Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-22 18:24:21 +00:00
parent 28c67b8596
commit d686ef61c9
1 changed files with 5 additions and 5 deletions

View File

@ -108,12 +108,12 @@ EPH 2 16 bj8x figs-metonymy διὰ τοῦ σταυροῦ 1 through the cross
EPH 2 16 lq3m figs-metaphor ἀποκτείνας τὴν ἔχθραν 1 putting to death the hostility ସେମାନଙ୍କର **ଶତ୍ରୁତାକୁ** ବିନାଶ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେ ସେମାନଙ୍କର ଶତ୍ରୁତାକୁ ବଧ କଲେ। କ୍ରୁଶରେ ମୃତ୍ୟୁଭୋଗ କରିବା ଦ୍ଵାରା ଯୀଶୁ ଯିହୁଦୀ ଏବଂ ବିଜାତିମାନଙ୍କ ମଧ୍ୟରେ ଥିବା ପାରସ୍ପାରିକ ଶତ୍ରୁତାକୁ ହଟାଇଦେଲେ I ବର୍ତ୍ତମାନ ଉଭୟ ଗୋଷ୍ଠୀ ଆଉ ମୋଶାଙ୍କର ବ୍ୟବସ୍ଥା ଅନୁସାରେ ଜୀବନ ଯାପନ କରିବା ଆବଶ୍ୟକ ନାହିଁ I ବିକଳ୍ପ ଅନୁବାଦ: “ସେମାନଙ୍କର ପରସ୍ପରକୁ ଘୃଣା କରିବା ବିଷୟକୁ ବନ୍ଦକରି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 17 vhi8 0 Connecting Statement: ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ କହନ୍ତି ଯେ ବର୍ତ୍ତମାନର ବିଜାତି ବିଶ୍ଵାସୀମାନେ ମଧ୍ୟ ଯିହୁଦୀୟ ପ୍ରେରିତ ଏବଂ ଭାବବାଦୀମାନଙ୍କ ଭିତ୍ତିମୂଳ ଉପରେ ସ୍ଥାପିତ ହୋଇଅଛନ୍ତି; ସେମାନେ ଆତ୍ମାରେ ଈଶ୍ଵରଙ୍କ ନିମନ୍ତେ ଗୋଟିଏ ମନ୍ଦିର ଅଟନ୍ତି।
EPH 2 17 g1hz "εὐηγγελίσατο ""εἰρήνην" 1 proclaimed peace ବିକଳ୍ପ ଅନୁଅବାଦ: “ଏବଂଶାନ୍ତିର ସୁସମାଚାର ଘୋଷଣା କଲେ” କିମ୍ବା “ଶାନ୍ତିର ସୁସମାଚାର ପ୍ରକାଶ କଲେ”
EPH 2 17 wdu8 ὑμῖν τοῖς μακρὰν 1 you who were far away ପାଉଲ ବିଜାତିମାନଙ୍କୁ (ଅଣଯିହୁଦୀମାନଙ୍କୁ) ଚିତ୍ରଣ କରନ୍ତି, ଯେଉଁମାନେ ଈଶ୍ଵରଙ୍କ ଲୋକ ନଥିଲେ, ଯେପରି ସେମାନେ ଈଶ୍ଵରଙ୍କଠାରୁ ଶାରୀରିକ ଭାବରେ ଦୂରରେ ଥିଲେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 17 a58n τοῖς ἐγγύς 1 those who were near ପାଉଲ ଯିହୁଦୀମାନଙ୍କୁ ଚିତ୍ରଣ କରନ୍ତି, ଯେଉଁମାନେ ଜନ୍ମରୂ ଈଶ୍ଵରଙ୍କ ଲୋକ ଥିଲେ, ଯେପରି ସେମାନେ ଈଶ୍ଵରଙ୍କ ସହିତ ଶାରୀରିକ ଭାବରେ ନିକଟତର ଥିଲେ I[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 18 qw56 figs-inclusive ὅτι δι’ αὐτοῦ ἔχομεν τὴν προσαγωγὴν, οἱ ἀμφότεροι 1 For through Jesus we both have access ଏଠାରେ **ଆମ୍ଭେମାନେ ଉଭୟ**” ପାଉଲ, ବିଶ୍ଵାସ କରୁଥିବା ଯିହୁଦୀ ଏବଂ ବିଶ୍ଵାସ କରୁଥିବା ଅଣ-ଯିହୁଦୀମାନଙ୍କୁ ବୁଝାଏ I ([[rc://en/ta/man/translate/figs-inclusive]]ଦେଖନ୍ତୁ)
EPH 2 17 wdu8 ὑμῖν τοῖς μακρὰν 1 you who were far away ପାଉଲ ବିଜାତିମାନଙ୍କୁ (ଅଣଯିହୁଦୀମାନଙ୍କୁ) ଚିତ୍ରଣ କରନ୍ତି, ଯେଉଁମାନେ ଈଶ୍ଵରଙ୍କ ଲୋକ ନଥିଲେ, ଯେପରି ସେମାନେ ଈଶ୍ଵରଙ୍କଠାରୁ ଶାରୀରିକ ଭାବରେ ଦୂରରେ ଥିଲେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 17 a58n τοῖς ἐγγύς 1 those who were near ପାଉଲ ଯିହୁଦୀମାନଙ୍କୁ ଚିତ୍ରଣ କରନ୍ତି, ଯେଉଁମାନେ ଜନ୍ମରୂ ଈଶ୍ଵରଙ୍କ ଲୋକ ଥିଲେ, ଯେପରି ସେମାନେ ଈଶ୍ଵରଙ୍କ ସହିତ ଶାରୀରିକ ଭାବରେ ନିକଟତର ଥିଲେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 18 qw56 figs-inclusive ὅτι δι’ αὐτοῦ ἔχομεν τὴν προσαγωγὴν, οἱ ἀμφότεροι 1 For through Jesus we both have access ଏଠାରେ **ଆମ୍ଭେମାନେ ଉଭୟ**” ପାଉଲ, ବିଶ୍ଵାସ କରୁଥିବା ଯିହୁଦୀ ଏବଂ ବିଶ୍ଵାସ କରୁଥିବା ଅଣ-ଯିହୁଦୀମାନଙ୍କୁ ବୁଝାଏ I (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 2 18 kt1m ἐν ἑνὶ Πνεύματι 1 in one Spirit ସେହି ସମାନ ପବିତ୍ର **ଆତ୍ମାଙ୍କ** ଦ୍ଵାରା ପିତା ଈଶ୍ଵରଙ୍କ ଉପସ୍ଥିତିରେ ପ୍ରବେଶ କରିବାକୁ ସମସ୍ତ ବିଶ୍ଵାସୀମାନଙ୍କୁ, ଉଭୟ ଯିହୁଦୀ ଏବଂ ବିଜାତିମାନଙ୍କୁ ଅଧିକାର ଦିଆଯାଇଛି I ବିକଳ୍ପ ଅନୁବାଦ: "ସେହି ଆତ୍ମା ​​ମାଧ୍ୟମରେ"
EPH 2 19 r11r figs-metaphor ἐστὲ συνπολῖται τῶν ἁγίων καὶ οἰκεῖοι τοῦ Θεοῦ 1 you Gentiles ... God's household ବିଜାତିମାନେ ବିଶ୍ଵାସୀ ହେଲାପରେ ସେମାମାନଙ୍କର ଆତ୍ମିକ ଅବସ୍ଥା ସମ୍ବନ୍ଧରେ ପାଉଲ ପୁନର୍ବାର କହୁଛନ୍ତି ଯେ ସତେ ଯେପରି ବିଦେଶୀମାନେ କୌଣସି ଗୋଟିଏ ଦେଶର ନାଗରିକ ହୋଇଅଛନ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 20 r2je figs-metaphor ἐποικοδομηθέντες ἐπὶ τῷ θεμελίῳ 1 You have been built on the foundation ପାଉଲ ଈଶ୍ଵରଙ୍କ ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ଗୃହ ଅଟନ୍ତି I ଖ୍ରୀଷ୍ଟ କୋଣର ପ୍ରଧାନ ପ୍ରସ୍ତର, ପ୍ରେରିତମାନେ **ଭିତ୍ତିମୂଳ** ଏବଂ ବିଶ୍ଵାସୀମାନେ ଢାଞ୍ଚା ଅଟନ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 19 r11r figs-metaphor ἐστὲ συνπολῖται τῶν ἁγίων καὶ οἰκεῖοι τοῦ Θεοῦ 1 you Gentiles ... God's household ବିଜାତିମାନେ ବିଶ୍ଵାସୀ ହେଲାପରେ ସେମାମାନଙ୍କର ଆତ୍ମିକ ଅବସ୍ଥା ସମ୍ବନ୍ଧରେ ପାଉଲ ପୁନର୍ବାର କହୁଛନ୍ତି ଯେ ସତେ ଯେପରି ବିଦେଶୀମାନେ କୌଣସି ଗୋଟିଏ ଦେଶର ନାଗରିକ ହୋଇଅଛନ୍ତି।(ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 20 r2je figs-metaphor ἐποικοδομηθέντες ἐπὶ τῷ θεμελίῳ 1 You have been built on the foundation ପାଉଲ ଈଶ୍ଵରଙ୍କ ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ଗୃହ ଅଟନ୍ତି ଖ୍ରୀଷ୍ଟ କୋଣର ପ୍ରଧାନ ପ୍ରସ୍ତର, ପ୍ରେରିତମାନେ **ଭିତ୍ତିମୂଳ** ଏବଂ ବିଶ୍ଵାସୀମାନେ ଢାଞ୍ଚା ଅଟନ୍ତି। ବିକଳ୍ପ ଅବୁବାଦ: “ତୁମ୍ଭେମାନେ ଶିକ୍ଷା ଉପରେ ନିର୍ଭର କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 20 fs7j figs-activepassive ἐποικοδομηθέντες 1 You have been built ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 2 21 g8ga figs-metaphor πᾶσα οἰκοδομὴ συναρμολογουμένη, αὔξει εἰς ναὸν 1 the whole building fits together and grows as a temple ପାଉଲ ଖ୍ରୀଷ୍ଟଙ୍କ ପରିବାର ବିଷୟରେ କହିବା ଜାରିରଖିଛନ୍ତି ଯେ ସତେ ଯେପରି ଏହା ଗୋଟିଏ **ଗୃହ** ଅଟେ I ଜଣେ ଗୃହ ନିର୍ମାଣକାରୀ ଯେପରି ନିର୍ମାଣକରିବା ସମୟରେ ପ୍ରସ୍ତରଗୁଡିକୁ ଏକତ୍ର ସଂଲଗ୍ନ କରନ୍ତି, ଠିକ୍ ସେପରି ଖ୍ରୀଷ୍ଟ ଆମ୍ଭମାନଙ୍କୁ ସଂଲଗ୍ନ କରିଅଛନ୍ତି I ବିକଳ୍ପ ଅନୁବାଦ: "ଆମେ ସମସ୍ତେ ଯେପରି ଏକତ୍ର ବୃଦ୍ଧି କରୁ, ଆମେ ଏକ ପବିତ୍ର ଗୋଷ୍ଠୀ ଅଟୁ ଯିଏ ଈଶ୍ଵରଙ୍କୁ ଉପାସନା କରେ" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 21 ljt5 figs-metaphor ἐν ᾧ ... ἐν Κυρίῳ 1 In him ... in the Lord "ଖ୍ରୀଷ୍ଟଙ୍କଠାରେ …ପ୍ରଭୁ ଯୀଶୁଙ୍କଠାରେ, ଏହି ରୂପକଗୁଡ଼ିକ  ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି I ([[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.