Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:23:28 +00:00
parent 60435dea5b
commit f3c786ad5a
1 changed files with 1 additions and 1 deletions

View File

@ -196,7 +196,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 10 dsz3 figs-ellipsis μάλιστα πιστῶν 1 but especially of believers
1TI 4 11 lg9h παράγγελλε ταῦτα καὶ δίδασκε 1 Proclaim and teach these things
1TI 4 12 qi8l μηδείς σου τῆς νεότητος καταφρονείτω 1 Let no one despise your youth ଏଠାରେ **ଘୃଣା କରିବା** ଶବ୍ଦର ଅର୍ଥ "ଘୃଣା" ନୁହେଁ, କିନ୍ତୁ "ଅଳ୍ପ ଭାବିବା" କିମ୍ବା " ଅନାଦର କରିବା" ଅଟେ । ବିକଳ୍ପ ଅନୁବାଦ: "ତୁମ୍ଭେ ଯୁବକ ଥିବାରୁ କାହାକୁ ତୁମ୍ଭକୁ ଅସମ୍ମାନ କରିବାକୁ ଦିଅ ନାହିଁ"
1TI 4 13 kky7 figs-abstractnouns πρόσεχε τῇ ἀναγνώσει, τῇ παρακλήσει, τῇ διδασκαλίᾳ 1 attend to the reading, to the exhortation, and to the teaching “ଶାସ୍ତ୍ରପାଠ, ଉପଦେଶ ଓ ଶିକ୍ଷାଦାନ”କୁ କ୍ରିୟାବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ଅନୁବାଦରେ ଅନ୍ତର୍ନିହିତ ସୂଚନାକୁ ଯୋଡାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ଶାସ୍ତ୍ରପାଠ କରି ଶୁଣାଅ, ଲୋକମାନଙ୍କୁ ଉପଦେଶ ଦିଅ ଓ ଲୋକମାନଙ୍କୁ ଶିକ୍ଷା ଦିଅ” (ଦେଖ: [[rc://en/ta/man/translate/figs-abstractnouns]] ଓ [[rc://en/ta/man/translate/figs-explicit]])
1TI 4 13 kky7 figs-abstractnouns πρόσεχε τῇ ἀναγνώσει, τῇ παρακλήσει, τῇ διδασκαλίᾳ 1 attend to the reading, to the exhortation, and to the teaching ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ତେବେ ଆପଣ **ପଢିବା****,** **ଅନୁରୋଧ କରିବା** ଏବଂ **ଶିକ୍ଷା ଦେବା** ପାଇଁ ଶବ୍ଦଗତ ବାକ୍ୟାଂଶ ସହିତ ଗୁଣ ବାଚକ ବିଶେଷ୍ୟଗୁଡ଼ିକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ତୁମ୍ଭର ସଭାରେ ଥିବା ଲୋକମାନଙ୍କ ପାଇଁ ଶାସ୍ତ୍ର ପାଠ କରି ବ୍ୟାଖ୍ୟା କର ଏବଂ ଶିକ୍ଷା ଦିଅ ।" [[rc://en/ta/man/translate/figs-abstractnouns]] ଓ [[rc://en/ta/man/translate/figs-explicit]])
1TI 4 14 t221 figs-metaphor μὴ ἀμέλει τοῦ ἐν σοὶ χαρίσματος 1 Do not neglect the gift that is in you ପାଉଲ ତୀମଥିଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ପାତ୍ର, ଯାହା ଈଶ୍ବରଙ୍କ ଅନୁଗ୍ରହ ଦାନକୁ ଧରି ରଖିପାରିବ I ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ଆତ୍ମିକ ଦାନକୁ ଅବହେଳା କର ନାହିଁ” (ଦେଖ: [[rc://en/ta/man/translate/figs-metaphor]])
1TI 4 14 hdd9 figs-activepassive μὴ ἀμέλει 1 Do not neglect ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବ୍ୟବହାର କରିବାକୁ ନିଶ୍ଚିତ ହୁଅ”
1TI 4 14 xp1k figs-activepassive ὃ ἐδόθη σοι διὰ προφητείας 1 which was given to you through prophecy ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମଣ୍ଡଳୀର ନେତାମାନେ ଈଶ୍ବରଙ୍କ ବାକ୍ୟ କହିବା ସମୟରେ ତୁମ୍ଭେ ଯାହା ପ୍ରାପ୍ତ ହୋଇଅଛ” (ଦେଖ: [[rc://en/ta/man/translate/figs-activepassive]])

Can't render this file because it contains an unexpected character in line 2 and column 7882.