Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 17:21:51 +00:00
parent c5169aa493
commit ed20de0b7e
1 changed files with 1 additions and 0 deletions

View File

@ -342,3 +342,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 1 j045 guidelines-sonofgodprinciples τὸν Πατέρα 1 the Father ଏହା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  । ବିକଳ୍ପ ଅନୁବାଦ: “ପିତା ଈଶ୍ଵର ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 2 1 j046 figs-nominaladj δίκαιον 1 the righteous ଯୋହନ  ଏକ ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟକ୍ତିକୁ ସୂଚାଇବା ପାଇଁ ଧାର୍ମିକ ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି  । ଆପଣଙ୍କ  ଭାଷା ବିଶେଷଣ ଗୁଡ଼ିକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଧାର୍ମିକ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 2 2 j047 writing-pronouns αὐτὸς 1 he **ସେ** ସର୍ବନାମ  ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 2 j048 figs-metonymy ὅλου τοῦ κόσμου 1 the whole world ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ  ପାଇଁ **ଜଗତ**  ଶବ୍ଦ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଜଗତରେ ସମସ୍ତେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.