Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 07:01:15 +00:00
parent 8f7c4065a4
commit 838a4239ab
1 changed files with 1 additions and 1 deletions

View File

@ -208,7 +208,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 1 4 xxuj figs-metonymy ἐν τῷ κόσμῳ 1 ଏଠାରେ, **ଜଗତ** ଶବ୍ଦର ଅର୍ଥ ହୋଇପାରେ: (୧) ଯେଉଁଠାରେ ଆମେ ସମସ୍ତେ ବାସ କରୁ, ଯେଉଁଠାରେ ଆମେ ପାପୀ ଲୋକ ଏବଂ ପାପର ପ୍ରଲୋଭନ ଦ୍ୱାରା ଘେରି ରହିଥାଉ । ବିକଳ୍ପ ଅନୁବାଦ: “ତାହା ଆମ୍ଭମାନଙ୍କ
ଚାରିପାଖରେ” () ମୂଲ୍ୟବୋଧର ପ୍ରକ୍ରିୟା ଯେଉଁଠାରେ ଲୋକମାନେ ଅଂଶ ଗ୍ରହଣ  କରନ୍ତି ଯେଉଁମାନେ ଈଶ୍ଵରଙ୍କୁ ସମ୍ମାନ କରନ୍ତି ନାହିଁ । ବିକଳ୍ପ ଅନୁବାଦ: “ଦୁନିଆର ଅଧାର୍ମିକ ମୂଲ୍ୟବୋଧର” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
2PE 1 4 wnec ἐν ἐπιθυμίᾳ 1 ଏଠାରେ, **ଦ୍ଵାରା** ଶବ୍ଦ ପାପରେ ଗ୍ରାସ ହୋଇଥିବା ମାଧ୍ୟମକୁ ବୁଝାଏ । ଏହା ପିତରଙ୍କ ପାଠକ ପାପରୁ ରକ୍ଷା ପାଇଥିବା ଉପାୟକୁ ବୁଝାଏ ନାହିଁ । ବିକଳ୍ପ ଅନୁବାଦ: “ଲୋଭ ଦ୍ୱାରା”
2PE 1 4 kjnh figs-abstractnouns φθορᾶς 1 corruption ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **ଭ୍ରଷ୍ଟତା**ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବିଷୟ ଯାହା ତୁମ୍ଭମାନଙ୍କୁ ଭ୍ରଷ୍ଟ କରେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 1 5 ceir σπουδὴν πᾶσαν παρεισενέγκαντες 1 **ସମସ୍ତ ଯତ୍ନ ସହକାରେ**
ବାକ୍ୟାଂଶ ସେହି ଉପାୟକୁ ସୂଚାଇଥାଏ ଯାହା ଦ୍ଵାରା ନିମ୍ନଲିଖିତ ବିଷୟକୁ କରାଯିବ

ବିକଳ୍ପ ଅନୁବାଦ: “ସମସ୍ତ ଯତ୍ନ ସହକାରେ”
2PE 1 5 ceir σπουδὴν πᾶσαν παρεισενέγκαντες 1 **ସମସ୍ତ ଯତ୍ନ ସହକାରେ**ବାକ୍ୟାଂଶ ସେହି ଉପାୟକୁ ସୂଚାଇଥାଏ ଯାହା ଦ୍ଵାରା ନିମ୍ନଲିଖିତ ବିଷୟକୁ କରାଯିବ ।
ବିକଳ୍ପ ଅନୁବାଦ: “ସମସ୍ତ ଯତ୍ନ ସହକାରେ”
2PE 1 5 xp0n figs-idiom σπουδὴν πᾶσαν παρεισενέγκαντες 1 ଏଠାରେ, ** ସମସ୍ତ ଯତ୍ନ ସହକାରେ** ଏକ ରୂଢ଼ି ଅଟେ ଯାହାର ଅର୍ଥ ଜଣେ ସର୍ବଶ୍ରେଷ୍ଠ କାର୍ଯ୍ୟ କରିବା କିମ୍ବା ସର୍ବୋତ୍ତମ ପ୍ରୟାସ କରିବା ଉଚିତ ଅଟେ । ବିକଳ୍ପ ଅନୁବାଦ: “ସମସ୍ତ ପ୍ରୟାସ କରିବା” (ଦେଖନ୍ତୁ:
[[rc://en/ta/man/translate/figs-idiom]])
2PE 1 5 j0tr figs-abstractnouns ἐπιχορηγήσατε ἐν τῇ πίστει ὑμῶν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି କ୍ରିୟା ସହ ଗୁଣବାଚକ
ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଯୀଶୁଙ୍କ ଉପରେ ଭରସା କର”(ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 1 5 tukx figs-you ὑμῶν 1 **ତୁମ୍ଭର** ସର୍ବନାମ ଏଠାରେ ବହୁବଚନ ଅଟେ, ଯେହେତୁ ପିତର ଏକ ଗୋଷ୍ଠୀ ଭାବରେ ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ଲେଖୁଛନ୍ତି । ସାଧାରଣତଃ, ପତ୍ରରେ “ତୁମ୍ଭେ” ଏବଂ “ତୁମ୍ଭର” ସର୍ବନାମଗୁଡ଼ିକ ସମାନ କାରଣ ପାଇଁ ବହୁବଚନ ଅଟେ । (ଦେଖନ୍ତୁ: [[rc://en/ta/man/translate/figs-you]])

Can't render this file because it contains an unexpected character in line 2 and column 9170.