Edit 'en_tn_64-2JN.tsv' using 'tc-create-app'

This commit is contained in:
Gayatri-Digal 2021-08-15 10:04:29 +00:00
parent f141c62791
commit eda50e27e3
1 changed files with 11 additions and 1 deletions

View File

@ -59,4 +59,14 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2JN 1 9 x3ae figs-infostructure πᾶς ὁ προάγων καὶ μὴ μένων ἐν τῇ διδαχῇ τοῦ Χριστοῦ 1 Everyone who goes beyond and does not remain in the teaching of Christ ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅର୍ଥ ପ୍ରକାଶ କରେ, ଗୋଟିଏ ସକାରାତ୍ମକ (**ବାହାରେ**) ଭାବରେ ଉକ୍ତ ଏବଂ ଅନ୍ୟଟି ନକାରାତ୍ମକ (**ରହେ ନାହିଁ**) ଭାବରେ ଉକ୍ତ । ଯଦି ଏହା ଆପଣଙ୍କ ଭାଷାରେ ସ୍ଵାଭାବିକ, ଆପଣ UST ପରି କ୍ରମକୁ ଓଲଟା କରିପାରିବେ । [[rc://en/ta/man/translate/figs-infostructure]])ଦେଖନ୍ତୁ)
2JN 1 9 xwoe grammar-connect-logic-contrast ὁ μένων ἐν τῇ διδαχῇ 1 The one who remains in the teaching ଏହି ବାକ୍ୟଟି ପୂର୍ବ ବାକ୍ୟର ବିପରୀତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ଆପଣ UST ପରି ଏହି ବିପରୀତ ବୋଲି ଚିହ୍ନଟ କରିବାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
2JN 1 9 vg19 figs-nominaladj οὗτος 1 this one ଯୋହନ ଏକ ପ୍ରକାର ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏହାକୁ ବିଶେଷ୍ୟ ଭାବରେ ପ୍ରଦର୍ଶନକାରୀ ବିଶେଷଣ ବ୍ୟବହାର କରୁଛନ୍ତି । **ଗୋଟିଏ** ଶବ୍ଦ ଯୋଗ କରି ULT ଏହାକୁ ସୂଚିତ କରେ । ଯଦି ଆପଣଙ୍କର ଭାଷା ବିଶେଷଣଗୁଡ଼ିକ ଏହିପରି ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ ଏକ ସମାନ ବାକ୍ୟାଂଶ ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତି” କିମ୍ବା “ସେହି ପ୍ରକାରର ବ୍ୟକ୍ତି” [[rc://en/ta/man/translate/figs-nominaladj]])ଦେଖନ୍ତୁ)
2JN 1 10 x7pw figs-explicit εἴ τις ἔρχεται πρὸς ὑμᾶς, καὶ ταύτην τὴν διδαχὴν οὐ φέρει 1 If anyone comes to you and does not bring this teaching ଏଠାରେ **କେହି** ଶବ୍ଦର ଅର୍ଥ ଏକ ଶିକ୍ଷକ କିମ୍ବା ଉପଦେଶକ ଅଟେ । ଯୋହନ ଚାହୁଁ ନାହାଁନ୍ତି ଯେ ବିଶ୍ଵାସୀମାନେ ଜଣେ ଶିକ୍ଷକଙ୍କୁ ସ୍ୱାଗତ କରନ୍ତୁ ଯିଏ ଯୀଶୁଙ୍କ ଶିକ୍ଷା ଶିଖାନ୍ତି ନାହିଁ ଏବଂ ବିଶେଷ ଭାବରେ ଯୀଶୁ ଜଣେ ମଣିଷ ଭାବରେ ଆସିଥିଲେ (<u>ପଦ</u> <u>7</u> ଦେଖନ୍ତୁ) । ବିକଳ୍ପ ଅନୁବାଦ: "ଯଦି କେହି ଜଣେ ଶିକ୍ଷକ ବୋଲି ଦାବି କରି ତୁମ୍ଭ ନିକଟକୁ ଆସେ, କିନ୍ତୁ ସେ ଭିନ୍ନ ଭାବରେ ଶିକ୍ଷା ଦିଏ" [[rc://en/ta/man/translate/figs-explicit]])ଦେଖନ୍ତୁ)
2JN 1 10 x7pw figs-explicit εἴ τις ἔρχεται πρὸς ὑμᾶς, καὶ ταύτην τὴν διδαχὴν οὐ φέρει 1 If anyone comes to you and does not bring this teaching ଏଠାରେ **କେହି** ଶବ୍ଦର ଅର୍ଥ ଏକ ଶିକ୍ଷକ କିମ୍ବା ଉପଦେଶକ ଅଟେ । ଯୋହନ ଚାହୁଁ ନାହାଁନ୍ତି ଯେ ବିଶ୍ଵାସୀମାନେ ଜଣେ ଶିକ୍ଷକଙ୍କୁ ସ୍ୱାଗତ କରନ୍ତୁ ଯିଏ ଯୀଶୁଙ୍କ ଶିକ୍ଷା ଶିଖାନ୍ତି ନାହିଁ ଏବଂ ବିଶେଷ ଭାବରେ ଯୀଶୁ ଜଣେ ମଣିଷ ଭାବରେ ଆସିଥିଲେ (<u>ପଦ</u> <u>7</u> ଦେଖନ୍ତୁ) । ବିକଳ୍ପ ଅନୁବାଦ: "ଯଦି କେହି ଜଣେ ଶିକ୍ଷକ ବୋଲି ଦାବି କରି ତୁମ୍ଭ ନିକଟକୁ ଆସେ, କିନ୍ତୁ ସେ ଭିନ୍ନ ଭାବରେ ଶିକ୍ଷା ଦିଏ" [[rc://en/ta/man/translate/figs-explicit]])ଦେଖନ୍ତୁ)
2JN 1 10 xafi figs-metaphor ταύτην τὴν διδαχὴν οὐ φέρει 1 does not bring this teaching ଯୋହନ ଏକ **ଶିକ୍ଷାଦାନ** ବା ବାର୍ତ୍ତା ବିଷୟରେ କହୁଛନ୍ତି ଯେପରି ଏହା ଏକ ବସ୍ତୁ ଯାହାକି ଜଣେ **ଆଣିପାରେ** । ଯଦି ଆପଣ ଆପଣଙ୍କ ଭାଷାରେ ଏହି ପ୍ରକାରର ରୂପକ ବ୍ୟବହାର କରିବେ ନାହିଁ, ଆପଣ ସମାନ ଅର୍ଥ ସହିତ ଏକ ଶବ୍ଦ ବ୍ୟବହାର କରିପାରିବେ କିମ୍ବା ସାଧାରଣ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଏହା ସେହି ବିଷୟରେ ଶିକ୍ଷା ଦିଏ ନାହିଁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2JN 1 10 lbct figs-explicit χαίρειν αὐτῷ μὴ λέγετε 1 do not say to him, “Greetings” ଯୋହନ ବିଶ୍ଵାସୀମାନଙ୍କୁ ଚେତାବନୀ ଦିଅନ୍ତି ଯେ ସେମାନେ ଜଣେ ମିଥ୍ୟା ଶିକ୍ଷକକୁ ସର୍ବସାଧାରଣରେ ସମ୍ମାନର ସହିତ ଅଭିବାଦନ ନକରନ୍ତୁ । ଏହାର ଅର୍ଥ ଏହା ଯେ ସେ ଚାହୁଁ ନାହାଁନ୍ତି ଯେ ସେମାନେ ଏପରି କିଛି କରନ୍ତୁ ଯାହା ଏକ ମିଥ୍ୟା ଶିକ୍ଷକକୁ ସମର୍ଥନ କରୁଥିବା ପରି ଦେଖାଯାଏ କିମ୍ବା ଏହା ଜଣେ ମିଥ୍ୟା ଶିକ୍ଷକକୁ ଅନ୍ୟମାନଙ୍କ ଆଖିରେ ଭଲ କରିବ । ବିକଳ୍ପ ଅନୁବାଦ: “ତାକୁ ସର୍ବସାଧାରଣରେ ସମ୍ମାନଜନକ ଅଭିବାଦନ ଦିଅ ନାହିଁ” [[rc://en/ta/man/translate/figs-explicit]])ଦେଖନ୍ତୁ)
2JN 1 11 uhea ὁ λέγων…αὐτῷ χαίρειν 1 the one who says to him, “Greetings” "ଯିଏ ତାକୁ ଜନସାଧାରଣରେ ସମ୍ମାନଜନକ ଅଭିବାଦନ କରେ"
2JN 1 12 auwq figs-activepassive ἵνα ἡ χαρὰ ὑμῶν πεπληρωμένη ᾖ 1 so that your joy might be made complete ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ଆପଣ ଏହାକୁ ସକ୍ରିୟ କ୍ରିୟା ଗଠନ ସହିତ କହିପାରିବେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ଏହା ତୁମ୍ଭର ଖୁସିକୁ ପୂରଣ କରେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
2JN 1 12 hwtk figs-abstractnouns ἵνα ἡ χαρὰ ὑμῶν πεπληρωμένη ᾖ 1 so that your joy might be made complete ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ “**ଆନନ୍ଦ**” ଭଳି ଏକ ବିଶେଷଣ ସହିତ ଗୁଣ ବାଚକ ବିଶେଷ୍ୟ ଆନନ୍ଦ ପଛର ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ଏହା ତୁମ୍ଭକୁ ସଂପୂର୍ଣ୍ଣ ସୁଖୀ କରେ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
2JN 1 12 lt77 translate-textvariants ἡ χαρὰ ὑμῶν πεπληρωμένη ᾖ 1 your joy might be made complete 2 ଯୋହନ ସାଧାରଣ ପରିଚୟର ଭାଗ 3 ରେ ପାଠ୍ୟ ପ୍ରସଙ୍ଗ ବିଷୟରେ ଟିପ୍ପଣୀ ଦେଖନ୍ତୁ । ବିକଳ୍ପ ଅନୁବାଦ: "ଆମ୍ଭର ଆନନ୍ଦ ସମ୍ପୂର୍ଣ୍ଣ ହେଉ" [[rc://en/ta/man/translate/translate-textvariants]])ଦେଖନ୍ତୁ)
2JN 1 12 k9yt figs-exclusive ὑμῶν 1 your ଯଦି **ଆପଣ**  ଏଠାରେ “ଆମର” ବ୍ୟବହାର କରନ୍ତୁ, ଏଥିରେ ଉଭୟ ଯୋହନ ଏବଂ ଚିଠିର ପ୍ରାପ୍ତକର୍ତ୍ତା ଅନ୍ତର୍ଭୁକ୍ତ । [[rc://en/ta/man/translate/figs-exclusive]])ଦେଖନ୍ତୁ)
2JN 1 13 aonw figs-idiom τὰ τέκνα τῆς ἀδελφῆς σου τῆς ἐκλεκτῆς 1 The children of your chosen sister ଏହି ପରିପ୍ରେକ୍ଷୀରେ, **ମନୋନୀତ** ଶବ୍ଦ ପରିତ୍ରାଣ ପାଇବାକୁ ଈଶ୍ଵର ବାଛିଥିବା ବ୍ୟକ୍ତିଙ୍କୁ ବୁଝାଏ । ଯୋହନଙ୍କ ଦୃଷ୍ଟାନ୍ତ ପ୍ରସଙ୍ଗରେ, ଏହା ଏକ ମଣ୍ଡଳୀ ବା ଲୋକମାନଙ୍କର ଗୋଷ୍ଠୀକୁ ବୁଝାଏ ଯାହାକୁ ପରିତ୍ରାଣ ପାଇବାକୁ ଈଶ୍ଵର ବାଛିଛନ୍ତି । ବିକଳ୍ପ ଅନୁବାଦ: "ଯୀଶୁଙ୍କଠାରେ ବିଶ୍ଵାସୀଙ୍କ ଏହି ଗୋଷ୍ଠୀର ସଦସ୍ୟ" [[rc://en/ta/man/translate/figs-idiom]])ଦେଖନ୍ତୁ)
2JN 1 13 a4rc ἀσπάζεταί σε 1 greet you ଏହି ସଂସ୍କୃତିରେ ଯେପରି ପ୍ରଥା ଥିଲା, ଯୋହନ ତାଙ୍କ ସହିତ ଥିବା ଲୋକ ଏବଂ ସେ ଲେଖୁଥିବା ଲୋକଙ୍କୁ ଜାଣନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇ ଚିଠି ଶେଷ କରନ୍ତି । ଆପଣଙ୍କ ଭାଷାରେ ପତ୍ରଗୁଡ଼ିକରେ ଅଭିନନ୍ଦନ ଜ୍ଞାପନ କରିବାର ବିଶେଷ ଉପାୟ ଥାଇପାରେ । ଯଦି ଅଛି, ଆପଣ ସେହି ଉପାୟକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ତୁମ୍ଭକୁ ସେମାନଙ୍କର ଶୁଭେଚ୍ଛା ପଠାଉଅଛି" କିମ୍ବା "ତୁମ୍ଭକୁ ସ୍ମରଣ କରନ୍ତି"
2JN 1 13 qjdz figs-you σε…σου 1 your … you ଏକ ମଣ୍ଡଳୀକୁ ଜଣେ ମହିଳା ପରି ପତ୍ର ଲେଖିବା ଏଠାରେ ଯୋହନଙ୍କ ରୂପକ ଅନୁଯାୟୀ **ତୁମ୍ଭେ** ଏବଂ **ତୁମ୍ଭର** ସର୍ବନାମଗୁଡ଼ିକ ଏକବଚନ ଅଟେ । [[rc://en/ta/man/translate/figs-you]])ଦେଖନ୍ତୁ)
Can't render this file because it contains an unexpected character in line 2 and column 2517.