Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-17 15:15:23 +00:00
parent 72a3e28a2c
commit f30823c718
1 changed files with 20 additions and 20 deletions

View File

@ -199,26 +199,26 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
4:24 iit5 Connecting Statement: 0
4:24 bu23 ἅτινά ἐστιν ἀλληγορούμενα 1
4:24 k5qu ἀλληγορούμενα 1 ଏକ **ରୂପକାତ୍ମକ** ଏକ କାହାଣୀ ଅଟେ ଯେଉଁଥିରେ କାହାଣୀ ଭିତରେ ଥିବା ବିଷୟବସ୍ତୁ ଅନ୍ୟ କୌଣସି ବିଷୟକୁ ପ୍ରତିନିଧିତ୍ଵ ଭାବରେ ବ୍ୟାଖ୍ୟା କରାଯାଇଥାଏ । ଏଠାରେ, କାହାଣୀରେ ଥିବା ବିଷୟଗୁଡ଼ିକ ଆତ୍ମିକ ସତ୍ୟ ଏବଂ ବାସ୍ତବତାକୁ ପ୍ରତିନିଧିତ୍ଵ କରିବା ପାଇଁ ବ୍ୟାଖ୍ୟା କରାଯାଏ । ଏହି ଦୃଷ୍ଟାନ୍ତରେ, 4:22 ରେ ଦର୍ଶାଯାଇଥିବା ଦୁଇ ସ୍ତ୍ରୀ ଦୁଇଟି ଭିନ୍ନ ଚୁକ୍ତି ପ୍ରତିନିଧିତ୍ୱ କରନ୍ତି । ଯଦି ଆପଣଙ୍କ ଭାଷାରେ **ରୂପକାତ୍ମକ** ପାଇଁ ଏକ ଶବ୍ଦ ବା ବାକ୍ୟାଂଶ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ତେବେ ଆପଣ ଆପଣଙ୍କର ଅନୁବାଦରେ ଏକ **ରୂପକ** କ’ଣ ଅଟେ ତାହା ବର୍ଣ୍ଣନା କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ଏକ ଆତ୍ମିକ ସତ୍ୟ ଶିକ୍ଷା ଦେବା ପାଇଁ ଏହି ବିଷୟଗୁଡ଼ିକ ବିଷୟରେ କହୁଛି” କିମ୍ବା “ମୁଁ ଏହି ବିଷୟଗୁଡ଼ିକ ବିଷୟରେ କହୁଛି, ଯାହାକୁ ତୁମ୍ଭମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟ ଶିକ୍ଷା ଦେବା ପାଇଁ ବ୍ୟବହାର କରେ”
4:24 ruw4 αὗται & εἰσιν 1 ଏକ ଚିତ୍ରର ସ୍ତ୍ରୀଗଣ
4:24 u4hr rc://*/ta/man/translate/figs-synecdoche Ὄρους Σινά 1 "ଏଠାରେ ସୀନୟ ପର୍ବତ ବ୍ୟବସ୍ଥା ନିମନ୍ତେ ଏକ ଭିନ୍ନ ମତ ଅଟେ ଯାହା ମୋଶା ସେଠାରେ ଇସ୍ରାଏଲମାନଙ୍କୁ ଦେଇଥିଲେ । ଅନ୍ୟ ଏକ ଅନୁବାଦରେ: “ସୀନୟ ପର୍ବତ, ଯେଉଁଠାରେ ମୋଶା ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥା ଦେଇଥିଲେ” (ଦେଖ: [[rc://or/ta/man/translate/figs-synecdoche]])
4:24 u3u9 rc://*/ta/man/translate/figs-metaphor δουλείαν γεννῶσα 1 ପାଉଲ ବ୍ୟବସ୍ଥାକୁ ଏପରି ବ୍ୟବହାର କରନ୍ତି ଯେପରି ସେ ଜଣେ ବ୍ୟକ୍ତି ଥିଲେ । ଅନ୍ୟ ଏକ ଅନୁବାଦରେ: “ଏହି ନିୟମର ଅଧିନରେ ଲୋକମାନେ ଦାସ ସଦୃଶ ଅଟନ୍ତି ଯେଉଁମାନଙ୍କୁ ବ୍ୟବସ୍ଥା ପାଳନ କରିବାକୁ ପଡିଲା” (ଦେଖ: [[rc://or/ta/man/translate/figs-metaphor]])
4:25 u1cc συνστοιχεῖ 1 ସେ ଏକ ଚିତ୍ର ଅଟେ"
4:25 ck7v rc://*/ta/man/translate/figs-metaphor δουλεύει & μετὰ τῶν τέκνων αὐτῆς 1 ହାଗାର ଏକ ଦାସୀ ଥିଲା ଏବଂ ତାହାର ପିଲାମାନେ ତାହା ସହିତ ଦାସ ହେଲେ । ଅନ୍ୟ ଏକ ଅନୁବାଦରେ: “ଯିରୂଶାଲମ, ହାଗାର ସଦୃଶ, ଏବଂ ତାହାର ପିଲାମାନେ ତାହା ସହିତ ଦାସ ଅଟନ୍ତି” (ଦେଖ: [[rc://or/ta/man/translate/figs-metaphor]])
4:26 wa1u ἐλευθέρα ἐστίν 1 ବାଧ୍ୟ ନୁହେଁ ଓ “ଏକ ଦାସତ୍ବ ନୁହେଁ”
4:27 jql2 εὐφράνθητι 1 ଆନନ୍ଦ କର
4:27 ih2f rc://*/ta/man/translate/figs-you στεῖρα & ἡ οὐκ ὠδίνουσα 1 ଏଠାରେ “ତୁମେମାନେ” ବନ୍ଧ୍ୟା ସ୍ତ୍ରୀକୁ ବୁଝାଏ ଏବଂ ଏକବଚନ ଅଟେ । (ଦେଖ: [[rc://or/ta/man/translate/figs-you]])
4:28 ad75 ἀδελφοί 1 ଦେଖ ତୁମେ ଏହାକୁ [ଗାଲାତୀୟ ୧: ] (../୦୧/.md)ରେ କିପରି ଅନୁବାଦ କରିଅଛ ।
4:28 ct63 ἐπαγγελίας τέκνα 1 ସମ୍ଭାବିତ ଅର୍ଥଗୁଡିକ ଯେ ଗାଲାତୀୟମାନେ ଈଶ୍ବରଙ୍କର ସନ୍ତାନ ହୋଇଛନ୍ତି ୧) ଈଶ୍ବରଙ୍କ ପ୍ରତିଜ୍ଞାକୁ ବିଶ୍ବାସ କରବା ଦ୍ବାରା କିମ୍ବା ) କାରଣ ଈଶ୍ବର ଅବ୍ରାହାମଙ୍କ ସହିତ ତାହାଙ୍କ ପ୍ରତିଜ୍ଞା ସଫଳ କରିବା ନିମନ୍ତେ ଆଶର୍ଯ୍ୟକର୍ମ କଲେ, ପ୍ରଥମେ ଅବ୍ରାହାମଙ୍କୁ ଏକ ପୁତ୍ରସନ୍ତାନ ଦେବା ଦ୍ବାରା ଏବଂ ତା’ପରେ ଗାଲାତୀୟମାନଙ୍କୁ ଅବ୍ରାହାମଙ୍କ ସନ୍ତାନ ଭାବେ ଗଣନା କରି ଏବଂ ଏହି ପ୍ରକାରେ ଈଶ୍ବରଙ୍କ ସନ୍ତାନଗଣ ହେଲେ ।
4:29 c9lf rc://*/ta/man/translate/figs-metaphor κατὰ σάρκα 1 ଏହା ହାଗାରକୁ ପତ୍ନୀ ରୂପରେ ଗ୍ରହଣ କରି ଅବ୍ରାହମ ଇଶ୍ମାଏଲର ପିତା ହେବାକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟର କର୍ମ ଦ୍ବାରା” କିମ୍ବା “କାରଣ ଲୋକମାନେ ଯେଉଁ କାର୍ଯ୍ୟ କଲେ” (ଦେଖ: [[rc://or/ta/man/translate/figs-metaphor]])
4:29 gt1e κατὰ Πνεῦμα 1 ଆତ୍ମାଙ୍କ କାର୍ଯ୍ୟ ସକାଶୁ
4:31 sy8u ἀδελφοί 1 ଦେଖ ତୁମେ ଏହାକୁ [ଗାଲାତୀୟ ୧: ] (../୦୧/.md)ରେ କିପରି ଅନୁବାଦ କରିଅଛ ।
4:31 y3c2 rc://*/ta/man/translate/figs-ellipsis ἀλλὰ τῆς ἐλευθέρας 1 “ଆମ୍ଭେମାନେ ସନ୍ତାନଗଣ ଅଟୁ”ଶବ୍ଦ ପୂର୍ବ ବାକ୍ୟାଶଂରୁ ବୁଝାଯାଏ । ଏହାକୁ ଏକ ଭିନ୍ନ ବାକ୍ୟ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ବରଂ, ଆମ୍ଭେମାନେ ସ୍ବାଧିନା ସ୍ତ୍ରୀର ସନ୍ତାନଗଣ ଅଟୁ” (ଦେଖ: [[rc://or/ta/man/translate/figs-ellipsis]])
5:intro bcg3 0 # ଗଲତୀୟ ୦୫ ସାଧାରଣ ଟିପ୍ପଣୀ \n## ଗଠନ ପ୍ରଣାଳୀ ଏବଂ ଆକୃତି \n\n ପାଉଲ ମୋଶଙ୍କ ବ୍ୟବସ୍ଥା ବିଷୟରେ ଏପରି ବର୍ଣ୍ଣନା କରିବା ଜାରି ରଖିଛନ୍ତି ଯାହା ଜଣେ ବ୍ୟକ୍ତିକୁ ଯେପରି ଫାନ୍ଦରେ ବା ଦାସତ୍ୱରେ ରଖେ । (ଦେଖ: [[rc://or/tw/dict/bible/kt/lawofmoses]]) \n\n## ଏହି ଅଧ୍ୟାୟରେ ବିଶେଷ ଧାରଣା \n\n### ଆତ୍ମାଙ୍କ ଫଳ \n ବାକ୍ୟାଶଂ “ଆତ୍ମାଙ୍କ ଫଳ” ବହୁବଚନ ନୁହେଁ, ଯଦ୍ୟାପି ଏହା କେତେକ ବିଷୟର ଏକ ତାଲିକା ଦିଆଯାଇଛି । ଯଦି ସମ୍ଭବ ହେଲେ ଅନୁବାଦକମାନେ ଏହାକୁ ଏକବଚନ ରୂପରେ ରଖିବା ଉଚିତ । (ଦେଖ: [[rc://or/tw/dict/bible/other/fruit]]) \n\n## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର \n\n### ଉଦାହରଣଗୁଡିକ \n ପାଉଲ ଏହି ଅଧ୍ୟାୟରେ ନିଜର କଥାକୁ ସ୍ପଷ୍ଟରୁପେ ବ୍ୟାଖ୍ୟା କରନ୍ତି ଏବଂ ଜଟିଳ ବିଷୟଗୁଡିକୁ ବୁଝେଇଵା ନିମନ୍ତେ ସାହାଯ୍ୟ କରି ବିଭିନ୍ନ ରୁପକ ବ୍ୟବହାର କରୁଛନ୍ତି (ଦେଖ: [[rc://or/ta/man/translate/figs-metaphor]]) \n\n## ଏହି ଅଧ୍ୟାୟରେ ସମ୍ଭାବିତ ଅନୁବାଦ ସମସ୍ୟା \n\n### ତୁମେମାନେ ଖ୍ରୀଷ୍ଟଙ୍କଠାରୁ ବିଛିନ୍ନ ହୋଇଅଛ, ତୁମେମାନେ ବ୍ୟବସ୍ଥା ଦ୍ବାରା ଧାର୍ମିକ ହେବ; ତୁମେମାନେ ଆଉ ଅନୁଗ୍ରହକୁ ଅନୁଭବ କରୁନାହଁ ।” \n କେତେକ ବିଦ୍ବାନମାନେ ପାଉଲ ଶିକ୍ଷାଦେବା ବିଶ୍ୱାସ କରନ୍ତି ଯେ ସୁନ୍ନତ ହେବା ଦ୍ୱାରା ଜଣେ ବ୍ୟକ୍ତି ନିଜର ପରିତ୍ରାଣ ହରାଇବାକୁ ପଡିଥାଏ । ଅନ୍ୟ ବିଦ୍ବାନମାନେ ପାଉଲଙ୍କ ଅର୍ଥକୁ ଏପରି କହନ୍ତି ଯେ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ବରଙ୍କ ସହିତ ଧାର୍ମିକ ହେବା ନିମନ୍ତେ ଚେଷ୍ଟା କରୁଥିବା ବ୍ୟକ୍ତି ଅନୁଗ୍ରହଠାରୁ ବଞ୍ଚିତ ହୋଇଥାଏ । (ଦେଖ: [[rc://or/tw/dict/bible/kt/grace]])
5:1 up16 Connecting Statement: 0 # Connecting Statement:\n\nପାଉଲ ବିଶ୍ବାସୀମାନଙ୍କୁ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ସ୍ବାଧିନତାକୁ ବ୍ୟବହାର କରିବା ନିମନ୍ତେ ସ୍ମରଣ କରିବା ଦ୍ବାରା ରୁପକାତ୍ମକ ପ୍ରୟୋଗ କରନ୍ତି କାରଣ ସମସ୍ତ ବ୍ୟବସ୍ଥା ପ୍ରତିବେଶୀକୁ ଆପଣା ସାଦୃଶ୍ବ ପ୍ରେମ କରିବାରେ ସଫଳ ହେଲା ।
5:1 kuu9 rc://*/ta/man/translate/figs-explicit τῇ ἐλευθερίᾳ, ἡμᾶς Χριστὸς ἠλευθέρωσεν 1 "ଏହା ଏଥିପାଇଁ ହୁଏ ଯେ ଆମ୍ଭେମାନେ ସ୍ବାଧିନ ହୋଇ ପାରିବା କାରଣ ଖ୍ରୀଷ୍ଟ ଆମକୁ ମୁକ୍ତ କରିଅଛନ୍ତି । ଏହା ସୂଚିତକରେ ଯେ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ପୁରାତନ ନିୟମରୂ ମୁକ୍ତି କରନ୍ତି । ଏଠାରେ ପୁରାତନ ନିୟମରୁ ମୁକ୍ତି ହେବାର ଅର୍ଥ ଏହାକୁ ପାଳନ କରିବା ନିମନ୍ତେ ବାଧ୍ୟ ନହେବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଆମମାନଙ୍କୁ ପୁରାତନ ନିୟମରୁ ମୁକ୍ତ କରିଛନ୍ତି ଯେପରି ଆମ୍ଭେମାନେ ସ୍ବାଧିନ ହୋଇ ପାରିବୁ” କିମ୍ବା “ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଛନ୍ତି ଯେପରି ଆମ୍ଭେମାନେ ମୁକ୍ତ ଲୋକମାନଙ୍କ ପରି ଜୀବନଯାପନ କରିପାରୁ” (ଦେଖ: [[rc://or/ta/man/translate/figs-explicit]] ଏବଂ [[rc://or/ta/man/translate/figs-metaphor]])
5:1 j679 rc://*/ta/man/translate/figs-metaphor στήκετε 1 ଏଠାରେ ଦୃଢଭାବରେ ଛିଡାହେବା ବାକ୍ୟ ପରିବର୍ତନ ନହେବା ନିମନ୍ତେ ସ୍ଥିର କରି ରହିବାକୁ ଉଲ୍ଲେଖ କରେ । ସେମାନେ କିପରି ପରିବର୍ତ୍ତିତ ହେବେ ନାହିଁ ଏହି ବାକ୍ୟକୁ ସ୍ପଷ୍ଟଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ କିଛି ଶିକ୍ଷା ଦିଅନ୍ତି ସେହି ଲୋକମାନଙ୍କ ସହିତ ଯୁକ୍ତିତର୍କ କରନାହିଁ” କିମ୍ବା “ମୁକ୍ତ ରହିବା ନିମନ୍ତେ ଦୃଢ ରୁହ” (ଦେଖ: [[rc://or/ta/man/translate/figs-metaphor]] ଏବଂ [[rc://or/ta/man/translate/figs-explicit]])
5:1 usl9 rc://*/ta/man/translate/figs-metaphor μὴ πάλιν ζυγῷ δουλείας ἐνέχεσθε 1 ଏଠାରେ ଦାସତ୍ବର ଏକ ଯୁଆଳିର ନିୟନ୍ତ୍ରଣରେ ବ୍ୟବସ୍ଥାର ପାଳନ କରିବା ନିମନ୍ତେ ବାଧ୍ୟହେବା ବିଷୟରେ ଉଲ୍ଲେଖ କରନ୍ତି । ଅନ୍ୟ ଏକ ଅନୁବାଦରେ: “ଯେ ବ୍ୟବସ୍ଥାର ଦାସତ୍ବର ଯୁଆଳିର ଅଧିନରେ ରହିବା ଲୋକ ପରି ଜୀବନଯାପନ କରନାହିଁ” (ଦେଖ: [[rc://or/ta/man/translate/figs-metaphor]] ଏବଂ [[rc://or/ta/man/translate/figs-explicit]])
5:2 bg6b rc://*/ta/man/translate/figs-metonymy ἐὰν περιτέμνησθε 1 ପାଉଲ ଯିହୁଦୀ ଧର୍ମ ନିମନ୍ତେ ଏକ ଲକ୍ଷଣ ସୂଚକଭାବେ ସୁନ୍ନତ ଶବ୍ଦ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ଯଦି ତୁମେମାନେ ଯିହୁଦୀ ଧର୍ମକୁ ଫେରୁଅଛ” (ଦେଖ: [[rc://or/ta/man/translate/figs-metonymy]])
4:24 ruw4 αὗται & εἰσιν 1
4:24 u4hr rc://*/ta/man/translate/figs-synecdoche Ὄρους Σινά 1 ମୋଶା ଇସ୍ରାଏଲୀୟମାନଙ୍କୁ ଦେଇଥିବା ବ୍ୟବସ୍ଥା ସହିତ ଚୁକ୍ତି ବିଷୟରେ ସୂଚାଇବା ପାଇଁ ପାଉଲ **ସୀନୟ ପର୍ବତ** ବ୍ୟବହାର କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ପ୍ରକାଶ କରିବାକୁ ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସୀନୟ ପର୍ବତ, ଯେଉଁଠାରେ ମୋଶା ବ୍ୟବସ୍ଥା ଗ୍ରହଣ କରି ଇସ୍ରାଏଲୀୟମାନଙ୍କୁ ଦେଇଥିଲେ”
4:24 u3u9 rc://*/ta/man/translate/figs-metaphor δουλείαν γεννῶσα 1
4:25 u1cc συνστοιχεῖ 1 **ହାଗାର ସୀନୟ ପର୍ବତ ଅଟେ** ବାକ୍ୟର ଅର୍ଥ ହାଗାର ସୀନୟ ପର୍ବତର ପ୍ରତୀକ ଅଟେ । ଏଠାରେ, ପାଉଲ [4:22](../04/22.md) ରେ ଆରମ୍ଭ କରିଥିବା କାହାଣୀର ଅର୍ଥ ବ୍ୟାଖ୍ୟା କରନ୍ତି। ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବ ଯେ **ହାଗାର ସୀନୟ ପର୍ବତ** ଅଟେ । ବିକଳ୍ପ ଅନୁବାଦ: “ହାଗାର ସୀନୟ ପର୍ବତକୁ ପ୍ରତିନିଧିତ୍ୱ କରେ”
4:25 ck7v rc://*/ta/man/translate/figs-metaphor δουλεύει & μετὰ τῶν τέκνων αὐτῆς 1
4:26 wa1u ἐλευθέρα ἐστίν 1
4:27 jql2 εὐφράνθητι 1 ଏହା ଯିଶାଇୟ 54:1 ର ଏକ ଉଦ୍ଧୃତି ଅଟେ । କୌଣସି ବିଷୟ ଉଦ୍ଧୃତ ବୋଲି ସୂଚାଇବାର ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ ।
4:27 ih2f rc://*/ta/man/translate/figs-you στεῖρα & ἡ οὐκ ὠδίνουσα 1
4:28 ad75 ἀδελφοί 1 ଆପଣ **ଭାଇମାନେ** ଶବ୍ଦକୁ କିପରି [1:2](../01/02.md) ରେ ଅନୁବାଦ କରିଛନ୍ତି, ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ”
4:28 ct63 ἐπαγγελίας τέκνα 1 ଏଠାରେ, **ସନ୍ତାନମାନେ** ଏକ ରୂପକ ଅଟେ ଯାହାର ଅର୍ଥ ଗାଲାତୀୟ ବିଶ୍ଵାସୀମାନେ: (1) ଈଶ୍ବରଙ୍କ ଆତ୍ମିକ ବଂଶଧର ଅଟନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଆତ୍ମିକ ବଂଶ” କିମ୍ବା “ଈଶ୍ବରଙ୍କ ସନ୍ତାନ” (2) ଅବ୍ରହାମଙ୍କ ଆତ୍ମିକ ବଂଶଧର ଅଟନ୍ତି। ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅବ୍ରହାମଙ୍କ ଆତ୍ମିକ ବଂଶଧର” କିମ୍ବା “ଅବ୍ରହାମଙ୍କ ସନ୍ତାନ”
4:29 c9lf rc://*/ta/man/translate/figs-metaphor κατὰ σάρκα 1
4:29 gt1e κατὰ Πνεῦμα 1 ଏଠାରେ, **ଆତ୍ମା ଅନୁସାରେ** ବାକ୍ୟର ଅର୍ଥ ଇସ୍‌ହାକଙ୍କ ଜନ୍ମ ପବିତ୍ର ଆତ୍ମାଙ୍କର ଅଲୌକିକ ଉପାୟରେ ହେବାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମାର ଅଲୌକିକ କାର୍ଯ୍ୟ ହେତୁ ଜନ୍ମ” କିମ୍ବା “ଆତ୍ମାର ଚମତ୍କାର କାର୍ଯ୍ୟ ଦ୍ୱାରା ଜନ୍ମ ହୋଇ”
4:31 sy8u ἀδελφοί 1 ଆପଣ **ଭାଇମାନେ** ଶବ୍ଦକୁ କିପରି [1:2](../01/02.md) ରେ ଅନୁବାଦ କରିଛନ୍ତି, ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ’”
4:31 y3c2 rc://*/ta/man/translate/figs-ellipsis ἀλλὰ τῆς ἐλευθέρας 1
5:intro bcg3 0 # ଗାଲାତୀୟ 5 ସାଧାରଣ ଟିପ୍ପଣୀଗୁଡ଼ିକ\n\n\n## ଗଠନ ଏବଂ ଆକାର\n\n\nପାଉଲ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଲେଖିବା ଜାରି ରଖିଛନ୍ତି ଯାହା ଜଣେ ବ୍ୟକ୍ତିକୁ ଦାସତ୍ଵ ବନ୍ଧନରେ ଆବଦ୍ଧ କରିଥାଏ । ଏହି ଅଧ୍ୟାୟରେ ପାଉଲ ବାରମ୍ବାର ଉଲ୍ଲେଖ କରିଛନ୍ତି ଯେ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାଠାରୁ ମୁକ୍ତ କରିଛନ୍ତି। (ଦେଖନ୍ତୁ: [[rc://*/tw/dict/bible/kt/lawofmoses]])\n\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n\n### ଆତ୍ମାଙ୍କର ଫଳ\n\n\n“ଆତ୍ମାଙ୍କର ଫଳ” ବାକ୍ୟ ବହୁବଚନ ନୁହେଁ, ଯଦିଓ ଏହା ଅନେକ ବିଷୟର ତାଲିକାକୁ ପ୍ରଦାନ କରେ । “ଫଳ” ଶବ୍ଦ ଏକବଚନ ଅଟେ ଏବଂ 5:22-23 ରେ ତାଲିକାଭୁକ୍ତ ନଅ ଗୁଣକୁ ଦର୍ଶାଏ ଯାହା ଦର୍ଶାଏ ଯେ ସେଗୁଡ଼ିକ ଏକ ଗୁଣର ଏକ ଗୁଚ୍ଛ ଅଟେ ଯାହା ପ୍ରତ୍ୟେକ ବିଶ୍ଵାସୀମାନଙ୍କଠାରେ ଦେଖାଯାଏ । ଯଦି ସମ୍ଭବ ତେବେ ଅନୁବାଦକ “ଫଳ” ପାଇଁ ଏକବଚନ ଶବକୁ ବ୍ୟବହାର କରିବା ଉଚିତ୍ । (ଦେଖନ୍ତୁ: [[rc://*/tw/dict/bible/other/fruit]])\n\n\n### ବ୍ୟବସ୍ଥା \n\n\n“ବ୍ୟବସ୍ଥା” ଶବ୍ଦ ଏକବଚନ ବିଶେଷ୍ୟ ଅଟେ ଯାହାକି ବ୍ୟବସ୍ଥାର ଏକ ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ଇସ୍ରାଏଲକୁ ମୋଶାଙ୍କୁ ନିର୍ଦ୍ଦେଶ ଦେଇ ଦେଇଥିଲେ । ଏହି ବାକ୍ୟାଂଶ ଅଧ୍ୟାୟ 2-5 ରେ ଉଲ୍ଲେଖ ଅଛି । ପ୍ରତ୍ୟେକ ଥର ଏହି ବାକ୍ୟ ଗାଲାତୀୟ ପତ୍ରରେ ଉଲ୍ଲେଖ ଅଛି, ଏହା ବ୍ୟବସ୍ଥା ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ସୀନୟ ପର୍ବତରେ ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆପଣ ଏହି ବାକ୍ୟାଂଶକୁ ସମାନ ଭାବରେ ପ୍ରତ୍ୟେକ ସ୍ଥାନରେ ଅନୁବାଦ କରିବା ଉଚିତ୍ । (ଦେଖନ୍ତୁ: [[rc://*/ta/man/translate/grammar-collectivenouns]])\n
5:1 up16 Connecting Statement: 0 \n\n
5:1 kuu9 rc://*/ta/man/translate/figs-explicit τῇ ἐλευθερίᾳ, ἡμᾶς Χριστὸς ἠλευθέρωσεν 1
5:1 j679 rc://*/ta/man/translate/figs-metaphor στήκετε 1
5:1 usl9 rc://*/ta/man/translate/figs-metaphor μὴ πάλιν ζυγῷ δουλείας ἐνέχεσθε 1
5:2 bg6b rc://*/ta/man/translate/figs-metonymy ἐὰν περιτέμνησθε 1
5:3 h4q5 μαρτύρομαι δὲ 1 ମୁଁ ଘୋଷଣା କରେ କିମ୍ବା “ମୁଁ ଜଣେ ସାକ୍ଷୀ ରୂପରେ ସେବା କରେ”"
5:3 s1af rc://*/ta/man/translate/figs-metonymy παντὶ ἀνθρώπῳ περιτεμνομένῳ 1 ପାଉଲ ଯିହୁଦୀ ଧର୍ମ ନିମନ୍ତେ ଏକ ଲକ୍ଷଣ ସୂଚକଭାବରେ ସୁନ୍ନତ ଶବ୍ଦ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ଯେ ଜଣେ ଯିହୁଦୀ ହୋଇଛନ୍ତି” (ଦେଖ: [[rc://or/ta/man/translate/figs-metonymy]])
5:3 j88p ὀφειλέτης ἐστὶν & ποιῆσαι 1 ସେ ପାଳନ କରିବା ଉଚିତ୍

Can't render this file because it contains an unexpected character in line 71 and column 1453.