Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-17 15:07:40 +00:00
parent 7dd80bacef
commit 72a3e28a2c
1 changed files with 13 additions and 13 deletions

View File

@ -186,19 +186,19 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
4:12 sx9v δέομαι 1
4:12 p9gn ἀδελφοί 1 ଆପଣ **ତୁମ୍ଭେମାନେ** ଶବ୍ଦକୁ 1:2 ରେ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀ”
4:12 n3wf οὐδέν με ἠδικήσατε 1 ଏଠାରେ ପାଉଲ ଏକ ନକାରାତ୍ମକ ଶବ୍ଦକୁ ଏକ ଶବ୍ଦ ସହ ବ୍ୟବହାର କରି ଏକ ଦୃଢ଼ ସକରାତ୍ମକ ଅର୍ଥ ପ୍ରକାଶ କରନ୍ତି ଯାହା ଉଦ୍ଦିଷ୍ଟ ଅର୍ଥର ବିପରୀତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋତେ ଉତ୍ତମ ବ୍ୟବହାର ଦେଖାଇଲ”
4:14 tk1l καὶ τὸν πειρασμὸν ὑμῶν ἐν τῇ σαρκί μου 1
4:14 v9xa ἐξουθενήσατε 1 ବହୁତ ଘୃଣା କରେ
4:17 t1ft ζηλοῦσιν ὑμᾶς 1 ତୁମମାନଙ୍କୁ ଜ୍ଞାତ କରିବା ନିମନ୍ତେ ସେମାନଙ୍କ ସହିତ ସହଭାଗିତା କରିବା
4:17 s9kn ἀλλὰ ἐκκλεῖσαι ὑμᾶς 1 ତୁମମାନଙ୍କୁ ଆମ ଠାରୁ ବାହାର କରିବାକୁ କିମ୍ବା “ତୁମେମାନେ ଆମ୍ଭମାନଙ୍କ ପ୍ରତି ବିଶ୍ବସ୍ତ ନ ହେବାକୁ”
4:17 iv1d αὐτοὺς ζηλοῦτε 1 ଇର୍ଷାରେ କର ଯାହା ସେମାନେ ତୁମମାନଙ୍କୁ କରିବାକୁ କହନ୍ତି
4:19 zhv9 Connecting Statement: 0 # Connecting Statement:\n\nପାଉଲ ବିଶ୍ବାସୀମାନଙ୍କୁ କହନ୍ତି ଯେ ଅନୁଗ୍ରହ ଏବଂ ବ୍ୟବସ୍ଥା ଏକ ସଙ୍ଗରେ କାର୍ଯ୍ୟ କରି ପାରିବ ନାହିଁ ।
4:19 u3eb rc://*/ta/man/translate/figs-metaphor τέκνα μου 1 ଏହା ଶିଷ୍ୟ କିମ୍ବା ଅନୁସରଣକାରୀମାନଙ୍କ ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ମୋ ସକାଶେ ଶିଷ୍ୟ ହୋଇଅଛ” (ଦେଖ: [[rc://or/ta/man/translate/figs-metaphor]])
4:19 yf9e rc://*/ta/man/translate/figs-metaphor οὓς & ὠδίνω, μέχρις οὗ μορφωθῇ Χριστὸς ἐν ὑμῖν 1 ପାଉଲ ଗାଲାତୀୟମାନଙ୍କ ବିଷୟରେ ତାହାଙ୍କ ଚିନ୍ତାକରି ଏକ ରୁପକ ସ୍ବରୁପେ ପ୍ରସବ ଶବ୍ଦ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ମୋତେ କଷ୍ଟ ହେଉଛି ଯେପରି ମୁଁ ଏକ ମହିଳା ଥିଲି ଓ ତୁମମାନଙ୍କୁ ଜନ୍ମ ଦେବାର ଥିଲା, ଏବଂ ମୁଁ ସେହି କଷ୍ଟରେ ରହିବି ଯେପର୍ଯ୍ୟନ୍ତ ଖ୍ରୀଷ୍ଟ ସତ୍ୟରେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ନାହାନ୍ତି” (ଦେଖ: [[rc://or/ta/man/translate/figs-metaphor]])
4:21 z1um λέγετέ μοι 1 ମୁଁ ତୁମ୍ଭମାନଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଅଛି କିମ୍ବା “ମୁଁ ତୁମମାନଙ୍କୁ କିଛି କହିବାକୁ ଚାହୁଁଛି
4:21 u6fs rc://*/ta/man/translate/figs-rquestion τὸν νόμον οὐκ ἀκούετε 1 ପାଉଲ ପରବର୍ତ୍ତୀରେ ସେ କ’ଣ କହିବେ ତାହାର ସୁଚନା ଦେଉଛନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କୁ ଏହା ଶିକ୍ଷା କରିବାକୁ ହେବ ଯେ ବ୍ୟବସ୍ଥା ବାସ୍ତବରେ କ’ଣ କହେ ।” କିମ୍ବା “ମୁଁ ତୁମମାନଙ୍କୁ କହୁଅଛି ଯେ ବାସ୍ତବରେ ବ୍ୟବସ୍ଥା କ’ଣ କହେ ।” (ଦେଖ: [[rc://or/ta/man/translate/figs-rquestion]])
4:24 iit5 Connecting Statement: 0 # Connecting Statement:\n\nପାଉଲ ଏକ ସତ୍ୟକୁ ଚିତ୍ରଣ କରିବା ନିମନ୍ତେ ଏକ ଗଳ୍ପ ଆରମ୍ଭ କରନ୍ତି ଯାହା ବ୍ୟବସ୍ଥା ଏବଂ ଅନୁଗ୍ରହ ଏକ ସଙ୍ଗରେ ବିଦ୍ୟମାନ ହୋଇ ପାରିବେ ନାହିଁ ।
4:24 bu23 ἅτινά ἐστιν ἀλληγορούμενα 1 ଦୁଇ ପୁତ୍ରର ଏହି କାହାଣୀ ଏକ ଛବିପରି ଅଟେ ଯାହା ମୁଁ ବର୍ତ୍ତମାନ ତୁମମାନଙ୍କୁ କହିବି
4:24 k5qu ἀλληγορούμενα 1 ଏକ “ରୂପକାତ୍ମକ” ଏକ କାହାଣୀ ଅଟେ ଯେଉଁଥିରେ ଲୋକମାନେ ଓ ସେଥିରେ ବିଦ୍ୟମାନ ବିଷୟଗୁଡିକ ଅନ୍ୟ ବିଷୟଗୁଡିକ ଉଲ୍ଲେଖ କରେ । ପାଉଲଙ୍କର ରୂପକାତ୍ମକ, [ଗାଲାତୀୟ ୪:](../୦୪/.md)ରେ ବର୍ଣ୍ଣିତ ଦୁଇଜଣ ସ୍ତ୍ରୀ ଦୁଇଟି ଚୁକ୍ତିକୁ ଉଲ୍ଲେଖ କରନ୍ତି ।
4:14 tk1l καὶ τὸν πειρασμὸν ὑμῶν ἐν τῇ σαρκί μου 1 **ମୋ ଶରୀରରେ ତୁମ୍ଭମାନଙ୍କର ପରୀକ୍ଷଣ** ର ଅର୍ଥ ପାଉଲଙ୍କର କିଛି ଶାରୀରିକ ସମସ୍ୟା ବା ଅସୁସ୍ଥତା ଥିଲା ଯାହା ନିଜେ ଗାଲାତୀୟମାନଙ୍କ ପାଇଁ ଅସୁବିଧା (ଏକ **ପରୀକ୍ଷା)** ସୃଷ୍ଟି କରିଥିଲା କିମ୍ବା ସେମାନଙ୍କ ପାଇଁ ଅସୁବିଧା (ଏକ **ପରୀକ୍ଷା**) ସୃଷ୍ଟି କରିଥିଲା କାରଣ ସେମାନେ ତାଙ୍କର ଶାରୀରିକ ସମସ୍ୟା ହେତୁ ତାଙ୍କର ଯତ୍ନ ନେବାକୁ କିମ୍ବା ସାହାଯ୍ୟ କରିବାକୁ ପଡୁଥିଲା। କାରଣ ପାଉଲ ବିଶେଷ ଭାବରେ ପ୍ରକାଶ କରନ୍ତି ନାହିଁ ଯେ କିପରି ତାଙ୍କର ଶାରୀରିକ ଅସୁସ୍ଥତା ଗାଲାତୀୟମାନଙ୍କ ପାଇଁ ଏକ **ପରୀକ୍ଷା** ସୃଷ୍ଟି କଲା, ଏହି ବାକ୍ୟକୁ ଏକ ସାଧାରଣ ବାକ୍ୟାଂଶରେ ଅନୁବାଦ କରିବା ସର୍ବୋତ୍ତମ ଅଟେ ଯାହା ଉଭୟ ସମ୍ଭାବନା ପାଇଁ ସ୍ଥାନ ଛାଡିଥାଏ ।
4:14 v9xa ἐξουθενήσατε 1 ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅପମାନ କରି ନାହଁ” କିମ୍ବା “ତୁମ୍ଭେମାନେ ଘୃଣା କଲ ନାହିଁ”
4:17 t1ft ζηλοῦσιν ὑμᾶς 1
4:17 s9kn ἀλλὰ ἐκκλεῖσαι ὑμᾶς 1 ଏଠାରେ, **ତୁମ୍ଭମାନଙ୍କୁ ପୃଥକ କରିବା** ବାକ୍ୟାଂଶ ଗାଲାତୀୟ ବିଶ୍ଵାସୀମାନଙ୍କୁ ପାଉଲଙ୍କ ଠାରୁ ଏବଂ ବୋଧହୁଏ ତାଙ୍କ ସେବାର ଅଂଶୀଦାରମାନଙ୍କଠାରୁ ପୃଥକ କରିବାକୁ ବୁଝାଏ, କାରଣ ସେମାନେ ସମସ୍ତେ ଏକ ସୁସମାଚାର ବାର୍ତ୍ତା ଶିକ୍ଷା ଦେଇଥିଲେ ଯାହା ଭଣ୍ଡ ଶିକ୍ଷକମାନେ ଗାଲାତୀୟ ବିଶ୍ଵାସୀମାନଙ୍କୁ ଶିକ୍ଷା ଦେଉଥିବା ଠାରୁ ଭିନ୍ନ ଥିଲା । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ପାଉଲ କାହାଠାରୁ ଭଣ୍ଡ ଶିକ୍ଷକମାନେ ଗାଲାତୀୟ ବିଶ୍ଵାସୀମାନଙ୍କୁ ପୃଥକ କରିବାକୁ ଚେଷ୍ଟା କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଆମ୍ଭମାନଙ୍କଠାରୁ ଅଲଗା କରିବା” କିମ୍ବା “ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ପ୍ରତି ବିଶ୍ୱସ୍ତ ନ ରହିବାକୁ”
4:17 iv1d αὐτοὺς ζηλοῦτε 1 ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସେମାନଙ୍କ ପାଇଁ ଉତ୍ସର୍ଗୀ ହେବ” କିମ୍ବା “ତୁମ୍ଭେମାନେ ସେମାନଙ୍କ ସହ ମିଶିବ”
4:19 zhv9 Connecting Statement: 0
4:19 u3eb rc://*/ta/man/translate/figs-metaphor τέκνα μου 1 ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କୁହନ୍ତି ଯେପରି ସେମାନେ ତାଙ୍କର ସନ୍ତାନ ଏବଂ ସେ ସେମାନଙ୍କର ପିତାମାତା ଅଟନ୍ତି। ଗାଲାତୀୟ ବିଶ୍ଵାସୀମାନେ ସେମାନଙ୍କ ଆତ୍ମିକ ଜନ୍ମକୁ ଅନୁଭବ କଲେ, ପାଉଲଙ୍କ ନିକଟରେ ସୁସମାଚାର ପ୍ରଚାର କରିବାର କାର୍ଯ୍ୟ ହେତୁ ସେ ସେମାନଙ୍କର ଆତ୍ମିକ ପିତାମାତା ଥିଲେ ଏବଂ ସେମାନେ ତାଙ୍କର ଆତ୍ମିକ **ସନ୍ତାନ** ଥିଲେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ସରଳ ଭାଷାରେ ଏହାର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ବାର୍ତ୍ତା ବିଶ୍ଵାସ ତୁମ୍ଭେମାନେ କରିଥିଲ ଯାହା ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି” କିମ୍ବା “ମୋର ଆତ୍ମିକ ସନ୍ତାନ”
4:19 yf9e rc://*/ta/man/translate/figs-metaphor οὓς & ὠδίνω, μέχρις οὗ μορφωθῇ Χριστὸς ἐν ὑμῖν 1 ପାଉଲ ଗାଲାତୀୟମାନଙ୍କୁ ଆତ୍ମିକ ପରିପକ୍ୱତାରେ ବଢିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରିବା ବିଷୟରେ କହିଥିଲେ ଏବଂ ଏହି କାର୍ଯ୍ୟର ଫଳ ସ୍ୱରୂପ ସେ ସହ୍ୟ କରିଥିବା ମାନସିକ ଏବଂ ଶାରୀରିକ **ଯନ୍ତ୍ରଣା** ଯେପରି ଏକ ସନ୍ତାନ ପ୍ରସବ କଲାବେଳେ ଜଣେ ମାତା ସହିଥାଏ ତୁଳନା କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏକ ଉଦାହରଣ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ପୁନର୍ବାର ଯନ୍ତ୍ରଣା ଅନୁଭବ କରୁଛି ଯେପରି ମୁଁ ପ୍ରସବ କରୁଛି” କିମ୍ବା “ଏହା ଯେପରି ମୁଁ ପୁନର୍ବାର ପ୍ରସବ କରୁଛି”
4:21 z1um λέγετέ μοι 1 ବିକଳ୍ପ ଅନୁବାଦ: “ମୋତେ କୁହ” କିମ୍ବା “ମୋତେ ଉତ୍ତର ଦିଅ
4:21 u6fs rc://*/ta/man/translate/figs-rquestion τὸν νόμον οὐκ ἀκούετε 1 ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ଗାଲାତିୟ ବିଶ୍ଵାସୀମାନଙ୍କୁ ସେ ପରବର୍ତ୍ତୀ ସମୟରେ କ’ଣ କହିବାକୁ ଯାଉଛନ୍ତି ସେ ବିଷୟରେ ଚିନ୍ତା କରିବା ଏବଂ ପ୍ରତିଫଳିତ କରିବା ପାଇଁ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବ୍ୟବସ୍ଥା ଅଧୀନରେ ରହିବାକୁ ଇଚ୍ଛା କରନ୍ତି । ପ୍ରକୃତରେ ବ୍ୟବସ୍ଥା କ’ଣ କହେ ତାହା ଶୁଣିବା ଉଚିତ୍ ”କିମ୍ବା“ ତୁମମାନଙ୍କ ମଧ୍ୟରୁ ଯେଉଁମାନେ ବ୍ୟବସ୍ଥା ଅଧୀନରେ ରହିବାକୁ ଇଚ୍ଛା କରନ୍ତି । ବ୍ୟବସ୍ଥା ପ୍ରକୃତରେ ଯାହା ଶିକ୍ଷା ଦିଏ, ସେଥିପ୍ରତି ତୁମ୍ଭେମାନେ ଧ୍ୟାନ ଦେବା ଉଚିତ”
4:24 iit5 Connecting Statement: 0
4:24 bu23 ἅτινά ἐστιν ἀλληγορούμενα 1
4:24 k5qu ἀλληγορούμενα 1 ଏକ **ରୂପକାତ୍ମକ** ଏକ କାହାଣୀ ଅଟେ ଯେଉଁଥିରେ କାହାଣୀ ଭିତରେ ଥିବା ବିଷୟବସ୍ତୁ ଅନ୍ୟ କୌଣସି ବିଷୟକୁ ପ୍ରତିନିଧିତ୍ଵ ଭାବରେ ବ୍ୟାଖ୍ୟା କରାଯାଇଥାଏ । ଏଠାରେ, କାହାଣୀରେ ଥିବା ବିଷୟଗୁଡ଼ିକ ଆତ୍ମିକ ସତ୍ୟ ଏବଂ ବାସ୍ତବତାକୁ ପ୍ରତିନିଧିତ୍ଵ କରିବା ପାଇଁ ବ୍ୟାଖ୍ୟା କରାଯାଏ । ଏହି ଦୃଷ୍ଟାନ୍ତରେ, 4:22 ରେ ଦର୍ଶାଯାଇଥିବା ଦୁଇ ସ୍ତ୍ରୀ ଦୁଇଟି ଭିନ୍ନ ଚୁକ୍ତି ପ୍ରତିନିଧିତ୍ୱ କରନ୍ତି । ଯଦି ଆପଣଙ୍କ ଭାଷାରେ **ରୂପକାତ୍ମକ** ପାଇଁ ଏକ ଶବ୍ଦ ବା ବାକ୍ୟାଂଶ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ତେବେ ଆପଣ ଆପଣଙ୍କର ଅନୁବାଦରେ ଏକ **ରୂପକ** କ’ଣ ଅଟେ ତାହା ବର୍ଣ୍ଣନା କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ଏକ ଆତ୍ମିକ ସତ୍ୟ ଶିକ୍ଷା ଦେବା ପାଇଁ ଏହି ବିଷୟଗୁଡ଼ିକ ବିଷୟରେ କହୁଛି” କିମ୍ବା “ମୁଁ ଏହି ବିଷୟଗୁଡ଼ିକ ବିଷୟରେ କହୁଛି, ଯାହାକୁ ତୁମ୍ଭମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟ ଶିକ୍ଷା ଦେବା ପାଇଁ ବ୍ୟବହାର କରେ”
4:24 ruw4 αὗται & εἰσιν 1 ଏକ ଚିତ୍ରର ସ୍ତ୍ରୀଗଣ
4:24 u4hr rc://*/ta/man/translate/figs-synecdoche Ὄρους Σινά 1 "ଏଠାରେ ସୀନୟ ପର୍ବତ ବ୍ୟବସ୍ଥା ନିମନ୍ତେ ଏକ ଭିନ୍ନ ମତ ଅଟେ ଯାହା ମୋଶା ସେଠାରେ ଇସ୍ରାଏଲମାନଙ୍କୁ ଦେଇଥିଲେ । ଅନ୍ୟ ଏକ ଅନୁବାଦରେ: “ସୀନୟ ପର୍ବତ, ଯେଉଁଠାରେ ମୋଶା ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥା ଦେଇଥିଲେ” (ଦେଖ: [[rc://or/ta/man/translate/figs-synecdoche]])
4:24 u3u9 rc://*/ta/man/translate/figs-metaphor δουλείαν γεννῶσα 1 ପାଉଲ ବ୍ୟବସ୍ଥାକୁ ଏପରି ବ୍ୟବହାର କରନ୍ତି ଯେପରି ସେ ଜଣେ ବ୍ୟକ୍ତି ଥିଲେ । ଅନ୍ୟ ଏକ ଅନୁବାଦରେ: “ଏହି ନିୟମର ଅଧିନରେ ଲୋକମାନେ ଦାସ ସଦୃଶ ଅଟନ୍ତି ଯେଉଁମାନଙ୍କୁ ବ୍ୟବସ୍ଥା ପାଳନ କରିବାକୁ ପଡିଲା” (ଦେଖ: [[rc://or/ta/man/translate/figs-metaphor]])

Can't render this file because it contains an unexpected character in line 71 and column 1453.