Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-22 18:35:23 +00:00
parent d686ef61c9
commit f323325131
1 changed files with 2 additions and 2 deletions

View File

@ -113,8 +113,8 @@ EPH 2 17 a58n τοῖς ἐγγύς 1 those who were near ପାଉଲ ଯି
EPH 2 18 qw56 figs-inclusive ὅτι δι’ αὐτοῦ ἔχομεν τὴν προσαγωγὴν, οἱ ἀμφότεροι 1 For through Jesus we both have access ଏଠାରେ **ଆମ୍ଭେମାନେ ଉଭୟ**” ପାଉଲ, ବିଶ୍ଵାସ କରୁଥିବା ଯିହୁଦୀ ଏବଂ ବିଶ୍ଵାସ କରୁଥିବା ଅଣ-ଯିହୁଦୀମାନଙ୍କୁ ବୁଝାଏ I (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 2 18 kt1m ἐν ἑνὶ Πνεύματι 1 in one Spirit ସେହି ସମାନ ପବିତ୍ର **ଆତ୍ମାଙ୍କ** ଦ୍ଵାରା ପିତା ଈଶ୍ଵରଙ୍କ ଉପସ୍ଥିତିରେ ପ୍ରବେଶ କରିବାକୁ ସମସ୍ତ ବିଶ୍ଵାସୀମାନଙ୍କୁ, ଉଭୟ ଯିହୁଦୀ ଏବଂ ବିଜାତିମାନଙ୍କୁ ଅଧିକାର ଦିଆଯାଇଛି I ବିକଳ୍ପ ଅନୁବାଦ: "ସେହି ଆତ୍ମା ​​ମାଧ୍ୟମରେ"
EPH 2 19 r11r figs-metaphor ἐστὲ συνπολῖται τῶν ἁγίων καὶ οἰκεῖοι τοῦ Θεοῦ 1 you Gentiles ... God's household ବିଜାତିମାନେ ବିଶ୍ଵାସୀ ହେଲାପରେ ସେମାମାନଙ୍କର ଆତ୍ମିକ ଅବସ୍ଥା ସମ୍ବନ୍ଧରେ ପାଉଲ ପୁନର୍ବାର କହୁଛନ୍ତି ଯେ ସତେ ଯେପରି ବିଦେଶୀମାନେ କୌଣସି ଗୋଟିଏ ଦେଶର ନାଗରିକ ହୋଇଅଛନ୍ତି।(ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 20 r2je figs-metaphor ἐποικοδομηθέντες ἐπὶ τῷ θεμελίῳ 1 You have been built on the foundation ପାଉଲ ଈଶ୍ଵରଙ୍କ ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ଗୃହ ଅଟନ୍ତି। ଖ୍ରୀଷ୍ଟ କୋଣର ପ୍ରଧାନ ପ୍ରସ୍ତର, ପ୍ରେରିତମାନେ **ଭିତ୍ତିମୂଳ** ଏବଂ ବିଶ୍ଵାସୀମାନେ ଢାଞ୍ଚା ଅଟନ୍ତି। ବିକଳ୍ପ ଅବୁବାଦ: “ତୁମ୍ଭେମାନେ ଶିକ୍ଷା ଉପରେ ନିର୍ଭର କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 20 fs7j figs-activepassive ἐποικοδομηθέντες 1 You have been built ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 2 20 r2je figs-metaphor ἐποικοδομηθέντες ἐπὶ τῷ θεμελίῳ 1 You have been built on the foundation ପାଉଲ ଈଶ୍ଵରଙ୍କ ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ଗୃହ ଅଟନ୍ତି। ଖ୍ରୀଷ୍ଟ କୋଣର ପ୍ରଧାନ ପ୍ରସ୍ତର, ପ୍ରେରିତମାନେ **ଭିତ୍ତିମୂଳ,** ଏବଂ ବିଶ୍ଵାସୀମାନେ ଗଠନପ୍ରଣାଳୀ ଅଟନ୍ତି। ବିକଳ୍ପ ଅବୁବାଦ: “ତୁମ୍ଭେମାନେ ଶିକ୍ଷା ଉପରେ ନିର୍ଭର କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 20 fs7j figs-activepassive ἐποικοδομηθέντες 1 You have been built ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 2 21 g8ga figs-metaphor πᾶσα οἰκοδομὴ συναρμολογουμένη, αὔξει εἰς ναὸν 1 the whole building fits together and grows as a temple ପାଉଲ ଖ୍ରୀଷ୍ଟଙ୍କ ପରିବାର ବିଷୟରେ କହିବା ଜାରିରଖିଛନ୍ତି ଯେ ସତେ ଯେପରି ଏହା ଗୋଟିଏ **ଗୃହ** ଅଟେ I ଜଣେ ଗୃହ ନିର୍ମାଣକାରୀ ଯେପରି ନିର୍ମାଣକରିବା ସମୟରେ ପ୍ରସ୍ତରଗୁଡିକୁ ଏକତ୍ର ସଂଲଗ୍ନ କରନ୍ତି, ଠିକ୍ ସେପରି ଖ୍ରୀଷ୍ଟ ଆମ୍ଭମାନଙ୍କୁ ସଂଲଗ୍ନ କରିଅଛନ୍ତି I ବିକଳ୍ପ ଅନୁବାଦ: "ଆମେ ସମସ୍ତେ ଯେପରି ଏକତ୍ର ବୃଦ୍ଧି କରୁ, ଆମେ ଏକ ପବିତ୍ର ଗୋଷ୍ଠୀ ଅଟୁ ଯିଏ ଈଶ୍ଵରଙ୍କୁ ଉପାସନା କରେ" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 21 ljt5 figs-metaphor ἐν ᾧ ... ἐν Κυρίῳ 1 In him ... in the Lord "ଖ୍ରୀଷ୍ଟଙ୍କଠାରେ …ପ୍ରଭୁ ଯୀଶୁଙ୍କଠାରେ, ଏହି ରୂପକଗୁଡ଼ିକ  ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 22 u55j figs-metaphor ἐν ᾧ 1 in him ଖ୍ରୀଷ୍ଟଙ୍କଠାରେ ଏହି ରୂପକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି I ([[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.