Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:17:31 +00:00
parent a881779a93
commit 60435dea5b
1 changed files with 13 additions and 13 deletions

View File

@ -183,19 +183,19 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 6 hfx3 ταῦτα 1 these things ଏହା [3:16](https://create.translationcore.com/03/16.md) ରେ ଆରମ୍ଭ ହୋଇଥିବା ଶିକ୍ଷାକୁ ସୂଚିତ କରେ ।
1TI 4 6 h6qr figs-gendernotations τοῖς ἀδελφοῖς 1 the brothers ପାଉଲ ସାଧାରଣ ଭାବରେ **ଭାଇ** ଶବ୍ଦ ବ୍ୟବହାର କରନ୍ତି ଯେଉଁଥିରେ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ । ବିକଳ୍ପ ଅନୁବାଦ: "ଭାଇ ଓ ଭଉଣୀ" [[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 4 6 f8vs figs-metaphor ἐντρεφόμενος τοῖς λόγοις τῆς πίστεως, καὶ τῆς καλῆς διδασκαλίας ᾗ παρηκολούθηκας 1 you are being nourished by the words of faith and by the good teaching that you have followed ପାଉଲ ଏହି ବକ୍ତବ୍ୟ ଏବଂ ଶିକ୍ଷାଗୁଡ଼ିକ ବିଷୟରେ କହନ୍ତି ଯେପରି ସେଗୁଡ଼ିକୁ ତୀମଥିଙ୍କୁ ଶାରୀରିକ ଭାବରେ ଖାଇ ପାରିବେ ଏବଂ ଶକ୍ତିଶାଳୀ ହୋଇ ପାରିବେ । ବିକଳ୍ପ ଅନୁବାଦ: "ଆମେ ବିଶ୍ଵାସ କରୁଥିବା ବିବୃତି, ଉପଯୁକ୍ତ ଶିକ୍ଷାରେ ପ୍ରକାଶିତ, ତୁମ୍ଭକୁ ଖ୍ରୀଷ୍ଟଙ୍କ ଉପରେ ଅଧିକ ଦୃଢ଼ ଭାବରେ ବିଶ୍ୱାସ କରିବାକୁ ପ୍ରେରିତ କରୁଛି" [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 4 6 ny78 λόγοις τῆς πίστεως 1 words of faith ଲୋକମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଉଥିବା ବାକ୍ୟ
1TI 4 7 th4i βεβήλους καὶ γραώδεις μύθους 1 worldly stories loved by old women "ଅସାର କାହାଣୀ ଓ ବୃଦ୍ଧା ସ୍ତ୍ରୀମାନଙ୍କ କାହାଣୀ I “କାହାଣୀ” ପାଇଁ ବ୍ୟବହାର କରାଯାଇଥିବା ଶବ୍ଦ [୧ ତୀମଥି ୧:୪](../01/04.md)ର “କଳ୍ପିତ ଗଳ୍ପ” ଶବ୍ଦ ସହିତ ସମାନ I ତେଣୁ ତୁମେ ଏହାକୁ ଏଠାରେ ସେହିପରି ଅନୁବାଦ କରିବା ଉଚିତ I
1TI 4 7 elk7 figs-metaphor καὶ γραώδεις 1 loved by old women ଏହା ସମ୍ଭବତଃ ଏହି ଭାବ ଯାହାର ଅର୍ଥ “ନିର୍ବୋଧତା” ବା “ଅଯୌକ୍ତିକ” ଅଟେ I ପାଉଲ “ବୃଦ୍ଧା ସ୍ତ୍ରୀ”ବୋଲି ଉଲ୍ଲେଖକରି ଇଚ୍ଛାକୃତଭାବରେ ସ୍ତ୍ରୀମାନଙ୍କୁ ଅପମାନିତ କରୁନାହାନ୍ତି I ତା’ ପରିବର୍ତ୍ତେ, ସେ ଓ ତାହାଙ୍କର ଶ୍ରୋତାମାନେ ଜାଣିଥିଲେ ଯେ ପୁରୁଷମାନେ ସ୍ତ୍ରୀମାନଙ୍କଠାରୁ କମ୍ ବୟସରେ ମୃତ୍ୟୁଭୋଗ କରନ୍ତି I ତେଣୁ ପୁରୁଷମାନଙ୍କ ଅପେକ୍ଷା ଅଧିକ ସ୍ତ୍ରୀମାନେ ଅଛନ୍ତି, ଯେଉଁମାନଙ୍କର ମନ ବୟସାଧିକ ସକାଶୁ ଦୁର୍ବଳ ଅଟେ I (ଦେଖ: [[rc://en/ta/man/translate/figs-metaphor]])
1TI 4 7 sea5 γύμναζε ... σεαυτὸν πρὸς εὐσέβειαν 1 train yourself in godliness ଈଶ୍ବରଙ୍କୁ ସମ୍ମାନ ଦେବା ସକାଶୁ ଆପଣାକୁ ତାଲିମ ଦିଅ କିମ୍ବା “ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ମାର୍ଗରେ ଆପଣାକୁ ତାଲିମ ଦିଅ”"
1TI 4 8 i6rh γὰρ “ σωματικὴ γυμνασία 1 bodily training ଶାରୀରିକ ବ୍ୟାୟାମ
1TI 4 8 df19 ἐπαγγελίαν ἔχουσα ζωῆς 1 holds promise for this life ଏହି ଜୀବନପାଇଁ ଉପକାରୀ
1TI 4 9 hc1t πάσης ἀποδοχῆς ἄξιος 1 worthy of full acceptance ତୁମ୍ଭର ପୂର୍ଣ୍ଣ ବିଶ୍ବାସ ନିମନ୍ତେ ଯୋଗ୍ୟ କିମ୍ବା “ତୁମ୍ଭର ପୂର୍ଣ୍ଣ ଭରସାପାଇଁ ଯୋଗ୍ୟ”
1TI 4 10 l2yl εἰς τοῦτο γὰρ 1 For it is for this ଏହି ଉଦ୍ଦେଶ୍ୟରେ
1TI 4 10 c9db figs-doublet κοπιῶμεν καὶ ἀγωνιζόμεθα 1 struggle and work very hard “ପରିଶ୍ରମ” ଓ “ପ୍ରାଣପଣ” ମୌଳିକ ଭାବରେ ସମାନ ବିଷୟକୁ ବୁଝାଏ I ସେମାନେ ଯେଉଁ ଉତ୍ସର୍ଗ ସହିତ ଈଶ୍ବରଙ୍କ ସେବା କରୁଥିଲେ, ତାକୁ ଗୁରୁତ୍ବ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-doublet]] ଓ [[rc://en/ta/man/translate/figs-metaphor]])
1TI 4 10 qmj6 ἠλπίκαμεν ἐπὶ Θεῷ ζῶντι 1 we have hope in the living God ଏଠାରେ “ଜୀବିତ ଈଶ୍ବର”ର ଅର୍ଥ ସମ୍ଭବତଃ “ସମସ୍ତ ବିଷୟକୁ ଜୀବିତ କରୁଥିବା ଈଶ୍ବର”
1TI 4 10 dsz3 figs-ellipsis μάλιστα πιστῶν 1 but especially of believers ବୁଝିହେଉଥିବା ସୂଚନାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶେଷ କରି, ସେ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କର ତ୍ରାଣକର୍ତ୍ତା” (ଦେଖ: [[rc://en/ta/man/translate/figs-ellipsis]])
1TI 4 11 lg9h παράγγελλε ταῦτα καὶ δίδασκε 1 Proclaim and teach these things ଆଜ୍ଞାଦେଇ ଏହିସବୁ ବିଷୟ ଶିକ୍ଷା ଦିଅ କିମ୍ବା “ମୁଁ ଏବେ ଉଲ୍ଲେଖ କରିଥିବା ବିଷୟକୁ ଆଜ୍ଞାଦେଇ ଶିକ୍ଷା ଦିଅ”
1TI 4 12 qi8l μηδείς σου τῆς νεότητος καταφρονείτω 1 Let no one despise your youth ତୁମ୍ଭେ ଯୁବକ ବୋଲି କେହି ତୁମ୍ଭକୁ ଗୁରୁତ୍ବହୀନ ମନେ ନ କରୁ
1TI 4 6 ny78 λόγοις τῆς πίστεως 1 words of faith ବିଶ୍ଵାସର ବକ୍ତବ୍ୟ ଏବଂ ସେଗୁଡ଼ିକୁ ବ୍ୟାଖ୍ୟା କରୁଥିବା ଶିକ୍ଷାଗୁଡ଼ିକୁ ବର୍ଣ୍ଣନା କରିବାକୁ ପାଉଲ ସାଙ୍କେତିକ ଭାବରେ ଏହି **ଶବ୍ଦଗୁଡ଼ିକୁ** ବ୍ୟବହାର କରନ୍ତି, ଉଭୟ ଶବ୍ଦରେ ପ୍ରକାଶିତ ଅଟେ । ବିକଳ୍ପ ଅନୁବାଦ: "ଆମେ ବିଶ୍ଵାସ କରୁଥିବା ବକ୍ତବ୍ୟ ଉପଯୁକ୍ତ ଶିକ୍ଷାରେ ପ୍ରକାଶିତ ଅଟେ।"
1TI 4 7 th4i βεβήλους καὶ γραώδεις μύθους 1 worldly stories loved by old women [1:4](https://create.translationcore.com/01/04.md) ରେ **ରୂପକ** ଏବଂ [1:9](https://create.translationcore.com/01/09.md) ରେ **ଅସମ୍ମାନଜନକ** ଶବ୍ଦକୁ କିପରି ଆପଣ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ନିର୍ବୋଧ, ଗଳ୍ପିତ କାହାଣୀଗୁଡ଼ିକ ଯେଉଁଥିରେ କୌଣସି ପବିତ୍ର ବିଷୟ ନାହିଁ ।"
1TI 4 7 elk7 figs-metaphor καὶ γραώδεις 1 loved by old women ବୃଦ୍ଧ- ଅପବାଦ ରୂଢ଼ି ଶବ୍ଦ ଅଟେ ଯାହାର ଅର୍ଥ “**ନିର୍ବୋଧ**” ବା “**ମୂର୍ଖ**” ଅଟେ । ପାଉଲ ତୀମଥିଙ୍କୁ <u>5:2</u> ରେ କହନ୍ତି ଯେ ସେ ବୟସ୍କା ମହିଳାମାନଙ୍କୁ ମାତା ଭାବରେ ସମ୍ମାନ କରିବା ଉଚିତ୍, ତେଣୁ ଏଠାରେ ପାଉଲଙ୍କ ଅଭିବ୍ୟକ୍ତିକୁ ଅପମାନଜନକ ନୁହେଁ ବରଂ ରୂଢ଼ି ବୋଲି ଚିହ୍ନିତ କରାଯିବା ଉଚିତ୍ । ଆପଣଙ୍କ ଭାଷାରେ ସମାନ ଅଭିବ୍ୟକ୍ତିଗୁଡ଼ିକ ଥାଇପାରେ । ବିକଳ୍ପ ଅନୁବାଦ: "ବୃଦ୍ଧ ପତ୍ନୀମାନଙ୍କ କାହାଣୀ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 4 7 sea5 γύμναζε ... σεαυτὸν πρὸς εὐσέβειαν 1 train yourself in godliness ପାଉଲ ତୀମଥିଙ୍କୁ ଏକ ଈଶ୍ୱରୀୟ ଚରିତ୍ରର ବିକାଶ କରିବା ପାଇଁ କାର୍ଯ୍ୟ କରିବାକୁ ସାଙ୍କେତିକ ଭାବରେ କହିଥିଲେ ଯେପରି ସେ ଖେଳାଳୀ ଭାବରେ ନିଜର ଶାରୀରିରେ ଉନ୍ନତି କରିବେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କୁ ପ୍ରସନ୍ନ କରୁଥିବା ଉପାୟରେ କାର୍ଯ୍ୟ କରିବା ପାଇଁ ଯତ୍ନବାନ ହୁଅ ।"[[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 4 8 i6rh γὰρ “ σωματικὴ γυμνασία 1 bodily training ବିକଳ୍ପ ଅନୁବାଦ: ଶାରୀରିକ ବ୍ୟାୟାମ
1TI 4 8 df19 ἐπαγγελίαν ἔχουσα ζωῆς 1 holds promise for this life ବିକଳ୍ପ ଅନୁବାଦ: ଏହି ଜୀବନପାଇଁ ଉପକାରୀ
1TI 4 9 hc1t πάσης ἀποδοχῆς ἄξιος 1 worthy of full acceptance [1:15](https://create.translationcore.com/01/15.md) ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଏବଂ ଆମେ ଏଥିରେ ବିନା ସନ୍ଦେହରେ ବିଶ୍ଵାସ କରିବା ଆବଶ୍ୟକ" କିମ୍ବା "ଏବଂ ଏଥିରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ରହିବା ଆବଶ୍ୟକ ଅଟେ"
1TI 4 10 l2yl εἰς τοῦτο γὰρ 1 For it is for this **ଏହି** ଶବ୍ଦଟି ପାଲଙ୍କ ଦ୍ଵାରା ଶେଷ ୁଇଟି ପଦର ଉଲ୍ଲେଖ କରାଯାଇଥିବା “ଧାର୍ମିକତା” କୁ ବୁଝାଏ । ପାଉଲ ଏକ କାରଣ ଦେଉଛନ୍ତି ଯେ ତୀମଥି ଭକ୍ତିର ମୂଲ୍ୟ ବିଷୟରେ ପ୍ରବାଦକୁ କାହିଁକି ବିଶ୍ୱାସ କରିବା ଉଚିତ୍ । ସେ ଏବଂ ତାଙ୍କର ଅନ୍ ସାଥୀମାନେ ଧାର୍ମିକ ହେବାକୁ ବହୁତ କଠିନ ଚେଷ୍ଟା କରୁଛନ୍ତି, ତେଣୁ ଏହା ମୂଲ୍ୟବାନ ହେବା ଆବଶ୍ୟକ । ବିକଳ୍ପ ଅନୁବାଦ: "ସର୍ବଶେଷରେ, ଧାର୍ମିକତା ପାଇଁ ଏହା ହିଁ ଅଟେ ।"[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
1TI 4 10 c9db figs-doublet κοπιῶμεν καὶ ἀγωνιζόμεθα 1 struggle and work very hard **ଶ୍ରମ** ଏବଂ **ସଂଘର୍ଷ** ଶବ୍ଦର ଅର୍ଥ ସମାନ ବିଷୟ ଅଟେ । ପାଉଲ ଏହି ଶବ୍ଦଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି ଯେଉଁଥିରେ ସେ ଏବଂ ତାଙ୍କ ସହକର୍ମୀମାନେ ଈଶ୍ଵରଙ୍କ ସେବା କରିବାକୁ ଗୁରୁତ୍ଵ ଦିଅନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଯୋଡି ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଆମେ ବହୁତ କଠିନ ପରିଶ୍ରମ କରୁ" [[rc://en/ta/man/translate/figs-doublet]] ଓ [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 4 10 qmj6 ἠλπίκαμεν ἐπὶ Θεῷ ζῶντι 1 we have hope in the living God [3:15](https://create.translationcore.com/03/15.md) ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଈଶ୍ଵର ଯିଏ ପ୍ରକୃତରେ ଜୀବିତ ଅଟନ୍ତି" କିମ୍ବା "ପ୍ରକୃତ ଈଶ୍ଵର"[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 4 10 dsz3 figs-ellipsis μάλιστα πιστῶν 1 but especially of believers
1TI 4 11 lg9h παράγγελλε ταῦτα καὶ δίδασκε 1 Proclaim and teach these things
1TI 4 12 qi8l μηδείς σου τῆς νεότητος καταφρονείτω 1 Let no one despise your youth ଏଠାରେ **ଘୃଣା କରିବା** ଶବ୍ଦର ଅର୍ଥ "ଘୃଣା" ନୁହେଁ, କିନ୍ତୁ "ଅଳ୍ପ ଭାବିବା" କିମ୍ବା " ଅନାଦର କରିବା" ଅଟେ । ବିକଳ୍ପ ଅନୁବାଦ: "ତୁମ୍ଭେ ଯୁବକ ଥିବାରୁ କାହାକୁ ତୁମ୍ଭକୁ ଅସମ୍ମାନ କରିବାକୁ ଦିଅ ନାହିଁ"
1TI 4 13 kky7 figs-abstractnouns πρόσεχε τῇ ἀναγνώσει, τῇ παρακλήσει, τῇ διδασκαλίᾳ 1 attend to the reading, to the exhortation, and to the teaching “ଶାସ୍ତ୍ରପାଠ, ଉପଦେଶ ଓ ଶିକ୍ଷାଦାନ”କୁ କ୍ରିୟାବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ଅନୁବାଦରେ ଅନ୍ତର୍ନିହିତ ସୂଚନାକୁ ଯୋଡାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ଶାସ୍ତ୍ରପାଠ କରି ଶୁଣାଅ, ଲୋକମାନଙ୍କୁ ଉପଦେଶ ଦିଅ ଓ ଲୋକମାନଙ୍କୁ ଶିକ୍ଷା ଦିଅ” (ଦେଖ: [[rc://en/ta/man/translate/figs-abstractnouns]] ଓ [[rc://en/ta/man/translate/figs-explicit]])
1TI 4 14 t221 figs-metaphor μὴ ἀμέλει τοῦ ἐν σοὶ χαρίσματος 1 Do not neglect the gift that is in you ପାଉଲ ତୀମଥିଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ପାତ୍ର, ଯାହା ଈଶ୍ବରଙ୍କ ଅନୁଗ୍ରହ ଦାନକୁ ଧରି ରଖିପାରିବ I ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ଆତ୍ମିକ ଦାନକୁ ଅବହେଳା କର ନାହିଁ” (ଦେଖ: [[rc://en/ta/man/translate/figs-metaphor]])
1TI 4 14 hdd9 figs-activepassive μὴ ἀμέλει 1 Do not neglect ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବ୍ୟବହାର କରିବାକୁ ନିଶ୍ଚିତ ହୁଅ”

Can't render this file because it contains an unexpected character in line 2 and column 7882.