Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 13:39:07 +00:00
parent 18348c01bb
commit d35ec61a5a
1 changed files with 7 additions and 7 deletions

View File

@ -74,13 +74,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 2 5 lea8 οὐ στεφανοῦται 1 he is not crowned ପାଉଲଙ୍କ ସମୟରେ, ଯେତେବେଳେ ଖେଳାଳୀମାନେ ପ୍ରତିଯୋଗିତାରେ ଜିତନ୍ତି, ସେମାନଙ୍କୁ ପତ୍ରରେ ନିର୍ମିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଆପଣଙ୍କ ସଂସ୍କୃତିରେ ଏକ ତୁଳନାତ୍ମକ ପ୍ରଥାକୁ ଦର୍ଶାଇ କିମ୍ବା ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରି ଆପଣ ଏହି ଅନୁବାଦକୁ ଆପଣଙ୍କ ଅନୁବାଦରେ ପ୍ରକାଶ କରିପାରିବ। ବିକଳ୍ପ ଅନୁବାଦ: "ଅଧିକାରୀମାନେ ତାଙ୍କୁ ପୁରସ୍କାର ଦେବେ ନାହିଁ" କିମ୍ବା " ଅଧିକାରୀମାନେ ତାଙ୍କୁ ବିଜେତା ଘୋଷଣା କରିବେ ନାହିଁ"<br><br>[[rc://en/ta/man/translate/translate-unknown]])ଦେଖନ୍ତୁ)
2TI 2 5 reg6 νομίμως ἀθλήσῃ 1 competes by the rules ପାଉଲ ଏକ ପ୍ରତିଯୋଗିତାକୁ ନିୟନ୍ତ୍ରଣ କରୁଥିବା ନିୟମ ବିଷୟରେ କହୁଛନ୍ତି। ଖେଳାଳୀମାନଙ୍କୁ ନିୟମ ମାନିବାକୁ ପଡିବ ନହେଲେ ସେମାନେ ପ୍ରତିଯୋଗିତାରୁ ବହିଷ୍କାର କରାଯିବେ ଏବଂ ଜିତିବାର ସୁଯୋଗ ପାଇବେ ନାହିଁ। ଯଦି ଆପଣଙ୍କ ଭାଷାରେ ଏହା ସ୍ପଷ୍ଟ ତେବେ ଆପଣ ଏହି ନିୟମକୁ ଅନୁସରଣ କରିପାରିବେ। ବିକଳ୍ପ ଅନୁବାଦ: "ସେ ନିୟମ ଅନୁଯାୟୀ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ"
2TI 2 6 wz35 figs-metaphor τὸν κοπιῶντα γεωργὸν δεῖ πρῶτον τῶν καρπῶν μεταλαμβάνειν 1 It is necessary that the hardworking farmer receive his share of the crops first ଯୀଶୁଙ୍କୁ ଅନୁସରଣ କରିବା ବିଷୟରେ ତୀମଥିଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବୁଝିବାରେ ସାହାଯ୍ୟ କରିବାକୁ, ପାଉଲ ଜଣେ କୃଷକଙ୍କ ରୂପକ ବ୍ୟବହାର କରନ୍ତି, ଯାହାକୁ କଠିନ ପରିଶ୍ରମ କରିବା କିମ୍ବା କଠିନ ପରିଶ୍ରମ ନକରିବା ମଧ୍ୟରେ ନିଷ୍ପତ୍ତି ନେବାକୁ ପଡେ । ଯଦି କୃଷକ କଠିନ ପରିଶ୍ରମ କରନ୍ତି, ତେବେ ସେ ଫସଲର ଏକ ଅଂଶ ପାଇବେ। ଏହି ତୁଳନା କରି ପାଉଲ ତୀମଥିଙ୍କୁ ଖ୍ରୀଷ୍ଟଙ୍କ ସେବାରେ କଠିନ ପରିଶ୍ରମ କରିବାକୁ ଉତ୍ସାହିତ କରନ୍ତି ଯାହା ଦ୍ଵାରା ଈଶ୍ଵର ତାଙ୍କୁ ପୁରସ୍କୃତ କରିବେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହୁଏ, ତେବେ ଆପଣ ଏହାକୁ ସିଧାସଳଖ ସୂଚାଇ ପାରିବେ। ବିକଳ୍ପ ଅନୁବାଦ: "ବିଚାର କର ଯେ ଯେଉଁ କୃଷକ କଠିନ ପରିଶ୍ରମ କରେ ସେ ଫସଲର ଅଂଶ ଅନ୍ୟ କେହି ପାଇବା ପୂର୍ବରୁ ପାଇବା ଉଚିତ୍"<br><br>[[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 2 7 bdk9 νόει ὃ λέγω 1 Think about what I am saying ପାଉଲ ତୀମଥିଙ୍କୁ ଶବ୍ଦ-ଛବି ଦେଉଛନ୍ତି, କିନ୍ତୁ ସେ ସେଗୁଡିକର ଅର୍ଥକୁ ସମ୍ପୂର୍ଣ୍ଣଭାବରେ ବୁଝାଉ ନାହାନ୍ତି I ଖ୍ରୀଷ୍ଟଙ୍କ ସେବକମାନଙ୍କ ବିଷୟରେ ପାଉଲ କଅଣ କହୁଛନ୍ତି, ତାହା ତୀମଥି ନିଜେ ବୁଝିବା ଆବଶ୍ୟକ ବୋଲି ସେ ଆଶା କରୁଛନ୍ତି I
2TI 2 7 a22q ἐν πᾶσιν 1 in everything ସବୁ ବିଷୟରେ
2TI 2 8 rp96 0 Connecting Statement: କିପରି ଖ୍ରୀଷ୍ଟଙ୍କ ସକାଶେ ଜୀବନ କାଟିବାକୁ ହେବ, କିପରି ଖ୍ରୀଷ୍ଟଙ୍କ ସକାଶେ ଦୁଃଖଭୋଗ କରିବାକୁ ହେବ ଓ କିପରି ଖ୍ରୀଷ୍ଟଙ୍କ ସକାଶେ ଜୀବନ କାଟିବା ନିମନ୍ତେ ଶିକ୍ଷା ଦେବାକୁ ହେବ, ସେ ବିଷୟରେ ପାଉଲ ତୀମଥିଙ୍କୁ ଉପଦେଶ ଦେଉଛନ୍ତି I
2TI 2 8 mh1k figs-metaphor ἐκ σπέρματος Δαυείδ 1 from David's seed ଏହା ଗୋଟିଏ ରୂପକ, ଯାହାର ଅର୍ଥ ହେଉଛି ଯେ ଯୀଶୁ ଦାଉଦଙ୍କ ବଂଶ ଜାତ ଅଟନ୍ତି I ବିକଳ୍ପ ଅନୁବାଦ: “ଯେ କି ଦାଉଦଙ୍କ ବଂଶ ଜାତ ଅଟନ୍ତି” (ଦେଖ: [[rc://en/ta/man/translate/figs-metaphor]])
2TI 2 8 wt31 figs-activepassive ἐγηγερμένον ἐκ νεκρῶν 1 who was raised from the dead ଏଠାରେ ଉଠାଇବା ହେଉଛି ଗୋଟିଏ ରୂଢ଼ି, ଯାହାର ଅର୍ଥ ମୃତ ହୋଇଥିବା ଲୋକକୁ ପୁନର୍ବାର ଜୀବିତ କରିବା I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ କଲେ” କିମ୍ବା “ଯାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଲେ” (ଦେଖ: [[rc://en/ta/man/translate/figs-activepassive]] ଓ [[rc://en/ta/man/translate/figs-idiom]])
2TI 2 8 s4vh figs-metonymy κατὰ τὸ εὐαγγέλιόν μου 1 according to my gospel message ପାଉଲ ସୁସମାଚାର ବାକ୍ୟ ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ବିଶେଷକରି ତାହାଙ୍କର ଅଟେ I ସେ କହିବାର ଅର୍ଥ ହେଉଛି ଯେ ଏହା ହେଉଛି ସେ ଘୋଷଣା କରୁଥିବା ସୁସମାଚାରର ବାକ୍ୟ I ବିକଳ୍ପ ଅନୁବାଦ: “ମୁଁ ପ୍ରଚାର କରୁଥିବା ସୁସମାଚାରର ବାକ୍ୟ ଅନୁସାରେ” (ଦେଖ: [[rc://en/ta/man/translate/figs-metonymy]])
2TI 2 9 t2ax figs-metonymy μέχρι δεσμῶν ὡς κακοῦργος 1 to the point of being bound with chains as a criminal ଏଠାରେ “ବନ୍ଧନରେ”ର ଅର୍ଥ ବନ୍ଦୀଭାବରେ ରହିବା I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବନ୍ଦୀଶାଳାରେ ଜଣେ ଅପରାଧୀ ପରି ବନ୍ଧନଗ୍ରସ୍ତ ହେବା ପର୍ଯ୍ୟନ୍ତ” (ଦେଖ: [[rc://en/ta/man/translate/figs-metonymy]] ଓ [[rc://en/ta/man/translate/figs-activepassive]])
2TI 2 7 bdk9 νόει ὃ λέγω 1 Think about what I am saying ପାଉଲ ତୀମଥିଙ୍କୁ 3-6 ପଦରେ ତିନୋଟି ରୂପକ ଦେଇଥିଲେ, କିନ୍ତୁ ସେ ଏହାର ପ୍ରଭାବକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାଖ୍ୟା କରିନଥିଲେ। ସେ ଆଶା କରିଥିଲେ ଯେ ତୀମଥି, ଈଶ୍ଵରଙ୍କ ସାହାଯ୍ୟରେ, ଖ୍ରୀଷ୍ଟଙ୍କ ସେବକମାନଙ୍କ ପାଇଁ ଏହି ଦୃଷ୍ଟାନ୍ତଗୁଡ଼ିକର ବୁଝି ପାରିବେ। ଏହି କାରଣରୁ, ଯଦି ଆପଣ ରୂପକର ଅର୍ଥର ଏକ ବ୍ୟାଖ୍ୟା ଅନ୍ତର୍ଭୂକ୍ତ କରିବାକୁ ଚାହାଁନ୍ତି, ଆମେ ପରାମର୍ଶ ଦେଉଛୁ ଯେ ଆପଣ ଏହାର ଅର୍ଥକୁ ବାଇବେଲ ପାଠ୍ୟ ଅପେକ୍ଷା ଏକ ପାଦଟିକାରେ ଦର୍ଶାନ୍ତୁ। ବିକଳ୍ପ ଅନୁବାଦ: " ମୁଁ ତୁମ୍ଭକୁ ଯାହା ଶିକ୍ଷା ଦେଇଛି ତାହା ତୁମ୍ଭେ ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ ପାଇଁ ତୁମ୍ଭକୁ ଭଲ ଭାବରେ ବିଚାର କରିବାକୁ ପଡିବ, କିନ୍ତୁ ତାହା ବୁଝିବାରେ ସାହାଯ୍ୟ ପାଇବାକୁ ତୁମ୍ଭେ ଈଶ୍ଵରଙ୍କ ଉପରେ ନିର୍ଭର କରିପାରିବ।
2TI 2 7 a22q ἐν πᾶσιν 1 in everything ଏଠାରେ, **ମସ୍ତ ିଷୟରେ** ତିନୋଟି ରୂପକକୁ ବୁଝାଏ ଯାହା ପାଉଲ ଏହା ପୂର୍ବରୁ ଲେଖିଥିଲେ। ବିକଳ୍ପ ଅନୁବାଦ: "ମୁଁ ଯାହା କହିଥିଲି ସେହି ବିଷୟରେ" କିମ୍ବା "ସମସ୍ତ ବିଷୟରେ ମୁଁ ଯାହା କହିଥିଲି"।
2TI 2 8 rp96 0 Connecting Statement:
2TI 2 8 mh1k figs-metaphor ἐκ σπέρματος Δαυείδ 1 from David's seed **ବଂଶରୁ** ଏହି ବାକ୍ୟଟି ସାଙ୍କେତିକ ଭାବରେ ଯୀଶୁଙ୍କୁ ରାଜା ଦାଉଦଙ୍କ ବଂଶଧର ବୋଲି ଦର୍ଶାଏ। ବିକଳ୍ପ ଅନୁବାଦ: "ଯିଏ ଦାଉଦଙ୍କ ବଂଶଧର"[[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 2 8 wt31 figs-activepassive ἐγηγερμένον ἐκ νεκρῶν 1 who was raised from the dead **ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଥିବା** ଅଭିବ୍ୟକ୍ତି ଏକ ରୂଢ଼ି ଅଟେ ଯାହା କାହାକୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବା ପାଇଁ ପ୍ରେରଣା ଦେବା ପାଇଁ ବ୍ୟବହୃତ ହୁଏ। ବିକଳ୍ପ ଅନୁବାଦ: "ଯାହାଙ୍କୁ ଈଶ୍ଵର ପୁନର୍ବାର ଜୀବିତ କଲେ" [[rc://en/ta/man/translate/figs-activepassive]] ଓ [[rc://en/ta/man/translate/figs-idiom]])
2TI 2 8 s4vh figs-metonymy κατὰ τὸ εὐαγγέλιόν μου 1 according to my gospel message **ମୋର** ଶବ୍ଦ ଏହି ଧାରଣାକୁ ପ୍ରକାଶ କରେ ଯେ ପାଉଲଙ୍କ ସହିତ ସୁସମାଚାରରେ ସମ୍ପୃକ୍ତ ହୋଇଥିଲା। ବିକଳ୍ପ ଅନୁବାଦ: "ମୁଁ ପ୍ରଚାର କରୁଥିବା ସୁସମାଚାର ବାର୍ତ୍ତା ଅନୁଯାୟୀ" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 9 t2ax figs-metonymy μέχρι δεσμῶν ὡς κακοῦργος 1 to the point of being bound with chains as a criminal ପାଉଲ **ବନ୍ଧନରେ**, କେତେ ଦୁଃଖଭୋଗ କରୁଛନ୍ତି, କେତେ ମାଡ ଖାଇଛନ୍ତି ଏବଂ କେତେଥର ବନ୍ଧନଗ୍ରସ୍ତ ହୋଇଛନ୍ତି ତାହା ପ୍ରକାଶ କରିବାକୁ ସାଙ୍କେତିକ ଭାବରେ ବ୍ୟବହାର କରିଛନ୍ତି। ବିକଳ୍ପ ଅନୁବାଦ: "ବନ୍ଦୀ ହେବା ପର୍ଯ୍ୟନ୍ତ" ” ([[rc://en/ta/man/translate/figs-metonymy]]) ଦେଖନ୍ତୁ
2TI 2 9 pc6t figs-metaphor ὁ λόγος τοῦ Θεοῦ οὐ δέδεται 1 the word of God is not bound ଏଠାରେ “ଆବଦ୍ଧ” ହେବା ବିଷୟ ଜଣେ ବନ୍ଦୀ ପ୍ରତି ଘଟୁଥିବା ବିଷୟକୁ ବୁଝାଏ ଓ ବାକ୍ୟାଂଶଟି ଗୋଟିଏ ରୂପକ, ଯାହାର ଅର୍ଥ ଏହା ଯେ କେହି ଈଶ୍ବରଙ୍କ ବାକ୍ୟକୁ ବନ୍ଦ କରି ପାରିବେ ନାହିଁ I ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟକୁ କେହି ବନ୍ଦୀଶାଳାରେ ରଖିପାରିବେ ନାହିଁ” କିମ୍ବା “ଈଶ୍ବରଙ୍କ ବାକ୍ୟକୁ କେହି ବନ୍ଦ କରିପାରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
2TI 2 10 aa1x figs-activepassive διὰ τοὺς ἐκλεκτούς 1 for those who are chosen ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ନିମନ୍ତେ” (ଦେଖ: [[rc://en/ta/man/translate/figs-activepassive]])
2TI 2 10 j2bk figs-metaphor σωτηρίας τύχωσιν τῆς ἐν Χριστῷ Ἰησοῦ 1 may obtain the salvation that is in Christ Jesus ପାଉଲ ପରିତ୍ରାଣ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଶାରୀରିକ ଭାବରେ ଧରାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କଠାରୁ ପରିତ୍ରାଣ ପ୍ରାପ୍ତ ହେବ” (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 8087.