Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-20 17:05:39 +00:00
parent 01a6a8b95d
commit f55ba44176
1 changed files with 18 additions and 18 deletions

View File

@ -74,25 +74,25 @@ EPH 2 3 d3wd figs-metonymy τὰ θελήματα τῆς σαρκὸς καὶ
EPH 2 3 zd6v figs-metaphor τέκνα ... ὀργῆς 1 children of wrath ଯେଉଁମାନଙ୍କ ପ୍ରତି ଈଶ୍ବର କ୍ରୋଧ କରନ୍ତି  [[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 4 chm6 Θεὸς πλούσιος ὢν ἐν ἐλέει 1 God is rich in mercy **ଦୟା** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ଅଟେ I ଈଶ୍ଵର ଦୟାରେ ମହାନ୍ କିମ୍ବା “ଈଶ୍ଵର ଆମ୍ଭମାନଙ୍କ ପ୍ରତି ଅତି ଦୟାଳୁ ଅଟନ୍ତି”[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 2 4 hrx9 διὰ τὴν πολλὴν ἀγάπην αὐτοῦ, ἣν ἠγάπησεν ἡμᾶς 1 because of his great love with which he loved us **ପ୍ରେମ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ଅଟେ | ବିକଳ୍ପ ଅନୁବାଦ: "କାରଣ ସେ ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କରନ୍ତି "[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 2 5 h6km figs-activepassive χάριτί ἐστε σεσῳσμένοι 1 by grace you have been saved ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରତି ତାହାଙ୍କର ମହା ଦୟା ସକାଶୁ ସେ ଆମ୍ଭମାନଙ୍କ ପରିତ୍ରାଣ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
EPH 2 6 na2n figs-pastforfuture συνήγειρεν 1 God raised us up together with Christ ଏଠାରେ ଉଠାଇବା ହେଉଛି ଗୋଟିଏ ରୂଢ଼ି ଯାହା ମୃତ ହୋଇଥିବା ଲୋକକୁ ଜୀବିତ କରିବାକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେହେତୁ ଈଶ୍ବର ଖ୍ରୀଷ୍ଟଙ୍କୁ ଜୀବିତ କରି ଉଠାଇଛନ୍ତି, ତେଣୁକରି ଈଶ୍ବର ପାଉଲ ଓ ଏଫିସର ବିଶ୍ବାସୀମାନଙ୍କୁ ନୂତନ ଆତ୍ମିକ ଜୀବନ ଦେଇସାରିଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ନୂତନ ଜୀବନ ଦେଇଅଛନ୍ତି, କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କର ଅଟୁ” କିମ୍ବା ) ଯେହେତୁ ଈଶ୍ବର ଖ୍ରୀଷ୍ଟଙ୍କୁ ଜୀବିତ କରି ଉଠାଇଛନ୍ତି, ତେଣୁକରି ଏଫିସର ବିଶ୍ବାସୀମାନେ ଜାଣିପାରିବେ ଯେ ସେମାନଙ୍କ ମୃତ୍ୟୁ ପରେ ସେମାନେ ଖ୍ରୀଷ୍ଟଙ୍କ ସହିତ ବାସ କରିବେ, ଆଉ ପୁନର୍ବାର ଜୀବିତ ହେବା ବିଶ୍ବାସୀମାନଙ୍କ ବିଷୟରେ ପାଉଲ କହି ପାରୁଛନ୍ତି ଯେ ସତେ ଯେପରି ଏହା ହୋଇସାରିଛି I ବିକଳ୍ପ ଅନୁବାଦ; “ଆମ୍ଭେମାନେ ନିଶ୍ଚିତ ହୋଇପାରିବା ଯେ ଈଶ୍ବର ଯେପରି ଖ୍ରୀଷ୍ଟଙ୍କୁ ଜୀବିତ କରି ଉଠାଇ ଅଛନ୍ତି, ସେପରି ସେ ଆମ୍ଭମାନଙ୍କୁ ଜୀବନ ଦେବେ I (ଦେଖ: [[rc://en/ta/man/translate/figs-pastforfuture]] ଓ [[rc://en/ta/man/translate/figs-idiom]])
EPH 2 6 b499 ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ ୧:୩](../01/03.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
EPH 2 6 m6pq ἐν Χριστῷ Ἰησοῦ 1 in Christ Jesus ଖ୍ରୀଷ୍ଟ ଯୀଶୁଙ୍କଠାରେ ଓ ସେହିପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I (ଦେଖ: @)
EPH 2 7 y6cf ἐν τοῖς αἰῶσιν, τοῖς ἐπερχομένοις 1 in the ages to come ଭବିଷ୍ୟତରେ"
EPH 2 8 t9pc figs-activepassive τῇ γὰρ χάριτί ἐστε σεσῳσμένοι διὰ πίστεως 1 For by grace you have been saved through faith ଯଦି ଆମ୍ଭେମାନେ କେବଳ ଯୀଶୁଙ୍କଠାରେ ବିଶ୍ବାସ କରୁ, ତେବେ ଦଣ୍ଡରୁ ପରିତ୍ରାଣ ପ୍ରାପ୍ତହେବା ନିମନ୍ତେ ଆମ୍ଭମାନଙ୍କ ପ୍ରତି ଈଶ୍ବରଙ୍କ ଦୟା ହିଁ ଏକ ମାତ୍ର ପଥ, ଯାହା ସେ ଆମ୍ଭମାନଙ୍କ ନିମନ୍ତେ ସମ୍ଭବ କରିଅଛନ୍ତି I ବିକଳ୍ପ ଅନୁବାଦ: “ତାହାଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ସକାଶୁ ଈଶ୍ବର ଅନୁଗ୍ରହ ଦ୍ବାରା ତୁମ୍ଭମାନଙ୍କୁ ପରିତ୍ରାଣ ଦେଇଅଛନ୍ତି I (ଦେଖ: [[rc://en/ta/man/translate/figs-activepassive]])
EPH 2 8 r8u8 τοῦτο οὐκ 1 this did not “ଏହା” ଶବ୍ଦଟି “ଅନୁଗ୍ରହରେ ବିଶ୍ବାସ ଦ୍ବାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ”କୁ ବୁଝାଏ I
EPH 2 9 al4s οὐκ ἐξ ἔργων, ἵνα μή τις καυχήσηται 1 not from works, so that no one may boast ଏଠାରେ ତୁମେ ଗୋଟିଏ ନୂଆ ବାକ୍ୟ ଆରମ୍ଭ କରିବାକୁ ଇଚ୍ଛା କରିପାର I ବିକଳ୍ପ ଅନୁବାଦ: “ପରିତ୍ରାଣ କ୍ରିୟାକର୍ମରୁ ହୁଏ ନାହିଁ, ଯେପରି କେହି ଦର୍ପ ନ କରେ” କିମ୍ବା “ଜଣେ ଲୋକର କର୍ମ ସକାଶୁ ଈଶ୍ବର ତାହାର ପରିତ୍ରାଣ କରନ୍ତି ନାହିଁ, ଯେପରି କେହି ଦର୍ପକରି କହିପାରିବ ନାହିଁ ଯେ ସେ ତାହାର ପରିତ୍ରାଣ ଅର୍ଜନ କରିଅଛି”
EPH 2 10 fa4l ἐν Χριστῷ Ἰησοῦ 1 in Christ Jesus "ଖ୍ରୀଷ୍ଟ ଯୀଶୁଙ୍କଠାରେ ଓ ସେହିପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
EPH 2 10 lws4 ἐν αὐτοῖς περιπατήσωμεν 1 we would walk in them ଆଚରଣ କରିବା ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ I ଏଠାରେ “ସେହିସବୁରେ” “ସତ୍କର୍ମ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ନିରନ୍ତର ସେହି ସତ୍କର୍ମସବୁ କରିବା”"
EPH 2 11 diq1 0 Connecting Statement: ପାଉଲ ଏହି ବିଶ୍ାସୀମାନଙ୍କୁ ସ୍ମରଣ କରାଉଛନ୍ତି ଯେ ଖ୍ରୀଷ୍ଟ ଓ ତାହାଙ୍କର କ୍ରୁଶ ଦ୍ବାରା ଈଶ୍ବର ବିଜାତି ଓ ଯିହୂଦୀମାନଙ୍କୁ ଏକ ଶରୀର କରିଅଛନ୍ତି I
EPH 2 11 p7m2 figs-metaphor τὰ ἔθνη ἐν σαρκί 1 Gentiles in the flesh ଏହା ଯିହୂଦୀଭାବରେ ଜନ୍ମ ହୋଇ ନ ଥିବା ଲୋକମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-metaphor]])
EPH 2 11 e76g figs-metonymy ἀκροβυστία 1 uncircumcision ଅଣଯିହୂଦୀ ଲୋକମାନେ ଶିଶୁ ଅବସ୍ଥାରେ ସୁନ୍ନତ ହେଉ ନ ଥିଲେ ଓ ସେଥିପାଇଁ ଯିହୂଦୀମାନେ ସେମାନଙ୍କୁ ଈଶ୍ବରଙ୍କ ବ୍ୟବସ୍ଥା ପାଳନ ନ କରିବା ଲୋକମାନେ ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଅସୁନ୍ନତ ବିଜାତି” (ଦେଖ: [[rc://en/ta/man/translate/figs-metonymy]])
EPH 2 11 nlf2 figs-metonymy περιτομῆς 1 circumcision ଏହା ଯିହୂଦୀମାନଙ୍କ ନିମନ୍ତେ ଆଉ ଗୋଟିଏ ନାମ, କାରଣ ସବୁ ପୁରୁଷ ଶିଶୁମାନେ ସୁନ୍ନତ ହେଉଥିଲେ I ବିକଳ୍ପ ଅନୁବାଦ: “ସୁନ୍ନତ ଲୋକମାନେ” (ଦେଖ: [[rc://en/ta/man/translate/figs-metonymy]])
EPH 2 11 fb4r τῆς λεγομένης περιτομῆς ἐν σαρκὶ χειροποιήτου 1 "what is called the ""circumcision"" in the flesh made by human hands" ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯିହୂଦୀମାନେ. ଯେଉଁମାନେ ମନୁଷ୍ୟମାନଙ୍କ ଦ୍ବାରା ସୁନ୍ନତ ହେଉଥିଲେ” କିମ୍ବା ) “ଯିହୂଦୀମାନେ, ଯେଉଁମାନେ ପାର୍ଥିବ ଶରୀରକୁ ସୁନ୍ନତ କରୁଥିଲେ I”
EPH 2 11 tf9i figs-activepassive ὑπὸ τῆς λεγομένης 1 by what is called ଏହାକୁ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବୋଲି ଲୋକମାନେ ଡାକନ୍ତି” କିମ୍ବା “ଯାହାଙ୍କର ବୋଲି ଲୋକମାନେ ଡାକନ୍ତି” (ଦେଖ: [[rc://en/ta/man/translate/figs-activepassive]])
EPH 2 5 h6km figs-activepassive χάριτί ἐστε σεσῳσμένοι 1 by grace you have been saved ଏହା ସକ୍ରିୟ ଭାବରେ ପ୍ରକାଶ କରାଯାଇପାରେ | ବିକଳ୍ପ ଅନୁବାଦ: "ତାଙ୍କ ଉପରେ ତୁମ୍ଭର ବିଶ୍ଵାସ ହେତୁ ଈଶ୍ଵର ଆପଣଙ୍କୁ ଅନୁଗ୍ରହ ଦ୍ୱାରା ଉଦ୍ଧାର କଲେ"[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 2 6 na2n figs-pastforfuture συνήγειρεν 1 God raised us up together with Christ ଏଠାରେ **ଉଠାଇବା** ହେଉଛି ଗୋଟିଏ ରୂଢ଼ି ଯାହା ମୃତ ହୋଇଥିବା ଲୋକକୁ ଜୀବିତ କରିବାକୁ ବୁଝାଏ I[[rc://en/ta/man/translate/figs-idiom]])ଦେଖନ୍ତୁ)
EPH 2 6 b499 ἐν τοῖς ἐπουρανίοις 1 in the heavenly places  “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ](../01/03.md) [1:3](https://create.translationcore.com/01/03.md) ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I"ବିକଳ୍ପ ଅନୁବାଦ:" ଅଲୌକିକ ଜଗତରେ"
EPH 2 6 m6pq ἐν Χριστῷ Ἰησοῦ 1 in Christ Jesus **ଖ୍ରୀଷ୍ଟ ଯୀଶୁଙ୍କଠାରେ** ଏବଂ ସେହିପରି ଅଭିବ୍ୟକ୍ତି  ଗୁଡ଼ିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡ଼ିକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
EPH 2 7 y6cf ἐν τοῖς αἰῶσιν, τοῖς ἐπερχομένοις 1 in the ages to come "ଭବିଷ୍ୟତରେ"
EPH 2 8 t9pc figs-activepassive τῇ γὰρ χάριτί ἐστε σεσῳσμένοι διὰ πίστεως 1 For by grace you have been saved through faith ଏହା ସକ୍ରିୟ ଭାବରେ ପ୍ରକାଶ କରାଯାଇପାରେ | ବିକଳ୍ପ ଅନୁବାଦ: "ତାଙ୍କ ଉପରେ ତୁମ୍ଭର ବିଶ୍ଵାସ ହେତୁ ଈଶ୍ଵର ଆପଣଙ୍କୁ ଅନୁଗ୍ରହ ଦ୍ୱାରା ଉଦ୍ଧାର କଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 2 8 r8u8 τοῦτο οὐκ 1 this did not “**ଏହା**” ଶବ୍ଦଟି “ଅନୁଗ୍ରହରେ **ବିଶ୍ବାସ ଦ୍ବାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ” କୁ ବୁଝାଏ I**
EPH 2 9 al4s οὐκ ἐξ ἔργων, ἵνα μή τις καυχήσηται 1 not from works, so that no one may boast ଏଠାରେ ଆପଣ ଗୋଟିଏ ନୂଆ ବାକ୍ୟ ଆରମ୍ଭ କରିପାରିବେ I ବିକଳ୍ପ ଅନୁବାଦ: “ପରିତ୍ରାଣ କ୍ରିୟାକର୍ମରୁ ହୁଏ ନାହିଁ, ଯେପରି କେହି ଦର୍ପ ନ କରେ” କିମ୍ବା “ଜଣେ ଲୋକର କର୍ମ ସକାଶୁ ଈଶ୍ବର ତାହାର ପରିତ୍ରାଣ କରନ୍ତି ନାହିଁ, ଯେପରି କେହି ଦର୍ପକରି କହିପାରିବ ନାହିଁ ଯେ ସେ ତାହାର ପରିତ୍ରାଣ ଅର୍ଜନ କରିଅଛି”
EPH 2 10 fa4l ἐν Χριστῷ Ἰησοῦ 1 in Christ Jesus "**ଖ୍ରୀଷ୍ଟ ଯୀଶୁଙ୍କଠାରେ** ଓ ସେହିପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
EPH 2 10 lws4 ἐν αὐτοῖς περιπατήσωμεν 1 we would walk in them **ଆଚରଣ** କରିବା ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ I ଏଠାରେ “**ସେହିସବୁରେ**” “ସତ୍କର୍ମ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ନିରନ୍ତର ସେହି ସତ୍କର୍ମସବୁ କରିବା”"
EPH 2 11 diq1 0 Connecting Statement: ପାଉଲ ଏହି ବିଶ୍ାସୀମାନଙ୍କୁ ସ୍ମରଣ କରାଉଛନ୍ତି ଯେ ଖ୍ରୀଷ୍ଟ ଏବଂ ତାହାଙ୍କର କ୍ରୁଶ  ଦ୍ଵାରା ଈଶ୍ଵର ବିଜାତି ଏବଂ ଯିହୂଦୀମାନଙ୍କୁ ଏକ ଶରୀର କରିଅଛନ୍ତି I
EPH 2 11 p7m2 figs-metaphor τὰ ἔθνη ἐν σαρκί 1 Gentiles in the flesh ଏହା ଯିହୂଦୀଭାବରେ ଜନ୍ମ ହୋଇ ନ ଥିବା ଲୋକମାନଙ୍କୁ ବୁଝାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 11 e76g figs-metonymy ἀκροβυστία 1 uncircumcision ଅଣଯିହୂଦୀ ଲୋକମାନେ ଶିଶୁ ଅବସ୍ଥାରେ ସୁନ୍ନତ ହେଉ ନ ଥିଲେ ଏବଂ ସେଥିପାଇଁ ଯିହୂଦୀମାନେ ସେମାନଙ୍କୁ ଈଶ୍ଵରଙ୍କ ବ୍ୟବସ୍ଥା ପାଳନ ନ କରିବା ଲୋକମାନେ ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଅସୁନ୍ନତ ବିଜାତି” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 2 11 nlf2 figs-metonymy περιτομῆς 1 circumcision ଏହା ଯିହୂଦୀମାନଙ୍କ ନିମନ୍ତେ ଆଉ ଗୋଟିଏ ନାମ, କାରଣ ସବୁ ପୁରୁଷ ଶିଶୁମାନେ **ସୁନ୍ନତ** ହେଉଥିଲେ I ବିକଳ୍ପ ଅନୁବାଦ: “ସୁନ୍ନତ ଲୋକମାନେ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 2 11 fb4r τῆς λεγομένης περιτομῆς ἐν σαρκὶ χειροποιήτου 1 "what is called the ""circumcision"" in the flesh made by human hands" ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “ଯିହୂଦୀମାନେ. ଯେଉଁମାନେ ମନୁଷ୍ୟମାନଙ୍କ  ଦ୍ଵାରା ସୁନ୍ନତ ହେଉଥିଲେ” କିମ୍ବା (2) “ଯିହୂଦୀମାନେ, ଯେଉଁମାନେ ପାର୍ଥିବ ଶରୀରକୁ ସୁନ୍ନତ କରୁଥିଲେ I”
EPH 2 11 tf9i figs-activepassive ὑπὸ τῆς λεγομένης 1 by what is called ଏହାକୁ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବୋଲି ଲୋକମାନେ ଡାକନ୍ତି” କିମ୍ବା “ଯାହାଙ୍କର ବୋଲି ଲୋକମାନେ ଡାକନ୍ତି” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 2 12 u3vu χωρὶς Χριστοῦ 1 separated from Christ ଅବିଶ୍ବାସୀମାନେ
EPH 2 12 sti2 figs-metaphor ξένοι τῶν διαθηκῶν τῆς ἐπαγγελίας 1 strangers to the covenants of the promise ପାଉଲ ବିଜାତି ବିଶ୍ାସୀମାନଙ୍କୁ କହନ୍ତି ଯେ ସତେ ଯେପରି ସେମାନେ ବିଦେଶୀ ହୋଇ ଈଶ୍ବରଙ୍କ ନିୟମ ଓ ପ୍ରତିଜ୍ଞାର ଦେଶରୁ ଦୂରରେ ରଖାଯାଇଥିଲେ I (ଦେଖ: [[rc://en/ta/man/translate/figs-metaphor]])
EPH 2 13 quq4 νυνὶ δὲ ἐν Χριστῷ Ἰησοῦ 1 But now in Christ Jesus ପାଉଲ ଏଫିସୀୟମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସକରିବା ପୂର୍ବରୁ କିପରି ଥିଲେ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ବାସକରିବା ପରେ କିପରି ଅଛନ୍ତି, ସେ ବିଷୟରେ ଏକ ବୈଷମ୍ୟଗତ ତୁଳନା କରୁଛନ୍ତି I
EPH 2 12 sti2 figs-metaphor ξένοι τῶν διαθηκῶν τῆς ἐπαγγελίας 1 strangers to the covenants of the promise ପାଉଲ ବିଜାତି ବିଶ୍ାସୀମାନଙ୍କୁ କହନ୍ତି ଯେ ସତେ ଯେପରି ସେମାନେ ବିଦେଶୀ ହୋଇ ଈଶ୍ଵରଙ୍କ **ନିୟମ** ଏବଂ **ପ୍ରତିଜ୍ଞାର** ଦେଶରୁ ଦୂରରେ ରଖାଯାଇଥିଲେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 13 quq4 νυνὶ δὲ ἐν Χριστῷ Ἰησοῦ 1 But now in Christ Jesus
EPH 2 13 uf8m figs-metaphor ὑμεῖς οἵ ποτε ὄντες μακρὰν, ἐγενήθητε ἐγγὺς ἐν τῷ αἵματι τοῦ Χριστοῦ 1 you who once were far away from God have been brought near by the blood of Christ ପାପ ସକାଶୁ ଈଶ୍ବରଙ୍କର ନୋହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଈଶ୍ବରଙ୍କଠାରୁ ଦୂରରେ ଅଛନ୍ତି I ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ବରଙ୍କର ହୋଇଥିବା ବିଷୟରେ କୁହାଯାଏ ଯେ ସତେ ଯେପରି ଈଶ୍ବରଙ୍କ ନିକଟକୁ ଅଣାଯାଇଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପୂର୍ବେ ଈଶ୍ବରଙ୍କର ନ ଥିଲ, ବର୍ତ୍ତମାନ ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ବରଙ୍କର ହୋଇଅଛ” (ଦେଖ: [[rc://en/ta/man/translate/figs-metaphor]])
EPH 2 13 tth1 figs-metonymy ἐν τῷ αἵματι τοῦ Χριστοῦ 1 by the blood of Christ ଖ୍ରୀଷ୍ଟଙ୍କର ରକ୍ତ ଗୋଟିଏ ରୂପକ, ଯାହା ତାହାଙ୍କର ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ମୃତ୍ୟୁ ଦ୍ବାରା” କିମ୍ବା “ଖ୍ରୀଷ୍ଟ ଆମ୍ଭମାନଙ୍କ ସକାଶେ ମୃତ୍ୟୁଭୋଗ କରିବା ସମୟରେ” (ଦେଖ: [[rc://en/ta/man/translate/figs-metonymy]])
EPH 2 14 ue4u αὐτὸς … ἐστιν ἡ εἰρήνη ἡμῶν 1 he is our peace ଯୀଶୁ ତାହାଙ୍କର ଶାନ୍ତି ଆମ୍ଭମାନଙ୍କୁ ଦିଅନ୍ତି

Can't render this file because it contains an unexpected character in line 2 and column 4496.