Edit 'en_tn_64-2JN.tsv' using 'tc-create-app'

This commit is contained in:
Gayatri-Digal 2021-08-15 10:00:45 +00:00
parent a72c1c3cda
commit f141c62791
1 changed files with 6 additions and 1 deletions

View File

@ -54,4 +54,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2JN 1 7 u749 grammar-connect-logic-result ὅτι 1 For ଏଠାରେ, ସେ ପୂର୍ବର ପଦଗୁଡ଼ିକରେ ଈଶ୍ଵରଙ୍କୁ ପ୍ରେମ ଏବଂ ଆଜ୍ଞା ପାଳନ କରିବାକୁ ଆଦେଶ ବିଷୟରେ ଲେଖିଥିବା **କାରଣ** ବିଷୟରେ ଜଣାଇଲେ - ଏହାର କାରଣ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ବିଶ୍ଵାସୀ ବୋଲି ଭାବନ୍ତି କିନ୍ତୁ ଈଶ୍ଵରଙ୍କୁ ଭଲ ପାଆନ୍ତି ନାହିଁ କିମ୍ବା ଆଦେଶ ପାଳନ କରନ୍ତି ନାହିଁ । ନିଜ ଭାଷାରେ କାରଣ ଉପସ୍ଥାପନ କରିବାକୁ ଏକ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ । UST ଦେଖନ୍ତୁ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
2JN 1 7 vqnb figs-explicit οὗτός ἐστιν ὁ πλάνος καὶ ὁ ἀντίχριστος 1 This is the deceiver and the antichrist ଏଠାରେ, **ଏହିର** ଅର୍ଥ: (1) ଅନ୍ୟମାନଙ୍କୁ ପ୍ରତାରଣା କରିବାର କାର୍ଯ୍ୟକଳାପ କିମ୍ବା ଏହି ଲୋକମାନେ ଦେଉଥିବା ଏକ ପ୍ରକାର ଶିକ୍ଷା। ବିକଳ୍ପ ଅନୁବାଦ: "ଏହା ଏକ ପ୍ରତାରଣାକାରୀ, ଜଣେ ଭଣ୍ଡଖ୍ରୀଷ୍ଟ" କିମ୍ବା "ଏପରି ଶିକ୍ଷା ଜଣେ ବ୍ୟକ୍ତିଙ୍କଠାରୁ ଆସିଥାଏ ଯିଏ ପ୍ରତାରଣାକାରୀ ଏବଂ ଭଣ୍ଡଖ୍ରୀଷ୍ଟ ଅଟେ" କିମ୍ବା (2) ପ୍ରତାରଣାକାରୀ ଗୋଷ୍ଠୀର ଏକ ସଦସ୍ୟ । ବିକଳ୍ପ ଅନୁବାଦ: "ଏପରି ଏକ ବ୍ୟକ୍ତି ପ୍ରତାରଣାକାରୀ ଏବଂ ଭଣ୍ଡଖ୍ରୀଷ୍ଟ ଅଟେ" ଯଦି ଏହା ସହାୟକ ହେବ, ତେବେ ଆପଣ ଏହି ଅର୍ଥ ମଧ୍ୟରୁ ଗୋଟିଏ ସ୍ପଷ୍ଟ କରିପାରିବେ ।  [[rc://en/ta/man/translate/figs-explicit]])ଦେଖନ୍ତୁ)
2JN 1 7 vfdn ὁ πλάνος καὶ ὁ ἀντίχριστος 1 the deceiver and the antichrist ଆପଣଙ୍କ ଅନୁବାଦରେ, **ପ୍ରତାରଣାକାରୀ** ଏବଂ **ଭଣ୍ଡଖ୍ରୀଷ୍ଟ** ଜଣେ ହିଁ ବ୍ୟକ୍ତି ବୋଲି ଉଲ୍ଲେଖ କରିବା ସହାୟକ ହୋଇପାରେ ।
2JN 1 8 i8n6 figs-explicit ἃ 1 what ପରବର୍ତ୍ତୀ ବାକ୍ୟରେ **କ’ଣ** ଶବ୍ଦ “ପୁରଷ୍କାର” ଭାବରେ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇଥିବା ଶବ୍ଦ ଅଟେ । ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ଏଠାରେ “ପୁରଷ୍କାର” ମଧ୍ୟ କହିପାରିବେ । UST ଦେଖନ୍ତୁ ।  [[rc://en/ta/man/translate/figs-explicit]])ଦେଖନ୍ତୁ)
2JN 1 8 i8n6 figs-explicit ἃ 1 what ପରବର୍ତ୍ତୀ ବାକ୍ୟରେ **କ’ଣ** ଶବ୍ଦ “ପୁରଷ୍କାର” ଭାବରେ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇଥିବା ଶବ୍ଦ ଅଟେ । ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ଏଠାରେ “ପୁରଷ୍କାର” ମଧ୍ୟ କହିପାରିବେ । UST ଦେଖନ୍ତୁ ।  [[rc://en/ta/man/translate/figs-explicit]])ଦେଖନ୍ତୁ)
2JN 1 8 r9ky figs-exclusive εἰργασάμεθα 1 we have worked for ଏଠାରେ **ଆମ୍ଭେ** ଶବ୍ଦ ଅନ୍ତର୍ଭୂକ୍ତ ଅଟେ । ଯୋହନ, ତାଙ୍କ ପାଠକ ଏବଂ ଅନ୍ୟମାନେ ସମସ୍ତ ବିଶ୍ଵାସୀମାନଙ୍କ ବିଶ୍ଵାସ ବଡାଇବା ପାଇଁ କାର୍ଯ୍ୟ କରିଛନ୍ତି ଯାହାଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି ।  [[rc://en/ta/man/translate/figs-exclusive]])ଦେଖନ୍ତୁ)
2JN 1 9 x3ae figs-infostructure πᾶς ὁ προάγων καὶ μὴ μένων ἐν τῇ διδαχῇ τοῦ Χριστοῦ 1 Everyone who goes beyond and does not remain in the teaching of Christ ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅର୍ଥ ପ୍ରକାଶ କରେ, ଗୋଟିଏ ସକାରାତ୍ମକ (**ବାହାରେ**) ଭାବରେ ଉକ୍ତ ଏବଂ ଅନ୍ୟଟି ନକାରାତ୍ମକ (**ରହେ ନାହିଁ**) ଭାବରେ ଉକ୍ତ । ଯଦି ଏହା ଆପଣଙ୍କ ଭାଷାରେ ସ୍ଵାଭାବିକ, ଆପଣ UST ପରି କ୍ରମକୁ ଓଲଟା କରିପାରିବେ । [[rc://en/ta/man/translate/figs-infostructure]])ଦେଖନ୍ତୁ)
2JN 1 9 xwoe grammar-connect-logic-contrast ὁ μένων ἐν τῇ διδαχῇ 1 The one who remains in the teaching ଏହି ବାକ୍ୟଟି ପୂର୍ବ ବାକ୍ୟର ବିପରୀତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ଆପଣ UST ପରି ଏହି ବିପରୀତ ବୋଲି ଚିହ୍ନଟ କରିବାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
2JN 1 9 vg19 figs-nominaladj οὗτος 1 this one ଯୋହନ ଏକ ପ୍ରକାର ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏହାକୁ ବିଶେଷ୍ୟ ଭାବରେ ପ୍ରଦର୍ଶନକାରୀ ବିଶେଷଣ ବ୍ୟବହାର କରୁଛନ୍ତି । **ଗୋଟିଏ** ଶବ୍ଦ ଯୋଗ କରି ULT ଏହାକୁ ସୂଚିତ କରେ । ଯଦି ଆପଣଙ୍କର ଭାଷା ବିଶେଷଣଗୁଡ଼ିକ ଏହିପରି ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ ଏକ ସମାନ ବାକ୍ୟାଂଶ ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତି” କିମ୍ବା “ସେହି ପ୍ରକାରର ବ୍ୟକ୍ତି” [[rc://en/ta/man/translate/figs-nominaladj]])ଦେଖନ୍ତୁ)
2JN 1 10 x7pw figs-explicit εἴ τις ἔρχεται πρὸς ὑμᾶς, καὶ ταύτην τὴν διδαχὴν οὐ φέρει 1 If anyone comes to you and does not bring this teaching ଏଠାରେ **କେହି** ଶବ୍ଦର ଅର୍ଥ ଏକ ଶିକ୍ଷକ କିମ୍ବା ଉପଦେଶକ ଅଟେ । ଯୋହନ ଚାହୁଁ ନାହାଁନ୍ତି ଯେ ବିଶ୍ଵାସୀମାନେ ଜଣେ ଶିକ୍ଷକଙ୍କୁ ସ୍ୱାଗତ କରନ୍ତୁ ଯିଏ ଯୀଶୁଙ୍କ ଶିକ୍ଷା ଶିଖାନ୍ତି ନାହିଁ ଏବଂ ବିଶେଷ ଭାବରେ ଯୀଶୁ ଜଣେ ମଣିଷ ଭାବରେ ଆସିଥିଲେ (<u>ପଦ</u> <u>7</u> ଦେଖନ୍ତୁ) । ବିକଳ୍ପ ଅନୁବାଦ: "ଯଦି କେହି ଜଣେ ଶିକ୍ଷକ ବୋଲି ଦାବି କରି ତୁମ୍ଭ ନିକଟକୁ ଆସେ, କିନ୍ତୁ ସେ ଭିନ୍ନ ଭାବରେ ଶିକ୍ଷା ଦିଏ" [[rc://en/ta/man/translate/figs-explicit]])ଦେଖନ୍ତୁ)
Can't render this file because it contains an unexpected character in line 2 and column 2517.