Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 17:44:17 +00:00
parent 520aeb7dd0
commit f3a9caac70
1 changed files with 2 additions and 0 deletions

View File

@ -366,3 +366,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 8 j064 figs-idiom πάλιν 1 Again ଯୋହନ  **ପୁନର୍ବାର** ଶବ୍ଦକୁ ରୂଢ଼ାତ୍ମକ  ଭାବରେ ଶବ୍ଦ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଅନ୍ୟ ଅର୍ଥରେ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 8 j065 grammar-connect-logic-result ὅ ἐστιν ἀληθὲς ἐν αὐτῷ καὶ ἐν ὑμῖν, ὅτι ἡ σκοτία παράγεται, καὶ τὸ φῶς τὸ ἀληθινὸν ἤδη φαίνει 1 which is true in him and in you, because the darkness is going away and the true light is already shining ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ  ଫଳାଫଳର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ  ଦର୍ଶାଏ  । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “କାରଣ ଅନ୍ଧକାର ଚାଲିଯାଉଛି ଏବଂ ପ୍ରକୃତ ଆଲୋକ ପ୍ରକାଶ ହୋଇସାରିଛି, ଏହି ଆଜ୍ଞା ଯୀଶୁ ଏବଂ ତୁମ୍ଭମାନଙ୍କଠାରେ ସତ୍ୟ ଅଟେ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 2 8 j066 figs-explicit ὅ ἐστιν ἀληθὲς ἐν αὐτῷ καὶ ἐν ὑμῖν 1 which is true in him and in you ଯେହେତୁ ଯୀଶୁ କ୍ରମାଗତ ଭାବରେ ପ୍ରେମ କରିବା ଆଜ୍ଞା ପାଳନ କରିଥିଲେ, ହୁଏତ  ଯୋହନ ଗୁରୁତ୍ଵ ଦେଉଛନ୍ତି ଯେ ବିଶ୍ଵାସୀମାନେ ନିଜେ ସେହିପରି କାର୍ଯ୍ୟ କରନ୍ତି  । ଯଦି ଏହା ଆପଣଙ୍କ  ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଆପଣଙ୍କ ଅନୁବାଦରେ ଏହି ଅନ୍ତର୍ନିହିତ ଗୁରୁତ୍ୱକୁ ଅନୁବାଦ କରିପାରିବେ । ଯଦି ଆପଣ ପୂର୍ବ ବାକ୍ୟାଂଶକୁ ଏହି ବାକ୍ୟାଂଶ ପୂର୍ବରୁ ଉଲ୍ଲେଖ କରନ୍ତି ନାହିଁ, ଯେପରି ପୂର୍ବ ଟିପ୍ପଣୀ ସୂଚାଏ, ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ଯୀଶୁ ଏହି ଆଜ୍ଞାଗୁଡ଼ିକୁ ପ୍ରକୃତରେ ପାଳନ କଲେ, ଏବଂ ତୁମ୍ଭେମାନେ ମଧ୍ୟ ବର୍ତ୍ତମାନ ତାହା ପାଳନ କରୁଅଛ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 8 j067 writing-pronouns αὐτῷ 1 him **​ତାଙ୍କୁ** ସର୍ବନାମ  ଯୀଶୁଙ୍କୁ ସୂଚାଏ । ଯୋହନ  ତାଙ୍କୁ ଅନ୍ୟମାନଙ୍କୁ ପ୍ରେମ କରିବାର ସର୍ବୋଚ୍ଚ ଉଦାହରଣ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 8 j068 figs-metonymy τὸ φῶς τὸ ἀληθινὸν 1 the true light ଯେହେତୁ ଯୋହନ [5:20](https://create.translationcore.com/05/20.md)ରେ ଈଶ୍ଵରଙ୍କୁ  “ସତ୍ୟମୟ” ବୋଲି ଡାକନ୍ତି, ସେ ଯେତେବେଳେ ପ୍ରକୃତ ଆଲୋକ କୁହନ୍ତି ସେତେବେଳେ ସେ ଈଶ୍ଵରଙ୍କ ଉତ୍ତମତା ଏବଂ ପବିତ୍ରତା ବିଷୟରେ ବୁଝାନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଉତ୍ତମତା” କିମ୍ବା “ଈଶ୍ଵରଙ୍କ ପବିତ୍ରତା” । ( [[rc://en/ta/man/translate/figs-metonymy]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.