Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 10:13:55 +00:00
parent efe759f7fc
commit fbef0cbf6c
1 changed files with 2 additions and 2 deletions

View File

@ -263,8 +263,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 10 gkj1 ὁ πιστεύων εἰς τὸν Υἱὸν τοῦ Θεοῦ, ἔχει τὴν μαρτυρίαν ἐν αὑτῷ 1 Anyone who believes in the Son of God has the testimony in himself ଯୋହନ **ସାକ୍ଷ୍ୟ** ବିଷୟରେ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ବସ୍ତୁ ଯାହା ବିଶ୍ଵାସୀମାନଙ୍କ ମଧ୍ୟରେ ରହିପାରେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଗ୍ରହଣ କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 10 j255 ψεύστην πεποίηκεν αὐτόν 1 has made him out to be a liar [1:10](https://create.translationcore.com/01/10.md) ପରି, ଆପଣଙ୍କ  ଅନୁବାଦରେ ଈଶ୍ଵର  ପ୍ରକୃତରେ ଏଠାରେ ମିଥ୍ୟାବାଦୀ ନୁହନ୍ତି ବୋଲି ସ୍ପଷ୍ଟ କରନ୍ତୁ । ବରଂ, ଯେହେତୁ ଈଶ୍ଵର  କହିଛନ୍ତି ଯେ ଯୀଶୁ ତାହାଙ୍କ ପୁତ୍ର ଅଟନ୍ତି, ତେଣୁ ଜଣେ ବ୍ୟକ୍ତି ଯିଏ ବିଶ୍ଵାସ କରେ ନାହି ସେ  ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି କହିବ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ  ମିଥ୍ୟାବାଦୀ ବୋଲି କହିବା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 10 sii2 ὅτι οὐ πεπίστευκεν ... τὴν μαρτυρίαν ἣν μεμαρτύρηκεν ὁ Θεὸς περὶ τοῦ Υἱοῦ αὐτοῦ 1 because he has not believed the witness that God has given concerning his Son
1JN 5 11 bi7k καὶ αὕτη ἐστὶν ἡ μαρτυρία 1 And the witness is this
1JN 5 11 k2qn figs-abstractnouns ζωὴν 1 life
1JN 5 11 bi7k καὶ αὕτη ἐστὶν ἡ μαρτυρία 1 And the witness is this ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ ପୁତ୍ରଙ୍କ ବିଷୟରେ ଏହା କହିଛନ୍ତି”
1JN 5 11 k2qn figs-abstractnouns ζωὴν 1 life [4:9](https://create.translationcore.com/04/09.md) ପରି, **ଅନନ୍ତ ଜୀବନ** ଅର୍ଥ ଦୁଇଟି ଅର୍ଥକୁ ବୁଝାଏ। ଏହାର ଅର୍ଥ ଏହି ଜୀବନରେ ଈଶ୍ଵରଙ୍କଠାରୁ ଏକ ନୂତନ ଉପାୟରେ ବଞ୍ଚିବା ପାଇଁ ଶକ୍ତି ପ୍ରାପ୍ତ କରିବା, ଏବଂ ଏହାର ଅର୍ଥ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବା ମଧ୍ୟ ଅଟେ । [4:9](https://create.translationcore.com/04/09.md)ରେ ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କଲେ ଦେଖନ୍ତୁ । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 11 u1w5 αὕτη ... ἡ ... ζωὴ ἐν τῷ Υἱῷ αὐτοῦ ἐστιν 1 this life is in his Son
1JN 5 11 sz21 guidelines-sonofgodprinciples τῷ Υἱῷ 1 Son
1JN 5 12 st2z figs-metaphor ὁ ἔχων τὸν Υἱὸν, ἔχει τὴν ζωήν; ὁ μὴ ἔχων τὸν Υἱὸν τοῦ Θεοῦ, τὴν ζωὴν οὐκ ἔχει 1 The one who has the Son has life. The one who does not have the Son of God does not have life ପୁତ୍ରଙ୍କଠାରେ ଘନିଷ୍ଟଭାବେ ମିଳିତ ହୋଇ ରହିବା ବିଷୟରେ ଏପରି କୁହାଯାଇଛି ଯେପରି ତାହଙ୍କ ପୁତ୍ରଙ୍କୁ ଧାରଣ କରିବା । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କଠାରେ ଅନନ୍ତ ଜୀବନ ରହିଛି । ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ନାହିଁ ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 3772.