Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 07:02:16 +00:00
parent 838a4239ab
commit fbe6f37644
1 changed files with 1 additions and 1 deletions

View File

@ -332,7 +332,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 7 xnys figs-abstractnouns τῆς τῶν ἀθέσμων ἐν ἀσελγείᾳ ἀναστροφῆς 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏକ ବିଶେଷଣ ସହିତ ଗୁଣବାଚକ ବିଶେଷ୍ୟ **କାମୁକତାପୂର୍ଣ୍ଣ** ଶବ୍ଦକୁ ଅନୁବାଦ କରିପାରିବେ । ଦେଖନ୍ତୁ [:](..//.md) ରେ ଆପଣ ଏହି ଶବ୍ଦର ବହୁବଚନକୁ କିପରି ଅନୁବାଦ କରିଛନ୍ତି । ବିକଳ୍ପ ଅନୁବାଦ: “ଦୂରାଚାରୀ ବ୍ୟକ୍ତିମାନଙ୍କର ଲୋଭନୀୟ ଆଚରଣ” କିମ୍ବା “ଦୂରାଚାରୀ ବ୍ୟକ୍ତିଙ୍କ କାମୁକତା ଆଚରଣ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 8 dvle writing-background γὰρ 1 ସଦୋମରେ ଲୋଟଙ୍କ ଜୀବନ ବିଷୟରେ ପୃଷ୍ଠଭୂମି ସୂଚନା ପ୍ରଦାନ କରିବାକୁ ପିତର ଏଠାରେ **ଯେଣୁ** ଶବ୍ଦ ବ୍ୟବହାର କରନ୍ତି । ପିତର କାହିଁକି ପୂର୍ବ ପଦରେ ଜଣେ ଧାର୍ମିକ ବ୍ୟକ୍ତି ବୋଲି କହିଥିଲେ ତାହା ପାଠକମାନଙ୍କୁ ବୁଝିବାରେ ସାହାଯ୍ୟ କରିବା ପାଇଁ ସେ ବ୍ୟବହାର କରିଥିଲେ । କାରଣ ସୂଚାଇବା ପାଇଁ ପିତର ଏଠାରେ **ପାଇଁ** ଶବ୍ଦ ବ୍ୟବହାର କରୁନାହାଁନ୍ତି । ପୃଷ୍ଠଭୂମି ସୂଚନା ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ବର୍ତ୍ତମାନ” (ଦେଖନ୍ତୁ:
[[rc://en/ta/man/translate/writing-background]])
2PE 2 8 sn4w figs-abstractnouns βλέμματι γὰρ καὶ ἀκοῇ 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଗୁଣବାଚକ ବିଶେଷ୍ୟଗୁଡ଼ିକୁ **ଦେଖିବା** ଏବଂ **ଶୁଣିବା** କୁ ମୌଖିକ ବାକ୍ୟାଂଶ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେ ଯାହା ଦେଖିଲେ ଏବଂ ଯାହା ଶୁଣିଲେ ସେଥିପାଇଁ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 2 8 xdlw ἐνκατοικῶν ἐν αὐτοῖς 1 ଯେତେବେଳେ ଲୋଟ ସଦୋମରେ ବାସ
କରିବା ସମୟକୁ ବୁଝାଏ

ବିକଳ୍ପ ଅନୁବାଦ: “ଯେତେବେଳେ ସେ ସେମାନଙ୍କ ମଧ୍ୟରେ ବାସ କରୁଥିଲେ”
2PE 2 8 xdlw ἐνκατοικῶν ἐν αὐτοῖς 1 ଯେତେବେଳେ ଲୋଟ ସଦୋମରେ ବାସ କରିବା ସମୟକୁ ବୁଝାଏ । ବିକଳ୍ପ ଅନୁବାଦ: “ଯେତେବେଳେ ସେ ସେମାନଙ୍କ ମଧ୍ୟରେ ବାସ କରୁଥିଲେ”
2PE 2 8 xa7g writing-pronouns αὐτοῖς 1 ଏଠାରେ, ସର୍ବନାମ **ସେମାନେ** ସଦୋମର ବାସିନ୍ଦାମାନଙ୍କୁ ବୁଝାଏ ।ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ **ସେମାନେ** କାହାକୁ  ବୁଝାଏ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ସଦୋମର ଲୋକ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
2PE 2 8 ujf1 figs-idiom ἐνκατοικῶν ἐν αὐτοῖς ἡμέραν ἐξ ἡμέρας 1 ଏହି ବାକ୍ୟାଂଶ, **ପ୍ରତିଦିନ**, ଏକ ରୂଢ଼ି ଅଟେ ଯାହାର ଅର୍ଥ “ଦିନପ୍ରତି ଦିନ” କିମ୍ବା “ପ୍ରତ୍ୟେକ ଦିନ” । ଆପଣ ଏହାକୁ ନିଜ ଭାଷାରେ ଆକ୍ଷରିକ ଭାବରେ ପ୍ରକାଶ କରିପାରନ୍ତି । ବିକଳ୍ପ ଅନୁବାଦ: “ଦିନକୁ ଦିନ
ସେମାନଙ୍କ ମଧ୍ୟରେ ବାସ କରି” କିମ୍ବା “ପ୍ରତିଦିନ ସେମାନଙ୍କ ମଧ୍ୟରେ ରହି” (ଦେଖନ୍ତୁ:[[rc://en/ta/man/translate/figs-idiom]])
2PE 2 8 co5v ἀνόμοις ἔργοις 1 ଏହି ବାକ୍ୟର ଅର୍ଥ ହୋଇପାରେ: (୧) ଅନୈତିକ କର୍ମଗୁଡ଼ିକ ଯାହା ଦ୍ୱାରା ଲୋଟଙ୍କ ଆତ୍ମାକୁ ଯନ୍ତ୍ରଣା ହେଉଥିଲେ ।
ବିକଳ୍ପ ଅନୁବାଦ: “ଅନୈତିକ କର୍ମରେ” () ଅନୈତିକ କର୍ମ ଯାହା ଲୋଟଙ୍କ ଆତ୍ମାକୁ ଯନ୍ତ୍ରଣା ଦେବାର କାରଣ ଥିଲା । ବିକଳ୍ପ ଅନୁବାଦ: “ଅନୈତିକ କର୍ମ ହେତୁ”

Can't render this file because it contains an unexpected character in line 2 and column 9170.