Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-25 14:53:39 +00:00
parent e3490423c8
commit bf46410410
1 changed files with 25 additions and 25 deletions

View File

@ -99,31 +99,31 @@ JAS 2 5 qii5 figs-metaphor κληρονόμους 1 heirs ଯାକୁବ ସେ
JAS 2 6 yv6y figs-you ὑμεῖς δὲ ἠτιμάσατε 1 But you have
JAS 2 6 vr53 ἠτιμάσατε τὸν πτωχόν 1 have dishonored the poor ଏହା ଦ୍ଵାରା [2:2-3](https://create.translationcore.com/02/02.md)ରେ ଦିଆଯାଇଥିବା ଉଦାହରଣରୁ ଯାକୁବର ଅର୍ଥ ସ୍ପଷ୍ଟ କରେ । ବିକଳ୍ପ ଅନୁବାଦ: "ତୁମ୍ଭେମାନେ ଧନୀମାନଙ୍କ ପ୍ରତି ବ୍ୟବହାର ତୁଳନାରେ ତୁମ୍ଭେମାନେ ଗରିବଙ୍କ ପ୍ରତି ଖରାପ ବ୍ୟବହାର କରିଛ " (: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 2 6 l2lu figs-rquestion οὐχ οἱ πλούσιοι καταδυναστεύουσιν ὑμῶν? 1 Is it not the rich who oppress you? ଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଧନୀମାନେ ହିଁ ତୁମ୍ଭ ଉପରେ ଶାସନ କରି ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି!" [[rc://or/ta/man/translate/figs-rquestion]])ଦେଖନ୍ତୁ)
JAS 2 6 eeg5 figs-nominaladj οἱ πλούσιοι 1 the rich ଏହା ସାଧାରଣ ଭାବେ ଧନୀ ଲୋକମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଧନୀ ଲୋକମାନେ” (ଦେଖ: [[rc://or/ta/man/translate/figs-nominaladj]])
JAS 2 6 z73x καταδυναστεύουσιν ὑμῶν 1 who oppress you ଯେଉଁମାନେ ତୁମମାନଙ୍କୁ ବହୁତ ଖରାପ ବ୍ୟବହାର କରନ୍ତି
JAS 2 6 s9k1 figs-rquestion αὐτοὶ ἕλκουσιν ὑμᾶς εἰς κριτήρια 1 Are they not the ones ... to court? ଏଠାରେ ଯାକୁବ ତାହାଙ୍କ ପଠକମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ଉକ୍ତିଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଏହି ଧନୀ ଲୋକମାନେ .... ନ୍ୟାୟଳୟରେ ।” (ଦେଖ: [[rc://or/ta/man/translate/figs-rquestion]])
JAS 2 6 h8jn figs-explicit ἕλκουσιν ὑμᾶς εἰς κριτήρια 1 drag you to court "ବିଚାରକର୍ତ୍ତାଙ୍କ ସମ୍ମୁଖରେ ତୁମମାନଙ୍କ ଉପରେ ଦୋଷାରୋପ କରିବାକୁ ବଳପୁର୍ବକ ନ୍ୟାୟଳୟକୁ ଟାଣି ନିଅନ୍ତି (ଦେଖ: [[rc://or/ta/man/translate/figs-explicit]])
JAS 2 7 las1 figs-rquestion οὐκ αὐτοὶ βλασφημοῦσιν τὸ καλὸν ὄνομα τὸ ἐπικληθὲν ἐφ’ ὑμᾶς 1 Do they not insult ... have been called? ଏଠାରେ ଯାକୁବ ତାହାଙ୍କ ପଠକମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ଉକ୍ତିଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଧନୀ ଲୋକମାନେ ଅପମାନିତ କରନ୍ତି ... ଆହ୍ବାନ କରାଗଲେ.” (ଦେଖ: [[rc://or/ta/man/translate/figs-rquestion]])
JAS 2 7 wd8y figs-metonymy τὸ καλὸν ὄνομα τὸ ἐπικληθὲν ἐφ’ ὑμᾶς 1 the good name by which you have been called ଏହା ଖ୍ରୀଷ୍ଟଙ୍କ ନାମକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ନାମ ସକାଶୁ ତୁମ୍ଭେମାନେ ଆହୁତ ହୋଇଅଛ” (ଦେଖ: [[rc://or/ta/man/translate/figs-metonymy]])
JAS 2 8 fe1i figs-you τελεῖτε 1 you fulfill “ତୁମେମାନେ” ଶବ୍ଦ ଯିହୁଦୀ ବିଶ୍ବାସୀମାନଙ୍କୁ ବୁଝାଏ । (ଦେଖ: [[rc://or/ta/man/translate/figs-you]])
JAS 2 8 q9hh νόμον τελεῖτε βασιλικὸν 1 fulfill the royal law ଈଶ୍ବରଙ୍କ ବ୍ୟବସ୍ଥା ପାଳନ କର । ଏହି ବ୍ୟବସ୍ଥା “ରାଜକୀୟ” ଅଟେ କାରଣ ଈଶ୍ବର, ସତ୍ୟ ରାଜା, ଏହା ଲୋକମାନଙ୍କୁ ଦେଇଛନ୍ତି ।
JAS 2 8 ymf5 ἀγαπήσεις τὸν πλησίον σου ὡς σεαυτόν 1 You shall love your neighbor as yourself ଯାକୁବ ଲେବୀୟ ପୁସ୍ତକରୁ ଉର୍ଦ୍ଧୃତ କରନ୍ତି ।
JAS 2 8 gll2 τὸν πλησίον σου 1 your neighbor ସମସ୍ତ ଲୋକମାନେ କିମ୍ବା “ପ୍ରତ୍ୟେକ ଜଣ”"
JAS 2 8 b9wu καλῶς ποιεῖτε 1 you do well ତୁମେମାନେ ଉତ୍ତମ କରୁଅଛ ବା “ତୁମେମାନେ ଯାହା ଉତ୍ତମ ଅଟେ ତାହା କରୁଅଚ୍ଛ”
JAS 2 9 xt6y εἰ ...προσωπολημπτεῖτε 1 if you favor ବିଶେଷଭାବେ ଆତିଥ୍ୟ ସତ୍କାର କରବା କିମ୍ବା “ସମ୍ମାନ ଦେବା”
JAS 2 9 cq5h ἁμαρτίαν ἐργάζεσθε 1 committing sin "ପାପ କରୁଅଛ, ଯାହା, ବ୍ୟବସ୍ଥା ଉଲଘଂନ କରୁଅଛ ।
JAS 2 9 gl2e figs-personification ἐλεγχόμενοι ὑπὸ τοῦ νόμου ὡς παραβάται 1 convicted by the law as lawbreakers ଏଠାରେ ବ୍ୟବସ୍ଥା ବିଷୟରେ କୁହାଯାଇଛି ଯେପରି ସେ ଜଣେ ମନୁଷ୍ୟ ବିଚାରକର୍ତ୍ତା ଥିଲେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ବ୍ୟବସ୍ଥା ଉଲଘଂନ କରିବାର ଦୋଷ”
JAS 2 10 l29g ὅστις γὰρ ... τηρήσῃ 1 For whoever obeys ପ୍ରତ୍ୟେକଙ୍କ ନିମନ୍ତେ ଯେଉଁମାନେ ପାଳନ କରନ୍ତି"
JAS 2 10 jb5u figs-metaphor πταίσῃ δὲ ἐν ἑνί, γέγονεν πάντων ἔνοχος 1 except that he stumbles ... the whole law ବିଘ୍ନଜନକର ଅର୍ଥ ଯେ ଚାଲିବା ସମୟରେ ତଳେ ପଡିଯିବା ଅଟେ । ବ୍ୟବସ୍ଥାର ଗୋଟିଏକୁ ଯଦି ଅବମାନନା କରିବା ବିଷୟରେ କୁହାଯାଏ ଯେପରି ଚାଲିବା ସମୟରେ ଏହା ବିଘ୍ନଜନକ ଥିଲା । (ଦେଖ: [[rc://or/ta/man/translate/figs-metaphor]])
JAS 2 10 m8ep ἐν ἑνί 1 in just a single way ବ୍ୟବସ୍ଥା ଅନୁସାରେ ଗୋଟିଏ ଆଜ୍ଞାକୁ ଅନାଜ୍ଞାବହ କରିବା ହେତୁ
JAS 2 11 ez11 ὁ γὰρ εἰπών 1 For the one who said ଏହା ଈଶ୍ବରଙ୍କୁ ବୁଝାଏ, ଯେ ମୋଶାଙ୍କୁ ବ୍ୟବସ୍ଥା ଦେଇଥିଲେ ।
JAS 2 11 q19i μὴ μοιχεύσῃς 1 Do not commit “ସମର୍ପିତ” ହେବା ଗୋଟିଏ କାର୍ଯ୍ୟ କରିବା ନିମନ୍ତେ ଅଟେ ।
JAS 2 11 c8jm figs-you εἰ ... οὐ μοιχεύεις, φονεύεις δέ, γέγονας 1 If you ... but if you ... you have ଏଠାରେ “ତୁମ୍ମେମାନେ”ର ଅର୍ଥ “ତୁମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ।” ଯଦିଓ ଯାକୁବ ଅନେକ ଯିହୁଦୀ ବିଶ୍ବାସୀମାନଙ୍କ ନିକଟକୁ ଲେଖୁଥିଲେ, ଏହି ଘଟଣାରେ, ସେ ଏକବଚନ ଆକାର ବ୍ୟବହାର କରିଛନ୍ତି ଯେପରି ସେ ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ ବ୍ୟକ୍ତିଗତଭାବରେ ଲେଖୁଥିଲେ । (ଦେଖ: [[rc://or/ta/man/translate/figs-you]])
JAS 2 12 c6y8 οὕτως λαλεῖτε καὶ οὕτως ποιεῖτε 1 So speak and act "ତେଣୁ ତୁମେମାନେ ନିଶ୍ଚିତରୁପେ କହିବା ଏବଂ ପାଳନ କରିବା ଉଚିତ । ଯାକୁବ ଲୋକମାନଙ୍କୁ ସେପରି କର୍ମ କରିବାକୁ ଆଜ୍ଞା ଦେଲେ ।
JAS 2 12 yp6i figs-activepassive διὰ νόμου ἐλευθερίας μέλλοντες κρίνεσθαι 1 who will be judged by means of the law of freedom ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କିଏ ଜାଣେ ଯେ ଈଶ୍ବର ସେମାନଙ୍କୁ ବ୍ୟବସ୍ଥାର ସ୍ବାଧୀନତାରେ ବିଚାର କରିବେ” (ଦେଖ: [[rc://or/ta/man/translate/figs-activepassive]])
JAS 2 12 ik76 διὰ νόμου 1 by means of the law ଏହି ପରିଛେଦ ସୂଚିତ କରେ ଯେ ଈଶ୍ବର ତାହାଙ୍କ ବ୍ୟବସ୍ଥା ଅନୁସାରେ ବିଚାର କରିବେ ।
JAS 2 12 e87r νόμου ἐλευθερίας 1 the law of freedom ଏହି ବ୍ୟବସ୍ଥା ଯାହା ପ୍ରକୃତରେ ସ୍ବାଧୀନତା ଦେଇଥାଏ"
JAS 2 13 yv6l figs-personification κατακαυχᾶται ἔλεος κρίσεως 1 Mercy triumphs over "ଦୟା ସବୁଠାରୁ ଉତ୍ତମ ଅଟେ ବା “ଦୟା ପରାଜୟ କରିଥାଏ.” ଏଠାରେ ଦୟା ଓ ନ୍ୟାୟ ବିଷୟରେ କୁହାଯାଏ ଯେପରି ସେମାନେ ମନୁଷ୍ୟ ଥିଲେ । (ଦେଖ: [[rc://or/ta/man/translate/figs-personification]])
JAS 2 6 eeg5 figs-nominaladj οἱ πλούσιοι 1 the rich ଯାକୁବ **ଧନୀ**  ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି ଯାହାକି ଏକ ଗୋଷ୍ଠୀକୁ ସୂଚାଏ । ଆପଣଙ୍କ ଭାଷା ବିଶେଷ ଭାବରେ ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହି ଶବ୍ଦକୁ ସମାନ ବାକ୍ୟାଂଶ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁଲୋକମାନେ ଧନୀ ଅଟନ୍ତି" [[rc://or/ta/man/translate/figs-nominaladj]])ଦେଖନ୍ତୁ)
JAS 2 6 z73x καταδυναστεύουσιν ὑμῶν 1 who oppress you ବିକଳ୍ପ ଅନୁବାଦ: “ଧନୀମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ କି?”
JAS 2 6 s9k1 figs-rquestion αὐτοὶ ἕλκουσιν ὑμᾶς εἰς κριτήρια 1 Are they not the ones ... to court? ଯାକୁବ ଧନୀମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେମାନେ ଶାରୀରିକ ଭାବରେ ଗରିବ ଲୋକମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଯିବାକୁ ବାଧ୍ୟ କରନ୍ତି” [[rc://or/ta/man/translate/figs-rquestion]])ଦେଖନ୍ତୁ)
JAS 2 6 h8jn figs-explicit ἕλκουσιν ὑμᾶς εἰς κριτήρια 1 drag you to court ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଧନୀ ଲୋକମାନେ କାହିଁକି ଗରିବ ଲୋକମାନଙ୍କୁ ବିଚାର-ସ୍ଥାନକୁ ନେଉଛନ୍ତି ତାହା ଆପଣ ସ୍ପଷ୍ଟ ଭାବରେ କହିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଯିବାକୁ ବାଧ୍ୟ କରନ୍ତି ଯାହା ଦ୍ଵାରା ସେମାନେ ମକଦ୍ଦମା ମାଧ୍ୟମରେ ତୁମ୍ଭମାନଙ୍କୁ ଶୋଷଣ କରିପାରିବେ” [[rc://or/ta/man/translate/figs-explicit]])ଦେଖନ୍ତୁ)
JAS 2 7 las1 figs-rquestion οὐκ αὐτοὶ βλασφημοῦσιν τὸ καλὸν ὄνομα τὸ ἐπικληθὲν ἐφ’ ὑμᾶς 1 Do they not insult ... have been called? ଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ହିଁ ଉତ୍ତମ ନାମକୁ ନିନ୍ଦା କରନ୍ତି, ଯେଉଁ ନାମରେ ତୁମ୍ଭେମାନେ ଡକା ଯାଇଯାଅଛ!” [[rc://or/ta/man/translate/figs-rquestion]]ଦେଖନ୍ତୁ)
JAS 2 7 wd8y figs-metonymy τὸ καλὸν ὄνομα τὸ ἐπικληθὲν ἐφ’ ὑμᾶς 1 the good name by which you have been called ଯାକୁବ ସାଙ୍କେତିକ ଭାବରେ ଯୀଶୁଙ୍କ ନାମକୁ ସୂଚାଉଛନ୍ତି ଯେ ଏହା ଉତ୍ତମ ଅଟେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ନାମ” [[rc://or/ta/man/translate/figs-metonymy]])ଦେଖନ୍ତୁ)
JAS 2 8 fe1i figs-you τελεῖτε 1 you fulfill
JAS 2 8 q9hh νόμον τελεῖτε βασιλικὸν 1 fulfill the royal law ଯାକୁବ **ବ୍ୟବସ୍ଥା**କୁ ବର୍ଣ୍ଣନା କରିବାର ଦୁଇଟି ସମ୍ଭାବ୍ୟ କାରଣ ଅଛି ଯେଉଁଥିରେ ସେ [ଲେବୀୟ ପୁସ୍ତକ 19:18](https://create.translationcore.com/lev/19/18.md) ରୁ **ରାଜକୀୟ** ଭାବରେ ଉଦ୍ଧୃତ କରନ୍ତି । (1) ଯେତେବେଳେ ଯୀଶୁ ଈଶ୍ଵରଙ୍କ ରାଜ୍ୟ ଘୋଷଣା କରି ଆସିଲେ, ସେ କହିଲେ ଯେ ଏହି ବ୍ୟବସ୍ଥା ଦୁଇଟି ମଧ୍ୟରୁ ଗୋଟିଏ ଯାହାକି ଅନ୍ୟ ସମସ୍ତ ବ୍ୟବସ୍ଥାକୁ ସଂକ୍ଷିପ୍ତ କରି ଈଶ୍ଵରଙ୍କ ରାଜ୍ୟରେ ଜୀବନକୁ ମାର୍ଗଦର୍ଶନ କରିଥିଲା । (ଅନ୍ୟ ବ୍ୟବସ୍ଥା ସମସ୍ତଙ୍କର ହୃଦୟ, ପ୍ରାଣ, ମନ, ଏବଂ ଶକ୍ତି ସହିତ ଈଶ୍ଵରଙ୍କୁ ପ୍ରେମ କରିବା ଥିଲା) ବିକଳ୍ପ ଅନୁବାଦ: “ଯେଉଁ ବ୍ୟବସ୍ଥା ଈଶ୍ଵରଙ୍କ ରାଜ୍ୟରେ ଜୀବନକୁ ପ୍ରବେଶ କରାଏ” (2) ଯାକୁବ କହିପାରନ୍ତି ଯେ ଏହି **ବ୍ୟବସ୍ଥା**କୁ **ରାଜକୀୟ** ଅଟେ କାରଣ ଈଶ୍ଵର, ପ୍ରକୃତ ରାଜା ଏହାକୁ ଲୋକମାନଙ୍କୁ ଦେଲେ। ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ବ୍ୟବସ୍ଥା” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 2 8 ymf5 ἀγαπήσεις τὸν πλησίον σου ὡς σεαυτόν 1 You shall love your neighbor as yourself ଏଠାରେ ମୋଶାଙ୍କ ବ୍ୟବସ୍ଥା ଏକ ଆଦେଶ ଦେବାକୁ ଭବିଷ୍ୟତ କାଳର ବାକ୍ୟ ବ୍ୟବହାର କରେ । ବିକଳ୍ପ ଅନୁବାଦ: “ତୁମ୍ଭେ ଯେପରି ନିଜକୁ ପ୍ରେମ କର ସେହିପରି ତୁମ୍ଭେ ତୁମ୍ଭର ପଡ଼ୋଶୀକୁ ପ୍ରେମ କରିବା ଉଚିତ” [[rc://en/ta/man/translate/figs-declarative]])ଦେଖନ୍ତୁ)
JAS 2 8 gll2 τὸν πλησίον σου 1 your neighbor ଏହା ଏକ ରୂଢ଼ି ଅଟେ। ଏହାର ଅର୍ଥ କେବଳ ପାଖରେ ରହୁଥିବା ବ୍ୟକ୍ତି ନୁହେଁ । ବିକଳ୍ପ ଅନୁବାଦ: “ଅନ୍ୟ ଲୋକମାନେ” କିମ୍ବା “ତୁମ୍ଭେ ଯାହା ସହିତ ଭେଟ” [[rc://en/ta/man/translate/figs-idiom]])ଦେଖନ୍ତୁ)
JAS 2 8 b9wu καλῶς ποιεῖτε 1 you do well ବିକଳ୍ପ ଅନୁବାଦ: “ତୁମ୍ଭେ ଯାହା କର ବୋଲି ଈଶ୍ଵର ଚାହାଁନ୍ତି ତୁମ୍ଭେ ତାହା କରୁଛ”
JAS 2 9 xt6y εἰ ...προσωπολημπτεῖτε 1 if you favor ଆପଣଙ୍କ ଭାଷା ଆପଣଙ୍କୁ **ଅନୁଗ୍ରହର** ବସ୍ତୁକୁ ନିର୍ଦ୍ଦିଷ୍ଟ କରିବାକୁ ଆବଶ୍ୟକ କରିପାରେ । ବିକଳ୍ପ ଅନୁବାଦ: “ତୁମ୍ଭେ ଧନୀମାନଙ୍କୁ ମୁଖାପେକ୍ଷା କର”  (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 9 cq5h ἁμαρτίαν ἐργάζεσθε 1 committing sin ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଏବଂ ବ୍ୟବସ୍ଥା ତୁମ୍ଭକୁ ଦୋଷୀ ବୋଲି ପ୍ରମାଣିତ କରେ” (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 2 9 gl2e figs-personification ἐλεγχόμενοι ὑπὸ τοῦ νόμου ὡς παραβάται 1 convicted by the law as lawbreakers ଯାକୁବ ବ୍ୟବସ୍ଥା ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଜଣେ ମାନବ ବିଚାରକ ଅଟେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେ ଈଶ୍ଵରଙ୍କ ବ୍ୟବସ୍ଥା ଭଙ୍ଗ କରି ଦୋଷୀ ଅଟ” [[rc://en/ta/man/translate/figs-personification]])ଦେଖନ୍ତୁ)
JAS 2 10 l29g ὅστις γὰρ ... τηρήσῃ 1 For whoever obeys ଏଠାରେ, **ପାଳନ** **କରିବା** ଏକ ରୂଢ଼ି  ଅଟେ ଯାହାର ଅର୍ଥ “ମାନିବା” ଅଟେ ।” ବିକଳ୍ପ ଅନୁବାଦ: “ଯିଏ ମାନିପାରେ”  [[rc://en/ta/man/translate/figs-idiom]])ଦେଖନ୍ତୁ)
JAS 2 10 jb5u figs-metaphor πταίσῃ δὲ ἐν ἑνί, γέγονεν πάντων ἔνοχος 1 except that he stumbles ... the whole law ଯାକୁବ ଆଦେଶକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେ **ଝୁଣ୍ଟିପଡ଼େ**, ଅର୍ଥାତ୍ ବୁଲିବା ସମୟରେ ଭାରସାମ୍ୟ ହରାଇବ । ବିକଳ୍ପ ଅନୁବାଦ: “କିନ୍ତୁ ଗୋଟିଏ ବିଷୟକୁକୁ ଅବମାନନା କରେ”  [[rc://or/ta/man/translate/figs-metaphor]])ଦେଖନ୍ତୁ)
JAS 2 10 m8ep ἐν ἑνί 1 in just a single way ଯାକୁବ **ଗୋଟିକକୁ** ବିଶେଷଣ ଭାବରେ ବିଶେଷ୍ୟ ଭାବରେ ବ୍ୟବସ୍ଥାର ଗୋଟିଏ ଆଦେଶକୁ ଦର୍ଶାଇବାକୁ ବ୍ୟବହାର କରନ୍ତି । (ଏହାକୁ ଦେଖାଇବା ପାଇଁ ULT **ବିଷୟ** ଶବ୍ଦଟି ଯୋଗ କରେ ) ଆପଣଙ୍କର ଭାଷା ସମାନ ଭାବରେ ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏକ ସମାନ ବାକ୍ୟାଂଶ ସହ ଶବ୍ଦକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଗୋଟିଏ ଆଦେଶକୁ ଅବମାନନା କରେ”(: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 2 11 ez11 ὁ γὰρ εἰπών 1 For the one who said ଯାକୁବ ସମ୍ପୂର୍ଣ୍ଣ ଭାବରେ ଈଶ୍ଵରଙ୍କ ବିଷୟରେ କହନ୍ତି, ଯିଏ ମୋଶାଙ୍କୁ ବ୍ୟବସ୍ଥା ଦେବାବେଳେ ଏହି ପଦରେ ଉଦ୍ଧୃତ ଆଦେଶଗୁଡ଼ିକୁ କହିଥିଲେ । ବିକଳ୍ପ ଅନୁବାଦ: “ଈଶ୍ଵର ଯିଏ କହିଲେ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 11 q19i μὴ μοιχεύσῃς 1 Do not commit
JAS 2 11 c8jm figs-you εἰ ... οὐ μοιχεύεις, φονεύεις δέ, γέγονας 1 If you ... but if you ... you have ଯାକୁବ ଏହି ପଦରେ ଉଲ୍ଲେଖ କରିଥିବା ଦୁଇଟି ଆଦେଶରେ ଦର୍ଶାଯାଇଥିବା “**ତୁମ୍ଭେ**” ଏକକ ଅଟେ କାରଣ, ଯଦିଓ ମୋଶା ଏହି ବ୍ୟବସ୍ଥାଗୁଡ଼ିକୁ ଇସ୍ରାଏଲୀୟମାନଙ୍କୁ ଏକ ଗୋଷ୍ଠୀ ଭାବରେ ଦେଇଥିଲେ, ପ୍ରତ୍ୟେକ ବ୍ୟକ୍ତି ତାହା ପାଳନ କରିବେ ବୋଲି ଆଶା କରାଯାଉଥିଲା । ଶବ୍ଦଟି ବାକି ପଦରେ ମଧ୍ୟ ଏକକ ଅଟେ କାରଣ ଯାକୁବ ସେହି ବ୍ୟବହାରକୁ ଆଦେଶରୁ ଆଗକୁ ନେଉଛନ୍ତି । ତେଣୁ ଆପଣଙ୍କ ଅନୁବାଦରେ, ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, “ତୁମ୍ଭେ” ର ଏକକ ଗଠନ  ବ୍ୟବହାର କରନ୍ତୁ । [[rc://or/ta/man/translate/figs-you]])ଦେଖନ୍ତୁ)
JAS 2 12 c6y8 οὕτως λαλεῖτε καὶ οὕτως ποιεῖτε 1 So speak and act ଏହି ଆବଶ୍ୟକତାଗୁଡ଼ିକରେ ସୂଚିତ “ତୁମ୍ଭେ” ବହୁବଚନ ଅଟେ । ଯାକୁବ ଏଠାରେ ଥିବା ବହୁବଚନ ବ୍ୟବହାରକୁ ଫେରିଛନ୍ତି ଯାହାକୁ ସେ ଅଧିକାଂଶ ପତ୍ରରେ ଅନୁସରଣ କରନ୍ତି । ତେଣୁ ଆପଣଙ୍କ ଅନୁବାଦରେ, “ତୁମ୍ଭର” ର ବହୁବଚନ ରୂପ ବ୍ୟବହାର କରନ୍ତୁ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ ଏବଂ ଯଦି ଏହା ଏହାକୁ ଅପରିହାର୍ଯ୍ୟରେ ବୋଲି ପ୍ରତିଫଳିତ କରେ । ବିକଳ୍ପ ଅନୁବାଦ: “ଏହିପରି କୁହ ଏବଂ କାର୍ଯ୍ୟ କର” [[rc://en/ta/man/translate/figs-you]])ଦେଖନ୍ତୁ)
JAS 2 12 yp6i figs-activepassive διὰ νόμου ἐλευθερίας μέλλοντες κρίνεσθαι 1 who will be judged by means of the law of freedom ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ ସକ୍ରିୟ ବାକ୍ୟରେ ପ୍ରକାଶ କରିପାରିବେ, ଏବଂ ଆପଣ କହିପାରିବେ ଯେ କିଏ କାର୍ଯ୍ୟ କରୁଛି । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନଙ୍କୁ ଈଶ୍ଵର ବିଚାର କରିବାକୁ ଯାଉଛନ୍ତି” [[rc://or/ta/man/translate/figs-activepassive]])ଦେଖନ୍ତୁ)
JAS 2 12 ik76 διὰ νόμου 1 by means of the law
JAS 2 12 e87r νόμου ἐλευθερίας 1 the law of freedom ଯେପରି [1:25](https://create.translationcore.com/01/25.md) ରେ, ଯାକୁବ **ସ୍ୱାଧୀନତା** ଆଣିଥିବା **ବ୍ୟବସ୍ଥା****କୁ** ବର୍ଣ୍ଣନା କରିବା ପାଇଁ ଅଧିକାରୀକ ଗଠନ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: " ବ୍ୟବସ୍ଥା ଯାହା ସ୍ୱାଧୀନତା ଆଣିଥାଏ" ” (: [[rc://en/ta/man/translate/figs-possession]]ଦେଖନ୍ତୁ)
JAS 2 13 yv6l figs-personification κατακαυχᾶται ἔλεος κρίσεως 1 Mercy triumphs over ଯାକୁବ ସାଙ୍କେତିକ ଭାବରେ **ବିଚାର** ବିଷୟରେ କହନ୍ତି ଯେପରି ଏହା ଏକ ଜୀବନ୍ତ ବିଷୟ ଯାହା **ନିର୍ଦ୍ଦୟ** ଭାବରେ କାର୍ଯ୍ୟ କରିପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ଵର ଲୋକମାନଙ୍କୁ ବିଚାର କରନ୍ତି, ସେ ଅନ୍ୟମାନଙ୍କ ପ୍ରତି ଦୟା କରିବେ ନାହିଁ, ଯେଉଁମାନେ ଅନ୍ୟମାନଙ୍କ ପ୍ରତି ଦୟା ଦେଖାଇ ନାହାଁନ୍ତି” [[rc://or/ta/man/translate/figs-personification]])ଦେଖନ୍ତୁ)
JAS 2 14 h384 0 Connecting Statement: ଯାକୁବ ଛିନ୍ନଭିନ୍ନ ହୋଇଥିବା ବିଶ୍ବାସୀମାନଙ୍କୁ ଅନ୍ୟମାନଙ୍କଠାରେ ସେମାନଙ୍କ ବିଶ୍ବାସ ଦେଖାଇବା ନିମନ୍ତେ ଉତ୍ସାହିତ କରୁଛନ୍ତି, ଯେପରି ଅବ୍ରାହମ ତାହାଙ୍କ କର୍ମ ଦ୍ବାରା ଅନ୍ୟମାନଙ୍କ ନିକଟରେ ଆପଣା ବିଶ୍ବାସ ଦେଖାଇଲେ ।
JAS 2 14 k4e4 figs-rquestion τί τὸ ὄφελος, ἀδελφοί μου, ἐὰν πίστιν λέγῃ τις, ἔχειν ἔργα, δὲ μὴ ἔχῃ 1 What good is it, my brothers, if someone says he has faith, but he has no works? ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା କଦାପି ଉତ୍ତମ ନୁହେଁ, ସହ ବିଶ୍ବସିମାନେ, ଯଦି କେହି କହେ ଯେ ସେ ବିଶ୍ବାସ କରେ, କିନ୍ତୁ ତାହାଠାରେ କୌଣସି କର୍ମ ନାହି ବା ସେ କର୍ମ କରୁନାହି ।” (ଦେଖ: [[rc://or/ta/man/translate/figs-rquestion]])
JAS 2 14 c234 figs-abstractnouns ἐὰν πίστιν λέγῃ τις ἔχειν, ἔργα δὲ μὴ ἔχῃ 1 if someone says he has faith, but he has no works ଏହା ଭାବବାଚକ ବିଶେଷଣ “ବିଶ୍ବାସ” ଓ “କର୍ମ” କୁ ନଲେଖି ପୁନର୍ବାର ବ୍ୟକ୍ତ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି କେହି କହେ ଯେ ସେ ଈଶ୍ବରଙ୍କଠାରେ ବିଶ୍ବାସ କରେ, କିନ୍ତୁ ଈଶ୍ବର ଯାହା ଆଜ୍ଞା କରନ୍ତି ସେ ତାହା କରେ ନାହିଁ” (ଦେଖ: [[rc://or/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 3842.