Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 13:40:09 +00:00
parent d35ec61a5a
commit 42f79c9089
1 changed files with 2 additions and 2 deletions

View File

@ -81,8 +81,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 2 8 wt31 figs-activepassive ἐγηγερμένον ἐκ νεκρῶν 1 who was raised from the dead **ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଥିବା** ଅଭିବ୍ୟକ୍ତି ଏକ ରୂଢ଼ି ଅଟେ ଯାହା କାହାକୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବା ପାଇଁ ପ୍ରେରଣା ଦେବା ପାଇଁ ବ୍ୟବହୃତ ହୁଏ। ବିକଳ୍ପ ଅନୁବାଦ: "ଯାହାଙ୍କୁ ଈଶ୍ଵର ପୁନର୍ବାର ଜୀବିତ କଲେ" [[rc://en/ta/man/translate/figs-activepassive]] ଓ [[rc://en/ta/man/translate/figs-idiom]])
2TI 2 8 s4vh figs-metonymy κατὰ τὸ εὐαγγέλιόν μου 1 according to my gospel message **ମୋର** ଶବ୍ଦ ଏହି ଧାରଣାକୁ ପ୍ରକାଶ କରେ ଯେ ପାଉଲଙ୍କ ସହିତ ସୁସମାଚାରରେ ସମ୍ପୃକ୍ତ ହୋଇଥିଲା। ବିକଳ୍ପ ଅନୁବାଦ: "ମୁଁ ପ୍ରଚାର କରୁଥିବା ସୁସମାଚାର ବାର୍ତ୍ତା ଅନୁଯାୟୀ" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 9 t2ax figs-metonymy μέχρι δεσμῶν ὡς κακοῦργος 1 to the point of being bound with chains as a criminal ପାଉଲ **ବନ୍ଧନରେ**, କେତେ ଦୁଃଖଭୋଗ କରୁଛନ୍ତି, କେତେ ମାଡ ଖାଇଛନ୍ତି ଏବଂ କେତେଥର ବନ୍ଧନଗ୍ରସ୍ତ ହୋଇଛନ୍ତି ତାହା ପ୍ରକାଶ କରିବାକୁ ସାଙ୍କେତିକ ଭାବରେ ବ୍ୟବହାର କରିଛନ୍ତି। ବିକଳ୍ପ ଅନୁବାଦ: "ବନ୍ଦୀ ହେବା ପର୍ଯ୍ୟନ୍ତ" ” ([[rc://en/ta/man/translate/figs-metonymy]]) ଦେଖନ୍ତୁ
2TI 2 9 pc6t figs-metaphor ὁ λόγος τοῦ Θεοῦ οὐ δέδεται 1 the word of God is not bound ଏଠାରେ “ଆବଦ୍ଧ” ହେବା ବିଷୟ ଜଣେ ବନ୍ଦୀ ପ୍ରତି ଘଟୁଥିବା ବିଷୟକୁ ବୁଝାଏ ଓ ବାକ୍ୟାଂଶଟି ଗୋଟିଏ ରୂପକ, ଯାହାର ଅର୍ଥ ଏହା ଯେ କେହି ଈଶ୍ବରଙ୍କ ବାକ୍ୟକୁ ବନ୍ଦ କରି ପାରିବେ ନାହିଁ I ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟକୁ କେହି ବନ୍ଦୀଶାଳାରେ ରଖିପାରିବେ ନାହିଁ” କିମ୍ବା “ଈଶ୍ବରଙ୍କ ବାକ୍ୟକୁ କେହି ବନ୍ଦ କରିପାରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
2TI 2 10 aa1x figs-activepassive διὰ τοὺς ἐκλεκτούς 1 for those who are chosen ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ନିମନ୍ତେ” (ଦେଖ: [[rc://en/ta/man/translate/figs-activepassive]])
2TI 2 9 pc6t figs-metaphor ὁ λόγος τοῦ Θεοῦ οὐ δέδεται 1 the word of God is not bound ଏଠାରେ, **ଆବଦ୍ଧ** ଅର୍ଥ କଏଦୀ ଭାବରେ ଶିକୁଳିରେ ବନ୍ଧାହେବା, ଏହା ପାଉଲଙ୍କ ଅବସ୍ଥାକୁ ସୂଚାଏ। ପାଉଲ ନିଜକୁ ଜଣେ ପ୍ରକୃତ ବନ୍ଦୀ, ଈଶ୍ଵରଙ୍କ ବାର୍ତ୍ତା ସହିତ ତୁଳନା କରନ୍ତି, ଯାହାକୁ କେବେ ବନ୍ଦୀ କରାଯାଇ ପାରିବେ ନାହିଁ। ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ବାର୍ତ୍ତାକୁ କୌଣସି ଅଟକାଇ ରଖି ପାରିବ ନାହିଁ" ( [[rc://en/ta/man/translate/figs-metaphor]]) ଦେଖନ୍ତୁ
2TI 2 10 aa1x figs-activepassive διὰ τοὺς ἐκλεκτούς 1 for those who are chosen **ମନୋନୀତ** ଶବ୍ଦ ଏକ ବିଶେଷଣ ଅଟେ ଯାହା ଏଠାରେ ବିଶେଷ୍ୟ ଭାବରେ କାର୍ଯ୍ୟ କରେ ଏବଂ ଏକ ଗୋଷ୍ଠୀକୁ ବୁଝାଏ। ଯଦି ଆପଣଙ୍କ ଭାଷାରେ ଏକ ବିଶେଷଣ ବ୍ୟବହାର ହୁଏ ନାହିଁ, ଆପଣ ସମାନ ବାକ୍ୟାଂଶ ସହିତ ଶବ୍ଦକୁ ଅନୁବାଦ କରିପାରିବ। ବିକଳ୍ପ ଅନୁବାଦ: "ଯେଉଁମାନଙ୍କୁ ଈଶ୍ଵର ମନୋନୀତ କରିଛନ୍ତି।" [[rc://en/ta/man/translate/figs-nominaladj]]) ଦେଖନ୍ତୁ
2TI 2 10 j2bk figs-metaphor σωτηρίας τύχωσιν τῆς ἐν Χριστῷ Ἰησοῦ 1 may obtain the salvation that is in Christ Jesus ପାଉଲ ପରିତ୍ରାଣ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଶାରୀରିକ ଭାବରେ ଧରାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କଠାରୁ ପରିତ୍ରାଣ ପ୍ରାପ୍ତ ହେବ” (ଦେଖ: [[rc://en/ta/man/translate/figs-metaphor]])
2TI 2 10 el68 μετὰ δόξης αἰωνίου 1 with eternal glory ଆଉ ସେ ଯେଉଁ ଗୌରବମୟ ସ୍ଥାନରେ ଅଛନ୍ତି, ସେମାନେ ସେଠାରେ ତାହାଙ୍କ ସହିତ ଅନନ୍ତ କାଳ ପର୍ଯ୍ୟନ୍ତ ରହିବେ
2TI 2 11 nr7u πιστὸς ὁ λόγος 1 This is a trustworthy saying ଏହି ସବୁ ବାକ୍ୟକୁ ତୁମ୍ଭେ ବିଶ୍ବାସ କରିପାରିବ

Can't render this file because it contains an unexpected character in line 2 and column 8087.