Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 17:21:09 +00:00
parent d97a12e8ca
commit c5169aa493
1 changed files with 5 additions and 0 deletions

View File

@ -337,3 +337,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 10 j040 figs-hypo ἐὰν εἴπωμεν ὅτι οὐχ ἡμαρτήκαμεν, ψεύστην ποιοῦμεν αὐτὸν 1 If we say that we have not sinned, we make him a liar ଯୋହନ  ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ   ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ପବିତ୍ରତାରେ ନ ରହିବାର ଗମ୍ଭୀର ପ୍ରଭାବକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ପାପ କରିନାହୁଁ ବୋଲି କହୁ । ତେବେ ଆମ୍ଭେମାନେ  ଈଶ୍ଵରଙ୍କୁ  ମିଥ୍ୟାବାଦୀ ବୋଲି କହୁ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 1 10 j041 writing-pronouns αὐτὸν…αὐτοῦ 1 him … his ଏହି ପଦରେ ତାଙ୍କୁ ସର୍ବନାମ ଈଶ୍ଵରଙ୍କୁ  ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 10 j042 figs-metonymy ὁ λόγος αὐτοῦ οὐκ ἔστιν ἐν ἡμῖν 1 his word is not in us ଈଶ୍ଵର **ବାକ୍ୟ** ଦ୍ଵାରା ଯାହା କହିଛନ୍ତି ତାହା ପ୍ରକାଶ କରିବାକୁ ଯୋହନ ବାକ୍ୟ ବ୍ୟବହାର କରି ଆଳଙ୍କାରିକ ଭାବରେ ପ୍ରକାଶ କରନ୍ତି। ବିକଳ୍ପ ଅନୁବାଦ: “ଈଶ୍ଵର  ଯାହା କହିଛନ୍ତି ତାହା ଆମ୍ଭେମାନେ  ବିଶ୍ୱାସ କରୁନାହୁଁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 1 j043 τεκνία μου 1 My little children ଏଠାରେ ଏବଂ ଏହି ପୁସ୍ତକର ଅନେକ ସ୍ଥାନରେ, ଯୋହନ  କ୍ଷୁଦ୍ରତାବାଚକ ଶବ୍ଦ **ପିଲାମାନେ** ଶବ୍ଦକୁ  ସ୍ନେହ ପ୍ରକାଶ କରିବାକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୋର ପ୍ରିୟ ପିଲାମାନେ”
1JN 2 1 j044 grammar-connect-logic-contrast καὶ 1 And ଯେପରି ଏହି ବିଶ୍ଵାସୀମାନେ ପାପ ନ କରିବେ **ଏବଂ** ସେମାନଙ୍କ ମଧ୍ୟରୁ ଜଣେ ପାପ କଲେ କ’ଣ ହୋଇପାରେ, ତାହା ଦର୍ଶାଇବା ପାଇଁ  ଯୋହନ ଏବଂ ଶବ୍ଦ ବ୍ୟବହାର କରି  ସେ ଏହି ପତ୍ରଲେଖିବାର ଉଦ୍ଦେଶ୍ୟକୁ ହାସଲ କରିବାକୁ ଆଶା କରନ୍ତି ବିକଳ୍ପ ଅନୁବାଦ: “କିନ୍ତୁ” ( [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
1JN 2 1 j045 guidelines-sonofgodprinciples τὸν Πατέρα 1 the Father ଏହା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  । ବିକଳ୍ପ ଅନୁବାଦ: “ପିତା ଈଶ୍ଵର ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 2 1 j046 figs-nominaladj δίκαιον 1 the righteous ଯୋହନ  ଏକ ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟକ୍ତିକୁ ସୂଚାଇବା ପାଇଁ ଧାର୍ମିକ ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି  । ଆପଣଙ୍କ  ଭାଷା ବିଶେଷଣ ଗୁଡ଼ିକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଧାର୍ମିକ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 2 2 j047 writing-pronouns αὐτὸς 1 he **ସେ** ସର୍ବନାମ  ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.