Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 13:41:44 +00:00
parent 42f79c9089
commit f1251bae1d
1 changed files with 2 additions and 2 deletions

View File

@ -83,8 +83,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 2 9 t2ax figs-metonymy μέχρι δεσμῶν ὡς κακοῦργος 1 to the point of being bound with chains as a criminal ପାଉଲ **ବନ୍ଧନରେ**, କେତେ ଦୁଃଖଭୋଗ କରୁଛନ୍ତି, କେତେ ମାଡ ଖାଇଛନ୍ତି ଏବଂ କେତେଥର ବନ୍ଧନଗ୍ରସ୍ତ ହୋଇଛନ୍ତି ତାହା ପ୍ରକାଶ କରିବାକୁ ସାଙ୍କେତିକ ଭାବରେ ବ୍ୟବହାର କରିଛନ୍ତି। ବିକଳ୍ପ ଅନୁବାଦ: "ବନ୍ଦୀ ହେବା ପର୍ଯ୍ୟନ୍ତ" ” ([[rc://en/ta/man/translate/figs-metonymy]]) ଦେଖନ୍ତୁ
2TI 2 9 pc6t figs-metaphor ὁ λόγος τοῦ Θεοῦ οὐ δέδεται 1 the word of God is not bound ଏଠାରେ, **ଆବଦ୍ଧ** ଅର୍ଥ କଏଦୀ ଭାବରେ ଶିକୁଳିରେ ବନ୍ଧାହେବା, ଏହା ପାଉଲଙ୍କ ଅବସ୍ଥାକୁ ସୂଚାଏ। ପାଉଲ ନିଜକୁ ଜଣେ ପ୍ରକୃତ ବନ୍ଦୀ, ଈଶ୍ଵରଙ୍କ ବାର୍ତ୍ତା ସହିତ ତୁଳନା କରନ୍ତି, ଯାହାକୁ କେବେ ବନ୍ଦୀ କରାଯାଇ ପାରିବେ ନାହିଁ। ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ବାର୍ତ୍ତାକୁ କୌଣସି ଅଟକାଇ ରଖି ପାରିବ ନାହିଁ" ( [[rc://en/ta/man/translate/figs-metaphor]]) ଦେଖନ୍ତୁ
2TI 2 10 aa1x figs-activepassive διὰ τοὺς ἐκλεκτούς 1 for those who are chosen **ମନୋନୀତ** ଶବ୍ଦ ଏକ ବିଶେଷଣ ଅଟେ ଯାହା ଏଠାରେ ବିଶେଷ୍ୟ ଭାବରେ କାର୍ଯ୍ୟ କରେ ଏବଂ ଏକ ଗୋଷ୍ଠୀକୁ ବୁଝାଏ। ଯଦି ଆପଣଙ୍କ ଭାଷାରେ ଏକ ବିଶେଷଣ ବ୍ୟବହାର ହୁଏ ନାହିଁ, ଆପଣ ସମାନ ବାକ୍ୟାଂଶ ସହିତ ଶବ୍ଦକୁ ଅନୁବାଦ କରିପାରିବ। ବିକଳ୍ପ ଅନୁବାଦ: "ଯେଉଁମାନଙ୍କୁ ଈଶ୍ଵର ମନୋନୀତ କରିଛନ୍ତି।" [[rc://en/ta/man/translate/figs-nominaladj]]) ଦେଖନ୍ତୁ
2TI 2 10 j2bk figs-metaphor σωτηρίας τύχωσιν τῆς ἐν Χριστῷ Ἰησοῦ 1 may obtain the salvation that is in Christ Jesus ପାଉଲ ପରିତ୍ରାଣ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଶାରୀରିକ ଭାବରେ ଧରାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କଠାରୁ ପରିତ୍ରାଣ ପ୍ରାପ୍ତ ହେବ” (ଦେଖ: [[rc://en/ta/man/translate/figs-metaphor]])
2TI 2 10 el68 μετὰ δόξης αἰωνίου 1 with eternal glory ଆଉ ସେ ଯେଉଁ ଗୌରବମୟ ସ୍ଥାନରେ ଅଛନ୍ତି, ସେମାନେ ସେଠାରେ ତାହାଙ୍କ ସହିତ ଅନନ୍ତ କାଳ ପର୍ଯ୍ୟନ୍ତ ରହିବେ
2TI 2 10 j2bk figs-metaphor σωτηρίας τύχωσιν τῆς ἐν Χριστῷ Ἰησοῦ 1 may obtain the salvation that is in Christ Jesus **ପରିତ୍ରାଣ ପ୍ରାପ୍ତ କରିବା** ବାକ୍ୟାଂଶ ଖ୍ରୀଷ୍ଟ ଯୀଶୁଙ୍କ ସହିତ କର୍ତ୍ତା ଭାବରେ ପ୍ରକାଶ କରାଯାଇପାରେ, ଯିଏ ପରିତ୍ରାଣ ପ୍ରଦାନ କରନ୍ତି| ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁ ସେମାନଙ୍କୁ ପରିତ୍ରାଣ କରନ୍ତୁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 2 10 el68 μετὰ δόξης αἰωνίου 1 with eternal glory ଗୁଣ ବାଚକ ବିଶେଷ୍ୟ **ମହିମା** ଏକ ଅଦ୍ଭୁତ ସ୍ଥିତିକୁ ବୁଝାଏ ଯାହା ଲୋକମାନେ ଈଶ୍ଵରଙ୍କ ଉପସ୍ଥିତିରେ ଅନୁଭବ କରନ୍ତି। ଏହା ସ୍ଵୟଂ ଈଶ୍ଵରଙ୍କଠାରୁ ଆସିଥାଏ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଲୋକମାନଙ୍କ ସହିତ ସେ ଏହାକୁ ଅଂଶୀଦାର କରନ୍ତି, ଏବଂ ଏହି ଅବସ୍ଥା **ଅନନ୍ତ କାଳିନ** ଅଟେ। ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ଆପଣ ଏକ ଗୁଣ ବାଚକ ବିଶେଷଣ ସହ **ମହିମା**ର ଧାରଣାକୁ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: "ଏବଂ ଜାଣ ଈଶ୍ଵରଙ୍କ ସହିତ ସର୍ବଦା ରହିବା କେତେ ମହିମାପୂର୍ଣ୍ଣ ଅଟେ" କିମ୍ବା "ଏବଂ ଈଶ୍ଵରଙ୍କ ମହିମାର ଉପସ୍ଥିତିକୁ ସର୍ବଦା ଅନୁଭବ କରିବା।" [[rc://en/ta/man/translate/figs-abstractnouns]]) ଦେଖନ୍ତୁ
2TI 2 11 nr7u πιστὸς ὁ λόγος 1 This is a trustworthy saying ଏହି ସବୁ ବାକ୍ୟକୁ ତୁମ୍ଭେ ବିଶ୍ବାସ କରିପାରିବ
2TI 2 11 g6e4 writing-poetry εἰ γὰρ συναπεθάνομεν, καὶ συνζήσομε 1 If we have died with him, we will also live with him ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟର ଆରମ୍ଭକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କର I (ଦେଖ: [[rc://en/ta/man/translate/writing-poetry]])
2TI 2 11 in38 συναπεθάνομεν 1 died with him ପାଉଲ ଏହି ଭାବଟି ବ୍ୟବହାର କରିବାର ଅର୍ଥ ହେଉଛି ଯେ ଯେତେବେଳେ ଲୋକମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ସେମାନେ ତାହାଙ୍କ ମୃତ୍ୟୁର ସହଭାଗୀ ହୁଅନ୍ତି, ସେମାନଙ୍କ ଅଭିଳାଷକୁ ଅଗ୍ରାହ୍ୟ କରନ୍ତି ଓ ତାହାଙ୍କର ବାଧ୍ୟ ହୁଅନ୍ତି I

Can't render this file because it contains an unexpected character in line 2 and column 8087.