Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 10:02:15 +00:00
parent 4cfa031b16
commit efe759f7fc
1 changed files with 4 additions and 4 deletions

View File

@ -248,7 +248,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 3 c5z1 βαρεῖαι 1 burdensome ଯୋହନ ଆଳଙ୍କାରିକ ଭାବରେ ଈଶ୍ଵରଙ୍କ **ଆଜ୍ଞାଗୁଡିକ** ବିଷୟରେ କହନ୍ତି ଯେପରି ସେଗୁଡ଼ିକର ଓଜନ ଥିଲା କିନ୍ତୁ ଅଧିକ ଓଜନ କରିନଥିଲେ । ବିକଳ୍ପ ଅନୁବାଦ: “ତାହାଙ୍କ ଆଜ୍ଞାଗୁଡ଼ିକ ପାଳନ କରିବା କଷ୍ଟକର ନୁହେଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 4 i2bf πᾶν τὸ γεγεννημένον ἐκ τοῦ Θεοῦ, νικᾷ 1 everyone who is born from God overcomes [2:29](https://create.translationcore.com/02/29.md) ରେ ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କଲେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ସେସମସ୍ତେ ଯାହାର ପିତା ଈଶ୍ଵର ଅଟନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 5 4 g3uw νικᾷ τὸν κόσμον 1 overcomes the world [2:13](https://create.translationcore.com/02/13.md) ପରି, ଯୋହନ **ଜୟ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ସେ ବିଶ୍ଵାସୀମାନଙ୍କ ଧାର୍ମିକ ବ୍ୟବସ୍ଥାରେ ବଞ୍ଚିବାକୁ ଅଗ୍ରାହ୍ୟ କରିବା ବିଷୟରେ କହନ୍ତି  ଯେପରି ବିଶ୍ଵାସୀମାନେ ସେହି ବ୍ୟବସ୍ଥାକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି। ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥାରେ ବାସ କରେ ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 4 yq2d figs-metonymy τὸν κόσμον 1 the world [2:15](https://create.translationcore.com/02/15.md) ରେ ଆପଣ ଜଗତ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହାର ସମାନ ଅର୍ଥ ଅଛି । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥା” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 4 yq2d figs-metonymy τὸν κόσμον 1 the world [2:15](https://create.translationcore.com/02/15.md) ରେ ଆପଣ **ଜଗତ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହାର ସମାନ ଅର୍ଥ ଅଛି । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥା” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 4 tf9x 0 And this is the victory that has overcome the world, even our faith ଯୋହନ **ଜୟ** ଶବ୍ଦକୁ ପୁନର୍ବାର ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ସେ “ବିଶ୍ୱାସ” ବିଷୟରେ କହନ୍ତି  ଯେ ସେ ଏବଂ ତାହାଙ୍କ   ପାଠକମାନେ ଅଂଶୀଦାର କରନ୍ତି ଯେପରି ଏହା ଏକ ସଂଘର୍ଷରେ ଅଧାର୍ମିକ ବ୍ୟବସ୍ଥାକୁ ପରାସ୍ତ କରିଅଛି । ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥାରୁ ପୃଥକ ହୋଇ ଜୀବନଯାପନ କରିବାରେ ସକ୍ଷମ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 5 qm85 figs-rquestion τίς ἐστιν ... ὁ νικῶν τὸν κόσμον 1 Who is the one who overcomes the world? ପୂର୍ବ ପଦର ପ୍ରଥମ ବାକ୍ୟରେ ସେ ଯାହା କହିଥିଲେ ତାହା ନିଶ୍ଚିତ କରିବାକୁ ଯୋହନ  ପ୍ରଶ୍ନ ଫର୍ମକୁ ଗୁରୁତ୍ୱ ଦେବା ପାଇଁ ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ   ଶବ୍ଦକୁ ଏକ ବାକ୍ୟ  ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ କେବଳ ଜଣେ ଯିଏ ବିଶ୍ୱାସ କରେ ଯେ ଯୀଶୁ ହେଉଛନ୍ତି ଈଶ୍ଵର ଙ୍କ ପୁତ୍ର ସଂସାର କୁ ପରାସ୍ତ କରନ୍ତି।” ( [[rc://en/ta/man/translate/figs-rquestion]]ଦେଖନ୍ତୁ)
1JN 5 5 db4f ὁ ... πιστεύων ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 The one who believes that Jesus is the Son of God ପୂର୍ବ ପଦରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଅଧାର୍ମିକ ଲୋକମାନଙ୍କ ବ୍ୟବସ୍ଥାରେ ଜୀବନଯାପନ କରେ ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
@ -264,9 +264,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 10 j255 ψεύστην πεποίηκεν αὐτόν 1 has made him out to be a liar [1:10](https://create.translationcore.com/01/10.md) ପରି, ଆପଣଙ୍କ  ଅନୁବାଦରେ ଈଶ୍ଵର  ପ୍ରକୃତରେ ଏଠାରେ ମିଥ୍ୟାବାଦୀ ନୁହନ୍ତି ବୋଲି ସ୍ପଷ୍ଟ କରନ୍ତୁ । ବରଂ, ଯେହେତୁ ଈଶ୍ଵର  କହିଛନ୍ତି ଯେ ଯୀଶୁ ତାହାଙ୍କ ପୁତ୍ର ଅଟନ୍ତି, ତେଣୁ ଜଣେ ବ୍ୟକ୍ତି ଯିଏ ବିଶ୍ଵାସ କରେ ନାହି ସେ  ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି କହିବ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ  ମିଥ୍ୟାବାଦୀ ବୋଲି କହିବା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 10 sii2 ὅτι οὐ πεπίστευκεν ... τὴν μαρτυρίαν ἣν μεμαρτύρηκεν ὁ Θεὸς περὶ τοῦ Υἱοῦ αὐτοῦ 1 because he has not believed the witness that God has given concerning his Son
1JN 5 11 bi7k καὶ αὕτη ἐστὶν ἡ μαρτυρία 1 And the witness is this
1JN 5 11 k2qn figs-abstractnouns ζωὴν 1 life ଏହି ପତ୍ରରେ “ଜୀବନ” ଶବ୍ଦ ଏହି ଭୌତିକ ଜୀବନ ଅପେକ୍ଷା ଅଧିକ କିଛି ଦର୍ଶାଏ । ଏଠାରେ “ଜୀବନ” ଶଦ୍ଦ ଆତ୍ମିକ ଭାବରେ ଜୀବିତ ହେବା ବିଷୟକୁ ସୂଚିତ କରେ । ଦେଖ 1[ଯୋହନ :୧](..//୦୧.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ । (ଦେଖ: [[rc://en/ta/man/translate/figs-abstractnouns]])
1JN 5 11 u1w5 αὕτη ... ἡ ... ζωὴ ἐν τῷ Υἱῷ αὐτοῦ ἐστιν 1 this life is in his Son ଏହି ଜୀବନ ତାହାଙ୍କ ପୁତ୍ରଙ୍କ ଦ୍ବାରା ଅଟେ କିମ୍ବା “ଆମ୍ଭେମାନେ ଅନନ୍ତକାଳ ଜୀବିତ ରହିବା ଯଦି ଆମେମାନେ ତାହାଙ୍କ ପୁତ୍ରଙ୍କ ସହିତ ଏକତ୍ର ହେବା” କିମ୍ବା “ଆମ୍ଭେମାନେ ଅନନ୍ତକାଳ ଜୀବିତ ରହିବା ଯଦି ଆମେମାନେ ତାହାଙ୍କ ପୁତ୍ରଙ୍କ ସହିତ ଏକତ୍ରିତ ହେବା”
1JN 5 11 sz21 guidelines-sonofgodprinciples τῷ Υἱῷ 1 Son ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ, ଈଶ୍ବରଙ୍କ ପୁତ୍ର । (ଦେଖ: [[rc://en/ta/man/translate/guidelines-sonofgodprinciples]])
1JN 5 11 k2qn figs-abstractnouns ζωὴν 1 life
1JN 5 11 u1w5 αὕτη ... ἡ ... ζωὴ ἐν τῷ Υἱῷ αὐτοῦ ἐστιν 1 this life is in his Son
1JN 5 11 sz21 guidelines-sonofgodprinciples τῷ Υἱῷ 1 Son
1JN 5 12 st2z figs-metaphor ὁ ἔχων τὸν Υἱὸν, ἔχει τὴν ζωήν; ὁ μὴ ἔχων τὸν Υἱὸν τοῦ Θεοῦ, τὴν ζωὴν οὐκ ἔχει 1 The one who has the Son has life. The one who does not have the Son of God does not have life ପୁତ୍ରଙ୍କଠାରେ ଘନିଷ୍ଟଭାବେ ମିଳିତ ହୋଇ ରହିବା ବିଷୟରେ ଏପରି କୁହାଯାଇଛି ଯେପରି ତାହଙ୍କ ପୁତ୍ରଙ୍କୁ ଧାରଣ କରିବା । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କଠାରେ ଅନନ୍ତ ଜୀବନ ରହିଛି । ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ନାହିଁ ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
1JN 5 13 uwm2 0 General Information: ଏହା ଯୋହନଙ୍କ ପତ୍ରର ଶେଷରେ ଆରମ୍ଭ ହୋଇଛି । ସେ ତାହାଙ୍କ ପାଠକମାନଙ୍କୁ ତାହାଙ୍କ ପତ୍ରର ଶେଷ ଉଦେଶ୍ବ କହନ୍ତି ଏବଂ ସେମାନଙ୍କୁ କିଛି ଶେଷ ଶିକ୍ଷା ଦିଅନ୍ତି ।
1JN 5 13 ezl8 ταῦτα 1 these things ବିକଳ୍ପ ଅନୁବାଦ: “ଏହି ପତ୍ର”

Can't render this file because it contains an unexpected character in line 2 and column 3772.