diff --git a/en_tn_62-2PE.tsv b/en_tn_62-2PE.tsv index a92cdd1..de9ea96 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -198,7 +198,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 1 3 xvh0 figs-abstractnouns διὰ τῆς ἐπιγνώσεως τοῦ καλέσαντος ἡμᾶς 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଜ୍ଞାନ** କୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଆମ୍ଭମାନଙ୍କୁ ଡାକିଛନ୍ତି ତାହା ଜାଣିବା
ଦ୍ୱାରା” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) 2PE 1 3 cxxo τοῦ καλέσαντος ἡμᾶς 1 ଏହି ବାକ୍ୟଟି ସୂଚାଇପାରେ: (୧) ଈଶ୍ଵର । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ, ଯିଏ ଆମ୍ଭମାନଙ୍କୁ ଡାକିଛନ୍ତି” (୨) ଯୀଶୁ
। ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ, ଯିଏ ଆମ୍ଭମାନଙ୍କୁ ଡାକିଛନ୍ତି” 2PE 1 3 twp8 διὰ δόξης καὶ ἀρετῆς 1 ଏଠାରେ, **ମାଧ୍ୟମରେ** ଯାହା ଦ୍ୱାରା ଈଶ୍ଵର ଆମ୍ଭମାନଙ୍କୁ ଡାକିଛନ୍ତି ତାହା ବୁଝାଏ । ବିକଳ୍ପ ଅନୁବାଦ: “ତାଙ୍କର ଗୌରବ ଏବଂ ମହାନତା ଦ୍ୱାରା” -2PE 1 3 xmxh figs-abstractnouns διὰ δόξης καὶ ἀρετῆς 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ ** ଗୌରବ**
ଏବଂ **ମହାନତା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “କାରଣ ସେ ବହୁତ ମହାନ ଏବଂ ଅତି ଉତ୍ତମ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 1 3 xmxh figs-abstractnouns διὰ δόξης καὶ ἀρετῆς 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ ** ଗୌରବ** ଏବଂ **ମହାନତା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ସେ ବହୁତ ମହାନ ଏବଂ ଅତି ଉତ୍ତମ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) 2PE 1 4 g7fc δι’ ὧν 1 ଏଠାରେ, **ମଧ୍ୟରୁ** ଈଶ୍ଵର ତାଙ୍କ ପ୍ରତିଜ୍ଞା ଦେଇଥିବା ଉପାୟକୁ ବୁଝାଏ। ବିକଳ୍ପ ଅନୁବାଦ: “ଯାହା ଦ୍ଵାରା” 2PE 1 4 zspe figs-exclusive ἡμῖν 1 ଏଠାରେ, **ଆମ୍ଭମାନଙ୍କୁ** ପିତର ଏବଂ ତାଙ୍କ ପାଠକ, ସହ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ [[rc://en/ta/man/translate/figs-exclusive]]) 2PE 1 4 dl8v writing-pronouns δεδώρηται 1 **ସେ** ସର୍ବନାମ ସୂଚାଇପାରେ: (୧) ଈଶ୍ଵର । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରଦାନ କରିଛନ୍ତି” (୨) ଯୀଶୁ ।
ବିକଳ୍ପ ଅନୁବାଦ: “ଯୀଶୁ ଦେଇଛନ୍ତି” (ଦେଖନ୍ତୁ: [[rc://en/ta/man/translate/writing-pronouns]])