Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 07:00:09 +00:00
parent fcaf260696
commit 7c7fd912b3
1 changed files with 1 additions and 1 deletions

View File

@ -198,7 +198,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 1 3 xvh0 figs-abstractnouns διὰ τῆς ἐπιγνώσεως τοῦ καλέσαντος ἡμᾶς 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଜ୍ଞାନ** କୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଆମ୍ଭମାନଙ୍କୁ ଡାକିଛନ୍ତି ତାହା ଜାଣିବା
ଦ୍ୱାରା” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 1 3 cxxo τοῦ καλέσαντος ἡμᾶς 1 ଏହି ବାକ୍ୟଟି ସୂଚାଇପାରେ: (୧) ଈଶ୍ଵର । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ, ଯିଏ ଆମ୍ଭମାନଙ୍କୁ ଡାକିଛନ୍ତି” () ଯୀଶୁ
। ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ, ଯିଏ ଆମ୍ଭମାନଙ୍କୁ ଡାକିଛନ୍ତି”
2PE 1 3 twp8 διὰ δόξης καὶ ἀρετῆς 1 ଏଠାରେ, **ମାଧ୍ୟମରେ** ଯାହା ଦ୍ୱାରା ଈଶ୍ଵର ଆମ୍ଭମାନଙ୍କୁ ଡାକିଛନ୍ତି ତାହା ବୁଝାଏ । ବିକଳ୍ପ ଅନୁବାଦ: “ତାଙ୍କର ଗୌରବ ଏବଂ ମହାନତା ଦ୍ୱାରା”
2PE 1 3 xmxh figs-abstractnouns διὰ δόξης καὶ ἀρετῆς 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ ** ଗୌରବ**
ଏବଂ **ମହାନତା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “କାରଣ ସେ ବହୁତ ମହାନ ଏବଂ ଅତି ଉତ୍ତମ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 1 3 xmxh figs-abstractnouns διὰ δόξης καὶ ἀρετῆς 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ ** ଗୌରବ** ଏବଂ **ମହାନତା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ସେ ବହୁତ ମହାନ ଏବଂ ଅତି ଉତ୍ତମ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 1 4 g7fc δι’ ὧν 1 ଏଠାରେ, **ମଧ୍ୟରୁ** ଈଶ୍ଵର ତାଙ୍କ ପ୍ରତିଜ୍ଞା ଦେଇଥିବା ଉପାୟକୁ ବୁଝାଏ। ବିକଳ୍ପ ଅନୁବାଦ: “ଯାହା ଦ୍ଵାରା”
2PE 1 4 zspe figs-exclusive ἡμῖν 1 ଏଠାରେ, **ଆମ୍ଭମାନଙ୍କୁ** ପିତର ଏବଂ ତାଙ୍କ ପାଠକ, ସହ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ [[rc://en/ta/man/translate/figs-exclusive]])
2PE 1 4 dl8v writing-pronouns δεδώρηται 1 **ସେ** ସର୍ବନାମ ସୂଚାଇପାରେ: (୧) ଈଶ୍ଵର । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରଦାନ କରିଛନ୍ତି” () ଯୀଶୁ ।
ବିକଳ୍ପ ଅନୁବାଦ: “ଯୀଶୁ ଦେଇଛନ୍ତି” (ଦେଖନ୍ତୁ: [[rc://en/ta/man/translate/writing-pronouns]])

Can't render this file because it contains an unexpected character in line 2 and column 9170.