Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 14:48:37 +00:00
parent 73b1236b72
commit f574f9c29b
1 changed files with 8 additions and 8 deletions

View File

@ -141,14 +141,14 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 3 5 k5dc figs-metaphor ἔχοντες μόρφωσιν εὐσεβείας, τὴν δὲ δύναμιν αὐτῆς ἠρνημένοι 1 They will have a shape of godliness, but they will deny its power ଅଭିବ୍ୟକ୍ତିର **ଏକ ରୂପ** ସୂଚାଇଥାଏ ଯେ ସେମାନଙ୍କର ଅଧର୍ମିକତା ପ୍ରକୃତ ବା ସତ୍ୟ ନୁହେଁ। ବିକଳ୍ପ ଅନୁବାଦ: " ଭକ୍ତିର ଭେଖ ଧରନ୍ତି" କିମ୍ବା "ଈଶ୍ଵରଙ୍କୁ ସମ୍ମାନ ଦେବାପରି ଦେଖାଯାନ୍ତି"। [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 3 5 tpe8 ἔχοντες μόρφωσιν εὐσεβείας 1 have a shape of godliness
2TI 3 5 xm1c figs-metaphor τούτους ἀποτρέπου 1 Turn away from these people **ଅନ୍ତର ହେବା****ର** ଅଭିବ୍ୟକ୍ତି କାହାକୁ ଏଡାଇବାକୁ ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: "ଏହି ଲୋକମାନଙ୍କୁ ଏଡ଼ାଅ" କିମ୍ବା "ଏପରି ଲୋକମାନଙ୍କୁ ଏଡ଼ାଅ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 3 6 gu4b ἐνδύνοντες εἰς τὰς οἰκίας, καὶ αἰχμαλωτίζοντες 1 enter into households and captivate ପ୍ରତାରଣାରେ ଅତ୍ୟଧିକ ପ୍ରଭାବିତ ବ୍ୟକ୍ତିଙ୍କୁ ବର୍ଣ୍ଣନା କରିବା ପାଇଁ ଏଠାରେ ପାଉଲ ସାଙ୍କେତିକ ଭାବରେ **ଆକର୍ଷଣୀୟ** ଶବ୍ଦ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: " ପ୍ରଭାବିତ କରିବା"
2TI 3 6 u9m5 γυναικάρια 1 foolish women "ଯେଉଁ ସ୍ତ୍ରୀ ଲୋକମାନେ ଆତ୍ମିକଭାବରେ ଦୁର୍ବଳ I ଏହି ସ୍ତ୍ରୀ ଲୋକମାନେ ହୁଏତ ଆତ୍ମିକଭାବରେ ଦୁର୍ବଳ, କାରଣ ସେମାନେ ଈଶ୍ବରପରାୟଣ ହେବାକୁ ବିଫଳ ହୁଅନ୍ତି କିମ୍ବା ସେମାନେ ଅଲସୁଆ ଓ ଅନେକ ପାପରେ ଜଡିତ ଅଟନ୍ତି I
2TI 3 6 e9ex figs-metaphor σεσωρευμένα ἁμαρτίαις 1 who are heaped up with sins ପାପର ଆକର୍ଷଣ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହି ସ୍ତ୍ରୀ ଲୋକମାନଙ୍କ ପିଠିରେ ପାପଗୁଡିକ ଠୁଳ ହୋଇ ଲଦି ହୋଇ ରହିଛି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେଉଁମାନେ ବାରମ୍ବାର ପାପ କରନ୍ତି” କିମ୍ବା ) “ଯେଉଁମାନେ ଅତିଶୟ ଦୋଷୀ ମନେ କରନ୍ତି, କାରଣ ସେମାନେ ନିରନ୍ତର ପାପ କରୁଛନ୍ତି I” ଚିନ୍ତାଧାରା ହେଉଛି ଯେ ଏହି ଲୋକମାନେ ଏହି ସ୍ତ୍ରୀ ଲୋକମାନଙ୍କୁ ସହଜରେ ପ୍ରଭାବିତ କରି ପାରନ୍ତି, କାରଣ ଏହି ସ୍ତ୍ରୀ ଲୋକମାନେ ପାପ କରିବାରୁ ନିବୃତ ହୋଇ ପାରନ୍ତି ନାହିଁ I (ଦେଖ: [[rc://en/ta/man/translate/figs-metaphor]])
2TI 3 6 izz9 figs-metaphor ἀγόμενα ἐπιθυμίαις ποικίλαις 1 are led away by various desires ପାଉଲ ଏହି ପ୍ରକାର ବିଭିନ୍ନ ଅଭିଳାଷ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡ଼ିକ ଅନ୍ୟ ଜଣକୁ ଦୂରକୁ ନେଇଯିବେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଖ୍ରୀଷ୍ଟଙ୍କର ବାଧ୍ୟ ନ ହୋଇ ବରଂ ବିଭିନ୍ନ ପ୍ରକାରେ ପାପ କରିବାକୁ ଇଚ୍ଛା କରନ୍ତି” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
2TI 3 8 m6a7 0 Connecting Statement: ପାଉଲ ମୋଶାଙ୍କ ସମୟର ଦୁଇ ଜଣ ଭଣ୍ଡ ଶିକ୍ଷକଙ୍କ ଦୃଷ୍ଟାନ୍ତ ଦେଉଛନ୍ତି ଓ ଲୋକମାନେ ସେହି ପ୍ରକାର ହେବେ ବୋଲି କହୁଛନ୍ତି I ପାଉଲ ତୀମଥିଙ୍କୁ ତାହାଙ୍କ ଆଦର୍ଶକୁ ଅନୁସରଣ କରି ଈଶ୍ବରଙ୍କ ବାକ୍ୟରେ ସ୍ଥିର ରହିବାକୁ ଉତ୍ସାହିତ କରୁଛନ୍ତି I
2TI 3 8 b8el translate-names Ἰάννης καὶ Ἰαμβρῆς 1 Jannes and Jambres ଏସବୁ ପୁରୁଷ ଲୋକଙ୍କ ନାମ I (ଦେଖ: [[rc://en/ta/man/translate/translate-names]])
2TI 3 8 tgn8 figs-metaphor ἀντέστησαν 1 stood against କାହାରି ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କ ବିରୁଦ୍ଧରେ ଛିଡ଼ା ହେଉଛନ୍ତି I ବିକଳ୍ପ ଅନୁବାଦ: “ବିରୋଧ କଲେ” (ଦେଖ: [[rc://en/ta/man/translate/figs-metaphor]])
2TI 3 8 dc3z ἀνθίστανται τῇ ἀληθείᾳ 1 stand against the truth ଯୀଶୁଙ୍କ ସୁସମାଚାରର ବିରୋଧ କରନ୍ତି"
2TI 3 6 gu4b ἐνδύνοντες εἰς τὰς οἰκίας, καὶ αἰχμαλωτίζοντες 1 enter into households and captivate **ନିର୍ବୋଧ ସ୍ତ୍ରୀ** ଶବ୍ଦ ମହିଳାମାନଙ୍କୁ ବୁଝାଏ ଯେଉଁମାନେ ଆଧ୍ୟାତ୍ମିକ ଭାବରେ ଦୁର୍ବଳ ଏବଂ ଅପରିପକ୍ୱ ଅଟନ୍ତି। ସେମାନେ ଏହି ଲୋକଙ୍କୁ ନିଜ ଘରେ ସେମାନଙ୍କ କଥା ଶୁଣନ୍ତି କାରଣ ସେମାନେ ଦୁର୍ବଳ, ମୂଲ୍ୟହୀନ ଏବଂ ଅନେକ ପାପ କରନ୍ତି। ବିକଳ୍ପ ଅନୁବାଦ: "ଯେଉଁ ସ୍ତ୍ରୀମାନେ ଆଧ୍ୟାତ୍ମିକ ଭାବରେ ଦୁର୍ବଳ"
2TI 3 6 u9m5 γυναικάρια 1 foolish women **ନିର୍ବୋଧ ସ୍ତ୍ରୀ** ଶବ୍ଦ ମହିଳାମାନଙ୍କୁ ବୁଝାଏ ଯେଉଁମାନେ ଆଧ୍ୟାତ୍ମିକ ଭାବରେ ଦୁର୍ବଳ ଏବଂ ଅପରିପକ୍ୱ ଅଟନ୍ତି। ସେମାନେ ଏହି ଲୋକଙ୍କୁ ନିଜ ଘରେ ସେମାନଙ୍କ କଥା ଶୁଣନ୍ତି କାରଣ ସେମାନେ ଦୁର୍ବଳ, ମୂଲ୍ୟହୀନ ଏବଂ ଅନେକ ପାପ କରନ୍ତି। ବିକଳ୍ପ ଅନୁବାଦ: "ଯେଉଁ ସ୍ତ୍ରୀମାନେ ଆଧ୍ୟାତ୍ମିକ ଭାବରେ ଦୁର୍ବଳ"
2TI 3 6 e9ex figs-metaphor σεσωρευμένα ἁμαρτίαις 1 who are heaped up with sins ପାଉଲ ଏହି **ପାପଗୁଡ଼ିକୁ** ସାଙ୍କେତିକ ଭାବରେ କହନ୍ତି ଯେପରି ସେଗୁଡ଼ିକ ଏହି ସ୍ତ୍ରୀମାନଙ୍କ ପିଠିରେ ଗଦା ହୋଇ ରହିଛନ୍ତି। କାହିଁକି ଏହି ପୁରୁଷମାନେ ଏହି ସ୍ତ୍ରୀମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ ସେବିଷୟରେ ପାଉଲ ବ୍ୟାଖ୍ୟା କରୁଛନ୍ତି। ଏହାର ଅର୍ଥ: (1) ଏହି ସ୍ତ୍ରୀମାନେ ବାରମ୍ବାର କିମ୍ବା କ୍ରମାଗତ ଭାବରେ ପାପ କରନ୍ତି। ବିକଳ୍ପ ଅନୁବାଦ: "ଯିଏ ବାରମ୍ବାର ପାପ କରେ" (2) ଏହି ସ୍ତ୍ରୀମାନେ ପାପ ହେତୁ ଭୟଙ୍କର ଦୋଷ ଅନୁଭବ କରନ୍ତି। ବିକଳ୍ପ ଅନୁବାଦ: "ଯେଉଁମାନେ ନିଜ ପାପ ପାଇଁ ଭୟଙ୍କର ଦୋଷ ଅନୁଭବ କରନ୍ତି" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 3 6 izz9 figs-metaphor ἀγόμενα ἐπιθυμίαις ποικίλαις 1 are led away by various desires ପାଉଲ ଏହି **ବିଭିନ୍ନ ଅଭିଳାଷ** ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେଗୁଡ଼ିକ ଶାରୀରିକ ଭାବରେ ଜଣେ ବ୍ୟକ୍ତିଙ୍କୁ ଦୂରକୁ ନେଇଯିବେ। ସେଗୁଡ଼ିକ ଅର୍ଥ ସ୍ତ୍ରୀମାନେ ସେମାନଙ୍କର ଅଭିଳାଷ ପୂରଣ କରିବା ପାଇଁ ଖରାପ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଅନ୍ତି। ବିକଳ୍ପ ଅନୁବାଦ: "ସେମାନେ ବିଭିନ୍ନ ଉପାୟରେ ପାପ କରିବାକୁ ନିଷ୍ପତ୍ତି ନିଅନ୍ତି।"[[rc://en/ta/man/translate/figs-personification]])ଦେଖନ୍ତୁ)
2TI 3 8 m6a7 0 Connecting Statement:
2TI 3 8 b8el translate-names Ἰάννης καὶ Ἰαμβρῆς 1 Jannes and Jambres ଏସବୁ ପୁରୁଷମାନଙ୍କ ନାମI <br><br> [[rc://en/ta/man/translate/translate-names]])ଦେଖନ୍ତୁ)
2TI 3 8 tgn8 figs-metaphor ἀντέστησαν 1 stood against
2TI 3 8 dc3z ἀνθίστανται τῇ ἀληθείᾳ 1 stand against the truth
2TI 3 8 g4kk ἄνθρωποι κατεφθαρμένοι τὸν νοῦν 1 They are men corrupt in mind
2TI 3 8 pfh1 ἀδόκιμοι περὶ τὴν πίστιν 1 and with regard to the faith they are proven to be false
2TI 3 9 c6xx figs-metaphor οὐ προκόψουσιν ἐπὶ πλεῖον 1 they will not advance very far

Can't render this file because it contains an unexpected character in line 2 and column 8087.