τὰ δαιμόνια πιστεύουσιν καὶ φρίσσουσιν 1 the demons believe that, and they tremble ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହୁଏ, ତେବେ ଈଶ୍ଵରଙ୍କ ଭାବନାରେ ଭୂତମାନେ କାହିଁକି **ଥରହର** ହୁଅନ୍ତି ଆପଣ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଭୂତମାନେ ମଧ୍ୟ ଈଶ୍ୱରଙ୍କୁ ବିଶ୍ଵାସ କରନ୍ତି ଏବଂ ସେମାନେ ଥରହର ହୁଅନ୍ତି କାରଣ ସେମାନେ ଜାଣିଛନ୍ତି ଯେ ଈଶ୍ଵର ସେମାନଙ୍କୁ ଦଣ୍ଡ ଦେବାକୁ ଯାଉଛନ୍ତି" (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 20 ax95 figs-rquestion θέλεις δὲ γνῶναι, ὦ ἄνθρωπε κενέ, ὅτι ἡ πίστις χωρὶς τῶν ἔργων ἀργή ἐστιν? 1 Do you want to know, foolish man, that faith without works is useless? ଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ହେ ମୂର୍ଖ ଲୋକମାନେ, ମୁଁ ତୁମ୍ଭମାନଙ୍କୁ ଦେଖାଇ ପାରିବି ଯେ କାର୍ଯ୍ୟ ବିନା ବିଶ୍ୱାସ ନିଷ୍ଫଳ ଅଟେ।” (: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 2 20 sd63 figs-abstractnouns ὅτι ἡ πίστις χωρὶς τῶν ἔργων ἀργή ἐστιν 1 that faith without works is useless ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଭାବ ବାଚକ ବିଶେଷ୍ୟ **ବିଶ୍ୱାସ** ଏବଂ **କର୍ମ** ପଛରେ ଥିବା ଧାରଣାକୁ ସମାନ ଅଭିବ୍ୟକ୍ତି ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ଜଣେ ବ୍ୟକ୍ତି କହେ ଯେ ସେ ଈଶ୍ଵରଙ୍କଠାରେ ବିଶ୍ଵାସ କରେ କିନ୍ତୁ ଈଶ୍ଵର କହୁଥିବା ବିଷୟକୁ କରେ ନାହିଁ ତେବେ ତାହା ପ୍ରତି ଏହା ନିଷ୍ଫଳ ଅଟେ” ” (: [[rc://en/ta/man/translate/figs-abstractnouns]] ଦେଖନ୍ତୁ)
JAS 2 21 ysr8 0 General Information:
JAS 2 21 q8iv figs-rquestion Ἀβραὰμ ὁ πατὴρ ἡμῶν οὐκ ἐξ ἔργων ἐδικαιώθη, ἀνενέγκας Ἰσαὰκ τὸν υἱὸν αὐτοῦ ἐπὶ τὸ θυσιαστήριον? 1 Was not Abraham our father justified ... on the altar? ନିଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍‌ହାକଙ୍କୁ ଉତ୍ସର୍ଗ କଲେ ସେତେବେଳେ ସେ ଆପଣା ଦ୍ୱାରା ଧାର୍ମିକ ହେଲେ” (: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 2 21 v3ft figs-metaphor ἐξ ἔργων ἐδικαιώθη 1 justified by works ଜଣେ ବ୍ୟକ୍ତି ଈଶ୍ଵରଙ୍କ ନିକଟରେ କିପରି ଧାର୍ମିକ ହୁଏ ସେ ବିଷୟରେ ଯାକୁବଙ୍କ ସାଧାରଣ ପରିଚୟର ଭାଗ 2 ରେ ଆଲୋଚନା ଦେଖନ୍ତୁ । ଯାକୁବ କହୁ ନାହାଁନ୍ତି ଯେ ଅବ୍ରହାମ ଏପରି କିଛି କରିଛନ୍ତି ଯାହା ଫଳରେ ଈଶ୍ଵର ତାଙ୍କୁ ଧାର୍ମିକ ବୋଲି ବିବେଚନା କଲେ । ବରଂ, ଯେହେତୁ ଯାକୁବ ପରବର୍ତ୍ତୀ ଦୁଇଟି ପଦରେ ଅଧିକ ବିସ୍ତୃତ ଭାବରେ ବ୍ୟାଖ୍ୟା କରିବେ, ଈଶ୍ଵର ପୂର୍ବରୁ ଅବ୍ରହାମଙ୍କୁ ଧାର୍ମିକ ବୋଲି ଘୋଷଣା କରିଥିଲେ କାରଣ ଅବ୍ରହାମ ତାଙ୍କ ଉପରେ ବିଶ୍ୱାସ କରୁଥିଲେ । ଅବ୍ରହାମ ପରବର୍ତ୍ତୀ ସମୟରେ ଯାହା କଲେ, ତାହା ପ୍ରମାଣ କରେ ଯେ ସେ ଈଶ୍ଵରଙ୍କ ଆଜ୍ଞାକାରୀ ହେବାକୁ ପ୍ରସ୍ତୁତ ଥିଲେ ଏବଂ ଏହା ଦର୍ଶାଏ ଯେ ତାଙ୍କର ବିଶ୍ୱାସ ପ୍ରକୃତ ଥିଲା । ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବ ଯଦି ଏହା ଆପଣଙ୍କ  ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଅବ୍ରହାମ ଏପରି କିଛି କଲେ ଯାହା ଫଳରେ ଈଶ୍ଵର ତାଙ୍କୁ ଧାର୍ମିକ ବୋଲି ବିବେଚନା କଲେ ବୋଲି ଯଦି ସେମାନେ ବୁଝନ୍ତି । ଏକ ବିବୃତ୍ତି ଭାବରେ ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କ ପିତା ଅବ୍ରହାମଙ୍କୁ ଧାର୍ମିକ ବୋଲି ଘୋଷଣା କଲେ କାରଣ ସେ ଯାହା କରିଥିଲେ ତାହା ସେ ପ୍ରକୃତରେ ଈଶ୍ଵରଙ୍କଠାରେ ବିଶ୍ୱାସ କରୁଥିଲେ ବୋଲି ଦର୍ଶାଏ” ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 21 ph1s ὁ πατὴρ 1 father ଯାକୁବ **ପିତା** ଶବ୍ଦକୁ ସାଙ୍କେତିକ ଭାବରେ “ପିତୃପୁରୁଷ ମାନଙ୍କୁ” ସୂଚାଇବାକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଅବ୍ରହାମ ଆମ୍ଭମାନଙ୍କ ପୂର୍ବଜ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 2 22 t832 βλέπεις 1 You see
JAS 2 22 l1gj figs-metonymy βλέπεις 1 You see ଏଠାରେ, **ଦେଖୁଅଛ** ଶବ୍ଦ ସାଙ୍କେତିକ ଭାବରେ ଦେଖିବା ପାଇଁ ବୁଝିବାକୁ ପ୍ରତିନିଧିତ୍ୱ କରେ । ବିକଳ୍ପ ଅନୁବାଦ: “ତେଣୁ ତୁମ୍ଭେମାନେ ବୁଝିବା ଉଚିତ” (: [[rc://en/ta/man/translate/figs-metaphor]] ଦେଖନ୍ତୁ)
JAS 2 22 vde4 ἡ πίστις συνήργει τοῖς ἔργοις αὐτοῦ, καὶ ἐκ τῶν ἔργων ἡ πίστις ἐτελειώθη 1 faith worked with his works, and that by works his faith was fully developed ଯାକୁବ **ବିଶ୍ୱାସ** ଏବଂ **କର୍ମ** ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେଗୁଡ଼ିକ ଜୀବିତ ଏବଂ ଏକତ୍ର କାମ କରି ପରସ୍ପରକୁ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଅବ୍ରହାମ ତାଙ୍କ ବିଶ୍ୱାସ ଦ୍ୱାରା ଏହି କାର୍ଯ୍ୟ କରିବା ପାଇଁ ଶକ୍ତିଶାଳୀ ହୋଇଥିଲେ ଏବଂ ଏହି କାର୍ଯ୍ୟଗୁଡ଼ିକ କରିବା ଦ୍ୱାରା ତାଙ୍କର ବିଶ୍ୱାସ ଆହୁରି ଦୃଢ଼ ହେଲା” ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 2 22 bd9d βλέπεις 1 You see
JAS 2 23 qh4i figs-activepassive ἐπληρώθη ἡ Γραφὴ 1 The scripture was fulfilled ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରି ପାରିବେ। ବିକଳ୍ପ ଅନୁବାଦ: “ଏହା ଶାସ୍ତ୍ରର ବାକ୍ୟକୁ ସଫଳ କଲା” [[rc://or/ta/man/translate/figs-activepassive]]ଦେଖନ୍ତୁ)
JAS 2 23 l818 figs-metaphor ἐλογίσθη αὐτῷ εἰς δικαιοσύνην 1 it was counted to him as righteousness "ଈଶ୍ବର ତାହାଙ୍କ ବିଶ୍ବାସକୁ ଧାର୍ମିକତା ସଦୃଶ ସମ୍ମାନିତ କଲେ । ଅବ୍ରାହାମଙ୍କ ବିଶ୍ବାସ ଏବଂ ଧାର୍ମିକତାକୁ ଏପରି କୁହାଯାଇଛି ଯେପରି ସେମାନଙ୍କର ମୂଲ୍ୟ ଥିବା ସଦୃଶ ଗଣାଯାଇପାରିବ । (ଦେଖ: [[rc://or/ta/man/translate/figs-metaphor]])
JAS 2 24 yha5 figs-activepassive ἐξ ἔργων δικαιοῦται ἄνθρωπος, καὶ οὐκ ἐκ πίστεως μόνον 1 it is by works that a man is justified, and not only by faith କାର୍ଯ୍ୟ ଏବଂ ବିଶ୍ବାସ ଜଣେ ବ୍ୟକ୍ତିକୁ ଧାର୍ମିକତା କରାଇଥାଏ, ଏବଂ କେବଳ ବିଶ୍ବାସ ନୁହେ । ଯାକୁବ କାର୍ଯ୍ୟ ବିଷୟରେ କହନ୍ତି ଯେପରି ସେମାନଙ୍କୁ ପ୍ରାପ୍ତ କଲା ଭଲି ବସ୍ତୁ ଥିଲେ । (ଦେଖ: [[rc://or/ta/man/translate/figs-activepassive]] ଏବଂ [[rc://or/ta/man/translate/figs-metaphor]])
JAS 2 25 hir8 ὁμοίως δὲ καὶ Ῥαὰβ ἡ πόρνη οὐκ ἐξ ἔργων ἐδικαιώθη 1 In the same way also ... justified by works ଯାକୁବ କହନ୍ତି ଯେ ଯେଉଁ ବିଷୟ ଅବ୍ରାହାମଙ୍କ ସହିତ ହୋଇଥିଲା ତାହା ରାହାବଙ୍କଠାରେ ମଧ୍ୟ ସତ୍ୟ ଥିଲା । ଉଭୟେ କର୍ମ ଦ୍ବାରା ଧାର୍ମିକ ହୋଇଥିଲେ ।

Can't render this file because it contains an unexpected character in line 2 and column 3842.