Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 07:00:56 +00:00
parent 7c7fd912b3
commit 8f7c4065a4
1 changed files with 2 additions and 2 deletions

View File

@ -202,9 +202,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 1 4 g7fc δι’ ὧν 1 ଏଠାରେ, **ମଧ୍ୟରୁ** ଈଶ୍ଵର ତାଙ୍କ ପ୍ରତିଜ୍ଞା ଦେଇଥିବା ଉପାୟକୁ ବୁଝାଏ। ବିକଳ୍ପ ଅନୁବାଦ: “ଯାହା ଦ୍ଵାରା”
2PE 1 4 zspe figs-exclusive ἡμῖν 1 ଏଠାରେ, **ଆମ୍ଭମାନଙ୍କୁ** ପିତର ଏବଂ ତାଙ୍କ ପାଠକ, ସହ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ [[rc://en/ta/man/translate/figs-exclusive]])
2PE 1 4 dl8v writing-pronouns δεδώρηται 1 **ସେ** ସର୍ବନାମ ସୂଚାଇପାରେ: (୧) ଈଶ୍ଵର । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରଦାନ କରିଛନ୍ତି” () ଯୀଶୁ ।
ବିକଳ୍ପ ଅନୁବାଦ: “ଯୀଶୁ ଦେଇଛନ୍ତି” (ଦେଖନ୍ତୁ: [[rc://en/ta/man/translate/writing-pronouns]])
2PE 1 4 xnjn figs-abstractnouns τὰ τίμια καὶ μέγιστα ἡμῖν ἐπαγγέλματα δεδώρηται, 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **ପ୍ରତିଜ୍ଞା**ର ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କୁ  ବହୁମୂଲ୍ୟ ଓ ଅତି ମହତ‍ ବିଷୟ ପ୍ରତିଜ୍ଞା କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 1 4 xnjn figs-abstractnouns τὰ τίμια καὶ μέγιστα ἡμῖν ἐπαγγέλματα δεδώρηται, 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **ପ୍ରତିଜ୍ଞା**ର ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କୁ  ବହୁମୂଲ୍ୟ ଓ ଅତି ମହତ‍ ବିଷୟ ପ୍ରତିଜ୍ଞା କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 1 4 zxij grammar-connect-logic-goal ἵνα διὰ τούτων γένησθε θείας κοινωνοὶ φύσεως 1 ଏହା ଏକ ଉଦ୍ଦେଶ୍ୟମୁଳକ ବାକ୍ୟାଂଶ ଅଟେ । ଈଶ୍ଵର ଯେଉଁ ଉଦ୍ଦେଶ୍ୟରେ ଆମ୍ଭମାନଙ୍କୁ  ବହୁମୂଲ୍ୟ ଓ ଅତି ମହତ‍
ପ୍ରତିଜ୍ଞା ଦେଇଛନ୍ତି ସେହି ବିଷୟରେ ପିତର କହନ୍ତି । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟମୁଳକ ବାକ୍ୟାଂଶ ପାଇଁ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ । ବିକଳ୍ପ ଅନୁବାଦ (ପୂର୍ବର କମା ନ ଦେଇ): “ଯେପରି ସେମାନଙ୍କ ମାଧ୍ୟମରେ ତୁମ୍ଭେମାନେ ଈଶ୍ୱରୀୟ ସ୍ୱଭାବର ଅଂଶୀଦାର ହୋଇପାରିବ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]])
2PE 1 4 umh8 writing-pronouns διὰ τούτων 1 ଏଠାରେ **ସେମାନଙ୍କ** ସର୍ବନାମ
ପୂର୍ବ ବାକ୍ୟର ବହୁମୂଲ୍ୟ ଓ ଅତି ମହତ‍ ପ୍ରତିଜ୍ଞାଗୁଡ଼ିକୁ ବୁଝାଏ

ବିକଳ୍ପ ଅନୁବାଦ: “ଏହି ପ୍ରତିଜ୍ଞା ମାଧ୍ୟମରେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 1 4 umh8 writing-pronouns διὰ τούτων 1 ଏଠାରେ **ସେମାନଙ୍କ** ସର୍ବନାମ ପୂର୍ବ ବାକ୍ୟର ବହୁମୂଲ୍ୟ ଓ ଅତି ମହତ‍ ପ୍ରତିଜ୍ଞାଗୁଡ଼ିକୁ ବୁଝାଏ । ବିକଳ୍ପ ଅନୁବାଦ: “ଏହି ପ୍ରତିଜ୍ଞା ମାଧ୍ୟମରେ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
2PE 1 4 xxuj figs-metonymy ἐν τῷ κόσμῳ 1 ଏଠାରେ, **ଜଗତ** ଶବ୍ଦର ଅର୍ଥ ହୋଇପାରେ: (୧) ଯେଉଁଠାରେ ଆମେ ସମସ୍ତେ ବାସ କରୁ, ଯେଉଁଠାରେ ଆମେ ପାପୀ ଲୋକ ଏବଂ ପାପର ପ୍ରଲୋଭନ ଦ୍ୱାରା ଘେରି ରହିଥାଉ । ବିକଳ୍ପ ଅନୁବାଦ: “ତାହା ଆମ୍ଭମାନଙ୍କ
ଚାରିପାଖରେ” () ମୂଲ୍ୟବୋଧର ପ୍ରକ୍ରିୟା ଯେଉଁଠାରେ ଲୋକମାନେ ଅଂଶ ଗ୍ରହଣ  କରନ୍ତି ଯେଉଁମାନେ ଈଶ୍ଵରଙ୍କୁ ସମ୍ମାନ କରନ୍ତି ନାହିଁ । ବିକଳ୍ପ ଅନୁବାଦ: “ଦୁନିଆର ଅଧାର୍ମିକ ମୂଲ୍ୟବୋଧର” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
2PE 1 4 wnec ἐν ἐπιθυμίᾳ 1 ଏଠାରେ, **ଦ୍ଵାରା** ଶବ୍ଦ ପାପରେ ଗ୍ରାସ ହୋଇଥିବା ମାଧ୍ୟମକୁ ବୁଝାଏ । ଏହା ପିତରଙ୍କ ପାଠକ ପାପରୁ ରକ୍ଷା ପାଇଥିବା ଉପାୟକୁ ବୁଝାଏ ନାହିଁ । ବିକଳ୍ପ ଅନୁବାଦ: “ଲୋଭ ଦ୍ୱାରା”
2PE 1 4 kjnh figs-abstractnouns φθορᾶς 1 corruption ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **ଭ୍ରଷ୍ଟତା**ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବିଷୟ ଯାହା ତୁମ୍ଭମାନଙ୍କୁ ଭ୍ରଷ୍ଟ କରେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 9170.