Edit 'en_tn_63-1JN.tsv' using 'tc-create-app'
This commit is contained in:
parent
a4cb64f0a5
commit
520aeb7dd0
|
@ -365,3 +365,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
|
|||
1JN 2 6 j063 writing-pronouns ἐκεῖνος 1 that one ଯୋହନ ଏହି ପ୍ରମାଣମୂଳକ ସର୍ବନାମକୁ ଯୀଶୁଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି , ଏବଂ ବିଶେଷ କରି ଯୀଶୁଙ୍କ ପୃଥିବୀରେ ବାସକରୁଥିବା ସମୟକୁ । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
|
||||
1JN 2 8 j064 figs-idiom πάλιν 1 Again ଯୋହନ **ପୁନର୍ବାର** ଶବ୍ଦକୁ ରୂଢ଼ାତ୍ମକ ଭାବରେ ଶବ୍ଦ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଅନ୍ୟ ଅର୍ଥରେ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
|
||||
1JN 2 8 j065 grammar-connect-logic-result ὅ ἐστιν ἀληθὲς ἐν αὐτῷ καὶ ἐν ὑμῖν, ὅτι ἡ σκοτία παράγεται, καὶ τὸ φῶς τὸ ἀληθινὸν ἤδη φαίνει 1 which is true in him and in you, because the darkness is going away and the true light is already shining ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “କାରଣ ଅନ୍ଧକାର ଚାଲିଯାଉଛି ଏବଂ ପ୍ରକୃତ ଆଲୋକ ପ୍ରକାଶ ହୋଇସାରିଛି, ଏହି ଆଜ୍ଞା ଯୀଶୁ ଏବଂ ତୁମ୍ଭମାନଙ୍କଠାରେ ସତ୍ୟ ଅଟେ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
|
||||
1JN 2 8 j066 figs-explicit ὅ ἐστιν ἀληθὲς ἐν αὐτῷ καὶ ἐν ὑμῖν 1 which is true in him and in you ଯେହେତୁ ଯୀଶୁ କ୍ରମାଗତ ଭାବରେ ପ୍ରେମ କରିବା ଆଜ୍ଞା ପାଳନ କରିଥିଲେ, ହୁଏତ ଯୋହନ ଗୁରୁତ୍ଵ ଦେଉଛନ୍ତି ଯେ ବିଶ୍ଵାସୀମାନେ ନିଜେ ସେହିପରି କାର୍ଯ୍ୟ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଆପଣଙ୍କ ଅନୁବାଦରେ ଏହି ଅନ୍ତର୍ନିହିତ ଗୁରୁତ୍ୱକୁ ଅନୁବାଦ କରିପାରିବେ । ଯଦି ଆପଣ ପୂର୍ବ ବାକ୍ୟାଂଶକୁ ଏହି ବାକ୍ୟାଂଶ ପୂର୍ବରୁ ଉଲ୍ଲେଖ କରନ୍ତି ନାହିଁ, ଯେପରି ପୂର୍ବ ଟିପ୍ପଣୀ ସୂଚାଏ, ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ଯୀଶୁ ଏହି ଆଜ୍ଞାଗୁଡ଼ିକୁ ପ୍ରକୃତରେ ପାଳନ କଲେ, ଏବଂ ତୁମ୍ଭେମାନେ ମଧ୍ୟ ବର୍ତ୍ତମାନ ତାହା ପାଳନ କରୁଅଛ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
|
||||
|
|
Can't render this file because it contains an unexpected character in line 2 and column 3771.
|
Loading…
Reference in New Issue