Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:06:02 +00:00
parent 50dd94ca83
commit eb0f8a1977
1 changed files with 3 additions and 3 deletions

View File

@ -274,9 +274,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 13 wns6 figs-metonymy τοῖς πιστεύουσιν εἰς τὸ ὄνομα τοῦ Υἱοῦ τοῦ Θεοῦ 1 to you who believe in the name of the Son of God [2:12](https://create.translationcore.com/02/12.md) ପରି, ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ **ନାମକୁ** ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ଏବଂ ସେ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 13 gg32 guidelines-sonofgodprinciples τοῦ Υἱοῦ τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ ଯାହା ଈଶ୍ଵରଙ୍କ ସହ ତାହାଙ୍କ ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 14 yj31 figs-abstractnouns αὕτη ἐστὶν ἡ παρρησία ... ἔχομεν πρὸς αὐτόν: ὅτι 1 this is the confidence we have before him, that ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ବିଶ୍ୱାସ**” ଶବ୍ଦ ଭଳି ଏକ ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ବିଶ୍ୱାସ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିବାବେଳେ ଏହା ଉପରେ ବିଶ୍ୱାସ କରିପାରିବା” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 5 14 at5n ἐάν τι αἰτώμεθα κατὰ τὸ θέλημα αὐτοῦ 1 if we ask anything according to his will ଯଦି ଆମ୍ଭେମାନେ ସେହି ବିଷୟ ନିମନ୍ତେ ପ୍ରାର୍ଥନା କରୁ ଯାହା ଈଶ୍ବର ଇଚ୍ଛା କରନ୍ତି
1JN 5 15 ev49 οἴδαμεν ὅτι ... ἔχομεν τὰ αἰτήματα ἃ ᾐτήκαμεν ἀπ’ αὐτοῦ 1 we know that we have whatever we have asked of him ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ତାହା ପ୍ରାପ୍ତ ହେବା ଯାହା ଆମ୍ଭେମାନେ ଈଶ୍ବରଙ୍କୁ ନିବେଦନ କରିଅଛୁ
1JN 5 16 sc1f τὸν ἀδελφὸν αὐτοῦ 1 his brother ସହ ବିଶ୍ବାସୀ
1JN 5 14 at5n ἐάν τι αἰτώμεθα κατὰ τὸ θέλημα αὐτοῦ 1 if we ask anything according to his will ବିକଳ୍ପ ଅନୁବାଦ: “ଯଦି ଈଶ୍ଵରଙ୍କ ଇଚ୍ଛାନୁସାରେ ଆମ୍ଭେମାନେ କୌଣସି ପ୍ରାର୍ଥନା କରୁ”
1JN 5 15 ev49 οἴδαμεν ὅτι ... ἔχομεν τὰ αἰτήματα ἃ ᾐτήκαμεν ἀπ’ αὐτοῦ 1 we know that we have whatever we have asked of him ବିକଳ୍ପ ଅନୁବାଦ: “ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ  ଈଶ୍ଵରଙ୍କଠାରେ ଯାହା ପ୍ରାର୍ଥନା କରିଛୁ ତାହା ଗ୍ରହଣ କରିବା”
1JN 5 16 sc1f τὸν ἀδελφὸν αὐτοῦ 1 his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 16 myf6 figs-abstractnouns ζωήν 1 life ଏହି ପତ୍ରରେ “ଜୀବନ” ଶବ୍ଦ ଏହି ଭୌତିକ ଜୀବନ ଅପେକ୍ଷା ଅଧିକ କିଛି ସୂଚିତ କରେ । ଏଠାରେ “ଜୀବନ” ଶଦ୍ଦ ଆତ୍ମିକଭାବରେ ଜୀବିତ ବିଷୟକୁ ସୂଚିତ କରେ । ଦେଖ [୧ଯୋହନ :୧] (..//୦୧.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ । (ଦେଖ: [[rc://en/ta/man/translate/figs-abstractnouns]])
1JN 5 16 q1me θάνατον 1 death ଏହା ଅନନ୍ତ ମୃତ୍ୟୁକୁ ଦର୍ଶାଏ, ଯାହାକି, ଅନନ୍ତ କାଳ ପର୍ଯ୍ୟନ୍ତ ଈଶ୍ବରଙ୍କ ଉପସ୍ଥିତିରୁ ଦୂରରେ ରହିବା ।
1JN 5 18 f9y9 0 Connecting Statement: ଯୋହନ ତାହାଙ୍କ ପତ୍ରକୁ ସମାପ୍ତ କରନ୍ତି, ଯାହା ବିଶ୍ବାସୀମାନଙ୍କ ନୂତନ ସ୍ବାଭାବ ବିଷୟରେ ପୁନ୍ନରାବୃତ୍ତି କରି କହିଛନ୍ତି, ଯାହା ପାପ କରିପାରିବ ନାହିଁ, ଏବଂ ସେ ସେମାନଙ୍କୁ ପ୍ରତିମା ପୂଜାଠାରୁ ଦୁରରେ ରହିବା ନିମନ୍ତେ ସ୍ଣରଣ କରାଇ ଦିଅନ୍ତି ।

Can't render this file because it contains an unexpected character in line 2 and column 3772.