Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-20 17:08:11 +00:00
parent f55ba44176
commit f1d6aea71b
1 changed files with 4 additions and 4 deletions

View File

@ -93,12 +93,12 @@ EPH 2 11 tf9i figs-activepassive ὑπὸ τῆς λεγομένης 1 by what i
EPH 2 12 u3vu χωρὶς Χριστοῦ 1 separated from Christ ଅବିଶ୍ବାସୀମାନେ
EPH 2 12 sti2 figs-metaphor ξένοι τῶν διαθηκῶν τῆς ἐπαγγελίας 1 strangers to the covenants of the promise ପାଉଲ ବିଜାତି ବିଶ୍ଵାସୀମାନଙ୍କୁ କହନ୍ତି ଯେ ସତେ ଯେପରି ସେମାନେ ବିଦେଶୀ ହୋଇ ଈଶ୍ଵରଙ୍କ **ନିୟମ** ଏବଂ **ପ୍ରତିଜ୍ଞାର** ଦେଶରୁ ଦୂରରେ ରଖାଯାଇଥିଲେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 13 quq4 νυνὶ δὲ ἐν Χριστῷ Ἰησοῦ 1 But now in Christ Jesus
EPH 2 13 uf8m figs-metaphor ὑμεῖς οἵ ποτε ὄντες μακρὰν, ἐγενήθητε ἐγγὺς ἐν τῷ αἵματι τοῦ Χριστοῦ 1 you who once were far away from God have been brought near by the blood of Christ ପାପ ସକାଶୁ ଈଶ୍ରଙ୍କର ନୋହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଈଶ୍ରଙ୍କଠାରୁ ଦୂରରେ ଅଛନ୍ତି I ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ରଙ୍କର ହୋଇଥିବା ବିଷୟରେ କୁହାଯାଏ ଯେ ସତେ ଯେପରି ଈଶ୍ରଙ୍କ ନିକଟକୁ ଅଣାଯାଇଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପୂର୍ବେ ଈଶ୍ରଙ୍କର ନ ଥିଲ, ବର୍ତ୍ତମାନ ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ବରଙ୍କର ହୋଇଅଛ” (ଦେଖ: [[rc://en/ta/man/translate/figs-metaphor]])
EPH 2 13 tth1 figs-metonymy ἐν τῷ αἵματι τοῦ Χριστοῦ 1 by the blood of Christ ଖ୍ରୀଷ୍ଟଙ୍କର ରକ୍ତ ଗୋଟିଏ ରୂପକ, ଯାହା ତାହାଙ୍କର ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ମୃତ୍ୟୁ ଦ୍ବାରା” କିମ୍ବା “ଖ୍ରୀଷ୍ଟ ଆମ୍ଭମାନଙ୍କ ସକାଶେ ମୃତ୍ୟୁଭୋଗ କରିବା ସମୟରେ” (ଦେଖ: [[rc://en/ta/man/translate/figs-metonymy]])
EPH 2 13 uf8m figs-metaphor ὑμεῖς οἵ ποτε ὄντες μακρὰν, ἐγενήθητε ἐγγὺς ἐν τῷ αἵματι τοῦ Χριστοῦ 1 you who once were far away from God have been brought near by the blood of Christ ପାପ ସକାଶୁ ଈଶ୍ରଙ୍କର ନୋହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଈଶ୍ରଙ୍କଠାରୁ ଦୂରରେ ଅଛନ୍ତି I ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ରଙ୍କର ହୋଇଥିବା ବିଷୟରେ କୁହାଯାଏ ଯେ ସତେ ଯେପରି ଈଶ୍ରଙ୍କ ନିକଟକୁ ଅଣାଯାଇଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପୂର୍ବେ ଈଶ୍ରଙ୍କର ନ ଥିଲ, ବର୍ତ୍ତମାନ ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ଵରଙ୍କର ହୋଇଅଛ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 13 tth1 figs-metonymy ἐν τῷ αἵματι τοῦ Χριστοῦ 1 by the blood of Christ **ଖ୍ରୀଷ୍ଟଙ୍କର ରକ୍ତ** ଗୋଟିଏ ରୂପକ, ଯାହା ତାହାଙ୍କର ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ମୃତ୍ୟୁ  ଦ୍ଵାରା” କିମ୍ବା “ଖ୍ରୀଷ୍ଟ ଆମ୍ଭମାନଙ୍କ ସକାଶେ ମୃତ୍ୟୁଭୋଗ କରିବା ସମୟରେ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 2 14 ue4u αὐτὸς … ἐστιν ἡ εἰρήνη ἡμῶν 1 he is our peace ଯୀଶୁ ତାହାଙ୍କର ଶାନ୍ତି ଆମ୍ଭମାନଙ୍କୁ ଦିଅନ୍ତି
EPH 2 14 ccy8 figs-inclusive ἡ εἰρήνη ἡμῶν 1 our peace “ଆମ୍ଭମାନଙ୍କ’ ଶବ୍ଦଟି ପାଉଲ ଓ ତାହାଙ୍କ ପାଠକଗଣକୁ ବୁଝାଏ, ଆଉ ସେଥିପାଇଁ ଏହା ଅନ୍ତର୍ଭୁକ୍ତକାରୀ ଶବ୍ଦ ଅଟେ I (ଦେଖ: [[rc://en/ta/man/translate/figs-inclusive]])
EPH 2 14 ccy8 figs-inclusive ἡ εἰρήνη ἡμῶν 1 our peace “**ଆମ୍ଭମାନଙ୍କ’** ଶବ୍ଦଟି ପାଉଲ ଏବଂ ତାହାଙ୍କ ପାଠକଗଣକୁ ବୁଝାଏ, ଆଉ ସେଥିପାଇଁ ଏହା ଅନ୍ତର୍ଭୁକ୍ତକାରୀ ଶବ୍ଦ ଅଟେ I ([[rc://en/ta/man/translate/figs-inclusive]]ଦେଖନ୍ତୁ)
EPH 2 14 t9zn ὁ ποιήσας τὰ ἀμφότερα ἓν 1 He made the two one ସେ ଯିହୂଦୀ ଓ ବିଜାତିମାନଙ୍କୁ ଏକ କଲେ
EPH 2 14 t6rd figs-metonymy ἐν τῇ σαρκὶ αὐτοῦ 1 By his flesh “ତାହାଙ୍କ ଶରୀର” ଓ ତାହାଙ୍କ ପାର୍ଥିବ ଶରୀର” ରୂପକ ଅଟନ୍ତି, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ ଦ୍ବାରା” (ଦେଖ: [[rc://en/ta/man/translate/figs-metonymy]])
EPH 2 14 t6rd figs-metonymy ἐν τῇ σαρκὶ αὐτοῦ 1 By his flesh “**ତାହାଙ୍କ ଶରୀର**” ଏବଂ ତାହାଙ୍କ ପାର୍ଥିବ ଶରୀର” ରୂପକ ଅଟନ୍ତି, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ  ଦ୍ଵାରା” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 2 14 d7uf τὸ μεσότοιχον ... τὴν ἔχθραν 1 the wall of hostility ଘୃଣାର ପ୍ରାଚୀର କିମ୍ବା “ମନ୍ଦ ଇଚ୍ଛାର ପ୍ରାଚୀର”
EPH 2 15 bn71 τὸν νόμον τῶν ἐντολῶν ἐν δόγμασιν καταργήσας 1 he abolished the law of commandments and regulations ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହେଲା, ଯେପରି ଯିହୂଦୀ ଓ ବିଜାତିମାନେ ଈଶ୍ବରଙ୍କଠାରେ ଶାନ୍ତିରେ ବାସ କରିପାରିବେ I
EPH 2 15 sr2r figs-metaphor ἕνα καινὸν ἄνθρωπον 1 one new man ଏକ ଏକକ ନୂଆ ଲୋକ, ମୁକ୍ତିପ୍ରାପ୍ତ ମନୁଷ୍ୟ ଜାତି (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 4496.