Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 14:44:52 +00:00
parent a3fb183614
commit 73b1236b72
1 changed files with 13 additions and 13 deletions

View File

@ -129,19 +129,19 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 2 26 mql8 figs-metaphor ἐκ τῆς τοῦ διαβόλου παγίδος 1 leave the devil's trap ପାଉଲ ଶୟତାନର ପ୍ରତାରଣାକୁ ଏକ ଶାରୀରିକ ଜାଲ ଭାବରେ ସୂଚିତ କରିଛନ୍ତି ଯେଉଁଥିରେ ପାପୀମାନେ ପଡନ୍ତି। ବିକଳ୍ପ ଅନୁବାଦ: "ଏବଂ ଶୟତାନର ପ୍ରତାରଣାରୁ ପଳାୟନ କର" କିମ୍ବା "ଏବଂ ଶୟତାନର ପ୍ରତାରଣାକୁ ପ୍ରତ୍ୟାଖ୍ୟାନ କର।" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 2 26 dj4j figs-metaphor ἐζωγρημένοι ὑπ’ αὐτοῦ, εἰς τὸ ἐκείνου θέλημα 1 after they have been captured by him for his will ପାଉଲ ଶୟତାନର ପ୍ରତାରଣା ବିଷୟରେ କହନ୍ତି ଯେପରି ଶୟତାନ ସେମାନଙ୍କୁ ଶାରୀରିକ ଭାବରେ କାବୁ କରି ନେଇଛି ଏବଂ ସେ ଯାହା ଚାହୁଁଥିବା କର୍ମ କରିବାକୁ ବାଧ୍ୟ କରିଛି। ବିକଳ୍ପ ଅନୁବାଦ: "ଯେତେବେଳେ ଶୟତାନ ସେମାନଙ୍କୁ ପ୍ରତାରଣା କଲା ଏବଂ ଯାହା ଇଚ୍ଛା କଲା ତାହା କରାଇଲା।" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 3 intro k2cr 0 # 2 ତୀମଥି 03 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

”**ଶେଷ ଦିନ**”ର ଅର୍ଥ ହୁଏତ ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବ ସମୟ ହୋଇପାରେ ବୋଲି ଅନେକ ଜ୍ଞାନୀବ୍ୟକ୍ତି ମାନେ ବିଶ୍ଵାସ କରନ୍ତି I ଯଦି ଏହା ହୁଏ, ତେବେ ପାଉଲ ଏହି ପାଠ୍ୟରେ ଦୁଃଖଉଠେଇବା ବିଷୟରେ ଯାହା ଶିକ୍ଷା ଦିଅନ୍ତି ତାହା ସମସ୍ତ ବିଶ୍ଵାସୀଙ୍କ ପାଇଁ ପ୍ରଯୁଜ୍ୟ ଅଟେ। କିନ୍ତୁ କେତେକ ଜ୍ଞାନୀବ୍ୟକ୍ତିମାନେ **ଶେଷ ଦିନକୁ** ଭବିଷ୍ୟତରେ ଏକ ସମୟ ବୋଲି ବିଶ୍ଵାସ କରନ୍ତି ଯାହା ଯୀଶୁଙ୍କ ଫେରିବା ପୂର୍ବ ସମୟକୁ ସୂଚାଏ । ଯଦି ତାହା ହୁଏ, ତେବେ ପାଉଲ 1-9 ଏବଂ 13 ପଦରେ ସେହି ଦିନଗୁଡ଼ିକ ବିଷୟରେ ଭାବବାଣୀ କରୁଛନ୍ତି I ଯଦି ସମ୍ଭବ, ଅନୁବାଦକମାନେ ଏହି ଶବ୍ଦଗୁଡ଼ିକୁ କିପରି ଅନୁବାଦ କରନ୍ତି ସେ ବିଷୟରେ ସେମାନଙ୍କର ବୁଝାମଣାକୁ ପ୍ରଭାବିତ ନକରି ସାବଧାନ କରିବା ଉଚିତ୍ । ([[rc://en/tw/dict/bible/kt/prophet]] ଓ [[rc://en/tw/dict/bible/kt/lastday]] ଦେଖନ୍ତୁ)
2TI 3 1 j97t 0 Connecting Statement: ପାଉଲ ତୀମଥିଙ୍କୁ ଜଣାଉଛନ୍ତି ଯେ ଭବିଷ୍ୟତରେ ଲୋକମାନେ ସତ୍ୟରେ ବିଶ୍ବାସ କରିବା ବନ୍ଦ କରିବେ, କିନ୍ତୁ ସେ ଏପରି କି ତାଡନା ପ୍ରାପ୍ତ ହେଲେ ସୁଦ୍ଧା ତାହାଙ୍କୁ ଈଶ୍ବରଙ୍କ ବାକ୍ୟରେ ଭରସା କରିବାରେ ଲାଗି ରହିବାକୁ ହେବ I
2TI 3 1 g65r ἐν ἐσχάταις ἡμέραις 1 In the last days ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ପାଉଲଙ୍କ ସମୟଠାରୁ ପରବର୍ତ୍ତୀ ସମୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବରୁ” ) ଏହା ପାଉଲଙ୍କ ସମୟ ସହ ଖ୍ରୀଷ୍ଟିୟାନ ଯୁଗକୁ ବୁଝାଏ I ବିକଳ୍ପ ଅନୁବାଦ; “ଯୁଗାନ୍ତ ପୂର୍ବର ସମୟରେ”
2TI 3 1 n7gs καιροὶ χαλεποί 1 difficult times ଖ୍ରୀଷ୍ଟିୟାନମାନେ ଦୁଃଖଭୋଗ ଓ ବିପଦ ସହ୍ୟ କରିବାର ସମୟ ଦିନ, ମାସ କିମ୍ବା ଏପରିକି ବର୍ଷ ବର୍ଷ ହେବ I
2TI 3 2 jb27 φίλαυτοι 1 lovers of themselves ଏଠାରେ “ଆତ୍ମପ୍ରିୟ” ଭ୍ରାତୃପ୍ରେମ, ବା ବନ୍ଧୁ ଅବା ପରିବାର ସଦସ୍ୟଙ୍କ ପ୍ରତି ପ୍ରେମ, ବନ୍ଧୁମାନଙ୍କ କିଅବା ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ଥିବା ସ୍ବାଭାବିକ ପ୍ରେମକୁ ବୁଝାଏ I ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସି ନ ଥାଏ I ବିକଳ୍ପ ଅନୁବାଦ: “ଆତ୍ମକୈନ୍ଦ୍ରିକ”
2TI 3 3 u3n7 ἄστοργοι 1 without natural affection ଆପଣା ପରିବାରକୁ ପ୍ରେମ ନ କରି
2TI 3 3 r2uv ἄσπονδοι 1 unable to reconcile ଲୋକମାନଙ୍କ ସହିତ ସମ୍ମତ ନ ହୋଇ କିମ୍ବା “କାହା ସହିତ ଶାନ୍ତିରେ ବାସ ନ କରି”
2TI 3 3 ks9y ἀφιλάγαθοι 1 not lovers of good ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଉତ୍ତମ ବିଷୟର ଘୃଣାକାରୀ”
2TI 3 4 dw5z προπετεῖς 1 reckless କଅଣ ମନ୍ଦ ହୋଇପାରେ ବୋଲି ଚିନ୍ତା ନ କରି କାର୍ଯ୍ୟ କରିବା କିମ୍ବା ଏପରିକି ମନ୍ଦ ବିଷୟ ହୋଇପାରେ ବୋଲି ଜାଣି ସୁଦ୍ଧା କାର୍ଯ୍ୟ କରିବା
2TI 3 4 d6ng τετυφωμένοι 1 conceited ସେମାନେ ଅନ୍ୟ ଲୋକମାନଙ୍କଠାରୁ ଉତ୍ତମ ବୋଲି ମନେ କରି
2TI 3 5 k5dc figs-metaphor ἔχοντες μόρφωσιν εὐσεβείας, τὴν δὲ δύναμιν αὐτῆς ἠρνημένοι 1 They will have a shape of godliness, but they will deny its power ପାଉଲ ଈଶ୍ବରପରାୟଣତା, ଅର୍ଥାତ୍ ଈଶ୍ବରଙ୍କୁ ସମ୍ଭ୍ରମ କରିବାର ଅଭ୍ୟାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପାର୍ଥିବ ବସ୍ତୁ, ଯାହାର ଆକାର ଓ ଶାରୀରିକ ଶକ୍ତି ଅଛି I ବିକଳ୍ପ ଅନୁବାଦ: “ସେମାନେ ଈଶ୍ବରଙ୍କୁ ସମ୍ମାନ କଲାପରି ଦେଖାଯିବେ, କିନ୍ତୁ ସେମାନେ ଯେଉଁଭଳି କାର୍ଯ୍ୟ କରିବେ, ତାହା ପ୍ରମାଣ କରିବ ଯେ ସେମାନେ ପ୍ରକୃତରେ ଈଶ୍ବରଙ୍କ ଶକ୍ତିରେ ବିଶ୍ବାସ କରନ୍ତି ନାହିଁ” (ଦେଖ: [[rc://en/ta/man/translate/figs-metaphor]])
2TI 3 5 tpe8 ἔχοντες μόρφωσιν εὐσεβείας 1 have a shape of godliness ଈଶ୍ବରପରାୟଣ ଥିବା ପରି ଦେଖାଯିବେ କିମ୍ବା “ଈଶ୍ବରଙ୍କୁ ସମ୍ମାନ କଲାପରି ଦେଖାଯିବେ”
2TI 3 5 xm1c figs-metaphor τούτους ἀποτρέπου 1 Turn away from these people "ଏଠାରେ “ଅନ୍ତର ହେବା” ଗୋଟିଏ ରୂପକ ଯାହା ଜଣକୁ ଏଡାଇବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ପ୍ରକାର ଲୋକକୁ ଏଡ଼ାଅ” (ଦେଖ: [[rc://en/ta/man/translate/figs-metaphor]])
2TI 3 6 gu4b ἐνδύνοντες εἰς τὰς οἰκίας, καὶ αἰχμαλωτίζοντες 1 enter into households and captivate ଗୃହରେ ପ୍ରବେଶ କରି ଅତ୍ୟନ୍ତ ପ୍ରଭାବିତ କରନ୍ତି"
2TI 3 1 j97t 0 Connecting Statement:
2TI 3 1 g65r ἐν ἐσχάταις ἡμέραις 1 In the last days ପାଉଲ ଏକ ନିର୍ଦ୍ଦିଷ୍ଟ ସମୟକୁ ସୂଚାଇବା ପାଇଁ **ଦିନ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରୁଛନ୍ତି। ବିକଳ୍ପ ଅନୁବାଦ: "ଶେଷ ସମୟ ମଧ୍ୟରେ"[[rc://en/ta/man/translate/figs-idiom]])ଦେଖନ୍ତୁ)
2TI 3 1 n7gs καιροὶ χαλεποί 1 difficult times ଲୋକମାନେ ଅନ୍ୟାୟ ଏବଂ ହିଂସ୍ରକ ହେବା ବିଷୟରେ ପାଉଲ ଯାହା କହିଛନ୍ତି ତାହାର ଅର୍ଥ  ଏହି ସମୟ ମଧ୍ୟରେ ବିଶ୍ଵାସୀମାନଙ୍କ ପାଇଁ ଏହା କଷ୍ଟକର ହେବ। ବିକଳ୍ପ ଅନୁବାଦ: "ବିଶ୍ଵାସୀମାନେ କଠିନ ପରିସ୍ଥିତିର ସମ୍ମୁଖୀନ ହେବେ"
2TI 3 2 jb27 φίλαυτοι 1 lovers of themselves ଏଠାରେ, **ଆତ୍ମ-ପ୍ରେମ** ଅର୍ଥ ଏକ ପ୍ରାକୃତିକ ମାନବ ପ୍ରେମ ସହିତ ପରିବାର କିମ୍ବା ବନ୍ଧୁମାନଙ୍କ ଅପେକ୍ଷା ନିଜକୁ ଅଧିକ ଭଲ ପାଇବା ଅଟେ। ଏହା ଈଶ୍ଵରଙ୍କଠାରୁ ଆସୁଥିବା ପ୍ରେମ ନୁହେଁ। ବିକଳ୍ପ ଅନୁବାଦ: "ଆତ୍ମ କେନ୍ଦ୍ରିତ"
2TI 3 3 u3n7 ἄστοργοι 1 without natural affection **ପ୍ରେମହିନ** ଶବ୍ଦର ଅର୍ଥ ସେମାନେ ଅନ୍ୟ ଲୋକଙ୍କୁ ଭଲ ପାଇବେ ନାହିଁ ଯାହାକୁ ସେମାନେ ଭଲ ପାଇବା ଉଚିତ୍। ବିକଳ୍ପ ଅନୁବାଦ: "ସେମାନେ ନିଜ ପରିବାରକୁ ଭଲ ପାଇବେ ନାହିଁ"
2TI 3 3 r2uv ἄσπονδοι 1 unable to reconcile **ଅମିଳନ** ଶବ୍ଦର ଅର୍ଥ ସେମାନେ ଅନ୍ୟମାନଙ୍କ ସହିତ ଶାନ୍ତି ସ୍ଥାପନ କରିବାକୁ ରାଜି ହେବେ ନାହିଁ ଏବଂ ନିଜ ନିଜ ଉପାୟରେ ବିବାଦ ପରିସ୍ଥିତିରେ ରହିବାକୁ ଜୋର ଦେବେ। ବିକଳ୍ପ ଅନୁବାଦ: "ସେମାନେ କାହା ସହିତ ସହମତ ହେବେ ନାହିଁ" କିମ୍ବା "ସେମାନେ କାହା ସହିତ ଶାନ୍ତିରେ ରହିବେ ନାହିଁ"
2TI 3 3 ks9y ἀφιλάγαθοι 1 not lovers of good **ଉତ୍ତମ ବିଷୟର ଘୃଣାକାରୀ** ବାକ୍ୟକୁ ନକାରାତ୍ମକକୁ ହଟାଇ **ପ୍ରେମକୁ** ବିପରୀତ ଶବ୍ଦ "ଘୃଣା" ସହିତ ବଦଳାଇ ଅନୁବାଦ କରାଯାଇପାରିବ। ବିକଳ୍ପ ଅନୁବାଦ: "ସେମାନେ ଉତ୍ତମ ବିଷୟକୁ ଘୃଣା କରିବେ"
2TI 3 4 dw5z προπετεῖς 1 reckless ବିଶେଷଣ **ବେପରୁଆ** ଭାବରେ ନକାରାତ୍ମକ ଘଟଣା ବିଷୟରେ ଚିନ୍ତା ନକରି କାର୍ଯ୍ୟ କରିବାର ଧାରଣା ପ୍ରକାଶ କରେ। ବିକଳ୍ପ ଅନୁବାଦ: "ପରିଣାମକୁ ଖାତିର ନକରି"
2TI 3 4 d6ng τετυφωμένοι 1 conceited ଗର୍ବିତ ଏବଂ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ଭାବିବା ପାଇଁ **ଦାମ୍ଭିକ** ଏକ ରୂପକ ଅଭିବ୍ୟକ୍ତି ଅଟେ । ବିକଳ୍ପ ଅନୁବାଦ: "ଅହଂକାରୀ" କିମ୍ବା " ବୃଥାଗର୍ବୀ "
2TI 3 5 k5dc figs-metaphor ἔχοντες μόρφωσιν εὐσεβείας, τὴν δὲ δύναμιν αὐτῆς ἠρνημένοι 1 They will have a shape of godliness, but they will deny its power ଅଭିବ୍ୟକ୍ତିର **ଏକ ରୂପ** ସୂଚାଇଥାଏ ଯେ ସେମାନଙ୍କର ଅଧର୍ମିକତା ପ୍ରକୃତ ବା ସତ୍ୟ ନୁହେଁ। ବିକଳ୍ପ ଅନୁବାଦ: " ଭକ୍ତିର ଭେଖ ଧରନ୍ତି" କିମ୍ବା "ଈଶ୍ଵରଙ୍କୁ ସମ୍ମାନ ଦେବାପରି ଦେଖାଯାନ୍ତି"। [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 3 5 tpe8 ἔχοντες μόρφωσιν εὐσεβείας 1 have a shape of godliness
2TI 3 5 xm1c figs-metaphor τούτους ἀποτρέπου 1 Turn away from these people **ଅନ୍ତର ହେବା****ର** ଅଭିବ୍ୟକ୍ତି କାହାକୁ ଏଡାଇବାକୁ ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: "ଏହି ଲୋକମାନଙ୍କୁ ଏଡ଼ାଅ" କିମ୍ବା "ଏପରି ଲୋକମାନଙ୍କୁ ଏଡ଼ାଅ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 3 6 gu4b ἐνδύνοντες εἰς τὰς οἰκίας, καὶ αἰχμαλωτίζοντες 1 enter into households and captivate ପ୍ରତାରଣାରେ ଅତ୍ୟଧିକ ପ୍ରଭାବିତ ବ୍ୟକ୍ତିଙ୍କୁ ବର୍ଣ୍ଣନା କରିବା ପାଇଁ ଏଠାରେ ପାଉଲ ସାଙ୍କେତିକ ଭାବରେ **ଆକର୍ଷଣୀୟ** ଶବ୍ଦ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: " ପ୍ରଭାବିତ କରିବା"
2TI 3 6 u9m5 γυναικάρια 1 foolish women "ଯେଉଁ ସ୍ତ୍ରୀ ଲୋକମାନେ ଆତ୍ମିକଭାବରେ ଦୁର୍ବଳ I ଏହି ସ୍ତ୍ରୀ ଲୋକମାନେ ହୁଏତ ଆତ୍ମିକଭାବରେ ଦୁର୍ବଳ, କାରଣ ସେମାନେ ଈଶ୍ବରପରାୟଣ ହେବାକୁ ବିଫଳ ହୁଅନ୍ତି କିମ୍ବା ସେମାନେ ଅଲସୁଆ ଓ ଅନେକ ପାପରେ ଜଡିତ ଅଟନ୍ତି I
2TI 3 6 e9ex figs-metaphor σεσωρευμένα ἁμαρτίαις 1 who are heaped up with sins ପାପର ଆକର୍ଷଣ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହି ସ୍ତ୍ରୀ ଲୋକମାନଙ୍କ ପିଠିରେ ପାପଗୁଡିକ ଠୁଳ ହୋଇ ଲଦି ହୋଇ ରହିଛି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେଉଁମାନେ ବାରମ୍ବାର ପାପ କରନ୍ତି” କିମ୍ବା ) “ଯେଉଁମାନେ ଅତିଶୟ ଦୋଷୀ ମନେ କରନ୍ତି, କାରଣ ସେମାନେ ନିରନ୍ତର ପାପ କରୁଛନ୍ତି I” ଚିନ୍ତାଧାରା ହେଉଛି ଯେ ଏହି ଲୋକମାନେ ଏହି ସ୍ତ୍ରୀ ଲୋକମାନଙ୍କୁ ସହଜରେ ପ୍ରଭାବିତ କରି ପାରନ୍ତି, କାରଣ ଏହି ସ୍ତ୍ରୀ ଲୋକମାନେ ପାପ କରିବାରୁ ନିବୃତ ହୋଇ ପାରନ୍ତି ନାହିଁ I (ଦେଖ: [[rc://en/ta/man/translate/figs-metaphor]])
2TI 3 6 izz9 figs-metaphor ἀγόμενα ἐπιθυμίαις ποικίλαις 1 are led away by various desires ପାଉଲ ଏହି ପ୍ରକାର ବିଭିନ୍ନ ଅଭିଳାଷ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡ଼ିକ ଅନ୍ୟ ଜଣକୁ ଦୂରକୁ ନେଇଯିବେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଖ୍ରୀଷ୍ଟଙ୍କର ବାଧ୍ୟ ନ ହୋଇ ବରଂ ବିଭିନ୍ନ ପ୍ରକାରେ ପାପ କରିବାକୁ ଇଚ୍ଛା କରନ୍ତି” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])

Can't render this file because it contains an unexpected character in line 2 and column 8087.