Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:05:05 +00:00
parent 6de1f55481
commit 50dd94ca83
1 changed files with 4 additions and 4 deletions

View File

@ -270,10 +270,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 11 sz21 guidelines-sonofgodprinciples τῷ Υἱῷ 1 Son ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ, ଈଶ୍ବରଙ୍କ ପୁତ୍ର । (ଦେଖ: [[rc://en/ta/man/translate/guidelines-sonofgodprinciples]])
1JN 5 12 st2z figs-metaphor ὁ ἔχων τὸν Υἱὸν, ἔχει τὴν ζωήν; ὁ μὴ ἔχων τὸν Υἱὸν τοῦ Θεοῦ, τὴν ζωὴν οὐκ ἔχει 1 The one who has the Son has life. The one who does not have the Son of God does not have life ପୁତ୍ରଙ୍କଠାରେ ଘନିଷ୍ଟଭାବେ ମିଳିତ ହୋଇ ରହିବା ବିଷୟରେ ଏପରି କୁହାଯାଇଛି ଯେପରି ତାହଙ୍କ ପୁତ୍ରଙ୍କୁ ଧାରଣ କରିବା । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କଠାରେ ଅନନ୍ତ ଜୀବନ ରହିଛି । ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ନାହିଁ ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
1JN 5 13 uwm2 0 General Information: ଏହା ଯୋହନଙ୍କ ପତ୍ରର ଶେଷରେ ଆରମ୍ଭ ହୋଇଛି । ସେ ତାହାଙ୍କ ପାଠକମାନଙ୍କୁ ତାହାଙ୍କ ପତ୍ରର ଶେଷ ଉଦେଶ୍ବ କହନ୍ତି ଏବଂ ସେମାନଙ୍କୁ କିଛି ଶେଷ ଶିକ୍ଷା ଦିଅନ୍ତି ।
1JN 5 13 ezl8 ταῦτα 1 these things ଏହି ପତ୍ର
1JN 5 13 wns6 figs-metonymy τοῖς πιστεύουσιν εἰς τὸ ὄνομα τοῦ Υἱοῦ τοῦ Θεοῦ 1 to you who believe in the name of the Son of God ଏଠାରେ “ନାମ” ଶଦ୍ଦ ଈଶ୍ବରଙ୍କ ପୁତ୍ରଙ୍କ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ନିମନ୍ତେ ଯେଉଁମାନେ ଈଶ୍ବରଙ୍କ ପୁତ୍ରଠାରେ ବିଶ୍ବାସ କରନ୍ତି” (ଦେଖ: [[rc://en/ta/man/translate/figs-metonymy]])
1JN 5 13 gg32 guidelines-sonofgodprinciples τοῦ Υἱοῦ τοῦ Θεοῦ 1 Son of God ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଇଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ. (ଦେଖ: [[rc://en/ta/man/translate/guidelines-sonofgodprinciples]])
1JN 5 14 yj31 figs-abstractnouns αὕτη ἐστὶν ἡ παρρησία ... ἔχομεν πρὸς αὐτόν: ὅτι 1 this is the confidence we have before him, that ଭାବନାତ୍ମକ ବିଶେଷ “ଆତ୍ମ-ବିଶ୍ବାସ” ଶଦ୍ଦ “ଦୃଢ଼ ବିଶ୍ବାସ” ଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଈଶ୍ବରଙ୍କ ଉପସ୍ଥିତିରେ ଦୃଢ଼ ବିଶ୍ବାସୀ ଅଟୁ କାରଣ ଆମ୍ଭେମାନେ ତାହା ଜାଣୁ” (ଦେଖ: [[rc://en/ta/man/translate/figs-abstractnouns]])
1JN 5 13 ezl8 ταῦτα 1 these things ବିକଳ୍ପ ଅନୁବାଦ: “ଏହି ପତ୍ର
1JN 5 13 wns6 figs-metonymy τοῖς πιστεύουσιν εἰς τὸ ὄνομα τοῦ Υἱοῦ τοῦ Θεοῦ 1 to you who believe in the name of the Son of God [2:12](https://create.translationcore.com/02/12.md) ପରି, ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ **ନାମକୁ** ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ଏବଂ ସେ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 13 gg32 guidelines-sonofgodprinciples τοῦ Υἱοῦ τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ ଯାହା ଈଶ୍ଵରଙ୍କ ସହ ତାହାଙ୍କ ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 14 yj31 figs-abstractnouns αὕτη ἐστὶν ἡ παρρησία ... ἔχομεν πρὸς αὐτόν: ὅτι 1 this is the confidence we have before him, that ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ବିଶ୍ୱାସ**” ଶବ୍ଦ ଭଳି ଏକ ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ବିଶ୍ୱାସ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିବାବେଳେ ଏହା ଉପରେ ବିଶ୍ୱାସ କରିପାରିବା” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 5 14 at5n ἐάν τι αἰτώμεθα κατὰ τὸ θέλημα αὐτοῦ 1 if we ask anything according to his will ଯଦି ଆମ୍ଭେମାନେ ସେହି ବିଷୟ ନିମନ୍ତେ ପ୍ରାର୍ଥନା କରୁ ଯାହା ଈଶ୍ବର ଇଚ୍ଛା କରନ୍ତି
1JN 5 15 ev49 οἴδαμεν ὅτι ... ἔχομεν τὰ αἰτήματα ἃ ᾐτήκαμεν ἀπ’ αὐτοῦ 1 we know that we have whatever we have asked of him ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ତାହା ପ୍ରାପ୍ତ ହେବା ଯାହା ଆମ୍ଭେମାନେ ଈଶ୍ବରଙ୍କୁ ନିବେଦନ କରିଅଛୁ
1JN 5 16 sc1f τὸν ἀδελφὸν αὐτοῦ 1 his brother ସହ ବିଶ୍ବାସୀ

Can't render this file because it contains an unexpected character in line 2 and column 3772.