Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-22 18:08:19 +00:00
parent 3be74f3c9e
commit 28c67b8596
1 changed files with 1 additions and 1 deletions

View File

@ -108,7 +108,7 @@ EPH 2 16 bj8x figs-metonymy διὰ τοῦ σταυροῦ 1 through the cross
EPH 2 16 lq3m figs-metaphor ἀποκτείνας τὴν ἔχθραν 1 putting to death the hostility ସେମାନଙ୍କର **ଶତ୍ରୁତାକୁ** ବିନାଶ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେ ସେମାନଙ୍କର ଶତ୍ରୁତାକୁ ବଧ କଲେ। କ୍ରୁଶରେ ମୃତ୍ୟୁଭୋଗ କରିବା ଦ୍ଵାରା ଯୀଶୁ ଯିହୁଦୀ ଏବଂ ବିଜାତିମାନଙ୍କ ମଧ୍ୟରେ ଥିବା ପାରସ୍ପାରିକ ଶତ୍ରୁତାକୁ ହଟାଇଦେଲେ I ବର୍ତ୍ତମାନ ଉଭୟ ଗୋଷ୍ଠୀ ଆଉ ମୋଶାଙ୍କର ବ୍ୟବସ୍ଥା ଅନୁସାରେ ଜୀବନ ଯାପନ କରିବା ଆବଶ୍ୟକ ନାହିଁ I ବିକଳ୍ପ ଅନୁବାଦ: “ସେମାନଙ୍କର ପରସ୍ପରକୁ ଘୃଣା କରିବା ବିଷୟକୁ ବନ୍ଦକରି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 17 vhi8 0 Connecting Statement: ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ କହନ୍ତି ଯେ ବର୍ତ୍ତମାନର ବିଜାତି ବିଶ୍ଵାସୀମାନେ ମଧ୍ୟ ଯିହୁଦୀୟ ପ୍ରେରିତ ଏବଂ ଭାବବାଦୀମାନଙ୍କ ଭିତ୍ତିମୂଳ ଉପରେ ସ୍ଥାପିତ ହୋଇଅଛନ୍ତି; ସେମାନେ ଆତ୍ମାରେ ଈଶ୍ଵରଙ୍କ ନିମନ୍ତେ ଗୋଟିଏ ମନ୍ଦିର ଅଟନ୍ତି।
EPH 2 17 g1hz "εὐηγγελίσατο ""εἰρήνην" 1 proclaimed peace ବିକଳ୍ପ ଅନୁଅବାଦ: “ଏବଂଶାନ୍ତିର ସୁସମାଚାର ଘୋଷଣା କଲେ” କିମ୍ବା “ଶାନ୍ତିର ସୁସମାଚାର ପ୍ରକାଶ କଲେ”
EPH 2 17 wdu8 ὑμῖν τοῖς μακρὰν 1 you who were far away ପାଉଲ ବିଜାତିମାନଙ୍କୁ (ଅଣଯିହୁଦୀମାନଙ୍କୁ) ଚିତ୍ରଣ କରନ୍ତି, ଯେଉଁମାନେ ଈଶ୍ଵରଙ୍କ ଲୋକ ନଥିଲେ, ଯେପରି ସେମାନେ ଈଶ୍ଵରଙ୍କଠାରୁ ଶାରୀରିକ ଭାବରେ ଦୂରରେ ଥିଲେ I[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 17 wdu8 ὑμῖν τοῖς μακρὰν 1 you who were far away ପାଉଲ ବିଜାତିମାନଙ୍କୁ (ଅଣଯିହୁଦୀମାନଙ୍କୁ) ଚିତ୍ରଣ କରନ୍ତି, ଯେଉଁମାନେ ଈଶ୍ଵରଙ୍କ ଲୋକ ନଥିଲେ, ଯେପରି ସେମାନେ ଈଶ୍ଵରଙ୍କଠାରୁ ଶାରୀରିକ ଭାବରେ ଦୂରରେ ଥିଲେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 17 a58n τοῖς ἐγγύς 1 those who were near ପାଉଲ ଯିହୁଦୀମାନଙ୍କୁ ଚିତ୍ରଣ କରନ୍ତି, ଯେଉଁମାନେ ଜନ୍ମରୂ ଈଶ୍ଵରଙ୍କ ଲୋକ ଥିଲେ, ଯେପରି ସେମାନେ ଈଶ୍ଵରଙ୍କ ସହିତ ଶାରୀରିକ ଭାବରେ ନିକଟତର ଥିଲେ I[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 18 qw56 figs-inclusive ὅτι δι’ αὐτοῦ ἔχομεν τὴν προσαγωγὴν, οἱ ἀμφότεροι 1 For through Jesus we both have access ଏଠାରେ “**ଆମ୍ଭେମାନେ ଉଭୟ**” ପାଉଲ, ବିଶ୍ଵାସ କରୁଥିବା ଯିହୁଦୀ ଏବଂ ବିଶ୍ଵାସ କରୁଥିବା ଅଣ-ଯିହୁଦୀମାନଙ୍କୁ ବୁଝାଏ I ([[rc://en/ta/man/translate/figs-inclusive]]ଦେଖନ୍ତୁ)
EPH 2 18 kt1m ἐν ἑνὶ Πνεύματι 1 in one Spirit ସେହି ସମାନ ପବିତ୍ର **ଆତ୍ମାଙ୍କ** ଦ୍ଵାରା ପିତା ଈଶ୍ଵରଙ୍କ ଉପସ୍ଥିତିରେ ପ୍ରବେଶ କରିବାକୁ ସମସ୍ତ ବିଶ୍ଵାସୀମାନଙ୍କୁ, ଉଭୟ ଯିହୁଦୀ ଏବଂ ବିଜାତିମାନଙ୍କୁ ଅଧିକାର ଦିଆଯାଇଛି I ବିକଳ୍ପ ଅନୁବାଦ: "ସେହି ଆତ୍ମା ​​ମାଧ୍ୟମରେ"

Can't render this file because it contains an unexpected character in line 2 and column 4525.